• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rto
ଖୋଲିବ ଆରଟିଓ ଅଫିସ୍

ଭୁବନେଶ୍ୱର : ରାଜ୍ୟରେ RTOରେ ଚାଲିବ କାମ। ରାଜ୍ୟର ସମସ୍ତ RTO ଅଫିସ୍‌ରେ କାମ ଚାଲୁ ପାଇଁ ନିର୍ଦ୍ଦେଶ ହୋଇଛି। ଅନୁମତି ପ୍ରାପ୍ତ କର୍ମଚାରୀଙ୍କୁ ନେଇ ଅଫିସ ଖୋଲିବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ନିର୍ଦ୍ଦେଶନାମା ଜାରି କଲେ ପରିବହନ କମିଶନର। ନିର୍ଦ୍ଦେଶ ସଂପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ଦେଇ କହିଛନ୍ତି  ଯେ ରେଜିଷ୍ଟ୍ରେସନ ନବୀକରଣ ଓ ମାଲିକାନା ପରିବର୍ତ୍ତନ କରାଯାଇପାରିବ। ଏହି ଦୁଇ କାର୍ଯ୍ୟ ପାଇଁ ଆସୁଥିବା ଉପଭୋକ୍ତାଙ୍କୁ ଅନୁମତି ମିଳିବ। ଡିଏଲ୍ କିମ୍ବା […]

  • Monday, 05 July 2021
bapa
ଜୀବନ ନେଲା ଜନ୍ମଦାତା

ବାଲେଶ୍ୱର: ବାପା ନା ସୈତାନ୍! ନିଜ ଦେଢ଼ ମାସର ଶିଶୁ ପୁଅକୁ ବାପା କଚାଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର କସିମିଳାରେ ଘଟିଛି ଏଭଳି କିଛି ଲୋମହର୍ଷଣକାରୀ ଘଟଣା। ସ୍ଥାନୀୟ ଅଞ୍ଚଳର ପ୍ରଭାତ କୁମାର ବାଇ ନାମକ ବ୍ୟକ୍ତି ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ସହ କୌଣସି କାରଣରୁ ଝଗଡ଼ା ହୋଇଥିଲା। ତେବେ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀ ପଠାକୁ ସ୍ତ୍ରୀକୁ ନେଇ ଶିଶୁପୁତ୍ରକୁ କଚାଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି […]

  • Monday, 05 July 2021
ghara
ଘର ତିଆରି ଲାଗି ସାରା ରାଜ୍ୟରେ ଗୋଟିଏ ନିୟମ

ଭୁବନେଶ୍ୱର: ଘର ତିଆରି ଲାଗି ଏବେ ସାରା ରାଜ୍ୟ ପାଇଁ ଗୋଟିଏ ନିୟମ ଯେ, କୌଣସି ଜିଲ୍ଲା ବା ସହର ହେଉ, ଏକକ ନିୟମ ଅନୁସାରେ ଘର ନିର୍ମାଣ କରାଯିବ। ତାସହିତ ୨୦୧୫ ଆଇନରେ ଥିବା ନିୟମକୁ ଅନେକାଂଶରେ କୋହଳ କରିଛନ୍ତି ରାଜ୍ୟ ସରକାର। ଯାହାକି ବହୁତଳ ଅଟ୍ଟାଳିକା ନିର୍ମାଣକୁ ପ୍ରୋତ୍ସାହିତ କରିବ। ଆଗରୁ ୪ ମହଲା ବିଲଡିଂକୁ ଆପାର୍ଟମେଣ୍ଟ କୁହାଯାଉଥିଲା। ଏଥିପାଇଁ ପ୍ଲାଟ ସାଇଜ୍ ଅତି କମ୍‌ରେ ୫ଶହ ବର୍ଗ ମିଟର ହେବା ଆବଶ୍ୟକ ଥିଲା […]

  • Monday, 05 July 2021
satish
ସତୀଶ ଗଜଭିୟେ ହେଲେ ଟ୍ରାଫିକ ଟ୍ରେନିଂ ଇନଷ୍ଟିଚ୍ୟୁଟ ଅଧ୍ୟକ୍ଷ

ଭୁବନେଶ୍ୱର:IPS ସ୍ତରରେ ଛୋଟ ଅଦଳବଦଳ। IPS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, କ୍ରାଇମବ୍ରାଞ୍ଚ ଆଇଜି ତଥା ୧୯୯୯ ବ୍ୟାଚ୍ ଆଇପିଏସ୍ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଛି। ସେହିପରି କମ୍ପ୍ୟୁଟର ଏସପି ୨୦୦୨ ବ୍ୟାଚ୍ ଗଜଭିୟେ ଏସକେ ଈଶ୍ୱରଦାସଙ୍କୁ ଅର୍ବାନ ପୁଲିସ୍ ଆଣ୍ଡ ଟ୍ରାଫିକ୍ ଟ୍ରେନିଂ ଇନଷ୍ଟିଚ୍ୟୁଟର ପ୍ରିନ୍ସିପାଲ, କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଏସପି ତଥା ଓପିଏସ୍ ମନୋଜ କୁମାର ମହାନ୍ତଙ୍କୁ […]

  • Monday, 05 July 2021
otv-leak
'ଜିଲ୍ଲାପାଳ' କ୍ଷମତା ଥିବା କହି ମାଟିରେ ମିଶାଇ ଦେଲେ ଅସହାୟଙ୍କ ଘର

ଭୁବନେଶ୍ୱର: କାହାରି ନିର୍ଦ୍ଦେଶ ନାହିଁ, ହେଲେ ହାତରେ ଜିଲ୍ଲାପାଳ କ୍ଷମତା ଥିବାରୁ ଭାଙ୍ଗି ଦେଲେ ଛଅ ଛଅଟି ଅର୍ଦ୍ଧନିର୍ମିତ ପ୍ରଧାନମନ୍ତ୍ରୀ ଆବାସ। ବୁଲଡୋଜର ଲଗାଇ ମାଟିରେ ମିଶାଇ ଦେଲେ ୬ ଅସହାୟ ନିରାଶ୍ରୟ ପରିବାରର ସବୁ ଆଶା, ସବୁ ସ୍ୱପ୍ନ। ଏ ଦୃଶ୍ୟ କୌଣସି କୋଟିପତି କି ବଡ଼ବଡ଼ିଆଙ୍କ ଜମି ଜବରଖଲ ଉଚ୍ଛେଦର ନୁହେଁ, ବରଂ ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଥିବା କିଛି ଭୂମିହୀନ ପରିବାର ଉପରେ ସରପଞ୍ଚଙ୍କ ହୁକୁମାତି ଓ ପାଓ୍ୱାର ପ୍ଲେର ସୋ। କୋଭିଡ୍ […]

  • Monday, 05 July 2021
curent
ବିଦ୍ୟୁତ ଆଘାତରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର: ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଡୁମୁଡୁମା ଅଞ୍ଚଳରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୫ ବର୍ଷର ପୁଅ, ତାଙ୍କ ମାଆ ଏବଂ ଖୁଡ଼ି ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଖୁଣ୍ଟରୁ ବିଦ୍ୟୁତ ତାର ଘରର ଲୁହା ରେଲିଂରେ ଗୁଡ଼ା ହୋଇ ଭିତରକୁ ଆସିଥିଲା। ତେବେ ରେଲିଂ ପାଖରେ ତାର ଲିକ୍ ହୋଇ […]

  • Monday, 05 July 2021
navvvvvvvvvvvvvvvvvvvvvvoonnnnnnnnnnnnnn
ଅର୍ଥାଭାବ କାରଣରୁ କରୋନା ଚିକିତ୍ସାରୁ କେହି ବଞ୍ଚିତ ହେବେ ନାହିଁ

ଭୁବନେଶ୍ୱର: ରାଜଧାନୀର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆଜି ପାଳିତ ହୋଇଯାଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ କୋଭିଡ ଯୋଦ୍ଧାଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲେ। ସାହସର ସହ କରୋନା ମୁକାବିଲା ପାଇଁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ କହିଥିଲେ,  କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ […]

  • Monday, 05 July 2021
123213
ଆହୁରି ୨ ଦିନ ବର୍ଷିବ, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଗତକାଲିଠାରୁ ଲାଗି ରହିଛି ଲଘୁଚାପ ଜନିତ ବର୍ଷା।  ରାଜ୍ୟର ଅଧିକାଂଶ ଜିଲ୍ଲାରେ  ବର୍ଷା ଯୋଗୁ ଜନଜୀବନ ବ୍ୟାହତ ହୋଇଛି। ଲଘୁଚାପ ଯୋଗୁ ରାଜ୍ୟରେ ଆହୁରି ଦୁଇଦିନ ବର୍ଷା ଲାଗି ରହିବ ବୋଲି କହଛି ପାଣିପାଗ ବିଭାଗ। ଆଜି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ଦେବଗଡ଼, ଅନୁଗୁଳ, ବୌଦ୍ଧ, ନୂଆପଡ଼ା ଓ ସୋନପୁର ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ। ଲଘୁଚାପ ଯୋଗୁ ଏବେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ […]

  • Monday, 05 July 2021
iic
ନିଲମ୍ବିତ ହେଲେ ଜଳେଶ୍ୱର ଥାନା ଆଇଆଇସି

ଜଳେଶ୍ୱର: ଧଳା ଜହରର କଳା କାରବାର ପଛରେ ଖାକି ଲିଙ୍କର ଖବର ପ୍ରସାରଣ ପରେ ଜଳେଶ୍ୱର IIC  ଧନେଶ୍ୱର ସାହୁଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। କିଛି ଦିନ ତଳେ ଏ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭାଇରାଲ ଅଡିଓରେ ଶେଖ ଜମୁରୁଦ୍ଦିନ୍ ନାମକ ଜଣେ ବ୍ରାଉନସୁଗାର୍ ମାଫିଆଙ୍କ  ଭାଇ ସହ ଜଣେ ଆଇନଜୀବୀଙ୍କ ଜରିଆରେ ଆଇଆଇସି କଥା ହୋଇଥିବା ଶୁଣିବାକୁ ମିଳିଥିଲା। ଅଡିଓ ଭାଇରାଲ ପରେ […]

  • Monday, 05 July 2021
truck
ବ୍ରିଜ ଉପରେ ଚାଲୁଥିଲା ବନ୍ୟାପାଣି, ମାଡି ଆସିଲା ଟ୍ରକ....

ମାଲକାନଗିରି: ଭରା ନଦୀରେ ପୋଲ ତଳକୁ ଖସିପଡ଼ିଲା ଟ୍ରକ। ଟ୍ରକଟି ମାଲକାନଗିରି ଆସୁଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି। ଟ୍ରକଟି କାଙ୍କରକୋଣ୍ଡା ନଦୀ ବ୍ରିଜ ଅତିକ୍ରମ କରୁଥିବାବେଳେ ତଳୁ ଖସି ପଡ଼ିଥିବା ଜଣାଯାଇଛି। ଆନ୍ଧ୍ରପ୍ରଦେଶରୁ ଏକ ମାଲ ବୋଝେଇ ଟ୍ରକ ମାଲକାନଗିରି ଅଭିମୁଖେ ଆସୁଥିଲା। କାଙ୍କରକୋଣ୍ଡା ପୋଲ ଉପରେ ପାଣି ଚାଲୁ ଥିବାରୁ ଯାତାୟାତ ବନ୍ଦ ରହିଥିଲା। ଟ୍ରକଟି ସେହି ବାଟ ଦେଇ ଯାଉଥିବାବେଳେ ସ୍ଥାନୀୟ ଲୋକେ ବାରଣ କରିଥିଲେ। ହେଲେ ଡ୍ରାଇଭର ଶୁଣି ନ ଥିଲେ।  ଟ୍ରକଟି […]

  • Monday, 05 July 2021
unnamed
ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୧୯ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବା ସମ୍ଭାବନା ଦେଖାଦେଇଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ଜୁନ ୧ରୁ ଅଗଷ୍ଟ ୧୫ ମଧ୍ୟରେ ରାଜ୍ୟର ୨୨ ଜିଲ୍ଲାରେ ସ୍ୱାଭାବିକ […]

  • Monday, 05 July 2021
dhenkana
ଲଗାଣ ବର୍ଷାରେ ଭାସିଗଲା ପୋଲ; ଜଳମଗ୍ନ ଢେଙ୍କାନାଳ

ଢେଙ୍କାନାଳ: ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ଜଳମଗ୍ନ ହୋଇ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ସ୍ଥିତି। ଲୋକଙ୍କ ଘରେ ପାଣି ପଶିଯାଇଛି। ତୁହାକୁ ତୁହା ବର୍ଷା ଯୋଗୁଁ ବହୁ କଚ୍ଚା ଘର ଭୁଶୁଡ଼ି ପଡ଼ିଛି। କାମାକ୍ଷାନଗରରୁ ଭୁବନ ଯାଇଥିବା ରାସ୍ତାର ଡମଶାଳ ପୋଲ ବୁଡ଼ିଯାଇଛି। ଡମଶାଳ ପୋଲ ଉପରେ ୪ ଫୁଟ୍ ଉଚ୍ଚର ପାଣି ଚାଲିଥିବାରୁ ଭୁବନ-କାମାକ୍ଷାନଗର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଭୁବନ ବ୍ଲକ କୁନିନ୍ଦା ପଞ୍ଚାୟତର ଧନେଇ ପୋଲ ଉପରେ […]

  • Monday, 05 July 2021
bhadrak
ବର୍ଷାରେ ବେହାଲ ଭଦ୍ରକ: ଘର ଭୁଶୁଡ଼ିଲା, ସରକାରୀ ଅଫିସ‌ରେ ପାଣି ପଶିଲା

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ ଜିଲ୍ଲା। ଧାମନଗର ବ୍ଲକ ବେଶି ପ୍ରଭାବିତ ହୋଇଛି। ଏହି ବ୍ଲକ୍‌ ଓ ଏନ୍ଏସି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପାଣି ଜମି ରହିଥିବାରୁ ଏନ୍ଏସି କାର୍ଯ୍ୟାଳୟରେ ପାଣି ପଶି ଯାଇ ବହୁ କାଗଜପତ୍ର ନଷ୍ଟ ହୋଇଛି। ବିଇଓଙ୍କ କାର୍ଯ୍ୟାଳୟ ମଧ୍ୟ ଜଳାର୍ଣ୍ଣବ ହୋଇଛି। ଧାମନଗର-ବିରୁହାଁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ୪ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇଛି। ସେହିପରି ବ୍ଲକ କାର୍ଯ୍ୟାଳୟରୁ […]

  • Monday, 05 July 2021
schiool
ଏବେ ସ୍କୁଲ ଖୋଲିବା ସମ୍ଭବ ନୁହେଁ, ଗାଁକୁ ଗାଁ ଯାଇ ପାଠ ପଢାଇବେ ଶିକ୍ଷକ

ଭୁବନେଶ୍ୱର: ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ। ଏ ନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଯାଜପୁର ଜିଲ୍ଲା ପ୍ୟାରେଡ୍ ଅବସରରେ ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ। ଏ ନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ କହିଛନ୍ତି। ନୂଆ ଯୋଜନାର ନାଁ ରହିବ ଶିକ୍ଷା ସଂପର୍କ ଯୋଜନା ରହିବ। ରାଜ୍ୟର ୬୦ ଲକ୍ଷ […]

  • Monday, 05 July 2021
drowning
ପୋଖରୀରେ ବୁଡ଼ି ୨ ନାବାଳକ ମୃତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ଗ୍ରାମରେ ଅଘଟଣ। ପୋଖରୀରେ ବୁଡି ୨ ନାବାଳକ ମୃତ। ମୃତକ ତୁଳଙ୍ଗ ଗ୍ରାମର ଆୟୁଷ ବିଶ୍ୱାଳ ଏବଂ ପ୍ରତ୍ୟୁଷ ବିଶ୍ୱାଳ। ସୂଚନା ଅନୁସାରେ ଉଭୟ ଆଜି ସକାଳେ ସାଇକେଲରେ କୋଚିଂ ସେଣ୍ଟର ଯାଇଥିଲେ। ତେବେ ମଧ୍ୟାହ୍ନ ସମୟରେ ନିକଟସ୍ଥ ଖୁନ୍ଦଳ ଗ୍ରାମର ପୋଖରୀରେ ଦୁଇ ନାବାଳକ ବୁଡି ଯାଇଥିବା ଖବର ପାଇ ପରିବାର ଓ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ଉଭୟଙ୍କୁ ପୋଖରୀରୁ ଉଦ୍ଧାର କରି ପ୍ରଥମେ ଏରସମା […]

  • Monday, 05 July 2021
gendalia
ବର୍ଷାରେ ଉପୁଡ଼ିଲା ଗଛ; ୫୦୦ରୁ ଅଧିକ ଗେଣ୍ଡାଳିଆ ମୃତ

ଢେଙ୍କାନାଳ: ପ୍ରାକୃତିକ ଉପାୟରେ ହେଉଁ କିମ୍ବା ମନୁଷ୍ୟକୃତ, ଧୀରେ ଧୀରେ ପ୍ରକୃତିର ଅନେକ ବିରଳ ପଶୁ,ପକ୍ଷୀ ଲୋପ ପାଇବାକୁ ବସିଲେଣି। ଏହି କ୍ରମରେ ଗତକାଲି ୫୦୦ରୁ ଅଧିକ ଗେଣ୍ଡାଳିଙ୍କ ମୃତ୍ୟୁ ହୋଇଛି। ଗତକାଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ଲଗାଣ ବର୍ଷାରେ ଗଛ ଉପୁଡ଼ିଯିବାରୁ  ୫୦୦ରୁ ଅଧିକ ଗେଣ୍ଡାଳିଆଙ୍କ ମୃତ୍ୟୁ ହୋଇଛି। ବର୍ଷ ବର୍ଷ ଧରି ଏହି ଗଛରେ ହଜାର ହଜାର ଗେଣ୍ଡାଳିଆ ବସା କରିଥିଲେ। ଲଘୁଚାପ ପ୍ରଭାବରେ ଗତକାଲିଠୁ ଜିଲ୍ଲାରେ ହୋଇଥିବା ପ୍ରବଳ […]

  • Monday, 05 July 2021
gst
ଗୁଟଖା କମ୍ପାନୀରେ ଚଢ଼ାଉ; ୧ କୋଟି ୧୧ ହଜାର ଫାଇନ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ରରୁଆ ଠାରେ ଥିବା ଗୁଟଖା କମ୍ପାନୀ ଉପରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ୧ କୋଟି ୧୧ ହଜାର ଫାଇନ କରିଛି। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଅଫିସ ଏବଂ ଗୋଦାମ ଉପରେ ରାଜ୍ୟ ଜିଏସ୍ ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ଏହି ଫାଇନ ଲଗାଇଛି। ଲଗାତାର ଦୁଇ ଦିନ ଧରି ଏହି ଚଢ଼ାଉ କରାଯାଇଥିଲା। ଶ୍ରୀ ଉଦ୍ୟୋଗ, ଜଗନ୍ନାଥ ଟ୍ରେଡର,ଓମ୍ ଇଣ୍ଡଷ୍ଟ୍ରି ପରି ୪ଟି ସ୍ଥାନରେ ଜିଏସ୍ ଟି ଟିମ୍ […]

  • Monday, 05 July 2021
accident
ବାଇକ୍‌କୁ ପିଟିଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ

ଜଗତସିଂହପୁର: ଘରକୁ ଫେରୁଥିଲା ବେଳେ ପିଟିଦେଲା ପିକ୍‌ଅପ୍। ଚାଲିଗଲା ୨ ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନାରଦିଆ ନିକଟରେ। ଉଭୟ ଏକ ବାଇକରେ ବାଲିକୁଦାରୁ ଘରକୁ ଫେରୁଥିବା ବେଳେ ନାରଦିଆ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଭ୍ୟାନରେ ପିଟି ହୋଇ ଯାଇଥିଲେ। ଖବର ପାଇ ବାଲିକୁଦା ଅଗ୍ନିଶମ ସେବା କର୍ମଚାରୀ ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ବାଲିକୁଦା ମେଡିକାଲ ନେଇଥିଲେ। ସେଠାରେ […]

  • Monday, 05 July 2021
sbi
ରାଜ୍ୟରେ ୨ଟି ନୂଆ ଶାଖା ସହିତ ୫୧ଟି ନୂତନ ଗ୍ରାହକ ସେବା କେନ୍ଦ୍ର ଖୋଲିଲା SBI

ଭୁବନେଶ୍ୱର: ରାଜ୍ୟରେ ୨ଟି ନୂଆ ଶାଖା ସହିତ ୨୮ଟି ଡିଷ୍ଟ୍ରିକ୍ଟ ସେଲସ୍ ହବ୍ ଓ ୫୧ଟି ନୂତନ ଗ୍ରାହକ ସେବା କେନ୍ଦ୍ର ଖୋଲିଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଗ୍ରାମାଞ୍ଚଳ ଓ ସେମି ଅର୍ବାନ ଏରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ କ୍ଷୁଦ୍ର ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେବାଲାଗି ଏସ୍‌ବିଆଇ ଏହା ଖୋଲିଛି। ରାଜ୍ୟର ଅପହଞ୍ଚ ଅଂଚଳରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ୪ ହଜାର ୪୩୫ଟି ଗ୍ରାହକ ସେବା କେନ୍ଦ୍ର ରହିଛି। ୫୧ଟି ନୂଆ ଗ୍ରାହକ […]

  • Monday, 05 July 2021
pani
ନଦୀ ପାର ହୋଇ ପତାକା ଉତ୍ତୋଳନ କଲେ ପ୍ରଧାନଶିକ୍ଷକ

ଫୁଲବାଣୀ: ନଦୀ ପାର ହୋଇ ପତାକା ଉତ୍ତୋଳନ କଲେ ପ୍ରଧାନଶିକ୍ଷକ। ଭରା ନଦୀରେ ପଶି, ଜୀବନକୁ ବାଜି ଲଗାଇ ସ୍କୁଲରେ ପହଞ୍ଚିଥିଲେ। ଆଜି ଏପରି କିଛି ଘଟଣା ଘଟିଛି କନ୍ଧମାଳ ଗୁଞ୍ଜିବାଡ଼ି ପଞ୍ଚାୟତ ବଗାଡ଼ି ଗାଁରେ। ଗାଁ ପ୍ରଧାନଶିକ୍ଷକ ଲାଲୁ କୁମାର ମଲ୍ଲିକ ବଗାଡ଼ି ନଦୀ ପାର କରି ସ୍କୁଲକୁ ପହଞ୍ଚିଥିଲେ। ନଦୀର ଗୋଟିଏ ପଟରୁ ଅନ୍ୟ ପଟକୁ ଯିବା ପାଇଁ ଦଉଡ଼ିର ସାହାଯ୍ୟ ନେଇଥିଲେ। ଆଜି ନୁହେଁ ଗଲା ୧୦ ବର୍ଷ ଧରି ଏପରି ନଦୀ […]

  • Monday, 05 July 2021
sarpanch
କ୍ଷମତା ଅପବ୍ୟବହାର କରି ଗିରଫ ହେଲେ ସରପଞ୍ଚ

ବଲାଙ୍ଗିର: କ୍ଷମତା ଅପବ୍ୟବହାର ଅଭିଯୋଗରେ ସରପଞ୍ଚ ଗିରଫ। ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀ ମୋହନ ମୁଣ୍ଡା ଗିରଫ। ଉଭୟଙ୍କୁ ଲୋଇସିଂହା ଥାନା ପୋଲିସ ଗିରଫ କରିଛି। ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରିଥିଲେ ସରପଞ୍ଚ। କାହାରି ନିର୍ଦ୍ଦେଶ ନାହିଁ, ହେଲେ ହାତରେ ଜିଲ୍ଲାପାଳ କ୍ଷମତା ଥିବାରୁ ଗତ ୧୧ରେ ଭାଙ୍ଗି ଦେଇଥିଲେ ଛଅ ଛଅଟି ଅର୍ଦ୍ଧନିର୍ମିତ ପ୍ରଧାନମନ୍ତ୍ରୀ ଆବାସ। ବୁଲଡୋଜର ଲଗାଇ ମାଟିରେ ମିଶାଇ ଦେଲେ ୬ ଅସହାୟ ନିରାଶ୍ରୟ ପରିବାରର ସବୁ ଆଶା, ସବୁ […]

  • Monday, 05 July 2021
rain
ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ୭ ଜିଲ୍ଲାରେ ପ୍ରବଳ ‍ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ନୂଆପଡା, ବରଗଡ଼, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ ଓ ସମ୍ବଲପୁର। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୭ ତାରିଖ ଆଡ଼କୁ ବର୍ଷା କମିବା ନେଇ ଆଞ୍ଚଳିକ […]

ଲଗାଣ ବର୍ଷାରେ ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ପାଙ୍ଗମ, ପୋଟେରୁ, କୋଙ୍କରକୋଣ୍ଡା, MV-୩୭ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଅନ୍ୟାନ୍ୟ ପୋଲ ଓ ରାସ୍ତା ଉପରେ ମଧ୍ୟ ୪ରୁ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରିରୁ ଜୟପୁର, ବାଲିମେଳା ଓ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତକାଲି କାଙ୍କରକୋଣ୍ଡା ନଦୀ ଉପରେ ବ୍ରିଜ୍‌ ଅତିକ୍ରମ କରିବା ବେଳେ ବନ୍ୟା […]

  • Monday, 05 July 2021
odisha
ଭୋଜି ଖାଇ ୩୫ରୁ ଅଧିକ ଅସୁସ୍ଥ

ନୀଳଗିରି: ଭୋଜି ଖାଇ ୩୫ରୁ ଅଧିକ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ତୋଟାପଡ଼ା ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ତୋଟାପଡ଼ା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା। ଏହି ଭୋଜି ଖାଇ ୩୫ରୁ ଅଧିକ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା ଓ ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁ ଅଛନ୍ତି। ଭୋଜି ଖାଇ ଅସୁସ୍ଥ ହୋଇଥିବା କିଛି ଲୋକଙ୍କୁ ନୀଳଗିରି ମେଡିକାଲରେ […]

  • Monday, 05 July 2021
ମନ୍ଦିର ପରିସରରୁ ମିଳିଲା ରକ୍ତାକ୍ତ ମୃତଦେହ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦର ଗାଁ ଶିବ ମନ୍ଦିର ପରିସରରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହରିଡ଼ାପଦର ଗାଁର ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଆଜି ସକାଳୁ ସମ୍ପୃକ୍ତ ମହିଳା ଜଣକ ମନ୍ଦିର ଯାଇଥିଲେ। ସେଠାରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ସମ୍ପୃକ୍ତ ମହିଳାଙ୍କ ଦେଢଶୁର ମହିଳାଙ୍କ ମୁଣ୍ଡକୁ ଏକ ଶାବଳରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ […]

  • Monday, 05 July 2021