• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

naveen
ଏନ୍‌ପିଆରରେ ବାପା ମାଆଙ୍କ ଜନ୍ମସ୍ଥାନ ବାଧ୍ୟତାମୂଳକ ନୁହଁ

ଭୁବନେଶ୍ୱର : ଏନ୍‌ପିଆରରେ ବାପା ମାଆଙ୍କ ଜନ୍ମସ୍ଥାନ ସଂପର୍କିତ ତଥ୍ୟ ପ୍ରଦାନ ଓଡ଼ିଶାରେ ବାଧ୍ୟତାମୂଳକ ନୁହଁ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ସ୍ପଷ୍ଟ କରିଥିବା କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଏହାଛଡ଼ା ଜାତି ସଂପର୍କିତ ତଥ୍ୟ ଦେବା ସ୍ଥାନରେ ଏସ୍‌ସି ଓ ଏସ୍‌ଟି ସହ ଓବିସି ରଖିବାକୁ ଦାବି କରାଯାଇଛି ବୋଲି ସେ କହିଛନ୍ତି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ଆଲୋଚନା ହୋଇଛି। […]

  • Monday, 19 July 2021
high court
୫୮ ବର୍ଷରେ ଅବସର ନେଲେ କ୍ଷତିପୂରଣ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର :  ୫୮ ବର୍ଷରେ ଜଣେ ନିଗମ କର୍ମଚାରୀଙ୍କ ଅବସର ନେଇ କ୍ଷତିପୂରଣ ଦେବେ ରାଜ୍ୟ ସରକାର। ୭ ପ୍ରତିଶତ ସୁଧ ସହ ବକେୟା ଦରମା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପୁଲିସ ହାଉସିଂ କର୍ପୋରେସନର ବ୍ରିଜେଶ ଗିରି ନାମକ ଜଣେ ସିନିୟର ଆକାଉଣ୍ଟାଣ୍ଟ ଅଫିସରଙ୍କ ମାମଲାର ବିଚାର କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଘୋଷଣା ଏବଂ ଲାଗୁ ମଧ୍ୟରେ ବଳି ପଡ଼ିଥିଲେ ବ୍ରିଜେଶ। ଘୋଷଣା ଦିନରୁ ଲାଗୁ ମଧ୍ୟରେ ଥିବା […]

  • Monday, 19 July 2021
elephant
ଧରାପଡ଼ିଲା ନରହନ୍ତା ଦନ୍ତା

ଯାଜପୁର : ପ୍ରାୟ ୧୦ ଦିନର ଆତଙ୍କ ଏବଂ ତନାଘନା ପରେ ଶେଷରେ କାବୁ ହେଲା ଯାଜପୁର ଜିଲ୍ଲାର ସେହି ନରହନ୍ତା ଦନ୍ତା। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରୁ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ୨ଥର ଟ୍ରାଙ୍କୁଲାଇଜ୍ କରାଯାଇ ହାତୀକୁ କାବୁ କରିଛନ୍ତି ବନବିଭାଗ କର୍ମଚାରୀ। ଗତକାଲିଠୁ ଏହି ହାତୀକୁ ଠାବ କରିବା ପରେ ‌ଆଜି ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ତାର ଗତିବିଧିକୁ ଅନୁଧ୍ୟାନ କରାଯାଇଥିଲା। ଏହାପରେ ଆଜି ପୂର୍ବାହ୍ନରୁ ନନ୍ଦନକାନନ ଓ ଶିମିଳିପାଳର ଏକ୍ସପର୍ଟ […]

  • Monday, 19 July 2021
୧୨ରେ ଆସିବେ ଅମିତ୍ ଶାହ

ଭୁବନେଶ୍ୱର : ଚଳିତମାସ ୩୧ତାରିଖ ପରିବର୍ତ୍ତେ ଫେବୃୟାରୀ ୧୩ତାରିଖରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍‌ର ୨୪ତମ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ସିଏଏ,ଏନଆରପି ଓ ଏନଆରସିକୁ ନେଇ ଦେଶବ୍ୟାପୀ ଉଷ୍ମତା ଲାଗି ରହିଥିବାବେଳେ ଦୀର୍ଘ ୨୯ବର୍ଷ ପରେ ଭୁବନେଶ୍ୱରରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ଅନୁଷ୍ଠିତ ହେଉଥିବାରୁ ଏହା ବେଶ୍ ଗୁରୁତ୍ୱବହନ କରୁଛି। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୩୧ତାରିଖରେ ପୂର୍ବାଞ୍ଚଳ ଜୋନାଲ କାଉନସିଲର […]

  • Monday, 19 July 2021
lingraj
ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ସରକାରଙ୍କ ‘ଏକାମ୍ର ପ୍ୟାକେଜ୍‌’

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରର ପାରିପାଶ୍ୱିର୍କ ଅଞ୍ଚଳର ୬୫ଏକର ପରିମିତ ଜମିରେ ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଆଜି ‘ଏକାମ୍ର ପ୍ୟାକେଜ୍ ’ ଘୋଷଣା କରିଛନ୍ତି। ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହି ପ୍ୟାକେଜ୍ ଘୋଷଣା ହୋଇଛି। ଅଧିଗୃହୀତ ସମସ୍ତ ଜମି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନାଁରେ ରେକର୍ଡ କରାଯିବ। ଜମି ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାଁ […]

  • Monday, 19 July 2021
ouat
OUAT ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ

ଭୁବନେଶ୍ୱର  : ଭୁବନେଶ୍ୱର ସ୍ଥିତ OUAT ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ।  ଫାର୍ମରେ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ କରିଥିବା ସ୍ପଷ୍ଟ ହୋଇଛି। ଭୋପାଳ ଯାଇଥିବା ସାମ୍ପଲରୁ ଚିହ୍ନଟ ହେଲା ବାର୍ଡ ଫ୍ଲୁ। ବାର୍ଡ ଫ୍ଲୁ ଚିହ୍ନଟ ନେଇ ବିଭାଗୀୟ ମୁଖ୍ୟ ସୁଶେନ ପଣ୍ଡାଙ୍କ ସୂଚନା । OUAT ରିସର୍ଚ୍ଚ ଫାର୍ମରେ ୨/୩ ଦିନ ହେଲା କୁକୁଡ଼ା ମରୁଥିଲେ । କୁକୁଡ଼ାଙ୍କ ସାମ୍ପଲ ଭୋପାଳ ଟେଷ୍ଟିଂ ଲ୍ୟାବ୍ ପଠାଯାଇଥିଲା । ଆଜି ଲ୍ୟାବ୍‌ରୁ ରିପୋର୍ଟ ଆସିବା ପରେ […]

  • Monday, 19 July 2021
dillip construction
ବାରଣ ସତ୍ତ୍ୱେ କାମ କରୁଥିଲା ଠିକା ସଂସ୍ଥା ଦିଲ୍ଲୀପ କନଷ୍ଟ୍ରକ୍ସନ୍

ଭୁବନେଶ୍ୱର :  କାମରୁ ବାରଣ କରାଯିବା ପରେ ବି ବିମାନ ବନ୍ଦର ଟର୍ମିନାଲ ଲିଙ୍କ୍‌ ବିଲିଡିଂ କାମ କରୁଥିଲା ଦିଲ୍ଲୀପ କନଷ୍ଟ୍ରକସନ କମ୍ପାନୀ। ବିମାନ ବନ୍ଦର ପ୍ରାଧିକରଣ ୱେବସାଇଟ୍ ଖିଲାପି ଠିକାଦାରଙ୍କ ତାଲିକାରେ ଅଛି ଦିଲ୍ଲୀପ କନଷ୍ଟ୍ରକସନର ନାଁ। ତେବେ କାମ ବନ୍ଦ ପାଇଁ ବାରଣ ସତ୍ତ୍ୱେ ବି କାହାର ଇଙ୍ଗିତରେ ତାଙ୍କୁ ପୁଣି କାମ କରିବାକୁ ଅନୁମତି ଦିଆଗଲା ସେ ନେଇ ତଦନ୍ତ କରିବାକୁ ବିରୋଧୀ ଦାବି କରିଛନ୍ତି। ବିମାନବନ୍ଦର ଟର୍ମିନାଲର ଲିଙ୍କ୍‌ କାମର ଶୁଭ […]

  • Monday, 19 July 2021
vlcsnap-error437
ପୁଣି ଭାଇରାଲ ହେଲା ଯୁବକ ଯୁବତୀଙ୍କ ଅନ୍ତରଂଗ କ୍ଷଣର ଭିଡିଓ

ଭଦ୍ରକ: ପୁଣି ଭାଇରାଲ ହେଲା ଯୁବକ ଯୁବତୀଙ୍କ ଅନ୍ତରଂଗ କ୍ଷଣର ଭିଡିଓ। ଜଣେ ଉଦ୍‌ଭ୍ରାନ୍ତ କଲେଜ ଛାତ୍ର ତାଙ୍କ ସହପାଠିନୀଙ୍କ ସହ ଅନ୍ତରଙ୍ଗ କ୍ଷଣର ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଧାମନଗର ପୁଲିସ ଯାଜପୁର ଜିଲ୍ଲା ବାହାବଳପୁର ଅଞ୍ଚଳର ସଂପୃକ୍ତ କଲେଜ ଛାତ୍ରଙ୍କୁ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ପକ୍ସୋ ଅାଇନ ସହିତ ଅାଇଟି ଅାକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ପୀଡ଼ିତା ଛାତ୍ରୀଙ୍କ ପରିବାର ପକ୍ଷରୁ ଏନେଇ ଧାମନଗର ଥାନାରେ […]

  • Monday, 19 July 2021
vlcsnap-error146
ଧର୍ମେନ୍ଦ୍ରଙ୍କୁ ଦାମଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର: ଛେରା ପହଁରାକୁ ସ୍ୱଚ୍ଛ ଭାରତ ସହ ତୁଳନା କରି ସୋଶାଲ୍ ମିଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଷ୍ଟ କରିଥିଲେ। ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଡା. ଦାମୋଦର ରାଉତ। ଏସବୁ ନିଜର ଅହଙ୍କାର ଛଡ଼ା ଅାଉ କିଛି ନୁହେଁ ବୋଲି ଦାମ କହିଛନ୍ତି। ପୂର୍ବରୁ ମୋଦିଙ୍କ ନବକଳେବର ପୁରୀରୁ ହେବ ବୋଲି କହିଥିଲେ। ଏସବୁ ଅହଙ୍କାରକୁ ଜଗନ୍ନାଥ ସହ୍ୟ କରିବେ ନାହିଁ ବୋଲି ସେ କହିଛନ୍ତି। ସେପଟେ […]

  • Monday, 19 July 2021
Sex-Racket
ଭଡ଼ା ଘରେ ବର୍ଷେ ହେଲା ଚାଲିଥିଲା ଦେହ ବ୍ୟବସାୟ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ବୈଦ୍ୟନାଥ ଥାନା ଅନ୍ତର୍ଗତ ହାତୀବନ୍ଧ ସାହିରେ ଏକ ଭଡ଼ା ଘରୁ ସୋମବାର ଅପରାହ୍ନରେ ଏକ ସେକ୍ସ ରାକେଟ୍‌ ଠାବ କରିଛି ପୁଲିସ । ଏହି ଭଡ଼ା ଘର ଉପରେ ଚଢ଼ଉ କରି ପୁଲିସ ୨ ଜଣ ଗ୍ରାହକ ଓ ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ମାଷ୍ଟରମାଇଣ୍ଡ ହାତୀବଂଧ ସାହିରେ ଏକ ଭଡ଼ା ଘର ନେଇ ରହୁଥିଲେ। ଏହି ଭଡ଼ା ଘରେ ସେ ଅନେକ ଦିନ ହେବ ଯୁବତୀ ଓ […]

  • Monday, 19 July 2021
tiktok
ସ୍କୁଲ ଶିକ୍ଷୟିତ୍ରୀଙ୍କ ଟିକ୍‌ଟକ୍ ଭିଡିଓ ଭାଇରାଲ

ନରସିଂହ ପୁର  : ଟିକ୍‌ଟକ୍‌ ଯେମିତି ସମସ୍ତଙ୍କୁ ପାଗଳ କରିଛି। ଛୋଟ ଠାରୁ ବଡ଼ ସବୁ ବର୍ଗର ଲୋକେ ମାତିଛନ୍ତି ଏଥିରେ । ଏମିତି ଏକ ଭିଡ଼ିଓ ଭାଇରାଲ୍‌ ହୋଇଛି । ପୁଣି ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀଙ୍କର । ପ୍ରେମ ତୋର ଛିଟାଛିଟା…।  ଓଡ଼ିଆ ସିନେମା ଗୀତରେ ଟିକ୍‌ଟିକ୍‌ ଭିଡିଓ ସୁଟିଂ। ଟିକ୍‌ଟିକ୍‌ ମାୟାରେ ପଡ଼ିଛନ୍ତି ଶିକ୍ଷୟିତ୍ରୀ। ସ୍କୁଲ ପିଲାଙ୍କ ସହ ଶିକ୍ଷୟିତ୍ରୀଙ୍କ ଟିକ୍‌ଟକ୍ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।  କଟକ ଜିଲ୍ଲା ବଡମ୍ବା […]

  • Monday, 19 July 2021
dog
ମାଆ ପରି କିଏ ହେବ...

ଭଦ୍ରକ  : ମଣିଷ ହେଉ କି ପଶୁ । ଛୁଆ ପାଇଁ ସବୁ ମାଆଙ୍କର ମମତା ଆଉ ଦରଦ । ସୋଶାଲ ମିଡିଆରେ ଘୁରି ବୁଲୁଥିବା ଏମିତି ଏକ ଭିଡିଓ  ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଘଟଣାଟି ଭଦ୍ରକ ସହରର ଆରଡ଼ି ଛକ ଅଞ୍ଚଳ ବୋଲି ଜଣାପଡ଼ିଛି । ଗାଡ଼ି ଧକ୍କାରେ ଆହତ ହୋଇଥିବା ଛୁଆ ପାଖରେ ମାଆ କୁକୁର ବସି ରହିଛି। ଛୁଆଟିର ଗୋଡ଼ ଭାଙ୍ଗି ଯାଇ ରକ୍ତ ବୋହୁଥିବାବେଳେ କଷ୍ଟ ସହି ନ ପାରି ମାଆ […]

  • Monday, 19 July 2021
vlcsnap-error062
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ଯାଜପୁର: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ତଣ୍ଡରା ଗାଁରେ ଘଟିଛି ଏହି ଅଘଟଣ। ମୃତ ଯୁବକ ତଣ୍ଡରା ଗାଁର ନରେନ୍ଦ୍ର ମଲିକ ବୋଲି ଜଣାପଡିଛି। ନରେନ୍ଦ୍ର ତାଙ୍କ କୁକୁଡା ଫାର୍ମ ଛାତ ଉପରେ ଲୁହା ପାଇପ୍ ବିଛାଉଥିବାବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ନରେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଗାଁଲୋକେ ବିଦ୍ୟୁତ୍‌ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି। ଗାଁ ଭିତରେ କମ୍ ଉଚ୍ଚତାରେ ୧୧କେଭି […]

  • Monday, 19 July 2021
mm
ସମ୍ବିଧାନକୁ ସାକ୍ଷୀ ରଖି ଦୁଇ ପ୍ରେମୀ ଯୁଗଳ କଲେ ବିବାହ

ଭୁବନେଶ୍ୱର :  ବିନା ବାଜା ରୋଷଣୀ, ବରଯାତ୍ରୀ ଆଉ ବେଦମନ୍ତ୍ର ଉଚ୍ଚାରଣରେ ସମ୍ପର୍ଣ୍ଣ ହେଲା ବିବାହ। ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ ଅରିଜିତ ଓ ଶିବାଲିକା ।ରାଜଧାନୀ ଭୁବନେଶ୍ୱରରେ ବିନା ଜାତି, ଜାତକ, କର୍ମକାଣ୍ଡରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଅରିଜିତ ଓ ଶିବାଲିକା ପରସ୍ପରକୁ ଭଲ ପାଉଥିଲେ । ଆଉ ସେହି ପ୍ରେମସାଥିରୁ ଜୀବନସାଥି ହେବା ପାଇଁ ବାପା ମାଆଙ୍କ ସହମତିରେ ପ୍ରେମ ବିବାହ […]

  • Monday, 19 July 2021
bus
ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ

କଟକ/ବାଙ୍କୀ: ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ବାଙ୍କୀ ରଣସଙ୍ଖ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ବସ୍। ବସ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତାକଡ଼ର ଗଛରେ ପିଟି ହୋଇଥିଲା। ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବାଙ୍କୀରୁ କଟକ ଅଭିମୁଖେ ଆସୁଥିଲା ଘରୋଇ ଲୋକନାଥ ବସ୍।

  • Monday, 19 July 2021
criminal
ରାଜନୀତିରେ ଅପରାଧୀକରଣ ରୋକିବାକୁ ପାଳନ ହେଉନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର :  ଅପରାଧିକ ପୃଷ୍ଠଭୂମି ଥିଲେ ଲଢି ହେବନି କି ନିର୍ବାଚନ ? ରାଜନୀତିରେ ଅପରାଧୀକରଣ ରୋକିବାକୁ ଏ ପ୍ରଶ୍ନକୁ ବିଚାରକୁ ନେଇଛନ୍ତି ସୁପ୍ରିମକୋର୍ଟ । ତେବେ ୨୦୧୮ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପାଳନ ହେଉନଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ୨୦୧୯ ସେପ୍ଟେମ୍ବର ୨୫ରେ ବି ଅପରାଧିକ ମାମଲା ଥିଲେ ସତ୍ୟପାଠରେ ନିର୍ବାଚନ କମିଶନଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ। ନିର୍ବାଚନ ଲଢୁଥିବା ପ୍ରାର୍ଥୀ ନିଜ ଦଳର ୱେବସାଇଟ୍ ସହ ଖବରକାଗଜ […]

  • Monday, 19 July 2021
vlcsnap-error339
ଭୁବନେଶ୍ୱର- କୋଣାର୍କ ରାସ୍ତା ବିଚ୍ଛିନ୍ନ

କୋଣାର୍କ : ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱରକୁ କୋଣାର୍କ ଓ କାକଟପୁରକୁ ସଂଯୋଗ କରୁଥିବା ପିପିଲି-ନିମାପଡ଼ା ରାସ୍ତା ବିଚ୍ଛିନ୍ନ ହୋଇ ଯାଇଛି। ଏହି ରାସ୍ତାର ଗରପଦା ନିକଟରେ ଧନୁଆ ନଦୀ ଉପରେ ନିର୍ମାଣାଧୀନ ପୋଲ ପାଇଁ ଏକ ଅସ୍ଥାୟୀ ବାଇ ପାସ୍ ରାସ୍ତା ନିର୍ମାଣ କରାଯାଇଥିଲା। ପ୍ରବଳ ବର୍ଷାରେ ଧନୁଆଁ ଓ ଏହାର ଆଖପାଖ ଗାଁର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବାର ଚାଷ ଜମିରୁ ପାଣି ନିଷ୍କାସନ ପାଇଁ ଅସ୍ଥାୟୀ ରାସ୍ତାକୁ କଟା […]

  • Monday, 19 July 2021
old man -1
ପୁଅ ବୋହୂଙ୍କ ମାଡ଼ ଭୟରେ ଘର ଛାଡିଲେ ବୃଦ୍ଧ ବାପା

ବାଲେଶ୍ୱର/ସୋର : ପିଲାଟିଏ ଜନ୍ମ ହେଲେ ବାପା ମାଆ ଭାବିଥାନ୍ତି ବୁଢାକାଳେ ସେମାନଙ୍କୁ ସହାୟ ହେବ।  ହେଲେ ବୃଦ୍ଧ କାଳେ ଯଦି ବାପାମାଆଙ୍କୁ ପିଲାମାନେ ହେୟ କରିବେ, ତାହେଲେ ତାଙ୍କ ପାଇଁ ଜରା ନିବାସ, ନହେଲେ ଅନାଥ ଆଶ୍ରମ ସାହା ଭରସା।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ।  ପୁଅର ମାଡ ଭୟରେ ଜଣେ ବୃଦ୍ଧ, ଘର ଛାଡି ଆସି ପହଞ୍ଚିଛନ୍ତି ବାଲେଶ୍ୱର ବସ୍‌ଷ୍ଟାଣ୍ଡରେ। ଆଉ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ତାଙ୍କୁ ଉଦ୍ଧାର କରି […]

  • Monday, 19 July 2021
ipsita
୮ ବର୍ଷ ବୟସରେ ରାଜ୍ୟ ପାଇଁ ଗୌରବ ଆଣିଲେ ଇପସିତା

କୋରାପୁଟ :  ଓଡ଼ିଆ କୁନି ଝିଅଙ୍କ କମାଲ। ମାତ୍ର ୮ ବର୍ଷ ବୟସରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କୋରାପୁଟ ସୁନାବେଡାର ଚତୁର୍ଥ ଶ୍ରେଣୀରେ ପଢୁଥିବା ଆଇଓ୍ୱା ଇପ୍‌ସିତା।  ଜାତୀୟସ୍ତରର ପ୍ରତିଯୋଗିତାରେ ସେ ପ୍ରଥମ ହୋଇଛନ୍ତି। ଇପସିତା ପ୍ରଥମ ହୋଇଥିବାରୁ ତାଙ୍କୁ ସ୍ୱର୍ଣ୍ଣ ପଦକ ସହ କମ୍ପାନୀ ପକ୍ଷରୁ ୭୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତିଯୋଗିତାକୁ ଆୟୋଜନ କରିଥିଲା ଏକ ଘରୋଇ କମ୍ପାନୀ। ଜାତୀୟସ୍ତରରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୧୫ ଲକ୍ଷ ଶିଶୁ […]

  • Monday, 19 July 2021
heavy-rain
୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ ପ୍ରେସର୍ ଦୁର୍ବଳ ହୋଇଛି। ଏହା ଉତ୍ତର ଉପକୂଳ ଓଡ଼ିଶାରେ କେନ୍ଦ୍ରୀଭୂତ ହୋଇଥିଲେ ମଧ୍ୟ ଦୁର୍ବଳ ହୋଇଥିବାରୁ ବର୍ଷା କମିଛି। ତେବେ ମୌସୁମୀ ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ବିଶେଷ କରି ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୧୯ ତାରିଖରେ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ତେଣୁ […]

  • Monday, 19 July 2021
mao
ଗ୍ରାମବାସୀଙ୍କ ଆକ୍ରମଣରେ ମାଓବାଦୀ ମୃତ !

ମାଲକାନଗିରି : ମାଲକାନଗିରିରେ ମାଓବାଦୀ–ଗ୍ରାମବାସୀ ମୁହାଁମୁହିଁ। ମାଓବାଦୀମାନେ ୧୦ରୁ ଅଧିକ ଘର ଜାଳିଦେଇଥିବା ବେଳେ ଏହି ସଂଘର୍ଷରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପାପରମେଟଲା ଥାନା ଯୋଡ଼ାଆମ୍ବ ଗାଁରେ ଏହି ଘଟଣା ଘଟିଛି। ମାଓ ଭୟରେ ଲୋକେ ଗାଁ ଛାଡ଼ି ନିକଟସ୍ଥ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। କୁନ୍ତୁରୁପଦର ସ୍ଥିତ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କୁ କଡା ବିରୋଧ ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳର ଜନ୍ତୁରାଇଗାଁକୁ ମାଓବାଦୀମାନେ […]

  • Monday, 19 July 2021
police
ଦୁଇ ଭଉଣୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଲା ପୁଲିସ

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ। ଲୋୟର ପିଏମଜିରେ ଧାରଣାରେ ବସିଥିବା ଦୁଇ ଭଉଣୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି। ଦୀର୍ଘଦିନ ଧରି ଦାବି ପୂରଣ ପାଇଁ ଦୁଇ ଯୁବତୀ ଲୋୟର ପିଏମଜିରେ ଧାରଣା ଦେଇଥିଲେ। କିନ୍ତୁ ସାଧାରଣତନ୍ତ୍ର ଦିବସ ପାଇଁ ପୁଲିସ ସେମାନଙ୍କୁ ହଟାଇ ଦେବାରୁ ସେମାନେ କଂଗ୍ରେସ ଭବନ ନିକଟ ଗଛ ମୂଳରେ ଆଶ୍ରୟ ନେଇଥିଲେ। ପୁଲିସ ସେଠାରୁ ସେମାନଙ୍କୁ ଜୋର ଜବରଦସ୍ତ ପିସିଆର ଭ୍ୟାନରେ ଉଠାଇ ନେଇଥିଲା। ଦୁଇ ଯୁବତୀ […]

  • Monday, 19 July 2021
airport5
ଏୟାରପୋର୍ଟ ଟ୍ରାଜେଡି : ୪ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରେ ୪ ଜଣ ଗିରଫ । ଠିକା ସଂସ୍ଥା ଦିଲୀପ କନଷ୍ଟ୍ରକସନ ମୁଖ୍ୟ ଠିକାଦାର ଦିଲୀପ ଖଟେଇଙ୍କ ସହ ୪ ଜଣ ଗିରଫ ହୋଇଛନ୍ତି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଜଣେ ଏଜିଏମ୍‌ଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କ ନାଁ ଆଶିଷ ସରକାର , ନିର୍ମାଣ କାମରେ ନିୟୋଜିତ ଦୁଇ ଜଣ ଇଂଜିନିୟର ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ହେଲେ ଗୌତମ ରାୟ ଓ ଅଭିଳାଷ […]

  • Monday, 19 July 2021
beauty
ବାଂଲା ବ୍ୟୁଟିର ବ୍ରାଉନସୁଗାର ବେପାର

ଭୁବନେଶ୍ୱର : ବାଂଲା ବ୍ୟୁଟିର ଧଳା ଜହର କାରବାର। ଦେଖିବାକୁ ବ୍ୟୁଟି, ହେଲେ ବେପାର ବ୍ରାଉନସୁଗାର। ଭୁବନେଶ୍ୱର ଲକ୍ଷ୍ମୀସାଗର ହଳଦି ପଡ଼ିଆରେ ରହି ବ୍ରାଉନସୁଗାର କାରବାର ଚଳାଉଥିବା ପଶ୍ଚିମବଙ୍ଗର ବ୍ୟୁଟି ପୋଦାର ଓ ତାର ଦୁଇ ସହଯୋଗୀ ଧରାପଡିଛନ୍ତି । ଏବେ ତାର ଭାଇକୁ ଖୋଜୁଛି ପୁଲିସ । ବ୍ୟୁଟି ପୋଦାର ବାଲେଶ୍ୱରରୁ ବ୍ରାଉନସୁଗାର ସଂଗ୍ରହ କରିବା ପରେ ତା ର ଏଜେଣ୍ଟ ଜରିଆରେ ଚଳାଉଥିଲା ବେପାର। ହଳଦି ପଡ଼ିଆରେ ଅନେକ ଥର ଚଢ଼ଉ ହୋଇଥିଲେ ମଧ୍ୟ […]

  • Monday, 19 July 2021
collector
ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ସୁନ୍ଦରଗଡ଼ ଜିଲ୍ଲାପାଳ ପୱନ କଲ୍ୟାଣଙ୍କର  କାର୍ଯ୍ୟଶୈଳୀକୁ ନେଇ ଏବେ ଚର୍ଚ୍ଚା। ଅଫିସରେ ନବସି ଗତକାଲି ଜିଲ୍ଲାପାଳ ଲୋକଙ୍କ ସମସ୍ୟା ବୁଝିବା ପାଇଁ ରାଉରକେଲା ନିକଟ ଟାଙ୍ଗରପାଲି ଥାନା ନିକଟରେ ଥିବା ସାମରା ବସ୍ତିରେ ପହଞ୍ଚିଥିଲେ। ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣିଥିଲେ । ଜିଲ୍ଲାପାଳ ଆସିବା ଖବର ଶୁଣି ଗାଁ ଲୋକେ ତାଙ୍କ ପାଇଁ ଚେୟାର ଓ ନିଜ ପାଇଁ ଦରିର ବ୍ୟବସ୍ଥା କରିଥିଲେ। କିନ୍ତୁ ଜିଲ୍ଲାପାଳ ଚେୟାରରେ ବସିନଥିଲେ। […]

  • Monday, 19 July 2021