ନୂଆଦିଲ୍ଲୀ: ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନ ଏବେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀର ନୂଆ ତାଲିକା ଜାରି କରିଛି। ପାକିସ୍ତାନ ଜାରି କରିଥିବା “ ବୁକ୍ ଅନ୍ ମୋଷ୍ଟ ୱାଣ୍ଟେଡ୍/ ହାଇ ପ୍ରୋଫାଇଲ୍ ଟେରୋରିଷ୍ଟ” ତାଲିକାରେ ୨୬/୧୧ ମୁମ୍ବାଇ ଆକ୍ରମଣ ସାମିଲ୍ ଥିବା ଅନେକ ଆତଙ୍କବାଦୀଙ୍କ ନାଁ ରହିଛି। ଯାହାକୁ ନେଇ ଏବେ ପାକିସ୍ତାନକୁ ପ୍ରଶ୍ନ କରିଛି ଭାରତ। ମୁମ୍ବାଇ ଆକ୍ରମଣକୁ ୧୨ ବର୍ଷ ପୂରିବା ପୂର୍ବରୁ ପାକିସ୍ତାନ ଏହି ତାଲିକା ପ୍ରସ୍ତୁତ କରିଥିବାରୁ ପାକିସ୍ତାନ ନ୍ୟାୟ କରୁ ବୋଲି […]
ନୂଆଦିଲ୍ଲୀ: ଦେଶବାସୀ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଏସବୁ ଭିତରେ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ଦାଉ ସାଧୁଛି ମହଙ୍ଗା ମାଡ଼। ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଜୁଲାଇ…
ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ କଲା ଇଣ୍ଟେଲିଜେନ୍ସ ବ୍ୟୁରୋ। ପଶ୍ଚିମବଙ୍ଗରେ ଆକ୍ରମଣ ନେଇ ପାକିସ୍ତାନ ଆତଙ୍କୀ ସଂଗଠନ ଅଲ୍-କାଏଦା ଯୋଜନା କରୁଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ ରିପୋର୍ଟ ପ୍ରକାଶ କରିଛି। ଏନେଇ ନଭେମ୍ବର ୫ ତାରିଖରେ ଏନ୍ଆଇଏ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଅଲ୍କାଏଦା ଆକ୍ରମଣ ଯୋଜନାର ପ୍ରଶ୍ନ ଉପରେ ଉତ୍ତର ଦେଇ ଏନ୍ଆଇଏ ଅଧିକାରୀ କହିଛନ୍ତି, ବିଦେଶରୁ ରହି ଭାରତରେ ଆକ୍ରମଣ କରିବା ପାଇଁ ଯୋଜନା ଚାଲିଛି। ଏଥିପାଇଁ ପାକିସ୍ତାନରୁ ଥାଇ ଅନ୍ଲାଇନ୍ରେ […]
ପେଇଚିଙ୍ଗ୍ : ବିଦେଶୀ ଶକ୍ତିକୁ ସି ଜିନପିଙ୍ଗଙ୍କ ଚେତାବନୀ । ଚୀନରେ କ୍ଷମତାଶୀନ କମ୍ୟୁନିଷ୍ଟ ପାର୍ଟି ୧ ଜୁଲାଇ ଅର୍ଥାତ୍ ଆଜି ନିଜର ୧୦୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏପରି କଡ଼ା ସନ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି । ପ୍ରତିଷ୍ଠା ଦିବସ…
ସ୍ଲାମାବାଦ: ଚୌଧୁରୀ ସୁଗାର ମିଲ୍ ଘଟଣାରେ ଗିରଫ୍ ହୋଇ ଜେଲ୍ରେ ଥିବା ବେଳେ ସମ୍ମୁଖୀନ ହୋଇଥିବା ଅସୁବିଧା ସମ୍ପର୍କରେ ଖୁଲାସା କରିଛନ୍ତି ପାକିସ୍ତାନ ମୁସ୍ଲିମ ଲିଗ୍ ନାୱାଜ୍ ଦଳର ଅଧ୍ୟକ୍ଷା ମରିୟମ ନୱାଜ୍। ସେ ରହୁଥିବା ଜେଲ୍ କୋଠରୀ ଓ ବାଥ୍ରୁମ୍ରେ କ୍ୟାମେରା ଲଗାଯାଇଥିଲା ବୋଲି କହିଛନ୍ତି ମରିୟମ। ଏକ ନିୟୋ ନ୍ୟୁଜ୍କୁ ଦେଇଥିବା ଏକ ସାକ୍ଷାତକାର ଏଭଳି ଖୁଲାସା କରିଛନ୍ତି ମରିୟମ। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି “ ମୁଁ ଦୁଇଥର ଜେଲ୍ […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଭୟାଳୁ ଓ ଅପରିପକ୍ୱ ସେ ପିଲାଳିଆମୀ ବ୍ୟବହାର କରୁଛନ୍ତି। ତାଙ୍କଠାରେ ଦକ୍ଷତା ନଥିଲେ ମଧ୍ୟ ସେ ପିଲାଙ୍କ ପରି ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ ଜୀବନୀ ପୁସ୍ତିକାରେ ରାହୁଲ ଗାନ୍ଧିଙ୍କୁ ଏଭଳି ଢଙ୍ଗରେ ଚିତ୍ରଣ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଓବାମା ଭୁରି ଭୁରି ପ୍ରଶଂସା କରିଛନ୍ତି। ଓବାମାଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ ଏ ପ୍ରୋମିଜଡ୍ […]
ଶ୍ରୀନଗର: ପାକିସ୍ତାନର ଅସ୍ତ୍ରବିରତୀ ଉଲ୍ଲଙ୍ଘନରେ ୩ ଯବାନ ସହିତ ହୋଇଥିବା ବେଳେ ୪ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଯାଇଛି। ଗୁରବାର ଉତ୍ତର କାଶ୍ମୀରର ଏଲ୍ଓସିରେକୁ ଲାଗିଥିବା ୩ଟି ସେକ୍ଟରରେ ପକିସ୍ତାନ ସେନା ଆଖିବୁଜା ଗୁଳି ଚଳାଇଥିଲା। ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ବିଏସ୍ଏଫ୍ ଏସ୍ଆଇ ଥିଲେ। ତେବେ ପାକିସ୍ତାନର ଅସ୍ତ୍ରବିରତୀ ଉଲ୍ଲଙ୍ଘନର ଦୃଢ଼ ଜବାବ ଦେଇଛି ଭାରଚ। ସେନାର ଜବାବୀ ଆକ୍ରମଣରେ ପାକିସ୍ତାନର ୭ରୁ ୮ ଯବାନଙ୍କ ମୃତ୍ୟୁ ହୋଇଛି। ଏନେଇ ସେନା […]
ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ଭାରତୀୟ ଯବାନଙ୍କ ପ୍ରତି ଆକ୍ରମଣରେ ଅତି କମରେ ୭ଜଣ ପାକିସ୍ତାନୀ ସେନା ନିହତ ହେବାପରେ ସୀମାନ୍ତରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପାକିସ୍ତାନ ପକ୍ଷରୁ ଲଗାତାର ଗୁଳିମାଡ ଜାରି ରହିଛି। ପାକ ସେନାପକ୍ଷରୁ ମୋର୍ଟାର ମାଡ କରିବା ସହ ତୋପ ବ୍ୟବହାର କରୁଛି। ପରିସ୍ଥିତିକୁ ଦେଖି ଭାରତୀୟ ସେନା ପକ୍ଷରୁ ସୀମାନ୍ତରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନର ଗୁଳିମାଡରେ […]
ଶ୍ରୀନଗର: ଦୀପାବଳିରେ ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ରାଜସ୍ଥାନର ଜୈସଲମେର ଲୋଙ୍ଗୋୱାଲା ପୋଷ୍ଟ ଯାଇ ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ଭେଟିଥିଲେ। ସାରା ଦେଶ ଯବାନମାନଙ୍କ ସହ ରହିଛି । ବୀର ଯବାନମାନଙ୍କ ବଳିଦାନ ଯୋଗୁଁ ଦେଶ ସୁରକ୍ଷିତ ରହିଛି। କଠିନ ପରିସ୍ଥିତିରେ ଦେଶକୁ ଯବାନମାନେ ସୁରକ୍ଷା ଦେଉଛନ୍ତି॥ କେତେବେଳେ ୫୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ କାର୍ଯ୍ୟ କରୁଛନ୍ତି ତ ଆଉ କେତେବେଳେ ପାରଦ ଶୂନ ତଳେ ରହୁଛି । କିନ୍ତୁ ସବୁ […]
କରାଚି:ପାକିସ୍ତାନ ରାଜନୀତିରେ ଏବେ ହଟଚମଟ ଖେଳି ଯାଇଛି। ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ ଝିଅ ମରିୟମ ନବାଜ ଶରୀଫ ଇମ୍ରାନ୍ ଖାଁଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ମରିୟମ କହିଛନ୍ତି, ଇମ୍ରାନ ଖାନ୍ ତାଙ୍କୁ ଏତେ ଡରୁଛନ୍ତି ଯେ, ମରିୟମ ରହୁଥିବା ଜେଲର ବାଥରୁମ୍ରେ ମଧ୍ୟ ହିଡେନ କ୍ୟାମେରା ଲଗା ଯାଇଥିଲା। ମରିୟମ ଇମ୍ରାନ୍ ଖାନ୍ ସରକାରକୁ ମହଳା ବିରୋଧୀ ବୋଲି କହିବାକୁ ପଛାଇ ନାହାନ୍ତି। ସୂଚନାଥାଉ କି, ପାକିସ୍ତାନ ମୁସ୍ଲିମ ଲିଗ୍-ନବାଜ (PML-N) ପାର୍ଟିର […]
ଆଜି ଦେଶରେ ୪୮,୭୮୬ ପଜିଟିଭ ଚିହ୍ନଟ ଦେଶରେ ୨୪ ଘଣ୍ଟାରେ ୧୦୦୫ ଆକ୍ରାନ୍ତଙ୍କ ମୃତ୍ୟୁ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୯ ହଜାର ୪୫୯କୁ ବୃଦ୍ଧି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା- ୫,୨୩,୨୫୭; ସୁସ୍ଥ- ୨,୯୪,୮୮,୯୧୮ ନୂଆଦିଲ୍ଲୀ : ଦେଶରେ କମୁଛି…
ନୂଆଦିଲ୍ଲୀ: ଏଲ୍ଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନକୁ ସମନ କରିବ ଭାରତ। ଶୁକ୍ରବାର ପାକ୍ର ଏପରି ଆଖିବୁଜା ଗୁଳି ଚାଳନାରେ ଭାରତୀୟ ଯବାନ ସହିଦ ହେବା ସହିତ ସାଧାରଣ ଲୋକଙ୍କ ଜୀବନ ଯାଇଥିବାରୁ ପାକିସ୍ତାନର କୁଟନୈତିଜ୍ଞଙ୍କୁ ସମନ୍ କରାଯିବ। ଖବର ଅନୁସାରେ ବୈଦେଶିକ ମନ୍ତ୍ରାଳୟ(ଏମ୍ଇଏ)ର ପିଏଆଇ(ପିଏଆଇ ପାକିସ୍ତାନ, ଆଫଗାନିସ୍ତାନ, ଈରାନ ଡେସ୍କ) ଯୁଗ୍ମ ସଚିବ ଜେପି ସିଂହ ଏ ନେଇ ପାକିସ୍ତାନ ହାଇକମିଶନଙ୍କ ଆଗରେ ଦୃଢ଼ ଆପତ୍ତି କରିବେ। ପାକିସ୍ତାନ ହାଇକମିଶନଙ୍କ ପକ୍ଷରୁ ମିଳିଥିବା ଖବର ଅନୁସାରେ […]
ଭୋପାଳ: ମଧ୍ୟପ୍ରଦେଶର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ କୈଳାଶ ସାରଙ୍ଗଙ୍କର ଶନିବାର ପରଲୋକ ହୋଇଛି। ଦୀର୍ଘଦିନ ଧରି ଅସୁସ୍ଥତା କାରଣରୁ ସେ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। କୈଳାଶଙ୍କର ବିୟୋଗରେ ବିଜେପି ପାଇଁ ଅପୂରଣୀୟ କ୍ଷତି ହୋଇଛି। ଗତ ଦୁଇ ମାସ ତଳେ କୈଳାଶଙ୍କୁ ଭୋପାଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବିମାନ ଯୋଗେ ମୁମ୍ବାଇ […]
ମୁମ୍ବାଇ: ପୋଲ ଉପରୁ ନଦୀକୁ ଖସିପଡ଼ିଲା ବସ୍। ଗୋଟିଏ ପରିବାର ୫ ଜଣଙ୍କର ଜୀବନ ଯାଇଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ମହାରାଷ୍ଟ୍ର ସତାରା ଜିଲ୍ଲା କରଦ ଟାଉନ୍ ଏଭଳି ବସ୍ ଦୁର୍ଘଟଣା ଘଟିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବସ୍ଟି ପିକନିକ୍ ପାଇଁ ଗୋଆ ଯାଉଥିଲା। ଡ୍ରାଇଭର ରିଙ୍କୁ ସାହୁ ଗାଡ଼ିକୁ ପୁଣେ-ବେଙ୍ଗାଲୁରୁ ହାଇୱେରେ ଦ୍ରୁତ ଗତୀରେ ଚଳାଉଥିବା ବେଳେ ଉମ୍ବ୍ରାଜ ନିକଟରେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍ଟି ପୋଲରୁ ୪୦ […]
ଶ୍ରୀନଗର: ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ କାଶ୍ମୀର(ସିୟୁକେ)ରେ ଇସଲାମିକ ଷ୍ଟଡିରେ ଏମ୍ଏ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଉତ୍ତୀର୍ଣ୍ଣ ହୋଇଛନ୍ତି ରାଜସ୍ଥାନ ଅଲୱାର ଅଞ୍ଚଳର ଶୁଭମ ଯାଦବ। ସେ କେବଳ ଉତ୍ତୀର୍ଣ୍ଣ ହୋଇନାହାନ୍ତି। ପ୍ରବେଶିକା ପରୀକ୍ଷାରେ ୯୩ ଜଣ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ତାଙ୍କ ନାଁ ରହିଛି। ୨୧ ବର୍ଷୀୟ ଶୁଭମ ପ୍ରଥମ ହିନ୍ଦୁ ଛାତ୍ର ଓ ପ୍ରଥମ ଅଣକାଶ୍ମୀର ଭାବେ ଏହି ସଫଳତା ପାଇଛନ୍ତି। ଅକ୍ଟୋବର ୨୯ ତାରିଖରେ ଏହାର ଏଣ୍ଟ୍ରାନ୍ସ […]
ନୂଆଦିଲ୍ଲୀ: ଆଜି ସାରା ଦେଶର ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି। ଦୀପ ଓ ରଙ୍ଗବେରଙ୍ଗର ଆଲୋକମାଳାରେ ଆଲୋକିତ ଦେଶର ଗାଁ ଠୁ ସହର ଗଳିକନ୍ଦି। ନେତା ଠାରୁ ସାଧାରଣ ଜନତା, ଅଭିନେତା ଠାରୁ ଖେଳ ତରକା ସମସ୍ତେ କରୋନା କଟକଣା ସମୟରେ ନିୟମ ମାନି ପାଳନ କରୁଛନ୍ତି ଦୀପାବଳି। ବିହାର ନିର୍ବାଚନ ଜିତିବା ପରେ ନୀତୀଶ କୁମାର ବାସଭବନରେ ଦୀପ ଜାଳି ଦୀପାବଳି ପାଳନ କରୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପତ୍ନି ସୁନୀତାଙ୍କ ସହିତ […]
କୋଲକାତା: ଦୀପାବଳିରେ ଅଗ୍ନିକାଣ୍ଡ। ବାଣ ଫୁଟାଇବା ବେଳେ ବିହାରର ମୋତିହାର ବିଭିନ୍ନ ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅନେକ ଘର ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ପ୍ରଥମେ ମୋତିହାରୀର ହରସିଦ୍ଧ ଓ ସୋନବର୍ଷା ଚୋକ୍ ଠାରେ ଅଗ୍ନିକାଣ୍ଡ ଖବର ଆସିଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ଅଗ୍ନିକାଣ୍ଡ ଖବର ଆସିଥିଲା। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅଗ୍ନିକାଣ୍ଡ ନିୟନ୍ତ୍ରଣ ହୋଇଥିଲା ସେତେବେଳକୁ ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ଯାଇଥିଲା। ଏଥିରେ ଜଣେ ବ୍ୟକ୍ତି ଆହତ […]
ପାଟଣା: ବିହାରରେ ସରକାର ଗଠନ ନେଇ ଆରମ୍ଭ ହୋଇଛି କସରତ। ଆଜି ପାଟନାରେ ବସିବ ଏନଡିଏ ବିଧାୟକ ଦଳର ବୈଠକ। ବୈଠକରେ ନୀତିଶ କୁମାରଙ୍କୁ ଔପଚାରିକ ଭାବେ ବିଧାୟକ ଦଳର ନେତା ଭାବେ ଚୟନ କରାଯିବାର ସମ୍ଭାବନା ରହିଛି । ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ରହିବେ। ଜେଡିୟୁ ମାତ୍ର ୪୩ଟି ଆସନ ପାଇ ତୃତୀୟ ସ୍ଥାନରେ ଥିବାରୁ ନିତିଶ ମୁଖ୍ୟମନ୍ତ୍ରୀ ରହିବେ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା […]
ନୂଆଦିଲ୍ଲୀ: ପାକ୍ ହାଇକମିଶନଙ୍କୁ ସମନ୍ କରିଛି ଭାରତ। ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ। ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀର ସୀମାନ୍ତ ଉରି ଓ ଗୁରେଜ୍ ସେରରେ ପାକିସ୍ତାନ ପଟୁ ଲଗାତର ଅସ୍ତ୍ରବିରତ ଉଲ୍ଲଂଘନ କରାଯାଉଥିବାରୁ ପାକ୍ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ । ଶୁକ୍ରବାର ସୀମାରେ ଦୁଇ ଦେଶ ଯବାନଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଘଟିଥିଲା ଏଥିରେ ପାକିସ୍ତାନର ୮ ଯବାନ ନିହତ ହୋଇଥିଲେ । […]
ରାଉରକାଲା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଗେର୍ଦା ଗାଁରେ ଗୁଳିକାଣ୍ଡ ଘଟି ମଦନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ PLFIର ଜଣେ ପୂର୍ବତନ ସଦସ୍ୟ ଥିବା କୁହାଯାଉଛି। ଗେର୍ଦା ପୋଲିସ ଅନ୍ତର୍ଗତ ଜମତେଇ ଜଙ୍ଗଲରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି॥ ମଦନ ଝାଡ଼ଖଣ୍ଡର ମୂଳ ବାସିନ୍ଦା ହୋଇଥିବାବେଳେ ସେ ଓଡ଼ିଶାର ନୂଆଗାଁ ବ୍ଲକ ଅଂଚଳରେ ଦୀର୍ଘ ୫ ବର୍ଷ ଧରି ରହି ଆସୁଥିଲେ । ହତ୍ୟାକାଣ୍ଡ ପଛରେ PLFIର ହାତ […]
ୱାଶିଂଟନ: ଗତ ରାତିରେ ଦୀପାବଳି ପାଇଁ ସାରା ବିଶ୍ୱବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ପାଇଁ ନିର୍ବାଚିତ ହୋଇଥିବା ଜୋ ବାଇଡେନ୍। ଏ ନେଇ ପ୍ରଥମେ ଇଂରାଜୀ ଟ୍ୱିଟ୍ କରିବା ସହିତ ହିନ୍ଦୀରେ ବର୍ଷର ଶୁଭକାମନା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି “ଆଲୋକର ପର୍ବ ପାଳୁଥିବା ଲକ୍ଷ ଲକ୍ଷ ହିନ୍ଦୁ, ଜୈନ୍, ଶିକ ଓ ବୁଦ୍ଧିଷ୍ଟମାନଙ୍କୁ ମୋର ଶୁଭକାମନ #HappyDiwali । ଏଇ ନୂଆ ବର୍ଷ ଆପଣଙ୍କ ପାଇଁ ଅନେକ ନୂଆ ଆଶା ଓ ସମୃଦ୍ଧି […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି। ନଡ଼ା ଜାଳିବା ଓ ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ବାୟୁର ମାନ ସାଂଘାତିକ ସ୍ଥିତିରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ବାଣ ଫୁଟାଇବାକୁ ବାରମ୍ବାର ବାରଣ କରାଯାଇଥିଲେ ମଧ୍ୟ କେତେକ ସ୍ଥାନରେ ବାଣ ଫୁଟିଥିବାରୁ ଦିଲ୍ଲୀରେ ବାୟୁର ମାନ ନିମ୍ନ ସ୍ତରକୁ ଖସିଛି। ସକାଳୁ ଏକ ପତଳା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ବାୟୁରମାନ ଆନନ୍ଦ ବିହାରରେ ୪୮୧, ଲୋଧି ରୋଡରେ ୪୧୪, […]
DCGI ଆବେଦନ କଲା ଜାଇକୋଭ-ଡି ଦେଶର ୫୦ଟି ସେଣ୍ଟରରେ ହୋଇଛି ଟ୍ରାଏଲ ସବୁଠୁ ବଡ଼ କ୍ଲିନିକାଲ୍ ଟ୍ରାଏଲ ଜାଇଡସ୍ କରିଛି ଜାଇକୋଭ୍-ଡି ଟିକା ଶିଶୁଙ୍କ ପାଖରେ ଟ୍ରାଏଲ ହୋଇଛି କରୋନା ବିରୋଧରେ ପ୍ରଭାବଶାଳୀ DNA ଟିକା ନୂଆଦିଲ୍ଲୀ : କରୋନା ବିରୋଧୀ…
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ସମର୍ଥନ କରି ରାଜଧାନୀ ଓ୍ୱାଶିଂଟନ ଡିସିରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଲକ୍ଷ ଲକ୍ଷ ଟ୍ରମ୍ପ ସମର୍ଥକ ପ୍ଲାକାର୍ଡ ଧରି ହ୍ୱାଇଟ୍ ହାଉସ ଓ ଓ୍ୱାଶିଂଟନ ଡିସିର ମୁଖ୍ୟ ରାସ୍ତାରେ ଆନ୍ଦୋଳନ କରିଛନ୍ତି । ଗତ ରାଷ୍ଟ୍ରପତି ନିର୍ବାଚନରେ ତ୍ରୁଟି ଥିବା ଅଭିଯୋଗ କରିବା ସହ ଟ୍ରମ୍ପଙ୍କୁ ଆଉ ୪ ବର୍ଷ ପାଇଁ ରାଷ୍ଟ୍ରପତି ଭାବେ ସୁଯୋଗ ଦେବାକୁ ସମର୍ଥକମାନେ ଶୋଭାଯାତ୍ରା କରିଛନ୍ତି । ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ଶ୍ୱେତାଙ୍ଗ […]