• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

school bag
ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବ୍ୟାଗ୍ ଓଜନ ପରଖିବେ ସ୍କ୍ୱାଡ୍

ଭୁବନେଶ୍ୱର: ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ପରଖିବେ ସ୍କ୍ୱାଡ୍। ସ୍କୁଲ ପିଲାଙ୍କ ବ୍ୟାଗ୍ ଓଜନ ହ୍ରାସ କଡ଼ାକଡ଼ି ପାଳନ କରିବାକୁ ଆଜି ସବୁ ଜିଲ୍ଲାପାଳ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ପିଲାଙ୍କ ସ୍କୁଲ ବ୍ୟାଗ୍‌ର ଧାର୍ଯ୍ୟ ଓଜନ ଏବଂ ନିର୍ଦ୍ଧାରିତ ବହି ଯାଞ୍ଚ୍ କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି। ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡ ଦ୍ୱାରା ପରିଚାଳିତ କିଛି ସ୍କୁଲରେ ପିଲାମାନେ […]

  • Thursday, 22 July 2021
bbb
ବିଜେପି ବିଧାୟକ କ୍ଷମା ମାଗନ୍ତୁ ବୋଲି ଦାବି କଲା କଂଗ୍ରେସ

ଭୁବନେଶ୍ୱର: ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ନିଜର ମନ୍ତବ୍ୟ ପାଇଁ ତୁରନ୍ତ କ୍ଷମା ମାଗନ୍ତୁ ନଚେତ୍ କଂଗ୍ରେସ ଧାରଣାରେ ବସିବ ବୋଲି ଚେତାବନୀ ଦେଇଛି। ବିଧାନସଭାରେ ଆଜି ବିଜେପି ବିଧାୟକ ବିଷ୍ଣୁ ସେଠୀ ମୁସଲିମ ମହିଳାମାନଙ୍କ ସମ୍ପର୍କରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ କଂଗ୍ରେସ ନିନ୍ଦା କରିବା ସହ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି। କଂଗ୍ରେସ ଭବନଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି […]

  • Thursday, 22 July 2021
vvv
ମିଶନ୍‌ ଚନ୍ଦ୍ରାୟନ-୨ ପଛରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଦିଗ୍‌ଦର୍ଶନ

ପୁରୀ: ବହୁଚର୍ଚ୍ଚିତ ଚନ୍ଦ୍ରଯାନ-୨ ମିଶନରେ ରହିଛି ପୁରୀ ଶଙ୍କରାଟର୍ଯ୍ୟଙ୍କ ଅବଦାନ। ଜଗତ୍‌ଗୁରୁଙ୍କଠାରୁ ବୈଦିକ ଗାଣିତିକ ସୂତ୍ରକୁ ନେଇ କାମରେ ଲଗାଇଛି ଇସ୍ରୋ। ଯାହାଦ୍ୱାରା ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠ ଛୁଇଁବା ନେଇ ଆକଳନ କରୁଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକ। ତେବେ ଜଗଦ୍‌ଗୁରୁଙ୍କ କେଉଁ ପ୍ରକାର ଗାଣିତିକ ସୂତ୍ରକୁ କାମରେ ଲଗାଇଛି ଇସ୍ରୋ, ତାକୁ ନେଇ ଲାଗି ରହିଛି ଉତ୍କଣ୍ଠା। ଭାରତର ମିଶନ ଚନ୍ଦ୍ରାୟନ-୨ର ସଫଳ ଉତକ୍ଷେପଣ ପଛରେ ରହିଛି ପୁରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରେରଣା। […]

  • Thursday, 22 July 2021
gg
କେନ୍ଦ୍ରୀୟ ରିପୋର୍ଟକୁ ଅଗ୍ରାହ୍ୟ; ୨୮ ନୁହେଁ, ରାଜ୍ୟରେ ଅଛନ୍ତି ଅଧିକ ବାଘ

ଭୁବନେଶ୍ୱର: ୨୮ ନୁହେଁ, ରାଜ୍ୟରେ ଅଧିକ ବାଘ ଅଛନ୍ତି। କେନ୍ଦ୍ରୀୟ ବାଘ ଗଣନା ରିପୋର୍ଟ ଆସିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଏହା କହିଛନ୍ତି ରାଜ୍ୟ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ । ବାଘ ଦୃଷ୍ଟିଗୋଚର ହୋଇଥିବା ରାଜ୍ୟର ନୂଆ ବନଖଣ୍ଡକୁ ଗଣନାରେ ସାମିଲ କରାନଯିବା ଏବଂ କେବଳ କ୍ୟାମେରା ଟ୍ରାପ୍ ମାଧ୍ୟମରେ ଗଣନାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।  ବାଘଙ୍କ ପ୍ରକୃତ ସଂଖ୍ୟା ଜାଣିବାକୁ ରାଜ୍ୟ ସରକାର ନିଜସ୍ୱ ଗଣନା କରିବେ ବୋଲି […]

  • Thursday, 22 July 2021
bvbb
ମହାନଦୀ ବିବାଦର ସମାଧାନ କରିପାରିବ କି ଏକକ ଟ୍ରିବ୍ୟୁନାଲ ?

ଭୁବନେଶ୍ୱର: ଜଳ ବିବାଦର ସମାଧାନ ନେଇ ଏକକ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ଆସିଥିବା ବିଲକୁ ଲୋକସଭାରେ ମଞ୍ଜୁରୀ ମିଳିଛି। ଏହାକୁ ନେଇ ଆଜି ବିଧାନସଭାରେ ତାତି ଦେଖିବାକୁ ମିଳିଛି। ଶାସକ ବିଜେଡି ଆରମ୍ଭରୁ ଏକକ ଟ୍ରିବ୍ୟୁନାଲକୁ ବିରୋଧ କରୁଥିବା ବେଳେ ପାର୍ଲାମେଣ୍ଟରେ କେମିତି ଏହି ବିଲକୁ ସମର୍ଥନ କଲା ବୋଲି ଶୂନ୍ୟ କାଳରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମହାନଦୀର ପାଣି କମୁଥିବା ବେଳେ ରାଜ୍ୟର କେଉଁ ସ୍ୱାର୍ଥ ରକ୍ଷା ପାଇଁ […]

  • Thursday, 22 July 2021
school
କଟକ ଓଏମ୍‌ପି ଛକ ଡବଲ୍ ମର୍ଡର ଘଟଣାରେ ପୁଲିସ୍‌କୁ ମିଳିଲା ସୁରାଗ

କଟକ: କଟକ ଓଏମ୍‌ପି ଛକ ଡବଲ୍ ମର୍ଡର ଘଟଣାରେ କମିଶନରେଟ୍ ପୁଲିସକୁ ସୁରାଗ୍ ମିଳିଛି। ସିରିଏଲ୍ କିଲିଂ ମାମଲାରେ ୪ ଦିନ ତଳୁ ଅଟକ ଥିବା ନୟାଗଡ଼ର ନାରାୟଣ ସାହୁ ହିଁ ହତ୍ୟାକାରୀ ବୋଲି ଦାବି କରିଛି ପୁଲିସ। ପୂର୍ବ ପ୍ରତିଶୋଧ ନେବାକୁ ବିଳମ୍ବିତ ରାତିରେ  ନାରାୟ ହିଁ ଘଟାଇଥିଲା ଏହି ନାରକୀୟ କାଣ୍ଡ ଘଟାଇଥିବା ପୁଲିସ୍‌ କହିଛି। କଟକ ସିରିଏଲ କିଲିଂକୁ ନେଇ କମିଶନରେଟ୍ ପୁଲିସ୍ ଆଜି ସାମ୍ବାଦିକ ସମ୍ମିଳନୀରେ ଏ ଖୁଲାସା କରିଛି। ଏହା […]

  • Thursday, 22 July 2021
dead
ଦାଦାକୁ ପଥରରେ ଛେଚି ହତ୍ୟା କଲା ପୁତୁରା

ମୟୂରଭଞ୍ଚ: ଆଜିର ଦୁନିଆରେ ସମ୍ପର୍କର ମାନେ ଯେମିତି କିଛି ନାହିଁ। କ୍ରୋଧ ଓ ତିକ୍ତତା ଭିତରେ ହଜି ଯାଉଛି ମାୟା ମମତା। କଥା କଥାରେ ରକ୍ତରଞ୍ଜିତ ହେଉଛି ସମ୍ପର୍କ। କେତେବେଳେ ବାପା ମାରୁଛି ପୁଅକ ତ ଆଉ କେତେବେଳେ ଭେଣ୍ଡିଆ ପୁଅ ହତ୍ୟା କରୁଛି ଜନ୍ମଦାତାକୁ। ଏଭଳି ହତ୍ୟା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନଛିପୁର ଗାଁରେ।  ଦାଦାଙ୍କୁ ପଥରରେ ଛେଚି ହତ୍ୟା କରିଛି ପୁତୁରା। ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ। ଗତକାଲି ସନ୍ଧ୍ୟାରେ […]

  • Thursday, 22 July 2021
ketedin
ଭିଜିଲାନ୍ସ ଜାଲରେ ଫସିଲେ ପତି,ପତ୍ନୀ

ଭଦ୍ରକ: ଆଜିକାଲି ପ୍ରାୟ ପ୍ରତି ଦିନେ,ଦୁଇଦିନ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି ଲାଞ୍ଚଖୋର୍‌ ଅଫିସର୍‌, ନେତା ଓ ଠିକାଦାରଙ୍କ ଭଳି ଲାଞ୍ଚୁଆ ବ୍ୟକ୍ତି। ଏଥର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି, ଭଦ୍ରକ ବାସୁଦେବପୁର ବ୍ଲକ ବରଣ୍ଡୁଆ ସେବା ସମବାୟ ସମିତିର ସଭାପତି ନଗେନ୍ଦ୍ର ବିଶ୍ୱାଳ ଓ ତାଙ୍କ ସରପଞ୍ଚ ପତ୍ନୀ ବସନ୍ତୀ ମଞ୍ଜରୀ ବିଶ୍ୱାଳ। ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ବାସୁଦେବପୁର ବ୍ଲକ୍ ସ୍ଥିତ ରତାଙ୍ଗ ପୈତୃକ ଘର, ବରଣ୍ଡୁଆ […]

  • Thursday, 22 July 2021
Capture
ପୁଲିସ୍‌ ପରିଚୟ ଦେଇ କହିଲେ ଏତେ ସୁନା କାହିଁକି ପିନ୍ଧିଛ, ଆଉ ତାପରେ...

ବ୍ରହ୍ମପୁର: ପୁଣି ବ୍ରହ୍ମପୁରରେ ମାତିଲେ ଲୁଟେରା। ପୁରୁଣା ଷ୍ଟାଇଲ୍‌ରେ ପୁଲିସର ପରିଚୟ ପତ୍ର ଦେଖାଇ ଲୁଟେରାମାନେ ଜଣେ ମହିଳାଙ୍କଠୁ ୭ ଭରି ଓଜନର ସୁନା ଚେନ୍‌ ଓ ମଙ୍ଗଳସୂତ୍ର ଲୁଟି ନେଇଛନ୍ତି। ବ୍ରହ୍ମପୁର ଦଳୁଆସାହି ନିକଟରେ ଘଟିଛି ଏହି ଲୁଟ୍‌ ଘଟଣା। ମନ୍ଦିରକୁ ଯାଉଥିବା ବେଳେ ଏତେ ସୁନା କାହିଁକି ପିନ୍ଧିଛ କହି ମହିଳାଙ୍କଠୁ ଲୁଟ୍ ହୋଇଛି। ସହରରେ ଚୋର ମାତିଛନ୍ତି, ସୁନା ବାହାର କରି କାଗଜରେ ଗୁଡ଼ାଇବା ବାହାନା କରି ତାଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ […]

  • Thursday, 22 July 2021
bishnu-sethi-up
ବିଷ୍ଣୁଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ହୋହାଲ୍ଲା: ଗୃହ ମୁଲତବୀ ରଖିଲେ ବାଚସ୍ପତି

ଭୁବନେଶ୍ୱର: ଟ୍ରିପଲ୍ ତଲାକ ବିଲ୍ ସଂପର୍କରେ ବିଧାନସଭାରେ ଆଲୋଚନା ହେଉଥିବା ବେଳେ ହଙ୍ଗାମା ହେବାରୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୩ଟା ଯାଏ ମୁଲତବୀ ରଖିଲାଲେ। ଆଲୋଚନା ଚାଲିଥିବା ବେଳେ ବିଜେପିର ବିଷ୍ଣୁ ସେଠୀ ମୁସ୍ଲିମ୍ ମହିଲାଙ୍କ ବିରୋଧରେ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିସହିତ ବିଭିନ୍ନ ମାଗାଜିନ ଓ ଗଣମାଧ୍ୟମ ରିପୋର୍ଟ ଉଦାହରଣ ଦେଇଥିଲେ ବିଷ୍ଣୁ ସେଠୀ। ଯାହାର ଘୋର ବିରୋଧ କରିଥିଲେ କଂଗ୍ରେସ ବିଧାୟକ। ବିଜେଡି ବିଧାୟକ ମଧ୍ୟ ବିଷ୍ଣୁଙ୍କ ମନ୍ତବ୍ୟକ୍ତୁ ତୀବ୍ର ବିରୋଧ […]

  • Thursday, 22 July 2021
Capture
ଆଉ କେତେ ଜୀବନ ବାଜିରେ ଲାଗିବା ପରେ ଚେତିବ ପ୍ରଶାସନ ?

ରାୟଗଡ଼ା(ନନ୍ଦ କିଶୋର ପଟ୍ଟନାୟକ): ଗାଁ ବିଚ୍ଛିନ୍ନ କରି ରଖିଛି ମାକିମା ନାଳ। ନାଳ ପାର୍‌ ହେଲେ ଯାଇ ମିଳୁଛି ସାଧାରଣ ସୁବିଧା। ତେବେ ନାଳ ପାର୍‌ ହେବା ସୟମରେ ଜୀବନ ପ୍ରତି ବିପଦ ରହୁଛି। ଏଥିପାଇଁ ଜୀବନ ମଧ୍ୟ ଗଲାଣି କିନ୍ତୁ ତଥାପି ନିର୍ମାଣ ହେଉନି ପୋଲଟିଏ। ଗାଁ ଲୋକ ହାରି ଗୁହାରି କରି ଥଖି ଗଲେଣି।  ଗାଁ ଲୋକଙ୍କର ଏଭଳି ଅବସ୍ଥା ଦେଖିବାକୁ ମିଳିଛି ରାୟଗଡ଼ା ବିଷମକଟକ ବ୍ଲକ୍‌ରେ। ନାଳରେ ଆଣ୍ଠୁଏ ଉଚ୍ଚର ପାଣି ସହିତ […]

  • Thursday, 22 July 2021
temple
ପୁରୀରେ ଖୋଲିବ ଯାତ୍ରୀ ପରିଚର୍ଯ୍ୟା କେନ୍ଦ୍ର

ପୁରୀ: ପୁରୀରେ ଖୋଲିବ ଯାତ୍ରୀ ପରିଚର୍ଯ୍ୟା କେନ୍ଦ୍ର ବା ଭିଜିଟର୍ ଫେଲିସିଏସନ୍ ସେଣ୍ଟର୍। ଶ୍ରୀମନ୍ଦିରରେ ଯାତ୍ରୀ ପରିଚର୍ଯ୍ୟାକୁ ଘରୋଇକରଣ କରିବାକୁ ଜିଲ୍ଲା ପ୍ରଶାସନ ଏଭଳି ପ୍ରାୟସା ଆରମ୍ଭ କରିଛି। ଟେଣ୍ଡର ମାଧ୍ୟମରେ ବିଭିନ୍ନ ଘରୋଇ କମ୍ପାନୀମାନଙ୍କ ଠାରୁ ଆବେଦନ ଗ୍ରହଣ କରିବା ପରେ ଖୁବଶୀଘ୍ର ଏହାକୁ ଲାଗୁ କରାଯିବା ସହ ଯାତ୍ରୀମାନେ ଏହାର ସୁବିଧା ସୁଯୋଗ ପାଇପାରିବେ। ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ବିନା ଅନୁମୋଦନରେ ଏହାର ନିଷ୍ପତ୍ତି ନେଇଥିବାରୁ ସେବାୟତ ଏହାକୁ ବିରୋଧ କରୁଥିବା ସୂଚନା […]

  • Thursday, 22 July 2021
bisthapita
ଆନ୍ଦୋଳନରତ ୮୦ ଜଣ କର୍ମଚାରୀଙ୍କୁ ଉଠାଇ ନେଲା ପୁଲିସ୍

ଗଞ୍ଚାମ: ଗଞ୍ଜାମ ଚମାଖଣ୍ଡି ଟାଟା ଫେରକ୍ରମ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନରତ ୮୦ ଜଣ କର୍ମଚାରୀଙ୍କୁ ଉଠାଇ ନେଲା ପୁଲିସ। ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଥିଲେ ଅସ୍ଥାୟୀ କର୍ମଚାରୀ। ବିସ୍ଥାପିତ ଶ୍ରମିକମାନଙ୍କୁ ଗତ ୨୦୧୬ ମସିହାରୁ ଟାଟା ଫେରୋକ୍ରମ ବଦଳରେ ସହଯୋଗୀ କମ୍ପାନୀ ଟି.ଏସ ଏଲୟସରେ ଅସ୍ଥାୟୀ ଭାବେ ଚାକିରି ଦିଆଯାଇଛି। ସ୍ଥାୟୀ ନିଯୁକ୍ତି ପାଇଁ ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ଆନ୍ଦୋଳନ କରି ଫେରୋକ୍ରମ କମ୍ପାନୀରେ ଧସେଇ […]

  • Thursday, 22 July 2021
temple
ବ୍ୟାଙ୍କ ଲୁଟ୍‌ ପରେ ଏବେ ଟାର୍ଗେଟ୍‌ରେ ମନ୍ଦିର

ବାଲେଶ୍ୱର: ବାଲେଶ୍ୱରରେ ବ୍ୟାଙ୍କ ଲୁଟ କରିବା ପରେ ଏବେ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ। ସହରର ବିଭିନ୍ନ ସ୍ଥାନରେ ସିରିଜ ଲୁଟ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଚାରିଟି ମନ୍ଦିରରେ ପଶି ଦେବାଦେବୀଙ୍କ ଗହଣା ଓ ହୁଣ୍ଡିରୁ ଦାନ ଅର୍ଥ ଲୁଟିଛନ୍ତି। ସହଦେବଖୁଣ୍ଟା ଥାନା ଶୋଭାରାମପୁରର ଅନ୍ଧାରୀ ମଙ୍ଗଳା ମନ୍ଦିର, ଶିବ ମନ୍ଦିର, ତାରିଣୀ ମନ୍ଦିର ଓ ନିକଟସ୍ଥ ରାଧାକୃଷ୍ଣ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ବିଗ୍ରହଙ୍କ ସୁନା […]

  • Thursday, 22 July 2021
dd
ୱାର୍ଲଡ୍‌ ୱାଇଡ୍‌ ମିସେସ୍‌ ଇଣ୍ଡିଆ କଣ୍ଟେଷ୍ଟ-୨୦୧୯ରେ ଓଡ଼ିଆ ବୋହୂ

ବଲାଙ୍ଗୀର (ଘଟେଶ୍ୱର ମିଶ୍ର): ଆସନ୍ତା ଅକ୍ଟୋବର ୧୦ରୁ ୨୦ ତାରିଖ ମଧ୍ୟରେ ଗ୍ରୀସ୍‌ରେ ୱାର୍ଲଡ୍‌ ୱାଇଡ୍‌ ମିସେସ୍‌ ଇଣ୍ଡିଆ କଣ୍ଟେଷ୍ଟ-୨୦୧୯ ଅନୁଷ୍ଠିତ ହେବାକୁ ଯାଉଛି। ଏହି କଣ୍ଟେଷ୍ଟରେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବରେ ଜଣେ ଓଡ଼ିଆ ଝିଅ ଭାଗ ନେବାକୁ ଯାଉଛନ୍ତି। ସେ ହେଉଛନ୍ତି ବଲାଙ୍ଗୀରର ସୌମ୍ୟା ଆଚାର୍ଯ୍ୟ। ଗ୍ରୀସରେ ହେଉଥିବା ଏହି ମିସେସ୍‌ ଇଣ୍ଡିଆ କଣ୍ଟେଷ୍ଟକୁ ହଟ୍‌ମଣ୍ଡ ଅର୍ଗାନାଇଜେସନ୍‌ ପକ୍ଷରୁ ଆୟୋଜନ କରଯାଇଛି। ସାରା ବିଶ୍ୱରେ ଥିବା ବିବାହିତ ମହିଳାଙ୍କୁ ନେଇ ଏହି ସଂସ୍ଥା ପ୍ରତିବର୍ଷ […]

  • Thursday, 22 July 2021
DyTJxitW0AAoCCJ
’ମୋ କଲେଜ’ ଯୋଜନା ଆରମ୍ଭ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ‘ମୋ ସ୍କୁଲ୍’ ଭଳି ଖୁବ୍‌ଶୀଘ୍ର ’ମୋ କଲେଜ’ ଯୋଜନା ଆରମ୍ଭ କରିବେ ରାଜ୍ୟ ସରକାର। କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ଲକ୍ଷ୍ୟରେ ଖୁବ୍‌ଶୀଘ୍ର ଏହି ଯୋଜନା ଆରମ୍ଭ କରାଯିବ। ଆଜି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଉଚ୍ଚ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଥିବା ପ୍ରସଙ୍ଗରେ ବିଜେପି ବିଧାୟକ ମୋହନ ମାଝୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଗବେଷଣା ଲାଗି […]

  • Thursday, 22 July 2021
2
ଯୁକ୍ତ ଦୁଇ ପଢ଼ିବାକୁ ମନ ବଳାଉ ନାହାନ୍ତି ଛାତ୍ରଛାତ୍ରୀ; ଖାଲି ପଡ଼ିଛି ଲକ୍ଷାଧିକ ସିଟ୍

ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠ ପଢ଼ା ଆରମ୍ଭ ହେଲାଣି। ହେଲେ ଏବେବି ଖାଲି ପଡ଼ିଛି ଲକ୍ଷାଧିକ ସିଟ୍। ରାଜ୍ୟର ୧ ହଜାର ୯୮୪ଟି ଜୁନିୟର କଲେଜରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ମୋଟ୍‌ ୪ ଲକ୍ଷ ୪୮ ହଜାର ୪୫୧ ସିଟ୍‌ ରହିଛି। ତେବେ ପ୍ରଥମ ପର୍ଯ୍ୟାୟ ଆଡମିଶନ ପରେ ୧ ଲକ୍ଷ ୩୧ ହଜାରରୁ ଅଧିକ ସିଟ୍‌ ଖାଲି ପଡ଼ିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିନ୍ତା […]

  • Thursday, 22 July 2021
rasabali
ରସଗୋଲା ପରେ GI ଟ୍ୟାଗ୍ ପାଇଁ ଏବେ ଆଉ କାହା ପାଳି ?

ଭୁବନେଶ୍ୱର: ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ପରେ ଏବେ କାହା ପାଳି ପଡ଼ିବ? ରାଜ୍ୟର ଅନ୍ୟ ପରମ୍ପରାଗତ ଖାଦ୍ୟକୁ ଜିଆଇ ମାନ୍ୟତା ପାଇଁ ଉଦ୍ୟମ କରିବେ କି ସରକାର? ବିଭିନ୍ନ ଅଞ୍ଚଳରୁ ଏନେଇ ଦାବି ଉଠିଥିଲା ବେଳେ ବିଧାନସଭା ଶୂନ୍ୟକାଳରେ ବି ଆଜି ଏଇ ପ୍ରସଙ୍ଗ ଉଠିଛି। ଓଡ଼ିଆ ପରମ୍ପରାଗତ ଖାଦ୍ୟକୁ ନେଇ କେତେ ଗୀତ, କେତେ କଥା, କେତେ କାହାଣୀ ରଚନା ହୋଇଛି। ଆଉ ଏଭିତରେ ଯେତେବେଳେ ରସଗୋଲାରେ ଜିଆଇ ଟ୍ୟାଗ୍ ଝୁଲିଲାଣି, ସେତେବେଳେ ରାଜ୍ୟର […]

  • Thursday, 22 July 2021
chasi
ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲରେ କାଡା ନାଳ: ଫସଲ ନଷ୍ଟ ଯୋଗୁ ଚାଷୀ ଅସନ୍ତୁଷ୍ଟ

କଟକ: କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲକୁ ବିରୋଧ କରି ଟାଙ୍ଗୀ ବ୍ଲକ ଉଚ୍ଚପଦା ପଞ୍ଚାୟତରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିଛି ପ୍ରଭାବଶାଳୀ ବ୍ୟକ୍ତି କାଡାନାଳକୁ ପୋତି ଏହା ଉପରେ ବେଆଇନ ଭାବରେ ଦୋକାନ ଓ ଗୋଦାମଗୃହ ନିର୍ମାଣ କରୁଛନ୍ତି। ଫଳରେ ଚାଷ ଜମିରୁ ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ଫସଲ ଉଜୁଡ଼ି ଯାଉଥିବା ଅଭିଯୋଗ କରିଛନ୍ତି, ଦମକା, ଘାସିସନ୍ଥପୁର ଓ ନଶ୍ଚିନ୍ତା ଗ୍ରାମର ଚାଷୀ। ବର୍ଷାଦିନେ ଚାଷଜମିରେ ଆଣ୍ଠୁଏ ଉପରେ ପାଣି ଜମି ରହି ଥିବାରୁ […]

  • Thursday, 22 July 2021
mayurbhanj
ସରକାରୀ କାଗଜରେ ଭୂତ ଦେଲା ଟିପଚିହ୍ନ: ଟଙ୍କା ଆଣି ଆତ୍ମସାତ୍ କଲେ ବାବୁ

ମୟୁରଭଞ୍ଜ: ମୃତ ବ୍ୟକ୍ତିଙ୍କ ନାମରେ କୂଅ ଖନନର କାର୍ଯ୍ୟାଦେଶ ଆଣି ଲକ୍ଷେରୁ ଅଧିକ ଟଙ୍କା ହେରଫେର୍ ହୋଇଥିବା ଅଭିଯୋଗ ହୋଇଛି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବଡ଼ଖମାଡ଼ି ଗ୍ରାମର ବାସନ୍ତି ବେହେରାଙ୍କ ସ୍ୱାମୀ ଭଗବାନ ବେହେରାଙ୍କ ନାମରେ ଆସିଛି ଏହି ୱାର୍କ ଅର୍ଡର୍। ଗତ ୨୦୧୫ ମସିହାରେ ଭଗବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୭ରେ ତାଙ୍କୁ ଏକ ଡକ୍‌ୱେଲ୍ ବା କୂଅ ମିଳିଥିବାର ସରକାରୀ କାଗଜକଲମରେ ଦର୍ଶାଯାଇଛି। ଆଉ ଏଥିପାଇଁ ୧ ଲକ୍ଷ ୧୪ ହଜାର ୬୯୬ […]

  • Thursday, 22 July 2021
baitarani
ରାଜ୍ୟର ୫ ପ୍ରମୁଖ ନଦୀର ଜଳ ବର୍ତ୍ତମାନ ପ୍ରଦୁଷିତ

ଭୁବନେଶ୍ୱର:  ରାଜ୍ୟର ୫ ପ୍ରମୁଖ ନଦୀର ଜଳ ବର୍ତ୍ତମାନ ପ୍ରଦୁଷିତ। ମହାନଦୀର ଦୁଇଟି, ବ୍ରାହ୍ଣଣୀର ୪ଟି, ବୈତରଣୀର ୩ କୋଏଲ ଓ ଶଙ୍ଖ ନଦୀର ଗୋଟିଏ ଲେଖାଏ ସ୍ଥାନରେ ନଦୀଗୁଡ଼ିକ ପ୍ରଦୁଷିତ ହୋଇଛି। ଆଜି ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ  ବିକ୍ରମ କେଶରୀ ଆରୁଖ୍। ବିଧାୟକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ଗୃହରେ ସୂଚନା ଦେଇ ଆରୁଖ କହିଛନ୍ତି, କଟକ ଓ […]

  • Thursday, 22 July 2021
saku
ସଫେଇ ଅଭିଯାନ ପାଇଁ ସମ୍ବର୍ଦ୍ଧିତ ହେଲେ ୮୫ ବର୍ଷୀୟା ସଖୁବାଇ

ପୁରୀ: ବେଳାଭୂମୀ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଓ ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ସଫେଇ ଅଭିଯାନ ଆରମ୍ଭ କରି ଚର୍ଚ୍ଚିତ ହୋଇଥିବା ସଖୁବାଇ ଦେଶମୁଖଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମହାରାଷ୍ଟ୍ରର ଏହି ୮୫ ବର୍ଷୀୟା ସଖୁଙ୍କୁ ମାନପତ୍ର ପ୍ରଦାନ ସହ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପୁରୀ ଜିଲ୍ଲାପାଳ ବଳଓ୍ୱନ୍ତ ସିଂହ। ଗତ ୨୬ ଓ ୨୭ ତାରିଖରେ ‘ମୋ ବିଚ୍’ ଅଭିଯାନରେ ସାମିଲ ହୋଇ, ମହାରାଷ୍ଟ୍ର ଏଲୋରା ସ୍ଥିତ ଶ୍ରୀସନ୍ଥ ଜନାର୍ଦ୍ଦନ […]

  • Thursday, 22 July 2021
SPICEJET
ପ୍ରତି ସୋମବାର ବନ୍ଦ ରହିବ ବିମାନସେବା

ଝାରସୁଗୁଡ଼ା: ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ପ୍ରତି ସୋମବାର ବନ୍ଦ ରହିବ ବିମାନ ଚଳାଚଳ। ସେପ୍ଟେମ୍ବର ୩୦ ଯାଏ ଏହି ବିମାନସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ। କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନା ଅଧୀନରେ ସ୍ପାଇସ୍ ଜେଟ୍ ପକ୍ଷରୁ ମାର୍ଚ୍ଚ ମାସଠାରୁ ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ଦୈନିକ ବିମାନସେବା ଆରମ୍ଭ ହୋଇଛି। ତେବେ ଆସନ୍ତା ୨ ମାସ କେବଳ ସୋମବାର ପାଇଁ ଏହି ସେବା ବନ୍ଦ ରହିବ ବୋଲି ସ୍ପାଇସ୍ ଜେଟ୍ […]

  • Thursday, 22 July 2021
narasingha
ପୁଣି ଗୃହରେ ନରସିଂହ ଓ ବିଷ୍ଣୁ ମୁହାଁମୁହିଁ

ଭୁବନେଶ୍ୱର: ଗାନ୍ଧି ବନାମ ଗଡ୍‌ସେ ପ୍ରସଙ୍ଗରେ ଗୃହରେ ଆଜି ପୁଣି ନରସିଂହ ମିଶ୍ର ଓ ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଗୃହରେ ରଖିଥିବା ପ୍ରତିକ୍ରିୟାକୁ ନେଇ ଆଜି ଖୁବ୍ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗତକାଲି ନରସିଂହ ଅଭିଯୋଗ କରି କହିଥିଲେ, କେନ୍ଦ୍ର ସରକାରଙ୍କ କିଛି ନେତା ଗଡ୍‌ସେଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ। ଏହାପରେ ବିଷ୍ଣୁ ମଧ୍ୟ କଂଗ୍ରେସ ନେତା ମଣିଶଙ୍କର ଆୟାର ଓ […]

  • Thursday, 22 July 2021
strike
ନିଯୁକ୍ତି ଦାବିରେ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା। ରାଜ୍ୟ ସରକାର କୃଷି ଛାତ୍ରଛାତ୍ରୀଙ୍କ ପ୍ରତି ଅବହେଳା କରୁଥିବା ଅଭିଯୋଗ କରି ଧାରଣାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଗତ ଶନିବାର ଠାରୁ OUAT ଭିସିଙ୍କ କାର୍ଯ୍ୟାଳୟ ଆଗରେ ଏହି ଧାରଣା ଚାଲିଛିା ପୂର୍ବରୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ନିଯୁକ୍ତିରେ ଉଦ୍ୟାନ ବିଭାଗ ଛାତ୍ରଛାତ୍ରୀଙ୍କୁ ଶତ ପ୍ରତିଶତ ଏବଂ ଉପ କୃଷି ଅଧିକାରୀ ପଦବୀରେ ଉଦ୍ୟାନ କୃଷି ବିଭାଗର ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବାକୁ ଦାବି […]

  • Thursday, 22 July 2021

Total Seats 70

BJP 43
APP 27
INC 0
OTHERS 0

Delhi Vidhan Sabha Election Result