ଭୁବନେଶ୍ୱର: ବିଜେପି ମହିଳା କର୍ମୀଙ୍କୁ ପୁଲିସ୍ର ଅସଦାଚରଣ ଅଭିଯୋଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ମହିଳା ଥାନାରେ ୩ ପୁଲିସ୍ ଅଧିକାରୀଙ୍କ ନାଁରେ ଅଭିଯୋଗ ହୋଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଏସିପି ନିର୍ମଳ ଶତପଥୀ ଓ ଏସିପି ଅନୁପ କାନୁନଗୋ। ଦୋଷୀ ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି। ଗତକାଲି ନବୀନ ନିବାସ ଘେରାଉ ବେଳେ ପୁଲିସ୍ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟଙ୍କୁ ଅସଦାଚରଣ କରିଥିବା ଅଭିଯୋଗ […]
ଭୁବନେଶ୍ୱର : ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଅାକ୍ରମଣକୁ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପୁରୀରେ ସାମ୍ବାଦିକଙ୍କ ଉପରେ ପୁଲିସର ଅାକ୍ରମଣ ଓ ସୋରରେ ବିଧାୟକଙ୍କ ଅାକ୍ରମଣ ଘଟଣା ବିବ୍ରତ କଲାଭଳି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସ୍ୱରକୁ ଚପାଇବା ପାଇଁ ହେଉଥିବା କୌଣସି ଉଦ୍ୟମକୁ ଅନୁମତି ଦିଅାଯିବା କଥା ନୁହେଁ। କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ବୈଜୟନ୍ତ। ଏ ନେଇ ବୈଜୟନ୍ତଙ୍କ ଅଫିସ୍ […]
ମୟୂରଭଞ୍ଜ: ତିରିଂ ଥାନା ହେସେଲଡିହ ଗାଁ ନିକଟ ଜଙ୍ଗଲରୁ ଆଜି ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ୍ ଏହି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ହେଲେ ବାଙ୍କୀ ସାହିର ୨୨ ବର୍ଷୀୟ ଯୁବକ ଲକ୍ଷ୍ମଣ ସୋରେନ୍ ଏବଂ ସାତଡିହି ଗାଁର ୨୦ ବର୍ଷୀୟ ଯୁବତୀ ଫୁଲ ମୁର୍ମୁ। ମୃତଦେହ ନିକଟରେ ସିନ୍ଦୁର ଓ ବିଷ ଥିବା ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାର ତଦନ୍ତ ଚାଲିଥିବାବେଳେ ପ୍ରେମଜନିତ କାରଣରୁ ଉଭୟ ବିଷ […]
ଭୁବନେଶ୍ୱର: ଆଜି ବିଜେଡି ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ପ୍ରତି ପଞ୍ଚାୟତରେ କଳା ଦିବସ ପାଳୁଛି କଂଗ୍ରେସ। ଏହି ଅବସରରେ ରାଜ୍ୟ ସରକାଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନବୀନ କେବଳ ବିକାଶର ଚିତ୍କାର କରୁଛନ୍ତି ବୋଲି କହିଛନ୍ତି ନିରଞ୍ଜନ। ଏହାସହ ରାଜ୍ୟ ସରକାରଙ୍କ ବିଫଳତାର ତାଲିକା ଦେଇ ଏହାକୁ ବିଜେଡିର ବିକାଶ ବୋଲି କହି କଟାକ୍ଷ କରିଛନ୍ତି ନିରଞ୍ଜନ। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କେବଳ ହାସ୍ୟାସ୍ପଦ, କ୍ଷମତାକୁ ଆସିଲେ ଆମେ […]
ଭୁବନେଶ୍ୱର : ଏ ମାସରେ ଦାମ ଗଢିବେ ନୂଆ ଦଳ। ଏନେଇ ଆଜି ସେ ଘୋଷଣା କରିଛନ୍ତି । ଅକ୍ଟୋବର ଶେଷ ସୁଦ୍ଧା ଘୋଷଣା ହେବ ନୂଆ ଦଳ । ଦାମ କହିଛନ୍ତି , ‘ବିଜୁଙ୍କ ନାଁ ରେ ହେବ ନୂଆ ଦଳ । ଏବେ ବିଜେଡିରେ ନକଲି ଲୋକ ଅଛନ୍ତି । ନୂଆ ଦଳରେ ଅସଲି ବିଜେଡି ଲୋକ ରହିବେ’ । ଉଲ୍ଲେଖନୀୟ ଯେ , ଦାମ ରାଉତ ନୂଆ ଦଳ ଗଢ଼ିବା ନେଇ ରାଜ୍ୟ […]
ପୁରୀ : ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀଙ୍କ ଘରେ ଅାନ୍ଦୋଳନକାରୀଙ୍କ ଲଙ୍କାକାଣ୍ଡ। ବିଧାୟକ ମହେଶ୍ୱର ମହାନ୍ତିଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଅାନ୍ଦୋଳନକାରୀ। ଘରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାଡି ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରିବାକୁ ନେଇ ନାରାବାଜି କରିଥିଲେ ଭକ୍ତ। ପୁରୀ ଏସ୍ପିଙ୍କ ବାସଭବନ ଅାଗରେ ମଧ୍ୟ ଶତାଧିକ ସଂଖ୍ୟାରେ ରୁଣ୍ଡ ହୋଇଥିଲେ। ଅାନ୍ଦୋଳନକାରୀ ପ୍ରଶାସନ ବିରୋଧୀ ନାରାବାଜି ସହ ଏସ୍ପିଙ୍କ ଅାବାସିକ କାର୍ଯ୍ୟାଳୟ ଉପରକୁ ଟେକା […]
ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଭର୍ତ୍ସନା କଲା ଚାଷୀ ସଂଗଠନ। ରାଜ୍ୟ ସରକାରଙ୍କର ଏହି ଯୋଜନାକୁ ନିର୍ବାଚନୀ ଥୋପ ବୋଲି କହିଛି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି। ଏହା ନକରି ଧାନ ଉପରେ ବୋନସ୍ ଓ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରିବାକୁ ଦାବି କରିଛି ସମିତି। ଏହା ନହେଲେ ଆସନ୍ତା ଫେବ୍ରୁଆରୀରୁ ଚାଷୀ ଆନ୍ଦୋଳନ ତୀବ୍ର କରିବାକୁ ଧମକ ଦେଇଛି ସମିତି। ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି, ସବୁ ବର୍ଗର ଚାଷୀଙ୍କ […]
ସୁନ୍ଦରଗଡ଼ : ରାଜଗାଙ୍ଗପୁର OCL କ୍ୟାମ୍ପସରେ ଉତ୍ତେଜନା । କ୍ୟାମ୍ପସ ଭିତରକୁ ଶତାଧିକ ଅାଦିବାସୀ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଅାଜି ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରି ଉତ୍ତେଜନା ଦେଖାଦେଇଛି। କ୍ୟାମ୍ପସରୁ ଅାଦିବାସୀଙ୍କୁ ବାହାର କରିବା ପରେ ସେମାନେ OCLର ୩ଟି ଗେଟ୍ ଅାଗରେ ଧାରଣା ଦେଇଛନ୍ତି। ଅନ୍ୟପଟେ OCLର ଖଣି ସଂପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ଉପରେ ଜନଶୁଣାଣି ଚାଲିଛି। ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରିବାକୁ ଅାଦିବାସୀ ସମ୍ପ୍ରଦାୟ ଦାବି କରିଛନ୍ତି। […]
ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ସାଂସଦ ଓ ବିଧାୟକଙ୍କୁ ମାସକର ଦରମା ଦଳୀୟ ପାଣ୍ଠିକୁ ଦେବା ପାଇଁ ଅନୁରୋଧ କରାଯିବା ଘଟଣାକୁ ନେଇ ରାଜନୀତି। ଏହା ବିଜେଡିର ଏକ ଲୋକ ଦେଖାଣିଆ କାର୍ଯ୍ୟକ୍ରମ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତା’ସହ ସେ କହିଛନ୍ତି, ବିଜେଡି ପାଖକୁ ଯେଉଁ ଟଙ୍କା ଆସିବା କଥା, ଆସି ସାରିଲାଣି। ସେହିପରି ବିଜେଡି ଭଳି କାର୍ଯ୍ୟକ୍ରମ କଂଗ୍ରେସ କରିପାରିବ ନାହିଁ। ତେଣୁ କଂଗ୍ରେସ ମଧ୍ୟ ବୁଥ୍ରୁ ଲୋକଙ୍କଠାରୁ […]
ଭୁବନେଶ୍ୱର: ପ୍ରତିଷ୍ଠା ଦିବସରେ ସାଧାରଣ ନିର୍ବାଚନ ପାଇଁ କାଲି ବିଗୁଲ୍ ବଜାଇବ ବିଜେଡି। ତେବେ ଏହି ଅବସରରେ କେଉଁ ପ୍ରସଙ୍ଗ ସାମ୍ନାକୁ ଆଣି କାର୍ଡ ଖୋଲିବେ ନବୀନ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଦଳର ୨୧ତମ ଜନ୍ମଦିନ ପାଳିବାକୁ ଜିଲ୍ଲା ପରିଷଦ ଜୋନ୍ରୁ ରାଜଧାନୀ ଯାଏ ଚଳଚଞ୍ଚଳ ହୋଇପଡ଼ିଛି ବିଜେଡି କ୍ୟାମ୍ପ୍। ନିର୍ବାଚନକୁ ଆଉ ମାତ୍ର ୪ ମାସ ଥିବାରୁ ସବୁ ପଞ୍ଚାୟତର ନେତା ଓ କର୍ମୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ କରିବାକୁ ନିଷ୍ପତ୍ତି ହୋଇଛି। […]
ବରଗଡ : ଭାଇ କଲା ଭାଇକୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଧଉରାଖନ୍ଦା ଗାଁରେ । ନିଜ କାକା ପୁଅ ଭାଇକୁ କୂଅରେ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗୁରୁଦେବ ନିଜ କାକା ପୁଅ ସୁଦେବ ଦାସ ସହିତ ଶୌଚ ପାଇଁ ଯାଇଥିଲେ । ତେବେ ଘରକୁ ଫେରିନଥିଲା ୪ ବର୍ଷର ସୁଦେବ ଦାସ । ପରେ ଥାନାରେ ଅଭିଯୋଗ କରିଥିଲେ ସୁଦେବଙ୍କ ବାପା । […]
ଭୁବନେଶ୍ୱର: ମୋଦିଙ୍କ ଗସ୍ତ ପରେ ରାଜ୍ୟ ରାଜନୀତିରେ ଏହାର ପ୍ରଭାବକୁ ନେଇ ଜୋର୍ଦାର ଚର୍ଚ୍ଚା ହେଉଛି। ଝାରସୁଗୁଡ଼ାରେ ନବୀନଙ୍କ ନାଁ ନେଇ ମୋଦି ଦୁର୍ନୀତିର ବାଣ ମାରିଥିଲେ, ଆଉ ଖୋର୍ଦ୍ଧାରେ ସେଇ ଭ୍ରଷ୍ଟାଚାର ଦାନବ କଥା କହିଲେ, କିନ୍ତୁ କିଏ ସେ ଦାନବକୁ ଦାନା ଦେଉଛି ସେ ନାଁ ଧରିଲେ ନାହିଁ। ନବୀନଙ୍କୁ ଟାର୍ଗେଟ୍ କରିବାର ମୋଦିଙ୍କ ଏ ଦୁଇଟି ଢଙ୍ଗକୁ ନେଇ ଏବେ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠୁଛି, ଏଥର ବୁଲେଇ ବଙ୍କେଇ ମୋଦି ମାରିଥିବା […]
ପୁରୀ : ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ବେଳେ ହିଂସାକାଣ୍ଡ । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବନ୍ଦ ପାଳନ ବେଳେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଅାନ୍ଦୋଳନକାରୀ। କାର୍ଯ୍ୟାଳୟ ଭିତରକୁ ପଶିବା ସହ ଅାସବାବ ପତ୍ର ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଧାଡି ଦର୍ଶନ ପାଇଁ କରାଯାଇଥିବା ବାରିକେଡ ଭାଙ୍ଗିବା ସହ ଟାୟାର ଜାଳି ବଡ଼ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁରୀ ଏସ୍ପିଙ୍କ ବାସଭବନ ଅାଗରେ ରୁଣ୍ଡ ହୋଇଥିଲେ ଅାନ୍ଦୋଳୋକାରୀ। […]
କୋରାପୁଟ: ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସାମିଲ୍ ହୋଇଥିଲା କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍ର ପିତଗୁଡ଼ା ଗାଁ। ହେଲେ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ସାଂସଦଙ୍କ ପୋଷ୍ୟ ଗ୍ରାମର ଚିତ୍ର ବଦଳି ପାରିନାହିଁ। ବିକାଶ କଥା ଦୂରରେ ଥାଉ ସାଂସଦ ଦିନେ ହେଲେ ବି ଏ ଗାଁରେ ପାଦ ଦେଇନଥିବା ଗ୍ରାମବାସୀ କହିଛନ୍ତି। ଗାଁ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ରହିଛି। ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଗାଁରୁ ପ୍ରାୟ ୫୦୦ ମିଟର ଦୂରରେ ରହିଛି। ସ୍ୱଚ୍ଛ ପିଇବା ପାଣିର […]
ଯାଜପୁର : ଯାଜପୁର ଏନ୍ସି କଲେଜ ଛାତ୍ରୀନିବାସ ଉପରକୁ ବୋମାମାଡ଼। ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ଛାତ୍ରୀନିବାସରେ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। କିଛି ଦୁର୍ବୃତ୍ତ ହଷ୍ଟେଲକୁ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି।
ପୁରୀ: ପିପିଲି ନାବାଳିକା ଦୁଷ୍କର୍ମ, ହତ୍ୟା ମାମଲାର ରାୟ ନେଇ ପ୍ରତିକ୍ରିୟା ରଖିଛନ୍ତି ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ। ସେ କହିଛନ୍ତି, ପୀଡ଼ିତା ପାଇଁ ମୁଁ ଦୁଃଖିତ। ଏବଂ ରାୟକୁ ସମ୍ମାନ ଦେଉଛି। ସତ କେବେ ଲୁଚି ରହେନି, ଆଜି ସତ୍ୟର ବିଜୟ ହୋଇଛି ସତ ସତ ମିଛ ମିଛ, ଆଜି କ୍ଷୀର ପାଣି ଅଲଗା ହୋଇଯାଇଛି’ ବୋଲି ମହାରଥୀ କହିଛନ୍ତି। ଗତକାଲି ବହୁଚର୍ଚ୍ଚିତ ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ […]
ଗଞ୍ଜାମ: ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଗରେ ଦୁଃଖ ବଖାଣିଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ କୁଶପଡ଼ା ଗାଁର ବାସିନ୍ଦା ସୂର୍ଯ୍ୟ ପାତ୍ର। ନିକଟରେ ଗାଁରେ ପିଠା ଯୋଜନା କାର୍ଯ୍ୟକ୍ରମ ହେଉଥିବା ବେଳେ ନିଜର ଦୁଃଖ ବଖାଣିଲେ ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ସୂର୍ଯ୍ୟ ପାତ୍ର। ପ୍ରଥମେ ନବୀନ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ପିଠା କାର୍ଯ୍ୟକ୍ରମର ପ୍ରଶଂସା କରିବା ପରେ ସେ ଦୁଃଖ ବଖାଣିଥିଲେ। କିନ୍ତୁ କିଛି ସମୟ କହିବା ପରେ ତାଙ୍କୁ କହିବାକୁ ଦିଆଯାଇନଥିଲା। […]
କେନ୍ଦୁଝର : ନିଦ ହଜାଇ ଦେଇଛି ବଣୁଅା ହାତୀ । ୨୨ରୁ ଅଧିକ ହାତୀ ଅାସି ଉତ୍ପାତ ଚଳାଇଛନ୍ତି । ଦିନେ କି ଅଧେ ନୁହେଁ, ଗତ ତିନ ଦିନ ହେଲା ହାତୀ ଉପଦ୍ରବ ଯୋଗୁଁ ଲୋକେ ଅାତଙ୍କିତ । ଜୀବନ ବିକଳରେ ଛୋଟ ଛୁଅାଙ୍କଠୁ ଅାରମ୍ଭ କରି ମହିଳା ଓ ଲୋକ ସମସ୍ତେ ରାତି ଅନିଦ୍ରା । ଏବେ ଏମିତି ଭୟଭୀତ ଅବସ୍ଥାରେ ଅଛନ୍ତି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଳକର ନହବେଡା ଗାଁର ଲୋକେ । […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଅାଜି ରାସନ କାର୍ଡ ବଣ୍ଟା ହେବ । ଅାଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ବ୍ଲକ ଓ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଉତ୍ସବରେ ରାସନ କାର୍ଡ ସହ ମୁଖ୍ୟମନ୍ତ୍ରୀଙ୍କ ଚିଠି ବଣ୍ଟନ କରାଯିବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ମନ୍ତ୍ରୀ, ସାଂସଦ ମାନଙ୍କ ତାଲିକା ବି ପ୍ରସ୍ତୁତ ହୋଇଛି। ଏପରିକି ବିଜେଡିର ନେତାମାନେ ଯେଉଁ ଜିଲ୍ଲାରେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି ଅଧିକାଂଶ ଜିଲ୍ଲାରେ ସେମାନେ ହିଁ […]
ପାରାଦୀପ : ପାରାଦୀପ ସମୁଦ୍ରରେ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର । ହନୁମାନ ମନ୍ଦିର ନିକଟ ସମୁଦ୍ର କୂଳରୁ ମିଳିଛି ମୃତଦେହ । ମୃତକ ହେଲେ ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଅଂଶୁମାନ ଦାଶ। ଗତକାଲି ବେଳାଭୂମିରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବେଳେ ବୁଡ଼ିଯାଇଥିଲେ ୩ ଛାତ୍ର । ଗତକାଲି ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିଲେ। ଅାଜି ତାଙ୍କର ମୃତଦେହ ମିଳିଛି। ବେଳାଭୂମିରେ ଅାୟୋଜିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ […]
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ସରଗରମ ହୋଇଛି। ଆଜି ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ୪ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୦ ତାରିଖରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ ଏବଂ ୧୧ ତାରିଖରେ ମତଦାନ ହୋଇ ସେହିଦିନ ଅପରାହ୍ନରେ ଫଳାଫଳ ଘୋଷଣା ହେବ। ୧୨ ତାରିଖରେ ବିଜୟୀ ପ୍ରାର୍ଥୀ ଶପଥ ଗ୍ରହଣ କରିବେ। ତେବେ ଛାତ୍ର ଅଶାନ୍ତି […]
ପୁରୀ : ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଏହାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅାଜି ପୁରୀ ବନ୍ଦ ଡାକରା ଦିଅାଯାଇଛି । ଏଥିସହ ସାମ୍ବାଦିକଙ୍କୁ ମାଡ, ରତ୍ନଭଣ୍ଡାର ଚାବି ହଜିବା, ବ୍ରହ୍ମବିଭ୍ରାଟ ରିପୋର୍ଟ ପ୍ରସଙ୍ଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯିବ ବୋଲି କହିଛି ଶ୍ରୀଜଗନ୍ନାଥ ସେନା । ବନ୍ଦକୁ ସଫଳ କରିବା ଲାଗି ଗତକାଲି ସେନା ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଥିଲା । ଭିକେ ପାଣ୍ଡିୟାନ, ପ୍ରଦୀପ୍ତ ମହାପାତ୍ର […]
ରାୟଗ଼ଡା: ଗୁଣପୁର ବ୍ଲକ୍ ଘନାନ୍ତ୍ରୀ ଅଞ୍ଚଳରେ ପାଳିତ ହୋଇଛି ଆଦିବାସୀଙ୍କ ନିଆରା ‘ମିରିଆ’ ପର୍ବ। ଅମଳ ପରେ ବିଭିନ୍ନ ଶସ୍ୟକୁ ପ୍ରଥମେ ଇଷ୍ଟଦେବଙ୍କୁ ଅର୍ପଣ କରିବା ପରେ ଘରେ ଘରେ ନୂଆ ଖାଇଛନ୍ତି ଲୋକେ। ଏହି ସମୟରେ ପିଲାଠୁ ବୟସ୍କ ସମସ୍ତେ ପାରମ୍ପରିକ ଆଦିବାସୀ ବାଦ୍ୟ ବଜାଇ ଗାଁ ଦାଣ୍ଡରେ ନାଚିଗାଇ ପର୍ବ ପାଳନ କରିଛନ୍ତି। ଏହି ପର୍ବ ବିଧି ଅନୁସାରେ, ଶୀତ ଋତୁର ଫସଲ କାନ୍ଦୁଲ, ଧାନ, ଶିମ୍ବ ଆଦି ଫସଲ ଅମଳ ପରେ ପ୍ରଥମେ […]
ବଲାଙ୍ଗିର: ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ସ୍ତରରେ ଉଦାସିନତା ଯୋଗୁ ଅନେକ ସ୍ଥାନରେ ଏହା ଫେଲ୍ ମାରୁଥିବା ନଜରକୁ ଆସିଛି। ବଲାଙ୍ଗିର ଜିଲ୍ଲା ତୁରେକୋଲା ବ୍ଲକ୍ ଝରଣି ଆଦର୍ଶ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏଠାରେ ଛାତ୍ରଛାତ୍ରୀଙ୍କ ଲାଗି ୨ ବର୍ଷ ପୂର୍ବେ ଆଦର୍ଶ ବିଦ୍ୟାଳୟ ସହ ହଷ୍ଟେଲ୍ ନିର୍ମାଣ ହୋଇଥିଲା। ସ୍କୁଲରେ ଶିକ୍ଷାଦାନ ଆରମ୍ଭ ହୋଇଥିଲେ ବି ଏଯାଏ ହଷ୍ଟେଲ ଖୋଲାଯାଇନି। ଦୂର […]