• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

delhi
ପାଣିପାଗ ବିଭାଗର ପୂର୍ବାନୁମାନ, ପୁଣି ଦିଲ୍ଲୀରେ ହୋଇପାରେ ଧୂଳିଝଡ଼ ସହ ବର୍ଷା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ NCRରେ ଆଜି ପାଗ ବଦଳି ପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀରେ ରବିବାର ଦିନବେଳା ଯେପରି ଅନ୍ଧାର  ମାଡ଼ି ଆସି ଥିଲା ଠିକ୍‌ ଆଜି ମଧ୍ୟ ସେହିଭଳି ଭାବରେ ଅନ୍ଧାର ହେବାସହ ଧୂଳିଝଡ଼ ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଆଜି ସକାଳୁ ପାଗ ମେଘୁଆ ରହିଛି। ପବନର ଗତବିଧିକୁ ଲକ୍ଷ୍ୟ କରି ପୁଣିଥରେ ପ୍ରବଳ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିବ ବୋଲି ଅନୁମାନ […]

  • Monday, 19 July 2021
tej pratap
ମହାଦେବଙ୍କ ବେଶରେ ଲାଲୁଙ୍କ ପୁଅ ତେଜ୍‌ପ୍ରତାପ, ଭିଡିଓ ଭାଇରାଲ

ପାଟନା: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍‌ପ୍ରତାପ ଯାଦବଙ୍କୁ ନେଇ ନୂଆ ବିବାଦ। ଶ୍ରାବଣ ମାସରେ ବୋଲବମ୍ ଚାଲିଥିବା ବେଳେ ଶିବ ପୋଷାକ ପରିଧାନ କରି ବିବାଦକୁ ଆସିଛନ୍ତି ତେଜ ପ୍ରତାପ। ଦେଓଘର ସ୍ଥିତ ବାବା ବୈଦ୍ୟନାଥଙ୍କ ଠାରେ ପାଣି ଢାଳିବା ବେଳେ ସେ ଶିବଙ୍କ ଭଳି ପୋଷାକ ପିନ୍ଧିଥିଲେ। ଯାହାକୁ ନେଇ ଦେଖାଦେଇଛି ବିବାଦ। କିଛି ଶ୍ରଦ୍ଧାଳୁ ଏହାକୁ ନିନ୍ଦା କରିଛନ୍ତି। ପୂର୍ବରୁ ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରି ଚର୍ଚ୍ଚାକୁ ଆସିଥିଲେ ତେଜ୍‌ପ୍ରତାପ । […]

  • Monday, 19 July 2021
POLICE
ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା ସିଘଂମ ଷ୍ଟାଇଲ୍‌

ନୂଆଦଲ୍ଲୀ: ପୋଲିସ ବାବୁଙ୍କ ସିଙ୍ଘମ ଅବତାରର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।  ଲକ୍‌ଡାଉନ ସମୟରେ ପୋଲିସ ବାବୁଙ୍କ ଏହି ହିରୋଗିରି କିନ୍ତୁ ତାଙ୍କ ଉପରେ ଭାରି ପଡ଼ିଛି।  ଏଭଳି ଭିଡିଓକୁ ନେଇ ଏବେ ବିବାଦ ଘେରକୁ ଆସିଛନ୍ତି। ମଧ୍ୟପ୍ରଦେଶ ଦମାହ ଜିଲ୍ଲା ନରସିଂହଗଡ଼ ପୋଲିସ ଷ୍ଟେସନର ସବ୍ଇନସ୍ପେର ମନୋଜ ଯାଦବ। ମନୋଜଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଦମାହ ଏସ୍ପି ହେମନ୍ତ ଚୌହାନ। ଏନେଇ ଜଣେ […]

  • Monday, 19 July 2021
baripada
୯ ମାସର ଶିଶୁ କନ୍ୟା ସହ ଜିଅନ୍ତା ଜଳିଗଲା ମାଆ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ତେଲିବିଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୯ ମାସର ଝିଅ ସହିତ ଜିଅନ୍ତା ଜଣେ ମହିଳା ଜଳି ଯାଇଛନ୍ତି  । ଗୁରୁତର ଅବସ୍ଥାରେ ସେମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଉଭୟଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ତେଲିବିଲା ଗାଁର ଠାକୁର ମଣି ସିଂହ ଗତ ରାତିରେ ନିଜ ସଂପର୍କୀୟଙ୍କ ଘରେ ଥିବା ବେଳେ କିରୋସିନି ଢ଼ାଳି ହୋଇ ନିଆଁ ଲାଗି ଯାଇଥିଲା। ମାଆ […]

  • Monday, 19 July 2021
Bhitarkanika
କାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା: ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା। ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ମେ’ ୧ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। ଅଣ୍ଡାଦାନ ବେଳେ କୁମ୍ଭୀରମାନେ ହିଂସ୍ର ଥାଆନ୍ତି। କୌଣସି ଅଘଟଣ ଘଟିବାକୁ ଲକ୍ଷ୍ୟ କରି ପ୍ରାଣୀ ଉଦ୍ୟାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ପ୍ରତିବର୍ଷ ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ଏହା ବନ୍ଦ ରଖା ଯାଇଥାଏ। ଚଳିତ ବର୍ଷ ଜାନୁଆରୀରେ ହୋଇଥିବା ଗଣନା ଅନୁସାରେ, ଭିତରକନିକାରେ ୧୬୯୮ଟି […]

  • Monday, 19 July 2021
itbp
ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇଲେ ଯବାନ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ କାର୍ଗିଲର ଦୁର୍ଗମ ଅଞ୍ଚଳର ଥିବା ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ଲଦାଖ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଟ୍ରକ ଯୋଗେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଗୁଡିକୁ ପହଂଚାଇବାରେ  ପ୍ରମୁଖ ଭୂମିକା ନିର୍ବାହ କରିଛି ଆଇଟିବିପି । ଲଦାଖ ପ୍ରଶାସନ ପକ୍ଷରୁ ଜୋଜିଲା ପାସ୍‌କୁ ଖୋଲି ଦିଆଯିଇଛି। ଫଳରେ ବରଫରେ  ଆଚ୍ଛାଦିତ କାର୍ଗିଲ ଅଞ୍ଚଳର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ […]

  • Monday, 19 July 2021
baripada
ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବାରିପଦା ବନ୍ଦ

ବାରିପଦା: ବାରିପଦାରେ ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବାରପଦା ବନ୍ଦ ଡାକରା ଦିଆଯାଇଛି। ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନ ୟୁଥ୍ ଆସୋସିଏସନ୍ ବା ମାରିସା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ମାରିସା ସଂଗଠନର କର୍ମୀମାନେ ବାରିପଦା ଉପକଣ୍ଠ ମୁର୍ଗାବାଡ଼ି ଛକରେ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ପୂରା ଠପ୍ ହୋଇ ଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ବସ୍, ଟ୍ରକ୍‌ ଅଟକି ରହିଛି। […]

  • Monday, 19 July 2021
dog
ଲକ୍‌ଡାଉନ୍‌ର ସାଥୀ, ଲୁଚକାଳି ଖେଳରେ ପାର୍ଟନର ହେଲା କୁକୁର

ନୂଆଦିଲ୍ଲୀ: ସମଗ୍ର ଦେଶରେ ମହାମାରୀ କରୋନା ନିଜର କାୟାକୁ ବିସ୍ତାର କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁ ସମସ୍ତେ ଏକପ୍ରକାର ଗୃହବନ୍ଦୀ। ଏହି ଲକ୍‌ଡାଉନ ଯୋଗୁ ସବୁଠାରୁ ଯଦି କିଏ କଷ୍ଟ ପାଉଥାନ୍ତି ସେମାନେ ହେଉଛନ୍ତି ଛୋଟ ପିଲା। ବାହାରକୁ ଯାଉପାରୁ ନାହାନ୍ତି। ସାଙ୍ଗସାଥୀ କେହି ନାହାନ୍ତି। ବାପା-ମା ଘରେ ଅଫିସ ଖୋଲି ବସିଛନ୍ତି। ଏପରି ସମୟରେ କୁନି ଝିଅଟି କିପରି ପୋଷା କୁକୁର ସହ ସମୟ କଟାଉଛି ତାହାର […]

  • Monday, 19 July 2021
imran
ଅଗଷ୍ଟ ୧୧ରେ ଶପଥ ନେଇପାରନ୍ତି ଇମ୍ରାନ ଖାନ୍

ଇସ୍‌ଲାମାବାଦ : ଆସନ୍ତା ଅଗଷ୍ଟ ୧୧ ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ପାକିସ୍ତାନ ତେହରିକ୍‌ -ଇ-ଇନ୍‌ସାଫ ସୁପ୍ରିମୋ ଇମ୍ରାନ ଖାନ୍। ପାକିସ୍ତାନ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେବା ସହ ରେଡିଓ ପାକିସ୍ତାନରେ ମଧ୍ୟ ଏହି ଖବର ପ୍ରସାରିତ ହୋଇଛି। ପୂର୍ବରୁ ତାଙ୍କ ଦଳର ମୁଖପାତ୍ର ଦେଶର ସ୍ୱାଧୀନତା ଦିବସ ଅଗଷ୍ଟ ୧୪ ପୂର୍ବରୁ ଇମ୍ରାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ। ସେପଟେ ସଂଖ୍ୟା ଗରିଷ୍ଠତା ପାଇଁ ପିଟିଆଇ ପକ୍ଷରୁ କସରତ ଜାରି […]

  • Monday, 19 July 2021
yamuna
ବିପଦ ସଙ୍କେତ ଉପରେ ଯମୁନାର ଜଳସ୍ତର

ନୂଆଦିଲ୍ଲୀ : ଏବେ ବି ବିପଦ ସଙ୍କେତ ଉପରେ ରହିଛି ଯମୁନା ନଦୀର ଜଳସ୍ତର   ଯମୁନାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହ ହରିଅାଣାର ହାଥିନକୁଣ୍ଡ ବ୍ୟାରେଜରୁ ପାଣିଛଡା ଯାଉଥିବାରୁ ଯମୁନାରେ ଜଳସ୍ତର ବିପଜ୍ଜନକ ସ୍ଥିତିରେ ରହିଛି । ସୋମବାର ନଦୀର ଜଳସ୍ତର ୨୦୫.୫ ମିଟର ରହିଛି। ଯମୁନାର ବିପଦ ସଙ୍କେତ ୨୦୪ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ଦେଢ ମିଟର ଅଧିକ ରହିଛି। ଏହା ଫଳରେ ଦିଲ୍ଲୀରେ ବି ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା […]

  • Monday, 19 July 2021
delhiiii
ଦିନ ୧୧ଟାରେ ମାଡି ଆସିଲା ରାତି ! ବର୍ଷା ସାଙ୍ଗକୁ କୁଆପଥର ମାଡ଼

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ଓ NCRରେ ଆଜି ହଠାତ ପାଗ ବଦଳି ଯାଇଥିଲା। କେଉଁଠି ଥିଲା କେଜାଣି ହଠାତ୍‌ ଧୂଳିଝଡ଼ ସହ ବର୍ଷା ମାଡ଼ି ଆସିଲା। ଗୋଟିଏ ମୁହୂର୍ତ୍ତ ପାଇଁ ଲାଗିଲା ଯେମିତି ରାତି ଆସିଗଲା  କି ! ଆଜି ପୂର୍ବାହ୍ନ ୧୧ ଟାରେ ଦିଲ୍ଲୀ ଓ ଏହାର ଆଖପାଖ ଇଲାକାର ପାଗ ହଠାତ୍‌ ବଦଳି ଯାଇଥିଲା।  ଅନ୍ଧାର ‌ମାଡ଼ି ଆସିବା ସହ ରାସ୍ତାଘାଟ କିଛି ଦେଖା ଯାଇ ନ ଥିଲା। ଚାରିଆଡେ ଧୂଳି ଉଡିବାକୁ ଲାଗିଲା। ପରେ […]

  • Monday, 19 July 2021
dharmendra
ଅଗଷ୍ଟ ଶେଷ ସୁଦ୍ଧା କୃଷି ବୀମା : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଓଡ଼ିଶାରେ ଅଗଷ୍ଟ ଶେଷ ସୁଦ୍ଧା କୃଷି ବୀମାର ବକେୟା ଅର୍ଥ ପ୍ରଦାନ କରାଯିବ। କୃଷି ବୀମା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଭେଟିବା ପରେ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୃଷି ବୀମା କମ୍ପାନୀ ଗୁଡ଼ିକ ବକେୟା ଅର୍ଥ ପୈଠ ପାଇଁ କମିଟି ହୋଇଛି। କୃଷି, ଅର୍ଥ, ରାଜ୍ୟ ପ୍ରତିନିଧି, ବୀମା ପ୍ରତିନିଧିଙ୍କୁ ନେଇ କମିଟି ଗଠିତ ହୋଇଛି। ଅାସନ୍ତା ଅଗଷ୍ଟ ଶେଷ ସୁଦ୍ଧା ବକେୟା ଅର୍ଥ ପ୍ରଦାନ ନେଇ […]

  • Monday, 19 July 2021