ଚୀନ : ନିଖୋଜ ଥିବା ଇଣ୍ଟରପୋଲ ମୁଖ୍ୟ ମେଙ୍ଗ ହୋଙ୍ଗେୱ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଇଣ୍ଟରପୋଲ ପକ୍ଷରୁ ସୂଚନା ଦିଅାଯାଇଛି। ତାଙ୍କ ସ୍ଥାନରେ ବରିଷ୍ଠ ଉପସଭାପତି ଥିବା କିମ୍ ଯୋଙ୍ଗ ୟାଙ୍ଗ୍ କାର୍ଯ୍ୟକାରୀ ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଗତ ସେପ୍ଟେମ୍ବର ୨୫ରୁ ଇଣ୍ଟରପୋଲର ମୁଖ୍ୟ କାର୍ଯ୍ୟାଳୟ ଫ୍ରାନ୍ସରୁ ନିଜ ଦେଶ ଚୀନକୁ ଫେରୁଥିବା ବେଳେ ମେଙ୍ଗ ହୋଙ୍ଗେୱ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଠାବ କରିବା ପାଇଁ ଫ୍ରାନ୍ସ ପୁଲିସ ପକ୍ଷରୁ ବିଭିନ୍ନ ଦେଶରେ […]
ନୂଆଦିଲ୍ଲୀ : ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା। ଲଢୁଅା ଫାଇଟର ଜେଟ୍ ସହ ବିଭିନ୍ନ ଅତ୍ୟାଧୁନିକ ବିମାନ ଦ୍ୱାରା ସମରାଭ୍ୟାସ କରିବ ଭାରତୀୟ ବାୟୁସେନା। ବିଶେଷ କରି ମିଗ୍ ୨୯ ଫାଇଟର ଜେଟ୍ ଦ୍ୱାରା କୌଶଳ ପ୍ରଦର୍ଶିତ ହେବ। ରୁଷ୍ ଠାରୁ କିଣାଯାଇଥିବା ଏହି ଯୁଦ୍ଧ ବିମାନର ସାମର୍ଥ୍ୟ ଏବେ ଅାହୁରି ବଢିଯାଇଛି। ଏପରିକି ଅାକାଶମାର୍ଗରେ ମଧ୍ୟ ଇନ୍ଧନ ଭର୍ତ୍ତି କରାଯାଇପାରିବ। ଏଥିସହ ସିଧାସଳଖ ଉଡାଣ ଅାରମ୍ଭ କରିପାରିବ। ଶତ୍ରୁପକ୍ଷର ବିମାନକୁ ଚିହ୍ନଟ କରିବାର ମାତ୍ର […]
ଶ୍ରୀନଗର : କାଶ୍ମୀରରେ ଦେଖାଦେଇଥିବା ପରିସ୍ଥିତି ପାଇଁ ବିଜେପି ଓ ପିଡିପି ବ୍ୟତୀତ ଅନ୍ୟ ରାଜନୈତିକ ଦଳ ଦାୟୀ ବୋଲି ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କହିଛନ୍ତି। କଂଗ୍ରେସ, ନେସନାଲ କନଫରେନସ, ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଓ ପାକିସ୍ତାନ ପକ୍ଷରୁ ହିଂସାକୁ ପ୍ରଶୟ ଦିଅାଯାଉଛି। ରାଜନେତା ମାନେ ଦିଲ୍ଲୀରେ ଗୋଟିଏ କଥା କହୁଥିବା ବେଳେ ଏଠାରେ ଗୋଟିଏ କଥା କହୁଛନ୍ତି। ଏଥିଯୋଗୁଁ କାଶ୍ମୀର ବାସିନ୍ଦାଙ୍କ ମଧ୍ୟରେ ଅବିଶ୍ୱାସ ବୃଦ୍ଧି ପାଇଛି ବୋଲି ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ଏଲଟିଟିଇମାନଙ୍କ ପ୍ରତି […]
ନୂଆଦିଲ୍ଲୀ : ଗ୍ରାହକଙ୍କୁ ଅାଶ୍ୱସ୍ତି । ପେଟ୍ରୋଲ, ଡିଜେଲ ଦର ହ୍ରାସ କଲେ କେନ୍ଦ୍ର ସରକାର । ଲିଟର ପିଛା ୨ ଟଙ୍କା ୫୦ ପଇସା ଶୁଳ୍କ ହ୍ରାସ। ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଏଥି ସହିତ ରାଜ୍ୟ ସରକାର ବି ଅଢ଼େଇ ଟଙ୍କା ହ୍ରାସ କରିବାକୁ ଅପିଲ୍ କରିଛନ୍ତି ଅର୍ଥମନ୍ତ୍ରୀ। ଭାଟ୍ ଅଢ଼େଇ ଟଙ୍କା କାଟିବାକୁ ରାଜ୍ୟକୁ ଅନୁରୋଧ କରିଛନ୍ତି ଜେଟଲୀ। ‘ରାଜ୍ୟ ଅଢ଼େଇ ଟଙ୍କା କାଟିଲେ […]
ଜଣେ ଶିଶୁକୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ପଡ଼ିଗଲେ ଗାଁର ୩୦ ଜଣ ଲୋକ। ଗତକାଲି ସନ୍ଧ୍ୟାରେ ମଧ୍ୟପ୍ରଦେଶ ଭିଦିଶା ଜିଳ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।
ପ୍ରତିକ୍ରିୟାରେ ସେ କହିଛନ୍ତି, ମୋ ଉପରେ ଏକ ବଡ଼ ଦାୟିତ୍ୱ ଥିଲା। ଯାହା ଆଜି ପୂର୍ଣ୍ଣ ହେବାକୁ ଯାଉଛି। ଯେତେବେଳେ ମୁଁ ଜଣେ ସାଂସଦ ଥିଲି, ସେବେ ମୁଁ ଏ ଝିଅମାନଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲି। ଆଜି ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଯାହା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହାସହ ଶିବାରାଜ କହିଛନ୍ତି, ଜଣେ ପିତାର କର୍ତ୍ତବ୍ୟ ପୂର୍ଣ୍ଣ କରିଥିବାରୁ ମୁଁ ଖୁସି ଏବଂ ଏ ଭାବନାକୁ ଶବ୍ଦରେ ବାଖ୍ୟା କରାଯାଇପାରିବ ନାହିଁ ବୋଲି କହିଛନ୍ତି ଶିବରାଜ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଚାଞ୍ଚଲ୍ୟକର କଥା ହେଉଛି ଯେ, ସେନାର ଜଣେ ନାୟକ କନେଷ୍ଟବଲ ପରମଜୀତ ଏହି ହବିବୁର ରେହମାନଙ୍କୁ ଭାରତୀୟ ସେନାର ତଥ୍ୟ ଦେଉଥିଲେ ବୋଲି ଖୁଲାସା ହୋଇଛି
ଜୟପୁର: ତୃତୀୟ ଥର ପାଇଁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହଲଟ୍ ଶପଥ ଗ୍ରହଣ କରିଛନ୍ତି। ସେହିପରି ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ଭାବେ ସଚିନ୍ ପାଇଲଟ୍ ଶପଥ ନେଇଛନ୍ତି। ରାଜ୍ୟପାଳ କଲ୍ୟାଣ ସିଂହ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଆଜି ଜୟପୁର ଆଲ୍ବର୍ଟ ପ୍ୟାଲେସ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଉପସ୍ଥିତ ଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ […]