ମୋହନା (ମିହିର ଯତି): ପିଲାଙ୍କୁ ଟୀକା ଓ ଛତୁଆ ଆଣିବା ପାଇଁ କେତେକ ମହିଳା ଅଟୋରେ ଯାଉଥିଲେ। ହେଲେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଜପତି ଜିଲ୍ଲାରେ ଘଟିଛି। ମୋହନା ଥାନା ଭାଲିଆଗୁଡ଼ାରୁ ଗାଁର କେତେକ ମହିଳା ଏକ ଅଟୋରେ ଛତୁଆ ଓ ପିଲାମାନଙ୍କୁ ଟୀକା ଦେବା ପାଇଁ ବେଶ୍ରା ଗାଁକୁ ଯାଇଥିଲେ। ତେବେ ଅଟୋଟି […]
ଯାଜପୁର : ଲୋକାୟୁକ୍ତଙ୍କ ଯାଜପୁର ଜିଲ୍ଲାର ଛଅ ସରକାରୀ ଅଧିକାରୀଙ୍କୁ ନୋଟିସ ଜାରି ପରେ ଆଜି ଉପର ନଗଡ଼ାରେ ବିଜୁଳି ଜଳିଛି। ନଗଡ଼ାରେ ବିଭିନ୍ନ କାମରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଜିଲ୍ଲାର ଛଅ ଜଣ ଅଧିକାରୀଙ୍କୁ ଲୋକୟୁକ୍ତ ନୋଟିସ ଜାରି କରିଥିଲେ। ଏହି ନୋଟିସ ଜାରି ହେବା ପରେ ଜିଲ୍ଲା ପ୍ରଶାସନରେ ଏକପ୍ରକାର ଛାନିଆ ପସିଯାଇଥିଲା। ତେବେ ଆଜି ଜିଲାପାଳ ଚାର୍ଜରେ ଥିବା ଅତିରିକ୍ତ ଜିଲ୍ଲାପାଳ ମିହିର ମହାନ୍ତି, ପ୍ରୋଜେକ୍ଟ ଡ଼ାଇରେକ୍ଟର, ସୁକିନ୍ଦା ବିଡିଓ, ନେସ୍କୋ […]
ଖୋର୍ଦ୍ଧା : କୁକୁର କେବେ ବି ନମକ ହାରାମ୍ ହୋଇପାରେନା । ଏହି ଢ଼ଗକୁ ସତରେ କରି ଦେଖାଇଛି ଗୋଟିଏ ପୋଷା କୁକୁର। ନାଁ ତାର ଲାଡେନ୍। ଗୋଟିଏ ନାଗ ସାପକୁ ମାରି ମାଲିକ ପାଇଁ ଜୀବନ ଦେଇଛି ଏହି ପୋଷା କୁକୁରଯ ଖୋର୍ଦ୍ଧା ଯାଆଁଳା ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖୋର୍ଦ୍ଧା ମୁଣ୍ଡମୁହାଣ ଗାଁର ଦେବବ୍ରତ ସାମନ୍ତରାୟଙ୍କ ପୋଷା କୁକୁର ହେଉଛି ଲାଡେନ୍। ଗତକାଲି ଦେବବ୍ରତଙ୍କ ଦୁଇ ପୁଅ ଝିଅ ଘର […]
କଳାହାଣ୍ଡି : ଗଣମାଧ୍ୟମ ସାମ୍ନାରେ ସାଂସଦ ଅନୁଭବ ମହାନ୍ତିଙ୍କ ଦାଦାଗିରିର ଆଉଏକ ଚିତ୍ର ପୁଣି ଥରେ ନିଜର ଔଦ୍ଧତ୍ୟକୁ ପଦାରେ ପକାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଛନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ଏହି ବ୍ୟବହାରକୁ ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରାଯାଇଛି । ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଇଛି ବୋଲି କୁହାଯାଇଛି। ଏହାକୁ ସମାଲୋଚନା କରିବା ସହ […]
ଜଳେଶ୍ୱର : ସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କୃଷ୍ଣଭାନୁ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ପ୍ରଧାନଶିକ୍ଷକ ରତିକାନ୍ତ ଜେନା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ପ୍ରାୟ ବର୍ଷେ ହେବ ଅସଦାଚରଣ ସହ ମାନସିକ ନିର୍ଯାତନା ଦେଇଆସୁଥିବା ସେ ଅଭିଯୋଗ କରିଛନ୍ତି। ପ୍ରତିବାଦ କଲେ ତାଙ୍କୁ ବାରମ୍ବାର ଚାକିରିରୁ ବହିଷ୍କାର ଏବଂ ହତ୍ୟା ଧମକ ଦେଇ ଆସୁଥିଲେ। ଫଳରେ ଶିକ୍ଷୟିତ୍ରୀ ଜଣକ ଭୟରେ […]
ମାଲକାନଗିରି(ଜିତେନ୍ଦ୍ର ବେଉରା) : ସ୍ୱାଭିମାନ ଅଞ୍ଚଳରେ ରହିଛି ନକ୍ସଲଙ୍କ “ପାଠଶାଳା”। ଯେଉଁଠି ପାଠ ପଢ଼ୁଛନ୍ତି ନକ୍ସଲ। ଆଉ ପୁଲିସ ଓ ସୁରକ୍ଷା କର୍ମୀଙ୍କୁ ଟକ୍କର ଦେବା ପାଇଁ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ନକ୍ସଲ କ୍ୟାମ୍ପରେ ପହଞ୍ଚିଥିଲା ଓଟିଭି। ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ। ଯେଉଁଠିକୁ ଯିବା ପାଇଁ ରାସ୍ତା ନଥିଲା। ପ୍ରତିଦିନ ନକ୍ସଲ ଖେଳୁଥିଲେ ରକ୍ତର ହୋଲି। ଆଜି ସେଠାକୁ ହୋଇଛି ସେତୁ। ବହୁ ବାଧାବିଘ୍ନକୁ ସାମ୍ନା କରି ରାଜ୍ୟ ସରକାର ଗୁରୁପ୍ରିୟା […]
ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ତେବେ ଦୁଇରୁ ତିନି ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ଦୁଇଦିନରେ ଏହା ବାତ୍ୟା ହେବା ନେଇ ସ୍ଥିତି ସ୍ପଷ୍ଟ ହେବ । […]
ବ୍ରହ୍ମପୁର : କୁହାଯାଏ ସ୍ୱାମୀ-ସ୍ତ୍ରୀର ସଂପର୍କ ସ୍ୱର୍ଗରେ ତିଆରି ହୋଇଥାଏ । ସଂସାର ନାଆର ଦୁଇ ନାଉରୀ ଉଭୟ । ବେଦି ଉପରେ ଆଗ୍ନୀକୁ ସାଖି ରଖି ଥରେ ହାତ ସହ ହାତ ଗଣ୍ଠି ପଡିଗଲେ , ତା ସାତ ଜମନ ଯାଏ ବାନ୍ଧି ହୋଇଯାଏ । ସେଥିପାଇଁ ଏ ବନ୍ଧନ ଅପୂର୍ବ ବନ୍ଧନ । ଏ ମିଳନ ପବିତ୍ର ମିଳନ । କିନ୍ତୁ ବେଳେ ବେଳେ ଏଇ ମଧୁର ସଂପର୍କରେ ଲାଗିଯାଏ ନିଆଁ । ଅର୍ଥସ୍ୱାର୍ଥ […]
ଆଠଗଡ଼(ନୀଳକଣ୍ଠ ଦୋରା): ଆଜି ହେଉଛି ମହା କାର୍ତ୍ତିକ ମାସର ଚତୁର୍ଥ ସୋମବାର। ଆସନ୍ତା ସୋମବାର ପଡ଼ିବ ବାବା ଧବଳେଶ୍ୱରଙ୍କ ବଡ଼ଓଷା। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୀଠ। ଆଜି ରାତି ୩ ଟାରୁ ବାବା ଧବଳେଶ୍ୱରଙ୍କ ଦ୍ୱାର ଫିଟା ଯାଇଥିଲା। ପରେ ବାବାଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା। ସମସ୍ତ ନୀତି ସମାପନ ହେବା ପରେ ଭୋର ୪ ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ବାବାଙ୍କୁ ଦର୍ଶନ କରିଥିଲେ। […]
ପୁରୀ (ମଧୁସୂଦନ ମିଶ୍ର) : ପୁରୀ ସ୍ୱର୍ଗଦ୍ୱାରର ନବକଳେବର ପାଇଁ ଘୋଷଣା ହୋଇଗଲା। ହେଲେ ଏବେ ବଡ଼ ପ୍ରଶ୍ନ ଦୀର୍ଘବର୍ଷ ଧରି ଜବରଦଖଲକାରୀଙ୍କ କବ୍ଜାରେ ଥିବା ସ୍ୱର୍ଗଦ୍ୱାରକୁ ସରକାର ମୁକୁଳାଇବେ କେମିତି ? କେବେଠୁ ଆରମ୍ଭ ହେବ ସ୍ୱର୍ଗଦ୍ୱାର ନବକଳେବର ପାଇଁ କାମ ? ଯେମିତି ତଥାକଥିତ କଠୋରତାର ସହ ବିଜୁଙ୍କ ସ୍ମୃତିପୀଠ ହଟାଇବାର ଘୋଷଣା ହେଲା, ସେଇ ଶକ୍ତିର ସହ ସରକାର ଉଚ୍ଛେଦ କାମକୁ ଆଗକୁ ନେବେ ତ? ତାକୁ ନେଇ ପ୍ରଶ୍ନବାଚୀ ଠିଆ ହୋଇଛି। […]
କଟକ : କଟକ ବିଜୁପଟ୍ଟନାୟକ ଛକ ସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସହ ବିବାଦୀୟ ଟିକ୍ଟକ୍ ଭିଡିଓ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଚୌଦ୍ୱାର-କଟକର କିଛି ବିଜେଡି ନେତା ଓ କର୍ମୀ ଡିସିପିଙ୍କୁ ଦାବି ପତ୍ର ଦେଇଛନ୍ତି । ଅନ୍ୟପଟେ ବିବାଦୀୟ ଟିକଟକ୍ କରିଥିବା ଯୁବକଙ୍କୁ ଚିହ୍ନଟ କରାଯାଇଛି ବୋଲି କଟକ […]
ବ୍ରହ୍ମପୁର : ଧରାପଡିଲେ ୪ ନକଲି ଶିକ୍ଷକ । ଗଂଜାମ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିବା ଅଭିଯୋଗରେ ୪ ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏମାନେ ହେଲେ ପ୍ରଜ୍ଞା କୁମାରୀ ଗୌଡ଼, ସନ୍ତୋଷ ନାହାକ, ଅମରେଶ ପଣ୍ଡା ଏବଂ ନାରାୟଣ ବେହେରା । ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳିର ଧରାକୋଟ ବ୍ଲକର ଏହି ୪ ଶିକ୍ଷକ ସେମାନେ ଦେଇଥିବା ଶିକ୍ଷାଗତ ସାର୍ଟିଫିକେଟ୍ ଜାଲ୍ ବୋଲି […]
ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଉପରେ ଘୁର୍ଣ୍ଣିବଳୟ ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଏକ ଲଘୁଚାପ କ୍ଷେତ୍ର। କ୍ରମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨/୩ ଦିନ ମଧ୍ୟରେ ଡିପ୍ରେସନ୍ରେ ପରିଣତ ହେବ । ୬/୭ ତାରିଖ ବେଳକୁ ଆକାଶ ମେଘାଛନ୍ନ ରହିବ। ୮/୯ ତାରିଖ ବେଳକୁ ବର୍ଷା ଓ ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ସେହିପରି […]
କଳାହାଣ୍ଡି (ରାଜକୁମାର ସିଂହଦେଓ ) : ଦିବ୍ୟାଙ୍ଗ ଯୁବତୀଙ୍କ ସହ ଦୁଷ୍କର୍ମ। ଦିନେ କି ଦୁଇ ଦିନ ନୁହେଁ ଲଗାତାର ଭାବେ ଦିବ୍ୟାଙ୍ଗ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଆଉ ଏବେ ପୀଡ଼ିତା ଜଣକ ୭ ମାସର ଗର୍ଭବତୀ । ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଘଟିଛି ଖୋଦ୍ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ରେ । ସୂଚନା ମୁତାବକ,ସ୍ଥାନୀୟ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ସହ ଗାଁର ମୁଖିଆ ତଥା […]
ଭଦ୍ରକ : ବସ୍ରେ ମିଳିଲାନି ସିଟ୍। ଆଉ ତା’ପରେ ଆରମ୍ଭ ହୋଇଗଲା ଆନ୍ଦୋଳନ। ଏପରି କିଛି ଘଟଣା ଘଟିଛି ଭଦ୍ରକ ଇଚ୍ଛାପୁର ଛକରେ। ସୂଚନା ମୁତାବକ ,ଚାନ୍ଦବାଲିରୁ ଏକ ଘରୋଇ ବସ୍ରେ ଭାଇ ଭଉଣୀ ଇଚ୍ଛାପୁରକୁ ଆସୁଥିଲେ । ବସ୍ କଣ୍ଡକଣ୍ଟର୍ ସିଟ୍ ଦେବାକୁ କହିଥିଲେ, ହେଲେ ଭିଡ଼ ଯୋଗୁଁ ସିଟ୍ ମିଳିନଥିଲା ଉଭୟଙ୍କୁ। ବସ୍ ଆସି ଯେତେବେଳେ ଇଚ୍ଛାପୁରରେ ପହଞ୍ଚିଲା ସେତେବେଳେ ଭାଇ, ଭଉଣୀ ବସ୍ରୁ ଓହ୍ଲାଇ ଆସି ଧାରଣାରେ ବସିଗଲେ। ପାଖାପାଖି ଘଣ୍ଟାଏରୁ ଅଧିକ […]
ଭୁବନେଶ୍ୱର : ରାଜ୍ୟ କଂଗ୍ରେସରେ ସଭାପତି ପଦକୁ ନେଇ ଦେଖାଦେଇଥିବା କେଁ ଏବେ ଚରମସୀମାରେ ପହଞ୍ଚିଛି। ପିସିସି ସଭାପତି ପରିବର୍ତ୍ତନ ଆହ୍ୱାନରେ ନୂଆ ମୋଡ଼ ଆସିଛି। ନିରଞ୍ଜନ ବିରୋଧୀ ମେଳିରେ ବିଧାୟକ ମହମ୍ମଦ ମୋକିମଙ୍କ ନାଁରେ ମୋହର ଲଗାଇନ୍ତି ମୋକିମ୍ ସମର୍ଥକ । ଭୁବନେଶ୍ୱରରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନେଇଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ। ସେପଟେ ଖୁବ୍ଶୀଘ୍ର ଦିଲ୍ଲୀ ଯାଇ AICC ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପିସିସି ସଭାପତି ପରିବର୍ତ୍ତନ ପ୍ରସ୍ତାବ ଦିଆଯିବ ବୋଲି ରୁଦ୍ଧଦ୍ୱାର ବୈଠକରେ […]
ଜଗତସିଂହପୁର(ଶଶାଙ୍କ ପଣ୍ଡା) : ସ୍ତ୍ରୀକୁ ବାରମ୍ବାର ଅସଦାଚରଣ ଉଦ୍ୟମ କରିବାରୁ ସୁପାରି ଦେଇ ଅଭିଯୁକ୍ତକୁ ହତ୍ୟା କରାଇଲା ସ୍ୱାମୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ କରିଛି ଜଗତସିଂହପୁର ପୁଲିସ। ଏହା ସହିତ ଦୁଇ ସୁପାରି କିଲର୍ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜଗତସିଂହପୁର ଏସ୍ପିଙ୍କ ସୂଚନା ଅନୁସାରେ, ତିର୍ତ୍ତୋଲ ଥାନା ଜଜାଙ୍ଗ ଗାଁର ରଶ୍ମିରଂଜନ ସ୍ୱାଇଁ ସେହି ଗାଁର ଜଣେ ମହିଳାଙ୍କୁ ବାରମ୍ବାର ହଇରାଣ କରୁଥିଲା। ଏପରିକି ରାତିରେ ସେହି ମହିଳାଙ୍କ ଘରେ ପ୍ରବେଶ […]
ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧୪ ତାରିଖରୁ ଏକମାସ ଧରି ଆନ୍ତର୍ଜାତିକସ୍ତର ଉତ୍ସବ ‘ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ୍’ ଫେଷ୍ଟିଭାଲ ଅନୁଷ୍ଠିତ ହେବ। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ କୋଣାର୍କଠାରୁ ୮କିମି ଦୂରରେ ଏହି ଫେଷ୍ଟିଭାଲ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଏହି ଫେଷ୍ଟିଭାଲର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରମୁଖ ଆକର୍ଷଣ ହେବ। ଏହି ଏକମାସର ଫେଷ୍ଟିଭାଲରେ ପର୍ଯ୍ୟଟକଙ୍କ ରହିବା ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, […]
ଭୁବନେଶ୍ୱର : କଂଗ୍ରେସର ଦିବଂଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପତ୍ନୀ ନମିତା ସାହୁ ଅସୁସ୍ଥ ଅଛନ୍ତି। ଏପରି ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ନିଜେ ନମିତା। ସେ କହିଛନ୍ତି,“ମୋ’ ଦିଅର ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନିର୍ବାଚନ ଜିତିବା ପରେ ଅସହିଷ୍ଣୁ ହୋଇ ପୂର୍ବତନ ବିଧାୟକଙ୍କ ସହ ମିଶି କେତେକ ଲୋକ ମୋ’ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମିଛ ପ୍ରଚାର କରୁଛନ୍ତି। ଯାହାକୁ ମୁଁ ନିନ୍ଦା କରୁଛି।” ଅନ୍ୟପକ୍ଷରେ […]
ଯାଜପୁର: ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ପରଠୁ ବିବାଦୀୟ ହୋଇପଡ଼ିଥିବା ରଙ୍ଗମହଲର ନୂଆ କାହାଣୀ । ତୋଷାମଦ, ଷଡ଼ଯନ୍ତ୍ର ଆଉ ଦୁର୍ନୀତିର ମୁଖଶାଳା ସାଜିଥିବାର ସାଂଘାତିକ ଅଭିଯୋଗ । କେବେ ରଙ୍ଗମହଲକୁ ପ୍ରଶାସନ ଭାଙ୍ଗିଛି ତ ଆଉ କେବେ ପୁଣି ମୁଣ୍ଡ ଟେକିଛି ୬ ଶହ ୫୦ ବର୍ଗଫୁଟ୍ରେ। ଏହି ତଥାକଥିତ ଗେଷ୍ଟହାଉସ୍ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛି ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି ଯେ, […]
ଆଠଗଡ଼ : ଶବ କାନ୍ଧେଇଲେ ବରିଷ୍ଠ ମନ୍ତ୍ରୀ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆଠଗଡ଼ର ପୂର୍ବତନ ନଗରପାଳ ପ୍ରମଥ ଚନ୍ଦ୍ର ମିଶ୍ର ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ୬୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବାବେଳେ, ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆଠଗଡ ନିର୍ବାଚନ ମଣ୍ଡଳୀର ବହୁ ନେତା, କର୍ମୀ ଓ ସାଧାରଣ ଜନତା ମଧ୍ୟ ଯୋଗ ଦେଇଥିଲେ । ପ୍ରମଥ ଚନ୍ଦ୍ର ମିଶ୍ର ଆଠଗଡ଼ର […]
ବଲାଙ୍ଗିର : ଚିତ୍ରାଙ୍କନ ପରୀକ୍ଷାରେ ଚିତ୍ର ନଆସିବାରୁ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ସ୍ୱାମୀଙ୍କ ନିସ୍ତୁକ ମାଡ଼। ତାହା ପୁଣି ଶ୍ରେଣୀ ଗୃହ ଭିତରେ ଏଭଳି ଘଟଣା ସାମନାକୁ ଆସିଛି। ଅଭିଯୋଗ ଅନୁସାରେ ,ବଲାଙ୍ଗିର ଜିଲ୍ଲା ଜାଲପାଲି ପ୍ରାଥମିକ ବିଦ୍ୟାଳୟରେ ଗତକାଲି ପ୍ରଥମ ଶ୍ରେଣୀର ଚିତ୍ରାଙ୍କନ ପରୀକ୍ଷା ଥିଲା। ତେବେ କିଛି ଛାତ୍ରଙ୍କୁ ଚିତ୍ର ଆଙ୍କିବା ଆସିନଥିଲା। ଏଥିରେ ବିରକ୍ତ ହୋଇ ସେଠାରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀ ଲକ୍ଷ୍ମୀ ମେହେରଙ୍କ ସ୍ୱାମୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା କ୍ରେଡିଟ କୋ ସଭାପତିଙ୍କ ନାଁରେ ଯୌନ ଉତ୍ପୀଡ଼ନ ପ୍ରସଙ୍ଗରେ OTV କ୍ୟାମେରା ସାମ୍ନାରେ କଳା କାହାଣୀ ଶୁଣାଇଛନ୍ତି ପୀଡ଼ିତା। ସଭାପତି ପ୍ରମୋଦ ସାହୁଙ୍କ ନାଁରେ ସେ ଖୋଲା ଅଭିଯୋଗ କରିଛନ୍ତି। ପ୍ରମୋଦ ସାହୁ ସର୍ବଦା ଯୌନ ଉତ୍ପୀଡ଼ନ କରୁଥିଲେ। ମୋବାଇଲ ଭିଡିଓ କଲ୍ ଶିଖାଇବା ନାଁରେ ଅଶ୍ଳୀଳ ଆଚରଣ ଦେଖାଇଥିଲେ। ବିଭିନ୍ନ ବାହାନାରେ ମୋ ଶରୀରକୁ ସେ ସ୍ପର୍ଶ କରୁଥିଲେ । ପ୍ରମୋସନ ପ୍ରଲୋଭନ ଦେଖାଇ ମୋତେ ଉତ୍ପୀଡ଼ନ କରୁଥିଲେ ବୋଲି ସେ କହିଛନ୍ତି […]
ନୂଆପଡା(ମାୟାଧର ସରାଫ): ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା କୋଟାମାଲ ଗାଁରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସୈତାନ ବାପା ନିଜ ୮ ବର୍ଷର ଝିଅକୁ ପନିକିରେ ହାଣି ହତ୍ୟା କରି ଥିବା ଅଭିଯୋଗ ହୋଇଛି। ମୃତ ଝିଅର ବଡ଼ବାପାଙ୍କ ଅଭିଯୋଗରୁ ପ୍ରକାଶ, ଆଜି ସନ୍ଧ୍ୟାରେ କୌଣସି କାରଣକୁ ନେଇ ମହେନ୍ଦ୍ର କେତକି ଓ ତାଙ୍କ ଝିଅ ସରିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ମହେନ୍ଦ୍ର ଏକ ପନିକିରେ ଝିଅ ସରିତାଙ୍କ ବେକଟରେ […]
ଭୁବନେଶ୍ୱର : ଏଣିକି ରାଜ୍ୟର ଯେକୌଣସି RTOରୁ ମିଳି ପାରିବ ଡିଏଲ୍ । ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଯେକୌଣସି RTOରେ ଆବେଦନ କରାଯାଇପାରିବ। କେବଳ ଡ୍ରାଇଭିଂ ଲାଇସେନ୍ସ ନୁହେଁ ଗାଡ଼ି ରେଜିଷ୍ଟ୍ରେସନ ମଧ୍ୟ ଯେକୌଣସି RTOରୁ କରାଯାଇ ପାରିବ। ଏନେଇ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ନିଜ ଅଞ୍ଚଳ ଅଧୀନସ୍ଥ RTOରେ ଆବେଦନ କରାଯାଉଥିଲା ଏହି ବିଜ୍ଞପ୍ତି ପରେ ଏବେ ଯେକୌଣସି ଆରଟିଓରୁ ସେବା ପାଇ ପାରିବେ […]