ଅଦରକାରୀ ବସ୍ତୁରେ ଅଭୂତପୂର୍ବ କଳାକୃତି ବୃଦ୍ଧି ପାଉଛି ଇ ୱେଷ୍ଟ ବା ଇଲେକଟ୍ରୋନିକ୍ସ ବର୍ଯ୍ୟବସ୍ତୁ ପରିବେଶକୁ ଭୟଙ୍କର ଭାବେ ପ୍ରଦୂଷିତ କରୁଛି ଇ ୱେଷ୍ଟ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀ ବ୍ରହ୍ମପୁର(ଜଗନ୍ନାଥ ସାହୁ): ଦିନକୁ ଦିନ ବଢୁଛି ଇଲେକଟ୍ରୋନିକ୍ସ ସାମଗ୍ରୀର ଚାହିଦା । ଫଳରେ ବୃଦ୍ଧି ପାଉଛି ଇ ୱେଷ୍ଟ ବା ଇଲେକଟ୍ରୋନିକସ୍ ବର୍ଯ୍ୟବସ୍ତୁ, ଯାହା ପରିବେଶକୁ ଭୟଙ୍କର ଭାବେ ପ୍ରଦୂଷିତ କରିବାରେ ଲାଗିଛି । କିନ୍ତୁ ଇୱେଷ୍ଟକୁ ବାହାରେ ନଫିଙ୍ଗି ଏଥିରୁ […]
ଭୁବନେଶ୍ୱର : ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ସହ ରାଜ୍ୟରେ ଯାତ୍ରା, ଅପେରା ଓ ମୁକ୍ତାକାଶ ରଂଗମଞ୍ଚକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଏଣିକି ଯାତ୍ରା, ଅପେରା, ମୁକ୍ତାକାଶ ରଂଗମଞ୍ଚ ବନ୍ଦ ରହିବ । ତା ସହ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି ଏସଅଆରସି । ଅଙ୍ଗନବାଡ଼ି ବନ୍ଦ ହେଲେ ମଧ୍ୟ ଶିଶୁ ଖାଦ୍ୟ ଓ ରାସନ୍ ଘରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ । ସେପଟେ ବାହାଘରରେ ୫୦ ଜଣଙ୍କ […]
ବାରିପଦା(ମାଣିକଲାଲ୍ ପାଣି) : ଖରାଦିନେ ବଢିଯାଏ ତରଭୁଜର ଚାହିଦା । ରୌଦ୍ର ତାପରୁ ରକ୍ଷା ପାଇଁ ଲାଲ ଟହ ଟହ ତରଭୁଜ ଖାଇବାକୁ କାହାବୁ ବା ଭଲ ନଲାଗେ । ହେଲେ ତରଭୁଜ କେବେ ହଳଦିଆ ରଙ୍ଗର ଦେଖିଛନ୍ତି ? ଖାଲି ରଙ୍ଗ ଭିନ୍ନ ନୁହେଁ, ଏହା ସୁସ୍ୱାଦୁ ଓ ମିଠା ମଧ୍ୟ । ତେବେ ଏହି ତରଭୁଜକୁ ତାଇୱାନ ବ୍ରିଡର କୁହାଯାଉଥିବା । ଗ୍ରାହକଙ୍କ ମଧ୍ୟରେ ଏହି ହଳଦିଆ ତରଭୁଜର ବେଶ ଡିମାଣ୍ଡ ଦେଖିବାକୁ ମିଳୁଛି । […]
ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ତାତି । ଉତ୍ତରରୁ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଗତକାଲି ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହରର ତାପମାତ୍ରା ରହିଛି । ୪୨ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ୪୧ ଦଶମିକ ୮ ଡିଗ୍ରୀ ସହ ସୋନପୁର ଦ୍ୱିତୀୟ ଉତପ୍ତ ସହର ଥିଲାବେଳେ ବୌଦ୍ଧ, ଭବାନୀପାଟଣା, ମାଲକାନଗିରିରେ ୪୦ ଉପରେ ରହିଥିଲା ପାରଦ […]
ଅନିର୍ଦ୍ଦିଷ୍ଟ କାଳ ଲାଗି ଲିଙ୍ଗରାଜ ମନ୍ଦିର ବନ୍ଦ କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ବିଏମସିର ନିଷ୍ପତ୍ତି ଦୈନନ୍ଦିନ ନୀତିକାନ୍ତି ପାଇଁ କେବଳ ସେବାୟତଙ୍କୁ ମନ୍ଦିର ପ୍ରବେଶ ଅନୁମତି ଭୁବନେଶ୍ୱର : ବଢୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଶ୍ରଦ୍ଧାଳୁଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିର । କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ସାଧାରଣ ଦର୍ଶନାର୍ଥୀଙ୍କ ଲାଗି ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ତେବେ ଏହି […]
ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜିଠାରୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ଚଳାଚଳ । ଫଳରେ ଅନ୍ୟ ରାଜ୍ୟକୁ ଯାଆସ କରୁଥିବା ସମସ୍ତ ବସ୍ ସେବା ବନ୍ଦ ରହିବ । ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ମୁତାବକ ଆନ୍ତଃରାଜ୍ୟ ବସ୍ ସେବାକୁ ବନ୍ଦ କରାଯାଇଛି । ହେଲେ ରାଜ୍ୟ ଭିତରେ ପୂର୍ବ ଭଳି ବସ୍ ଚାଲୁ ରହିିବ । କରୋନା କଟକଣା କଡ଼ାକଡ଼ି ପାଳନ କରାଯିବା ସହ ଯାତ୍ରୀମାନେ କେବଳ ସିଟିଂରେ ହିଁ […]
ରାମଚନ୍ଦ୍ରପୁର(ମନୋଜ ପାତ୍ର): ଖରା ବଢିବା ସହ ବଢୁଛି ଜଳକଷ୍ଟ । ପିଇବା ପାଣି ଟୋପାଏ ମିଳୁନି । ରାମଚନ୍ଦ୍ରପୁରରେ ଏବେ ଭୀଷଣ ଜଳକଷ୍ଟ ଦେଖାଦେଇଛି । ଗାଁରେ ଥିବା ଏକମାତ୍ର ନଳକୂପ ଠିକ୍ ଭାବେ ପାଣି ବାହାରୁ ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସୋଲାର ପମ୍ପର ମୋଟର ଖରାପ ହୋଇ ଯାଇଥିବାରୁ ଦୀର୍ଘଦିନ ଅକାମୀ ହୋଇ ପଡି ରହିଛି । ଫଳରେ ମାଣି ମୁନ୍ଦିଏ ପାଇଁ ଲୋକେ ବାଧ୍ୟ ହୋଇ ଅଧ କିଲୋମିଟର […]
ଦ୍ୱିତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ପ୍ରଶାସନ ସରପଞ୍ଚ ସଜାଗ, ପ୍ରବାସୀଙ୍କ ଆଇସୋଲେସନ ଉପରେ ଗୁରୁତ୍ୱ ସୁରଟରେ କୋଭିଡରେ ଜୀବନ ହାରିଲେ ଆଉ ଜଣେ ଓଡିଆ ବ୍ରହ୍ମପୁର, ଆସ୍କା, ଖଲ୍ଲିକୋଟ( ଅଶୋକ ବ୍ରହ୍ମା, ମନୋଜ ମୁନୀ,ସିଲୁ ବିଶ୍ୱାଳ) : କରୋନାର ଗତବର୍ଷ ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲ୍ଲାର ସଂକ୍ରମଣ ବଢାଇଥିଲେ ପ୍ରବାସୀ ଓଡିଆ । ଏବେ ପୁଣି ଥରେ ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ଗଞ୍ଜାମର ସ୍ଥିତି ମଧ୍ୟ ଧିରେ ଧିରେ ବିଗୁଡ଼ିବାରେ ଲାଗିଛି । ଆଉ […]
ଭଞ୍ଜନଗର(ରାଜେଶ କୁମାର ପଣ୍ଡା) : ପୁଅ, ଝିଅ ସମସ୍ତେ ଅଛନ୍ତି । କିନ୍ତୁ ଦାୟିତ୍ୱ ନେବା ସମୟରେ ସବୁ ପର କରି ଚାଲିଗଲେ । ପରିତ୍ୟକ୍ତ ଭଙ୍ଗା ଘରେ କଟୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ । ବୟସର ଅପରାହ୍ନରେ ଗୋଟିଏ ପରିତ୍ୟକ୍ତ ଘରର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ଗୋଟିଏ ପଟେ ରକ୍ତ ସମ୍ପର୍କର ମୂଲ୍ୟ ନଥିବା ବେଳେ ଅନ୍ୟପଟେ ସରକାର ବି ସେମାନଙ୍କ ପାଇଁ ନିରବଦ୍ରଷ୍ଟା ପାଲଟିଛନ୍ତି । ଗରିବ ଅସହାୟମାନଙ୍କ ପାଇଁ ରାଜ୍ୟ ସରକାରଙ୍କ […]
ବାରିପଦା(ମାନିକ୍ ଲାଲ୍ ପାଣି) : ମୁଁ ସାପକୁ ବହୁତ ଭଲ ପାଏ । ସାପ ମୋର ସାଙ୍ଗ, ସେମାନଙ୍କ ସୁରକ୍ଷା ମୋର ଦାୟିତ୍ୱ । ବିଷଧର ସାପ ପ୍ରେମରେ ଯୁବତୀ । ବାପାଙ୍କ ସାପଧରା ଦେଖି ସେ ପଡ଼ିଥିଲେ ସାପ ପ୍ରେମରେ । ସାପକୁ ଉଦ୍ଧାର କରୁଥିବା ଅନେକ ଲୋକଙ୍କ ବିଷୟରେ ଜଣାଥିବ,କିନ୍ତୁ ଜଣେ ଝିଅ ପିଲା ସାହସର ସହ ସାପ ଧରିବା ବୋଧହୁଏ ଜାଣିନଥିବେ । ଏପରି ଜଣେ ନିଆରା ବ୍ୟକ୍ତିତ୍ୱ ହେଲେ କଲେଜ୍ ପଢ଼ୁଆ […]
ହଷ୍ଟେଲ ଅଛି ହେଲେ ବ୍ୟବହାର ହୋଇପାରୁନି ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହଷ୍ଟେଲ ଏବେ ଖତ ଖାଉଛି ହଷ୍ଟେଲର ସୁରକ୍ଷା ଓ ନିରାପତ୍ତା ନେଇ ଉଠିଲା ପ୍ରଶ୍ନ ହଷ୍ଟେଲ ସ୍ଥିତି ଯାଞ୍ଚ କରିବ ବୈଷୟିକ ଟିମ୍: ନିର୍ବାହୀ ଯନ୍ତ୍ରୀ ଜୟପୁର : ହଷ୍ଟେଲ ଅଛି ହେଲେ ବ୍ୟବହାର ହୋଇପାରୁନି, ବାଧ୍ୟ ହୋଇ ବାହାରେ ଘରଭଡ଼ା ନେଇ ଖର୍ଚ୍ଚାନ୍ତ ହେଉଛନ୍ତି ଛାତ୍ରୀ । ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ଅନୁସୂଚିତ ଜାତି ଓ ଜନଜାତି ଶହେ ଶଯ୍ୟା […]
କଟକ : ହାଇଦରକୁ କରୋନା । ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ହୋଇଥିବା ଆଣ୍ଟିଜେନ୍ ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ହେଲେ RT-PCR ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଏହାପରେ ହାଇଦରକୁ ଚୌଦ୍ୱାର ଜେଲରେ ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି । ସେପଟେ ପଜିଟିଭ୍ ଚିହ୍ନଟ ପରେ ହାଇଦରର ରିମାଣ୍ଡ ସ୍ଥଗିତ ହୋଇଛି । ହାଇଦର ସୁସ୍ଥ ହେବାପରେ ପୁଣି […]
ଆଜିଠୁ ରିମାଣ୍ଡରେ ହାଇଦର ରିମାଣ୍ଡରେ ନେଇ ସତ ଉଗାଳିବ କଟକ ମଙ୍ଗଳାବାଗ ପୋଲିସ କାଲି ୩ ଯୁବତୀ ଓ ୮ ସହଯୋଗୀଙ୍କୁ ଜେରା କରାଯାଇଥିଲା କଟକ : ଆଜି ଠାରୁ ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର । ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେଇ ସତ ଉଗାଳିବ କଟକ ମଙ୍ଗଳାବାଗ ପୋଲିସ । ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ୍ । ହେଲେ କଟକ ସିଟି JMFC କୋର୍ଟ ୭ ଦିନ […]
ସନ୍ଧ୍ୟା ୬ରୁ ସକାଳ ୫ ନାଇଟ୍ କର୍ଫ୍ୟୁ ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ନାଇଟ୍ କର୍ଫ୍ୟୁ ଭୁବନେଶ୍ୱର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଆଜିିଠାରୁ ସଂଧ୍ୟା ୬ରୁ […]
ମାଲକାନଗିରି : ଭାଇରାଲ ଭୋକର ଭୟାନକ୍ କାହାଣୀ । ଭୋକ ଏଠି ବେଶ୍ ଜଣାଣୁଣା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ଏନ୍ତୁଡ଼ି ଶାଳରୁ ଜୁଇ ଯାଏ ଗରିବ ମଣିଷକୁ ଘଡ଼ିକି ଘଡ଼ି ମାରୁଥାଏ ଭୋକ । ଏଇ ଭୋକ ପାଇଁ କିଏ ଚୋର ସାଜୁଥିବା ବେଳେ ଆଉ କାହାର ପରିବାର ଉଜୁଡ଼ି ଯାଏ । ଭୋକର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମା ଅଞ୍ଚଳରେ । ଜଣେ ଅସହାୟ ବୃଦ୍ଧା କିପରି ତଳେ […]
୮୦ ବର୍ଷ ବୟସ୍କ ତ୍ରିନାଥ ପ୍ରଧାନଙ୍କୁ ମିଳୁନି ସରକାରୀ ସହାୟତା କାନ୍ଥ ଭୁଶୁଡି ପଡିବା ପରେ ପଲିଥିନ୍ ପାଲଟିଛି ସାହାରା ଭଞ୍ଜନଗର (ରାଜେଶ କୁମାର ପଣ୍ଡା) : ବୃଦ୍ଧ, ଅସହାୟ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ଅସଲରେ କିନ୍ତୁ କେତେ ଫାଇଦା ପାଉଛନ୍ତି ତଳସ୍ତରର ଲୋକେ ତାର କିଛି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ଗଞ୍ଜାମ ଭଞ୍ଜନଗର ଅଞ୍ଚଳର ତ୍ରିନାଥ ପ୍ରଧାନଙ୍କୁ ଦେଖିଲେ ସରକାରୀ ଯୋଜନାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି […]
ପୁରୁଷୋତ୍ତମପୁର : ଜଙ୍ଗଲୀ ବାରହା ଢୁଡ୍ ନିଖୋଜ । ଦୁଇ ଦିନ ହେଲା ଢୁଡ୍ ସମ୍ପର୍କରେ କୌଣସି ପତ୍ତା ମିଳୁନି । କେନ୍ଦୁଝର ତେଲକୋଇ ବ୍ଲକ ପୁରୁଷୋତ୍ତମପୁର ଗାଁର ଜଙ୍ଗଲି ବାରହା ଢୁଡ ନିଖୋଜ ହୋଇଯାଇଛି । ଗତ ଦୁଇ ଦିନ ହେଲା ସେ କେଉଁ ଆଡ଼େ ଚାଲି ଯାଇଥିବା କହିଛନ୍ତି ତାଙ୍କୁ ପାଳିଥିବା ଶକୁନ୍ତଳା ପେଠେଇ । ଦୁଇ ଦିନ ତଳେ ଶକୁନ୍ତଳା କୌଣସି କାମରେ ଅନୁଗୁଳ ଯାଇଥିଲେ । ଆଉ ଘରକୁ ଫେରି ଆସିବା […]
ଭୁବନେଶ୍ୱର: ଆଜିଠାରୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ଏପରି ପଦକ୍ଷେପ ନେଇଛି । ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ । ସେହିପରି ସମ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୫୦ରୁ ୫ଶହକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ପଟିଆରେ ୬୦ ଓ ଡୁମଡୁମାରେ ୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି । […]
ଭଦ୍ରକ( ପାର୍ଥ ସାରଥୀ ନାୟକ) : ନିରୀହ ପକ୍ଷୀଙ୍କ ଅକୁଥା ବେଦନା ବୁଝେ କୁନି ଝିଅ । ଆଉ ତାକୁ ଦେଖିଲେ କିଚିରିମିଚିରି ଶବ୍ଦ କରି ଚଢ଼େଇମାନେ ଖାଇବାକୁ ମାଗନ୍ତି । ଶୋଷ ହେଉଥିଲେ ଥଣ୍ଟ ହଲେଇ ପାଣି ପିଇବା ପାଇଁ ମାଗନ୍ତି । ନିଦାଘ ଗ୍ରୀଷ୍ମରେ ନିଜର ବେଦନା ବଖାଣିବା ଆଗରୁ ନିରୀହ ପକ୍ଷୀମାନଙ୍କ ଶୋଷ ଓ ଭୋକ ମେଣ୍ଟାଇବା ପାଇଁ ଗଛ ଉପରେ କୁନି ଝିଅ ମାମାଲି ବାନ୍ଧି ଦେଉଛି ଖାଦ୍ୟ ଓ ପାନୀୟ […]
ଭୁବନେଶ୍ୱର : ସିସିଟିଭି ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର । ଯୁକ୍ତ ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରର ପ୍ରବେଶ ଦ୍ୱାର, ପରୀକ୍ଷା ହଲ, ବାରଣ୍ଡା ଓ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଲଗାଯିବା ଜରୁରୀ। ଯେଉଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିନଥିବ, ସେଠାରେ ପରୀକ୍ଷା କରାଯିବ ନାହିଁ ବୋଲି ସିଏଚ୍ଏସଇ ପକ୍ଷରୁ କୁହାଯାଇଛି । ଏଥିଲାଗି ଆସନ୍ତା ୨୫ ତାରିଖ ସୁଦ୍ଧା ପରୀକ୍ଷା […]
ଭୁବନେଶ୍ୱର : ଆଜି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି . . ତା ସହ ମହାବୀର ଜୟନ୍ତୀ । ଏଥିପାଇଁ ଉତ୍ସବମୁଖର ସାରା ରାଜ୍ୟ । ତେବେ ଏଥର କରୋନା କଟକଣା ପାଇଁ ଫିକା ପଡିଛି ମହାବିଷୁବ ସଂକ୍ରାନ୍ତି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଚନ୍ଦନପୁରସ୍ଥିତ ଶିରୁଳି ମହାବୀର ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଆଜି ଭୋର ୪ଟାରୁ ଏହି କଟକଣା ଲାଗୁ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ […]
ଭୁବନେଶ୍ୱର : ରାଜ୍ୟରେ ମହାମାରୀର ପ୍ରଭାବ ବଢ଼ି ବଢ଼ି ଚାଲିଥିବା ବେଳେ ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ପଡ଼ୁଥିବା ବେଳେ ମନ୍ଦିରରେ ଭିଡ଼ ହେବାର ଆଶଙ୍କା କରି ଆଗୁଆ ପଦକ୍ଷେପ ନିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ପଣା କିମ୍ବା ବଡ଼ ଧରଣର ପୂଜା ଆୟୋଜନକୁ ବାରଣ କରାଯାଇଛି । କେବଳ ସ୍ୱଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ମା’ଙ୍କର ନୀତି […]
କଟକ : ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବକୁ ଗିରଫ କରିଛି ପୋଲିସ୍ । ଗତକାଲି ଚାଉଳିଆଗଞ୍ଜ ଥାନାରେ ଅତ୍ମସମର୍ପଣ କରିଥିଲା ୟାକୁବ । SCBରେ ଗ୍ୟାଙ୍ଗଷ୍ଟର ହାଇଦରକୁ ବହୁବାର ଭେଟିଥିଲା ଓ ବିରିୟାନି ମଧ୍ୟ ଖୁଆଇଥିଲା ୟାକୁବ । ହାଇଦର ଫେରାର ପଛରେ ୟାକୁବର ଭୂମିକାକୁ ନେଇ ଖୋଳତାଡ଼ ଚଳାଇଛି ପୋଲିସ୍ । ସେପଟେ ଗ୍ୟାଙ୍ଗଷ୍ଟର ହାଇଦରକୁ ଖୋଜୁଛି ପୋଲିସ । ସେକ୍ ହାଇଦର ଫେରାର ଘଟଣାକୁ ଆଜି ୪ ଦିନ ପୁରିଥିବାବେଳେ ଏବେବି ତାର ଟେର୍ […]
କଟକ : ଫେରାର୍ ହୋଇ ପୋଲିସକୁ ନାକେଦମ୍ କରିଦେଇଥିବା ଗ୍ୟାଙ୍ଗଷ୍ଟର୍ ହାଇଦରର ଅପରାଧିକ ତାଲିକା ବେଶ୍ ଲମ୍ବା । ଅପରାଧ ଦୁନିଆରେ ପାଦ ଦେବା ପୂର୍ବରୁ ସେ ଯେତେବେଳେ ଜଣେ ସାଧାରଣ ଟ୍ରଲି ଚାଳକ ଥିଲା, ଆଉ ସେତେବେଳେ ବି ଥିଲା ତାର ବେଶ୍ ଖାତିର । କେନ୍ଦ୍ରାପଡ଼ାର ଟଲି ରିକ୍ସା ଚାଳକରୁ ରକ୍ତର ହୋଲି ଖେଳୁଥିବା ସଇତାନ୍ । ସିନେମାର କାହାଣୀଠୁ କିଛି କମ ନୁହେଁ, ଶେଖ୍ ହାଇଦରର କଳା କ୍ୟାରିୟର୍ । ୧୯୭୫ ବେଳକୁ […]