• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

naveen-modi
ଓଡ଼ିଶାକୁ ମିଳୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ; ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି। ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଉଚିତ। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାହା ସହ କେନ୍ଦ୍ରୀୟ ଯୋଜନାରେ ଭାଗିଦାରୀ ଅନୁପାତକୁ ୯୦-୧୦ କରିବା, ଫୋନି ବାବଦକୁ ଆଉ ୫ ହଜାର କୋଟିର ସହାୟତା, ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ୫ ଲକ୍ଷ ପକ୍କା ଘର ପାଇଁ ମଧ୍ୟ ଦାବି ରଖିଛନ୍ତି ନବୀନ। […]

  • Saturday, 17 July 2021
BAIJAYANTA1
ସବୁ ଟିଭି ଚ୍ୟାନେଲକୁ ରଥଯାତ୍ରାର ପ୍ରସାରଣ ଅଧିକାର ମିଳିଥିବାରୁ ଖୁସି ଲାଗୁଛି : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ମହାପ୍ରଭୁଙ୍କ ରଥଯାତ୍ରାର ସିଧାପ୍ରସାରଣ ପାଇଁ ସପ୍ତାହେ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପରେ ଚ୍ୟାନେଲମାନେ ବିଡିଂ ଦାଖଲ କରିଥିଲେ। ଗତକାଲି ଖୋଲିଥିବା ବିଡିଂରେ ଓଡ଼ିଶାର ନମ୍ୱର ୱାନ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଓଟିଭି’ ସବୁଠୁ ଆଗରେ ରହିଥିଲା। କିନ୍ତୁ ନିଲାମ ନିଷ୍ପତ୍ତି ପ୍ରତ୍ୟାହାର କରାଯିବା ପରେ ଶ୍ରୀମନ୍ଦିର ପ୍ରଶାସନର ୟୁ-ଟର୍ଣ୍ଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଟ୍ୱିଟ୍‌ କରି ଶ୍ରୀ ପଣ୍ଡା ଲେଖିଛନ୍ତି,“ସରକାରଙ୍କ ପ୍ରିୟ ଚ୍ୟାନେଲ ବଦଳରେ OTV […]

  • Saturday, 17 July 2021
amresh
କଥାଶିଳ୍ପୀ ଅମରେଶ ବିଶ୍ଵାଳ ପାଇବେ ସମ୍ମାନଜନକ ‘କନହେଇ କଥା ପୁରସ୍କାର’

ଭୁବନେଶ୍ୱର : ଓଡ଼ିଆ କଥାସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧର ଗାଳ୍ପିକ ସ୍ଵର୍ଗତ କନହେଇ ଦାସଙ୍କ ସ୍ମୃତିରେ ଦିଆଯାଉଥିବା ସମ୍ମାନଜନକ ‘କନହେଇ କଥା ପୁରସ୍କାର- ୨୦୧୯’ ପାଇବେ ପ୍ରତିଭାଦୀପ୍ତ ଗାଳ୍ପିକ ଅମରେଶ ବିଶ୍ୱାଳ। ଗତକାଲି ସଂଧ୍ୟାରେ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ବାସଭବନ ‘ସଂକେତ’ରେ କନହେଇଲାଲ୍ ଦାସ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବା ସହ ସମାରୋହ ପାଳନର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଛି। କବି ଶ୍ରୀଦେବ ଓ ଗାଳ୍ପିକ ଗୌତମବୁଦ୍ଧ […]

  • Saturday, 17 July 2021
t
ବାତ୍ୟା ପ୍ରଭାବିତ ଅଞ୍ଚଳରେ NDMAର ତିନିଜଣିଆ ଟିମ୍

ଭୁବନେଶ୍ୱର :  ବାତ୍ୟା ପ୍ରଭାବିତ ଅଞ୍ଚଳରେ NDMAର ତିନିଜଣିଆ ଟିମ୍। ପ୍ରଥମ ଦିନରେ ଓସ୍‌ଡମା କନ୍‌ଫରେନ୍ସ ହଲ୍‌ରେ ସ୍ୱତନ୍ତ୍ର ରିଲିଫ କମିଶନର, ଓଡିଶା ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଭେଟି ଫୋନି କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛି ଟିମ୍। ଆଜି ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ କ୍ଷୟକ୍ଷତି ବହୁତ ରହିଥିବା ଟିମ୍ ସଦସ୍ୟ କହିଛନ୍ତି। ବିଶେଷ କରି ଟେଲିକମ୍, ବିଦ୍ୟୁତ ସେବା ଓ ହାଉସିଂ କ୍ଷେତ୍ରରେ ବ୍ୟାପକ କ୍ଷତି […]

  • Saturday, 17 July 2021
u turn
ରଥଯାତ୍ରା ସିଧାପ୍ରସାରଣ ପ୍ରସଙ୍ଗରେ ଦୂର ହେଲା ଦ୍ୱନ୍ଦ୍ୱ

ପୁରୀ : କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ଘୋଷଯାତ୍ରାର ସିଧାପ୍ରସାରଣ ପାଇଁ ସପ୍ତାହେ ତଳେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଖବର କାଗଜରେ ଏହି ବିଜ୍ଞାପନ ବାହାର କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଉଭୟ ଉଦ୍‌ବେଗ ଓ ସନ୍ଦେହ ପ୍ରକାଶ ପାଇଥିଲା। ଏହା ପରେ ଚ୍ୟାନେଲମାନେ ବିଡିଂ ଦାଖଲ କଲେ। ଗତକାଲି ଖୋଲିଥିବା ବିଡିଂରେ ଓଡ଼ିଶାର ନମ୍ୱର ୱାନ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ ଓଟିଭି ସବୁଠୁ ଆଗରେ ରହିଥିଲା। କିନ୍ତୁ ଆଜି ଶ୍ରୀମନ୍ଦିର […]

  • Saturday, 17 July 2021
electricity
ଏ ବର୍ଷ ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ଲାଗି ବଢ଼ିବନି ବିଦ୍ୟୁତ୍‌ ଦର। ଏ ନେଇ ଆଜି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏହା ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ପୂର୍ବ ବର୍ଷର ପ୍ରଚଳିତ ଦର ଲାଗୁ ହେବ। ସେହିଭଳି ଡିଜିଟାଲ ପେମେଣ୍ଟ ଲାଗି ଗ୍ରାହକଙ୍କୁ ଆଗରୁ ୧ ପ୍ରତିଶତ ରିହାତି ମିଳୁଥିବା ବେଳେ ଏବେ ୨ ପ୍ରତିଶତ ମିଳିବ। ରାଜ୍ୟର ସମସ୍ତ ବିଦ୍ୟୁତ୍‌ ବଣ୍ଟନକାରୀ କମ୍ପାନୀଗୁଡ଼ିକ ଲାଗି ଏହି […]

  • Saturday, 17 July 2021
budget
ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ କସରତ ଆରମ୍ଭ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍‌ରେ ଲୋକଙ୍କୁ ନାନା ଲୋଭନୀୟ ଅଫର ଦେଇଥିଲେ ରାଜ୍ୟ ସରକାର। ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଆଣିବା ପାଇଁ ଏବେ କସରତ ଆରମ୍ଭ କରିଛି ଅର୍ଥ ବିଭାଗ। ଜୁନ ୧୫ ତାରିଖ ଯାଏ ଯେ କୌଣସି ଲୋକ ଇମେଲ୍, ହ୍ୱାଟ୍ସଆପ ଓ SMSରେ ବଜେଟ୍ ନେଇ ସରକାରଙ୍କୁ ପରାମର୍ଶ ଦେଇପାରିବେ। ତା’ ପରେ ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇ ସରକାର ଜୁନ ୨୮ ତାରିଖରେ ଉପସ୍ଥପାନ କରିବେ […]

  • Saturday, 17 July 2021
heatwave
ଅସହ୍ୟ ଗ୍ରୀଷ୍ମ ପ୍ରବାହ : ଭୁବନେଶ୍ୱର ସମେତ ୧୩ଟି ସହର ୪୦ ଡ଼ିଗ୍ରୀ ଉପରେ

ଭୁବନେଶ୍ୱର : ତାତିରୁ ତ୍ରାହି ନାହିଁ। ଆଜି ରାଜ୍ୟର ୧୩ଟି ସହର ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିଛି। ୪୫ ଡ଼ିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ରହିଛି। ତା’ ପଛକୁ ରହିଛି ହୀରାକୁଦ। ଏଠାରେ ତାପମାତ୍ରା ୪୪.୪ ଡ଼ିଗ୍ରୀ ରହିଛି। ସେହିପରି ଝାରସୁଗୁଡ଼ାରେ ୪୪.୨ ଡ଼ିଗ୍ରୀ , ସୋନପୁରରେ ୪୪ ଡ଼ିଗ୍ରୀ , ଟିଟିଲାଗଡ଼ରେ ୪୩.୪ ଡ଼ିଗ୍ରୀ , ତାଳଚେରରେ ୪୨.୫ ଡ଼ିଗ୍ରୀ , ବଲାଙ୍ଗିରରେ ୪୧.୮ ଡ଼ିଗ୍ରୀ , ଅନୁଗୋଳରେ ୪୧.୭ ଡ଼ିଗ୍ରୀ , […]

  • Saturday, 17 July 2021
srikanta jena
ରାଜ୍ୟ ସରକାରଙ୍କ ଖଣି ନିଲାମ ପ୍ରକ୍ରିୟାକୁ ଶ୍ରୀକାନ୍ତ ଜେନାଙ୍କ ଟାର୍ଗେଟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଖଣି ନିଲାମ ପ୍ରକ୍ରିୟାକୁ ଶ୍ରୀକାନ୍ତ ଜେନାଙ୍କ ଟାର୍ଗେଟ। ଖଣି ଗୁଡ଼ିକୁ ନିଲାମ ନକରି ରାଜ୍ୟ ସରକାର ନିଜ ନିୟନ୍ତ୍ରଣରେ ରଖିବାକୁ ଦାବି କରିଛନ୍ତି ଶ୍ରୀକାନ୍ତ। ଏହାଦ୍ୱାରା ରାଜ୍ୟକୁ ୧୦ ଗୁଣ ଅଧିକ ରାଜସ୍ୱ ଆସିବ ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ଖଣି ସମ୍ପର୍କିତ ସମସ୍ତ  ନିୟମାବଳୀକୁ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ଦାବି କରିଛନ୍ତି। ଏହା ସହ ଖଣି ଚୋରି କରିଥିବା ମାଲିକଙ୍କୁ ନିଲାମ ପ୍ରକ୍ରିୟାରୁ ବାଦ୍‌ ଦେବା […]

  • Saturday, 17 July 2021
ratha
ବାରିପଦା ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା

ବାରିପଦା (ମାଣିକଲାଲ୍‌ ପାଣି) : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା। ବଢ଼େଇ ସେବାୟତ ଠାରୁ ଆରମ୍ଭ କରି ଚିତ୍ରକାର ସେବାୟତ ସମସ୍ତେ ନିଜ ନିଜ କାର୍ଯ୍ୟ ସମ୍ପନ୍ନ କରିବାରେ ଲାଗିପଡିଛନ୍ତି। ଚଳିତ ବର୍ଷ ନୂଆ ଦାଣ୍ଡକନା ଓ ନୂଆ ରଥ ଦଉଡ଼ିରେ ଚମକିବ ତିନି ରଥ। ତେବେ ତିନି ରଥର ୮୦ ପ୍ରତିଶତ କାମ ସରିଥିବା ବେଳେ ନବଯୌବନ ଦର୍ଶନ ପୂର୍ବରୁ ସମସ୍ତ କାର୍ଯ୍ୟ ସରିଯିବ ବୋଲି ଆଶା ରଖିଛନ୍ତି ରଥ […]

  • Saturday, 17 July 2021
liqur
ବାଲେଶ୍ୱର ବାଉଁଶଗଡ଼ିଆ ଜଙ୍ଗଲରୁ ଦେଶୀ ମଦ ଜବତ

ସୋରୋ ( ଶକ୍ତିକାନ୍ତ ବେହେରା) : ବାଲେଶ୍ୱର ବାଉଁଶଗଡ଼ିଆ ଜଙ୍ଗଲରୁ ବହୁ ପରିମାଣରେ ଦେଶୀ ମଦ, ମହୁଲ ପୋଚ ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ପ୍ରଫୁଲ୍ଲ ସେଠୀ, ବାବୁଲାଲ ସାମଲ ଏବଂ ଭେଲା ମାଝୀ। ସୂଚନା ମୁତାବକ, ବାଉଁଶଗଡ଼ିଆ ଜଙ୍ଗଲରେ ମଦ ପ୍ରସ୍ତୁତି ସମୟରେ ସୋର ଅବକାରୀ ଟିମ୍ ଚଡ଼ଉ କରିଥିଲା।  ଘଟଣାସ୍ଥଳରୁ ଗୁଡ଼, ପେଚ ସହ ମଦ ରନ୍ଧା ସାମଗ୍ରୀ ଏବଂ ୩୪୦ ଲିଟର […]

  • Saturday, 17 July 2021
BAG
କଟା ମୁଣ୍ଡ ସହ ଅଭିଯୁକ୍ତ ସଂପର୍କୀୟ ଭାଇ ଗିରଫ

ସମ୍ୱଲପୁର(ସଞ୍ଜୟ ଜେନା) : କଟାମୁଣ୍ଡ ସହ ସମ୍ପର୍କୀୟ ଭାଇ ଗିରଫ। କଟା ମୁଣ୍ଡ ସହ ଅଭିଯୁକ୍ତ ସମ୍ପର୍କୀୟ ଭାଇକୁ ଗିରଫ କରିଛି ସମ୍ବଲପୁର ଅଇଁଠାପାଲି ପୁଲିସ୍‌। ହତ୍ୟାକାଣ୍ଡ ସ୍ଥଳର ଅଳ୍ପ ଦୂରରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। ତା ଠାରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ ହୋଇଛି। ସମ୍ବଲପୁର ଭାଲୁପାଲି ଅଂଚଳର ତିଲେଇମାଲରେ ଗତକାଲି ରାତିରେ ସତ୍ୟନାରାୟଣ ମୁଣ୍ଡା ଘର ବାହାରେ ଶୋଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ମୁଣ୍ଡ କାଟି ନେଇଯାଇଥିଲା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଘଟିଥଲା ଏହି […]

  • Saturday, 17 July 2021
pratap0
ଦିଲ୍ଲୀରେ ମନ୍ତ୍ରୀ, ପଲ୍ଲୀରେ ସାଧାରଣ ମଣିଷ

ନୀଳଗିରି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସେ ନୂଆ ସହଯୋଗୀ।  ପଦ, କ୍ଷମତା ଓ ପତିଆରା କେଉଁଥିରେ ବି ଉଣା ନୁହଁନ୍ତି। ହେଲେ ଗାଁ ମାଟିରେ ପାଦ ରଖିଲେ ଏସବୁ ଯେମିତି ତୁଛ। ସେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସଂସଦରେ ପାଦ ଦେବା ପରଠୁ ନିଜ ସାଧାରଣ ଜୀବନଶୈଳୀକୁ ନେଇ ଚର୍ଚ୍ଚାରେ ଥିବା ପ୍ରତାପ ଗତକାଲି ଗାଁକୁ ଫେରିଥିଲେ। ଜନ୍ମମାଟି ଗୋପୀନାଥପୁରରେ ପାଦ ଦେବା ପୂର୍ବରୁ ପ୍ରଥମେ ଯାଇଥିଲେ ନିଜ ଗୁରୁଙ୍କ ନିକଟକୁ। […]

  • Saturday, 17 July 2021
party
ନିର୍ବାଚନ ପରେ ସବୁ ଦଳରେ ପୁଣି ସାଂଗଠନିକ ଚିନ୍ତା

ଭୁବନେଶ୍ୱର  : ନିର୍ବାଚନ ଫଳ ଆସିବାର ମାସେ ନ ପୂରୁଣୁ  ସବୁ ଦଳକୁ ପୁଣି ସଂଗଠନ ଚିନ୍ତା । ଦ୍ୱିତୀୟ ସ୍ଥାନକୁ ଉଠିଥିବା ବିଜେପି ନୂଆ ରାଜ୍ୟ ସଭାପତି ଓ ବିରୋଧୀ ଦଳ ନେତା ଚୟନ ସହିତ ମଜଭୁତ୍ ବିରୋଧୀ ଦଳ ଭୂମିକା ନିର୍ବାହ କରିବାକୁ ତୟାର ହେଉଛି । ସେପଟେ ବିଜେପିର ଅଭିବୃଦ୍ଧିକୁ ଚେକ୍ ଦେବାକୁ ଶାସକ ବିଜେଡି ନିଜ ସଂଗଠନରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି । ଅନ୍ୟପକ୍ଷରେ ବିପର୍ଯ୍ୟୟ ପରେ କଂଗ୍ରେସ୍ ମଧ୍ୟ […]

  • Saturday, 17 July 2021
jobra
ବ୍ୟବସାୟକୁ ନେଇ କଟକରେ ହତ୍ୟାକାଣ୍ଡ

କଟକ : କାହାର ହେବ ଯୋବ୍ରା ବ୍ୟାରେଜ? କିଏ କରିବ ଏକାକୀ ବ୍ୟବସାୟ ? କଟକରେ ମାଛ ବ୍ୟବସାୟକୁ ନେଇ ଦୀର୍ଘଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଶେଷରେ ନେଇଛି ହତ୍ୟାକାଣ୍ଡର ରୂପ। ଘରୁ ଡାକି ଆଣି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ରବିବାର ରାତିରେ ମାଟିଆ ମଙ୍ଗଳା ସାହିର ତପନ ନାୟକ ତାଙ୍କ ଘରେ ବସି ଖାଉଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ହାପି, ମୁନ୍ନା ରେଡ୍ଡି ଓ […]

  • Saturday, 17 July 2021
ratha
ରଥଯାତ୍ରାର ସିଧା ପ୍ରସାରଣ : ଓଟିଭିର ସର୍ବୋଚ୍ଚ ବିଡିଂ ପରିମାଣ

ପୁରୀ : ପୁରୀ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟିଭି ଚ୍ୟାନେଲ ଗୁଡ଼ିକ ଠାରୁ ଶ୍ରୀମନ୍ଦିର ପ୍ରଶାସନ ମଗାଇଥିବା ବିଡିଂକୁ ଆଜି ଅପରାହ୍ନରେ ଖୋଲାଯାଇଛି। ବିଡିଂ ପ୍ରକ୍ରିୟାରେ ଓଡ଼ିଆ ଓ ହିନ୍ଦୀ ସମେତ ମୋଟ ୭ଟି ଚ୍ୟାନେଲ ଅଂଶ ଗ୍ରହଣ କରିଥିଲେ। ସେଥିରେ ଓଡ଼ିଶାର ନମ୍ୱର ୱାନ୍‌ ନେଟ୍‌ୱାର୍କ ଓଟିଭିର ସର୍ବୋଚ୍ଚ ବିଡିଂ ପରିମାଣ ଥିବା ସୂଚନା ମିଳିଛି। ତେବେ କାହାକୁ ସ୍ନାନଯାତ୍ରାଠୁ ଆରମ୍ଭ କରି ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସିଧାପ୍ରସାରଣର ଅଧିକାର […]

  • Saturday, 17 July 2021
420
ପୁଲିସ କବଜାରେ ଜ୍ୟୋତିଷ ୪୨୦!

ଭୁବନେଶ୍ୱର : ପୁଲିସ କବଜାରେ ଜ୍ୟୋତିଷ ୪୨୦। ବିଶ୍ୱାସ ଜନ୍ମାଇ ଜଣେ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ସହ କାର ଠକି ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଜ୍ୟୋତିଷ ବିଶ୍ୱଜ୍ୟୋତି ଅରବିନ୍ଦ ମହାନ୍ତି। ଜଣେ ବ୍ୟବସାୟୀଙ୍କ ପାରିବାରିକ ସମ୍ପର୍କରେ ସୁଧାର ଆଣିବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ପତ୍ନୀଙ୍କୁ ହାତକରି ଲକ୍ଷାଧିକ ଟଙ୍କା ଠକି ନେଇଥିଲେ। ବ୍ୟବସାୟୀଙ୍କ ପତ୍ନୀଙ୍କୁ ହାତ କରି ଜମି ଓ ସୁଧ କାରବାର ନାଁରେ ଲକ୍ଷାଧିକ ଟଙ୍କା ନେଇଥିଲେ।  ତେବେ ଏଇ ସବୁ […]

  • Saturday, 17 July 2021
murder-2
ଝାରପୋଖରିଆ ଗାଁର ଅଜୟ କଲିଆ ହତ୍ୟା ଘଟଣାର ପର୍ଦ୍ଦାଫାସ

ବାରିପଦା (ମାଣିକଲାଲ ପାଣି) : ଭିଣୋଇ ପାଇଁ ମହଙ୍ଗା ପଡ଼ିଲା ଶାଳୀକୁ ଜବରଦସ୍ତ ଭଲ ପାଇବା। ଆଉ ତା’ପରେ ପ୍ରେମିକ ସହ ମିଶି ଭିଣୋଇଙ୍କୁ ମର୍ଡ଼ର କଲା ଶାଳୀ! ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୂରା ଘଟଣା ଏମିତି। ଝାରପୋଖରିଆ ଥାନା ଅନ୍ତର୍ଗତ ମହୁଲବରୀ ଗାଁର ଅଜୟ କଲିଆ ନିଜ ସମ୍ପର୍କୀୟ ଶାଳୀ ଜିନ୍ନା (ଛଦ୍ମନାମ)ଙ୍କୁ ଏକ ତରଫା ଭଲ ପାଉଥିଲେ। […]

  • Saturday, 17 July 2021
bjd
ବିଜେଡି ବିଧାୟକଙ୍କ ଦବଙ୍ଗଗିରିର ପ୍ରମାଣ ଲାଗିଲା ଜିଲ୍ଲାପାଳଙ୍କ ହାତରେ

ବଲାଙ୍ଗିର( ମନୋରଞ୍ଜନ ଯୋଶୀ) : ପାଟଣାଗଡ଼ ବିଜେଡି ବିଧାୟକଙ୍କ ଦବଙ୍ଗଗିରିର ପ୍ରମାଣ ଲାଗିଛି ଜିଲ୍ଲାପାଳଙ୍କ ହାତରେ। ବିଧାୟକ ସରୋଜ ମେହେର ପିଡବ୍ଲୁଡିର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଯେଭଳି ଭାବେ କାନ ଧରି ଉଠ୍‌ବସ୍ କରାଇଛନ୍ତି, ତାହାର ସବିଶେଷ ରିପୋର୍ଟ ପାଇଛନ୍ତି ଜିଲ୍ଲାପାଳ। ନିର୍ମାଣାଧିନ ରାସ୍ତାରେ ନିମ୍ନମାନର କାମ ହେଉଥିବାରୁ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀ ଜୟକାନ୍ତଙ୍କୁ ସର୍ବସାଧାରଣରେ ଦଣ୍ଡିତ କରିଛନ୍ତି ବୋଲି ସ୍ପଷ୍ଟ କରିଛି ପ୍ରଶାସନ। ବିଧାୟକ ଯଦି ଏଭଳି କରିନଥାନ୍ତେ ତେବେ ଲୋକେ […]

  • Saturday, 17 July 2021
odishaAssembly
ଜୁନ୍ ୨୫ରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ୩୦ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନରେ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରାଯିବ। ୨୫ ତାରିଖରେ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗୃହକୁ ସମ୍ବୋଧନ କରିବେ। ଏହାପରେ ୨୬ ତାରିଖରେ ଉପ ବାଚସ୍ପତି ନିର୍ବାଚନ ସଂପର୍କରେ ଘୋଷଣା କରାଯିବ ଏବଂ ପରଦିନ ଉପ ବାଚସ୍ପତି ନିର୍ବାଚନ ହେବ। ଜୁନ୍ ୨୮ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ […]

  • Saturday, 17 July 2021
child rape
୫ ବର୍ଷର ଶିଶୁ କନ୍ୟା ସହିତ ଦୁଷ୍କର୍ମ ଅଭିଯୋଗ

ନୟାଗଡ଼ : ନୟାଗଡ଼ରେ ଲଜ୍ଜା। ୫ ବର୍ଷର ଶିଶୁ କନ୍ୟା ସହିତ ଦୁଷ୍କର୍ମ ଅଭିଯୋଗ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଜଗତିପାଟଣାରେ ଶିଶୁକନ୍ୟା ସହ ଏଭଳି ଦୁଷ୍କର୍ମ ହୋଇଛି। ଏନେଇ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଗାଁର ଜଣେ ଯୁବକ ଶିଶୁକୁ ଚକଲେଟ୍, ଆଇସକ୍ରିମ୍‌ ଦେବା ବାହାନାରେ ଏକ ନିକାଞ୍ଚନ ଜାଗାକୁ ନେଇ ଦୁଷ୍କର୍ମ କରିଥିବା ନେଇ ଏତଲାରେ ଦର୍ଶାଯାଇଛି। ଗତକାଲି ରାତିରେ ଶିଶୁଟି ପୂରା ଘଟଣା ସମ୍ପର୍କରେ ମାଆଙ୍କୁ କହିବା ପରେ ଘଟଣା ଜଣାପଡିଥିଲା। […]

  • Saturday, 17 July 2021
patakura
ପାଟକୁରା ନିର୍ବାଚନ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି ରାଜନୈତିକ ଦଳ

ଭୁବନେଶ୍ୱର : ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପାଟକୁରା ବିଧାନସଭା ନିର୍ବାଚନ ତାରିଖ। ସେଥିପାଇଁ ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ କ୍ଷମତାକୁ ଫେରିବା ପରେ ପାଟକୁରା ନିର୍ବାଚନ ବିଜେପି ଓ ବିଜେଡି ପାଇଁ ପ୍ରେଷ୍ଟିଜ୍ ବ୍ୟାଟଲ୍ ହେବାକୁ ଯାଉଛି। କାରଣ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭେଟେରାନ୍ ଲିଡର୍ ବିଜୟ ମହପାତ୍ର। ତାଙ୍କୁ ଟକ୍କର ଦେବା ପାଇଁ ମୈଦାନରେ ଅଛନ୍ତି ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ୍ […]

  • Saturday, 17 July 2021
collector
ବଢ଼ିଲା ବିଧାୟକଙ୍କ ଅଡୁଆ ; ଘଟଣାର ସତ୍ୟତା ଥିବା କହିଲେ ବଲାଙ୍ଗିର ଜିଲ୍ଲାପାଳ

ପାଟଣାଗଡ଼ : ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ଅଡୁଆ ବଢ଼ିଲା। ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍ ବସ୍ କରାଇବା ଘଟଣାରେ ସତ୍ୟତା ଥିବା ସ୍ପଷ୍ଟ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ। ଘଟଣାର ତଦନ୍ତ କରିଥିବା ଉପଜିଲ୍ଲାପାଳଙ୍କ ରିପୋର୍ଟ ପାଇବା ପରେ ଜିଲ୍ଲାପାଳ କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖୁବ୍‌ ଶୀଘ୍ର ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ। ଉଲ୍ଲେଖନୀୟ ଯେ, ନିମ୍ନମାନର ରାସ୍ତା କାମକୁ ନେଇ କନିଷ୍ଠ ଯନ୍ତ୍ରୀ […]

  • Saturday, 17 July 2021
jawan firing
ନିଜ ବନ୍ଧୁକରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା

ସମ୍ବଲପୁର( ସଂଜୟ ଜେନା)  : ନିଜ ବନ୍ଧୁକରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା। ସମ୍ବଲପୁର କିସିଣ୍ଡା ଥାନାର OSAP ବାରାକ୍ ଛାତ ଉପରେ ଜଣେ ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ , ମୃତ ଯବାନଙ୍କ ନାଁ ଅମିର ସାହୁ। ଘର ବରଗଡ଼ ଗାଇସିଲଟ ଅଞ୍ଚଳରେ। ଅମିର ତାଙ୍କ ଇନସାସ ବନ୍ଧୁକରୁ ନିଜ ବେକକୁ ୩ ରାଉଣ୍ଡ ଗୁଳି କରିଥିବା କୁହାଯାଉଛି। ତେବେ ଯବାନ ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା […]

  • Saturday, 17 July 2021
Inside pictures of Puri Jagannath Temple go viral again
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ

ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶାନିଯୋଗ ବୈଠକ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ। ଏଥିରେ ସ୍ନାନଯାତ୍ରା ଠାରୁ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ତିନି ଠାକୁରଙ୍କ ସମସ୍ତ ନୀତି ସଂପର୍କରେ ଆଲୋଚନା ହେଉଛି। ୧୧ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ନୀତି ନିର୍ଘଣ୍ଟ କରାଯିବ। ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ଠାରୁ ଜଳଲାଗି, ହାତୀ ବେଶର ସମୟ ନିର୍ଘଣ୍ଟ ଉପରେ […]

  • Saturday, 17 July 2021