• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

assembly
ଫେବ୍ରୁଆରୀ ୭ରେ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ

ଭୁବନେଶ୍ୱର : ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଏ ନେଇ ଆଜି ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ। ତେବେ ୭ ତାରିଖରେ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ। ନିର୍ବାଚନ ବର୍ଷ ହୋଇଥିବାରୁ ପୂର୍ଣ୍ଣାଙ୍ଗ ବଜେଟ୍ ବଦଳରେ କାମଚଳା ବଜେଟ୍ ଆଗତ ହେବ। ବଜେଟ ଆଗତ ହେବା ପରଦିନ ଅର୍ଥାତ୍ ୮ ତାରିଖରେ ବ୍ୟୟମଂଜୁରୀ ବିଲ୍ ଉପରେ ଆଲୋଚନା […]

  • Friday, 16 July 2021
baijayanta
ବିଜେଡି ପ୍ରତି ମୋଦିଙ୍କ ନରମ ଆଭିମୁଖ୍ୟ ନେଇ ଟ୍ୱିଟରରେ ପ୍ରତିକ୍ରିୟା ରଖିଲେ ବୈଜୟନ୍ତ

ଭୁବନେଶ୍ୱର: ବିଜେଡି ଓ ନବୀନ ସରକାର ପ୍ରତି ବଲାଙ୍ଗିରରେ ମୋଦିଙ୍କ ନରମ ଆଭିମୁଖ୍ୟ ନେଇ ତେରଛା ବାଣ ମାରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପରୋକ୍ଷରେ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରି ବୈଜୟନ୍ତ ଟୁଇଟ୍ କରିଛନ୍ତି, ଏହା ଖେଳନା ବନ୍ଧୁକରେ ମରାମରି ଭଳି କଥା। ଖେଳନା ବନ୍ଧୁକରେ ଆକ୍ରମଣ ପ୍ରତି ଆକ୍ରମଣ ଚାଲିଛି। ଏଥିରୁ ଆପଣଙ୍କୁ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିବ, କିନ୍ତୁ ସବୁ ବାଣ ଫୁଟିବା ଭଳି ନିଷ୍ପ୍ରଭ। ସଂସଦର ଭୋଟିଂ ରେକର୍ଡ […]

  • Friday, 16 July 2021
n1
ପିଏମ୍ କିଶାନ ଯୋଜନାରେ ଚାଷୀଙ୍କୁ ୬ ହଜାର ନୁହେଁ, ୧୦ ହଜାର ଟଙ୍କା ଦିଅ: ମୁଖ୍ୟମନ୍ତ୍ରୀ

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଇଛାପାଲ୍ଲୀରେ ଆୟୋଜିତ କାଳିଆ ଚାଷୀ ମହାସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୩୪୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଯୋଜନାରେ ୧୪ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ କରିଥିଲେ। ଏହି ଅବସରରେ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ଚାଷୀଙ୍କୁ ୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା […]

  • Friday, 16 July 2021
baba
ଖୋଲୁଛି ଗୋଲଡେନ ବାବାଙ୍କ ଗୁମର

ଭୁବନେଶ୍ୱର: ଖୋଲୁଛି ଗୋଲଡେନ ବାବାଙ୍କ ଗୁମର। କ୍ରାଇମବ୍ରାଞ୍ଚ ଅଥନୈତିକ ଅପରାଧ ଶାଖା ହାତରେ ଲାଗିଛି ଗୋଲଡେନ ବାବାଙ୍କ ଫ୍ରଡ୍‌ ନକ୍ସା। କେମିତି ମାୟାଜାଲର ଗୁମର ରଚି ଅର୍ଥ ହଡପ କରୁଥିଲେ ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା। ତାର ଗୁମର ଖୋଲିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଗୋଟିଏ ଦିନ ରିମାଣ୍ଡରେ ଆଣି ବାବାଙ୍କ ପାଖରୁ ଫ୍ରଡ ନକ୍ସା ରହସ୍ୟ ଓଗାଳିଛି କ୍ରାଇମବ୍ରାଞ୍ଚ। ୯ଟି ଗ୍ରୁପ ଅଫ୍ କମ୍ଫାନୀରୁ ଗୋଲଡେନ ବାବାଙ୍କ ବାର୍ଷିକ ଟର୍ଣ୍ଣ ଓଭର ଥିଲା […]

  • Friday, 16 July 2021
banai
ଅଧସ୍ତନ ମହିଳା କର୍ମଚାରୀଙ୍କ ସହ ଅଶ୍ଳୀଳ ଆଚରଣ ଅଭିଯୋଗ

ସୁନ୍ଦରଗଡ଼ : ଅଫିସରେ ଅଧସ୍ତନ ମହିଳା କର୍ମଚାରୀଙ୍କ ସହ ଅଶ୍ଳିଳ ଆଚରଣ। କାମ ବାହାନାରେ ନାନା ଅଶ୍ଳୀଳ ଇଙ୍ଗିତ କରୁଛନ୍ତି ଉପରିସ୍ଥ ଅଧିକାରୀ। ସୁନ୍ଦରଗଡ଼ ବଣାଇ ଉପଖଣ୍ଡ ପ୍ରାଣି ଚିକିତ୍ସାଧିକାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ୪ ମହିଳା କର୍ମଚାରୀ। ମହିଳା କର୍ମଚାରୀଙ୍କ ସହ ବାରମ୍ବାର ଏଭଳି ଘଟିବା ପରେ ୪ ଜଣ ମିଶି ଏ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ବଣାଇ ଉପଜିଲ୍ଲାପାଳ, ସୁନ୍ଦରଗଡ଼ ଜିଲ୍ଲାପାଳ, […]

  • Friday, 16 July 2021
1
ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ପେଲେଟ ଗୁଳି

କେନ୍ଦୁଝର : କାରଖାନାରୁ ବାହାରୁ ଥିବା ପେଲେଟ ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି। ନିୟମ ଅନୁସାରେ ରାସ୍ତାରେ ପଡିଥିବା ପେଲେଟ ପରିବହନ କରୁଥିବା ଠିକା ସଂସ୍ଥା ଉଠାଇବା କଥା। ହେଲେ ଠିକା ସଂସ୍ଥାର ଅବହେଳା ଯୋଗୁଁ ରାସ୍ତାରେ ଟନ୍ ଟନ୍ ପେଲେଟ ଗୁଳି ପଡି ରହୁଛି। ଫଳରେ ଲୋକମାନେ ଅନେକ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି। ଜିଲ୍ଲାର ବଲାଣୀ, ବଡ଼ବିଲ, ଯୋଡା ଆଦି ଅଞ୍ଚଳରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ଗତକାଲି ସଦର […]

  • Friday, 16 July 2021
murder
ମକର ଯାତ୍ରା ଖର୍ଚ୍ଚ ନ ଦେବାରୁ ଜେଜେ ବାପାଙ୍କୁ ହତ୍ୟା କଲା ନାତି

ମୟୁରଭଞ୍ଜ : ମକରରେ ଅଘଟଣ। ମୟୁରଭଞ୍ଜ ଜିଲ୍ଲାରେ ଦୁଇଟି ହତ୍ୟାକାଣ୍ଡ। ମକର ଯାତ୍ରା ଲାଗି ଟଙ୍କା ନ ଦେବାରୁ ଜେଜେ ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନାତି। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦାନ୍ତିଆମୁହାଁ ଗାଁରେ ଘଟିଛି ଏଭଳି ହତ୍ୟା। ମୃତକ ହେଲେ ଦାନ୍ତିଆମୁହାଁ ଗାଁର ବେଣୁଧର ଦେହୁରୀ। ଏ ନେଇ ଖବର ପାଇବାପରେ ପୁଲିସ ନାତି ରାମଚନ୍ଦ୍ର ଦେହୁରୀକୁ ଗିରଫ କରିବା ସହ ଶବକୁ ପୋଷ୍ଟ ମର୍ଟମ ଲାଗି ପଠାଇଛି। ସେହିଭଳି ଜିଲ୍ଲାର […]

  • Friday, 16 July 2021
niranjan--1
କଂଗ୍ରେସ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : କଂଗ୍ରେସ ବିଧାୟକ ନବ ଦାସ ବିଜେଡିକୁ ଯିବା ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ସେ କହିଛନ୍ତି, ଏ କଥା ମୁଁ ବାହାରୁ ଶୁଣିବାକୁ ପାଉଛି, ଖବର ଶୁଣି ଦୁଃଖିତ। ଏହା ଦ୍ୱାରା କଂଗ୍ରେସ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯାହାର ନେତା ଅଭାବ, ସେମାନେ ବାହାରୁ ନେତା ନିଅନ୍ତି। ଆଜିକାଲି ରାଜନୀତିରେ ଆଦର୍ଶର ଅଭାବ ଦେଖାଗଲାଣି। ବ୍ୟାବସାୟିକ […]

  • Friday, 16 July 2021
mao
ହାର୍ଡକୋର ମହିଳା ମାଓ ନେତ୍ରୀଙ୍କ ଆତ୍ମସମର୍ପଣ

ମାଲକାନଗିରି  : ମାଲକାନଗିରି ଜିଲ୍ଲା ପୁଲିସ ନିକଟରେ ହାର୍ଡକୋର ମହିଳା ମାଓ ନେତ୍ରୀଙ୍କ ଆତ୍ମସମର୍ପଣ। ତାଙ୍କ ନା ଦେବେ ମାଢି ଓରଫ ଶାନ୍ତି। ୨୦୦୮ରୁ ୨୦୧୧ ମସିହା ପର୍ଯ୍ୟନ୍ତ ମାଓ ସଂଗଠନର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲା ଶାନ୍ତି।  ବିଭିନ୍ନ ହିଂସାକାଣ୍ଡରେ ଶାନ୍ତି ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା। ମିଥାଲି ଥାନା ଅଂଚଳରେ ଅନେକ ନିରୀହ ଲୋକଙ୍କୁ ହତ୍ୟା, କାଲିମେଳା ବିଛିନ୍ନାଞ୍ଚଳରେ ଅନେକ ହିଂସା କାଣ୍ଡ ଘଟଣାରେ ସାମିଲ ଥିଲା ଶାନ୍ତି। ତେବେ ମାଓବାଦୀ ନିଜ […]

  • Friday, 16 July 2021
kalikesh
ମୋଦିଙ୍କୁ କଳିକେଶଙ୍କ ଚିଠି

ଭୁବନେଶ୍ୱର : ବଲାଙ୍ଗିର ଗସ୍ତ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଂସଦ କଳିକେଶ ସିଂହଦେଓଙ୍କ ଚିଠି। ଚିଠିରେ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି କଳିକେଶ। ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ସେ ଚିଠିରେ ଲେଖିଛନ୍ତି। ରେଳଲାଇନ ପାଇଁ ସୋନପୁର ଜିଲ୍ଲାରେ ଜମି ଦିଆସରିଥିବାବେଳେ ଟେଣ୍ଡର ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି। ବଲାଙ୍ଗିର-ସୋନପୁର ମଧ୍ୟରେ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ସହ କଣ୍ଟାବାଞ୍ଜିରେ ରେଳ ୱାଗନ ଫ୍ୟାକ୍ଟ୍ରି ପ୍ରତିଷ୍ଠା, ବଲାଙ୍ଗିରରୁ ଦିଲ୍ଲୀ ଭାୟା ପ୍ରୟାଗରାଜ ଦେଇ […]

  • Friday, 16 July 2021
d1
ଦୋକାନ ଉପରକୁ ଘନ ଘନ ବୋମା ମାଡ଼ କରି ଦୁର୍ବୃତ୍ତ ଫେରାର

ସାଲେପୁର: ସାଲେପୁରରେ ସିରିଜ୍‌ ବୋମାମାଡ଼। ଦୋକାନ ଉପରକୁ ଗୋଟେ ପରେ ଗୋଟେ ଲଗାତର ୯ଟି ବୋମା ପକାଇ ଦୁର୍ବୃତ୍ତ ଚମ୍ପଟ୍‌ ମାରିଛନ୍ତି। ନେମାଳ ଥାନା ଅନ୍ତର୍ଗତ ସେକ୍‌ସନ୍ ବଜାରରେ ଥିବା ଏକ ଦୋକାନ ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି। ଏହି ବୋମା ମାଡ଼ରେ ଔଷଧ ଓ ମିଠା ଦୋକାନ ସମେତ ଅନ୍ୟ କିଛି ଦୋକାନ ମଧ୍ୟ କ୍ଷତି ହୋଇଛି। ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି। ତେବେ ଏହି […]

  • Friday, 16 July 2021
dama
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଦାମ ରାଉତ

ଭୁବନେଶ୍ୱର : କନ୍ଧମାଳର ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାକୁ ନେଇ ବିଧାୟକ ଦାମୋଦର ରାଉତ କ୍ଷୋଭ ପ୍ରକାଶ କରିଛନ୍ତି। ନବୀନ ସରକାରରେ ମହିଳା ସୁରକ୍ଷିତ ନାହାନ୍ତି ବୋଲି ସେ କହିଛନ୍ତି।  ପ୍ରଶାସନିକ ଅଧିକାରୀ ଓ ରାଜନେତାମାନଙ୍କର ମହିଳାଙ୍କ ପ୍ରତି ଦରଦ ନାହିଁ।  ବିଭିନ୍ନ ମାମଲାରେ ସେମାନଙ୍କର ସଂପୃକ୍ତି ରହିଛି ବୋଲି ଦାମ ରାଉତ କହିଛନ୍ତି। ଘଟଣାରେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର। ନଚେତ ମହିଳା ଓ ଶିଶୁ କଲ୍ୟାଣ […]

  • Friday, 16 July 2021
rasogola
ମକର ସଂକ୍ରାନ୍ତିରେ ହେବ ରସଗୋଲା ମହୋତ୍ସବ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମକର ସଂକ୍ରାନ୍ତିରେ ଓଡ଼ିଶା ଟେଲିଭିଜନ ନେଟ୍‌ୱର୍କ, ଭାରତ ମସଲା ସହଯୋଗରେ ଆୟୋଜନ କରୁଛି ରସଗୋଲା ମହୋତ୍ସବ। ଭୁବନେଶ୍ୱର ପଟିଆ ବିଗ୍‌ବଜାର ନିକଟସ୍ଥ ପାଲଟ୍ରୋନିକ୍ସ ପଡିଆରେ ଅପରାହ୍ନ ୩ଟାରୁ ଏହି ମହୋତ୍ସବ ଆରମ୍ଭ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଅଧିକ ରସଗୋଲା କାରିଗର ଯୋଗ ଦେବେ। ଏଥର ମହୋତ୍ସବର ସ୍ଲୋଗାନ ରହିଛି ‘ରସଗୋଲା ସେବେଠୁ, ରଥଯାତ୍ରା ଯେବେଠୁ’। ସନ୍ଧ୍ୟାରେ ଓଲିଉଡ୍‌ର କଣ୍ଠଶିଳ୍ପୀମାନେ ସଂଗୀତ ପରିବେଷଣ କରିବାର ମଧ୍ୟ କାର୍ଯ୍ୟକ୍ରମ […]

  • Friday, 16 July 2021
nava
ବିଜେଡିରେ ସାମିଲ ନେଇ ନବଙ୍କ ଇଙ୍ଗିତ

ଭୁବନେଶ୍ୱର : ରାହୁଲଙ୍କ ଗସ୍ତ ପୂର୍ବରୁ କଂଗ୍ରେସକୁ ଲାଗିପାରେ ଝଟକା। ବିଜେଡିରେ ସାମିଲ ହେବା ନେଇ ଇଙ୍ଗିତ ଦେଲେ ବରିଷ୍ଠ ବିଧାୟକ ନବ ଦାସ। ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଲୋକଙ୍କ ମତ ବାବଦରେ ତାଙ୍କୁ ଜଣାଇବେ ବୋଲି କହିଛନ୍ତି। ତେବେ ବିଜେଡିରୁ ୨୦୧୯ମସିହା ନିର୍ବାଚନ ଲଢିବେ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଲୋକେ ନିଷ୍ପତ୍ତି ନେଇ […]

  • Friday, 16 July 2021
b11
ଖୋଲିଲା ବମିଖାଲ ଫ୍ଲାଏଓଭର୍‌

ଭୁବନେଶ୍ୱର: ଖୋଲିଲା ବମିଖାଲ ଫ୍ଲାଏଓଭର ବ୍ରିଜ୍। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଏଓଭର ବ୍ରିଜ୍‌କୁ ଉଦ୍‌ଘାଟନ କରିଛନ୍ତି। ପ୍ରାୟ ୧୫୪୭ ମିଟର ଲମ୍ବ ଏହି ଫ୍ଲାଏଓଭର ନିର୍ମାଣରେ ୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୨ ମସିହାରୁ ବମିଖାଲ ଫ୍ଲାଏଓଭର ବ୍ରିଜ୍‌ର ନିର୍ମାଣ କାମ ଆରମ୍ଭ ହୋଇଥିଲା। ତେବେ ଏହା ଶେଷ ହେବା ପାଇଁ ୭ ବର୍ଷ ସମୟ ଲାଗିଛି। ଫ୍ଲାଏଓଭର ନିର୍ମାଣ ବେଳେ ବାରମ୍ବାର ଦୁର୍ଘଟଣା ଘଟିବା ଫଳରେ ୨ ଜଣଙ୍କ ଜୀବନ ବି […]

  • Friday, 16 July 2021
bolangiri
ପୂରଣ ହେବାକୁ ଯାଉଛି ବଲାଙ୍ଗିରବାସୀଙ୍କ ସ୍ୱପ୍ନ

ବଲାଙ୍ଗିର : ଆଉ ଟିକେ ଆଗେଇବାକୁ ଯାଉଛି ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପ। ଆଉ ୧୯ କିଲୋମିଟର ରୁଟ୍‌ରେ ଆରମ୍ଭ ହେବ ଟ୍ରେନ୍ ସେବା। ଖୋର୍ଦ୍ଧାରୁ ନୟାଗଡ଼ ୬୬ କିଲୋମିଟର ରୁଟ୍‌ରେ ପୂର୍ବରୁ ଟ୍ରେନ୍‌ ଚାଲୁଥିବା ବେଳେ ଏଥର କିନ୍ତୁ ଟ୍ରେନ୍ ଚାଲିବ। ବଲାଙ୍ଗିର ପଟୁ ସେପଟେ ଟ୍ରେନ୍ ଚାଲିବା ଦ୍ୱାରା ଏହି ଅନୁନ୍ନତ ଅଚଳର ବିକାଶ ସହ ବେପାର ବଣିଜର ବାଟ ଖୋଲିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି। ଅନ୍ୟପଟେ ଷ୍ଟେସନର ନାମ କରଣକୁ […]

  • Friday, 16 July 2021
iron rod
ଛାତିରେ ପଶିଗଲା ଲୁହା ରଡ଼

କେନ୍ଦୁଝର  : ଛାତିରେ ଲୁହା ରଡ଼ ପଶିଯିବାରୁ ବାଳକ ଗୁରୁତର। କେନ୍ଦୁଝର ଟାଉନ ଥାନା ଡିମ୍ବୋ ଗାଁରେ ଏହି ଅଘଟଣ ଘଟିଛି। ଡିମ୍ବୋ ଗାଁର ଚନ୍ଦନ ମହାକୁଡ଼ ଏକ ଲୁହା ରଡ଼ ଧରି ଖେଳୁଥିବା ବେଳେ ହଠାତ୍ ରଡ଼ ଉପରେ ପଡିଯାଇଥିଲେ। ଫଳରେ ଲୁହା ରଡ଼ଟି ତାଙ୍କ ଛାତିରେ ପଶି ଯାଇଥିଲା। ପରିବାର ଲୋକ ଜାଣିବା ପରେ ଚନ୍ଦନଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରିସ୍ଥିତି ଜଟିଳ ହେବାରୁ କଟକକୁ ସ୍ଥାନାନ୍ତର […]

  • Friday, 16 July 2021
b1
ସହିଦ ଯବାନଙ୍କୁ ଭୁବନେଶ୍ୱର ବସ୍‌ ମାଲିକ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପୁଲ୍‌ଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଭୁବନେଶ୍ୱର ବସ୍‌ ମାଲିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ସହିଦଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରାରେ ବସ୍‌ ମାଲିକ ସଂଘର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ଆତଙ୍କବାଦୀ ଆକ୍ରମଣକୁ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ପାକିସ୍ତାନ ବିରୋଧି ନାରା ମଧ୍ୟ ଦିଆଯାଇଥିଲା। ଏହାସହ ଓଡ଼ିଶାର ଦୁଇ ସହିଦଙ୍କ ପରିବାରକୁ ସଂଘ ପକ୍ଷରୁ ସହାୟତା ପ୍ରଦାନ କରାଯିବା ନେଇ ସୂଚନା […]

  • Friday, 16 July 2021
nilagiri
ନୀଳଗିରି ବ୍ଲକ୍‌ ସିନ୍ଦୁରିଆ ଗାଁରେ ହାତୀଙ୍କ ଉପଦ୍ରବ

ନୀଳଗିରି : ନୀଳଗିରି ବ୍ଲକ୍‌ ସିଆଡ଼ିମାଳ ପଞ୍ଚାୟତ ସିନ୍ଦୁରିଆ ଗାଁରେ ହାତୀ ପଶି ବ୍ୟାପକ ଧାନ ଖାଇବା ସହ ଦୁଇଟି ଘର ଭାଙ୍ଗି ନଷ୍ଟ କରିଦେଇଛନ୍ତି। ଘଟଣାକୁ ଏକ ସପ୍ତାହରୁ ଅଧିକ ସମୟ ବିତିଲେବି କ୍ଷତିଗ୍ରସ୍ତ ଲୋକଙ୍କୁ କୌଣସି ସୁବିଧା ମିଳିନଥିବା ଅଭିଯୋଗ ହୋଇଛି। ଗାଁର ଉଜ୍ୱଳ ସିଂ ଓ ରାଜୁ ସିଂ ଏବେ ଶୀତ କାକରରେ ନିଜ ପରିବାରକୁ ଧରି ପାଲ ତଳେ ଜୀବନ ବିତାଉଛନ୍ତି। ବନ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ଏହି କ୍ଷତିଗ୍ରସ୍ତ […]

  • Friday, 16 July 2021
bus
ଓଲଟିଲା ପିକନିକ୍ ବସ୍‌

ଦେବଗଡ଼  : ବଣାଇରେ ଓଲଟିଲା ପିକନିକ୍ ବସ୍‌। ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଗତକାଲି ରାତିରେ ଦେବଗଡ଼ ଜିଲ୍ଲା ଲଇମରା ସ୍କୁଲର କର୍ମଚାରୀମାନେ ପିକନିକ୍ ଲାଗି ବସ୍‌ରେ ପୁରୀ ଯାଉଥିଲେ। ବଣାଇ ଟିକାୟତପାଲି ଥାନା କୁଲୁକୁତା ଘାଟି ନିକଟରେ ବସ୍ ଘାଟି ତଳକୁ ଖସି ପଡିଥିଲା। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ୫ ଜଣ ଆହତ ହୋଇଥିବା ଜଣା ପଡିଛି।  ଟିକାୟତପାଲି ଥାନା ପୁଲିସ ଘଟଣର ତଦନ୍ତ ଆରମ୍ଭ କରିଛି।  

  • Friday, 16 July 2021
sbiu
ଏସ୍‌ବିଆଇ୍ ଏଟିଏମ୍‌ରୁ ଲୁଟ୍ ଉଦ୍ୟମ

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ତେଲକୋଇ ଆକୁଳ ଏସ୍‌ବିଆଇ୍ ଏଟିଏମ୍‌ରୁ ଲୁଟ୍ ଉଦ୍ୟମ। ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଏଟିଏମ୍‌କୁ ତାଡ଼ି ନେବାକୁ ଚେଷ୍ଟା କରିଥିଲେ। ଦୁବୃର୍ତ୍ତମାନେ ଲୁହା ରଡ଼ ସାହାଯ୍ୟରେ ଏଟିଏମ୍‌ର ମନିଟର୍‌କୁ ବାଡ଼େଇ ଭାଙ୍ଗି ଦେଇଛନ୍ତି। ଏହାସହ ATMର ଟଙ୍କା ବାକ୍ସକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଦୁବୃର୍ତ୍ତ। ହେଲେ ଏଥିରେ ସଫଳ ହୋଇନଥିଲେ। ତେବେ ଦୁବୃର୍ତ୍ତ ଏଟିଏମ୍‌ରୁ ୨ଟି ବ୍ୟାଟେରିକୁ ନେଇ ପଳାଇଥିବା ଜଣାପଡ଼ିଛି। ପୁଲିସ ଓ ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ […]

  • Friday, 16 July 2021
tree-cutting
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଗଛ କଟାକୁ ନେଇ ବିବାଦ

ବଲାଙ୍ଗିର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଗଛ କଟାକୁ ନେଇ ବିବାଦ। ମୋଦିଙ୍କ ଗସ୍ତ ପାଇଁ ଅସ୍ଥାୟୀ ହେଲିକପ୍ଟର୍ ବ୍ୟବସ୍ଥା କରାଯାଇଛି। ତେବେ ଏଥିପାଇଁ ପ୍ରାୟ ହଜାରରୁ ୧୨ ଶହ ଚାରା ଗଛ କଟା ଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ବଲାଙ୍ଗିର ଡିଏଫ୍ଓ ସମୀର ଶତପଥୀ। ମୋଦିଙ୍କ ସଭା ପାଇଁ ପ୍ରସ୍ତାବିତ ରେଳ ଷ୍ଟେସନ୍ ପାଖ ପଡ଼ିଆ ପରିଦର୍ଶନ କରିଛନ୍ତି DFO। ବନୀକରଣ ପାଇଁ ଲଗାଯାଇଥିବା ଏହି ଚାରା ଗଛକୁ କାହା ନିର୍ଦ୍ଦେଶରେ […]

  • Friday, 16 July 2021
bjp
ବିଜେପିର ‘ଲାଲ୍ ଚୁଡ଼ି ସଂଗ୍ରହ ଅଭିଯାନ’

ଭୁବନେଶ୍ୱର :  ରାଜ୍ୟରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣାକୁ ନେଇ ଅଭିନବ ଉପାୟରେ ବିରୋଧ କରିବ ବିଜେପି। ଦଳ ମହିଳା ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହେବ ଲାଲ୍ ଚୁଡ଼ି ସଂଗ୍ରହ ଅଭିଯାନ। ଆସନ୍ତାକାଲି ଠାରୁ ବିଭିନ୍ନ ପ୍ରାନ୍ତରୁ ଚୁଡ଼ି ସଂଗ୍ରହ କରାଯାଇ ଏହାକୁ ନବୀନ ନିବାସକୁ ପଠାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା। ଆସନ୍ତା ୧୪, ୧୮ ତାରିଖରେ ବାଳୁକା କଳା ଦ୍ୱାରା ଜନଜାଗରଣ ସୃଷ୍ଟି କରାଯିବ। ୧୫ […]

  • Friday, 16 July 2021
school2
ଭୁବନେଶ୍ୱରରେ ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାଙ୍କୁ ପୁଣି ମିଳିଛି ଅଣ୍ଡା

ଭୁବନେଶ୍ୱର : ଭୁବନେଶ୍ୱରରେ ମଧ୍ୟାହ୍ନ ଭୋଜନରେ ପୁଣିଥରେ ପିଲାଙ୍କୁ ଅଣ୍ଡା ମିଳିଛି। ଭୁବନେଶ୍ୱର ବିଇଓ ଅଧିନରେ ଥିବା ୨୭୩ଟି ଏଲିମେଣ୍ଟାରୀ ସ୍କୁଲରେ ସପ୍ତାହକୁ ୨ ଦିନ ଶନିବାର ଓ ବୁଧବାର ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ସିଝା ଅଣ୍ଡା ମିଳିବ। ଏହାଦ୍ୱାରା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୫୦ହଜାର ଛାତ୍ରଛାତ୍ରୀ ଉପକୃତ ହୋଇପାରିଛନ୍ତି। DEO କାର୍ଯ୍ୟାଳୟରୁ ସିଧାସଳଖ ସ୍କୁଲକୁ ଅଣ୍ଡା ପିଛା ମିଳିବ ୫ ଟଙ୍କା।  ଭୁବନେଶ୍ୱର ବ୍ଲକ୍‌ ଶିକ୍ଷାଧତ୍କାରୀ ସସ୍ମିତା ମାଲୀ ଏହି ସୂଚନା ଦେଇଛନ୍ତି। ୨୦୧୬ରୁ […]

  • Friday, 16 July 2021
rahul
୨୫ ତାରିଖରେ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ହେବ ରାହୁଲ ଗାନ୍ଧିଙ୍କ ସାଧାରଣ ସଭା

ଭୁବନେଶ୍ୱର :  କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଓଡ଼ିଶା କାର୍ଯ୍ୟକ୍ରମ ନେଇ କଳ୍ପନାଜଳ୍ପନାର ଅନ୍ତ। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଷ୍ଟାଡିୟମରେ ହେବ ରାହୁଲ ଗାନ୍ଧିଙ୍କ ସାଧାରଣ ସଭା। ଆସନ୍ତା ୨୫ତାରିଖରେ ସଭା ହେବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି। ରାହୁଲ ୨୫ ତାରିଖ ଦିନ ପୂର୍ବାହ୍ନ ୧୦ଟାରୁ ପ୍ରାୟ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। ଏହି ସମୟରେ ସେ ସିଭିଲ୍ ସୋସାଇଟି, ଚାଷୀ ଓ HALର ପ୍ରତିନିଧି ତଥା ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା […]

  • Friday, 16 July 2021