• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

assembly
ଅାସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ ଅାରମ୍ଭ

ଭୁବନେଶ୍ୱର : ଅାସନ୍ତାକାଲିଠୁ ଅାରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ତା ପୂର୍ବରୁ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ବିରୋଧୀ କଂଗ୍ରେସ ହାତରେ ଏଥର ପ୍ରସଙ୍ଗର ଲମ୍ବା ତାଲିକା । ତେବେ ଚାଷ ଓ ଚାଷୀ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବ ଦଳ। ସେହିଭଳି ବେକାରୀ ସମସ୍ୟା, ଶିକ୍ଷକ ଅାନ୍ଦୋଳନ ଓ ରାସନ କାର୍ଡ ବଣ୍ଟନରେ ଅନିୟମିତତା ସହ ଅାମ ଗାଁ ଅାମ ବିକାଶ କାର୍ଯ୍ୟକ୍ରମ ଓ ବିଜୁ ଯୁବ […]

  • Friday, 16 July 2021
mla
ପିଠା କାର୍ଯ୍ୟକ୍ରମରେ ବିଧାୟକ ହଟହଟା

ଭୁବନେଶ୍ୱର: ପିଠା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ବିଧାୟକଙ୍କୁ ହଟହଟା ହେବାକୁ ପଡ଼ିଛି। ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ଚକସାର୍ଥ ପଞ୍ଚାୟତ କାର୍ଯ୍ୟାଳୟରେ ପିଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ଥାନୀୟ ବିଧାୟକ ଜୀବନ ପ୍ରଦୀପ ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ। ତେବେ ଅଞ୍ଚଳରେ ଏଲ୍‌ଇଡି ବଲ୍‌ବ ବଣ୍ଟନ ପ୍ରସଙ୍ଗକୁ ନେଇ ହିତାଧିକାରୀ ପାଟି ତୁଣ୍ଡ କରିଥିଲେ। ଏପରିକି ବିପିଏଲ୍ ଚାଉଳ ଯୋଜନାକୁ ନେଇ ବି ଲୋକେ ବିଧାୟକଙ୍କୁ ଘେରିଥିଲେ। ବଢୁଥିବା ବିରୋଧକୁ ଦେଖି ବିଧାୟକ […]

  • Friday, 16 July 2021
make in
ସରିଲା ମେକ୍ ଇନ୍‌ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ

ଭୁବନେଶ୍ୱର : ଶେଷ ହୋଇଛି ୫ ଦିନ ଧରି ଚାଲିଥିବା ମେକ୍ ଇନ୍‌ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ। ଅାଜି ଉଦ୍‌ଯାପନୀ ଦିବସରେ ବାୟୋଟେକ୍ନୋଲୋଜି ଏବଂ ମିଡିଅା ଓ ମନୋରଂଜନ କ୍ଷେତ୍ରରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ଅଧିବେଶନ। ସେପଟେ ସରକାର ଦାବି କରୁଥିବା ଶିଳ୍ପ ମହାକୁମ୍ଭକୁ ଅାଜି ପୂର୍ବତନ ଶିଳ୍ପ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ପ୍ରତାରଣାର ମୁହାକୁମ୍ଭ ବୋଲି କହି ପୁଞ୍ଜିନିବେଶର ବାସ୍ତବତାକୁ ନେଇ ପ୍ରଶ୍ନ କରିଛନ୍ତି। ସାଧାରଣ ପ୍ରକିୟା ଭିତରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ପୁଞ୍ଜିନିବେଶ ପାଇଁ […]

  • Friday, 16 July 2021
tiger-up
ସୁନ୍ଦରୀ ବିବାଦ ଥଣ୍ଡା ନପଡୁଣୁ ପୁଣି ସାତକୋଶିଅା ଅଡୁଅା

ଭୁବନେଶ୍ୱର : ମରିପଡ଼ିଛି ମହାବଳ। ସାତକୋଶିଅାର ଘନ ଜଙ୍ଗଲରେ ପଡ଼ିଛି ମୃତଦେହ। ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ମହାବଳର ମୃତ୍ୟୁ ସଂପର୍କରେ ଜଣାପଡିଥିଲା। ରାଇଗୋଡ଼ାରୁ ନୂଅାଗଡ଼ ରାସ୍ତାର ୫ଶହ ମିଟର ଦୂରରେ ପଡିଥିବା ବାଘର ମୃତଦେହକୁ ଉଦ୍ଧାର କରିଥିଲା ଜଙ୍ଗଲ ବିଭାଗ। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମହାବଳର ବେକରେ ଅାଘାତ ଲାଗିଥିଲା। ଏହା ପ୍ରାୟ ୫ ଦିନ ତଳର। ଏହା ସଂକ୍ରମଣ ହୋଇ ଘା’ ହେବା ସହ ପୋକ ହୋଇଯାଇଥିଲା। ଯେଉଁଥିପାଇଁ ବାଘର ମୃତ୍ୟୁ […]

  • Friday, 16 July 2021
arrest
ମହିଳା ପ୍ରଶିକ୍ଷାର୍ଥୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ରାଉରକେଲା  : ମହିଳା ପ୍ରଶିକ୍ଷାର୍ଥୀଙ୍କୁ ଅସଦାଚରଣ ଅଭିଯୋଗ ମହଙ୍ଗା ପଡ଼ିଲା। ରାଉରକେଲା ଗ୍ରାମୀଣ ସ୍ୱରୋଜଗାର ଯୋଜନା ପ୍ରତିଷ୍ଠାନର ନିର୍ଦ୍ଦେଶକ ରଂଜନ କୁମାର ନନ୍ଦୀ ଗିରଫ। ଅଭିଯୋଗ ଅନୁସାରେ ସିଭିଲ ଟାଉନସିପ୍‌ ସ୍ଥିତ ଏହି ପ୍ରତିଷ୍ଠାନରେ ମୋଟ ୩୪ ଝିଅ ହଷ୍ଟେଲରେ ରହି ସିଲେଇ ଓ ଅନ୍ୟାନ୍ୟ ତାଲିମ ନେଉଛନ୍ତି। ତେବେ ପ୍ରତିଷ୍ଠାନର ନିର୍ଦ୍ଦେଶକ ରଂଜନ ଅଚାନକ ହଷ୍ଟେଲରେ ପ୍ରବେଶ କରିବା ସହ ବିଭିନ୍ନ ବାହାନା ଦେଖାଇ ଅନ୍ତେବାସୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଥିବା ଅଭିଯୋଗ ହୋଇଛି। ଏଥିରେ […]

  • Friday, 16 July 2021
q1
ବ୍ରହ୍ମପୁରର ନାବାଳକକୁ ପ୍ରଥମେ ଅପହରଣ ଓ ପରେ ହତ୍ୟା ଘଟଣାରେ ଅଭିଯୁକ୍ତକୁ ରିମାଣ୍ଡରେ ନେଲା ପୁଲିସ୍‌

ବ୍ରହ୍ମପୁର: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଏକ ତରଫା ପ୍ରେମରୁ ମହିଳାଙ୍କ ନାବାଳକ ପୁଅକୁ ହତ୍ୟା ଘଟଣାରେ ଅଭିଯୁକ୍ତ ଦେବାଶିଷ ପଣ୍ଡାକୁ ପୁଲିସ୍‌ ଦୁଇ ଦିନିଆ ରିମାଣ୍ଡରେ ନେଇଛି। ଏହି ସମୟରେ ଗୋଷାଣୀନୂଆଁଗାଁ ଥାନାର ପୁଲିସ୍‌ ଦେବାଶିଷକୁ ଅଧିକ ପଚରାଉଚରା କରିବ। ଏହା ସହିତ ତା ବିରୋଧରେ ଅଧିକ ତଥ୍ୟ ପ୍ରମାଣ ମଧ୍ୟ ସଂଗ୍ରହ କରିବ। ଗତ ୧୨ ତାରିଖରେ ବ୍ରହ୍ମପୁର ସଦାନନ୍ଦବିହାରରୁ ଜଣେ ନାବାଳକକୁ ଅପହରଣ ପରେ ହତ୍ୟା କରାଯାଇଥିଲା।  ଅଭିଯୁକ୍ତ ଯାଜପୁରର ଦେବାଶିଷ ପଣ୍ଡା ନାବାଳକର […]

  • Friday, 16 July 2021
3
ଯବାନ ଓ ତାଙ୍କ ପତ୍ନୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଜଣେ ସେନା ଯବାନ ଓ ତାଙ୍କ ପତ୍ନୀଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ରଣପୁର ଥାନା ଅନ୍ତର୍ଗତ ପିମ୍ପଲ୍ ଗାଁରେ ଏହି ଘଟଣା ଘଟିଛି। ତେବେ ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଏତଲା ସତ୍ତ୍ୱେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହୋଇଛି। ରଣପୁର ଥାନାରେ ଏନେଇ ଉଭୟ ଯବାନ ଓ ତାଙ୍କ ପତ୍ନୀ ଏତଲା ଦେଇଥିଲେ। ହେଲେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାଙ୍କୁ ଅପମାନ କରାଯାଇଥିବା […]

  • Friday, 16 July 2021
mao
ମାଓବାଦୀଙ୍କ ନୂଅା ସ୍ପାଇକ୍ ରଣନୀତି

ଛତିଶଗଡ଼ : ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ମାଓବାଦୀଙ୍କ ନୂଅା ସ୍ପାଇକ୍ ରଣନୀତି। ନକ୍ସଲଗଡ଼ ଛତିଶଗଡ଼ ବସ୍ତର ଜଙ୍ଗଲରେ ମାଓବାଦୀ ଅାପଣାଇଛନ୍ତି ଏଭଳି କୌଶଳ। ଯାହାର କିଛି ଭିଜୁଅାଲ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ପୁରା ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଶତାଧିକ ସ୍ପାଇକ୍। ଅଜାଣତରେ ଏହା ଉପରେ ଗୋଡ଼ ପଡିଗଲେ ଜୀବନ ଚାଲି ଯିବାର ଭୟ ରହିଛି।   ରାସ୍ତା ମଝିରେ ଏକ ବଡ ଗାତ କରି ତା ଉପରେ କାଠ ଫାଳ କରି […]

  • Friday, 16 July 2021
notice
ଉଜୁଡା କ୍ଷେତରେ ଚାଷୀଙ୍କ ନିଅାରା ଉପାୟରେ ପ୍ରତିବାଦ

କେନ୍ଦ୍ରାପଡ଼ା : ଉଜୁଡା କ୍ଷେତରେ ଚାଷୀଙ୍କ ନିଅାରା ଉପାୟରେ ପ୍ରତିବାଦ। କେନ୍ଦ୍ରାପଡ଼ା ଜିଲ୍ଲା ବିଶି ବିଲପାଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ହାତରେ ହାତ ଛନ୍ଦି ମାନବ ଶୃଙ୍ଖଳ ତିଅାରି କରିଛନ୍ତି ଚାଷୀ। ଗତ ଲଗାଣ ବର୍ଷା ଏବଂ ତାପରେ ପରେ ତିତ୍‌ଲି ପ୍ରଭାବରେ ଏହି ଅଂଚଳର ପାଖାପାଖି ୪୦୦ ଏକର ଧାନଫସଲ ଉଜୁଡିଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ସ୍ଥାନୀୟ କୋରୋ, ବାରୋ, କପାଳେଶ୍ୱର, ଗୁଲ୍ ନଗର, ଢୋଲ, ବାରିମୂଳ ପ୍ରଭୃତି ପଂଚାୟତର ଶତାଧିକ ଚାଷୀ […]

  • Friday, 16 July 2021
old woman
ଭତ୍ତା ନେବାକୁ ଅାସି ବୃଦ୍ଧାଙ୍କ ମୃତ୍ୟୁ : ମୃତ୍ୟୁର କାରଣ ଅସ୍ପଷ୍ଟ

ନୟାଗଡ଼  : ଭତ୍ତା ନେବାକୁ ଅାସି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ପଟିଅା ପଂଚାୟତ ଅଫିସ୍ ଅାଗରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଘଟଣା। ମୃତ ବୃଦ୍ଧା ଜଣଙ୍କ ହେଲେ ପ୍ରେମଲତା ଲେଙ୍କା। ସୂଚନା ମୁତାବକ, ଅାଜି ସକାଳେ ଭତ୍ତା ନେବା ପାଇଁ ପ୍ରେମଲତାଙ୍କ ସହ ୨ଶହରୁ ଅଧିକ ବୃଦ୍ଧ ବୃଦ୍ଧା ପଂଚାୟତ କାର୍ଯ୍ୟାଳୟ ଅାସିଥିଲେ। ତେବେ ପଞ୍ଚାୟତ ଅଧିକାରୀ ଭତ୍ତା ଦେବାକୁ ମନା କରିଦେଇଥିବା ଅଭିଯୋଗ ହୋଇଛି। […]

  • Friday, 16 July 2021
titilagarh
ଟିଟିଲାଗଡରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଘେରିଲେ ଲୋକେ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଟିଟିଲାଗଡରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଘେରିଲେ ଲୋକେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅାଜି ବରିଷ୍ଠ ନାଗରିକ ତୀର୍ଥ ଯୋଜାନର ଶୁଭାରମ୍ଭ ଅବସରରେ ଟିଟିଲାଗଡ ଗସ୍ତରେ ଅାସିଥିଲେ। ସେ ରେଳ ଷ୍ଟେସନକୁ ଯିବା ସମୟରେ  ଟିଟିଲାଗଡ ଜିଲ୍ଲା ଦାବିରେ ଅାନ୍ଦୋଳନ ଚଳାଇଥିବା ଅାନ୍ଦୋଳନାକାରୀମାନେ ତାଙ୍କୁ କିଛି ସମୟ ପାଇଁ ଅଟକାଇଥିଲେ। ଅାନ୍ଦୋଳନକାରୀମାନେ ତାଙ୍କୁ ଘେରିଯିବା ସହ ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦେବା ନେଇ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ […]

  • Friday, 16 July 2021
bb
ବଦଳିଲେ ବୁଗୁଡ଼ା ଥାନା ଅାଇଅାଇସି ରାମଚନ୍ଦ୍ର ବିଶ୍ୱାଳ

ଗଂଜାମ : ବୁଗୁଡ଼ା ଥାନା ଭିତରେ ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ଘଟଣାରେ ବଦଳିଲେ ବୁଗୁଡ଼ା ଥାନା ଅାଇଅାଇସି ରାମଚନ୍ଦ୍ର ବିଶ୍ୱାଳ। ତାଙ୍କୁ ଜିଲ୍ଲା ରିଜର୍ଭ ଅଫିସ୍‌କୁ ବଦଳି କରାଯାଇଛି। ବୁଗୁଡ଼ା ଥାନାରେ ଓକିଲ ହରପ୍ରସାଦ ଦାସଙ୍କୁ ଥାନା ଅଧିକାରୀଙ୍କ ମାଡ଼ ପ୍ରତିବାଦରେ ଗଂଜାମ ଓକିଲ ସଂଘ କାର୍ଯ୍ୟବନ୍ଦ କରିଛି। କାର୍ଯ୍ୟବନ୍ଦ ଯୋଗୁ ଗଂଜାମର ବିଭିନ୍ନ କୋର୍ଟରେ ଅାଜି କାମ ଠପ୍‌ ହୋଇଯାଇଥିଲା। ସେପଟେ ଦକ୍ଷିଣାଞ୍ଚଳ ଡିଅାଇଜି ଏବଂ ଏସ୍‌ପି ଏହି ଘଟଣାର ତଦନ୍ତ କରୁଛନ୍ତି। ମଙ୍ଗଳବାର […]

  • Friday, 16 July 2021
niranjana
ଦାରୁ ଫିକ୍ସିଂ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କଲେ ନିରଞ୍ଜନ

ଭୁବନେଶ୍ୱର : ଦାରୁ ଫିକ୍ସିଂ ଅଭିଯୋଗ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଟୁଇଟ୍ କରି ନିରଞ୍ଜନ ବିଜେଡି ସରକାରକୁ ସମାଲୋଚନା କରିବା ସହ ବିଜେଡିର ସଂଜ୍ଞା ନିରୂପଣ କରିଛନ୍ତି। ତାଙ୍କ ଅନୁସାରେ ବିଜେଡି ସଂଜ୍ଞା ହେଲା B ମାନେ ବାରମ୍ବାର  J ମାନେ ଜଗନ୍ନାଥଙ୍କ ସହିତ ଓ  D ମାନେ ଧୋକା ବୋଲି  କହିଛନ୍ତି ନିରଞ୍ଜନ। ବିଜେଡି କୋଟି କୋଟି ଜଗନ୍ନାଥ ପ୍ରେମୀକୁ ଅାଘାତ ଦେଇଥିବା ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି […]

  • Friday, 16 July 2021
ll-up
ଅାନ୍ଦୋଳନ ପ୍ରତ୍ୟାହୃତ

କଟକ : କାଲିଠାରୁ କାର୍ଯ୍ୟରେ ଯୋଗଦେବେ ଅାଇନଜୀବୀ। ଗଣ୍ଡଗୋଳ ଘଟଣାରେ ୩ ପୁଲିସ କର୍ମଚାରୀ କ୍ଷମା ମାଗିବା ପରେ ବିବାଦର ସମାଧାନ ହେବା ସହ ଓକିଲମାନଙ୍କ ଅାନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏନେଇ ବାର୍ ସାଧାରଣ ପରିଷଦ ବୈଠକରେ  ନିଷ୍ପତ୍ତି ନିଅାଯାଇଛି। ଅାଜି କଟକ ପୁଲିସ-ଓକିଲ ବିବାଦ ମାମଲାରେ ଜଣେ ହାବିଲଦାର ଓ ୨ଜଣ କନେଷ୍ଟବଳ ନିଃସର୍ତ୍ତ କ୍ଷମା ମାଗିଥିଲେ। କଟକରେ ଜଣେ ଓକିଲଙ୍କୁ ପୁଲିସ କର୍ମଚାରୀ ମାଡ଼ ମାରିବା ଅଭିଯୋଗ କରି ଅଗଷ୍ଟ ୨୯ ତାରିଖରୁ ଓକିଲମାନେ […]

  • Friday, 16 July 2021
ଗ୍ୟାସ୍ ସିଲିଣ୍ଡର ଫାଟି ୩ ମୃତ

କଳାହାଣ୍ଡି : ଗ୍ୟାସ୍ ସିଲିଣ୍ଡର ଫାଟି ୩ ମୃତ। ଏହି ମର୍ମନ୍ତୁଦ ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ଥନଟ ଗାଁରେ। ସକାଳେ ରୋଷେଇ କରିବା ବେଳେ ୫ କେଜି ବିଶିଷ୍ଟ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏଥିରେ ମାଅା ଓ ଦୁଇ ପୁଅ ଝିଅଙ୍କ ଶୋଚନୀୟ ମୃତ୍ୟୁ ହୋଇଛି।

  • Friday, 16 July 2021
11
ମନ୍ଦିରରୁ ମା’ଙ୍କ ବିଗ୍ରହ ଚୋରି ହୋଇଥିବା ଅଭିଯାଗ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ଖେଦାପଡ଼ା ସ୍ଥିତ ମାଣିକେଶ୍ୱରୀ ମନ୍ଦିରରୁ ମା’ଙ୍କ ବିଗ୍ରହ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିର କବାଟ ଭାଙ୍ଗି ଅଷ୍ଟଧାତୁରେ ନିର୍ମିତ ମା’ଙ୍କ ବିଗ୍ରହକୁ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ମୂର୍ତ୍ତି ବହୁତ ପ୍ରାଚୀନ ଏବଂ ମୂଲ୍ୟବାନ ବୋଲି କୁହାଯାଉଛି। ଅନ୍ୟପଟେ ମନ୍ଦିରରୁ ମା’ଙ୍କ ମୂର୍ତ୍ତି ଚୋରିକୁ ନେଇ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ଅଧିକ ସୂଚନାକୁ […]

  • Friday, 16 July 2021
police -lawyer
ପୁଲିସ-ଓକିଲ ବିବାଦ : ନିଃସର୍ତ୍ତ କ୍ଷମା ମାଗିଲେ ୩ ପୁଲିସ କର୍ମଚାରୀ

କଟକ  : କଟକ ପୁଲିସ-ଓକିଲ ବିବାଦରେ ନିଃସର୍ତ୍ତ କ୍ଷମା ମାଗିଲେ ୩ ପୁଲିସ କର୍ମଚାରୀ। ହାଇକୋର୍ଟରେ ସେମାନେ କ୍ଷମା ମାଗିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ହାବିଲଦାର ଓ ୨ ଜଣ କନ୍‌ଷ୍ଚେବଲ। ଏହା ପରେ ବିବାଦର ଏକପ୍ରକାର ସମାଧାନର ରାସ୍ତା ବାହାରିବ ବୋଲି ଅାଶା କରାଯାଉଛି। ସେପଟେ ଅାଜି ଅପରାହ୍ଣରେ ହାଇକୋର୍ଟ ବାର୍ ଅାସୋସିଏସନ୍‌ର ବୈଠକ ବସିବ। ସେହି ବୈଠକରେ ଅାନ୍ଦୋଳନ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ। କଟକରେ ଜଣେ ଓକିଲଙ୍କୁ ପୁଲିସ କର୍ମଚାରୀ ମାଡ଼ […]

  • Friday, 16 July 2021
kendrapada
କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ମିଳିବ ସହାୟତା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ମହାନଦୀ ମୁହାଣର ନିପାଣିଆରେ ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ଅନୁକମ୍ପା ମୂଳକ ସହାୟତା ମିଳିବ। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଗୁରୁତର ‌ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିଛି। ଯେଉଁ ମାନଙ୍କୁ ସହାୟତା ରାଶି ଦିଆଯିବ ସେମାନଙ୍କ ବାବଦରେ ସମସ୍ତ ତଥ୍ୟ ସହ ବ୍ୟାଙ୍କ ଆକାଉଣ୍ଟ ନମ୍ବର […]

  • Friday, 16 July 2021
raid
ଭିଜିଲାନ୍ସ ଜାଲ୍‌ରେ ଭଦ୍ରକ ଜୁନିୟର MVI

ଭଦ୍ରକ : ଭିଜିଲାନ୍ସ ଜାଲ୍‌ରେ ଭଦ୍ରକ ଜୁନିୟର MVI । ଅାୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିୟର MVI ଶଙ୍କର ଚୌଧୁରୀଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ ଟିମ୍। ଶଙ୍କରଙ୍କ ଭୁବନେଶ୍ୱର ସମେତ ଅନ୍ୟ ୬ଟି ଅଞ୍ଚଳରେ ଏକକାଳୀନ ଚଢ଼ଉ ହୋଇଛି। ସେପଟେ ଶଙ୍କରଙ୍କ ଭଦ୍ରକ ଚରମ୍ପା ସ୍ଥିତ ଘରେ ତାଲା ଝୁଲୁଥିବା ଜଣାପଡ଼ିଛି। ଘର ବାହାରେ ଭିଜିଲାନ୍ସ ଟିମ୍ ଅପେକ୍ଷା କରି ରହିଛନ୍ତି।  

  • Friday, 16 July 2021
police
ଅବକାରୀ ସ୍କ୍ୱାଡ୍ ଉପରେ ଅାକ୍ରମଣ

ବାଲେଶ୍ୱର  : ଅବକାରୀ ସ୍କ୍ୱାଡ୍ ଉପରେ ଅାକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଲୋକେ। ଏହି ଘଟଣା ଘଟିଛି, ବାଲେଶ୍ୱର ରୂପସା ମିରିଗିମୁଣ୍ଡି ଛକରେ। ଅବକାରୀ ସ୍କ୍ୱାଡ୍ କର୍ମଚାରୀଙ୍କୁ ଲୋକ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ାଇ ନେଇଛନ୍ତି। ଏଥିରେ ୩ ଜଣ ଗୁରୁତର ଅାହତ ହୋଇଥିବା ସୂଚନା ମିଳିଛି। ଚୋରା ମଦ କାରବାରକୁ ନେଇ ସଦର ଅବକାରୀ ସ୍କ୍ୱାଡ୍ ରୁପ୍‌ସା ଅଞ୍ଚଳରେ ଚଢ଼ାଉ କରିଥଲେ। ବିପୁଳ ପରିମାଣର ମଦ ଜବତ ସହ ଦୁଇ ଜଣଙ୍କୁ ଗିରଫ କରି […]

  • Friday, 16 July 2021
puri9
ଶ୍ରୀମନ୍ଦିରରେ ମଙ୍ଗଳ ଅାଳତି ସମୟରେ ଠେଲାପେଲା

ପୁରୀ : ପୁରୀ ଶ୍ରୀମନ୍ଦିରରେ ଠେଲାପେଲା। ଏହା ଫଳରେ ବ୍ୟାରିକେଡ ପଡିଯିବାରୁ ଜଣେ ହବିଷ୍ୟାଳି ଗୁରୁତର ଅାହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ ଭାଙ୍ଗିଯାଇଥିବାରୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।  ଅାହତ ହବିଷ୍ୟାଳିଙ୍କ ନାଁ ବିଳାସିନୀ ବେହେରା। ତାଙ୍କ ଘର ମାର୍କଣ୍ଡପୁର ବାଲିତୁଠ ଅଂଚଳରେ। ସେ ନରେନ୍ଦ୍ରକୋଣ ଅଂଚଳରେ ରହି କାର୍ତ୍ତିକବ୍ରତ କରୁଥିଲେ। ଅାଜି ମଙ୍ଗଳଅାଳତି ସମୟରେ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ ଜମିଥିଲା। ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଠେଲାପେଲା ହୋଇଥିଲା। ଅାହତଙ୍କୁ ସବୁ ପ୍ରକାର ସାହାଯ୍ୟ […]

  • Friday, 16 July 2021
anjali2
ଅାଜିଠାରୁ ଅାରମ୍ଭ ହେବ ୧୭ ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ

ଭୁବନେଶ୍ୱର  : ଅାଜିଠାରୁ ଭୁବନେଶ୍ୱର ରେଳବାଇ ଅଡିଟୋରିଅମରେ ଅାରମ୍ଭ ହେବ ୧୭ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ। ସାମାଜିକ ଅନୁଷ୍ଠାନ ସ୍ୱାଭିମାନ ପକ୍ଷରୁ ଅାୟୋଜିତ ଏହି ମହୋତ୍ସବରେ ଓଡିଶା ସହିତ ୯ଟି ରାଜ୍ୟର ପ୍ରାୟ ୩୫୦୦ ପିଲା ଯୋଗଦେବେ। ଏହି ଉତ୍ସବର ଥିମ୍‌ ‘ସଶକ୍ତ’ ରହିଥିବାବେଳେ ଭିନ୍ନକ୍ଷମ ମାନଙ୍କ ଜୀବନଜୀବିକା, ନିଯୁକ୍ତି ଓ ଦକ୍ଷତା ବିକାଶକୁ ନେଇ ସେମିନାର ଅନୁଷ୍ଠିତ ହେବ। ଅାସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ଭୁବନେଶ୍ୱର ଫିଲ୍ମ […]

  • Friday, 16 July 2021
2
ବେଲଘର ବନାଞ୍ଚଳରେ ଅସୁସ୍ଥ ମାଈ ହାତୀର ଚିକିତ୍ସା ଆରମ୍ଭ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବେଲଘର ବନାଞ୍ଚଳ ଲଙ୍କାଗଡ଼ ଜଙ୍ଗଲରେ ଅସୁସ୍ଥ ହୋଇ ପଡ଼ିରହିଥିବା ମାଈ ହାତୀର ଚିକିତ୍ସା ଆରମ୍ଭ ହୋଇଛି। ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ବୟସ ଅଧିକ ଯୋଗୁ ହାତୀଟି ଅସୁସ୍ଥ ହୋଇଥିବା ବନ ବିଭାଗ ଅନୁମାନ କରୁଛି। ଗତ କିଛି ଦିନ ଧରି କଳାହାଣ୍ଡି ଜିଲ୍ଲାର ପାଖ ଜଙ୍ଗଲରୁ କିଛି ହାତୀ ପଲ ଲଙ୍କାଗଡ଼ ଜଙ୍ଗଲକୁ ଆସି ବୁଲାବୁଲି କରୁଥିବା ବନ ବିଭାଗ କହିଛି। […]

  • Friday, 16 July 2021
elephantup
ନୀଳଗିରିରେ ପୁଣି ଥରେ ହାତୀ ଅାତଙ୍କ

ନୀଳଗିରି : ବାଲେଶ୍ୱର ନୀଳଗିରିରେ ପୁଣି ଥରେ ହାତୀ ପଳଙ୍କ ଅାତଙ୍କ । ଝାଡ଼ଖଣ୍ଡରୁ ୪୦ରୁ ଅଧିକ ହାତୀ ନୀଳଗିରି ଅଞ୍ଚଳରେ ପଶି ଅାସିଛନ୍ତି । ଗୋପାଳପୁର ଅଞ୍ଚଳର ବହୁ ସଂଖ୍ୟାରେ ଫସଲ ନଷ୍ଟ କରିଛନ୍ତି ହାତୀ। ଚାଷ ଜମି ଦେଇ ହାତୀ ଚଳ ପ୍ରଚଳ କରିବା ଯୋଗୁଁ ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ ହୋଇଛି। ସେପଟେ ହାତୀ ପଲଙ୍କ ଦୌରାତ୍ମ ଯୋଗୁଁ ଲୋକେ ଅାତଙ୍କୀତ ଅବସ୍ଥାରେ ଅଛନ୍ତି। ହାତୀ ପଲକୁ ଘଉଡ଼ାଇବା ପାଇଁ ବନ […]

  • Friday, 16 July 2021
accident 1
NH-୧୬ରେ ଟ୍ରକକୁ ପଛ ପଟୁ ପିଟିଲା ମିନି ଟ୍ରକ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଟାଙ୍ଗୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛପଟୁ ମିନି ଟ୍ରକ୍‌ ପିଟିଛି। ଏହା ଫଳରେ ଘଟଣାସ୍ଥଳରେ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଅାହତ ହୋଇଛନ୍ତି। ଅାଜି ଭୋର୍ ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଚାନ୍ଦପୁରଠାରେ ଏହି ଦୁର୍ଘଟଣା ହୋଇଛି।  

  • Friday, 16 July 2021