• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sunil aorra
ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ଗ୍ରହଣ କଲେ ସୁନୀଲ ଅରୋରା

ନୂଆଦିଲ୍ଲୀ  : ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ଅାଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସୁନୀଲ ଅରୋରା। ଓମ୍ ପ୍ରକାଶ ରାଓ୍ୱତଙ୍କ ସ୍ଥାନ ନେଇଛନ୍ତି ସୁନୀଲ ଅରୋରା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସିଇସି ଭାବେ ନିଯୁକ୍ତି ପାଇଥିବା ସୁନୀଲ ପୂର୍ବରୁ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି। ୧୯୮୦ମସିହା ରାଜସ୍ଥାନ ବ୍ୟାଚର ଏହି ଅାଇଏଏସ ଅଫିସର ସୂଚନା ଓ ପ୍ରସାରଣ, ସ୍କିଲ୍ ଡେଭଲପମେଣ୍ଟ ବିଭାଗର ସଚିବ ରହିସାରିଛନ୍ତି। ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମରେ […]

  • Friday, 16 July 2021
a1
ଓଲଟି ପଡ଼ିଲା ସ୍କୁଲ୍‌ ବସ୍‌

ଗୁଣ୍ଟୁର: କର୍ଲଭଟ ତଳକୁ ଖସି ପଡ଼ିଲା ସ୍କୁଲ ବସ୍‌। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଏହି ଅଘଟଣ ଘଟିଛି। ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ କଲଭର୍ଟ ତଳକୁ ଖସି ପଡ଼ିବା ଫଳରେ ଏକାଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମୟରେ ବସ୍‌ର ଡ୍ରାଇଭର୍‌ ମଦ ପିଇ ଗାଡି ଚଲାଉଥିଲେ ବୋଲି ସୂଚନା ମିଳିଛି। ପୁଲିସ୍‌ ଉକ୍ତ ପଚରାଉଚରା କରୁଥିବା […]

  • Friday, 16 July 2021
jana-sunaniup
ପୋଲାଭରମ୍‌ ଜନଶୁଣାଣି ନେଇ କାଲି ସୁପ୍ରିମ୍‌କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ପୋଲାଭରମ ଜନଶୁଣାଣିକୁ ନେଇ ନୂଅା ଅଡୁଅା। ଅାସନ୍ତାକାଲି ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ କେନ୍ଦ୍ରର ସାନି ସତ୍ୟପାଠ ପ୍ରସଙ୍ଗକୁ ଅଧିକ ଗୋଳିଅା କରିଛି। ଗତକାଲିର ସତ୍ୟପାଠରେ ୨୯ ନଭେମ୍ବରରେ ଦିଅାଯାଇଥିବା ସତ୍ୟପାଠକୁ  ତ୍ରୁଟିପୂର୍ଣ ଦର୍ଶାଇଛି କେନ୍ଦ୍ର। ଏଥିରେ ଜନଶୁଣାଣି ନେଇ ରାଜ୍ୟ ସରକାରଙ୍କ ଭୂମିକା ସଂପର୍କରେ ବି ଉଲ୍ଲେଖ କରାଯାଇଛି। ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ସହଯୋଗରେ ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନତାରେ ଜନଶୁଣାଣି ହେବା ଦରକାର ବୋଲି କେନ୍ଦ୍ର […]

  • Friday, 16 July 2021
sidhu--1
ପଞ୍ଜାବ ମନ୍ତ୍ରୀ ସିଦ୍ଧୁଙ୍କୁ ନେଇ କଂଗ୍ରେସର ବଢୁଛି ମୁଣ୍ଡବ୍ୟଥା

ନୂଆଦିଲ୍ଲୀ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କୁ ମନ୍ତ୍ରୀ ସିଦ୍ଧୁଙ୍କ ତାତ୍ସଲ୍ୟକୁ ନେଇ ଶାସକ ଦଳ ଦୁଇ ଭାଗ। ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥିବାରୁ ଓ ମାନୁନଥିବାରୁ ସିଦ୍ଧୁଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ରାଜ୍ୟର ୪ ଜଣ ମନ୍ତ୍ରୀ ଦାବି କରିଛନ୍ତି। ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ତ୍ରିପ୍ତ ରାଜିନ୍ଦର ବାଜୱା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଉପରେ ଯଦି ଭରସା ନାହିଁ ତା ହେଲେ ସିଦ୍ଧୁ ଇସ୍ତଫା ଦେଇଦିଅନ୍ତୁ। ରାଜସ୍ୱମନ୍ତ୍ରୀ ସୁଖବିନ୍ଦର ସିଂହ ସରକାରିଅା ମଧ୍ୟ ସିଦ୍ଧୁ […]

  • Friday, 16 July 2021
g 20--
ଆର୍ଜେଣ୍ଟିନାରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ

ଅାର୍ଜେଣ୍ଟିନା : ଜାପାନ ଓ ଅାମେରିକା ସହ ଭାରତର ସମ୍ପର୍କ ଅଧିକ ସୁଦୃଢ଼ ହେଉଛି। ଅାଗକୁ ମଧ୍ୟ ଏହି ସମ୍ପର୍କ ଅାଗକୁ ବଢ଼ିବ। ଅାର୍ଜେଣ୍ଟିନାରେ ଅାୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତ୍ରି-ପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ପିଏମ୍ ‘ଜୟ’ର କଥା କହିଛନ୍ତି। ଜୟ ଅର୍ଥାତ ଜାପାନ-ଅାମେରିକା ଓ ଇଣ୍ଡିଅା  ଜି-୨୦ ଶିଖର ସମ୍ମିଳନୀ ଅବସରରେ ଜାପାନ ରାଷ୍ଟ୍ରପତି ସିଞ୍ଜୋ ଅାବେ ଏବଂ ଅାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ […]

  • Friday, 16 July 2021