ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ପଡ଼ିଲା ଆଳୁ ଓ ପିଆଜ। କେନ୍ଦ୍ର କ୍ୟାବିନେଟ୍ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସେହିପରି ଡାଲି ଜାତୀୟ ଶସ୍ୟ ଓ ତୈଳ ବୀଜକୁ ସରକାର ନିୟନ୍ତ୍ରଣ ମୁକ୍ତ କରିଛନ୍ତି। ଅମଳ ଓ ନିଅଣ୍ଟିଆ ସମୟରେ ଦରରେ ହ୍ରାସବୃଦ୍ଧିକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ନିୟନ୍ତ୍ରଣ ମୁକ୍ତ ହେବା ଅର୍ଥ କେବଳ ଯୁଦ୍ଧ ଓ ମରୁଡି ଭଳି ଜରୁରୀ ପରିସ୍ଥିତିକୁ ଛାଡ଼ି ସରକାର ଏଣିକି ଆଳୁ, ପିଆଜର MRP […]
ନୂଆଦିଲ୍ଲୀ: ୩ ବର୍ଷ ପୂର୍ବରୁ ଜେଲରୁ ମୁକୁଳିଲେ ବହୁଚର୍ଚ୍ଚିତ ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡ ମୁଖ୍ୟ ଦୋଷୀ ମନୁ ଶର୍ମା। ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡରେ ଆଜୀବନ ସଜା କାଟୁଥିବା ମନୁ ଶର୍ମା ତିହାର ଜେଲ୍ରୁ ବାହାରିଛନ୍ତି। ଦିଲ୍ଲୀ ଦଣ୍ଡାଦେଶ ସମୀକ୍ଷା ବୋର୍ଡ ସୁପାରିଶକୁ ଉପରାଜ୍ୟପାଳ ମଞ୍ଜୁରୀ ଦେବା ପରେ ମନୁ ଶର୍ମା ୩ ବର୍ଷ ପୂର୍ବରୁ ଜେଲରୁ ବାହାରିଛନ୍ତି। ମନୁଙ୍କ ସହ ଅନ୍ୟ ୧୮ ଜଣ ମଧ୍ୟ ସଜା ସରିବା ପୂର୍ବରୁ ମୁକୁଳିଛନ୍ତି। ଗତ ମାସ […]
ନୂଆଦିଲ୍ଲୀ: LACରରେ ଉତ୍ତେଜନାକୁ ନେଇ ଚୀନ ଉପରେ ବର୍ଷିଛି ଆମେରିକା। ଏକଛତ୍ରବାଦୀ ଶାସକ ହିଁ ଏଭଳି ଆଚରଣ ଦେଖାନ୍ତି ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି। ଏଲଏସିରେ ସୈନ୍ୟ ମୁତୟନ ହେଉ, କି ହଂକଂରେ ଚୀନ ସେନାର ବଳ ପ୍ରୟୋଗ କିମ୍ବା ଦକ୍ଷିଣ ଚୀନ୍ ସାଗରରେ ସାମରିକ ଶକ୍ତି ବୃଦ୍ଧି ନିକଟରେ କମ୍ୟୁନିଷ୍ଟ ଶାସକଙ୍କ ଆଚରଣକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ସେହିପରି ଭାରତ ବିରୋଧରେ ଚୀନରେ ଆକ୍ରମଣାତ୍ମକ ମନୋଭାବକୁ ନେଇ ଆମେରିକା ବୈଦେଶିକ […]
ନୂଆଦିଲ୍ଲୀ: ବଦଳିଲେ ଦିଲ୍ଲୀ ବିଜେପି ମୁଖ୍ୟ। ମନୋଜ ତିୱାରୀଙ୍କ ସ୍ଥାନରେ ଆଦେଶ କୁମାର ଗୁପ୍ତା ହେଲେ ଦିଲ୍ଲୀ ବିଜେପି ସଭାପତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ନୂଆ ପଦରେ ନିଯୁକ୍ତି ଦେଇଛନ୍ତି। ମଙ୍ଗଳବାର ଏ ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀ ବିଜେପି ମୁଖ୍ୟ ବଦରୁ ହଟିବା ପରେ ଦିଲ୍ଲୀବାସୀଙ୍କ ପାଇଁ ଏକ ଟ୍ୱିଟ୍ କରିଛନ୍ତି ଅଭିନେତାରୁ ନେତା ହୋଇଥିବା ମନୋଜ ତିୱାରୀ। ସେ ତାଙ୍କ ଟ୍ୱିଟ୍ର୍ରେ ଲେଖିଛନ୍ତି, “ ୩.୬ ବର୍ଷ […]
ନୂଆଦିଲ୍ଲୀ: ଭାରତ ପୁଣିଥରେ ତାର ବିକାଶ ଧାରାକୁ ଫେରିବ। ଅନ୍ଲକ୍-୧ର କୋହଳ କଟକଣା ସହିତ ସରକାର ଭାରତର ଅର୍ଥନୀତିକୁ ବଳ ଦେବା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଆଜି ଭାରତୀୟ ଉଦ୍ୟୋଗ ପରିସଂଘ(ସିସିଆଇ)ର ୧୨୫ତମ ସ୍ଥାପନ ଦିବସ ଅବସରରେ ସମ୍ବୋଧନ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ବର୍ତ୍ତମାନ କରୋନା ମହାମାରୀର ପ୍ରଭାବ ଓ ଲକ୍ଡାଉନ୍ ଉପରେ ଆଲୋକପାତ କରି ମୋଦି କହିଛନ୍ତି, “ ବର୍ତ୍ତମାନ ସରକାରଙ୍କ ପାଖରେ ଦୁଇଟି ମୁଖ୍ୟ ଦାୟିତ୍ୱ ରହିଛି। […]
କାଠମାଣ୍ଡୁ: ଭାରତର ଉତ୍ତର ଭାଗରେ ଏକ ଅଂଶକୁ ନିଜର ବୋଲି ଦର୍ଶାଇ ନେପାଳ ନିଜ ଦେଶର ନୂଆ ମାନଚିତ୍ର ନିର୍ଦ୍ଧାରଣ କରିବାକୁ ଯାଉଛି। ଏନେଇ ନେପାଳ ସଂସଦରେ ସମ୍ବିଧାନ ସଂଶୋଧନ ବିଧେୟକ ଆଗତ ହୋଇଛି। ବାମମେଣ୍ଟ ନେତୃତ୍ୱାଧିନ ସରକାର ସଂସଦରେ ବିଧେୟକ ଉପସ୍ଥାନ କରିଥିବାବେଳେ ବିରୋଧୀ ନେପାଳ କଂଗ୍ରେସ ମଧ୍ୟ ଏହା ସପକ୍ଷରେ ଭୋଟ୍ ଦେବ ବୋଲି ନିଷ୍ପତ୍ତି ନେଇଛି। କୌଣସି ପ୍ରକାର ସମ୍ବିଧାନ ସଂଶୋଧନ ବିଲ୍ ପାସ ଲାଗି ନେପାଳ ସଂସଦରେ ମାସେ ସମୟ ଲାଗିଥାଏ। […]
ଡେହରାଡୁନ: ଉତ୍ତରାଖଣ୍ଡର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ସତପାଲ ମହାରାଜାଙ୍କୁ କରୋନା। ଏହାଛଡ଼ା ସତପାଲଙ୍କ ପରିବାର ସଦସ୍ୟ ଓ କର୍ମଚାରୀଙ୍କୁ ମିଶାଇ ୨୨ ଜଣ ସଂକ୍ରମିତ ହୋଇଥିବା ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଉତ୍ପଳ କୁମାର ସିଂହ ସୂଚନା ଦେଇଛନ୍ତି। ମନ୍ତ୍ରୀ ସତପାଲ ଗତ ୨୯ ତାରିଖରେ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ। ତେଣୁ ରାଜ୍ୟ କ୍ୟାବିନେଟର ସମସ୍ତ ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ବିଭାଗ ଗାଇଡ୍ଲାଇନ୍ ପାଳନ କରିବାକୁ କୁହାଯାଇଛି। ଶନିବାର ସତପାଲଙ୍କ ସ୍ତ୍ରୀ ଅମୃତା […]
ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟ୍ୱିଟର୍ ମଧ୍ୟରେ ତୀବ୍ର ହୋଇଛି ବିବାଦ। ଏପରିକି ସୋସିଆଲ୍ ମିଡିଆ ସାଇଟ୍ଗୁଡ଼ିକୁ ସୁରକ୍ଷା ଦେଉଥିବା ଆମେରିକୀୟ ସମ୍ବିଧାନର ସେକ୍ସନ ୨୩୦କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ। ସେକ୍ସନ୍ ୨୩୦ ଅନୁସାରେ ଯଦି କୌଣସି ବ୍ୟକ୍ତି ସୋସିଆଲ୍ ମିଡିଆରେ କିଛି ବିବାଦୀୟ ମନ୍ତବ୍ୟ ଦିଅନ୍ତି, ତେବେ କେବଳ ସେହି ବ୍ୟକ୍ତି ଏଥିପାଇଁ ଦାୟୀ ରହିବେ କମ୍ପାନୀ ଏଥିପାଇଁ କୌଣସି ପ୍ରକାରେ ଦାୟୀ ହେବ ନାହିଁ କି କମ୍ପାନୀକୁ ଆଇନର […]
ନୂଆଦିଲ୍ଲୀ: ଟିକ୍ଟକ୍କୁ ଟକ୍କର ଦେବାକୁ ଆସିଥିବା Mitron ଆପ୍କୁ ନେଇ ଏବେ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ଏହି ଆପ୍ ସମ୍ପୂର୍ଣ୍ଣ ଭାରତୀୟ ବୋଲି କୁହାଯାଉଥିବା ବେଳେ ଏହାର ପାକିସ୍ତାନ ଲିଙ୍କ୍ ସାମ୍ନାକୁ ଆସିଛି। ପାକିସ୍ତାନୀ ସଫ୍ଟୱେୟର ଡେଭଲପର କମ୍ପାନୀ Qboxus ଠାରୁ ଏବି ଆପ୍କୁ କିଣା ଯାଇଥିବା ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଭାରତରେ ଏହି ଆପ୍କୁ ଅଧିକ ଡାଉନ୍ଲୋଡ୍ କରାଯାଉଥିବାରୁ ଏହାକୁ ଭାରତୀୟ ଆପ୍ ବୋଲି କୁହାଯାଉଛି। ତେବେ ଆପ୍ର […]
ନୂଆଦିଲ୍ଲୀ: ଲୋକପ୍ରିୟ ଶେୟାରିଂ ସାଇଟ୍ ‘ୱିଟ୍ରାନ୍ସଫର.କମ୍’ (Wetransfer.com)କୁ ବ୍ୟାନ୍ କଲା ଡଟ୍ (ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ)। ଜାତୀୟ ସ୍ୱାର୍ଥ ଓ ଜନସାଧାରଣଙ୍କ ଡିମାଣ୍ଡ ଯୋଗୁ ଏହି ସାଇଟ୍କୁ ବ୍ୟାନ୍ କରାଯାଇଥିବା କୁହାଯାଇଛି। ମୁମ୍ବାଇ ମିରର ଖବର ଅନୁସାରେ, ଇଣ୍ଟରନେଟ୍ ବ୍ୟବହାରକାରୀମାନଙ୍କ ପାଇଁ ଡଟ୍ ଏକ ନୋଟିସ୍ ଜାରି କରିଛି। ଯେଉଁଥିରେ ୩ଟି ୟୁଆର୍ଏଲ୍ ବ୍ୟାନ୍ ହେବ ବୋଲି କୁହାଯାଇଛି। ଅନ୍ୟ ଦୁଇଟି ୟୁଆର୍ଏଲ୍ ସହିତ ସମ୍ପୂର୍ଣ୍ଣ ୱିଟ୍ରାନ୍ସଫର ୱେବ୍ସାଇଟ୍କୁ ବ୍ୟାନ୍ କରିବାକୁ ନୋଟିସ୍ରେ ଉଲ୍ଲେଖ ରହିଛି। ୱିଟ୍ରାନ୍ସଫର୍ […]
ନାସିକ: ମହାରାଷ୍ଟ୍ର ନାସିକ୍ ସହରର ଇନ୍ଦିରା ନଗରରେ କଳରାପତିଆ ବାଘ ଆତଙ୍କ। ଜଣେ ବ୍ୟକ୍ତି ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଏକ କଲରାପତିଆ ବାଘ ତାଙ୍କୁ ଆକ୍ରମଣ କରିଛି। ଘଟଣାର ପୂରା ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି। ମାତ୍ର କେଇ ସେକେଣ୍ଡ ଭିତରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା। ରାସ୍ତାରେ ଚାଲିକି ଯାଉଥିବା ଏହି ବ୍ୟକ୍ତି ଜଣଙ୍କ କିଛି ବୁଝିବା ପୂର୍ବରୁ ହଠାତ୍ କଲୋନୀର ଡାହାଣ ପଟ ପାଚେରୀ କଡରୁ ଦୌଡି ଆସି ତାଙ୍କ […]
ନୂଆଦିଲ୍ଲୀ: ପୁଣି ଭୂମିକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ୟୁଏସ୍ ଜିଓଲୋଜିକାଲ୍ ସର୍ଭେର ରିପୋର୍ଟ ଅନୁସାରେ, ଭୂମିକମ୍ପର ତୀବ୍ରତା ରିକ୍ଟେର ସ୍କେଲ୍ରେ ୪.୫ ରହିଛି। ତେବେ ନ୍ୟାସ୍ନାଲ୍ ସେଣ୍ଟର ଫର୍ ସେସିମୋଲୋଜି(ଏସିଏସ୍) ଅନୁସାରେ ଭୂମିକମ୍ପର ତୀବ୍ରତା ୪.୬ ରହିଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହାର କେନ୍ଦ୍ର ସ୍ଥଳ ହରିଆଣାର ରୋହତକରୁ ୧୬ କିମି ଦୂରରେ ରହିଥିଲା। ରାତି ୯.୮ରେ ଏହି ଭୂମିକମ୍ପ ହୋଇଥିବା ବୋଲି ଏନ୍ସିଏସ୍ […]
ଶ୍ରୀନଗର: ୧୯୬୨ ମସିହା ପରଠାରୁ ଚାଇନା କବ୍ଜା କରି ରଖିଥିବା ଅକ୍ସାଇ-ଚିନ୍ ଅଞ୍ଚଳ ଦିନେ ଭାରତ ଅଂଶଥିଲା। ଉନବିଂଶ ଓ ବିଂଶ ଶତାବ୍ଦୀର ଚାଇନା ମ୍ୟାପ୍ରୁ ଏହା ସ୍ପଷ୍ଟ ଜଣାପଡ଼େ। ଏହି ମ୍ୟାପ୍ରେ ଅକ୍ସାଇଚିନ୍ ଭାରତର ଲଦାଖ ଅଞ୍ଚଳର ଏକ ଅଂଶ ଥିଲା ବୋଲି ଦେଖାଯାଉଛି। କିନ୍ତୁ ଚାଇନା ଏହା ଉପରେ ବେଆଇନ୍ କବ୍ଜା କରିଛି। ୧୯୧୯ ତିବେତ୍ର ଏକ ମ୍ୟାପ୍ରେ ଅକ୍ସାଇଚିନ୍ ଭାରତ ଭାଗ ବୋଲି ସ୍ପଷ୍ଟ ଦର୍ଶାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଲିଟ୍ୟୁନାଣ୍ଟ […]