• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

cow
ରାସ୍ତା ଦୁର୍ଘଟଣା କମାଇବାକୁ ଅଭିନବ ପ୍ରୟାସ

ପାରାଦୀପ : ପାରାଦୀପରେ ରାସ୍ତା ଦୁର୍ଘଟଣା କମାଇବାକୁ ନେଚର୍ ଡ୍ରାଇଭ୍ ଟ୍ରଷ୍ଟର ଅଭିନବ ପ୍ରୟାସ। ରାତିରେ ବୁଲୁଥିବା ଗାଈ ଗୋରୁ ଏବଂ ବୁଲା କୁକୁରଙ୍କ ବେକରେ ରେଡିଅମ୍ ପଟି ଗୁଡାଇବା ସହ ସେମାନଙ୍କ ଶିଙ୍ଗରେ ରେଡିୟମ୍ ଷ୍ଟିକର୍ ଲଗା ଯାଇଛି । ଯାହାଫଳରେ ଦୁର୍ଘଟଣାକୁ କିଛି ମାତ୍ରାରେ ରୋକା ଯାଇପାରିବ ବୋଲି ଟ୍ରଷ୍ଟର କର୍ମକର୍ତ୍ତା କହିଛନ୍ତି । ପାରାଦୀପକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଗାଡି ଚଳାଚଳ କରୁଥିବାବେଳେ ରାତି ସମୟରେ ବୁଲୁଥିବା […]

  • Tuesday, 20 July 2021
election
ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଅାସନ୍ତା ୧୧ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ । ଏନେଇ ଅାଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅାସନ୍ତା ୩ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ଅାଶାୟୀ ପ୍ରାର୍ଥୀ । ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଅାଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ତାପରଦିନ ଅର୍ଥାତ ୪ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୧୦ […]

  • Tuesday, 20 July 2021
juel
ହକି ବିଶ୍ୱକପ୍‌କୁ ନେଇ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ଟାର୍ଗେଟ୍

ଭୁବନେଶ୍ୱର: ରାଜଧାନୀକୁ ଘାରିଛି ବିଶ୍ୱକପ୍‌ କହିର ଫିଭର୍‌। ସବୁଠି ହକିକୁ ନେଇ ଉତ୍ସାହ ଓ ଉଦ୍ଦୀପନା ଥିବା ବେଳେ ବଡ଼ ଆୟୋଜନ ଭିତରେ କିନ୍ତୁ ସରକାରଙ୍କ ଛୋଟ ମାନସିକତାକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ। ସେ ଅଭିଯୋଗ କରିଛନ୍ତି, ସରକାର ହକି ପାଇଁ କମ୍ ବରଂ ଦଳର ପ୍ରଚାର ପାଇଁ ଅଧିକ ପ୍ରୟାସ କରୁଛନ୍ତି। ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ହକିର ବିକାଶ ପାଇଁ ସରକାର ପାତରଅନ୍ତର କରୁଥିବା ଅଭିଯୋଗ […]

  • Tuesday, 20 July 2021
koraput--2
ନିଖୋଜ ହେବାର ୨୪ ଘଣ୍ଟା ପରେ ମିଳିଲେ ଛାତ୍ରୀ

କୋରାପୁଟ  : ସ୍କୁଲରୁ ନିଖୋଜ ହେବାର ୨୪ ଘଣ୍ଟା ପରେ ମିଳିଲା ଛାତ୍ରୀ। କୋରାପୁଟ ସହରର ଏକ ପ୍ରାଥମିକ ସ୍କୁଲରୁ ନିଖୋଜ ଥିବା ଛାତ୍ରୀଙ୍କୁ ଉଦ୍ଧାର କରି ପୁଲିସର ଜିମା ଦେଇଛନ୍ତି ଜଣେ ଅାଦିବାସୀ ମହିଳା। ପିଲାଟି ସ୍କୁଲରେ ଝାଡ଼ା କରିଦେବାରୁ ତାକୁ ଘରକୁ ଯିବାକୁ ସ୍କୁଲ କର୍ତ୍ତୃପକ୍ଷ କହିଥିଲେ । ତେବେ ଘରକୁ ନ ଯାଇ ଛାତ୍ରୀ କେଉଁ ଅାଡେ ଚାଲିଯାଇଥିଲା । ରାସ୍ତାରେ ବସି କାନ୍ଦୁଥିବା ବେଳେ ଜଣେ ଅାଦିବାସୀ ମହିଳା ଛାତ୍ରାୀଙ୍କୁ ଉଦ୍ଧାର […]

  • Tuesday, 20 July 2021
koraput
ଗାଁକୁ ନାହିଁ ରାସ୍ତା ; ଅାସିପାରିଲାନି ଅାମ୍ବୁଲାନ୍ସ

କୋରାପୁଟ  : ଦୁର୍ଗମ ପାହାଡ ମଝିରେ ଥିବା ଗାଁ କୁ ନାହିଁ ରାସ୍ତା। ଫଳରେ ଅାସିପାରିଲାନି ଅାମ୍ବୁଲାନ୍ସ। ଦୀର୍ଘ ୩ କି.ମି ପାହାଡିଅା ରାସ୍ତାରେ ବୁହା ହୋଇ ଅାସିଲେ ପ୍ରସୂତି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ମୁଣ୍ଡଗଡତି ଅଞ୍ଚଳରେ। ଗାଁରେ ନୀଳୁ ଜାନିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଅାମ୍ବୁଲାନ୍ସକୁ ଖବର ଦିଅାଯାଇଥିଲା। ତେବେ ପାହାଡିଅା ଗାଁ ହୋଇଥିବାରୁ ଅାମ୍ବୁଲାନ୍ସ ୩ କି.ମି. ଦୂରରେ ରହିଥିଲା। ଫଳରେ ନୀଳୁଙ୍କ ସମ୍ପର୍କୀୟ କିଛି ମହିଳା […]

  • Tuesday, 20 July 2021
Capture
ପୁଣି ଫେଲ୍ ଆମ୍ବୁଲାନ୍ସ ସେବା: ୮ କିମି ଭାରରେ ବୁହା ହେଲେ ଗର୍ଭବତୀ

ମାଲକାନଗିରି: ପୁଣି ଫେଲ୍ ମାରିଲା ସରକାରଙ୍କ ଆମ୍ବୁଲାନ୍ସ ସେବା। ଆଠ କିଲୋମିଟର୍ ଭାରରେ ବୁହା ହେଲେ ଗର୍ଭବତୀ। ମାଲକାନଗିରି ଜିଲ୍ଲା ମନ୍ତ୍ରୀପୁଟ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଗାଁର ପଦ୍ମିନୀ ମୁଦୁଲିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସଟି ଗାଁରୁ ୮ କିଲୋମିଟର୍ ଦୂରରେ ରହିଯାଇଥିଲା। ବାଧ୍ୟ ହୋଇ ପରିବାର ଲୋକେ ଗର୍ଭବତୀ ପଦ୍ମିନୀଙ୍କୁ ଭାରରେ ୮ କିଲୋମିଟର୍‌ ବୋହି ନେଇଥିଲେ। ପରେ ଆମ୍ବୁଲାନ୍ସରେ […]

  • Tuesday, 20 July 2021
dhana 2
ପୁଣି ବିଲରେ ଜଳିଲା ଧାନ ଫସଲ

ଗଞ୍ଜାମ: ‘ତିତ୍‌ଲି’ ମାଡ଼ରେ ପାଣିରେ ବୁଡ଼ି ରହିଥିବା ଧାନଗଛ ପାଣି ଛାଡ଼ିବା ପରେ ଅଗାଡ଼ି ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ କର୍ପୁର ନୂଆଗାଁରୁ ଆସିଛି ଏଭଳି ଅଭିଯୋଗ। ଧାନ ଅଗାଡ଼ି ହେବା ପରେ ବିଲରୁ ଧାନ ଆଣିବା ପରିବର୍ତ୍ତେ ଫସଲକୁ ନିଆଁ ଲଗାଇ ଦେଇଛନ୍ତି ଚୀଷୀ। ଚାଷରେ କ୍ଷତି ହେବା ପରେ ଏଠାକୁ କୌଣସି ସରକାରୀ ଅଧିକାରୀ ଆସି ଆକଳନ ନ କରିବାରୁ ଚାଷୀ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି। ତେବେ […]

  • Tuesday, 20 July 2021
temple-up
କାହିଁକି ସାର୍ବଜନୀନ କରାଯିବ ନାହିଁ ବ୍ରହ୍ମବିଭ୍ରାଟ ରିପୋର୍ଟ ?

ଭୁବନେଶ୍ୱର : ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ କରାନଯିବା ନିଷ୍ପତ୍ତିକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେପି । ପ୍ରଶାସନର ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ, ଭୁଲ୍ ବୋଲି ବିରୋଧୀ ଦଳର ନେତା ନରସିଂହ ମିଶ୍ର କହିଛନ୍ତି। ସେପଟେ ଏହାକୁ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଅାଚାର୍ଯ୍ୟ । ସୂଚନା ଅଧିକାର ଅାଇନ ମୌଳିକ ଅଧିକାରର ଅଂଶ ବିଶେଷ । ତେଣୁ RTIରେ ରିପୋର୍ଟ ମିଳିବ ନାହିଁ ବୋଲି କହିବା […]

  • Tuesday, 20 July 2021
truck
ପୁଣି ସକ୍ରିୟ ହେଲେ ଲୁହାପଥର ମାଫିଆ

ମୟୂରଭଞ୍ଜ: ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ପୁଣି ଥରେ ସକ୍ରିୟ ହୋଇଛନ୍ତି ଲୁହାପଥର ମାଫିଆ। ଆଜି ଭୋର ସମୟରେ ପୁଲିସ୍ ରାଇରଙ୍ଗପୁର-ଜାମସେଦପୁର NH ୨୨୦ରେ ପାଟ୍ରୋଲିଂ କରୁଥିବା ବେଳେ ଦାଣ୍ଡବୋଷ ଗାଁ ନିକଟରେ ୨ଟି ଲୁହାପଥର ବୋଝେଇ ଡମ୍ପର୍‌କୁ ଧରିଛି। ଚୋରା ଚାଲାଣ ହେଉଥିବା ଏହି ଲୁହାପଥର ଡମ୍ପର୍‌ ଗୋରୁମହିଷାଣି ଅଞ୍ଚଳରୁ ଜାମସେଦପୁରକୁ ଯାଉଥିଲା ବୋଲି ସୂଚନା ମିଳିଛି। କିଛି ମାସ ତଳେ ସୁଲେଇପାଟ ଲୁହାଖଣି ଓ ଗୋରୁମହିଷାଣି ଲୁହାପଥର ଖଣି ଅଞ୍ଚଳରୁ ଦୁର୍ବୃତ୍ତମାନେ ଡମ୍ପର୍‌ ଓ ଟ୍ରକ […]

  • Tuesday, 20 July 2021
ganja
୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବକାରୀ ବିଭାଗ ଚଢ଼ାଉ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି। ଜିଲ୍ଲାର ଓର୍କେଲ୍‌ ଥାନା ଅନ୍ତର୍ଗତ ମଙ୍ଗଳାଯୋଡ଼ି ନିକଟରେ ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛି ବିଭାଗ। ପ୍ରାୟ ୨୨ ଏକର ଜମିରେ ଗଞ୍ଜେଇ ଗଛ ଚାଷ କରାଯାଇଥିବା ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରିଥିଲା। କଟାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି।

  • Tuesday, 20 July 2021
kharabela
ଖାରବେଳଙ୍କୁ ମାଡ଼ ମାରିବା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: କାଶୀପୁରରେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣର କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତ ହେବ। ଆଜି ଏହା ସ୍ପଷ୍ଟ କରିଛନ୍ତି ପୁଲିସ୍‌ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ଏହି ଘଟଣା ପରେ ଷଡ଼ଯନ୍ତ୍ର ରହିଛି କି ନାହିଁ ସେ ନେଇ ଖୋଳତାଡ଼ କରିବ କ୍ରାଇମ୍‌ବ୍ରାଞ୍ଚ୍। ଏ ନେଇ ବିସ୍ତୃତ ଭାବେ ତଦନ୍ତ କରାଯିବ। ଖାରବେଳଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣ ଘଟଣାକୁ ବି ତଦନ୍ତ ପରିସରକୁ ଅଣାଯାଇପାରେ ବୋଲି ସୂଚନା ମିଳିଛି। ଅନ୍ୟପଟେ ମାଡ଼ ମାରିବା […]

  • Tuesday, 20 July 2021
Abhijit
ଅଭିଜିତ୍‌ଙ୍କୁ ହାଜର ପାଇଁ ନୋଟିସ୍ ଦେବ ବିଧାନସଭା ଗୃହ କମିଟି

ଭୁବନେଶ୍ୱର: ଅଭିଜିତ୍‌ ଆୟର ମିତ୍ରଙ୍କ ନାଁରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ପ୍ରସଙ୍ଗ ନେଇ ଆଜି ବିଧାନସଭା ଗୃହ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅଭିଜିତ୍‌ଙ୍କୁ ହାଜର ହେବାକୁ ଗୃହ କମିଟି ନୋଟିସ୍‌ ଜାରି କରିବ। ଅକ୍ଟୋବର ୧୧ ତାରିଖ ଦିନ ୧୧ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ହାଜର ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯିବ। ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ସ୍ୱାଧିକାର ଭଙ୍ଗ ନେଇ […]

  • Tuesday, 20 July 2021
baragada
ଧନୁଯାତ୍ରାରେ ଏବର୍ଷ ବଦଳିବେନି କଂସ

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଏବର୍ଷ ବଦଳିବେନି କଂସ। ଗତ ବର୍ଷ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଏଥର ମଧ୍ୟ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରା କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଏହି ପ୍ରସଙ୍ଗକୁ ନେଇ ଘମାଘୋଟ ଆଲୋଚନା ହୋଇଥିଲା। ନୂଆ କଂସ ଚୟନ କରିବାକୁ କିଛି କମିଟି ସଦସ୍ୟ ଯୁକ୍ତି ବାଢ଼ିଥିଲେ। କିନ୍ତୁ ଧନୁଯାତ୍ରା ପାଇଁ କମ୍ ସମୟ ଥିବାରୁ ନୂଆ କଂସ […]

  • Tuesday, 20 July 2021
HC
ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇଲେ ଆଇନଜୀବୀ

କଟକ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓକିଲ ଆନ୍ଦୋଳନ ବନ୍ଦ ହୋଇନି। ବରଂ ଆହୁରି ତେଜିଛି। ଆଜି ହାଇକୋର୍ଟ ମୁଖ୍ୟ ଫାଟକରେ ଆଇନଜୀବୀମାନେ ତାଲା ପକାଇଛନ୍ତି। କୋର୍ଟ ପରିସରକୁ ବିଚାରପତିଙ୍କୁ ଆଇନଜୀବୀ ଛାଡ଼ୁ ନାହାନ୍ତି। ଅଭିଯୁକ୍ତ ପୁଲିସ୍‌ଙ୍କୁ ଗିରଫ ଦାବିରେ ଓକିଲ ସଂଘ ଅଟଳ ରହିଛି। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ‌ଆନ୍ଦୋଳନରୁ ଓହରିବାକୁ ଗତକାଲି ଓକିଲଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ଏକପାଖିଆ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଓକିଲମାନେ ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ […]

  • Tuesday, 20 July 2021
Capture
ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ

ନୟାଗଡ଼: ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲାରୁ। ଯୋଗ୍ୟ ଛାତ୍ରଛାତ୍ରୀ ପରିବର୍ତ୍ତେ ଅଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି। ଗତ ବର୍ଷ ଶିଶୁ ଦିବସରେ ନୟାଗଡ଼ର ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ମେଧା ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବୃତ୍ତି ଘୋଷଣା କରିଥିଲେ। NACରେ ଥିବା ସ୍କୁଲ୍‌ଗୁଡ଼ିକରେ ପ୍ରଥମ ୨୦ ଜଣଙ୍କୁ ଓ ପ୍ରତି ବ୍ଲକ୍‌ରେ ପ୍ରଥମ ଶହେ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏ […]

  • Tuesday, 20 July 2021
snake
ସାପ କାମୁଡ଼ାରେ ଦୁଇ ଭାଇଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ: ସାପ କାମୁଡ଼ାରେ ଦୁଇ ଭାଇଙ୍କ ମୃତ୍ୟୁ। କେନ୍ଦ୍ରାପଡ଼ା ଜିଲ୍ଲା ମୁଳୁବସନ୍ତ ପଞ୍ଚାୟତର ବନ୍ଧସାହି ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଦୁଇ ଭାଇ ହେଲେ ଉଦୟଭାନୁ ସାହୁ (୧୩) ଓ କୃତିବାସ ସାହୁ (୭)। ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଦୁଇ ଭାଇଙ୍କୁ ସାପ କାମୁଡ଼ି ଦେଇଥିଲା। ଉଭୟଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ ସ୍ଥାନାନ୍ତର ବେଳେ ରାସ୍ତାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।

  • Tuesday, 20 July 2021
cement factory
କଟକରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ

କଟକ: କଟକରେ ପୁଣି ନକଲି କାରଖାନା ଠାବ। ଜଗତପୁର ଶିଳ୍ପାଞ୍ଚଳରୁ ହ୍ୱାଇଟ୍‌ ସିମେଣ୍ଟ ଓ ଘର ରଙ୍ଗ ସାମଗ୍ରୀର ନକଲି କାରଖାନାକୁ ଜଗତପୁର ପୁଲିସ୍‌ ଠାବ କରିଛି। ୭୧୦ରୁ ଅଧିକ ନକଲି ହ୍ୱାଇଟ୍‌ ସିମେଣ୍ଟ ବସ୍ତା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶଂକୁ ପୁଲିସ୍‌ ଜବତ କରିଛି। ଏହି ଘଟଣାରେ କାରଖାନାର ମାଲିକ ସଦାଶିବ ବେହେରାଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ସୂଚନା ଅନୁସାରେ, ପ୍ରାୟ ୧୫ଟି କମ୍ପାନୀର ହ୍ୱାଇଟ୍‌ ସିମେଣ୍ଟ ଏଠାରେ ନକଲି କରି ବିକ୍ରି କରାଯାଉଥିଲା। […]

  • Tuesday, 20 July 2021
smart city
ଭୁବନେଶ୍ୱରକୁ ମିଳିଲା ଶ୍ରେଷ୍ଠ ସ୍ମାର୍ଟ ସିଟି ଆଓ୍ୱାର୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଇଁ ଆଉ ଏକ ଗୌରବର କଥା। ଭୁବନେଶ୍ୱର ନାଁରେ ଯୋଡ଼ି ହେଲା ଆଉ ଏକ ସମ୍ମାନ। ରାଜସ୍ଥାନ ଜୟପୁରର JECCରେ ଆୟୋଜିତ ସ୍ମାର୍ଟ ସିଟି ଏକ୍ସପୋରେ ଭୁବନେଶ୍ୱରକୁ ମିଳିଛି ଶ୍ରେଷ୍ଠ ସ୍ମାର୍ଟ ସିଟି ଆଓ୍ୱାର୍ଡ।  ଏହି ବିଭାଗ ପାଇଁ ଦେଶର ଅନ୍ୟ ସ୍ମାର୍ଟ ସିଟି ମଧ୍ୟ ରେସ୍‌ରେ ସାମିଲ ଥିଲେ। ହେଲେ  ଭୁବନେଶ୍ୱର ଅନ୍ୟ ସହରକୁ ପଛରେ ପକାଇ ଶ୍ରେଷ୍ଠ ସ୍ମାର୍ଟ ସିଟି ଆଓ୍ୱାର୍ଡ ହାସଲ କରିଛି। ମୁଖତଃ ଯୁବ ପୀଢ଼ିଙ୍କୁ ଗୁରୁତ୍ୱ, […]

  • Tuesday, 20 July 2021
dharma-ghata
ଆଜି ଦେଶବ୍ୟାପୀ ଦୋକାନ ବନ୍ଦ

ଭୁବନେଶ୍ୱର: ଖୁଚୁରା ବଜାରରେ ଆନ୍ତଃରାଷ୍ଟ୍ରୀୟ ବ୍ୟବସାୟୀଙ୍କ ପ୍ରବେଶ ଓ FDIକୁ କ୍ୟାବିନେଟ୍‌ ମଞ୍ଜୁରୀକୁ ବିରୋଧ କରି ଆଜି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ଏହି ଧର୍ମଘଟରେ ସାମିଲ ହୋଇଛି। ଫଳରେ ଆଜି ରାଜ୍ୟର ସମସ୍ତ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ବିଭିନ୍ନ ଦାବିକୁ ନେଇ ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯଦି କେନ୍ଦ୍ର ସରକାର ସେମାନଙ୍କ ଦାବି ଉପରେ କୌଣସି ନିଷ୍ପତ୍ତି ନନେଲେ […]

  • Tuesday, 20 July 2021
daMA
ବିଜୁ ଅାଦର୍ଶକୁ ନେଇ ନୂଅା ଦଳ ଗଠନର ସଙ୍କେତ ଦେଲେ ଦାମ

ଭୁବନେଶ୍ୱର : ଓଡ଼ିଶାରେ ବିଜୁ ଅାଦର୍ଶକୁ ନେଇ ନୂଅା ଦଳ ଗଠନର ସଙ୍କେତ ଦେଲେ ବରିଷ୍ଠ ବିଧାୟକ ଦାମୋଦର ରାଉତ । ଦାମ କହିଛନ୍ତି ବିଜୁଙ୍କ ନୀତି ଅାଦର୍ଶକୁ ମାନୁଥିବା ଲୋକଙ୍କୁ ନେଇ ନୂଅାଦଳ ଗଠନ ହେବାର ସମ୍ଭାବନା ରହିଛି । ତା ସହ ବିଜେଡିରେ ଏବେ ବିଜୁ ପଟ୍ଟନାୟକଙ୍କ ସଙ୍ଗେ କାମ କରିଥିବା, ତାଙ୍କୁ ଦେଖିଥିବା କିମ୍ବା ତାଙ୍କ ଅାଦର୍ଶରେ ଅନୁପ୍ରାଣିତ ହୋଇଥିବା କୌଣସି ଲୋକ ନାହାନ୍ତି ବୋଲି କହିଛନ୍ତି ଦାମ। କେତେଜଣ ଲୋକ ବିଜୁବାବୁଙ୍କ […]

  • Tuesday, 20 July 2021
kharabela
ଆକ୍ରମଣ କରିଥିବା ବ୍ୟକ୍ତି ବିଜେଡି ସମର୍ଥକ: ଖାରବେଳ

ରାୟଗଡ଼ା: ସରକାରଙ୍କ ବିରୋଧରେ କହିଲେ ମିଳିବ ନିସ୍ତୁକ ମାଡ଼। ତୃତୀୟ ଥର ପାଇଁ ପଥପ୍ରାନ୍ତ ସଭାରେ ସରକାରଙ୍କ ସମାଲୋଚନା କଲା ବେଳେ ମାଡ଼ ଖାଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ରାୟଗଡ଼ା କାଶୀପୁରରେ ସଭାରେ ଭାଷଣ ଦେବା ବେଳେ ଖାରବେଳଙ୍କୁ ଆକ୍ରମଣ କରାଯାଇଛି। ତେବେ ବିଜେଡିର ସମର୍ଥକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ଖାରବେଳ। ଏହି ଘଟଣାରେ ଅଭିଯୁକ୍ତ ସୁମନ୍ତ ନାୟକଙ୍କୁ ଗିରଫ କରାଯାଇଥିବା ରାୟଗଡ଼ା ଏସ୍‌ପି କହିଛନ୍ତି। କାଶୀପୁରରେ ପଥପ୍ରାନ୍ତ ସଭା ଚାଲିଥିବା […]

  • Tuesday, 20 July 2021
umesh
ବିଜୁ ଜନତା ଦଳକୁ ବିଗାଡୁଛନ୍ତି କିଛି ଲଫଙ୍ଗା ଟୋକା : ଉମେଶ ସ୍ୱାଇଁ

ଭୁବନେଶ୍ୱର : ବିଜୁ ଜନତା ଦଳକୁ ବିଗାଡୁଛନ୍ତି କିଛି ଲଫଙ୍ଗା ଟୋକା । ନବୀନ ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍ । ଦଳକୁ ଭାଙ୍ଗି ନିଜ ଅାଧିପତ୍ୟ ବିସ୍ତାର କରିବାକୁ ସେହି ଲଫଙ୍ଗାମାନେ ଚାହୁଁଛନ୍ତି ବୋଲି ଅାଜି ସାଂଘାତିକ ମନ୍ତବ୍ୟ ରଖିଛନ୍ତି ବିଜେଡି ନେତା ଉମେଶ ସ୍ୱାଇଁ । କହିଛନ୍ତି ଯେଉଁ ଲଫଙ୍ଗା ଟୋକା ଦଳରେ ଅଛନ୍ତି, ସେମାନେ ମଙ୍ଗଳକାରୀ ନୁହଁନ୍ତି । ନବୀନ ସେମାନଙ୍କ ସମ୍ପର୍କରେ ଅନେକ କିଛି ଜାଣି ପାରୁନାହାନ୍ତି । ବର୍ତ୍ତମାନର […]

  • Tuesday, 20 July 2021
jail-up
ଓକିଲ ଅାନ୍ଦୋଳନ ଯୋଗୁଁ ଅାଇନସେବା ବିପର୍ଯ୍ୟସ୍ତ

ସମ୍ବଲପୁର  : ସମ୍ବଲପୁର ସାହୁ କଲୋନୀର ମୀନୁ ଚାଟାର୍ଜୀ । ଏକ ଚୋରୀ ମାମଲାରେ ଗିରଫ ହୋଇ ଦୀର୍ଘ ଦିନ ହେଲା ତାଙ୍କ ପୁଅ ଜେଲ୍‌ରେ ଅଛି। ହେଲେ ଓକିଲଙ୍କ ଅାନ୍ଦୋଳନ ଯୋଗୁ ପୁଅକୁ ମିଳିପାରୁନି ବେଲ୍ । କେବେ  କୋର୍ଟ କାମ ଅାରମ୍ଭ ହେବ ଅାଉ ପୁଅକୁ ଜାମିନ ମିଳିବ, ସେଇ ଚିନ୍ତାରେ ମୀନୁ । ବାଲେଶ୍ୱର ସଦର ବ୍ଲକ ତୋଟାପାଳ ଗାଁର ଯଶମନ୍ତୀ ମଙ୍ଗଙ୍କର ବି ସମାନ ସମସ୍ୟା । ୪ ମାସ ହେଲାଣି […]

  • Tuesday, 20 July 2021
swashta-up
ରାଜରାସ୍ତାରେ ଅାୟୁଷ୍ମାନ ଭାରତ- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଲଢେଇ

ଭୁବନେଶ୍ୱର : ଅାୟୁଷ୍ମାନ ଭାରତ ବନାମ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବା BSKY । କେନ୍ଦ୍ର-ରାଜ୍ୟ ମଧ୍ୟରେ ଚାଲିଥିବା ଏହି ଲଢେଇ ଏବେ ଲୋକଙ୍କ ପାଖକୁ ନେବାକୁ ବିଜେପି ଓ ବିଜେଡିର ତୟାରି । ଗାଁ ଗାଁରେ ହେବ ପ୍ରଚାର । BSKY ଅାରମ୍ଭ ବେଳେ ହିତାଧିକାରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ, ଏବେ ରଥ ବୁଲାଇ ପୁଣି ପ୍ରଚାର କରିବାକୁ ଅାରମ୍ଭ ହୋଇଛି ପ୍ରୟାସ। ସେପଟେ ଅାୟୁଷ୍ମାନ ଭାରତ ଓ BSKY କୁ ନେଇ କେନ୍ଦ୍ର, ରାଜ୍ୟ […]

  • Tuesday, 20 July 2021
tripura
ତ୍ରିପୁରାରେ ଓଡ଼ିଆ ଛାତ୍ର ଓ ଶିକ୍ଷକଙ୍କୁ ନିର୍ଯାତନା ପ୍ରସଙ୍ଗ

ଭୁବନେଶ୍ୱର : ତ୍ରିପୁରାରେ ଓଡ଼ିଆ ଛାତ୍ର ଓ ଶିକ୍ଷକଙ୍କୁ ନିର୍ଯାତନା ପ୍ରସଙ୍ଗକୁ ଗୁରୁତର ସହ ନେଲେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ। ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାରର ଅସାମାଜିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। ଦେଶର କୋଣ ଅନୁକୋଣରୁ ଅାସିଥିବା ଛାତ୍ରଙ୍କ ସୁରକ୍ଷା ଦିଅାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅାଲୋଚନା ପରେ ଏହି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ । ଅନ୍ୟପଟେ ତ୍ରିପୁରାରେ ଓଡ଼ିଆ […]

  • Tuesday, 20 July 2021