• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

AKHILESH
ଡାକ୍ତରଙ୍କୁ ବିଜେପି ଓ ଆର୍‌ଏସ୍‌ଏସ୍ ଲୋକ କହି ତଡ଼ିଦେଲେ ଅଖିଲେଶ

କନ୍ନୌଜ: ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଜଣେ ଡାକ୍ତରଙ୍କ ପ୍ରତି ବିରକ୍ତ ହେଉଥିବାର ଭିଡିଓ ଏବେ ଭାଇରାଲ ହେଉଛି। ଏକ ସରକାରୀ ହସ୍ପିଟାଲରେ ସେ ଏହି ଡାକ୍ତର ଜଣଙ୍କୁ କହୁଛନ୍ତି, “ତୁମେ ଆରଏସ୍‌ଏସ୍‌ର ହେଇଥିବ, ବିଜେପିର ହେଇଥିବ… ତୁମେ କ’ଣ କହୁଛ ମୋତେ ବୁଝାଇବା ଦରକାର ନାହିଁ।” ଗତ କିଛି ଦିନ ତଳେ ଏକ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ହେବାପରେ ଆହତମାନଙ୍କୁ ଭେଟିବାକୁ ଯାଇଥିବାବେଳେ ଅଖିଲେଶ ଏଭଳି କହିଛନ୍ତି। ଅଖିଲେଶ ଯାଦବ […]

  • Friday, 23 July 2021
fd
ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ: ଫାଶୀ ସୁନିଶ୍ଚିତ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ ପିଟିସନ୍‌ ଖାରଜ୍ କଲେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ। ଫଳରେ ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ସୁନିଶ୍ଚିତ ହୋଇଛି। ଦୋଷୀ ବିନୟ ଓ ମୁକେଶଙ୍କ ପକ୍ଷରୁ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇଥିଲା। ଯାହାକୁ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ- ଜଷ୍ଟିସ୍‌ ଏନ୍. ଭି. ରମନା, ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ଆର. ଏଫ୍. ନରିମାନ୍‌, ଜଷ୍ଟିସ୍‌ ଆର. ବାନୁମଥି ଏବଂ ଜଷ୍ଟିସ୍‌ ଅଶୋକ ଭୂଷଣ ଶୁଣାଣି […]

  • Friday, 23 July 2021
otv
ଆରବିଆଇର ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ମାଇକେଲ ଦେବବ୍ରତ ପାତ୍ର। ମଙ୍ଗଳବାର ମଧ୍ୟାହ୍ଣରେ କେନ୍ଦ୍ର ସରକାର ତାଙ୍କ  ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡ଼ିଶାରେ ଜନ୍ମ ହୋଇଥିବା ଏହି ଅଫିସର୍‌କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। Congratulate #Odisha born Michael Debabrata Patra on being appointed as Deputy Governor of the Reserve Bank of India. Best wishes for the […]

  • Friday, 23 July 2021
MAN
ଏମାନଙ୍କୁ ହତ୍ୟା କରିବାକୁ କରିଥିଲା ଷଡ଼ଯନ୍ତ୍ର; ଏନ୍‌କାଉଣ୍ଟର କଲା ସେନା

ଶ୍ରୀନଗର: ପୁଲିସ୍ ଅଫିସର୍, ସିଆର୍‌ପିଏଫ୍‌ ଡାକ୍ତର ଓ ଜଣେ ଲେଖକଙ୍କ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା କୁଖ୍ୟାତ ଆତଙ୍କବାଦୀ। ଏବେ ଭାରତୀୟ ସେନା ତାର ଖେଳ ଖତମ କରିଛି। ଭୟଙ୍କର ଆତଙ୍କବାଦୀ ଆଦିଲ ଗୁଲଜାର ଶେଖକୁ ଏନ୍‌କାଉଣ୍ଟର କରିଛି ସେନା। ଜାମ୍ମୁ-କାଶ୍ମୀରର ବୁଡଗାମ ଅଞ୍ଚଳରେ ହୋଇଥିବ ଏନକାଉଣ୍ଟରରେ ଆଦିଲ ନିହତ ହୋଇଥିବା ଆଜି ସେନା ପକ୍ଷରୁ କୁହାଯାଇଛି। ଆଦିଲ ହିଜବୁଲ ମୁଜାହିଦ୍ଦିନ ପାଇଁ କାମ କରୁଥିଲା। ସେ ଜଣେ ପୁଲିସ ଅଫିସର, ସିଆରପିଏଫ ଡାକ୍ତର, ଲେଖକ ଓ […]

  • Friday, 23 July 2021
modi
ବଦଳିଲା କୋଲକାତା ପୋର୍ଟ ଟ୍ରଷ୍ଟର ନାମ

କୋଲକାତା: ବଦଳିଲା କୋଲକାତା ପୋର୍ଟ ଟ୍ରଷ୍ଟର ନାମ।  ବନ୍ଦରର ୧୫୦ ତମ ପ୍ରତିଷ୍ଠା ଦିବସରେ ଅବସରରେ ଏହାକୁ ଭାରତୀୟ ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ କହିଛନ୍ତି, “ କୋଲକାତା ପୋର୍ଟ ଟ୍ରଷ୍ଟର ନାମ ଭାରତର ଉଦ୍ୟେଗୀକରଣର ପ୍ରଣେତା ଓ ଗୋଟିଏ ଦେଶ ଗୋଟିଏ ବିଧାନ ପାଇଁ ବଳିଦାନ ଦେଇଥିବା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ […]

  • Friday, 23 July 2021
amazone
ଆମାଜନ୍‌କୁ ନେଇ ଲୋକଙ୍କ ରାଗ ପଞ୍ଚମରେ; ଇଣ୍ଟର୍‌ନେଟ୍‌ରେ ବୟକଟ୍‌ର ନାରା

ଭୁବନେଶ୍ୱର: ଅନ୍‌ଲାଇନ୍‌ ବ୍ୟବସାୟିକ ୱେବ୍‌ସାଇଟ୍‌ ଆମାଜନ୍‌କୁ ନେଇ ଲୋକଙ୍କ ରାଗ ପଞ୍ଚମରେ ପହଞ୍ଚିଲାଣି। ଆମାଜନ୍‌ ସାଇଟ୍‌କୁ ବର୍ଜନ କରିବା ପାଇଁ ବର୍ତ୍ତମାନ ଇଣ୍ଟର୍‌ନେଟ୍‌ରେ ବୟକଟ୍‌ ଆମାଜନ (#BoycottAmazon)ର ହ୍ୟାସ୍‌ଟ୍ୟାଗ୍‌ ଟ୍ରେଣ୍ଡ କରୁଛି। ଆମାଜନ୍‌ ପ୍ରତି ଲୋକଙ୍କର ଏହି ଅସନ୍ତୋଷର କାରଣ ହେଲା, ଏଥିରେ ଭଗବାନ ଗଣେଶ, ଧର୍ମୀୟ ଚିହ୍ନ ଓଂ ସହିତ ତ୍ରିରଙ୍ଗା ପତାକା ଫଟୋ ଥିବା ଡୋର୍‌ମ୍ୟାଟ୍‌, ବାଥରୁମ୍‌ ରଗ୍ ବା ପା’ପୋଛ ଆଦି ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା। ଯାହା ଧର୍ମୀୟ ଭାବନାକୁ ଆଘାତ […]

  • Friday, 23 July 2021
Untitled-1
ସିଏଏକୁ ନେଇ ମୋଦୀ କହିଲେ, ମହାତ୍ମା ଗାନ୍ଧୀଙ୍କ କଥାକୁ ପାଳନ କରିଛି ଆମ ଦଳ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ସ୍ଥିତ ବେଲୁର ମଠ ପରିଦର୍ଶନ କରିଛନ୍ତି। ମଠ ପରିଦର୍ଶନ ଅବସରରେ ସେ ପୁଣିଥରେ ସିଏଏ (ସିଟିଜେନ୍ସିପ ଆମେଣ୍ଡମେଣ୍ଟ ଆକ୍ଟ)କୁ ନେଇ ଲୋକଙ୍କୁ ଅଯଥା ଭୟଭିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଏନେଇ ଗତକାଲି ମୋଦୀଙ୍କୁ କୋଲକାତାରେ ଜନ ଅସନ୍ତୋଷର ସାମ୍ନା କରିବାକୁ ପଡ଼ିଥିଲା। କୋଲକାତା ସହର ବାହାରେ ବେଲୁର ମଠର ଏକ ରାଲିରେ ଯୋଗ ଦେଇ ମୋଦୀ କହିଛନ୍ତି, “ ମୁଁ ପୁଣିଥରେ କହିବାକୁ ଚାହୁଁଛି ଯେ ସିଟିଜେନ୍ସିପ୍‌ […]

  • Friday, 23 July 2021
B
କେମିକାଲ ପରୀକ୍ଷଣ ବେଳେ ଭୟଙ୍କର ବିସ୍ଫୋରଣ: ୮ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ବୋଇସାର୍‌ଠାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଏକ ବଡ଼ ଧରଣର ବିସ୍ଫୋରଣ କାରଣରୁ ୮ ଜଣଙ୍କର ମୃତ ହୋଇଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲା ବୋଇସାରଠାରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ବୋଇସାର ମୁମ୍ବାଇଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ରହିଛି। ବିସ୍ଫୋରଣ ହୋଇଥିବା ଆଙ୍କ ଫାର୍ମା କମ୍ପାନୀର ଏହି ନିର୍ମାଣାଧୀନ ପ୍ଲାଣ୍ଟଟି ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ୍‌ ଅଞ୍ଚଳର କୋଲୱାଡେ ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ରହିଛି। ଏଇଠି ଆଜି ସନ୍ଧ୍ୟା ପ୍ରାୟ ୭.୨୦ […]

  • Friday, 23 July 2021
man
ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ପ୍ରଖ୍ୟାତ ଲେଖିକା ଅରୁନ୍ଧତୀ ରୟ

ନୂଆଦିଲ୍ଲୀ: ପୁଣି ବିବାଦରେ ବୁକର ପ୍ରାଇଜ ପାଇଥିବା ଲେଖିକା ଅରୁନ୍ଧତୀ ରାୟ। ସିଏଏ ଓ ଏନ୍ଆରସି ପ୍ରସଙ୍ଗରେ ମତ ଦେଉ ଅରୁନ୍ଧତୀ କହିଛନ୍ତି ଯେ, ଆମେ ନୁହେଁ, ଦିନେ ଏ ସରକାର ଡିଟେନସନ ସେଣ୍ଟରରେ ଥିବ। ସେତେବେଳେ ଲୋକେ ଆଜାଦ ଥିବେ ବୋଲି କହିଛନ୍ତି ଅରୁନ୍ଧତୀ। ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଉପରେ ହୋଇଥିବା ବର୍ବରତାର ପ୍ରତିବାଦରେ ସାମିଲ ହୋଇ ସେ ଏପରି କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇବା ଲାଗି ଅରୁନ୍ଧତୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କ […]

  • Friday, 23 July 2021
Untitled-1
ବୈଠକ ପରେ ମୋଦୀ କ'ଣ କହିଲେ, ତାହା ସମସ୍ତଙ୍କ ସାମ୍ନାରେ ପ୍ରକାଶ କଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ସିଏଏକୁ କଡ଼ା ବିରୋଧ ଭିତରେ ଆଜି ରାଜଧାନୀ କୋଲକତାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବୈଠକ ହୋଇଛି। କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ମୋଦୀ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ଆଜି ରାଜଭବନଠାରେ ମମତାଙ୍କ ସହ ମୋଦୀଙ୍କର ବୈଠକ ହୋଇଥିଲା। ତେବେ ବୈଠକ ପରେ ଦଳ ପକ୍ଷରୁ ଆୟୋଜିତ ଧାରଣାରେ ବସିଥିଲେ ମମତା। ଏହି ଧାରଣରେ ମମତାଙ୍କ ସହ ବହୁ ଟିଏମ୍‌ସି ନେତା […]

  • Friday, 23 July 2021
supreem-court
ଖସିଯିବେ କି ଏହି ଦୁଇ ନିର୍ଭୟା ଦୋଷୀ ? ୧୪ରେ ପୁଣି ଶୁଣାଣି

ନୂଆଦିଲ୍ଲୀ: ଜାନୁଆରୀ ୧୪ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଫାଶି ପାଇବାକୁ ଥିବା ୪ ଦୋଷୀଙ୍କ ମଧ୍ୟରୁ ୨ ଜଣଙ୍କ କ୍ୟୁରେଟିଭ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ। ଜଷ୍ଟିସ ଏନ୍. ଭି. ରମନ୍ନା, ଅରୁଣ ମିଶ୍ର, ଆର. ଏଫ୍. ନରିମାନ, ଆର. ବାନୁମତି ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମା ଏବଂ ମୁକେଶଙ୍କ ଆବେଦନକୁ ଗ୍ରହଣ କରି ୧୪ ତାରିଖରେ ଶୁଣାଣି […]

  • Friday, 23 July 2021
delh
ଜେଏନ୍‌ୟୁ ହିଂସାରେ ୯ ଜଣଙ୍କ ନାଁ ପ୍ରକାଶ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ରବିବାର ଜେଏନ୍‌ୟୁ ଜେଏନ୍‌ୟୁରେ ହୋଇଥିବା ହିଂସାକୁ ଘଟଣାରେ ୯ଜଣଙ୍କ ନା ସହିତ ଫଟୋ ପ୍ରକାଶ କରିଛି ଦିଲ୍ଲୀ ପୁଲିସ। ଏହି ୯ ଜଣଙ୍କ ମଧ୍ୟରେ ଜେଏନ୍ୟୁଏସ୍‌ୟୁ ସଭାପତି ଆଈଶି ଘୋଷ ଏବଂ ଅନ୍ୟ ବାମପନ୍ଥୀ ଛାତ୍ରଛାତ୍ରୀମାନେ ମୁଖ୍ୟତଃ ହିଂସାରେ ଜଡ଼ିତ ଥିବା ପୁଲିସ୍ ଅଭିଯୋଗ କହିଛି। ଦିଲ୍ଲୀ ପୁଲିସ୍‌ର ଡିସିପି (କ୍ରାଇମ୍‌) ଜୟ ତିର୍କୀ କହିଛନ୍ତି, ପୁଲିସ୍‌ ଏହି ହିଂସାରେ ସମ୍ପୃକ୍ତ କିଛି ଛାତ୍ରଙ୍କୁ ଚିହ୍ନଟ କରିପାରିଛି। ପୁଲିସ୍‌ ୯ ଜଣଙ୍କ ନାମ ଘୋଷଣା କରିବା […]

  • Friday, 23 July 2021
jnu
‘ଦେଶକୁ ଧ୍ୱଂସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସପକ୍ଷରେ ବାହାରିଛନ୍ତି ଦୀପିକା’

ନୂଆଦିଲ୍ଲୀ: ଜେଏନ୍‌ୟୁ ଛାତ୍ର ବିକ୍ଷୋଭକୁ ସମର୍ଥନ ନେଇ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌କୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, “ଦୀପିକା ଜାଣିବା ଦରକାର ଥିଲା ଯେ, ସେ ଯେଉଁମାନଙ୍କ ସମର୍ଥନରେ ବାହାରୁଛନ୍ତି ସେମାନେ ଭାରତକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି।” ଏଥିସହିତ ଦୀପିକାଙ୍କୁ ତେର୍ଛା ଟାର୍ଗେଟ କରି କହିଥିଲେ,  “ ମୁଁ ଭାବୁଛି ଯେଉଁମାନେ ଖବର ପଢ଼ୁଛନ୍ତି, ସେମାନେ ଜାଣିଛନ୍ତି ଯେ ତାଙ୍କର(ଜେନଏନ୍‌ୟୁର ବିକ୍ଷୋଭକାରୀ ଛାତ୍ର) ପକ୍ଷ କେଉଁଠି। ସେମାନେ ଜାଣନ୍ତି ଯେ, ସେମାନେ […]

  • Friday, 23 July 2021
mamat
ସିଏଏ ବିରୋଧୀ ମେଳିରେ ସାମିଲ୍‌ ହେବେନି ମମତା

କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ରଦ୍ଦ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ଯୋଜନା କରିଥିଲେ। ଏଥିପାଇଁ ଅଣ ବିଜେଜପି ଦଳଗୁଡ଼ିକୁ ଏକାଠି କରିବାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ବୈଠକ ମଧ୍ୟ ଡାକିଥିଲେ।  ହେଲେ ବିରୋଧୀଙ୍କ ଏହି ମହାମେଳିରେ ଯୋଗ ଦେବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ସେ ଏହି ମେଳିରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି। ବାମପନ୍ଥୀ ଓ କଂଗ୍ରେସ […]

  • Friday, 23 July 2021
javedkar
'ଛପାକ' ବୟକଟ୍‌କୁ ସମର୍ଥନ କରେନି ବିଜେପି: ଜାଭଡେକର

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ସରକାର ତଥା ବିଜେପି ଦଳ ଦୀପିକା ପାଦୁକୋନ୍‌ ପିଲ୍ମ ଛପାକର ବୟକଟ୍‌ ନାରାକୁ ସପୋର୍ଟ କରୁନାହିଁ। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଏପରି ମନ୍ତବ୍ୟ ରଖିଛନ୍ତି। ‘ଛପାକ’ ମୁକ୍ତିଲାଭ କରିବା ପୂର୍ବରୁ ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ ଓ କେତେକ ବିଜେପି ନେତା ଫିଲ୍ମକୁ ବୟକଟ୍‌ କରିବାକୁ ନାରା ଦେଇଥିଲେ। ତେଣୁ ଏନେଇ ଆଜି ସ୍ପଷ୍ଟୀକରଣ ରଖିଛନ୍ତି ଜାଭଡେକର। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜାଭଡେକର କହିଛନ୍ତି, ବିଜେପି ଏବଂ […]

  • Friday, 23 July 2021
jij
୨୦ ବର୍ଷ ହେଲା ଫେରାର୍‌ ଥିଲା ଗ୍ୟାଙ୍ଗଷ୍ଟାର୍‌ ଏଜାଜ; ଏବେ ଧରାପଡ଼ିଲା

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ହେବ ଫେରାର୍‌ ଥିବା ଗ୍ୟାଙ୍ଗଷ୍ଟାର୍‌ ଶେଷରେ ଧରାପଡ଼ିଲା।  ପଳାତକ ଘୋଷିତ ଗ୍ୟାଙ୍ଗଷ୍ଟାର ଏଜାଜ ଲକଡ଼ୱାଲାକୁ ମୁମ୍ବାଇ ପୁଲିସ୍‌ର ଲୁଟେରା ବିରୋଧୀ ଶାଖା(ଏଇସି) ଗିରଫ କରିଛି। ଏଜାଜ୍‌ ନାଁରେ ୨୭ଟି ମାମଲା ରହିଛି। ଗତକାଲି ରାତିରେ ଏଇସି ତାକୁ ବିହାର ରାଜଧାନୀ ପାଟଣାରୁ ଗିରଫ କରିଛି। ଗିରଫ ପରେ ଆଜି ତାକୁ କୋର୍ଟରେ ହାଜର କରାଯାଇଥିଲା। ଏଜାଜ୍‌ ନାଁରେ ଥିବା ମାମଲାଗୁଡ଼ିକର ଅଧିକ ଖୋଳତାଡ଼ କରିବା ପାଇଁ ଜାନୁଆରୀ ୨୧ ଯାଏ ତା’କୁ […]

  • Friday, 23 July 2021
SEA
ବଞ୍ଚିବାକୁ ନିର୍ଭୟା ଦୋଷୀର ଶେଷ ପ୍ରୟାସ

ନୂଆଦିଲ୍ଲୀ: ଜେଲ୍‌ରେ ପ୍ରତି ରାତି ଭୟରେ କଟୁଛି। ଆସିଛି ମୃତ୍ୟୁ ପରୱାନା। ମୁଣ୍ଡ ଉପରେ ଝୁଲୁଛି ଫାଶୀର ଫନ୍ଦା। ଖାଇବା ପିଇବା ମଧ୍ୟ ଭୁଲିଗଲେଣି ଦୋଷୀ। ଏମିତିରେ ବଞ୍ଚିବାକୁ ଶେଷ ପ୍ରୟାସ କରିଛି ନିର୍ଭୟା ଦୋଷୀ ବିନୟ ଶର୍ମା। ଆଜି ବିନୟ ତା ଓକିଲଙ୍କ ଜରିଆରେ କୋର୍ଟରେ କ୍ୟୁରେଟିଭ୍‌ ବପିଟିସନ୍‌ (ଜଣେ ଦୋଷୀର ଦଣ୍ଡରୁ ବଞ୍ଚିବା ପାଇଁ ଶେଷ ଆଇନଗତ ପଦକ୍ଷେପ) ଦାଖଲ କରିଛି। ଏଥିରେ କୋର୍ଟ ଦେଇଥିବା ଡେଥ୍‌ ୱାରେଣ୍ଟ ଉପରେ ରୋକ୍‌ ଲଗାଇବାକୁ ଆବେଦନ […]

  • Friday, 23 July 2021
images
ଦର ବୃଦ୍ଧିରେ ରେକର୍ଡ ଭାଙ୍ଗିଲା ସୁନା; ଜାଣନ୍ତୁ କେତେ ବଢ଼ିଲା

ନୂଆଦିଲ୍ଲୀ: ଇରାନ– ଆମେରିକା ଯୁଦ୍ଧ ଭିତରେ ତେଲ, ସୁନା ଓ ରୂପା ଦର ହୁହୁ ହୋଇ ବଢ଼ି ଚାଲିଛି। ଦେଶର ରାଜଧାନୀରେ ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପ୍ରତି ୪୮୫ ଟଙ୍କା ବଢ଼ିଥିବା ବେଳେ ରୂପା କିଲୋପ୍ରତି ୮୫୫ ଟଙ୍କା ବୃଦ୍ଧି ହୋଇଛି। ବୁଧବାର ଦିଲ୍ଲୀରେ ସରଫା ବଜାରରେ ସୁନା ଦର ୧୦ ଗ୍ରାମକୁ ୪୧, ୮୧୦ ଟଙ୍କା ରହିଛି। ଯାହା ପୂର୍ବରୁ ୪୧,୩୨୫ ଥିଲା। ସେହିଭଳି ରୂପା ଦର କିଲୋପ୍ରତି ୪୯,୫୩୦ ଟଙ୍କା ରହିଛି। […]

  • Friday, 23 July 2021
neta
ଇସ୍ରାଏଲ୍‌ ବି ଦେଲା ଧମକ୍‌; ଆଟାକ୍‌ କଲେ...

ଜେରୁଜେଲମ: ଇରାନର ଆକ୍ରମଣତ୍ମାକ ରୂପ ଦେଖି ଏବେ ଇସ୍ରାଏଲରେ ମଧ୍ୟ ଆକ୍ରମଣର ଭୟ ସୃଷ୍ଟି ହୋଇଛି। ଆମେରିକା ଭଳି ଇସ୍ରାଏଲ ଉପରେ ମଧ୍ୟ ଇରାନ ମିସାଇଲ ମାଡ଼ କରିପାରେ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁ  ଇରାନକୁ ଧମକ ଦେଇଛନ୍ତି। ଜେରୁସେଲମ୍‌ରେ ଏକ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ବେଳେ ଇସ୍ରାଏଲ୍ ରାଷ୍ଟ୍ରପତି ନେତାନ୍ୟାହୁ କହିଛନ୍ତି,  ଯଦି ଇରାନ କେବେ ବି ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବ, […]

  • Friday, 23 July 2021
miloirtia
ଆମେରିକା ଉପରେ ପ୍ରତିଶୋଧ ନେବାକୁ ଆହ୍ୱାନ୍

ବାଗଦାଦ: ଇରାକ ଓ ଇରାନ ସହ ମିଶି ଆଇଏସ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରୁଥିବା ମିଲିଶିଆ ବି ଆମେରିକା ଡ୍ରୋନ ଷ୍ଟ୍ରାଇକର ବଦଲା ନେବାକୁ ଆହ୍ୱାନ ଦେଇଛି। ଇରାକର ସୈନ୍ୟମାନେ ଆମେରିକା ଉପରେ ପ୍ରତିଶୋଧ ନେବା ଦରକାର ବୋଲି ମିଲିଶିଆ କମାଣ୍ଡର କାସି ଅଲ ଖାଜାଲି କହିଛନ୍ତି। ସେ କହିଛନ୍ତି, “ ଇରାନ ତାଙ୍କ ମେଜର ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି। ଏବେ ଇରାକୀ କମାଣ୍ଡର ଅବୁ ମହିଦ ମୁହାଁନ୍ଦିସଙ୍କ ହତ୍ୟାର ବଦଲା ନେବାର […]

  • Friday, 23 July 2021
iran
ଆମେରିକାକୁ ଶତ୍ରୁ ଘୋଷଣା କଲା ଇରାନ

ତେହରାନ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ଇରାନର ମିସାଇଲ ମାଡ଼ରେ ୨୦ ଜଣ ଆମେରିକୀୟଙ୍କ ସମେତ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଇରାନ ମିସାଇଲ ମାଡ଼ କରିବା ପରେ ଆମେରିକାକୁ ପରମ ଶତ୍ରୁ ବୋଲି ଘୋଷଣା କରିଛି। ଇରାନର ସୁପ୍ରିମ ଲିଡର ଅଯୋତୁଲ୍ଲା ଅଲୀ ଖମାନୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, “ଆଜିଠାରୁ ଆମେରିକା ହେଉଛି ଇରାନର ଶତ୍ରୁ। ଆମେ ମିସାଇଲ ମାଡ଼ କରି […]

  • Friday, 23 July 2021