ଟିକାକୁ ନେଇ ଦେଖାଦେଇଛି ବିବାଦ। ଯେଉଁ ଭାରତୀୟମାନେ କୋଭିସିଲ୍ଡ ଟିକା ନେଇଛନ୍ତି ୟୁରୋପ ପ୍ରବେଶ ଉପରେ ସେମାନଙ୍କ ଉପରେ କଟକଣା ଲଗାଯାଇଛି। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି