ଅମୃତସର: ପୁଣି ଥରେ ବିବାଦରେ ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନଭଜୋତ୍ ସିଂହ ସିଦ୍ଧୁ। ପାକିସ୍ତାନ ଗସ୍ତକୁ ନେଇ ବିବାଦ ଥମିନଥିବା ବେଳେ ସିଦ୍ଧୁ ଏବେ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋକୁ ନେଇ ସିଦ୍ଧୁ ବିବାଦ ଘେରକୁ ଆସିଛନ୍ତି। ଏପରିକି ସିଦ୍ଧୁଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବିରୋଧୀ ଦାବି କରିଛନ୍ତି। କରତାରପୁର ସାହିବ କରିଡରର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଗତକାଲି ସିଦ୍ଧୁ ପାକିସ୍ତାନ ଗସ୍ତ […]