• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rajgangapur
ରାଜଗାଙ୍ଗପୁରରେ ହାଜତ ମୃତ୍ୟୁ ଅଭିଯୋଗ ମାମଲା

ସୁନ୍ଦରଗଡ଼଼ : ସୁନ୍ଦରଗଡ଼଼ ଜିଲ୍ଲା ରାଜଗାଙ୍ଗପୁର ଥାନା ହାଜତ ମୃତ୍ୟୁ ଅଭିଯୋଗ ଘଟଣାରେ ନୂଅା ମୋଡ଼। ଘଟଣାରେ ସ୍ଥାନୀୟ ବିଧାୟକ ମଙ୍ଗଳା କିଷାନଙ୍କ ସମ୍ପୃକ୍ତି ଅଭିଯୋଗ ଅାଣିଲେ ମୃତକ ଜୟ କୁମାର ଲାକ୍ରାଙ୍କ ବାପା। ବିଧାୟକଙ୍କ ଲୋକ ବୋଲି କହି ଜଣେ ଅାମ ପରିବାରକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ବିଧାୟକ ମଙ୍ଗଳା କିଷାନ କହିଛନ୍ତି ଯେ, ସେ କେସ୍ ବିଷୟରେ କିଛି ଜାଣିନାହାନ୍ତି। ବିଧାୟକ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ଅାଜି […]

  • Friday, 16 July 2021
modi---reception-12
ପ୍ରିୟଙ୍କା ଓ ନିକ୍‌ଙ୍କ ରିସେପସନ୍‌ରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଧୁମ୍‌ଧାମରେ ବିବାହ ପରେ ଗତକାଲି ନୂଅାଦିଲ୍ଲୀର ତାଜ୍ ପ୍ୟାଲେସରେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ପ୍ରଥମ ରିସେପ୍‌ସନ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗେଦେଇଥିଲେ। ଏହାସହ ରିସେପ୍‌ସନ୍‌ରେ ବହୁ ରାଜନେତା ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରିୟଙ୍କା ଗୋଲ୍‌ଡେନ୍ କଲରର ଲେହେଙ୍ଗା ପିନ୍ଧିଥିଲେ। ସେହିପରି ନିକ୍ କଳା ରଙ୍ଗର୍ ବ୍ଲେଜର ପରିଧାନ କରିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଉଭୟେ ମୋଦିଙ୍କ ସହ ଫଟୋ ଉଠାଇଥିଲେ। […]

  • Friday, 16 July 2021
austa
ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲା ; ସିବିଅାଇକୁ ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ଭାରତକୁ ବଡ଼ ସଫଳତା। ମାମଲାରେ ମଧ୍ୟସ୍ଥତା କରିଥିବା ବ୍ରିଟିଶ୍‌ ନାଗରିକ କ୍ରିଷ୍ଟିୟନ ମିସେଲଙ୍କୁ ଭାରତ ଅାଣିବାରେ ସଫଳ ହୋଇଛି ସିବିଅାଇ। ଗତକାଲି ମଧ୍ୟରାତ୍ରରେ ସିବିଅାଇ ତାଙ୍କୁ ଦୁବାଇରୁ ଦିଲ୍ଲୀ ଅାଣିଛି। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ଏହି ଅଭିଯାନକୁ ବଡ ସଫଳତା ମିଳିଛି। ସିବିଅାଇ ଅନ୍ତରୀଣ ନିର୍ଦ୍ଦେଶକ ଏମ. ନାଗେଶ୍ୱର ରାଓ ଓ ଯୁଗ୍ମ ନିର୍ଦ୍ଦେଶକ ସାଇ ମନୋହରଙ୍କ ନେତୃତ୍ୱରେ ଟିମକୁ ଏହି […]

  • Friday, 16 July 2021

Total Seats 70

BJP 46
APP 23
INC 1
OTHERS 0

Delhi Vidhan Sabha Election Result