• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

water
ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ରାଜଧାନୀବାସୀ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପରେ ଏବେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। କେଉଁଠି ପାଣି ପାଇଁ ଲୋକେ ରାସ୍ତାକୁ ଓହ୍ଲାଇଲେଣି  ତ ଆଉ କେଉଁଠି ବିଦ୍ୟୁତ୍‌ ନଥିବାରୁ ଦୁର୍ଦ୍ଦଶା ଭିତରେ ଲୋକେ ଜୀବନ କାଟୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ପାଣି ଓ ବିଦ୍ୟୁତ୍‌ ସମସ୍ୟା ସୃଷ୍ଟି ହୋଇଛି। ପାଣି ପାଇଁ ରାଜଧାନୀବାସୀ ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ଗତ ୩ ଦିନ ହେବ ପାଣି ନଥିବାରୁ ଭୁବନେଶ୍ୱର ପଟିଆ ଅଞ୍ଚଳର ବାସିନ୍ଦା ଆଜି ପଟିଆ-ନନ୍ଦନକାନନ ରାସ୍ତା […]

  • Saturday, 17 July 2021
12
ଭୁବନେଶ୍ୱରରେ ଘୂର୍ଣ୍ଣିଝଡ଼ ,ପୁଣି ଘଡ଼ଘଡି ସହ ବର୍ଷା

ଭୁବନେଶ୍ବର :  ରାଜଧାନୀରେ ବାତ୍ୟା ବିପନ୍ନଙ୍କୁ ପୁଣି ଡରାଇଲା ପ୍ରବଳ ବର୍ଷା ଓ ପବନ।  କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଥିଲା। ବାତ୍ୟାର ୩ ଦିନ ପରେ ପ୍ରବଳ ବେଗରେ ପନବ ଓ ବର୍ଷା ଯୋଗୁଁ ବିପନ୍ନଙ୍କ ଦୁର୍ଦ୍ଦଶା ବଢି ଯାଇଛି।  ଅଣ୍ଟା ସିଧା କରିବାକୁ ପ୍ରୟାସ ଜାରି ରଖିଥିବାବେଳେ ବର୍ଷାରେ ପୁଣି କ୍ଷତିଗ୍ରସ୍ତ ଘର ଗୁଡିକରେ […]

  • Saturday, 17 July 2021
cm-naveen-patnaik
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ ପାଇଁ ଜାରି ହେଲା ଦୁଇଟି ଆକାଉଣ୍ଟ

ଭୁବନେଶ୍ୱର: ବାତ୍ୟାରେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ଓଡ଼ିଶା। ରାଜ୍ୟର ଅନେକ ଜିଲ୍ଲା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ପ୍ରଭାବିତଙ୍କୁ ସହାୟତା କରିବାକୁ ରାଜ୍ୟ ସରକାର ଆହ୍ୱାନ ଦେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ କରିବାକୁ ଦୁଇଟି ଆକାଉଣ୍ଟ ନମ୍ବର  ଜାରି ହୋଇଛି। ପ୍ରଥମ ଆକାଉଣ୍ଟ ନମ୍ବର ହେଲା-11109339165 ,ଏହାର IFSC କୋଡ୍ ହେଉଛି SBIN 0010236,   ଅନ୍ୟ ଏକ ଆକାଉଣ୍ଟ ନମ୍ବର ହେଲା 10566116417, ଏହାର […]

  • Saturday, 17 July 2021
baijayanta
ସଲିମ୍ ଖାନ୍‌ଙ୍କ ସୁରକ୍ଷା ପାଇଁ ଅପିଲ କଲେ ବୈଜୟନ୍ତ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ବିଜେଡି ସଂଖ୍ୟାଲଘୁ ସେଲ୍‌ର ପୂର୍ବତନ ସଭାପତି ସଲିମ୍ ଖାନ୍‌ଙ୍କ ଅଡିଓ ଟେପ୍ ଖୁଲାସା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। କହିଛନ୍ତି ,ମୋ ବିରୋଧରେ ଗତ ୨-୩ ବର୍ଷ ହେଲା ଦଳ ଭିତରେ ଷଡ଼ଯନ୍ତ୍ର ଚାଲିଥିବା କହି ଆସୁଥିଲି। ଆଉ ଏବେ ସେ ଅଡିଓ ଟେପ୍‌ରୁ ସ୍ପଷ୍ଟ ହୋଇଛି ଯେ, P ନାମରେ ଜଣେ ବ୍ୟକ୍ତି ଏଭଳି ଷଡ଼ଯନ୍ତ୍ର କରୁଛନ୍ତି। ଏପରିକି ମୋତେ ଓ ମୋ ସହଯୋଗୀଙ୍କୁ ମଧ୍ୟ ହଇରାଣ କରିବାକୁ […]

arrest
ଲଜ୍‌ରେ ଚଢ଼ାଉ, ୩ ଯୁବତୀ ଗିରଫ

ପାରଳାଖେମୁଣ୍ଡି: ଲଜ୍‌ରେ ଚଢ଼ାଉ କରି ଯୁବତୀଙ୍କ ସମେତ ଗ୍ରାହକଙ୍କୁ ଗିରଫ କଲା ପୁଲିସ୍‌। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ଇନ୍ଦ୍ର ଲଜ୍‌ରେ ଚଢ଼ାଉ କରି ପୁଲିସ୍‌ ୩ ଜଣ ଯୁବତୀ, ୩ ଜଣ ଗ୍ରାହକ ଓ ଲଜ୍ ମାଲିକଙ୍କୁ ଗିରଫ କରିଛି। ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଲଜ୍‌ରେ ସେକ୍ସ ରାକେଟ୍ ଚାଲିଥିବା ଖବର ପାଇ ପୁଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ୪ଟି ମୋବାଇଲ୍, ୩ହଜାର ୮୪୦ ଟଙ୍କା ସମେତ ଅନ୍ୟାନ୍ୟ […]

  • Saturday, 17 July 2021
train
ଫୋନି ଯୋଗୁଁ ପ୍ରଭାବିତ ଟ୍ରେନ୍ ସେବାରେ ସୁଧାର

ଭୁବନେଶ୍ୱର : ବାତ୍ୟା ‘ଫୋନି’ ଯୋଗୁ ପ୍ରଭାବିତ ହୋଇଥିବା ଟ୍ରେନ୍ ସେବା ଧୀରେ ଧୀରେ ସ୍ୱାଭାବିକ ହେଉଛି। ବର୍ତ୍ତମାନ କିଛି ରୁଟ୍‌ରେ ଆଂଶିକ ଭାବେ ଟ୍ରେନ୍‌ ଚଳାଚଳ କରୁଛି। ଭଦ୍ରକ-ବିଜୟନଗରମ୍ ରୁଟ୍‌ରେ ଟ୍ରେନ ଆଂଶିକ ଭାବେ ଚଳାଚଳ କରୁଥିବା ବେଳେ ଭୁବନେଶ୍ୱରରୁ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ଆଜି ରାତି ୧୧ଟା ୩୦ରେ ଛାଡ଼ିବ। ହୀରାଖଣ୍ଡ ଏକ୍ସପ୍ରେସ ଆଜି ରାତି ୧୨ଟା ୩୦ରେ ଭୁବନେଶ୍ୱର ଛାଡ଼ିବ। ଭୁବନେଶ୍ୱର-ବୋକାରୋ ଗରିବ ରଥ ରାତି ୧୦ଟା […]

  • Saturday, 17 July 2021
jk
ନାହିଁ ନାହିଁ ଭିତରେ ଛଟପଟ ସ୍ମାର୍ଟସିଟିର ଜନଜୀବନ

ଭୁବନେଶ୍ୱର : ପାଣି ପାଇଁ ହାହାକାର। ପିଇବାକୁ ପାଣି ନାହିଁ। ଗାଧୋଇବା ଓ ଅନ୍ୟାନ୍ୟ କଥା ପଚାରେ କିଏ? ପାଣି ବାଲ୍‌ଟିଏ ପାଇଁ ଟ୍ୟୁବୱେଲ ଆଗରେ ଲାଗିଛି ଲମ୍ୱା ଲାଇନ୍‌। ଏହି ଲମ୍ବା ଲାଇନ ହିଁ ବର୍ଣ୍ଣନା କରୁଛି ରାଜଧାନୀ ଭୁବନେଶ୍ୱର ବାସୀଙ୍କୁ କିଭଳି ଦୁର୍ଦ୍ଦଶା ମଧ୍ୟକୁ ଠେଲି ଦେଇଛି ସାମୁଦ୍ରିକ ଝଡ଼ ‘ଫୋନି’। ବାତ୍ୟା ମାଡ଼ରେ ବିଦ୍ୟୁତ୍ ସେବା ଭୁଶୁଡି ପଡିବା ପରେ ଜଳ ଯୋଗାଣ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ବାତ୍ୟା ଆଶଙ୍କାରେ କିଛି ଲୋକ […]

  • Saturday, 17 July 2021
hh
ଓଡ଼ିଶା ଫୋନି ପ୍ରଭାବିତଙ୍କ ପାଇଁ ୟୁପି ଓ ତାମିଲନାଡୁର ସହାୟତା

ଭୁବନେଶ୍ୱର : ଓଡ଼ିଶାରେ ବାତ୍ୟା ଫୋନିର ତାଣ୍ଡବ ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଫୋନି ପ୍ରଭାବିତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ଓ ତାମିଲନାଡୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ କୋଟି ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ସେହିଭଳି କେରଳ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ କୋଟି ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

  • Saturday, 17 July 2021
watr
ପାଣି ମୁନ୍ଦାଏ ପାଇଁ ଡହଳବିକଳ ରାଜଧାନୀ ବାସିନ୍ଦା

ଭୁବନେଶ୍ୱର : ବାତ୍ୟା ଫୋନି ପରେ ଦୁର୍ଦ୍ଦଶା ବଢ଼ାଇଛି ପାଣି ସମସ୍ୟା। ପାଣି ମୁନ୍ଦାଏ ପାଇଁ ରାଜଧାନୀ ଭୁବନେଶ୍ୱରରେ ଡ଼ହଳବିକଳ ହେଉଛନ୍ତି ଲୋକେ। ଦାମ୍‌ ଅଧିକ ହେଲେ ବି ଲୋକେ ବାଧ୍ୟ ହେଉଛନ୍ତି ଜେନେରେଟର ଭଡ଼ାରେ ନେଇ ପାଣି ଟାଙ୍କିକୁ ପାଣି ଉଠାଇବାକୁ। ଅନେକ ଲୋକ କାର୍‌ରେ ମଧ୍ୟ ପାଣି ବୋହୁଥିବା ଦେଖିବାକୁ ମିଳିଛି। ସେପେଟେ ଯେଉଁଠି ଜେନେରେଟର ଚାଲୁଛି ମୋବାଇଲ ଚାର୍ଜ କରିବାକୁ ଲୋକଙ୍କ ଭିଡ଼ ଲାଗୁଛି।

  • Saturday, 17 July 2021
subrat
ଭୁବନେଶ୍ୱରରେ କେବେ ସ୍ୱାଭାବିକ ହେବ ବିଜୁଳି ସଂଯୋଗ ?

ଭୁବନେଶ୍ୱର :  ରାଜଧାନୀ ଭୁବନେଶ୍ୱରରେ ବିଜୁଳି ସଂଯୋଗ କେବେ ସ୍ୱାଭାବିକ ହେବ ସେ ନେଇ ସ୍ପଷ୍ଟ ସୂଚନା ଦେଇପାରନି ସେସୁ। ୧୦ ହଜାରରୁ ଅଧିକ ବିଦ୍ୟୁତ୍‌ ଖୁଣ୍ଟ ଉପୁଡିଥିବାରୁ ଏଗୁଡ଼ିକୁ ମରାମତି କରି ବିଜୁଳି ସଂଯୋଗ କରିବା ନେଇ ହାତ ଟେକି ଦେଇଛି ସେସୁ। ପ୍ରାୟ ୧୫ ଶହ କର୍ମଚାରୀ ଏବେ ବିଦ୍ୟୁତ୍‌ ସଂଯୋଗ ପାଇଁ କାମରେ ଲାଗିଛନ୍ତି।  ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସେସୁ କଣ୍ଟ୍ରୋଲ ରୁମ୍‌ରେ ଆଜି ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ପହଁଞ୍ଚି […]

  • Saturday, 17 July 2021
sesu
‘ଆଜି ସୁଦ୍ଧା ଜରୁରୀକାଳୀନ ଅନୁଷ୍ଠାନକୁ ବିଦ୍ୟୁତ୍‌ ଯୋଗାଣ କରାଯିବ’

ଭୁବନେଶ୍ୱର : ବାତ୍ୟା ପରବର୍ତ୍ତୀ ବିଦ୍ୟୁତ୍‌ ପୁନରୁଦ୍ଧାର କାମ ନେଇ ସୂଚନା ଦେଇଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା। ଆଜି ସୁଦ୍ଧା ଜରୁରୀକାଳୀନ ଅନୁଷ୍ଠାନକୁ ବିଦ୍ୟୁତ୍‌ ଯୋଗାଣ କରାଯିବ। ହସ୍ପିଟାଲ, ରେଲ୍‌ୱେ, ଏୟାରପୋର୍ଟକୁ ଆଜି ହେବ ବିଦ୍ୟୁତ୍‌ ଯୋଗାଣ। ଆସନ୍ତାକାଲି ଘରୋଇ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସେବା ଦିଆଯିବ। ବାତ୍ୟାରେ ୧୨୦୦ କୋଟି ଟଙ୍କାର କ୍ଷତି ହୋଇଛି ବୋଲି କହିଛନ୍ତି ଶକ୍ତି ସଚିବ।

  • Saturday, 17 July 2021
jay 2
କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ବୈଜୟନ୍ତ ପଣ୍ଡା

ପାଟକୁରା(ମନୋଜ ସ୍ୱାଇଁ) : ଫୋନିର ତାଣ୍ଡବରେ କ୍ଷତିଗ୍ରସ୍ତ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ଅଞ୍ଚଳ। ଆଜି ଜିଲ୍ଲାର ବିଭିନ୍ନ କ୍ଷତିଗ୍ରସ୍ତ ସ୍ଥାନକୁ ଯାଇ ସ୍ଥିତି ପରଖିଛନ୍ତି  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଜିଲ୍ଲାର ବାରୁଅ ପଂଚାୟତର ଇଟିପୁର, ଗିଗହିଡ଼ିଆ, ନିଲିକନା ଅଞ୍ଚଳ ବୁଲି କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ସହଯୋଗର ହାତ ବଢାଇଛନ୍ତି ବୈଜୟନ୍ତ ପଣ୍ଡା। କେନ୍ଦ୍ରସରକାରଙ୍କ ପକ୍ଷରୁ ଆଗୁଆ ସହାୟତା ରାଶି ପ୍ରଦାନ କରାଯାଇଛି। ଆସନ୍ତା […]

  • Saturday, 17 July 2021
protest
ଖାଦ୍ୟ, ପଲିଥିନ ମିଳୁନଥିବା ଅଭିଯୋଗରେ ପ୍ରତିବାଦ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ବାତ୍ୟା ‘ଫୋନି’ର ପ୍ରଭାବ ଜଗତସିଂହପୁରରେ ମଧ୍ୟ ପଡିଛି। ସରକାରୀ ସାହାଯ୍ୟରୁ ବଞ୍ଚିତ ହୋଇ କ୍ଷୁବ୍ଧ ହୋଇଛନ୍ତି ଏଠାକାର କ୍ଷତିଗ୍ରସ୍ତ। ବିରିଡି ବ୍ଲକ୍‌ର ଅନେକ ଲୋକ ଆଜି ପ୍ରତିବାଦରେ ବ୍ଲକ୍‌ ଓ ତହସିଲ ଅଫିସ୍‌ ଘେରାଉ କରିଥିଲେ। ଏପରିକି ତହସିଲ ଅଫିସ୍‌ରେ ଧସେଇ ପଶିଥିଲେ ଏବଂ ତାଲା ମଧ୍ୟ ପକାଇ ଦେଇଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌କୁ ଡାକିବାକୁ ପଡିଥିଲା। ତେବେ ଉତ୍ତ୍ୟକ୍ତ ଲୋକ ପୁଲିସ୍‌ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ଧସ୍ତାଧସ୍ତି […]

  • Saturday, 17 July 2021
puri
ବାତ୍ୟା ଫୋନି ଯୋଗୁଁ ପୁରୀ ଶ୍ରୀମନ୍ଦିର ବ୍ୟାପକ କ୍ଷତିଗ୍ରସ୍ତ

ପୁରୀ : ବାତ୍ୟା ଫୋନି ପ୍ରକୋପରୁ ବାଦ୍ ପଡିନି ଶ୍ରୀମନ୍ଦିର। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ଦ୍ୱାରପାଳଙ୍କ ମଧ୍ୟରୁ ଜୟଙ୍କ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି। ସେହିପରି ଦକ୍ଷିଣ, ପଶ୍ଚିମ ପାର୍ଶ୍ୱ ଉପରେ ଥିବା ୨ଟି ସିଂହ ମୂର୍ତ୍ତିର ମଧ୍ୟ କ୍ଷତି ହୋଇଛି। ମନ୍ଦିରର ମରାମତି କାମ ପାଇଁ ASI ପକ୍ଷରୁ ଲାଗିଥିବା ଲୁହା ଭାରା ପବନରେ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଲୁହାଭାରା ଭୁଶୁଡ଼ି ପଡ଼ିବାରୁ ତଳେ ଥିବା ସାକ୍ଷୀଗୋପାଳ ଓ […]

  • Saturday, 17 July 2021
photo
ସରକାରଙ୍କ ଘନ ଘନ ବୈଠକ ସତ୍ତ୍ୱେ ‘ଫୋନି’ ନେଲା ଜୀବନ

ଭୁବନେଶ୍ୱର  : ବାତ୍ୟା ‘ଫୋନି’ ବିପର୍ଯ୍ୟୟ ଆଣିବ। ଏକଥା ରାଜ୍ୟ ସରକାର ଜାଣିଥିଲେ। ତେଣୁ ଏହାର ମୁକାବିଲା ପାଇଁ ବସୁଥିଲା ଘନ ଘନ ବୈଠକ। ସେହି ସମୟରେ ସରକାର କହିଥିଲେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ଆଉ ତା’ପରେ ଜିରୋ କାଜୁଆଲିଟିରେ କାମ ଆରମ୍ଭ ହୋଇଥିଲା। ୧୨ ଆଇଏଏସ୍‌ ଓ ୧୧ ଆଇପିଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦେଲେ ସରକାର। ହେଲେ ସବୁ ପ୍ରସ୍ତୁତି ମଧ୍ୟରେ ‘ଫୋନି’ ନେଇଗଲା ଅନେକ ଜୀବନ। ମୃତ୍ୟୁ ସଂଖ୍ୟା ଏକ ଅଙ୍କରେ ଥିବା […]

  • Saturday, 17 July 2021
neet
ଓଡ଼ିଶାରେ ନିଟ୍ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶାରେ ହେବାକୁ ଥିବା ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ସାଇକ୍ଲୋନ ଫୋନି ଜନିତ କ୍ଷୟକ୍ଷତି ଯୋଗୁଁ ରାଜ୍ୟ ସରକାର ଓ ବିଭିନ୍ନ ବିଭାଗ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ତେଣୁ ଏଭଳି ସ୍ଥିତିରେ ନିଟ୍ ପରୀକ୍ଷା ଆୟୋଜନ କରାଯିବା କଷ୍ଟକର ବ୍ୟାପାର। ତେଣୁ ବର୍ତ୍ତମାନ ପାଇଁ ପରୀକ୍ଷା ସ୍ଥଗିତ ରଖିବାକୁ ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଏହାକୁ ସ୍ଥଗିତ ରଖାଯାଇଛି ବୋଲି ଉଚ୍ଚଶିକ୍ଷା […]

  • Saturday, 17 July 2021
chodwar-1
ଚୌଦ୍ୱାରର ମହିଷାଲଣ୍ଡା ବନ୍ତ ଗାଁରେ କାନ୍ଥ ପଡ଼ି ବୃଦ୍ଧା ମୃତ

କଟକ : କଟକ ଜିଲ୍ଲାରେ ଫୋନି ପ୍ରଭାବରେ ଆଉ ଜଣଙ୍କର ମୃତ୍ୟୁ। ଚୌଦ୍ୱାର ମହିଷାଲଣ୍ଡା ବନ୍ତ ଗାଁରେ କାନ୍ଥ ପଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ଲକ୍ଷ୍ମୀ ଦେହୁରୀ। ଗତକାଲି ଝଡ଼ବର୍ଷା ହେବାବେଳେ ଗାଁ ଲୋକେ ସମସ୍ତେ ଆଶ୍ରୟସ୍ଥଳୀକୁ ପଳାଇଥିଲେ। ଲକ୍ଷ୍ମୀଙ୍କ ସ୍ୱାମୀ ମଧ୍ୟ ଘର ଛାଡ଼ି ପଳାଇଥିଲେ ; ହେଲେ କୌଣସି କାରଣରୁ ଲକ୍ଷ୍ମୀ ରହି ଯାଇଥିଲେ। ସକାଳୁ ପଡ଼ିଯାଇଥିବା କାନ୍ଥ ତଳୁ ଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

  • Saturday, 17 July 2021
photo
ଫୋନି ନେଲା ୪ ଜୀବନ

ବାରିପଦା (ମାଣିକଲାଲ ପାଣି): ବାତ୍ୟା ‘ଫୋନି’ ନେଲା ୪ ଜୀବନ! ଗତକାଲି ‘ଫୋନି’ ପ୍ରଭାବରେ ହୋଇଥିବା ପବନରେ ଗଛ ପଡ଼ି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ଦୁଇ ଜଣ ଯୁବକ ବାଇକ୍‌ରେ ବାରିପଦା ସହର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଯାଉଥିବା ବେଳେ  ବେଳେ ସେମାନଙ୍କ ଉପରେ ଗୋଟିଏ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ସେହିପରି ମୁର୍ଗାବାଡ଼ି ଅଞ୍ଚଳରେ ଦୋକାନ ଉପରେ ଗଛ ଉପୁଡ଼ିବାରୁ ଦୋକାନୀଙ୍କ […]

  • Saturday, 17 July 2021
puri water
ସକାଳ ସାଢ଼େ ୮ଟାରେ ଲ୍ୟାଣ୍ଡଫଲ୍‌ କରିବ ‘ଫୋନି’

ଭୁବନେଶ୍ୱର : ଆଜି ସକାଳ ସାଢେ ୮ଟା ବେଳେ ପୁରୀ ସହର ପାଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଫୋନି’। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଦିନ ୧୨ଟା ପର୍ଯ୍ୟନ୍ତ ଚାଲୁ ରହିବ। ଏବେ ଘଣ୍ଟାକୁ ୨୩ କି.ମି ବେଗରେ ଗତି କରୁଛି ‘ଫୋନି’। ଲ୍ୟାଣ୍ଡଫଲ୍ ବେଳେ ୧୭୦ରୁ ୧୮୦ କିମି ବେଗରେ ପବନ ବହିବ। ସ୍ଥଳ ବିଶେଷରେ ପବନ ବେଗ ୨ଶହ କିମି ପର୍ଯ୍ୟନ୍ତ ହୋଇପାରେ। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ। ସେ କହିଛନ୍ତି-“ଲ୍ୟାଣ୍ଡଫଲ୍‌ […]

  • Saturday, 17 July 2021
fg
ମାଡ଼ି ଆସୁଛି ଫୋନି

ଭୁବନେଶ୍ୱର : ବାତ୍ୟା ଫୋନି ଏବେ ପୁରୀ ମୁହାଁ । ଭୟଙ୍କର ରୂପ ନେଇ ଘଣ୍ଟା ପ୍ରତି ୧୭ କି.ମି ବେଗରେ ଏହା ସ୍ଥଳଭାଗକୁ ମାଡିଆସୁଛି। ପୁରୀରୁ ଏବେ ୨୦୦କି.ମି ଦୂରରେ ଅଛି। ସୂଚନା ମୁତାବକ, ପୁରୀ ପାଖାପାଖି ଅଂଚଳରେ ଫୋନି ଲ୍ୟାଣ୍ଡଫଲ୍‌ କରିବ। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ୧୭୦ରୁ ୧୮୦କି.ମି ରହିବା ସମ୍ଭାବନା। ଆଜି ସକାଳ ୮ରୁ ୧୦ଟା ଭିତରେ ସ୍ଥଳଭାଗ ଛୁଇଁବ ବାତ୍ୟା ଫୋନି। ଭୁବନେଶ୍ୱର ଓ କଟକରେ ୧୦୦ରୁ ଅଧିକ କି.ମି ବେଗରେ […]

  • Saturday, 17 July 2021
66
ପାଖେଇ ଆସିଲାଣି ‘ଫୋନି’

ପୁରୀ ଠାରୁ ୧୬୦ କି.ମି ଦୂରରେ ବାତ୍ୟା ଫୋନି । ପାରାଦୀପରେ ୧୨, ଚାନ୍ଦବାଲି ଓ ବାଲେଶ୍ୱରରେ ୮ ମିଲିମିଟର ବର୍ଷା ହୋଇଛି। ପୁରୀରେ ୬୫ ଓ ଭୁବନେଶ୍ୱରରେ ୧୮ ମିଲିମିଟର ବର୍ଷା ହୋଇଛି। ପାରାଦୀପରେ ୧୨, ଚାନ୍ଦବାଲି ଓ ବାଲେଶ୍ୱରରେ ୮ ମିଲିମିଟର ବର୍ଷା ହୋଇଛି। ଆଜି ସକାଳ ୮ରୁ ୧୦ଭିତରେ ଛୁଇଁବ ସ୍ଥଳଭାଗ ଉତ୍ତର ପୁରୀ-ଦକ୍ଷିଣ ରମ୍ଭା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି ‘ଫୋନି’ : IMD ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ‘ଫୋନି’ର […]

  • Saturday, 17 July 2021
fani puri
ବାତ୍ୟା 'ଫୋନି' ପାଇଁ ଜାରି ହେଲା କଣ୍ଟ୍ରୋଲ ନମ୍ବର

ଭୁବନେଶ୍ୱର  : ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଫୋନି। ସର୍ବସାଧାରଣଙ୍କ ଅବଗତ ପାଇଁ ୩୦ଟି ଜିଲ୍ଲାରେ ଜରୁରୀକାଳୀନ କଣ୍ଟ୍ରୋଲ ନମ୍ୱର ଖୋଲିଛନ୍ତି ସରକାର। ଜିଲ୍ଲା                               ଯୋଗାଯୋଗ ନମ୍ୱର ଅନୁଗୋଳ                         ୦୬୭୬୪-୨୩୦୯୮୦ ବାଲେଶ୍ୱର                         ୦୬୭୮୨-୨୬୨୨୮୬, ୨୬୨୬୪୭ ବରଗଡ଼          […]

  • Saturday, 17 July 2021
hh
ରାୟଗଡ଼ା ସିଡିଏମ୍‌ଓ ସସ୍‌ପେଣ୍ଡ

କଲ୍ୟାଣସିଂହପୁର (ମାଉଡି ବାରିକ): ବାତ୍ୟା ‘ଫୋନି’ ପାଇଁ ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ଏହି ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ରାୟଗଡ଼ା ସିଡିଏମ୍‌ଓ ଡାକ୍ତର ଶିବପ୍ରସାଦ ପାଢ଼ୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏସ୍‌ଆର୍‌ସି ତାଙ୍କୁ ଆଜି ସସ୍‌ପେଣ୍ଡ କରିଛନ୍ତି। ରାୟଗଡ଼ା ଏଡିଏମ୍‌ଓ ଡାକ୍ତର ଶକ୍ତି ମହାନ୍ତିଙ୍କୁ ସିଡିଏମ୍‌ଓ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ସୂଚନାରୁ ପ୍ରକାଶ, ଡାକ୍ତର ପାଢ଼ୀ କିଛି ଦିନ ତଳେ ଛୁଟି ନେଇ ରାଜ୍ୟ ବାହାରକୁ ଯାଇଥିଲେ। ଏହି ସମୟରେ ସାମୁଦ୍ରିକ ଝଡ଼ ‘ଫୋନି’ […]

  • Saturday, 17 July 2021
train
ବାତ୍ୟା ଫୋନି: ଆଉ ୪୦ଟି ଟ୍ରେନ ବାତିଲ କଲା ପୂର୍ବତଟ ରେଲୱେ

ଭୁବନେଶ୍ୱର : ବାତ୍ୟା ‘ଫୋନି’ ପାଇଁ ପୂର୍ବତଟ ରେଲୱେ ଆଜି ଆଉ ୪୦ଟି ଟ୍ରେନ୍‌ ବାତିଲ କରିଛି। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଦେଖି ପୂର୍ବତଟ ରେଲୱେ ଏପରି ପଦକ୍ଷେପ ନେଇଛି। ଆଜି ପାଇଁ ୩ଟି, ଆସନ୍ତାକାଲି ୨୧ଟି ଓ ୪ ତାରିଖ ପାଇଁ ୧୬ଟି ଟ୍ରେନ ବାତିଲ କରାଯାଇଛି। ସେହିପରି ବିଶାଖା ଏକ୍ସପ୍ରେସ୍‌କୁ ୨ ପାର୍ଶ୍ୱରୁ ଆଂଶିକ ବାତିଲ ବାତିଲ କରାଯାଇଛି। ଉଲ୍ଲେଖନୀୟ ଯେ, ପୂର୍ବରୁ ପୂର୍ବତଟ ରେଲୱେ ୧୦୭ଟି ଟ୍ରେନ ବାତିଲ କରିଛି। ଏଥିସହ […]

  • Saturday, 17 July 2021
rain9
ଫୋନିକୁ ନେଇ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଣ ବିଭାଗ

ଭୁବନେଶ୍ୱର : ବାତ୍ୟା ଫୋନିକୁ ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଣ ବିଭାଗ। ଫୋନିକୁ ନେଇ ପ୍ରଭାବିତ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ, ୟଲୋ ଏବଂ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ଓ ଆସନ୍ତାକାଲି ମଧ୍ୟରେ ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଏବଂ କନ୍ଧମାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।  ଆସନ୍ତାକାଲି ଓ ୪ ତାରିଖ ପର୍ଯ୍ୟନ୍ତ ୧୭ ଜିଲ୍ଲା ପାଇଁ […]

  • Saturday, 17 July 2021