• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

fir
ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ଏସଡିଜେଏମ କୋର୍ଟରେ ମାମଲା ରୁଜୁ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଏକ  ମାମଲା ରୁଜୁ ହୋଇଛି। ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ତାଙ୍କ ନାମରେ ଏହି କେସ୍‌ ରୁଜୁ କରାଯାଇଛି। ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ମାଲକାନଗିରି ଏସଡିଜେଏମ…

  • Thursday, 01 July 2021
car
କାର ଭିତରେ ଲୁଚିଥିଲା ୧୦ ଫୁଟର ଅଜଗର, ହାତ ବାଜିବା କ୍ଷଣି...

ଫ୍ଲୋରିଡା:ଏକ କାର  ହୁଡ୍‌ ଭିତରେ ଲୁଚି ରହିଛି ବିରାଟ ଅଜଗର । ଶୁଣିଲେ କଥାଟା ଆଶ୍ଚର୍ଯ୍ୟ ଲାଗୁଛି ନା ? ହେଲେ ସତ। କାର ମାଲିକ ଯେତେବେଳେ ହୁଡ୍‌ ଖୋଲି ବିରାଟ ସାପକୁ ଦେଖିଲେ ତାଙ୍କର ତ ହୋସ୍‌ ଉଡ଼ିଗଲା। ତୁରନ୍ତ ବନ୍ୟପ୍ରାଣୀ ଅଧିକାରୀଙ୍କୁ ଡକାଇଥିଲେ। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏକ blue mustang କାରର ଇଞ୍ଜିନ୍‌ ଡବା ଭିତରେ ବିରାଟ ଅଜଗର ସାପ ଲୁଚି ରହିଥିଲା। ମେକାନିକ ଯେତେବେଳେ କାରର ଇଞ୍ଜିନ୍‌ […]

  • Thursday, 01 July 2021
vote
ଆମେରିକା ନିର୍ବାଚନ: ୧୦୦ ବର୍ଷ ଭିତରେ ସବୁଠାରୁ ଅଧିକ ମତଦାନ

ୱାଶଂଟନ:ଗତକାଲି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତାଦାନ ସରିବା ପରେ ଆଜି ଆରମ୍ଭ ହୋଇଛି ଭୋଟ ଗଣତି।  ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋଲାନ୍ସ ଟ୍ରମ୍ପ ଏବଂ ଡେମୋକ୍ରୋଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ମଧ୍ୟରେ କଡା ମୁକାବିଲା ହେଉଛି। ଭୋଟ ଗଣତିରେ ଆମେରିକା ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୧୬ଟି ରାଜ୍ୟରେ ବିଜୟୀ ହୋଇଥିବାବେଳେ ଜୋ ବାଇଡେନ୍ ୧୩ଟି ରାଜ୍ୟରେ ବିଜୟୀ ହୋଇଛନ୍ତି। ଯାହା ଜଣାପଡ଼ିଛି, ଏଥର ନିର୍ବାଚନରେ ୧୬୦ ମିଲିୟନରୁ ଅଧିକ ଲୋକ […]

  • Thursday, 01 July 2021
123
ବିଭିନ୍ନ ସ୍ତରରେ ଅର୍ଣ୍ଣବଙ୍କ ଗିରଫଦାରୀକୁ ନିନ୍ଦା: ସମସ୍ତେ କହିଲେ-ଏମର୍ଜେନ୍ସି ସମୟ ପରି ଲାଗୁଛି

ନୂଆଦିଲ୍ଲୀ: ମୁମ୍ବାଇ ପୋଲିସର ଦାଦାଗିରି ଜୁଲମ । ନୋଟିସ୍ ନାହିଁ କି ସମନ୍ ନାହିଁ । ତଥାପି ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜୋରଜବରଦସ୍ତି ଉଠାଇ ନେଲା ମହାରାଷ୍ଟ୍ର ପୋଲିସ । ଯେମିତି ଭାବେ ତାଙ୍କୁ ଅର୍ଣ୍ଣବଙ୍କୁ ମହାରାଷ୍ଟ୍ର ପୋଲିସ ଉଠାଇ ନେଲା, ତାକୁ ନେଇ ଉଠିଛି ପ୍ରଶ୍ନ। ଆଜି ସକାଳେ ମହାରାଷ୍ଟ୍ରର ରାୟଗଡ଼ ପୋଲିସ ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ବାସଭବନକୁ ଆସିଥିଲା । କୋର୍ଟ କି ଅନ୍ୟ ଆଇନଗତ କାଗଜପତ୍ର ଦେଖାଇନଥିଲା ପୋଲିସ ଏବଂ […]

  • Thursday, 01 July 2021