• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ଜୋରାମଥାଙ୍ଗ ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ

ଆଇଜଲ୍‌ : ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମିଜୋ ନାସନାଲ ଫ୍ରଣ୍ଟର ସଭାପତି ଜୋରାମଥାଙ୍ଗା ଶପଥ ନେଇଛନ୍ତି। ସେ ତୃତୀୟ ଥର ପାଇଁ ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଇଜଲରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ କେ. ରାଜଶେଖରନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ନିକଟରେ ଶେଷ ହୋଇଥିବା ମିଜୋରାମ ବିଧାନସଭା ନିର୍ବାଚନରେ ମିଜୋ ନାସନାଲ ଫ୍ରଣ୍ଟ ୨୬ଟି ଆସନ ଜିତିଥିଲା।

  • Friday, 16 July 2021
rahul
ଆସନ୍ତାକାଲି ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବ

ରାୟପୁର : ଆସନ୍ତାକାଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସୂଚନା ଦେଇଛନ୍ତି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡର୍ଗେ, ଏଆଇସିସି ପ୍ରଭାରୀ ପି.ଏଲ. ପୁନିଆ ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏବେ ଚାରିଜଣ ଆଶାୟୀ ଅଛନ୍ତି। ସେମାନେ ହେଲେ ତାମ୍ରଧ୍ୱଜ ସାହୁ, ଭୁପେଶ ବାଘେଲ, ଟି.ଏସ. ସିଂଦେଓ ଓ ଚରଣ ଦାସ ମହାନ୍ତ।

  • Friday, 16 July 2021

Total Seats 70

BJP 45
APP 24
INC 1
OTHERS 0

Delhi Vidhan Sabha Election Result