• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bjd
ଚାଷୀଙ୍କୁ ନେଇ ରାଜନୀତି

ନୂଆଦିଲ୍ଲୀ: ଚାଷୀଙ୍କ ହକ୍ ପାଇଁ ଆଜି ଦିଲ୍ଲୀ ଦରବାରରେ ବିଜେଡି ନେତାଙ୍କ ଗର୍ଜନ ଶୁଭିବ। ଏଥିପାଇଁ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମ ପ୍ରସ୍ତୁତ ହୋଇଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କ୍ୟାବିନେଟ୍‌ ମନ୍ତ୍ରୀ, ବିଧାୟକ ଧାରଣାରେ ବସିବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର ସରକାର ୨୯୩୦ ଟଙ୍କା କରିବା ଏବଂ ସ୍ୱାମୀନାଥନ୍‌ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ବିଜେଡି ପ୍ରମୁଖ ଦାବି ରଖିଛି। ଆଜି ଦିନ ତମାମ ଧାରଣା ଓ ପ୍ରତିବାଦ ସଭା ପରେ ମୁଖ୍ୟମନ୍ତ୍ରୀ […]

  • Friday, 16 July 2021
agni
ପ୍ରଥମ ଥର ପାଇଁ ରାତିରେ ହେଲା ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର : ପ୍ରଥମ ଥର ପାଇଁ ରାତିରେ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୪ ନମ୍ବର ଲଞ୍ଚ୍ ପ୍ୟାଡରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଅଗ୍ନି-୧ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ପରମାଣୁ କ୍ଷମତା ସମ୍ପନ୍ନ ଅଗ୍ନି-୧କୁ ଭାରତୀୟ ସେନାର ଷ୍ଟ୍ରାଟେଜିକ୍ କମାଣ୍ଡ୍ ଫୋର୍ସର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଯବାନମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। କ୍ଷେପଣାସ୍ତ୍ରକୁ ଉତ୍‌କ୍ଷେପଣ ପରେ ଟେଲି ମେଟ୍ରିକ୍ ରାଡାର ବ୍ୟବସ୍ଥାରେ ଏହାର ଟାର୍ଗେଟକୁ ଟ୍ରାକ୍ […]

  • Friday, 16 July 2021
bbsr
ଦୁଇ ଦିନିଆ ଭାରତ ବନ୍ଦ: ସାଧାରଣ ଜୀବନଯାତ୍ରା ପ୍ରଭାବିତ, ରେଳରୋକ ସହ ଗାଡ଼ି ଚଳାଚଳ ବନ୍ଦ

ଭୁବନେଶ୍ୱର: କେନ୍ଦ୍ର ସରକାର ଶ୍ରମିକ ମାରଣ ନୀତି ଆପଣାଉଥିବା ଅଭିଯୋଗ କରି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଆଜି ଓ ଆସନ୍ତାକାଲି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥିରେ ୧୦ଟି ଶ୍ରମିକ ସଂଗଠନର ୨୦ କୋଟି କର୍ମଚାରୀ ସାମିଲ ହୋଇଛନ୍ତି। ବନ୍ଦକୁ ଟେଲିକମ୍, ସ୍ୱାସ୍ଥ୍ୟ, ଶିକ୍ଷା, କୋଇଲା, ଷ୍ଟିଲ୍‌, ବିଦ୍ୟୁତ୍‌, ବ୍ୟାଙ୍କ, ବୀମା ଓ ପରିବହନ ସେକ୍ଟରର କର୍ମଚାରୀମାନେ ସମର୍ଥନ କରୁଥିବା ଟ୍ରେଡ୍ ୟୁନିଅନ୍ ପକ୍ଷରୁ କୁହାଯାଇଛି। ଭାରତ […]

  • Friday, 16 July 2021
high-court-up
ଓକିଲଙ୍କୁ ପୁଲିସ ମାଡ଼ ମାମଲାର ତଦାରଖ କରିବେ ହାଇକୋର୍ଟ ସିଟିଂ ଜଜ୍

କଟକ : ପୁଲିସ-ଓକିଲ ବିବାଦରେ ଶେଷରେ ହସ୍ତକ୍ଷେପ କଲେ ହାଇକୋର୍ଟ । ଅାସନ୍ତା ୯ ତାରିଖ ସୁଦ୍ଧା ତଦନ୍ତ ଶେଷ କରିବାକୁ ହାଇକୋର୍ଟ ତଦନ୍ତକାରୀ ଅଧିକାରୀ ତଥା ଅାଇଜି କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ହାଇକୋର୍ଟ ବିଚାରପତି ସି.ଅାର.ଦାଶଙ୍କୁ ପ୍ରତିଦିନ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅାସନ୍ତା ୯ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି। ଏହାସତ୍ତ୍ୱେ ବି ହାଇକୋର୍ଟ ବାର୍ ଅାସୋସିଏସନ୍ ନଛୋଡ଼ବନ୍ଧା। ହାଇକୋର୍ଟ ବାର୍ ଅାସୋସିଏସନର ସାଧାରଣ ପରିଷଦ […]

  • Friday, 16 July 2021
guard-up
୨ ଯବାନ ଓ ଅଚ୍ୟୁତାନନ୍ଦଙ୍କୁ ଗାର୍ଡ ଅଫ୍ ଅନର

ଛତିଶଗଡ଼ : ସହିଦ୍ ହୋଇଥିବା ଅନ୍ୟ ୨ ଯବାନଙ୍କ ସହ ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କୁ ବି ଦିଅାଗଲା ଗାର୍ଡ ଅଫ୍ ଅନର। ଛତିଶଗଡ଼ ଦାନ୍ତେଓ୍ୱାଡାରେ ନକ୍ସଲ ଅାକ୍ରମଣରେ ପ୍ରାଣ ହରାଇଥିବା ଅଚ୍ୟୁତାନନ୍ଦଙ୍କ ମରଶରୀରକୁ ଅାଜି ଜିଲ୍ଲା ମୁଖ୍ୟାଳୟକୁ ଅଣାଯିବା ପରେ ସେଠାରେ ଗାର୍ଡ ଅଫ୍ ଅନର ଦିଅାଯାଇଥିଲା। ଅନ୍ୟ ଦୁଇ ସହିଦଙ୍କ ଭଳି ଅଚ୍ୟୁତାନନ୍ଦଙ୍କ କଫିନ ଉପରେ ଜାତୀୟ ପତାକା ଘୋଡ଼ାଇ ରଖାଯାଇଥିଲା। ଦାନ୍ତେଓ୍ୱାଡା ଏସ୍ପିଙ୍କ ସମେତ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଶେଷ ସମ୍ମାନ […]

  • Friday, 16 July 2021
nikita
ଅଭିନେତ୍ରୀ ନିକିତାଙ୍କ ସ୍ୱାମୀ ଗିରଫ

କଟକ: ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀ ଲିପନ ସାହୁଙ୍କୁ ପୁଲିସ୍‌ ଗିରଫ କରିଛି। କଟକ ଚାଉଳିଆଗଞ୍ଜ ଥାନା ପୁଲିସ୍‌ ନିକିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ନିକିତାଙ୍କ ବାପା ମାଆଙ୍କୁ ଦୀର୍ଘ ସମୟ ଧରି ପୁଲିସ୍‌ ପଚରାଉଚରା କରିଥିଲା। ଏହାପରେ ଅଟକ ଥିବା ଲିପନଙ୍କୁ ଗିରଫ କରାଯାଇଛି। ଗତ ଶୁକ୍ରବାର ଛାତରୁ ପଡ଼ିଯିବା ପରେ ଗୁରୁତର ଅବସ୍ଥାରେ ନିକିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଶନିବାର ନିକିତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀ ଲିପନ […]

  • Friday, 16 July 2021
railway1
ଖୁବଶୀଘ୍ର ରେଳ ଗଡ଼ିବ ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ

ବଲାଙ୍ଗିର : ବଲାଙ୍ଗିରବାସୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ରେଳ ସେବା ଅାରମ୍ଭ ହେବାକୁ ଥିବା ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ ଅାଜି ରେଲ୍‌ୱେ ପକ୍ଷରୁ ଅବଶିଷ୍ଟ ଟ୍ରାକ୍‌ରେ ଟ୍ରାଏଲ ରନ୍ ହୋଇଛି। ବଲାଙ୍ଗିରରୁ ୧୯ କିଲୋମିଟର ଦୂର ଭଇଁଷାପାଲି ଷ୍ଟେସନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଟ୍ରାଏଲ ରନ୍‌ କରିଛି। ୧୯ କିଲୋମିଟର ଏହି ରେଳପଥର ସୁରକ୍ଷା ଓ ଅନ୍ୟ ଦିଗର ତଦାରଖ କରିଛନ୍ତି ସାଉଥ ସର୍କଲ କମିଶନର୍ ଅଫ୍ ରେଲେଓ୍ୱ ସେଫ୍‌ଟି ବା ସିଆର୍‌ଏସ୍‌। ତାଙ୍କ ସହିତ ସମ୍ବଲପୁର […]

  • Friday, 16 July 2021
gun2
ଅପରେସନ ବ୍ଲାକ୍ ସ୍ମୋକ ଧୂଅାଁବାଣ !

ଭୁବନେଶ୍ୱର : ରାଜଧାନୀରେ ଜୋରସୋର୍‌ରେ ଚାଲିଛି ଚୋରା ବନ୍ଧୁକ କାରବାର । ବିକ୍ରି ପାଇଁ ଅଣାଯାଉଥିବା ବେଳେ ୫ଟି ବନ୍ଧୁକ ସହିତ ୧୦ରାଉଣ୍ଡ ଗୁଳି ଜବତ କରିଛି ପୁଲିସ। ଏଥିରେ ରହିଛି ରିଭଲଭର, ୯ MM ପିସ୍ତଲ ଓ ପଏଣ୍ଟ ୭୬୫ MM ପିସ୍ତଲ । ଏହି ଚୋରା ବନ୍ଧୁକ କାରବାରରେ ସଂପୃକ୍ତ ଥିବା ୪ ଡିଲରଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନେ ଅଟୋ ଡ୍ରାଇଭର, ଝାଲ୍ ମୁଢ଼ି ବେପାରି, ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ […]

  • Friday, 16 July 2021
farmer suicide
ଚାଷୀଙ୍କ ଅାତ୍ମହତ୍ୟା ଅଭିଯୋଗ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଚାଷୀଙ୍କ ଅାତ୍ମହତ୍ୟା ଅଭିଯୋଗ। ସଦର ଥାନା ତାଳବରକୋଟ ଗାଁର ଚାଷୀ କୈଳାସ ନାୟକ ଫସଲ ନଷ୍ଟ ଯୋଗୁଁ ବିଷ ପିଇ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୫୫ ବର୍ଷୀୟ କୈଳାସ ୩ ଏକର ଜମିରେ ଧାନ, ମୁଗ, ବିରି ଭାଗ ଚାଷ କରିଥିଲେ। ଏଥିପାଇଁ ହାତ ଉଧାରୀ ମଧ୍ୟ କରିଥିବା ଜଣାପଡିଛି। ତେବେ ତିତ୍‌ଲି ପରବର୍ତ୍ତୀ ବନ୍ୟାରେ ଚାଷ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଯାଇଥିଲା । ଏହାକୁ ନେଇ […]

  • Friday, 16 July 2021
wages
ଶ୍ରମିକଙ୍କ ଦୈନିକ ମଜୁରୀ ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର : ବଢିଲା ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଉଚ୍ଚ କୁଶଳୀଙ୍କ ମଜୁରୀ ବୃଦ୍ଧି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୨୦୦ରୁ ୨୮୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଅର୍ଦ୍ଧକୁଶଳୀଙ୍କ ମଜୁରୀ ୨୨୦ରୁ ୩୨୦ ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି ଅର୍ଦ୍ଧକୁଶଳୀଙ୍କ ମଜୁରୀ ୨୨୦ରୁ ୩୨୦ ଟଙ୍କାକୁ ବୃଦ୍ଧି କରାଯାଇଛି।

  • Friday, 16 July 2021
congress
ମହାରଥୀଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଚାଲ୍‌ : କଂଗ୍ରେସ

ଭୁବନେଶ୍ୱର: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ବି ପିପିଲି ପୀଡ଼ିତା ଇସ୍ୟୁ ଥମୁନାହିଁ। ଆଜି କଂଗ୍ରେସ ଦଳ ଏ ପ୍ରସଙ୍ଗ ନେଇ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛି। କଂଗ୍ରେସ କହିଛି ମହାରଥୀଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଚାଲ୍‌। ମହାରଥୀଙ୍କୁ ଇସ୍ତଫା ପାଇଁ କହି ବିଜେଡି ଏଥିରୁ ମୁକୁଳି ପାରିବ ନାହିଁ। ଏ ମାମଲାରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ସେହିଭଳି ଜଷ୍ଟିସ ପି.କେ. ମହାନ୍ତିଙ୍କ ରିପୋର୍ଟକୁ ବି ସାର୍ବଜନୀନ କରିବାକୁ ଦଳ ଦାବି କରିଛି। […]

  • Friday, 16 July 2021
nikita
ଅଭିନେତ୍ରୀ ନିକିତାଙ୍କ ବାପା ଘରକୁ ଯାଇ ପୁଲିସ୍‌ର ଛାନଭିନ୍ ଆରମ୍ଭ

କଟକ : ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ନୂଆ ମୋଡ। ଆଜି ନିକିତାଙ୍କ ବାପା ଘରକୁ ଯାଇ ପୁଲିସ୍‌ ଛାନଭିନ୍ ଆରମ୍ଭ କରିଛି। ପୁଲିସ୍‌ ସହ ସାଇଣ୍ଟିଫିକ୍ ଟିମ୍ ନିକିତାଙ୍କ ଘରକୁ ଯାଇ ପୁରା ଘଟଣାର ଅନୁଧ୍ୟାନ କରିଛନ୍ତି। ଛାତ ଉପର ବୁଲି ଦେଖିବା ସହ ସେ କେଉଁଠି ଏବଂ କିଭଳି ପଡ଼ିଲେ ସେନେଇ ଟିମ୍ ଅନୁଧ୍ୟାନ କରିଛନ୍ତି। ଏହାସହ ଘଟଣାକୁ ନେଇ ନିକିତାଙ୍କ ଶାଶୁ ଶ୍ୱଶୁରଙ୍କୁ ପଚରାଉଚୁରା କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି। ଗତକାଲି […]

  • Friday, 16 July 2021
wine-prpotest-up
ମଦ ବିକ୍ରିକୁ ନେଇ ତେଜିଲେ ମହିଳା

ଭଦ୍ରକ  : ମଦକୁ ନେଇ ତେଜିଲେ ମହିଳା। ବେଅାଇନ ମଦ ବିକ୍ରିକୁ ନେଇ ଅାନ୍ଦୋଳନକୁ ଓହ୍ଲାଇଲେ ମହିଳାମାନେ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବ୍ରାହ୍ମଣ ଗାଁ ବଜାରରେ ଦୀର୍ଘଦିନ ଧରି ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଯାହାକ ନେଇ ଗାଁର ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବିରୋଧ ହୋଇ ଅାସୁଥିଲା। ଏହାର ପ୍ରତିବାଦ କରି ଶତାଧିକ ମହିଳା ବେଅାଇନ ମଦ ବିକ୍ରି କରୁଥିବା ବେପାରୀକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଘଟଣାସ୍ଥଳରୁ […]

  • Friday, 16 July 2021
bb1
ଦେଶର ଅର୍ଥନୀତି ସମୃଦ୍ଧିରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ: ନନ୍ଦକିଶୋର ସିଂହ

ଭୁବନେଶ୍ୱର: ଦେଶର ଅର୍ଥନୀତି ସମୃଦ୍ଧ କରିବାରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜାତୀୟ ଅର୍ଥନୀତିର ବିକାଶ ଲାଗି ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିବାକୁ ପଡ଼ିବ ବୋଲି ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ କହିଛନ୍ତି। ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନନ୍ଦକିଶୋର ଆଜି ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଗସ୍ତ ଅବସରରେ ନନ୍ଦକିଶୋର ଓଡ଼ିଶାର ଆର୍ଥିକ ଓ ସାମଗ୍ରିକ ବିକାଶ ପ୍ରସଙ୍ଗ ନେଇ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବେ। ପଞ୍ଚଦଶ ଅର୍ଥ କମିଶନ […]

  • Friday, 16 July 2021
lawyer2-up
ଥମୁନି ଓକିଲ ଅାନ୍ଦୋଳନ ; ବିବାଦ ନେଇ ବାହାରିପାରୁନି ସମାଧାନ

କଟକ :   ଓକିଲଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ ଏବେବି ଥମିବାର ନା ନେଉନି। ଅାଜି ମଧ୍ୟ ହାଇକୋର୍ଟ ଅାଗରେ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଓକିଲ। ହାଇକୋର୍ଟର ବିଭିନ୍ନ ଫାଟକରେ ବସି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଉଛନ୍ତି। ସେମାନେ ହାଇକୋର୍ଟ ଭିତରକୁ ଅାସୁଥିବା ଅାଇନଜୀବୀଙ୍କ ପରିଚୟପତ୍ର ଦେଖିବା ପରେ ଭିତରକୁ ଛାଡୁଛନ୍ତି। ତେବେ ଅାଜି  ଶାନ୍ତିପୂର୍ଣ୍ଣ ଭାବେ ଅାନ୍ଦୋଳନ ଚାଲିଛି। ହାଇକୋର୍ଟ ପରିସରରେ ବିଜୁ ଲିଗାଲ ଫ୍ରଣ୍ଟର କୌଣସି ସଦସ୍ୟଙ୍କୁ ଦେଖିବାକୁ ମିଳିନାହିଁ। ଅନ୍ୟପକ୍ଷରେ ବିବାଦ ନେଇ ବର୍ତ୍ତମାନ ସୁଦ୍ଧା କୌଣସି […]

  • Friday, 16 July 2021
sagaria-2
ବିଧାୟକ ପଦରୁ ଇସ୍ତଫା ଦେବେ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଅା

ଭୁବନେଶ୍ୱର : ବିଧାୟକ ପଦରୁ ଇସ୍ତଫା ଦେବେ କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଅା।  ବାଚସ୍ପତିଙ୍କୁ  ଭେଟିବା ପାଇଁ ବିଧାନସଭାକୁ ଯାଇଥିଲେ ଶଗରିଅା । ହେଲେ ବାଚସ୍ପତି ତାଙ୍କ ଅଞ୍ଚଳ ଗସ୍ତରେ ଥିବାରୁ ସେ ଅାସନ୍ତା ୬ତାରିଖରେ ସମୟ ଦେଇଛନ୍ତି। ଶଗରିଅା ଅାସନ୍ତା ୬ତାରିଖରେ  ବାଚସ୍ପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେବେ। କୁନ୍ଦୁଲି ଗଣଦୁଷ୍କର୍ମ ଓ ଅାତ୍ମହତ୍ୟା ଘଟଣାକୁ ନେଇ ସେ ଇସ୍ତଫା ଦେବେ ବୋଲି  ଭୁବନେଶ୍ୱରରେ ଏକ ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି ଶଗରିଅ। ଶଗରିଅା […]

  • Friday, 16 July 2021
k2
ଆଜି ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା

କଳାହାଣ୍ଡି: କଳାହାଣ୍ଡିରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଆଜି ୧୨ଘଣ୍ଟିଆ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ଓକିଲ ସଙ୍ଘ ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ସମର୍ଥନ କରିଛନ୍ତି। ଏହି ବନ୍ଦ ଯୋଗୁ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ କୋର୍ଟ ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ସକାଳୁ ସକାଳୁ ମିଳିତ କ୍ରିୟାନୁଷ୍ଠାନ କମିଟି […]

  • Friday, 16 July 2021
e-odisha-up
ନବୀନ ସରକାରର ଥ୍ରୀ ‘ଟି’ ନାରା ଭିତରେ ବାଟବଣା କି ଟ୍ରାନ୍ସପେରାନ୍ସି ?

ଭୁବନେଶ୍ୱର : ନବୀନ ସରକାରର ଥ୍ରୀ ‘ଟି’ ନାରା ଭିତରେ ବାଟବଣା ଟ୍ରାନ୍ସପେରାନ୍ସି ବା ସ୍ୱଚ୍ଛତା । ସରକାରୀ ନିଷ୍ପତ୍ତି ଓ ନିର୍ଦ୍ଦେଶକୁ ସିଧାସଳଖ ଇଣ୍ଟରନେଟ୍ ଯୋଗେ ଜାଣିବାକୁ ପ୍ରଚଳିତ ହୋଇଥିଲା ଇ-ଡେସପାଚ୍।  ହେଲେ ବିଭାଗୀୟ ମୁଖ୍ୟ ହୁଅନ୍ତୁ କି ରାଜ୍ୟ ପ୍ରଶାସନ ମୁଖ୍ୟଙ୍କ ତାଗିଦ୍ ନଥିବାରୁ ଲଗାମ ଛଡ଼ା ହୋଇଛି ଏ ବ୍ୟବସ୍ଥା। ରାଜ୍ୟ ସରକାରଙ୍କ କେଉଁ ବିଭାଗରେ କଣ ନିଅାଯାଉଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ? କେଉଁ ଅଫିସରଙ୍କ ନିକଟକୁ ଗଲା କେଉଁ ବିଭାଗର ଫାଇଲ୍ […]

  • Friday, 16 July 2021
tiger
ଟ୍ରାଙ୍କୁଲାଇଜ୍‌ ପରେ ନନ୍ଦନକାନନକୁ ଅାସିବ ‘ସୁନ୍ଦରୀ’

ଭୁବନେଶ୍ୱର : ଟ୍ରାଙ୍କୁଲାଇଜ୍‌ ପରେ ସାତକୋଶିଅାରୁ ନନ୍ଦନକାନନକୁ ଅାସିବ ବାଘୁଣୀ ସୁନ୍ଦରୀ। ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ମନ୍ତ୍ରୀ କହିଛନ୍ତି ଯଦି ବାଘୁଣୀକୁ ନନ୍ଦନକାନନରେ ରଖିବା ଲାଗି NTCA କର୍ତ୍ତୃପକ୍ଷ ରାଜି ନହୁଅନ୍ତି, ତେବେ ତାକୁ ପୁଣି ବାନ୍ଧବଗଡ଼ ଜଙ୍ଗଲକୁ ଫେରାଇ ନିଅାଯିବ। ସାତକୋଶିଅା ଅଭୟାରଣ୍ୟରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ବିଶେଷଜ୍ଞ ଟିମ୍ ଉଦ୍ୟମ କରୁଥିଲେ ବି ଏ ପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି। ସେପଟେ ବାଘୁଣୀ ସୁନ୍ଦରୀ ସମ୍ପର୍କରେ […]

  • Friday, 16 July 2021
politics-up
କଟକରେ ବିଜେଡି ଲିଗାଲ ସେଲ୍-ଅାନ୍ଦୋଳନକାରୀ ଓକିଲ ହାତାହାତି

କଟକ : ଓକିଲ ଅାନ୍ଦୋଳନରେ ପଶିଲା ପଲିଟିକ୍ସ। ହାଇକୋର୍ଟ ଗେଟ୍ ଅାଗରେ ମୁହାଁମୁହିଁ ସ୍ଥିତି। ଗେଟ୍‌ର ଗୋଟିଏ ପଟେ ଅାନ୍ଦୋଳନରତ ଓକିଲ ଓ ଅନ୍ୟପଟେ ବିଜୁ ଲିଗାଲ୍ ଫ୍ରଣ୍ଟର ସଦସ୍ୟ ଓ କିଛି ଅଣ ଓକିଲ । ଠେଲାପେଲା, ଧସ୍ତାଧସ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । କିଛି ସମୟ ପାଇଁ ହାଇକୋର୍ଟ ପରିସରରେ ଲାଗି ରହିଥିଲା ଉତ୍ତେଜନା। ଦୁଇ ମାସ ଧରି ଚାଲିଥିବା କାର୍ଯ୍ୟବନ୍ଦ ଅାନ୍ଦୋଳନରୁ ଓହରି ବିଜେଡି ଲିଗାଲ୍ ଫ୍ରଣ୍ଟ ସଦସ୍ୟ ଅାଜି କାମରେ  […]

  • Friday, 16 July 2021
dhabaleswar2-up
ଅାଜି କାର୍ତ୍ତିକ ମାସର ପ୍ରଥମ ସୋମବାର : ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼

କଟକ : ଅାଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏଥିପାଇଁ କଟକ ଜିଲ୍ଲା ବାବା ଧବଳେଶ୍ୱର ପୀଠରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ବିଶ୍ୱାସ ରହିଛି ଏହି ମାସରେ କାର୍ତ୍ତିକ ବ୍ରତ ରଖି ମହାଦେବଙ୍କ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ। ଅାଜି ଧବଳେଶ୍ୱର ପୀଠରେ ଭୋର ୩ଟାରୁ ମନ୍ଦିରର ସମସ୍ତ ନୀତି ସମାପନ କରାଯାଇ ମଙ୍ଗଳ ଅାଳତି ଏବଂ ଖେଚୁଡି ଭୋଗ ଲାଗି କରାଯାଇଥିଲା। ପରେ ସର୍ବସାଧାରଣ ଦର୍ଶନ ନିମନ୍ତେ ଦ୍ୱାର ଫିଟା […]

  • Friday, 16 July 2021
mla
ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର: ବିଧାୟକଙ୍କ ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର। ଲାଲପାରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବାଇକ୍‌ ଆରୋହୀଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କ ଡ୍ରାଇଭର ସ୍କର୍ପିଓ ନେଇ ରାଇଘରରୁ ଉମରକୋଟ ଯାଉଥିବା ବେଳେ ଲାଲପାରା ନିକଟରେ ଏକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲେ। ଏହା ପରେ ଗାଡ଼ିଟି ରାସ୍ତା କଡ଼ରେ ଥିବା ଧାନ ବିଲ ଭିତରକୁ ପଶି ଯାଇଥିଲା। ତେବେ […]

  • Friday, 16 July 2021
j1
ବିଚ୍‌ ରାସ୍ତାରେ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ!

ଝାରସୁଗୁଡ଼ା: ବିଚ୍ ରାସ୍ତା ଉପରେ ସ୍ତ୍ରୀକୁ ପଥରରେ ଛେଚି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ସୁନୀତା। ଲଖନପୁର ଥାନା ଭତଲମା ଗାଁ ରାସ୍ତାକଡ଼ରୁ ସୁନୀତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଭତଲମା ଗାଁର ଅଶୋକ ଦଣ୍ଡସେନା ଏବଂ ସ୍ତ୍ରୀ ସୁନୀତା କୌଣସି କାମରେ ଝାରସୁଗୁଡ଼ା ଯାଇଥିଲେ। ରାତିରେ ଫେରିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ […]

  • Friday, 16 July 2021
nikita
ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ଏମିତି କହିଲେ ପୁଲିସ୍‌ କମିଶନର

କଟକ: ରହସ୍ୟ ଘେରରେ ସିନେମା ତଥା ଟେଲିଭିଜନ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ। ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ୍‌ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି। ଅପମୃତ୍ୟୁ ମାମଲା ପରେ ଶବ ବ୍ୟବଚ୍ଛେଦ ହୋଇଛି। ଯଦି କୌଣସି ଅଭିଯୋଗ ଆସେ ଏବଂ ଶବ ବ୍ୟବଚ୍ଛେଦ ପରେ ମଧ୍ୟ ଯଦି ରିପୋର୍ଟ କିଛି ସେଇ ପ୍ରକାର ଆସେ, ଯେଉଁ ଫଳରେ କେସ୍‌କୁ ଟର୍ଣ୍ଣ କରି ହେବ। ସେ ବିଷୟରେ ମଧ୍ୟ ଅନୁସନ୍ଧାନ ଜାରି […]

  • Friday, 16 July 2021
a1
କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଝସକେତନ ରାଉତ ଗିରଫ ହୋଇଛି।  ଝସକେତନକୁ ଦେବଗଡ଼ ଜିଲ୍ଲାରୁ ପୁଲିସ୍ ଗିରଫ କରିଛି। ସୂଚନା ଅନୁସାରେ, ଝସକେତନ ୨୦୧୬ ମସିହା ଫେବ୍ରୁଆରୀ ୪ ତାରିଖରେ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ଦୁଇ ଜଣ ଯୁବକଙ୍କୁ ହତ୍ୟା କରିଥିଲା। ସେହିଭଳି ୨୦୧୫ ମସିହା ମେ’ ୨୨ ତାରିଖରେ ଛେଣ୍ଡିପଦ ଥାନା କୁକୁରପେଟା ଗାଁର ଜଣେ ବ୍ୟକ୍ତି ଓ ତାଙ୍କ ମାଉସୀଙ୍କୁ ମଧ୍ୟ ସେ ହତ୍ୟା କରିଥିଲା। ଘଟଣାର […]

  • Friday, 16 July 2021