• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Untitled
ଦଗାଦିଆ ଡାକ୍ତର ବାବୁ: ବିବାହର ପ୍ରଲୋଭନ ଦେଖାଇ କରୁଥିଲେ ଯୌନ ଶୋଷଣ

ଭଦ୍ରକ (ତପନ ସ୍ୱାଇଁ): ରୋଗୀ ସେବା ଛାଡ଼ି ଡାକ୍ତର ବାବୁ ପ୍ରେମରେ ମାତି ଥିଲେ। ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ। ମନ ଭରିଯିବା ପରେ ବିବାହ କରିବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଏପରି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ। ବରପଦା ଡାକ୍ତରଖାନାରେ କାର୍ଯ୍ୟରତ ଜନୈକ ଡାକ୍ତରଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି। ଟାଉନ୍‌ ଥାନାରେ ଏନେଇ ପୀଡ଼ିତା ମହିଳା ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଡାକ୍ତର ଜଣଙ୍କ ତାଙ୍କୁ […]

  • Tuesday, 20 July 2021
cm
ଏକାକୀ ଲଢ଼ିବ ବିଜେଡି: ନବୀନ

ଭୁବନେଶ୍ୱର: ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡି ଏକାକୀ ଲଢ଼ିବ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାହା ସହିତ ମେଣ୍ଟ ହେବ କି ବୋଲି ସାମ୍ବାଦିକମାନେ ଏକ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି, “କାହା ସହିତ ମେଣ୍ଟ ହେବନି, ବିଜେଡି ନିଜ ବଳରେ ଏକାକୀ ଲଢ଼ିବ।” ପ୍ରାର୍ଥୀ ଚୟନ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି,“ ବିଜୟ ସମ୍ଭାବନା ହିଁ ମୁଖ୍ୟ ମାପକାଠି। ଯିଏ ଜିତିବାର ଆଶା ଥିବ, ତାକୁ ହିଁ ଟିକଟ୍ ଦିଆଯିବ।” ଆଜି […]

  • Tuesday, 20 July 2021
hanging
ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମିର୍ଜାପୁର ଗାଁ ନିକଟରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ରାସ୍ତା କଡ଼ର ଏକ ଗଛରେ ସଂପୃକ୍ତ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମୃତଦେହଟି ମାଟିକୁ ଲାଗି ଝୁଲି ରହିଥିବାରୁ ଏହା […]

  • Tuesday, 20 July 2021
cash
ନିର୍ବାଚନରେ ଟଙ୍କା କାରବାର ରୋକିବାକୁ ପଦକ୍ଷେପ

ଭୁବନେଶ୍ୱର: ନିର୍ବାଚନକୁ ଅବାଧ ଓ ନିରପେକ୍ଷ ରଖିବା ଓ ଟଙ୍କା କାରବାର ରୋକିବା ପାଇଁ ଆୟକର ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ରାଜ୍ୟ ଆୟକର ଭବନରେ ଦିନ ରାତି ୨୪ ଘଣ୍ଟିଆ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଟୋଲ୍‌ ଫ୍ରି ନମ୍ବର ବ୍ୟବସ୍ଥା ହୋଇଛି। ନିର୍ବାଚନ ଉଦ୍ଦେଶ୍ୟରେ ଯଦି କେଉଁଠି ଟଙ୍କା କାରବାର ହେଉଥାଏ, ତା’ ହେଲେ ସଂପୃକ୍ତ ନମ୍ବରରେ ଫୋନ୍ କରିବାକୁ କୁହାଯାଇଛି। ଏହି ଟୋଲ୍‌ ଫ୍ରି ନମ୍ବରଟି ହେଲା ୧୮୦୦-୩୪୫-୭୧୬୦। ନିର୍ବାଚନ […]

  • Tuesday, 20 July 2021
tea
ନକଲି କାରଖାନା ଠାବ: ଚା’ ପତି, ତେଲ ଜବତ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଖର୍ଦ୍ଧା ସାହିରୁ ଏକ ନକଲି କାରଖାନା ଠାବ କରାଯାଇଛି। ଗତକାଲି ସନ୍ଧ୍ୟାରେ ପୁଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବହୁ ପରିମାଣର ନକଲି ଚା’ ପତି ଓ ନକଲି ଦେହ ଲଗା ତେଲ ଜବତ କରାଯାଇଛି। ଏହାସହ ବିଭିନ୍ନ କମ୍ପାନୀର ପ୍ୟାକେଜିଂ ସାମଗ୍ରୀ, ଚା’ ପତି ତିଆରି ମେସିନ ଓ କଞ୍ଚାମାଲ ଜବତ କରାଯାଇଛି। ଚଢ଼ାଉ ପରଠୁ କାରଖାନାର ମାଲିକ ଫେରାର ହୋଇଯାଇଛି।

  • Tuesday, 20 July 2021
thunder
ରାଜ୍ୟର କିଛି ସ୍ଥାନରେ ୧୫ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବା ସହ ଗରମ ଅନୁଭୂତ ହୋଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ତେବେ ଆସନ୍ତାକାଲିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ ୨ରୁ ୩ ଦିନ ହେବ ରାଜ୍ୟରେ ତାପମାତ୍ରା ବଢ଼ିବାରେ […]

  • Tuesday, 20 July 2021
fair
ଜଳିଗଲା ୪ ବଖରା ଘର

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ତଳକୁସୁମା ଗାଁରେ ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା। ଫଳରେ ଗାଁର ଦିଲୀପ ବେଉରା, ବିଦ୍ୟୁତ୍‌ଲତା ବେଉରା, ପ୍ରଦୀପ ବେଉରା ଓ ପ୍ରତାପ ବେଉରାଙ୍କ ଘର ଜଳିଯାଇଛି। ଘରର ଆସବାବପତ୍ର, ଧାନ ଚାଉଳ, ବିରି ମୁଗ ସହ ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଛି। ଘଟଣାସ୍ଥଳରେ […]

  • Tuesday, 20 July 2021
angul
ନାବାଳକଙ୍କ ଆତ୍ମହତ୍ୟା ଅଭିଯୋଗ

ଅନୁଗୁଳ (ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା ଶିଳ୍ପାଞ୍ଚଳ ନିଶା ଥାନା ଅନ୍ତର୍ଗତ ଜେଏସ୍‌ପିଏଲ୍‌ ପ୍ଲାଣ୍ଟ ପରିସର କଲୋନୀ ମଧ୍ୟରେ ଗତକାଲି ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକ ନାବାଳକକୁ ପ୍ରଥମେ ଜେଏସ୍‌ପିଏଲ୍ ହସପିଟାଲ ଓ ପରେ ଅନୁଗୁଳ ଡାକ୍ତରଖାନାକୁ ଆଣିଥିଲେ। ନାବାଳକ ଜଣକ କ’ଣ ପାଇଁ ଆତ୍ମହତ୍ୟା କଲେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

  • Tuesday, 20 July 2021
malkangiri
ମାତିଲେ ମାଓବାଦୀ: ଜଣଙ୍କୁ ଗଳାକାଟି ହତ୍ୟା କଲେ

ମାଲକାନଗିରି (ଜିତେନ୍ଦ୍ର ବେଉରା): କିଛି ଦିନ ନୀରବ ରହିବା ପରେ ନିର୍ବାଚନ ପୂର୍ବରୁ ମାଓବାଦୀ ତାଙ୍କ ଉପସ୍ଥିତି ଜାହିର କରିବା ସହ ଜଣଙ୍କ ଗଳାକାଟି ହତ୍ୟା କରିଛନ୍ତି। ଏପରି ନାରକୀୟ କାଣ୍ଡ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗାଁରେ ମାଓବାଦୀମାନେ ଘଟାଇଛନ୍ତି। ମୃତକ ଜଣଙ୍କ ହେଲେ ଗୁପ୍ତ ସ୍ୱାଇଁ। ସେ କୁକୁରକୁଣ୍ଡରୁ ଟେମୁରୁପାଲିକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମରେ ନିୟୋଜିତ ଥିବା ଠିକାଦାରଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ଏଥିସହ ମାଓବାଦୀ ଗୋଟିଏ ଜେସିବି ଏବଂ […]

  • Tuesday, 20 July 2021
bolangiri
ପରକୀୟା ପ୍ରୀତିରୁ ମହିଳାଙ୍କୁ ହତ୍ୟା ଅଭିଯୋଗ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ପରକୀୟା ପ୍ରୀତିରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ସହର ସ୍ଥିତ ଇଚ୍ଛାପଡ଼ା ନିକଟ ସମଲେଇନଗରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଘରଖୁଣ୍ଟପାଲି ଗାଁରେ ବୋଲି କୁହାଯାଉଛି। ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଏକ ବେଲ ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବେଲଗଛରେ କଣ୍ଟା ଥିଲେ ବି ମହିଳାଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନଥିବାରୁ ସେ ଗଛରେ ଚଢ଼ି ଆତ୍ମହତ୍ୟା […]

  • Tuesday, 20 July 2021
docter
ଚାକିରିରେ ଯୋଗ ନଦେବାକୁ ନବ ନିଯୁକ୍ତ ଡାକ୍ତରଙ୍କ ଧମକ

ଭୁବନେଶ୍ୱର: ନୂଆ ନିଯୁକ୍ତିରେ ଥିବା ଅସଙ୍ଗତି ଦୂର କରିବା ନେଇ ଆଲୋଚନା କରିବାକୁ ସଚିବାଳୟ ଆସି ହଟ୍ଟହଟା ହେବା ପରେ ଚାକିରିରେ ଯୋଗ ନଦେବାକୁ ନବ ନିଯୁକ୍ତ ଡାକ୍ତର ଧମକ ଦେଇଛନ୍ତି। ସଚିବାଳୟରେ ଅନ୍ୟ ବିଭାଗର ଅଭିଯୋଗ ପ୍ରକୋଷ୍ଠକୁ ଯିବାକୁ ସୁଯୋଗ ମିଳୁଥିବାବେଳେ ସ୍ୱାସ୍ଥ୍ୟ ବିଭାଗକୁ କାହାରିକୁ ନଛାଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସପ୍ତାହକ ତଳେ ରେକର୍ଡ ସଂଖ୍ୟକ ଡାକ୍ତର ନିଯୁକ୍ତି ଦେଇ ସରକାର ବାଃ ବାଃ ନେବାକୁ ଚେଷ୍ଟା କରିଥିଳେ। ତେବେ ଯେଉଁ ପ୍ରକ୍ରିୟାରେ […]

  • Tuesday, 20 July 2021
police
ନିର୍ବାଚନ ବେଳେ ଭିଭିଆଇପି ନେତାଙ୍କ ସୁରକ୍ଷା ପାଇଁ ପୁଲିସ୍‌ର ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ବେଳେ ରାଜ୍ୟକୁ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର ଭିଭିଆଇପି ଓ ଅନ୍ୟ ଗୁରୁତ୍ୱପୂରର୍ଣ୍ଣ ବ୍ୟକ୍ତିତ୍ୱ ନିର୍ବାଚନ ପ୍ରଚାର ପାଇଁ ଆସିବାକୁ ଥିବାରୁ ସେମାନଙ୍କ ସୁରକ୍ଷା ଓ ଶାନ୍ତିଶୃଖଳା ରକ୍ଷା କିଭଳି କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଛି। କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚ ସ୍ତରୀୟ ବୈଠକରେ ପୁଲିସ କମିଶନର, ଆଇଜି, […]

  • Tuesday, 20 July 2021
susama
ବିଜେଡିରେ ମିଶିଲେ ସୁଷମା

ଭୁବନେଶ୍ୱର: ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ଉପସଭାପତି ସୁଷମା ବିଶ୍ୱାଳ ସୋମବାର ବିଜେଡିରେ ମିଶିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ସୁଷମା ଗତ ୨୦୧୪ ସାଧାରଣ ନିର୍ବାଚନରେ ନୀଳଗିରି ବିଧାନସଭା ଆସନରୁ ବିଧାୟିକା ପ୍ରାର୍ଥିନୀ ଭାବେ ଲଢ଼ିଥିଲେ। ସେ ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା ଓ ଜିଲ୍ଲା ପ୍ରଭାରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ବିଜେଡିରେ ମିଶିଥିଲେ। ବିଜେଡିରେ ଯୋଗଦେବା ପରେ ସୁଷମା କହିଛନ୍ତି, “ବାଲେଶ୍ୱର ଲୋକସଭାରେ […]

  • Tuesday, 20 July 2021
bjd
ଦଳ ଛାଡ଼ିଲେ ବିଜୁ ଛାତ୍ର ଜନତା ଦଳର ୨୪ରୁ ଅଧିକ ନେତା

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ଅନେକ ନେତା ଦଳ ଛାଡ଼ିଛନ୍ତି। ଆଗଧାଡ଼ିର ଛାତ୍ର ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ଚିନ୍ମୟ ପ୍ରଧାନ ଓ ସମ୍ପାଦକ ଦିଲୀପ ସେନାପତିଙ୍କ ସହ ୨୪ରୁ ଅଧିକ ଛାତ୍ରନେତା ଦଳରୁ ଇସ୍ତଫା ଦେଇଛନ୍ତି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ କମିଟି, ଭୁବନେଶ୍ୱର ଜିଲ୍ଲା କମିଟି, ଭୁବନେଶ୍ୱର ଜୋନ୍ କମିଟି ଓ ବିଜୁ ଯୁବ ଜନତା ଦଳର ଭୁବନେଶ୍ୱର ଜିଲ୍ଲା କମିଟି ନେତା ଦଳ ଛାଡ଼ିଛନ୍ତି। ସୂର୍ଯ୍ୟପ୍ରସାଦ […]

  • Tuesday, 20 July 2021
congress
କଂଗ୍ରେସ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା: ଆଜି ବି ଚାଲିବ ଯାଞ୍ଚ

ନୂଆଦିଲ୍ଲୀ: ରାଜ୍ୟ କଂଗ୍ରେସର ଚୂଡାନ୍ତ ପ୍ରାର୍ଥୀ ଚୟନ ନେଇ ନୂଆଦିଲ୍ଲୀରେ ଏଆଇସିସି ସ୍କ୍ରିନିଂ କମିଟିର ଯାଞ୍ଚ ଚାଲିଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ବୈଠକ ଆଜି ବି ଜାରି ରହିଛି। ଗୋଟିଏ ନିର୍ବାଚନମଣ୍ଡଳୀରୁ ଏକାଧିକ ପ୍ରାର୍ଥୀ ଆଶାୟୀ ଥିବାରୁ ଚୟନ ନେଇ ବିଳମ୍ବ ହେଉଥିବା କୁହାଯାଉଛି। ସ୍କ୍ରିନିଂ କମିଟି ବିଭିନ୍ନ ଅଞ୍ଚଳ ଗସ୍ତ କରି ସଂଗ୍ରହ କରିଥିବା ତଥ୍ୟ ଏବଂ ପ୍ରଦେଶ ନିର୍ବାଚନ କମିଟି ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରାର୍ଥୀ ତାଲିକା ଉପରେ ସ୍କ୍ରୁଟିନି କରାଯାଉଛି। ଯାଞ୍ଚ […]

  • Tuesday, 20 July 2021
anandapur
ଛାତ୍ରୀଙ୍କୁ ହାଣିଲା ଛାତ୍ର

ଆନନ୍ଦପୁର (ମୁନି ସିଂହ): ସ୍କୁଲ୍ ଭିତରେ ସହପାଠିନୀଙ୍କୁ ଅତି ନିର୍ମମ ଭାବେ ହାଣିଦେଲା ସହପାଠୀ ଛାତ୍ର। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଫକୀରପୁର ସିଟି ସ୍କୁଲରେ। ଆହତ ଛାତ୍ରୀଙ୍କ ଘର ଯାଜପୁର ଅଞ୍ଚଳରେ। ଛାତ୍ରୀ ଜଣଙ୍କ ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି। ତାଙ୍କୁ ସେହି ସ୍କୁଲ୍‌ରେ ପଢ଼ୁଥିବା ଜଣେ ଛାତ୍ର କ୍ଲାସରୁମ୍‌ ହାଣି ଦେଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାକୁ ଅଣାଯାଇଥିଲା। […]

  • Tuesday, 20 July 2021
bjd
ବିଜେଡିକୁ ଫେରିଲେ ଜିତୁ ମିତ୍ର

ଭୁବନେଶ୍ୱର: ବିଜେଡିକୁ ଫେରିଛନ୍ତି ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର (ଜିତୁ ମିତ୍ର)। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଛନ୍ତି। ଏହି ଅବସରରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ। ବିଜେଡିରେ ଯୋଗ ଦେବା ପରେ ଜିତୁ କହିଛନ୍ତି, “ବିଜୁ ଜନତା ଦଳ ମୋର ପୁରୁଣା ଘର। ଏବେ ମୁଁ ଘରକୁ ଫେରିଲି। ଖୋର୍ଦ୍ଧାରେ ଏଥର ନିର୍ବାଚନରେ ବି ଦଳକୁ ଜିତାଇବାକୁ ଆମେ କାର୍ଯ୍ୟ […]

  • Tuesday, 20 July 2021
jayabrata
ବିଜେଡିରୁ ବହିଷ୍କାର ପରେ ବିଷ ଓଗାଳିଲେ ଜୟବ୍ରତ

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁର ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ବିଜେଡି ନେତା ଜୟବ୍ରତ ଦେଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିଷ୍କାର କରିଛନ୍ତି। କଥା ଏତିକିରେ ଥମିନି, ଦଳରୁ ବହିଷ୍କାର ହେବା ପରେ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଓ ନବ ଦାସଙ୍କ ବିରୋଧରେ ବିଷ ଉଗାଳିଛନ୍ତି ଜୟବ୍ରତ। ସେ ଏକ ସାମ୍ବାଦିକରେ ନିଜ ପାଇଁ ସୁରକ୍ଷା ମାଗିବେ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, “ତାଙ୍କୁ ବହିଷ୍କାର […]

  • Tuesday, 20 July 2021
congress
ଆଜି ଦିଲ୍ଲୀରେ ବସିବ କଂଗ୍ରେସର ପ୍ରାର୍ଥୀ ତାଲିକା ସ୍କ୍ରୁଟିନି ବୈଠକ

ଭୁବନେଶ୍ୱର: ପ୍ରାର୍ଥୀ ଚୟନ ନେଇ ଆଉ ପାଦେ ଆଗକୁ ବଢ଼ିଛି କଂଗ୍ରେସ। ଆଜି ନୂଆଦିଲ୍ଲୀରେ ଏଆଇସିସି ସ୍କ୍ରିନିଂ କମିଟିର ସ୍କ୍ରୁଟିନି ବୈଠକ ବସିବ। ସ୍କ୍ରିନିଂ କମିଟି ବିଭିନ୍ନ ଅଞ୍ଚଳ ଗସ୍ତ କରି ସଂଗ୍ରହ କରିଥିବା ତଥ୍ୟ ଏବଂ ପ୍ରଦେଶ ନିର୍ବାଚନ କମିଟି ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରାର୍ଥୀ ତାଲିକା ଯାଞ୍ଚ କରାଇ ରାହୁଲଙ୍କ ପାଖକ ମୋହର ମରାଯିବାକୁ ପଠାଯିବ ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନ୍ୟ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। […]

  • Tuesday, 20 July 2021
istock
୧୩ ଯାଏ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ। ଗୋଟିଏ ଦୁଇଟି ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ମଧ୍ୟ ପାର ହୋଇଯାଇ ପାରେ। ଏପରି ଅନୁମାନ ଲଗାଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ହାଲ୍‌କା ବର୍ଷା ସହ ଝଡ଼ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମାଲକାନଗିରି, ଭବାନୀପାଟଣା, ତାଳଚେର, ବଲାଙ୍ଗିର ଓ ଅନୁଗୋଳ ପ୍ରଭୃତି ସହରରେ ପ୍ରବଳ […]

  • Tuesday, 20 July 2021
harihara-nanda
ହରିହର ନନ୍ଦଙ୍କ ପରଲୋକ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଥମ ଓଡ଼ିଆ ପ୍ରାନ୍ତ ପ୍ରଚାରକ ହରିହର ନନ୍ଦଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ହରିହର ନନ୍ଦ ଆରଏସ୍‌ଏସ୍‌ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ହରିହର ଦା ଭାବେ ବେଶ୍ ପରିଚିତ ଥିଲେ। ସେ ସାପ୍ତାହିକ ରାଷ୍ଟ୍ରଦୀପର ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଛନ୍ତି। ଏହାସହ ସଂଘର ପ୍ରାନ୍ତ କାର୍ଯ୍ୟବାହ, ପ୍ରାନ୍ତ ପ୍ରଚାରକ ଏବଂ କ୍ଷେତ୍ରୀୟ ପ୍ରଚାର ପ୍ରମୁଖ ତଥା ଅଖିଳ ଭାରତୀୟ ହିନ୍ଦୁ […]

  • Tuesday, 20 July 2021
child marriage
ବାଲ୍ୟବିବାହ ହୋଇଥିବା ନାବାଳିକା ଉଦ୍ଧାର

ଆନନ୍ଦପୁର (ମୁନା ସିଂହ): ଆଜି ବି ସମାଜରେ ବାଲ୍ୟବିବାହ ପ୍ରଥା ଦେଖିବାକୁ ମିଳୁଛି। କଠୋର ଆଇନ୍‌ ସତ୍ତ୍ୱେ ଲୁଚାଛପାରେ ଏପରି କୁତ୍ସିତ ପ୍ରଥାକୁ ଆପଣାଇବାକୁ ଲୋକେ ପଛାଉ ନାହାନ୍ତି। ଶିକ୍ଷା ଓ ସଚେତନତା ଅଭାବରୁ ଏହି କୁପ୍ରଥା ବନ୍ଦ ହୋଇପାରୁନାହିଁ। ଏପରି ଏକ ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଏଠାରେ ଜଣେ ନାବାଳକ ସହ ବିବାହ ହୋଇଥିବା ନାବାଳିକାକୁ ଉଦ୍ଧାର କରାଯାଇଛି। ଅଭିଯୋଗ ଅନୁସାରେ, ଆନନ୍ଦପୁର ବ୍ଲକ ବାଉଁଶଗଡ଼ ପଞ୍ଚାୟତରେ ପରିବାର ଲୋକେ ଜଣେ ୧୧ ବର୍ଷର […]

  • Tuesday, 20 July 2021
paradeep
ତେଲ ଚୋରି ଅଭିଯୋଗରେ ୩ ଗିରଫ

ପାରାଦୀପ (ରମାକାନ୍ତ ନାୟକ): ଆଇଓସିଏଲ୍ ପାଇପ୍‌ ଲାଇନ୍‌ରୁ ତେଲ ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ପାରାଦୀପ ସାମୁଦ୍ରିକ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ମହାକାଳପଡ଼ା ଥାନା ରାମନଗରର ରବୀନ୍ଦ୍ର କୁମାର ବର୍ମନ, ପ୍ରସନ୍ନ ମଣ୍ଡଳ ଓ ଅଭୟଚାନ୍ଦପୁର ଥାନା ନୂଆଗାଁର କୁଞ୍ଜବିହାରୀ ଦଳେଇ। ଅନ୍ୟତମ ଅଭିଯୁକ୍ତ ମଧୁବନ ଅଞ୍ଚଳର ସରୋଜ ମଲ୍ଲିକ ଫେରାର ହୋଇଯାଇଛି। ତେଲ ଚୋରିରେ ବ୍ୟବହୃତ ବୋଟ୍, ଜାର୍କିନ, ପାଇପ୍‌ ଓ ବହୁ […]

  • Tuesday, 20 July 2021
vv
ଭିଭିପ୍ୟାଟ୍‌ ବ୍ୟବହାର ତାଲିମ ନେଲେ ରାଜନୈତିକ ଦଳ ପ୍ରତିନିଧି

କଟକ: ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ କଟକ ସିଡିଏମ୍ଓଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଭିଭିପ୍ୟାଟ୍‌ର ବ୍ୟବହାରକୁ ନେଇ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ। ଭିଭିପ୍ୟାଟ୍‌ର ବ୍ୟବହାରକୁ ନେଇ ତାଲିମ ପାଇଥିବା ପ୍ରଶାସନିକ ଅଧିକାରୀମାନେ ଡେମୋ ଦେଖାଇଥିଲେ। ରାଉରକେଲା ଆଇଟିଡିଏ ସମ୍ମିଳନୀ କକ୍ଷରେ ଇଭିଏମ୍ ଓ ଭିଭିପ୍ୟାଟ୍‌ର ଡେମୋ ପ୍ରଦର୍ଶନ କରାଯାଇଛି। ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଲୋକଙ୍କୁ ଭୋଟ୍ ଦେବାକୁ ସଚେତନ କରାଇଥିଲେ। […]

  • Tuesday, 20 July 2021
bjp
ବିଜେପି ଆଡ଼କୁ ଢଳୁଛନ୍ତି ରାଜ୍ୟର ପ୍ରଭାବଶାଳୀ ନେତା

ଭୁବନେଶ୍ୱର: ୨୦୧୯ ମହାସମର ବିଗୁଲ ବାଜି ସାରିଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ପାଇଁ ଏପ୍ରିଲ ୧୧ତାରିଖରେ, ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଆସନ ପାଇଁ ୧୮ରେ, ତୃତୀୟ ପର୍ଯ୍ୟାୟରେ ୬ଟି ଆସନ ପାଇଁ ଏପ୍ରିଲ ୨୩ରେ ଓ ବାକି ୬ଟି ଆସନ ପାଇଁ ଏପ୍ରିଲ ୨୯ରେ ନିର୍ବାଚନ ହେବ। ଆଜି ନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ବି ଢେର ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, […]

  • Tuesday, 20 July 2021