• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

purandeswari
ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ: ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ବିଜେପି ବିଧାୟକ ନୁହଁ ବରଂ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ। ଆଜି ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ସେ କହିଛନ୍ତି, ଏଠାକାର ସରକାର ମାର୍କେଟରେ ପଡିଥିବା ଧାନକୁ କିଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ବର୍ଷେ ହେଲା ବିଧାନସଭାକୁ ଆସୁନାହାନ୍ତି ଅଥଚ ୪୦୦, ୫୦୦ କିମି ଦୂର ସ୍ଥାନକୁ ଯାଉଛନ୍ତି। ଶିମିଳିପାଳରେ ନିଆଁ ଲାଗିଥିଲା ବେଳେ ଶାସକ ଦଳ ବିଧାୟକ ସେଠାରେ ଖେଳକୁଦ ଆୟୋଜନ କରୁଛନ୍ତି। ସେ ଆହୁରି କହିଛନ୍ତି […]

  • Thursday, 15 July 2021
neet
ପୋଷ୍ଟଗ୍ରାଜୁଏଟ୍‌ ପାଇଁ ଏବର୍ଷ ଥରେ ହେବ ନିଟ୍‌ ପରୀକ୍ଷା: ପୋଖରିଆଲ

ଭୁବନେଶ୍ୱର: ସ୍ନାତକୋତ୍ତର ପାଇଁ  ନ୍ୟାସନାଲ ଇଲିଯିବିଲିଟି ଟେଷ୍ଟ ଓ ପ୍ରବେଶିକା ପରୀକ୍ଷା (NEET) ଚଳିତ ବର୍ଷ କେବଳ ଗୋଟିଏ ଥର ହେବ। ଏବଂ ଏହା  ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳନା କରାଯିବ। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ପରୀକ୍ଷା ଏଜେନ୍ସି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଡାକ୍ତରୀ ବିଜ୍ଞାନରେ ସ୍ନାତକୋତ୍ତର […]

  • Thursday, 15 July 2021
dhrmendara
ଧାନ ସଂଗ୍ରହ ନେଇ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ରାଜ୍ୟର ବିଜେପି ସାଂସଦ। ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦ ପୀୟୂଷ ଗୋୟଲଙ୍କ ସହ ଆଲୋଚନା ହୋଇଛି। ରାଜ୍ୟ ସରକାର ଧାନ ସଂଗ୍ରହ ନେଇ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ନୂଆଦିଲ୍ଲୀ ଠାରେ @BJP4Odisha ର ସାଂସଦ ସହଯୋଗୀ ମାନଙ୍କ ସହ କେନ୍ଦ୍ରମନ୍ତ୍ରୀ @PiyushGoyal ଜୀଙ୍କୁ ଦେଖା କରିବା ସହ […]

  • Thursday, 15 July 2021
bus-fire
ପୁରୀ ବସ୍‌ଷ୍ଟାଣ୍ଡରେ ଜଳିଗଲା ୩ଟି ବସ୍

ପୁରୀ: ପୁରୀ ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ଟି ବସ୍। ଆଜି ସନ୍ଧ୍ୟାରେ ବସଷ୍ଟାଣ୍ଡରେ ଥିବା ୩ଟି ବସ୍‌ରେ ନିଆ ଲାଗିଯାଇଥିଲା। ତେବେ ବସ୍‌ରେ ଯାତ୍ରୀ ନ ଥିବା ଜଣାପଡିଛି। ବସ୍ ତିନିଟି ଛିଡ଼ା ହୋଇଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଗୋଟିଏ ବସ୍‌ରେ ନିଆଁ ଲାଗିବା ପରେ ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ଅନ୍ୟ ୨ଟି ବସକୁ ଏହା ବ୍ୟାପିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ଆସି ନିଆଁକୁ ଲିଭାଇଥିଲେ। ତେବେ କେଉଁ କାରଣରୁ ନିଆଁ […]

  • Thursday, 15 July 2021
fire
ବଡ଼ ଭାଇ ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେଲା ସାନ ଭାଇ

କେନ୍ଦ୍ରାପଡ଼ା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ ଭାଇକୁ ହତ୍ୟା ଉଦ୍ୟମ। ବଡ଼ ଭାଇ ଶୋଇଥିବା ବେଳେ ସାନ ଭାଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଝାଡ଼ମାଳ ଗାଁରେ। ଗୁରୁତର ଅବସ୍ଥାରେ ବଡ଼ଭାଇ ବିଚିତ୍ର ପ୍ରଧାନକୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ଦିନ ଗୋଟାଏ ସମୟରେ ବଡ଼ଭାଇ ବିଚିତ୍ର […]

  • Thursday, 15 July 2021
blast
ମାଓ ସଂଗଠନର IED ଏକ୍ସପର୍ଟ ସୁନୀଲର ମୃତ୍ୟୁ

ମାଲକାନାଗିରି: ନିଜ ଜାଲରେ ନିଜେ ଫସିଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ନିକଟ ବେଚାପାଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ଖଞ୍ଜୁଥିବା ବେଳେ ବିସ୍ଫୋରଣରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ମୃତ ମାଓବାଦୀ ହେଲା ସୁନୀଲ ପଦମ। ସେ ଭୈରମଗଡ଼ ଏରିଆ କମିଟି ମାଓ ସଂଗଠନର IED ଏକ୍ସପର୍ଟ ଥିଲା। ରାସ୍ତା କାମକୁ ବିରୋଧ କରି ଲାଲବାହିନୀ ଏହି ଲ୍ୟାଣ୍ଡମାଇନ୍ ଖଞ୍ଜୁଥିଲା। ସୁରକ୍ଷା କର୍ମୀ କମ୍ବିଂ ଅପରେସନ କରିବା ବେଳେ ଟାର୍ଗେଟ କରିବାକୁ ଯୋଜନା କରିଥିଲା […]

  • Thursday, 15 July 2021
arrsted
୩ ଦଶନ୍ଧି ପରେ ଧରାପଡ଼ିଲା ଅପରାଧୀ, ପୋଲିସ୍‌କୁ ପ୍ରଶଂସା କଲେ ଡିଜିପି

ଭୁବନେଶ୍ୱର: ପାଟକୁରା ପୋଲିସର ବଡ଼ ସଫଳତା। ଜାମିନ୍ ବିହୀନ ଗିରଫ ପରଓ୍ୱାନାର ୩୭ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା ପାଟକୁରା ପୋଲିସ। ଏକ ଡକାୟତି ମାମଲାରେ ୩୭ ବର୍ଷ ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। NBW ନେଇ ସ୍ୱତନ୍ତ୍ର ଡ୍ରାଇଭ ବେଳେ ପାଟକୁରା ପୋଲିସ ଗିରଫ କରିଛି। ଗିରଫ କରିଥିବା ପାଟକୁରା ପୋଲିସକୁ ଟ୍ୱିଟ୍ ଯୋଗେ ଡିଜିପି ପ୍ରଶଂସା କରିଛନ୍ତି। Patkura PS of Kendrapara dist has arrested a person against […]

  • Thursday, 15 July 2021
kangaroo-court
ଘର ନିର୍ମାଣ କରିବାକୁ ଯାଇ ଗାଁରୁ ବାସନ୍ଦ ହେଲେ ଗୌରାଙ୍ଗ

କଟକ: କଟକ ଜିଲ୍ଲା ବାଙ୍କୀ ବ୍ଲକ ତାଳବସ୍ତା ପଞ୍ଚାୟତରେ କଙ୍ଗାରୁ କୋର୍ଟ। ତାଳବସ୍ତ ମୌଜାର ଗୌରାଙ୍ଗ ସାହୁଙ୍କ ସମେତ ତିନି ଭାଇ ପୈତୃକ ଜାଗାରେ ବସବାସ କରି ରହୁଥିଲେ। ପରିବାର ବଢିବାରୁ ସେମାନେ ଘର ତିଆରି ଲାଗି ଉଦ୍ୟମ କରିବାରୁ ସରପଞ୍ଚ ଓ କିଛି ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଗୌରାଙ୍ଗ ଯେଉଁ ସ୍ଥାନରେ ଘର ନିର୍ମାଣ ଲାଗି ଯୋଜନା କରିଛନ୍ତି ତାହା ତାଙ୍କ ପୈତୃକ ସଂପତ୍ତି। ସେହି ସ୍ଥାନରେ ହାଇସ୍କୁଲ ଥିବାରୁ ତାହାକୁ ଖେଳ ପଡିଆ […]

  • Thursday, 15 July 2021
fire in forest
ଜଙ୍ଗଲ ନିଆଁ କମୁନି ବରଂ ବଢୁଛି !

ଭୁବନେଶ୍ୱର: ଜଙ୍ଗଲ ନିଆଁ କମୁନି ବରଂ ବଢୁଛି। ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛି ଜଙ୍ଗଲ ନିଆଁ ଟାସ୍କଫୋର୍ସ। ଟାସ୍କଫୋର୍ସ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜ୍ ଅନୁସାରେ ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ିଥିବା ସୂଚନା ଦେଇଛନ୍ତି। ଭାରତୀୟ ବନ ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟ ଅନୁସାରେ ନିଆଁ ବଢ଼ିଛି, କାଲି ୪୯୭ ପଏଣ୍ଟରେ ନିଆଁ ଥିଲା, ଆଜି ବଢ଼ି ୧୦୪୮ରେ ପହଞ୍ଚିଛି। ତେବେ ଶିମିଳିପାଳ ଅଞ୍ଚଳରେ ନିଆଁ କମିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ୨୬ଟି ପଏଣ୍ଟରେ ନିଆଁ […]

  • Thursday, 15 July 2021
thunder
୭ ଜିଲ୍ଲାକୁ ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ଆଲର୍ଟ

ଭୁବନେଶ୍ୱର: ଆସନ୍ତା ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ସତର୍କତା ଜାରି କରାଯାଇଛି।ସନ୍ଧ୍ୟା ୭ଟା ମଧ୍ୟରେ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। #Warning Day-2 (Valid from 0830 hrs IST of 12.03.2021 up to 0830 hrs IST of 13.03.2021)#Yellow WarningThunderstorm with lightning very […]

  • Thursday, 15 July 2021
rkl-polution
ବିଷ ବଳୟରେ ଷ୍ଟିଲ୍ ସିଟି: କଠୋର ନିଷ୍ପତ୍ତି ନେବେ ସରକାର !

ରାଉରକେଲା: ରାଉରକେଲାରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କଠୋର ନିଷ୍ପତ୍ତି ହୋଇପାରେ। କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖିଛନ୍ତି। ଚିଠି ସଂପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଦୂଷଣ ସୃଷ୍ଟିକାରୀ କାରଖାନା ନସୁଧୁରିଲେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ। ସହର ଭିତରକୁ ଭାରିଯାନ ଚଳାଚଳ ବନ୍ଦ କରିବାକୁ ପଡ଼ିପାରେ। ରେଳ ଷ୍ଟେସନ ଲୋଡିଂ ଅନଲୋଡିଂ ପଏଣ୍ଟ ବନ୍ଦ କରିବାକୁ ପଡ଼ିପାରେ। ଆବଶ୍ୟକ ପଡ଼ିଲେ ସ୍ଥିତି ନସୁଧୁରିବା ଯାଏ ସ୍କୁଲ, କଲେଜ […]

  • Thursday, 15 July 2021
terrakota
ଅର୍ଥ ନୁହେଁ, ଆତ୍ମସନ୍ତୋଷ ପାଇଁ ବଞ୍ଚାଇ ରଖିଛନ୍ତି ନିଜର କୌଳିକ ବୃତ୍ତି

ବାଲେଶ୍ୱର: ଘରଯାକ ହସ୍ତଶିଳ୍ପ କଳାକୃତିରେ ଭରପୂର। ପୌରାଣିକ ହେଉ କି ସାମାଜିକ, ପ୍ରାଚୀନ ହେଉ କି ଆଧୁନିକ ଟେରାକୋଟା କାମରେ ସୁସଜ୍ଜିତ ବାଲେଶ୍ୱର ବଟେଶ୍ୱର ଛକରେ ଦୋକାନ। ଏହାର ପ୍ରତିଷ୍ଠାତା ହେଉଛନ୍ତି ଶିଳ୍ପୀ ଅଲେଖ କୁମାର ସାହୁ। ଦିନକୁ ଦିନ କୁମ୍ଭାରମାନେ କୌଳିକ ବୃତ୍ତିରୁ ମୁହଁ ଫେରାଇନେଉଥିବାରୁ ଏହି କଳାକୁ ବଞ୍ଚାଇ ରଖିବାକୁ ତାଙ୍କର ଏହି ପ୍ରୟାସ। ନିଜ ଘରେ ଏସବୁ ତିଆରି ବିକ୍ରି କରୁଛନ୍ତି। ବେଶ ଦୁଇ ପଇସା ରୋଜଗାର ହେଉଛି ଏବଂ କୌଳିକ ବୃତ୍ତିକୁ […]

  • Thursday, 15 July 2021
puri-10-am
ଶ୍ରୀମନ୍ଦିର ଲାଗି ପ୍ରସ୍ତୁତ ହେଲା ୨୦୨ କୋଟି ବଜେଟ୍

ଭୁବନେଶ୍ୱର: ଶ୍ରୀମନ୍ଦିର ଲାଗି ୨୦୨ କୋଟି ବଜେଟ୍। ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ଅର୍ଥ ସବ୍ କମିଟି। ବଜେଟରେ ରଥଯାତ୍ରା ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଛି। ସେହିପରି ସେବାୟତଙ୍କ ଚିକିତ୍ସା ସୁବିଧା ପାଇଁ ୫୦ ଲକ୍ଷ ବ୍ୟୟବରାଦ କରାଯାଇଛି। ସେବାୟତଙ୍କ ସହାୟତା ପାଇଁ ୫ କୋଟି ବ୍ୟୟବରାଦ କରାଯାଇଛି। ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ, ୨ଟି ଧର୍ମଶାଳା କାମ ପ୍ରାୟ ଶେଷ ହୋଇଛି। ଗୋଟିଏ […]

  • Thursday, 15 July 2021
cause-of-fire
ସର୍ବଗିଳା ନିଆଁରୁ କେମିତି ବଞ୍ଚାଇହେବ ଶିମିଳିପାଳ ?

ଭୁବନେଶ୍ୱର: ସର୍ବଗିଳା ନିଆଁରୁ କେମିତି ବଞ୍ଚାଇହେବ ସୁନ୍ଦରୀ ଶିମିଳିପାଳ ? ସଙ୍କଟରେ ଥିବା ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳକୁ କେମିତି ଦିଆଯାଇପାରିବ ସୁରକ୍ଷା ? ଚାଲିଛି ଯୁଦ୍ଧକାଳୀନ ଉଦ୍ୟମ, ଅଗ୍ନି ନିର୍ବାପନର ବୃହତ୍ତ ମିଶନରେ କଳ, ବଳ ଆଉ କୌଶଳ। ବନ ଓ ଅଗ୍ନିଶମ କର୍ମଚାରୀଙ୍କ ପ୍ରାଣମୁର୍ଚ୍ଛା ପ୍ରୟାସ ପରେ ଅମାନିଆ ନିଆଁକୁ ଆୟତ୍ତ ପାଇଁ ଏଣ୍ଟ୍ରି ମାରିଛି ଓଡ୍ରାଫ୍। ବାଲେଶ୍ୱର ଓ ବାରିପଦାରୁ ୫୦ ଜଣିଆ ଓଡ୍ରାଫ୍ ଟିମ୍ ଯଶିପୁର ରେଞ୍ଜକୁ ଯାଇ ନିଆଁ ଲିଭାରେ […]

bank-band
ଲଗାତାର ୪ ଦିନ ବନ୍ଦ ହେବ ବ୍ୟାଙ୍କ !

ଭୁବନେଶ୍ୱର: ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା। ମାର୍ଚ୍ଚ ୧୫ ଓ ୧୬ ତାରିଖରେ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ। ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟରେ ସାମିଲ ହେବେ ରାଜ୍ୟର ୫୫୦୦ ବ୍ୟାଙ୍କର ୩୦ ହଜାର କର୍ମଚାରୀ। ଏନେଇ AIBOC ଓଡ଼ିଶା ୟୁନିଟ୍ ସଭାପତି ଦାମୋଦର ନନ୍ଦ ସୂଚନା ଦେଇଛନ୍ତି। କିନ୍ତୁ ବଡ଼ ସମସ୍ୟାର ବିଷୟ ଏହିକି ଯେ ଲଗାତାର ୪ ଦିନ ଧରି ବ୍ୟାଙ୍କ ବନ୍ଦ […]

  • Thursday, 15 July 2021
helmet
ହେଲମେଟ ନଥିବାରୁ ଯାଇଛି ୨୩୯୭ ଜୀବନ

ଜୟପୁର(ଟି.ଗୌରୀଶଙ୍କର): ହେଲମେଟ ପିନ୍ଧିନଥିବାରୁ ୨୦୧୯ରେ ଯାଇଛି ୨୩୯୭ ଜୀବନ। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ନିରାପତ୍ତା ବୈଠକରେ ଏହି ସୂଚନା ଦିଆଯାଇଛି। ୨୦୧୯ରେ ମୋଟ ୫୩୩୩ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୧୮ରୁ ୪୫ ବର୍ଷ ଭିତରେ ୬୭% ରହିଛି। ତେବେ ୪୧% ଦୁର୍ଘଟଣା ହେଲମେଟ ନ ପିନ୍ଧିବା ଓ ୬୯% ଦ୍ରୁତ ଗାଡ଼ିଚାଳନାରୁ ହୋଇଛି। ୨୦୧୯ରେ ଚିହ୍ନଟ ବ୍ଲାକ ସ୍ପଟ୍ ମରାମତି ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲଗାତର ଭାବେ […]

  • Thursday, 15 July 2021
simoilipal
ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍, ବନ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଲାଗିଥିବା ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍। ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫ୍ ନିୟୋଜନ କରିବାକୁ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବାରିପଦା ବନଖଣ୍ଡର ସବୁ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ଦୃଷ୍ଟିରେ ରଖି ଛୁଟି ବାତିଲ୍ ପାଇଁ ନିର୍ଦ୍ଦେଶ ରହିଛି। ଅନିର୍ଦ୍ଦିଷ୍ଟ କାଳ ଲାଗି ଛୁଟି ବାତିଲ୍ ନିର୍ଦ୍ଦେଶ ଦେଇଛନ୍ତି ବାରିପଦା DFO ନିଆଁଲିଭା କାର୍ଯ୍ୟରେ ୧୦୦ ଜଣ ଅସ୍ଥାୟୀ କର୍ମଚାରୀ ନିୟୋଜିତ ହୋଇଛନ୍ତି। ରାଜ୍ୟର ବିଭିନ୍ନ […]

mahila
ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଲେ ମହିଳା

ଭୁବନେଶ୍ୱର: ଆବାସ ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଲେ ମହିଳା କିନ୍ତୁ ହେଲେ ମହିଳାଙ୍କୁ ଏଡ଼ାଇ ଚାଲିଗଲେ ମନ୍ତ୍ରୀ ପଦ୍ମନାଭ ବେହେରା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଦେଇଥିଲେ ମନ୍ତ୍ରୀ। ହେଲେ ବର୍ଷେ ପରେ ବି ଘର ତିଆରି ହୋଇପାରିଲାନି। ଏହାର ପ୍ରତିବାଦ କରି ମନ୍ତ୍ରୀଙ୍କୁ କାର୍ଯ୍ୟାଦେଶ ଫେରାଇ ଦେଲେ ମହିଳା ମାନେ। ସୁବର୍ଣ୍ଣପୁର ବିନିକାରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିିଳିଛି। ମନ୍ତ୍ରୀ ପଦ୍ମନାଭ ବେହେରା ବିନିକା ଗସ୍ତ ବେଳେ ଏହି ଅଭାବନୀୟ […]

  • Thursday, 15 July 2021
Mission-sakti
ରାଜ୍ୟରେ ଗଠନ ହେଲା ନୂଆ ବିଭାଗ 'ମିଶନ୍ ଶକ୍ତି'

ଭୁବନେଶ୍ୱର: ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମକୁ ୨୦ ବର୍ଷ ପରେ ସ୍ୱତନ୍ତ୍ର ବିଭାଗରେ ପରିଣତ କରାଯାଇଛି। ୨୦୧୭ରେ ଗଠନ ହୋଇଥିବା ମିଶନ ଶକ୍ତି ନିର୍ଦ୍ଦେଶାଳୟ ମଧ୍ୟ ଏହି ବିଭାଗ ଅଧିନରେ ରହିବ। ଏହାଛଡ଼ା ବିଭିନ୍ନ ବିଭାଗ ଅଧିନରେ ଥିବା SHGକୁ ମିଶନ ଶକ୍ତି ବିଭାଗକୁ ଅଣାଯାଇଛି। ଭିନ୍ନ ଭିନ୍ନ ବିଭାଗ ଯୋଗୁ ସୃଷ୍ଟି ହେଉଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଗୋଟିଏ ଛାତ ତଳକୁ ଅଣାଯାଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ନୂଆ […]

  • Thursday, 15 July 2021
bjp odisha
ଓଡ଼ିଶାର ପ୍ରଗତିରେ ବିଜେଡି ବାଧକ: ପୃଥୀରାଜ

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ। ବୈଠକ ପରେ ରାଜ୍ୟ ସରକାର ଉପରେ ବିଭିନ୍ନ ପ୍ରସଙ୍ଗ ନେଇ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଅର୍ଥ ବାଧକ ନଥିବାବେଳେ, ଓଡିଶା ସରକାର ନିଜେ ରାଜ୍ୟ ପ୍ରଗତିରେ ବାଧକ ସାଜୁଛନ୍ତି ବୋଲି  ସେ ଅଭିଯୋଗ କରିଛନ୍ତି। ବୈଠକରେ ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀଙ୍କ ସମସ୍ୟା, ମଣ୍ଡିରୁ ଧାନ ନଉଠିବା, ସୀମା ବିବାଦ ଆଦି ପ୍ରସଙ୍ଗରେ […]

  • Thursday, 15 July 2021
biswanath
ଗ୍ରାମ ରୋଜଗାର ସେବକଙ୍କୁ ବିଜେଡି ନେତାଙ୍କ ସସ୍‌ପେଣ୍ଡ୍ ଧମକ

ଝାରସୁଗୁଡା: ଗ୍ରାମ ରୋଜଗାର ସେବକଙ୍କୁ ବିଜେଡି ନେତାଙ୍କ ଧମକ। ଫୋନ୍ କଲ୍‌ରେ ଦଳ ବିରୋଧୀ କାମ କରିଥିବା ଅଭିଯୋଗରେ ଧମକ ଦେଇଛନ୍ତି ବିଜେଡି ନେତା ବିଶ୍ୱନାଥ ତ୍ରିପାଠୀ। ଦଳ ପାଇଁ କାମ ନକରିବାରୁ ଖୋଲାଖୋଲି ଫୋନ୍‌ରେ ଚାକିରି ନେଇଯିବାକୁ ଧମକ ଦେଇଛନ୍ତି। ଯାହାର ଅଡିଓ ଏବେ ଭାଇରାଲ୍ ହୋଇଛି। ଝାରସୁଗୁଡ଼ା ବ୍ଲକ ହିର୍ମା ଗାଁର ଜିଆରଏସ୍ ରାଧେଶ୍ୱାମ ସାହୁଙ୍କୁ ଫୋନ୍ କରି ବିଶ୍ୱନାଥ ଧମକ ଦେଇଥିବା ଅଭିଯୋଗ ହୋଇଛି। ପାୱାର୍ ଦେଖିବୁ କି କହିବା ସହ ଦୁଇ […]

  • Thursday, 15 July 2021
sudhansu-khabar
ଆଇଆରସି ଭିଲେଜ ହତ୍ୟାକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ କଲେ ସିପି

ଭୁବନେଶ୍ୱର: ଆଇଆରସି ଭିଲେଜରେ ଗାଡ଼ି ଭିତରେ ଯୁବକଙ୍କୁ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କଲେ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଆତ୍ମରକ୍ଷା ପାଇଁ ଆକ୍ରମଣ ହୋଇଛି ସିପି ବୋଲି କହିଛନ୍ତି। ମୃତ ଟୁକୁନା ନାଁରେ ପୂର୍ବରୁ ୨ଟି ମାମଲା ଅଛି, ସେ ଜାମିନରେ ଥିଲା। ଆଜି ଟୁକୁନା ଦୁଇ ଭାଇ ସାଗର, ସୁଧୀରଙ୍କୁ ଆକ୍ରମଣ କରିଥିଲା। ଦୁଇ ଭାଇ ତାକୁ କାବୁ କରି ଗାଡ଼ିରେ ଧରି ଥାନାକୁ ଆଣି ଆସୁଥିଲେ। ରାସ୍ତାରେ ଆସିବା ବେଳେ ଟୁକୁନା ଛୁରିରେ ଆକ୍ରମଣ […]

  • Thursday, 15 July 2021
pm-kissan
ଓଡ଼ିଶାର ସବୁ ଯୋଗ୍ୟ ଚାଷୀ ପାଇବେ ପିଏମ୍‌ କିଷାନ୍‌

ଭୁବନେଶ୍ୱର: ଓଡ଼ିଶାର ସବୁ ଯୋଗ୍ୟ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାର ଲାଭ ମିଳିବ। ଏ ନେଇ ଟୁଇଟ୍ କରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଆଧାରରେ ତୋମାର ଟ୍ୱିଟ୍ କରିଛନ୍ତି। ସମସ୍ତ ଯୋଗ୍ୟ ଚାଷୀଙ୍କୁ ପିଏମ୍ କିଷାନରେ ସାମିଲ ପାଇଁ ଧର୍ମେନ୍ଦ୍ର ଦାବି କରିଥିଲେ। ଏନେଇ କୃଷି ମନ୍ତ୍ରୀ ତୋମାରଙ୍କୁ ଚିଠି ଲେଖି ଧର୍ମେନ୍ଦ୍ର ନିବେଦନ କରିଥିଲେ। ଓଡ଼ିଶା ଚାଷୀଙ୍କ ସ୍ୱାର୍ଥ ପାଇଁ ତୋମାରଙ୍କ […]

  • Thursday, 15 July 2021
aditya
ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମାନବପ୍ରେମୀ ଆଦିତ୍ୟଙ୍କ ପରିବାର

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ମାମଲା ସିବିଆଇ ତଦନ୍ତ ଦାବି କରି ଆଦିତ୍ୟଙ୍କ ପରିବାର ଲୋକେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାର୍ଚ୍ଚ ୪ ତାରିଖରେ ଏନେଇ ପରିବାର ଲୋକେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଗତ ଜୁଲାଇ ମାସରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ପାଖ ରେଳ ଲାଇନରୁ ମିଳିଥିଲା। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା […]

  • Thursday, 15 July 2021