• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

vlcsnap-error826-1
ଗରିବୀ ସାଙ୍ଗକୁ ରୋଗର ଦାଉ : ଖଟିଆରେ ପଡ଼ି ପଡ଼ି ଛଟପଟ୍ ହେଉଛନ୍ତି ବାବୁଲା ଦାସ୍

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ଗରିବୀ ସାଙ୍ଗକୁ ରୋଗର ଦାଉ । ଜୀବନ ଜିଇଁବା ପାଇଁ ସଂଘର୍ଷ ଚାଲିଛି ।  ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦୀର୍ଘ ଛ ମାସ ହେଲା ସ୍ନାୟୁ ରୋଗରେ ପୀଡିତ ହୋଇ ଗରିବ…

  • Sunday, 04 July 2021
cm-naveen
NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଘୁଞ୍ଚାଇବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ। କରୋନା ଯୋଗୁ ପରୀକ୍ଷା କେନ୍ଦ୍ର ଯାଇ ପରୀକ୍ଷା ଦେବା ନିରାପଦ ନୁହେଁ, ବିଭିନ୍ନ ସ୍ଥାନରେ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ମଧ୍ୟ ଯାତାୟାତରେ ସମସ୍ୟା କରିବ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଓଡ଼ିଶାର […]

  • Sunday, 04 July 2021
sambalpur
ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ କଳା

ଭୁବନେଶ୍ୱର; ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ କଳା। ବିଶ୍ୱସ୍ତରୀୟ ସ୍ଥାପତ୍ୟକଳା ଡିଜିନ୍ ମାଗାଜିନରେ ସ୍ଥାନ ପାଇଛି ଓଡ଼ିଶା କୃଷି ଭବନର ସ୍ଥାପତ୍ୟ କଳା। ଏହି ମାଗାଜିନରେ କୌଣସି ଭାରତୀୟ ସରକାରୀ ବିଲ୍ଡିଂ ସ୍ଥାନ ପାଇବା ପ୍ରଥମ। ଆମ ଦେଶରେ ଥିବା ସମସ୍ତ ସରକାରୀ ବିଲଡିଂ ମଧ୍ୟରୁ ଓଡ଼ିଶା କୃଷି ଭବନ ଅନ୍ୟତମ ବୋଲି କୁହାଯାଇଛି।  ସମ୍ବଲପୁରର ଇକତ୍  ଡିଜାଇନ୍ ଏବଂ ଶାଢ଼ି ଭଳି ଏହି ବିଲ୍ଡିଂର ଡିଜାଇନ କରାଯାଇଛି। ବିଭିନ୍ନ ସ୍ଥାପତ୍ୟକୁ ନେଇ […]

  • Sunday, 04 July 2021
pratap
ଚଳିତ ଆର୍ଥିକ ବର୍ଷ ରାଜ୍ୟରେ ୨ଗୁଣରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ରାଜ୍ୟରେ ୨ଗୁଣରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି। ଚଳିତ ଆର୍ଥିକ ବର୍ଷ ନିର୍ମାଣ ହୋଇଛି ୧ ଲକ୍ଷ ୧୪ ହଜାର ୬୪୪ ପକ୍କା ଘର। ଏହା ଗତ ଆର୍ଥିକ ବର୍ଷଠାରୁ ଦୁଇ ଗୁଣ ଅଧିକ। ୨୦୧୪-୧୫ରୁ ଏଯାଏଁ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କା ଘର ନିର୍ମାଣ ସରିଛି। ଶୀଘ୍ର ଘର ଶେଷ କରିବା ଲାଗି ୮୨୮ କୋଟିର ପ୍ରୋତ୍ସାହନ ରାଶି ଦିଆଯାଇଛି। ଶ୍ରୀଘ୍ର ଗୃହ ନିର୍ମାଣ […]

  • Sunday, 04 July 2021
dog
କୁକୁରକୁ ମାରି ୩ ଜଣ ଗିରଫ

ଗଜପତି: କୁକୁରକୁ ମାରି ୩ ଜଣ ଗିରଫ ହୋଇଛନ୍ତି। ଘଟଣା ଘଟିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ। ବାଟଗୌଡ଼ ସାହିରେ ଏକ ବୁଲା କୁକୁରକୁ ୩ ଜଣ ଯୁବକ ନିଷ୍ଠୁର ଭାବେ ହତ୍ୟା କରିବା ଭିଡିଓ ଭାଇରାଲ୍ ହୋଇଥିଲା। ଏହାକୁ ସ୍ଥାନୀୟ ବୁଦ୍ଧିଜବୀ, ଭୁବନେଶ୍ୱରର ପିପଲ୍ ଫର୍ ଆନିମାଲ୍ସ ସଂଗଠନ ଏବଂ ସ୍ଥାନୀୟ ବିଜେପି ବିଧାୟକ କେ. ନାରାୟଣ ରାଓ ପ୍ରମୁଖ ଘଟଣାକୁ ଘୋର ନିନ୍ଦା କରିଥିଲେ। ମାରିଥିବା ଯୁବକ ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। […]

  • Sunday, 04 July 2021
cometative
ପରୀକ୍ଷା ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

ଭୁବନେଶ୍ୱର: ପରୀକ୍ଷା ଘୁ଼ଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। JEE, NEET ସହ ଅନ୍ୟ ସମସ୍ତ କମ୍ପିଟିଟିଭ୍ ପରୀକ୍ଷା ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅମର ପଟ୍ଟନାୟକ। ବର୍ତ୍ତମାନ ସାରା ଦେଶରେ କୋଭିଡ୍ ମହାମାରୀ ଲାଗି ରହିଥିବା ବେଳେ ପରୀକ୍ଷା କରିବା ଲାଗି ସ୍ଥିତି ଅନୁକୁଳ ନଥିବା କହିଛନ୍ତି ସାଂସଦ। କୋଭିଡ୍ ଭଳି ସ୍ଥିତିରେ ଦେଶରେ ଯୋଗାଯୋଗ ବ୍ୟବସ୍ଥା ସଚଳ ହୋଇନାହିଁ। ଏହା ସହ ପରୀକ୍ଷା ସମୟରେ କେନ୍ଦ୍ର ବାହାରେ ଜନଗହଳି […]

  • Sunday, 04 July 2021
Moonson Odisha
କାଲି ବି ବର୍ଷିବ, ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆଜି ୯ ଜିଲ୍ଲାକୁ ରେଡ୍, ୧୧ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କାଲି ମଧ୍ୟ ୯ ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡିକ ହେଲା- ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼। ସେପଟେ ସମୁଦ୍ର ଅଶାନ୍ତ ଥିବାରୁ ୨୭ ତାରିଖ ସୁଦ୍ଧା […]

  • Sunday, 04 July 2021
durga-maa
ଏବର୍ଷ କଟକର ମଣ୍ଡପରେ ହେବନି ଦୁର୍ଗାପୂଜା

କଟକ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୁର୍ଗାପୂଜା କଟକଣା। ଚଳିତ ବର୍ଷ କୌଣସି ମଣ୍ଡପରେ ହେବନି ଦୁର୍ଗା ପୂଜା। ଲୋକେ ନିଜ ଘର ଭିତରେ ଦୁର୍ଗା ପୂଜା କରିପାରିବେ।କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ OTVକୁ ଏହି ସୂଚନା ଦେଇଛନ୍ତି। ଦୁର୍ଗାପୂଜାକୁ ଅନୁମତି ଦେବା ପାଇଁ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି। ୫ଶହ ବର୍ଷର ପରମ୍ପରାକୁ ଦୃଷ୍ଟିରେ ରଖି ଅନୁମତି ଦେବାକୁ ଆବେଦନ ହୋଇଛି। ସମସ୍ତ କୋଭିଡ କଟକଣା ପାଳନ […]

  • Sunday, 04 July 2021
tortured
ଶାଶୁ-ଶ୍ୱଶୁରଙ୍କୁ ମାଡ଼ ମାରି ଘରୁ ତଡ଼ି ଦେଲେ ବୋହୂ

ଭୁବନେଶ୍ୱର: ଶାଶୁ-ଶ୍ୱଶୁରଙ୍କୁ ଘରୁ ତଡ଼ି ଦେଲେ ବୋହୂ। ରାଜଧାନୀରେ ଶାଶୁ ଶ୍ୱଶୁରଙ୍କ ଉପରେ ବୋହୂର ଅତ୍ୟାଚାର ନୁହେଁ, ବରଂ  ଉଭୟଙ୍କୁ ବୋହୂ ଘରୁ କାଢ଼ି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପୀଡ଼ିତ ଶାଶୁ ଶ୍ୱଶୁର। ଏପରିକି କଥା କହିଲା ବେଳେ ନିଜ କୋହକୁ ସମ୍ଭାଳି ପାରୁନାହାନ୍ତି। ଏହି ଦୁଇ ଜଣ ହେଉଛନ୍ତି, ଫକୀର ଚରଣ ମହଲ ଓ ତାଙ୍କ ପତ୍ନୀ । ନିଜ ବୋହୁ ସଂଯୁକ୍ତା ମହଲଙ୍କ ନାଁରେ ନିର୍ଯାତନାର […]

  • Sunday, 04 July 2021
syn
କଫସିରପ ନିଶା କାରବାର, ବନ୍ଧା ହେଲେ ବାପ-ଝିଅ

ସମ୍ୱଲପୁର: ବେଆଇନ ଭାବେ କଫସିରପ ନିଶା କାରବାର କରୁଥିବା ଅଭିଯୋଗରେ ସମ୍ୱଲପୁର ଧନୁପାଲି ଥାନା ପୋଲିସ ଓ ସ୍ପେଶାଲ ସ୍ୱାଡ୍ ୪ ଜଣଙ୍କୁ ଗିରଫ କରିଛି। ୪ ଅଭିଯୁକ୍ତଙ୍କ ମଧ୍ୟରୁ ବାପ-ଝିଅ ବି ଅଛନ୍ତି। ସେମାନଙ୍କ ଠାରୁ ୩,୨୮୦ ବୋତଲ କଫ ସିରଫ, ଗୋଟିଏ କାର, ଗୋଟିଏ ଟାଟା ମ୍ୟାଜିକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କ ଘର ସମ୍ୱଲପୁର ସାହୁ କଲୋନି ଓ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ। କାର୍ଟୁନ୍‌ରେ ଭର୍ତ୍ତି କଫ ସିରପ ବୋତଲ […]

  • Sunday, 04 July 2021
rain
କଟକ, ଭୁବନେଶ୍ୱରରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ୯ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ସୋନପୁର, […]

  • Sunday, 04 July 2021
baripada-1
ଉତ୍ତର ଓଡ଼ିଶାରେ ବନ୍ୟା; ରାସ୍ତା ଉପରେ ଆଣ୍ଠୁଏ ପାଣିର ସୁଅ

ବାରିପଦା: ଲଘୁଚାପର ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ୩ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ବାରିପଦାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ସହର ମଧ୍ୟସ୍ଥ ଜରାଳି ଓ ସରାଳି ନଦୀର ଜଳସ୍ତର ବଢିବାରେ ଲାଗିଛି।  ଉଭୟ ନଦୀର ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶି ଯାଇଛି।  ବନ୍ୟାଜଳ ସହରର ୩, ୧୦, ୧୫, ୧୬ ଓ ୧୭ […]

  • Sunday, 04 July 2021
corona 6
ଦ୍ୱିତୀୟ ଲହରୀ ନ ସରୁଣୁ ଆସିଯିବ ତୃତୀୟ ଲହରୀ?

କରୋନାର ଦ୍ୱିତୀୟ ଲହର ନ ସରୁଣୁ ଆଶଙ୍କା କରାଯାଉଛି ଯେ, ହୁଏତ ତୃତୀୟ ଲହର ମଧ୍ୟ ଆସିପାରେ। ଯଦି କରୋନାର ତୃତୀୟ ଲହର ଆସେ, ତେବେ ଏହା ଦ୍ୱିତୀୟ ଲହର ପରି ସେତେଟା ସାଂଘାତିକ ହେବନି ବୋଲି ଆକଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ ଟିମ୍ ଅନୁସାରେ ଦ୍ୱିତୀୟ ଲହରର ଅଧା ହୋଇପାରେ

  • Sunday, 04 July 2021
bonai
ପାଣି ସୁଅରେ ଭାସିଗଲା କାର

ବଣାଇ: ସାରା ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା। ଅଧିକାଂଶ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ପାଣି। ରାସ୍ତା, ନାଳ,ଜୋର ସବୁ ଏକାକାର ହୋଇଯାଇଛନ୍ତି। ଏପରି ସ୍ଥିତିରେ ଏକ କାର ଆସୁଥିବାବେଳେ  ପାଣି ସ୍ରୋତରେ  ଭାସିଯାଇଛି। ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ। ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ ଜିଲ୍ଲା ବଣାଇ ଜାଙ୍ଗଳା ନିକଟ ସିଆଁଜର ନାଳରେ ୪ ଫୁଟର୍‌ ପାଣି ପ୍ରବାହିତ ହେଉଛି। ଏହି ସମୟରେ ଏକ କାର ଯାଉଥିଲା ବେଳେ ଭାସିଯାଇଛି । […]

  • Sunday, 04 July 2021
puri
ଦଶମୂଳ ମୋଦକ ଖାଇବା ପରେ ସୁସ୍ଥ ହେବେ ଶ୍ରୀଜିଉ

ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେବ ଦଶମୂଳ ମୋଦକ। ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିବେ। ଆସନ୍ତାକାଲି ସୋମବାର ଏକଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଏହି ଦଶମୂଳ

  • Sunday, 04 July 2021
anup
ପୂର୍ବତନ ବିଧାୟକ ଅନୁପ ସାଏ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ମାଆ ଝିଅ ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଛତିଶଗଡ ଜେଲରେ ଥିବା  ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ ସାଏ ଅସୁସ୍ଥ ହୋଇପଡ଼ିଛନ୍ତି।  ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାୟଗଡ଼ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିବା ସୂଚନା ଦେଇଛନ୍ତି ଅନୁପଙ୍କ ବଡ଼ ଭାଇ। ସୂଚନାଥାଉ କି, ୨୦୧୬ […]

  • Sunday, 04 July 2021
abhipsa
‘ଅଭିପ୍ସା’କୁ ମିଳିଲା ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର

ବ୍ରହ୍ମପୁର: ଅଭିପ୍ସାକୁ  ମିଳିଛି  ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର। Vocal for Local ଫିଲ୍ମ ଫେଷ୍ଟିଭାଲ୍ ୨୦୨୦ରେ କୃଷ୍ଣଚନ୍ଦ୍ର ସାହୁଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ଅଭିପ୍ସାକୁ ମିଳିଛି ଏହି ସମ୍ମାନ । ସ୍ୱାଧୀନତା ଦିବସରେ ଏହି କ୍ଷୁଦ୍ର ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ଅଭିପ୍‌ସାକୁ ଏହି ସମ୍ମାନ ମିଳିବା ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷ୍ଣଚନ୍ଦ୍ର ସାହୁ କ୍ଷୁଦ୍ର ଚଳଚ୍ଚିତ୍ର ଅଭିପ୍ସାର ନିର୍ଦ୍ଦେଶନା ଦେଇଥିବା ବେଳେ ସଞ୍ଚିତା ପାତ୍ର ଓ ପ୍ରିତୀ […]

  • Sunday, 04 July 2021
12111
କଟକରେ ହେବ ଦୁର୍ଗାପୂଜା, ବିନା ଶ୍ରଦ୍ଧାଳୁରେ ପୂଜା ପାଇବେ ମା’

କଟକ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୁର୍ଗାପୂଜା କଟକଣା ଜାରି କରାଯାଇଥିଲା । ଚଳିତ ବର୍ଷ କୌଣସି ମଣ୍ଡପରେ ହେବନି ଦୁର୍ଗା ପୂଜା ବୋଲି କୁହାଯାଇଥିଲା। ହେଲେ ନିଜ ଘର ଭିତରେ ଦୁର୍ଗା ପୂଜା କରିପାରିବେ ବୋଲି କଟକ ଜିଲ୍ଲାପାଳ କହିଥିଲେ। ଏହାକୁ ନେଇ କଟକବାସୀଙ୍କ ମଧ୍ୟରେ ବିଷାଦର ଛାଇ ଖେଳି ଯାଇଥିଲା। ଦୁର୍ଗାପୂଜାକୁ ଅନୁମତି ଦେବା ପାଇଁ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା।  ୫ଶହ ବର୍ଷର ପରମ୍ପରାକୁ ଦୃଷ୍ଟିରେ ରଖି […]

  • Sunday, 04 July 2021
Bhartruhari Mahtab
ସୌମ୍ୟଙ୍କ ପରେ ଅସନ୍ତୋଷ ଝାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି

ଅବଶ୍ୟ ଭର୍ତ୍ତୃହରିଙ୍କ ସମ୍ପାଦକୀୟରେ କରୋନା ପ୍ରସଙ୍ଗ ନାହିଁ କିନ୍ତୁ, ରାଜନୈତିକ ଦଳରେ ଭିନ୍ନମତକୁ ସମ୍ମାନ ଦେବା ଏବଂ ସମାଲୋଚନାକୁ ସ୍ୱୀକାର କରିବାର ଆବଶ୍ୟକତାକୁ ଗୁରୁତ୍ୱାରୋପ କରାଯାଇଛି। ଦଳରେ ଭିନ୍ନମତ କଣ ନେତା ବିରୋଧୀ?

  • Sunday, 04 July 2021
Untitled-1
ତାସ୍‌ ଘର ପରି ଭୁଷୁଡି ପଡ଼ିଲା ଦୁଇ ମହଲା କୋଠା, ଦେଖନ୍ତୁ ଭିଡିଓ

ବାରିପଦା: ସମସ୍ତେ ଚାହିଁଛନ୍ତି, ଆଖି ଆଗରେ ତାସ୍ ଘର ପରି ଭୁଷୁଡ଼ି ପଡ଼ିଲା ଦୁଇ ମହଲା କୋଠା।  ଘରଟି ପୁରା ମାଟିରେ ମିଶି ଯାଇଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ। ଏମିତି ଏକ  ଅଘଟଣ ଘଟିଛି ବାରିପଦାରେ ମଧୁବନ ତାଳ ସାହିରେ। ମୟୂରଭଞ୍ଜ ଜିଲ୍ଲାରେ ଗତକାଲିଠାରୁ ଲାଗି ରହିଛି ବର୍ଷା। ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବାବେଳେ ଗୋଟିଏ ଦୁଇମହଲା କୋଠା ଘର ଭୁଷୁଡି ପଡ଼ିଛି। ସୌଭାଗ୍ୟବଶତଃ ଏହି ସମୟରେ ଘରେ କେହି ନ ଥିଲେ […]

  • Sunday, 04 July 2021
Odisha School Syllabus slashed
Odisha School Syllabus Slashed by 30% For Class 1-12 for 2020-21: ୩୦% ସିଲାବସ୍ ହ୍ରାସ ପାଇଲା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଅନ୍‌ ଲାଇନ କ୍ଲାସ ଚାଲିଥିଲେ ମଧ୍ୟ ପିଲାଙ୍କ ପାଠପଢା ବ୍ୟାହତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଛାତ୍ରଛାତ୍ରୀଙ୍କ ସିଲାବସ୍‌ କମାଇ ଦିଆଯାଇଛି। Odisha School Syllabus Slashed ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଶ୍ରେଣୀର Syllabus କମିଛି।  କରୋନା ପାଇଁ ଚଳିତ ବର୍ଷ 30% Syllabus ହ୍ରାସ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା […]

snake
ଗଦି ଭିତରୁ ବାହାରିଲା ୫ ଫୁଟ୍‌ର ସାପ

ବାଙ୍କୀ: ବେଡ୍ ରୁମରେ ନାଗ ସାପ। ଗଦି ଭିତରେ ଲୁଚି ଥିଲା ଏହି ବିଷାକ୍ତ ସାପ। ଏହି ଘଟଣା ହେଉଛି କଟକ ଜିଲ୍ଲା ବାଙ୍କୀ ହରିରାଜପୁର ଗାଁର। ଗାଁ’ର ଶରତ ପଣ୍ଡାଙ୍କ ଘରେ ସାପ ପ୍ରବେଶ କରିବା ଦେଖି ସେ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ। ପ୍ରବଳ ବର୍ଷା ଭିତରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଘରେ ବହୁତ ଖୋଜାଖୋଜି କରିଥିଲେ ହେଁ ସାପକୁ ପାଇନଥିଲେ। ତେବେ କିଛି ସମୟ ପରେ ଗଦି ଭିତରୁ ମିଳିଥିଲା […]

  • Sunday, 04 July 2021
karanjia
ଭୁଶୁଡ଼ିଲା କାନ୍ଥ: ମା' ମୃତ, ଝିଅ ଗୁରୁତର

କରଞ୍ଜିଆ: ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡ଼ି ଜଣକର ମୃତ୍ୟୁ ହୋଇଛି। ଆଉ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏମିତି ଏହି ଅଘଟଣ ଘଟିଛି ମୟୂରଭଂଜ ଜିଲ୍ଲା ଶୁକୃଳି ବ୍ଲକ ମହିଳାସୁଳି ଗାଁରେ। ମାଆ ଝିଅ ଘରେ ଶୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଦୁର୍ବଳ କାନ୍ଥଟି ଭୁଶୁଡ଼ି ପଡ଼ଥିଲା। ଆଜି ଭୋରରେ ଏହି ଘଟଣା ଘଟିଛି। ଗାଁ ଲୋକେ ତୁରନ୍ତ ମାଟି ଭିତରୁ ମାଆ ନନ୍ଦିନୀ ମୁଣ୍ଡା ଓ ଝିଅ ଶ୍ରୀମତୀ ମୁଣ୍ଡାଙ୍କୁ […]

  • Sunday, 04 July 2021
flood
ବର୍ଷା ସତ୍ତ୍ୱେ ଓଡ଼ିଶାକୁ ବନ୍ୟା ଭୟ ନାହିଁ

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ବଡ ଧରଣର ବନ୍ୟା ଆଶଙ୍କା ନାହିଁ ।ଏପରି ଆଶ୍ୱାସନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ତେବେ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ବନ୍ୟା ଆଶଙ୍କା ରହିଛି। ବ୍ରାହ୍ମଣୀ ଓ ମହାନଦୀରେ ବଢିପାଣି ଆସିବା ପରେ ମଧ୍ୟ ବନ୍ୟା […]

  • Sunday, 04 July 2021