• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

child
ଆଖି ବୁଜିଲା ପୋଡ଼ିଯାଇଥିବା ଶିଶୁ

ଭୁବନେଶ୍ୱର: ନିଆଁରେ ପୋଡ଼ି ହୋଇ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲା ୭ ମାସର କଅଁଳ ଶିଶୁ କନ୍ୟା। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ତା’ ଶରୀରର ୭୦ ଭାଗ ପୋଡ଼ି ଯାଇଥିଲା। ଶିଶୁ କନ୍ୟାକୁ ନିଆଁକୁ ଫିଙ୍ଗିଥିବା ନିର୍ଦ୍ଦୟୀ ମା’କୁ ପୋଲିସ୍‌ ଗିରଫ କରିଛି। ପାରିବାରିକ କଳହକୁ ନେଇ ଗତକାଲି ଭୁବନେଶ୍ୱର ସାଲିଆ ସାହିରେ ଘଟିଥିଲା ଏହି ଅଭାବନୀୟ […]

paradip port
ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ

ପାରାଦୀପ: ବନ୍ଦର ନଗରୀ ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ। ଏନେଇ ନୂଆଦିଲ୍ଲୀରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି। ସାଗରମାଳା ପ୍ରୋଜେକ୍ଟରେ ପାରାଦୀପ ବନ୍ଦର ଉନ୍ନତି ନେଇ ଏହି ବୈଠକରେ ଆଲୋଚନା ହୋଇଛି। ସେହିଭଳି ସହରରେ ଏକ ୪ଶହ ଶଯ୍ୟା ବିଶିଷ୍ଟ ଉନ୍ନତ ହସ୍ପିଟାଲ ନିର୍ମାଣ ପାଇଁ ବି ନେଇ ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀ ଟ୍ରାନ୍ସପୋର୍ଟ ଭବନରେ ବସିଥିବା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ଜାହାଜ ଚଳାଚଳ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। […]

election
ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ : ୨୦୧୯ ଜନାଦେଶର ଶେଷ ପର୍ଯ୍ୟାୟ ମତଦାନ। ଆସନ୍ତାକାଲି ହେବ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ।  ଏହି ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏଁ ଆସନ ପାଇଁ ଭୋଟ୍‌ ହେଉଥିବା ବେଳେ ପଶ୍ଚିମବଙ୍ଗରେ ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ୪, ଝାଡ଼ଖଣ୍ଡର ୩ ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ ହେଉଛି। ୫୯ ଲୋକସଭା ଆସନର ୯୧୮ […]

  • Saturday, 17 July 2021
accident
ଗଛରେ ପିଟି ହେଲା କାର୍‌; ୨ ମୃତ, ୫ ଆହତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜାନିସାହି ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ବୌଦ୍ଧ ଅଞ୍ଚଳର। ସ୍ଥାନୀୟ ଲୋକଙ୍କ ସହାୟତାରେ ‌ଆହତଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବୌଦ୍ଧ ଜିଲ୍ଲା ଚରଚରା ଅଞ୍ଚଳର ୭ ଜଣ ଯୁବକ ଖୋର୍ଦ୍ଧାରେ ଏକ ବାହାଘର ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ […]

imfa--1
ବିଧାନସଭାରେ ଉଠିଲା ଇମ୍ଫା ପ୍ରସଙ୍ଗ

ଭୁବନେଶ୍ୱର : ଆଜି ବିଧାନସଭାରେ ଉଠିଛି ଥେରୁବାଲି ଇମ୍ଫା କାରଖାନା ଆଗରେ ଆନ୍ଦୋଳନ ନାଁରେ ଆତଙ୍କ ପ୍ରସଙ୍ଗ। ବିଧାନସଭାରେ ଆଜି ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏ ପ୍ରସଙ୍ଗ ଉଠାଇ ଓଡ଼ିଆ ଉଦ୍ୟୋଗୀଙ୍କ କାରଖାନାକୁ ସରକାର ସୁରକ୍ଷା ଦେଉନଥିବା ଅଭିଯୋଗ କରିଛନ୍ତି। ପୋଲିସ ସାମ୍ନାରେ ଇମ୍ଫା ଆଗରେ ଗଣ୍ଡଗୋଳ କାହିଁକି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ଏ ପ୍ରସଙ୍ଗରେ ଟ୍ୱିଟ୍ କରି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, […]

rape victim
ସାଲେପୁର ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ 

କଟକ :  ସାଲେପୁର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ। SCB ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି। ୧୩ ଜଣିଆ ଡାକ୍ତରୀ ଦଳ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି। ତେବେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁନି ଏବଂ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଗତ ୨୧ ତାରିଖ ରାତିରେ ସାଲେପୁର ଥାନା ଅଞ୍ଚଳରେ ଏକ ସ୍କୁଲ ବାରଣ୍ଡାରୁ ଜଣେ ୬ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର […]

jagannath
ମନ୍ତ୍ରୀ କହିଲେ, ଜଗନ୍ନାଥଙ୍କର ୧୨୮କିଲୋ ସୁନା

ପୁରୀ : ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ରହିଛି ୧୨୮ କେଜି ୩୧୦ ଗ୍ରାମର ସୁନା ଅଳଙ୍କାର ସହ ମୂଲ୍ୟବାନ ପଥର। ସେହିପରି ୨୨ହଜାର ୧୫୩ ଭରି ରୁପା ବାସନ ସହ ପୂଜା ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି।  ୧୪ଟି ସୁନା, ରୁପା ଜିନିଷ ବିଭିନ୍ନ କାରଣରୁ ଓଜନ ହୋଇପାରିନି।  ଆଜି ବିଧାନସଭାରେ ବିଜେପି ବିଧାୟକ ଦିଲୀପ ରାୟଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏଭଳି ଲିଖିତ ଉତ୍ତର ଦେଇଛନ୍ତି। ଶ୍ରୀମନ୍ଦିରର ରତ୍ନଭଣ୍ଡାର କେବେ ଖୋଲାଯାଇଥିଲା ଓ […]

  • Saturday, 17 July 2021
ଆଜିଠୁ ମୋଦିଙ୍କ ଚୀନ ଗସ୍ତ

ନୂଆଦିଲ୍ଲୀ : ଆଜି ଦୁଇ ଦିନିଆ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତ କାଳରେ ସେ ଚୀନ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ସହ ଅଣ-ଆନୁଷ୍ଠାନିକ ଆଲୋଚନା କରିବେ। ଡୋକଲାମ ବିବାଦ ପରଠାରୁ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ତେଣୁ ଏହାର ସମାଧାନ ପାଇଁ ଆଲୋଚନା ବେଳେ ଉଦ୍ୟମ ହେବ। ଦୁଇ ଦିନିଆ ଗସ୍ତ ବେଳେ କୌଣସି ଚୁକ୍ତି ସ୍ୱାକ୍ଷରିତ କିମ୍ବା ମିଳିତ ପ୍ରେସ୍‌ କନଫରେନସ କରାଯିବ ନାହିଁ ବୋଲି ଚୀନର […]

fire
ଛୁଆକୁ ନିଆଁରେ ପୋଡ଼ି ଦେଲା ମା’

ଭୁବନେଶ୍ୱର: ରାଜଧାନୀରେ ଅଭାବନୀୟ ଘଟଣା। ସାଲିଆସାହିରେ ଏକ ୭ ମାସର ଶିଶୁ କନ୍ୟାକୁ ତାର ମା’ ନିଆଁରେ ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରାଯାଇଛି। ପିଲାଟିକୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି। ଏକ କପଡାରେ କିରୋସିନ ଢାଳି ସେଥିରେ ନିଆଁ ଲଗାଇ ଶିଶୁ କନ୍ୟାକୁ ପୋଡିଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ମା’ ମାନସିକ […]

gang rape
୫ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ

ଜଗତସିଂହପୁର: ରାଜ୍ୟରେ ପୁଣି ଏକ ଲଜ୍ଜା ଜନକ ଘଟଣା।  ଜଗତସିଂହପୁରରେ ଜଣେ ୫ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ୨ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ମା’।  ଅଭିଯୋଗ ପରେ ଦୁଇ ନାବାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ଦ୍ୱୟଙ୍କ ବୟସ ୧୩ ଏବଂ ୧୧ ବର୍ଷ ହୋଇଥିବା ସୂଚନା ମିଳିଛି।  ଏପଟେ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ଜଗତସିଂହପୁର ମେଡିକାଲ ପଠାଯାଇଛି।  ସେପଟେ ସିଡ଼ବ୍ଲ୍ୟୁସିର […]

jayaram pangi
ଇମ୍ଫା ଆନ୍ଦୋଳନ ପଛରେ ଷଡ଼ଯନ୍ତ୍ର

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫା ଆନ୍ଦୋଳନ ପଛରେ ପାଣ୍ଡିଆନଙ୍କ ହାତ। ଏଭଳି ଅଭିଯୋଗ କରିଛନ୍ତି ବିଜେପି ନେତା ଜୟରାମ ପାଙ୍ଗୀ। ଇମ୍ଫା ଆନ୍ଦୋଳନ ପ୍ରସଙ୍ଗରେ ପାଙ୍ଗୀ ତାଙ୍କ ମନ୍ତବ୍ୟ ରଖିଛନ୍ତି। ଆଦିବାସୀମାନେ ସରଳ, ଏମାନେ ନିଜ ମନକୁ ମନ ଆନ୍ଦୋଳନ କରିବା ବିଶ୍ୱାସ ହେଉନି। ଏଥିସହ ବାହ୍ୟ ନିର୍ଦ୍ଦେଶରେ ଆଦିବାସୀମାନେ ଆନ୍ଦୋଳନ କରୁଥିବା ନେଇ ଭାବୁଛନ୍ତି ବୋଲି କହିଛନ୍ତି ପାଙ୍ଗୀ।  ଆନ୍ଦୋଳନ ତୃତୀୟ ମହଲା ବା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହେଉଥିବ, ନହେଲେ ପ୍ରଶାସନ କିମ୍ବା ପୋଲିସ […]

chanda
ଇଡି ନଜରରେ ଚନ୍ଦା କୋଚରଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ :  ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ଅମଳରେ ୨୦୦୯ରୁ ୨୦୧୮ ମସିହା ମଧ୍ୟରେ ଦିଆଯାଇଥିବା ୨୪ଟି ମୋଟା ଅଙ୍କ ଋଣର ତର୍ଜମା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କୋଚରଙ୍କ ସମୟରେ ଦିଆଯାଇଥିବା ୭ ହଜାର ୮୬୨ କୋଟି ଟଙ୍କା ଋଣର ସମସ୍ତ ପ୍ରକାର ଯାଞ୍ଚ କରିବ ଇଡି। ଏହିସବୁ ଋଣ ପ୍ରଦାନରେ ଅନିୟମିତତା ହୋଇଥିବା ଅନୁମାନ କରାଯାଉଛି। କୋଚର ନିଜ ସ୍ୱାମୀ ଦୀପକ କୋଚରଙ୍କ କଂପାନୀ ଓ ଭିଡିଓକନ କଂପାନୀକୁ ଅନୁଗ୍ରହ ଦେଖାଇ ୧୮୭୫ […]

  • Saturday, 17 July 2021
wedding gift blast
ରିମାଣ୍ଡରେ ଗଲେ ପୁଞ୍ଜିଲାଲ

ପାଟଣାଗଡ଼: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଆଜି  ୬ ଦିନିଆ ରିମାଣ୍ଡରେ ନେଇଛି। ୧୪ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ ୬ ଦିନର ଅନୁମତି ଦେଇଛନ୍ତି। ରିମାଣ୍ଡ ସମୟରେ ଷଡ଼ଯନ୍ତ୍ରକୁ ନେଇ ଅଧିକ ଖୋଳତାଡ଼ କରିବ କ୍ରାଇମ ବ୍ରାଞ୍ଚ ଏସ୍ଆଇଟି।  ପୁଞ୍ଜିଲାଲଙ୍କୁ ଜେରା କରି ପୂରା ଘଟଣା ସଂପର୍କରେ ଆହୁରି ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବ କ୍ରାଇମ ବ୍ରାଞ୍ଚ। ଗତକାଲି ଗିରଫ ପରେ ପୁଞ୍ଜିଲାଲଙ୍କୁ […]

camp
ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର

ନୂଆଦିଲ୍ଲୀ : ପ୍ରାୟ ଗୋଟିଏ ମାସ ପରେ ନିର୍ବାଚନ ପ୍ରଚାରରେ ପଡିଛି ଯବନିକା। ଆଜି ସଂଧ୍ୟା ୫ଟାରେ ଶେଷ ହୋଇଛି ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରଚାର। ୧୯ ତାରିଖରେ ଶେଷ ତଥା ସପ୍ତମ ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ୯ ଆସନରେ ହେବ ଭୋଟିଂ। ସେହିପରି ବିହାର ଓ ମଧ୍ୟପ୍ରଦେଶର ୮ଟି […]

  • Saturday, 17 July 2021
vlw
ସମିତିସଭ୍ୟାଙ୍କୁ ଅସଦାଚରଣ ଅଭିଯୋଗ, ଗିରଫ ହେଲେ ଭିଏଲ୍‌ଡ଼ବ୍ଲ୍ୟୁ

ତେଲକୋଇ: ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତର ସମିତିସଭ୍ୟାଙ୍କୁ ଅସଦାଚରଣ ଅଭିଯୋଗରେ ଭିଏଲଡବ୍ଲୁ (Village Level Worker) ଗିରଫ।  ଏହି ମାମଲାରେ ଜଗମୋହନପୁରର ଭିଏଲ୍ଡବ୍ଲୁ ତାରକାନ୍ତ ବେହେରାଙ୍କୁ ଗିରଫ କରିଛି ତେଲକୋଇ ପୋଲିସ। ଏହି ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଯୋଗେଶ୍ୱର ପ୍ରଧାନ ଫେରାର ଥିବା ଜଣାପଡିଛି। ପଞ୍ଚାୟତରେ ଗ୍ରାମସଭା ଏବଂ କାର୍ଯ୍ୟ ବଣ୍ଟନରେ ଅନିୟମିତତାକୁ ବିରୋଧ କରିଥିଲେ ସମିତି ସଭ୍ୟା ପୁଷ୍ପାଞ୍ଜଳି ଆପଟ୍‌। ଏଥିପାଇଁ ପୁଷ୍ପାଞ୍ଜଳିଙ୍କୁ ଗ୍ରାମସଭାରୁ ଧକ୍କା ମାରି ବାହାର କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ […]