• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

kuhudi
ଘନ କୁହୁଡ଼ି ଯୋଗୁ ୨୪ରୁ ଅଧିକ ଗାଡ଼ି ଦୁର୍ଘଟଣା ଗ୍ରସ୍ତ

ଜୟପୁର: ରାଜସ୍ଥାନ ସିକରରେ ସିରିଜ୍‌ ଦୁର୍ଘଟଣା ଘନ କୁହୁଡ଼ି ଯୋଗୁ ସିକର ଦେଇ ଯାଇଥିବା ୫୨ ନମ୍ବର ଜାତୀୟ ରାଜପଥରେ ଅଖେପୁରା ଟୋଲ୍ ଗେଟ୍ ଓ ପଲସାନା ମଝିରେ  ସିରିଜ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୃଶ୍ୟମାନ ଦୂରତା କମିଯିବାରୁ ଟୋଲ୍ ଗେଟ୍ ପାଖରେ ଛିଡ଼ା ହୋଇଥିବା ଗାଡ଼ି ଉପରେ ପରକୁ ପର ଗାଡ଼ି ଧକ୍କା ଦେଇଥିଲା। ଏଥିରେ ପାଖାପାଖି ୨୪ଟି ଗାଡ଼ି ନଷ୍ଟ ହୋଇଛି। ଦୁଇଟି ଯାତ୍ରୀବାହୀ ବସ୍ ଓ […]

  • Tuesday, 20 July 2021
monil
ଭୀମା କୋରେଗାଓଁ ହିଂସା ମାମଲାରେ ପୁନେ ପୁଲିସ୍‌କୁ ଝଟ୍‌କା

ମୁମ୍ବାଇ: ଭୀମା କୋରେଗାଓଁ ହିଂସା ଘଟଣାର ତଦନ୍ତ କରୁଥିବା ପୁନେ ପୁଲିସକୁ ଝଟକା ଲାଗିଛି। ଶିକ୍ଷାବିତ୍ ତଥା ଲେଖକ ପ୍ରଫେସର ଆନନ୍ଦ ତେଲତୁମ୍ବଡେଙ୍କ ଗିରଫକୁ ପୁନେ ସେସନ୍‌ସ କୋର୍ଟ ବେଆଇନ ଦର୍ଶାଇଛନ୍ତି। ଏଥିସହ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭୀମା କୋରେଗାଓଁ ହିଂସା ଘଟଣାର ଅଭିଯୁକ୍ତ ଭାବେ ଆନନ୍ଦ ତେଲତୁମ୍ବଡେଙ୍କୁ ମୁମ୍ବାଇ ପୁଲିସ୍ ଆଜି ଭୋର ୩ଟା ୩୦ରେ ଗିରଫ କରିଥିଲା।  ସେ କେରଳରୁ ବିମାନରେ ପହଞ୍ଚିବା ପରେ ପୁଲିସ୍ ତାଙ୍କୁ ଅଟକ […]

  • Tuesday, 20 July 2021
trump
ଟ୍ରମ୍ପ୍ ଓ କିମ୍‌ଙ୍କ ମଧ୍ୟରେ ଦ୍ୱିତୀୟ ଦ୍ୱିପାକ୍ଷିକ ଚର୍ଚ୍ଚା

ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍‌ଙ୍କ ମଧ୍ୟରେ ଦ୍ୱିତୀୟ ଦ୍ୱିପାକ୍ଷିକ ଚର୍ଚ୍ଚା ହେବାର ସମ୍ଭାବନା ରହିଛି। ଏହି ଦ୍ୱିତୀୟ ବାର୍ତ୍ତା ଉପରେ ସାରା ବିଶ୍ୱର ନଜର ରହିଛି। ଏହି ସାକ୍ଷାତ କାର୍ଯ୍ୟକ୍ରମ ଭିଏମତନାମରେ ହେବ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଲୋଚନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡ଼ିଛି। ଗତ ଜାନୁଆରୀ ୧୮ ତାରିଖରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ନେଇ ହ୍ୱାଇଟ୍‌ ହାଉସ୍ […]

  • Tuesday, 20 July 2021
modi
ମମତାଙ୍କ ଗଡ଼ରେ ମୋଦିଙ୍କ ଗର୍ଜନ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗର୍ଜନ। କିଛି ଦିନ ତଳେ ମମତା ସମସ୍ତ ବିରୋଧୀଙ୍କୁ ଏକାଠି କରି ଶକ୍ତି ବିଜେପି ବିରୋଧରେ ଶକ୍ତି ପ୍ରଦର୍ଶନ କରିଥିଲେ। ଆଉ ଆଜି ପ୍ରଧାନମନ୍ତ୍ରୀ ମୋଦି ଦୁର୍ଗାପୁର ଏକ ରାଲିରେ ଯୋଗ ଦେଇ କେନ୍ଦ୍ରୀୟ ଯୋଜନାର ସଫଳତା ବଖାଣିବା ସହିତ ମମତାଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଉପଲବ୍ଧି ବଖାଣି ଟାର୍ଗେଟ୍‌ କରିବା ସହ ରାଜ୍ୟରେ ହିଂସା ବୃଦ୍ଧି ପାଇଁ ମମତା ସରକାରକୁ […]

  • Tuesday, 20 July 2021
nabalika
ବାଲ୍ୟ ବିବାହ ଚାଲିଥିବା ବେଳେ ନାବାଳିକା ଉଦ୍ଧାର

ଝାରସୁଗୁଡ଼ା : ଝାରସୁଗୁଡ଼ାର ଝାଡ଼େଶ୍ୱର ମନ୍ଦିରରେ ବାଲ୍ୟ ବିବାହ ଚାଲିଥିବା ବେଳେ ପୁଲିସ୍‌ ଜଣେ ନାବାଳିକାକୁ ଉଦ୍ଧାର କରିଛି। ଏହା ସହିତ ବର ଏବଂ ବରପିତାକୁ ଗରିଫ କରିଛି। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଆଜି ସିଡବ୍ଲୁସି, ଚାଉଲ୍ଡ ଲାଇନ ଓ ପୁଲିସ୍‌ ଝାଡ଼େଶ୍ୱର ମନ୍ଦିରରେ ଆସି ପହଞ୍ଚିଥିଲେ। ସେଠାରେ ଖୋଳତାଡ଼ କରିବା ବେଳେ ବରଘର ଲୋକେ ଏହା ବିବାହ ନୁହେଁ ବର ପିନ୍ଧାଣି ବୋଲି କହିଥିଲେ। କିନ୍ତୁ ପରେ ମନ୍ଦିର ପୂଜକଙ୍କ ଠାରୁ କାଟିଥିବା ରସିଦ୍‌ରୁ […]

  • Tuesday, 20 July 2021
baijayanta-final
ଦାରିଙ୍ଗବାଡିରେ ‘ହେଇଯାଉ’କାର୍ଯ୍ୟକ୍ରମ

କନ୍ଧମାଳ: ଦାରିଙ୍ଗବାଡିର ସାନମାହ ଗାଁରେ ଚା’ ଖଟି ‘ହେଇଯାଉ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଚା ଖଟି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ବୈଜୟନ୍ତ ଦାରିଙ୍ଗବାଡିରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହାପରେ ତାଙ୍କୁ ଏକ ଶୋଭାଯାତ୍ରାରେ ଚାରିଛକରୁ ବାହାରି ସାନମାହା ଗାଁକୁ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଯୁବ ସମାଜ ସହ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ଏହି ଚା’ ଖଟିରେ […]

  • Tuesday, 20 July 2021
kh-final
ପୁଲିସ୍‌କୁ ପଞ୍ଚାୟତ ଅଫିସ୍‌ରେ ତାଲା ପକାଇଲେ ଲୋକେ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତ ପରିଛଳ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ବେଗୁନିଆ ଥାନା ଆଇଆଇସିଙ୍କ ସହିତ ଥାନାର ଅନ୍ୟ କର୍ମଚାରୀଙ୍କୁ ପଞ୍ଚାୟତ ଅଫିସ୍‌ ଭିତରେ ତାଲା ପକାଇ ଦେଇଛନ୍ତି। ଏପରି କାଣ୍ଡ ଘଟାଇବାର କାରଣ ହେଉଛି ଏକ ହତ୍ୟା ଅଭିଯୋଗ ମାମଲାରେ ଅଭିଯୋଗ କରିବା ପରେ ମଧ୍ୟ ବେଗୁନିଆ ଥାନା ପୁଲିସ୍‌ ଠିକ୍‌ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ପରିଛଳ ଗ୍ରାମବାସୀ ଏ ନେଇ ବାରମ୍ୱାର ଅଭିଯୋଗ କରି ଆସୁଥିଲେ। ଆଜି ଖୋର୍ଦ୍ଧା ପୁଲିସ୍‌ […]

  • Tuesday, 20 July 2021
evm
ଇଭିଏମ୍‌ ଚିନ୍ତା: ବଜେଟ୍‌ ପରେ ଦିଲ୍ଲୀରେ ବିରୋଧୀଙ୍କ ମହାବୈଠକ

ନୂଆଦିଲ୍ଲୀ: ବଜେଟ୍‌ ଉପସ୍ଥାପନ ପରେ ପରେ ନୂଆଦିଲ୍ଲୀ କନଷ୍ଟିଚ୍ୟୁସନ୍‌ କ୍ଲବ୍‌ରେ ବିରୋଧୀ ଦଳଗୁଡ଼ିକର ବୈଠକ ଅନୁଷ୍ଠିତ ହୋଇଛି। ଲୋକସଭା ନିର୍ବାଚନ ପୂର୍ବରୁ ଇଭିଏମ୍ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଉପରେ ଏହି ବୌଠକରେ ଆଲୋଚନା କରାଯାଇଛି। ତୃଣମୂଳ କଂଗ୍ରେସର ଆହ୍ୱାନରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଅହମ୍ମଦ ପଟେଲ୍, ଟିଏମ୍‌ସି ନେତା ସୁଦୀପ ବନ୍ଦୋପାଧ୍ୟାୟ, ଡେରେକ୍ ଓ ବ୍ରିଏନ୍, ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ, ଏନ୍‌ସିପି ନେତା ଓ ଆର୍‌ଜେଡି […]

  • Tuesday, 20 July 2021
cow
ବଜେଟ୍‌ ୨୦୧୯: ପଶୁ ସମ୍ପଦ ବିକାଶ ପାଇଁ ରାଷ୍ଟ୍ରୀୟ ଗୋକୁଳ ମିଶନ୍

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଗୋକୁଳ ମିଶନ୍ ଯୋଜନାରେ ୭୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏହି ଯୋଜନାରେ ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗଠନ କରାଯିବ। କାମଧେନୁ ଆୟୋଗ ଜରିଆରେ ଜିନୀୟ ପରିବର୍ତ୍ତନ କରାଯାଇ ଅଧିକ ଉତ୍ପାଦନକ୍ଷମ ଗାଇ ସୃଷ୍ଟି କରାଯିବ। ଏହାଛଡ଼ା ଗୋ ସଂପଦର ସୁରକ୍ଷା ଓ ବିକାଶ ପାଇଁ ରାଷ୍ଟ୍ରୀୟ କାମଧେନୁ ଆୟୋଗ କାମ କରିବ। ଏଥର ବଜେଟ୍‌ରେ ମତ୍ସ୍ୟ ସମ୍ପଦର ବିକାଶ ପାଇଁ ମଧ୍ୟ ସରକାର ବ୍ୟୟ ବରାଦ କରିଛନ୍ତି। ସ୍ୱତନ୍ତ୍ର ମତ୍ସ୍ୟ ସମ୍ପଦ […]

  • Tuesday, 20 July 2021
chnda-kocher
ଆଇସିଆଇସିଆଇ ବ୍ୟାଙ୍କ ଋଣ ଠକେଇରେ ବ୍ୟାପକ ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ଠକେଇ ଘଟଣାର ତଦନ୍ତ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ସିବିଆଇ। ଗତକାଲି ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚର୍‌ଙ୍କୁ ଆଇସିଆଇସିଆଇ ବ୍ୟାଙ୍କ ଅଫ୍ ବୋର୍ଡ ପକ୍ଷରୁ ବିଦା କରିବା ପାଇଁ ନିଷ୍ପତ୍ତି ନେବା ପରେ ସିବିଆଇ ଏହି ନିଷ୍ପତ୍ତି ନେଇଛି। ଚନ୍ଦାଙ୍କ ନାଁରେ ବ୍ୟାଙ୍କ ପକ୍ଷରୁ ‘ଟର୍‌ମିନେସନ୍‌ ଫର୍ କଜ୍’ ଜାରି କରାଯାଇଛି। ଫଳରେ ବ୍ୟାଙ୍କ୍ ସହ ଚନ୍ଦାଙ୍କ କୌଣସି ସମ୍ପର୍କ ରହିବ ନାହିଁ। ଏହାଦ୍ୱାରା ବର୍ତ୍ତମାନ ଓ […]

  • Tuesday, 20 July 2021
justice-nv-raman
ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ମାମଲା: ଶୁଣାଣିରୁ ଓହରିଲେ ଆଉଜଣେ ବିଚାରପତି

ନୂଆଦିଲ୍ଲୀ: ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ପଦରେ ଏମ୍‌. ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ନେଇ ଆଗତ ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି ସୁପ୍ରିମକୋର୍ଟର ଆଉ ଜଣେ ବିଚାରପତି। ସିବିଆଇ ନିର୍ଦ୍ଦେଶକ ପଦର ଚୟନ ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଜଷ୍ଟିସ୍ ଏନ୍‌.ଭି.ରମଣା ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏମ୍‌. ନାଗେଶ୍ୱର ରାଓଙ୍କ ଝିଅର ବିବାହ ଉତ୍ସବରେ ସେ ଯୋଗ ଦେଇଥିବାରୁ  ଶୁଣାଣିରୁ ଓହରି ଯାଇଛନ୍ତି।  ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ […]

  • Tuesday, 20 July 2021
former us president
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ଙ୍କ ପରଲୋକ

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ଗତକାଲି ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୁଶ୍‌ଙ୍କ ମୃତ୍ୟୁ ଖବରକୁ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ସେ ଆମେରିକାର ୪୧ତମ ରାଷ୍ଟ୍ରପତି ଭାବେ ୧୯୮୯ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳି ଥିଲେ। ସେହିଭଳି ୪୩ତମ ଉପ […]

  • Tuesday, 20 July 2021
budget
ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଆରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଏହାର ଉପାଦେୟତା ଲୋକେ ଗ୍ରହଣ କରିବାକୁ କହିଛନ୍ତି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ସମାଜର ସବୁ ବର୍ଗର ଲୋକଙ୍କ ହିତକୁ ଦୃଷ୍ଟିରେ ରଖି କାମ କରୁଛି। ମହିଳା, ଦିବ୍ୟାଙ୍ଗ, ଯୁବକ, ବେକାରୀ, ଗରିବ, ବାସହୀନ ସମସ୍ତଙ୍କ ପାଇଁ କିଛି […]

  • Tuesday, 20 July 2021
encounter
ଏନ୍‌କାଉଣ୍ଟରରେ ସାମ୍ବାଦିକ ବୁଖାରୀଙ୍କ ହତ୍ୟାକାରୀ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବୁଡ୍‌ଗାମ୍‌ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗୁଳି ବିନିମୟ ବେଳେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଆତଙ୍କବାଦୀ ସଂଗଠନର ଟପ୍‌ କମାଣ୍ଡର ନଭିଦ୍‌ ଜଟ୍ଟ ରହିଛି। ଶ୍ରୀନଗରରୁ ପ୍ରକାଶିତ ‘ରାଇଜିଂ କାଶ୍ମୀର’ ଦୈନିକ ଖବରକାଗଜର ସମ୍ପାଦକ ସୁଜାତ୍‌ ବୁଖାରୀ ହତ୍ୟା ମାମଲାରେ ନଭିଦ ଜଟ୍ଟ ସାମିଲ ଥିଲା। ଏହି ହତ୍ୟାକାଣ୍ଡ […]

  • Tuesday, 20 July 2021
aparajita
ବିଜେପିରେ ସାମିଲ ହେଲେ ପୂର୍ବତନ IAS ଅଧିକାରୀ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର/ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ପୂର୍ବତନ IAS ଅଧିକାରୀ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଆଜି ସେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଦଳରେ ଯୋଗ ଦେବା ପରେ ଆସନ୍ତାକାଲି ଅପରାଜିତା ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବାର […]

  • Tuesday, 20 July 2021