• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

amit-saha
'ଅମିତ ଶାହଙ୍କୁ ଗିରଫ କର'

ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ସରକାର ଆୟୋଜନ କରିବେ ଭର୍ଚୁଆଲ ରାଲି। ତେବେ ଏହା ପୂର୍ବରୁ ଏହି ରାଲିକୁ ନେଇ ଆରମ୍ଭ ହୋଇଛି ରାଜନୀତି। କରୋନା ମହାମାରୀ ବେଳେ ଏମିତି ଆୟୋଜନ ବେଆଇନ୍ ବୋଲି କଂଗ୍ରେସ ଅଭିଯୋଗ କରିଛି। ମୋଦି ସରକାର ଏଭଳି ଏକ ମହାବିପତ୍ତି ସମୟରେ ଭର୍ଚୁଆଲ ରାଲି ଆୟୋଜନ କରୁଥିବାରୁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଗିରଫ କରାଯିବା ଦରକାର ବୋଲି ବିଧାୟକ ସୁରେଶ ରାଉତରାୟ ଦାବି କରିଛନ୍ତି। ସେପଟେ ଭର୍ଚୁଆଲ ରାଲିର ଅର୍ଥ ବୁଝିବାକୁ କଂଗ୍ରେସକୁ […]

  • Wednesday, 14 July 2021
bagchi
IASଙ୍କୁ ଅବ୍ୟାହତି ପ୍ରସଙ୍ଗରେ ମୁହଁ ଖୋଲିଲେ ବାଗଚୀ

ଭୁବନେଶ୍ୱର: କୋଭିଡ୍ ସ୍ଥିତି ପରିଚାଳନା ଦାୟିତ୍ୱରୁ ୯ ଜଣ IASଙ୍କୁ ଅବ୍ୟାହତି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜ୍ୟ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ଯେ ପରିସ୍ଥିତିକୁ ଦେଖି ପ୍ରଶାସନିକ ଅଦଳ ବଦଳ କରିବାକୁ ପଡ଼ିଥାଏ। ରଣକ୍ଷେତ୍ରକୁ ନୂଆ ଲୋକଙ୍କୁ ଆଣିବା ଜରୁରୀ। ସେ ଆହୁରୁ କହିଛନ୍ତି ଯେ, ଯୁଦ୍ଧକ୍ଷେତ୍ରକୁ ନୂଆ ଯୋଦ୍ଧା ନଆସିଲେ ସମସ୍ତେ କ୍ଲାନ୍ତ ହୋଇଯିବେ। ସେପଟେ ପ୍ରଶାସନିକ ଅଧିକାରୀଙ୍କୁ ସେମାନଙ୍କ ପୂର୍ବ ଦାୟିତ୍ୱକୁ ଫେରା ନଗଲେ ପ୍ରଶାସନିକ ସମସ୍ୟା ଦେଖାଦେବ। ତେଣୁ […]

  • Wednesday, 14 July 2021
cm naveen patnaik
ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର : ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ଖୁସୀ ଖବର। ୟାସ୍ ବାତ୍ୟା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦିନ ଧରି ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ଦାବି କରାଯାଉଥିବା ଦୁର୍ଘଟଣାଜନିତ ସହାୟତା ୧୦ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ପ୍ରତ୍ୟେକ ସ୍ଥାୟୀ, ଅସ୍ଥାୟୀ ଓ ଏଜେନ୍ସି ଅଧିନରେ ଠିକାରେ କାର୍ଯ୍ୟରତ କର୍ମଚାରୀ ଏହି ସୁବିଧା ପାଇବେ। ଟାଟା ପାଓ୍ୱାର ଓ ରାଜ୍ୟ ସରକାର ଏହି ଅର୍ଥ ପ୍ରଦାନ କରିବା ପାଇଁ ବିଭାଗୀୟ ବିଜ୍ଞପ୍ତି […]

  • Wednesday, 14 July 2021
trend
SCBରେ ବିରଳ ଅସ୍ତ୍ରୋପଚାର, କଟାହାତକୁ ଯୋଡ଼ିଦେଲେ ଡାକ୍ତର

ଭୁବନେଶ୍ୱର: କଟକ ଏସସିବି ମେଡିକାଲରେ ଯୋଡାଗଲା କଟାହାତ। ଦୁଇ ସପ୍ତାହରେ ଦୁଇଜଣ ବ୍ୟକ୍ତିଙ୍କର କଟା ହାତ ଯୋଡାଯାଇଛି। ଶରୀରରୁ ସଂପୂର୍ଣ୍ଣ ଅଲଗା ହେବାର ମାତ୍ର କେଇ ଘଣ୍ଟା ଭିତରେ ମେଡିକାଲରେ ପହଞ୍ଚିବା ଯୋଗୁ ଅସ୍ତ୍ରୋପଚାର ସଫଳ ହୋଇଥିବା ଡାକ୍ତର କହିଛନ୍ତି। ବର୍ତ୍ତମାନ ଉଭୟ ବ୍ୟକ୍ତିଙ୍କ ହାତ ଧୀରେ ଧୀରେ କାମ କରୁଥିବାବେଳେ ଆଉ କିଛିଦିନ ଭିତରେ ସଂପୂର୍ଣ୍ଣ ଠିକ୍ ହୋଇଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଗତ ୨୨ ତାରିଖରେ ଢେଙ୍କାନାଳ ଜିଲ୍ଲାର ମନୋଜ ମଲ୍ଲିକ ଆକ୍ରମଣର […]

  • Wednesday, 14 July 2021
Untitled-1
ଏମ୍ସରେ ଚିକିତ୍ସାକୁ ନେଇ ଜାରି ହେଲା ହେଲପ୍ ଲାଇନ୍ ନମ୍ବର

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେ କୋଭିଡ ଓ ଅନ୍ୟ ରୋଗୀଙ୍କ ଚିକିତ୍ସାକୁ ଅଧିକ ସୁପରିଚାଳିତ କରିବାକୁ ଜାରି ହୋଇଛି ହେଲପ୍ ଲାଇନ୍ ନମ୍ବର। ହସ୍ପିଟାଲରେ ବେଡ୍ ସମ୍ପର୍କୀତ ତଥ୍ୟ ତା ସହ ଅନ୍ୟ ସାହାଯ୍ୟ ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଏହି ହେଲପଲାଇନ୍ ନମ୍ବରରେ କଲ୍ କରିପାରିବେ। ୦୬୭୪-୨୪୭୬୭୮୯ ନମ୍ବରରେ ଦିନର ଯେକୌଣସି ସମୟରେ କଲ୍ କରି ତଥ୍ୟ ଜାଣିପାରିବେ ବୋଲି କୁହାଯାଇଛି। ଏବେ ଏମ୍ସରେ ଓପିଡି ବନ୍ଦ ଥିବାବେଳେ ଟେଲି ମେଡିସିନ୍ ବ୍ୟବସ୍ଥା କରାଯାଇଛି। […]

  • Wednesday, 14 July 2021
cruizee
ଓଡ଼ିଶାରେ ଚାଲିବ କ୍ରୁଜ୍

ଭୁବନେଶ୍ୱର: ଓଡ଼ିଶାରେ ଚାଲିବ କ୍ରୁଜ୍। ଚିଲିକା, ହୀରାକୁଦ ଜଳଭଣ୍ଡାର, ମହାନଦୀ, ଭିତରକନିକା ଏବଂ ସାତକୋଶିଆ ଗଣ୍ଡରେ କ୍ରୁଜ୍ ଚଲାଇବା ନେଇ ପ୍ରସ୍ତାବ ଆଣିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବାକୁ ଏଭଳି ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସବୁ ସ୍ଥାନରେ କେବଳ ଦିନରେ ହିଁ ଚଳାଚଳ କରିବ କ୍ରୁଜ୍। ଜୁଲାଇ ୧୦ ସୁଦ୍ଧା ବିଭିନ୍ନ କ୍ରୁଜ୍ ପରିଚାଳକଙ୍କଠାରୁ ଏନେଇ ପ୍ରସ୍ତାବ ଆଗତ କରାଯିବ। ଏହାପରେ ଏନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ସହ କେଉଁ […]

  • Wednesday, 14 July 2021
Evacution
ଚାଲିଛି ଉପକୂଳିଆ ଲୋକଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର : ବାତ୍ୟା ୟାସ ଦ୍ୱାରା ପ୍ରଭାବିତ ହେବାକୁ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୦ରୁ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।  ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି ଜିଲ୍ଲାପାଳ। ବାତ୍ୟା ଆଶ୍ରୟସ୍ଥଳୀକୁ ଆଶୁଥିବା ବ୍ୟକ୍ତିଙ୍କ କରୋନା ଲକ୍ଷଣ ଦେଖାଗଲେ ସେମାନଙ୍କୁ ଯାଞ୍ଚ ପାଇଁ ମେଡିକାଲ ଟିମ ପ୍ରସ୍ତୁତ ଅଛନ୍ତି । କରୋନା ପାଇଁ ମେଡିକାଲ ଟିମ୍ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଲକ୍ଷଣ […]

ghotala
କୋଭିଡ୍ କିଟ୍ କେଳେଙ୍କାରୀ ଘଟଣାରେ ବଡ଼ପଣ୍ଡାଙ୍କ ସମ୍ପୃକ୍ତି!

ଭୁବନେଶ୍ୱର: କୋଭିଡ୍ କିଟ୍ କେଳେଙ୍କାରୀ ଘଟଣାରେ ଦୁର୍ନୀତି ଚରମସୀମାରେ ପହଞ୍ଚିଛି। ଘଟଣାର ନିରପେକ୍ଷ ତଦନ୍ତର ଆବଶ୍ୟକତା ଥିବା ଦାବି କରିଛି ବିଜେପି। ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏହି କେଳେଙ୍କାରୀରେ ସରକାରର ବହୁ ବଡ଼ପଣ୍ଡାଙ୍କ ସମ୍ପୃକ୍ତି ରହିଛି। କେବଳ ଦାୟିତ୍ୱରେ ଥିବା ହେମନ୍ତ ଶର୍ମା ଦୋଷୀ ନା ଚେର କେତେ ବାଟ ଲମ୍ବିଛି ତାର ଚେହେରା ଲୋକେ ଦେଖିବା ଦରକାର ବୋଲି ସେ ଦାବି କରିଛନ୍ତି। କୋଭିଡ୍ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା […]

  • Wednesday, 14 July 2021
coronavirus
ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଖୋର୍ଦ୍ଧାରୁ ୭, ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡିରୁ ୪ ଲେଖାଏଁ ମୃତ। ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରୁ ୩ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରରୁ ୨ ଲେଖାଏଁ ମୃତ। ଦେବଗଡ଼, ଯାଜପୁର, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଁ ମୃତ। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ କରୋନା ପଜିଟିଭର ୧୦ ହଜାର ପ୍ଲସ୍ ଟ୍ରେଣ୍ଡ ଜାରି ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧୦ ହଜାର […]

  • Wednesday, 14 July 2021
school
'ଜୁଲାଇ ୧୫ ସୁଦ୍ଧା ଆଡମିଶନ ସାର'

ଭୁବନେଶ୍ୱର: ଜୁଲାଇ ୧୫ ତାରିଖ ସୁଦ୍ଧା ଆଡମିଶନ୍ ପ୍ରକ୍ରିୟା ଶେଷ କର। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଆଡମିଶନ ପ୍ରକ୍ରିୟା ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଆଜି ବିଜ୍ଞପ୍ତି ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏ ନେଇ ଆଜି ରାଜ୍ୟର ସମସ୍ତ ଡିଇଓ, ଡିପିିସି ଓ ବିଇଓଙ୍କୁ ଚିଠି ଲେଖିଛି ବିଭାଗ। ବିଭାଗର ନିର୍ଦ୍ଦେଶ ଅନୁସାରେ ଏହି ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଦିବସରେ ସକାଳ ୭ଟାରୁ […]

  • Wednesday, 14 July 2021
Boat Sink
ଡଙ୍ଗା ବୁଡ଼ି ୭ ନିଖୋଜ, ଜଣେ ମୃତ

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡାରେ ଅଘଟଣ । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋ‍ଇଥିବା ବେଳେ ଜଣେ ମୃତ। ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ପହଁରି ପହଁରି କୂଳକୁ ୩ ଜଣ ଆସିଥିବା ବେଳେ ୭ ଜଣ ଏବେ ବି ନିଖୋଜ ଅଛନ୍ତି । ସୂଚନା ମୁତାବକ ଦୁଇଟି ଡଙ୍ଗାରେ ମୋଟ ୧୧  ଜଣ […]

  • Wednesday, 14 July 2021
cyclone yaas
ୟାସ ମୁକାବିଲାର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର : ଏବେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଥିବା ବାତ୍ୟାର ନାଁ ‘ୟାସ୍’ କାହିଁକି? ଏହି ନାଁ କିଏ ଦେଇଛି, ଏହାର ଅର୍ଥ କ’ଣ? କଥା ହେଉଛି, ବଙ୍ଗୋପସାଗର ଓ ଆରବ ସାଗର ସମେତ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହେବାକୁଥିବା ଘୂର୍ଣ୍ଣିଝଡ଼ର ନାମକରଣ ପାଇଁ ୧୩ଟି ଦେଶ ଦ୍ୱାରା ପ୍ରସ୍ତାବିତ ଏକ ନିର୍ଦ୍ଦିଷ୍ଟ ତାଲିକା ରହିଛି । ୨୦୨୦ରେ ଆସିଥିବା ବାତ୍ୟା ଅମ୍ଫନ୍ ପରେ, କାର୍ଯ୍ୟକାରୀ ହେଉଥିବା ନୂଆ ତାଲିକାରେ ରହିଛି ୧୬୯ଟି ବାତ୍ୟାର ନାଁ […]

great
ଭଦ୍ରକ, ଜଗତସିଂହପୁରରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍

ବାତ୍ୟା ଅମ୍ପନ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଭଦ୍ରକ ଓ ଜଗତସିଂହପୁରରେ କେନ୍ଦ୍ରୀୟ ଟିମ୍। ୪ ଜଣିଆ କେନ୍ଦ୍ରୀୟ ଟିମ୍ ଭଦ୍ରକରେ ପହଞ୍ଚି ବାତ୍ୟା ପରବର୍ତ୍ତି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଚାନ୍ଦବାଲି, ଧାମରା, ବାସୁଦେବପୁର ଅଞ୍ଚଳ ବୁଲି ଦେଖିଛନ୍ତି ପ୍ରତିନିଧି ଦଳ। ବାତ୍ୟାରେ ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ ହୋଇଛି ବିଭିନ୍ନ ଅଞ୍ଚଳ ବୁଲି ଏସବୁର ସମୀକ୍ଷା କରିଛନ୍ତି। କେନ୍ଦ୍ରୀୟ ଟିମ୍ ଗୃହ ବିଭାଗର ଯୁଗ୍ମ ସଚିବଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ଭଦ୍ରକରେ ପହଞ୍ଚିବା ପରେ […]

  • Wednesday, 14 July 2021
cyclone yaas
ଆଜି ଭୀଷଣ ବାତ୍ୟାର ରୂପ, କାଲି ଅତି ଭୀଷଣରେ ପରିଣତ ହେବ ୟାସ୍

ଭୁବନେଶ୍ୱର :  ପାରାଦୀପଠାରୁ ପାଖାପାଖି  ୫ ଶହ କିମି ଦୂରରେ ରହିଛି ବାତ୍ୟା ୟାସ୍ । ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି। ୟାସ ଆଜି ଭୀଷଣ ବାତ୍ୟାର ରୂପ ନେବ ଏବଂ ଆସନ୍ତାକାଲି ଅତି ଭୀଷଣରେ ପରିଣତ ହେବ। ବୋଲି ଅପଡେଟ୍ ସୂଚନା ଦେଇଛନ୍ତି  IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ, ୨୬ ତାରିଖ ଦ୍ୱିପ୍ରହରରେ ସାମୁଦ୍ରିକ ଝଡ ୟାସ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ […]

maa
ପର କରିଦେଲା ପୁଅ, ବିଷ ଖୋଜୁଛି ମା'

ବାଲେଶ୍ୱର: ଯେଉଁ ମା’ ତାର ପଣତକାନିରେ ପିଲାକୁ ମଣିଷ କରିଥିଲା, ଆଜି ସେଇ ପୁଅ ପର କରିଦେବାକୁ ପଛାଇଲାନି। ଜୀବନ ଉପରୁ ମୋହ ତୁଟି ଯିବା ପରେ ଏବେ ବିଷ ଖୋଜୁଛି ମା’। ଦୁର୍ବିସହ ଜୀବନରେ ଅତିଷ୍ଠ ହୋଇ ଜଣେ ମା’ର କ୍ଷୋଭ। ବିଷ ଦେଇ ମତେ ମାରି ଦିଅ, ମୁଁ ଆଉ ବଞ୍ଚିବାକୁ ଚାହୁନି। କୋହଭରା କଣ୍ଠରେ କହୁଛନ୍ତି, ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୮୫ ବର୍ଷର ବୃଦ୍ଧା ରଜନୀ ପାତ୍ର। ସୋର […]

  • Wednesday, 14 July 2021
Jelly Fish Death
ଜେଲି ମାଛ ମଡ଼କ

ପୁରୀ : ପୁରୀ ସମୁଦ୍ର କୂଳରେ ଶହ ଶହ ଜେଲି ମାଛ ମଡ଼କ। ଆଜି ସକାଳୁ ଶହ ଶହ ମୃତ ଜେଲି ଫିସ୍ ସମୁଦ୍ର କୂଳରେ ପଡ଼ିଥିବା ଦେଖିବାକୁ ମିଳିଛି। ଦିଗବାରିଣୀ, ଚୈତନ୍ୟ ଛକ, ଲାଇଟ ହାଉସ ପାଖରେ ପଡ଼ିଛି ମୃତଦେହ। ବାତ୍ୟା ୟାସ୍ ପ୍ରଭାବରେ ଏଭଳି ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ପେଣ୍ଠକଟା ଅଞ୍ଚଳରେ ଡିସ୍କୋ କୋକଲି ମାଛ ମଡ଼କ ଦେଖିବାକୁ ମିଳିଥିଲା । ତେବେ ଏହାର ମୃତ୍ୟୁର ପ୍ରକୃତ କାରଣକୁ ନେଇ […]

  • Wednesday, 14 July 2021
corona-state-dead
ଆଜି ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : କରୋନାରେ ଦୈନିକ ମୃତ୍ୟୁରେ ରାଜ୍ୟରେ ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ନୂଆ ମୃତ୍ୟୁ ତଥ୍ୟ ସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫ଶହ ୧୬କୁ ବୃଦ୍ଧି ପାଇଛି । ଏହା ସହ ରାଜ୍ୟରେ ଆଜି ବି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଦିନକରେ ୧୧ ହଜାର ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲିର ହାରଠାରୁ ଏହା ସମାନ୍ୟ ହ୍ରାସ […]

fire
ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ

ପୁରୀ :  ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ ଲାଗି ୨୦ ଏକରରୁ ଅଧିକ ଅଞ୍ଚଳରେ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଘ୍ନିଶମ ଟିମ୍ ପହଞ୍ଚିଥିଲେ ବି ପାଖରେ ପାଣି ନ ଥିବାରୁ ନିଆଁ ଲିଭାଇବାରେ ବିଳମ୍ବ ହୋଇଥିଲା। ମେରାଇନ ଡ୍ରାଇଭରୁ ଦୁଇ କିଲୋମିଟର ଭିତରେ ଅଭୟାରଣ୍ୟରେ ଲାଗିଥିବା ଏହି ନିଆଁ ଯୋଗୁ ହଜାର ହଜାର ଝାଉଁ ଓ କାଜୁ ଗଛ ପୋଡି ନଷ୍ଟ ହୋଇଯାଇଛି। ନିଆଁ ଯୋଗୁଁ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ଦେଖାଦେଇଛି। […]

  • Wednesday, 14 July 2021
Kandhamal
କରୋନା ଗୁଜବ; ଲୋକଙ୍କ ଭିତରେ ଟେଷ୍ଟିଂ ଭୟ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁରାଙ୍ଗିଆରେ କରୋନାକୁ ନେଇ ନାନା ଗୁଜବ ପ୍ରଚାର ହେବାରେ ଲାଗିଛି। ଏଥିରେ ପ୍ରଭାବିତ ହୋଇ ଲୋକେ କରୋନା ଟେଷ୍ଟିଂ କରିବାକୁ ମନା କରୁଛନ୍ତି। ଟେଷ୍ଟିଂ କଲେ ସେମାନଙ୍କୁ ଦୂରକୁ ନେଇ ତାଙ୍କ କିଡନି ଓ ଆଖି ତାଡ଼ିନେବା ଭଳି ଗୁଜବ ଶୁଣିବାକୁ ମିଳୁଛି । ଏଥିପାଇଁ ଲୋକେ ଭୟଭୀତ ହୋଇ ଟେଷ୍ଟିଂ କରୁନାହାନ୍ତି। ଗାଁର ଅନେକ ଲୋକଙ୍କୁ ଜ୍ୱର ହୋ‍ଇଥିଲେ ବି ଟେଷ୍ଟିଂ କରୁନାହାନ୍ତି । ସେପଟେ ଏନେଇ […]

Umarkot Tahasildar
ତହସିଲଦାରଙ୍କ ମହତପଣିଆ

ଉମରକୋଟ : ନିଜ ମହତପଣିଆକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଉମରକୋଟ ତହସିଲଦାର ଡା. ହିମାଞ୍ଚଳ ମାଝି। ସପ୍ତାହାନ୍ତ ସଟଡାଉନ୍ ବେଳେ ରାସ୍ତା କଡରେ ଶାଗ ବିକ୍ରି କରୁଥିବା ଜଣେ ମହିଳାଙ୍କୁ ସଚେତନ କରିବା ସହିତ ୫୦ ଟଙ୍କାର ଶାଗକୁ ୨ଶହ ଟଙ୍କାରେ କିଣି ତାଙ୍କୁ ଘରକୁ ଯିବାକୁ କହିଲେ। କରୋନା ଭାଇରସର ଦ୍ୱିତୀୟ ଲହର ହାହାକାର ଖେଳେ‍ଇଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ସରକାରୀ ଓ ପ୍ରଶାସନୀକ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଲକଡାଉନ୍ କଟକଣା […]

  • Wednesday, 14 July 2021
ndrf
ଓଡ଼ିଶାକୁ ଆସିବ ଆଉ ୧୦ NDRF ଟିମ୍

ଭୁବନେଶ୍ଵର : ବାତ୍ୟା ମୁକାବିଲା ପାଇଁ ଓଡ଼ିଶାକୁ ଆସିବ ଆଉ ୧୦ NDRF ଟିମ୍। ସୂଚନା ଦେଲେ NDRF ଡିଜି ସତ୍ୟନାରାୟଣ ପ୍ରଧାନ। ପୂର୍ବରୁ ଓଡ଼ିଶାକୁ ୨୨ଟି ଟିମ୍ ଯାଇଥିବା ବେଳେ SRC ଆଉ ୧୦ ଟିମ୍ ମାଗିଛନ୍ତି। ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏୟାର ଲିଫ୍ଟ କରି ଟିମ୍ ପହଞ୍ଚାଯିବ ବୋଲି ସେ କହିଛନ୍ତି।. ଅନ୍ୟପଟେ ବାତ୍ୟା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। କେହି ହେଡକ୍ୱାର୍ଟର ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶ […]

  • Wednesday, 14 July 2021
low-pressure
ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର : ଭୀଷଣ ବାତ୍ୟାରେ ପରିଣତ ହେବ

ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଲଘୁଚାପ କ୍ଷେତ୍ର ସୃଷ୍ଟି। ଲଘୁଚାପ କ୍ରମେ ଘନୀଭୂତ ହୋଇ ୨୪ରେ ବାତ୍ୟାରେ ପରିଣତ ହେବ। କ୍ରମେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ମୁହାଁ ହେବ। ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଉପକୂଳ ମୁହାଁ ହେବ ବାତ୍ୟା। ୨୬ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ବାତ୍ୟା […]

Labour
କରୋନା ବେଳେ ଶ୍ରମିକ ଚାଲାଣ!

କୋରାପୁଟ : କରୋନା କାଳରେ ହେଉଛି ଶ୍ରମିକ ଚାଲାଣ। ଶ୍ରମିକଙ୍କୁ ଏକ ଘରୋଇ ବସରେ ତାମିଲନାଡୁ ନେଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ କାଠରଗଡା ପଞ୍ଚାୟତର ନୂଆଗୁଡା ଗାଁରେ। ଗାଁର ୧୮ ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି ଏକ ବସ ତାମିଲନାଡୁ ତିରୂଚୁର ଜିଲ୍ଲାର ଏକ ଘରୋଇ ସୂତାମିଲକୁ  ଯାଉଥିଲା। ତେବେ ବସଟି ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ବିସିଂହପୁର ଥାନା ପୁଲିସ ବସକୁ ଅଟକାଇ ଘଟଣାର ଯାଞ୍ଚ କରିବାରୁ […]

cyclone
ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହାରି ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ୨୪ ତାରିଖ ବେଳକୁ ଘନୀଭୂତ ହୋଇ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହିତ ଆହୁରି ଘନୀଭୂତ ହୋଇ ୨୬ ତାରିଖ […]

Balasore
ବାପା କ୍ୟାନସର ଓ କରୋନାରେ ଚାଲିଗଲେ ମାଆ, ଏକୁଟିଆ ହୋଇଗଲା ୯ ବର୍ଷର କୁନି ଝିଅ...

ଗ୍ରାମବାସୀଙ୍କ ସହାୟତାରେ ଚିକିତ୍ସା ପାଇଁ ବାଲେଶ୍ୱର କୋଭିଡ୍ ହସପିଟାଲରେ ଭର୍ତ୍ତି ହେଲେ , ଏପଟେ କୁନି ଝିଅଟି ଘରେ ଏକୁଟିଆ ଅପେକ୍ଷା କରି ରହିଥିଲା ମା ହସପିଟାଲରୁ କେତେବେଳେ ଘରକୁ ଫେରିବ ? ମାତ୍ର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ରେବତୀ।