• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

SC
ଫୌଜଦାରୀ ଆଇନ ଆକ୍ରୋଶ ପାଇଁ ଅସ୍ତ୍ର ନ ପାଲଟୁ

ନୂଆଦିଲ୍ଲୀ: ଟାର୍ଗେଟ କରି କରାଯାଉଥିବା ଆକ୍ରୋଶ ପାଇଁ ଅସ୍ତ୍ର ନ ପାଲଟୁ ଫୌଜଦାରୀ ଆଇନ। ଏହା ଯେଭଳି ଅସ୍ତ୍ର ନ ପାଲଟିବ ତାହା ନିଶ୍ଚିତ କରିବାର ଦାୟିତ୍ୱ ହେଉଛି ନ୍ୟାୟିକ ବ୍ୟବସ୍ଥାର। ଆଜି ରିପବ୍ଲିକ ଟିଭିର ଚିଫ୍ ଏଡିଟର୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାର ଶୁଣାଣି ବେଳେ ଏହା କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଡି.ଓ୍ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ମାମଲାର ଶୁଣାଣି କରି କହିଛନ୍ତି, ରାଜ୍ୟ ସରକାର ଦ୍ୱାରା ଯେଭଳି ଅପରାଧିକ ଆଇନର ଅପବ୍ୟବହାର କରା ନ […]

  • Wednesday, 30 June 2021
mount
କମୁଛି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା !

ବେଜିଂ: ପୁଣି ମପା ହେବ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା। ୨୦୧୫ ମସିହାରେ ଭୂକମ୍ପ ଯୋଗୁ ଉଚ୍ଚତାରେ ପରିବର୍ତ୍ତନ ହୋଇଥିବା ଅନୁମାନ କରି ମାପିବାକୁ ନେପାଳ ଓ ଚୀନ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେବେଠାରୁ ଆରମ୍ଭ ହେବ ମାପ କାମ, ଏନେଇ ଖୁବଶୀଘ୍ର ଚୀନ ଏବଂ ନେପାଳ ସରକାର ଘୋଷଣା କରିବେ। ୧୯୫୪ ମସିହାରେ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମପାଯାଇଥିଲା । ସେତେବେଳେ ଏହାର ଉଚ୍ଚତା ୮ ହଜାର ୮୪୮ମିଟର ଥିଲା।  […]

  • Wednesday, 30 June 2021
gdp
ଦ୍ୱିତୀୟ ତ୍ରୟମାସିକ ଜିଡିପି ଗ୍ରୋଥ୍ -୭.୫%; ସିଇଏ କହିଲେ ସୁଧୁରୁଛି ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଭାଇରସ୍‌ରେ ଦେଶର ଅର୍ଥନୀତି ଟଳମଳ ସ୍ଥିତିରେ ଥିବା ବେଳେ ଦ୍ୱିତୀୟ ତ୍ରୟମାସିକ ଜିଡିପି ଗ୍ରୋଥ୍‌ ରିପୋର୍ଟ ପ୍ରକାଶ ପାଇଛି। ଆର୍ଥିକ ବର୍ଷ ୨୦-୨୧ର ଦ୍ୱିତୀୟ ପାଳିରେ ଜିଡିପିଗ୍ରୋଥ୍‌ -୭.୫ପ୍ରତିଶତ ରହିଛି। ପ୍ରଥମ ପାଳିରେ ଏହା ୨୪ ପ୍ରତିଶତ ଖସିଆସିଥିଲା। ତେବେ ଦ୍ୱିତୀୟ ପାଳିରେ ଆର୍ଥିକ ଅଭିବୃଦ୍ଧିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଗ୍ରୋଥ୍‌ ନେଗେଟିଭ୍‌ ବା ମାଇନସ ରହିଥିବାରୁ ଦେଶର ଆର୍ଥିକ ସ୍ଥିତି ଏବେବି ଟଳମଳ ସ୍ଥିତିରେ ରହିଛି। ଏନେଇ ଚିଫ୍‌ ଇକୋନୋମି ଆଡ୍‌ଭାଇଜର(ସିଇଏ) […]

  • Wednesday, 30 June 2021
scientist
ବୈଜ୍ଞାନିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ତେହରାନ: ଇରାନ ରାଜଧାନୀ ତେହରାନରେ ‘ଦ ଫାଦର ଅଫ ଇରାନିୟନ ବାମ୍‌ବ’ ଭାବେ ପରିଚିତ  ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ (Nuclear Scientist Mohsen Fakhrizadeh) ମୋହସିନ ଫଖରୀଜାଦେହଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ଇରାନ୍‌ର ବିଦେଶ ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି, ଆତଙ୍କବାଦୀମାନେ ଏପରି କାଣ୍ଡ ଘଟାଇଛନ୍ତି। କୁହାଯାଉଛି, ବିଦେଶ ମନ୍ତ୍ରଣାଳୟ ଏହି ଘଟଣା ପାଇଁ ଇସ୍ରାଏଲକୁ ଦାୟୀ କରିଛି। ତେବେ ଇରାନ ଏହାର ଉଚିତ୍ ଜବାବ ଦେବ ବୋଲି କୁହାଯାଇଛି। ସୂଚନାଥାଉ କି, ଫଖରୀଜାଦେହ ଇମାମ୍‌ […]

  • Wednesday, 30 June 2021
keral
ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ଭାରତୀୟ ମହିଳା

ତିରୁବନନ୍ତପୁରମ୍‌: ପୁଣି ବିଦେଶରେ ଚମକିଲେ ଭାରତୀୟ ମହିଳା। ଜଣେ ଭାରତୀୟ ମହିଳା ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ମହିଳାଙ୍କ ନାଁ ପ୍ରିୟଙ୍କା ରାଧାକ୍ରିଷନ। ସେ କେରଳର ବାସିନ୍ଦା। ସୋମବାର ସେ ନ୍ୟୁଜଲାଣ୍ଡ ସରକାରରେ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ପ୍ରଧାନମନ୍ତ୍ରୀ ଜେକିଣ୍ଡା ଅର୍ଡର୍ନ ପ୍ରିୟଙ୍କାଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇଛନ୍ତି। ୪୧ ବର୍ଷୀୟ ପ୍ରିୟଙ୍କା Community and Voluntary Sector ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରିୟଙ୍କାଙ୍କ ଜନ୍ମ ଚେନ୍ନାଇରେ । ସିଙ୍ଗାପୁରରେ ତାଙ୍କର […]

  • Wednesday, 30 June 2021
wedding
ଦୁଲ୍‌ହାକୁ AK-47 ଗିଫ୍ଟ କଲେ ମହିଳା

ସାଧାରଣତଃ ବିବାହରେ ଅତିଥିମାନେ ଦାମୀ ଗିଫ୍ଟ ଦେଇଥାନ୍ତି। ହେଲେ ପାକିସ୍ତାନର ଏକ ୱେଡିଂରେ ଜଣେ ମହିଳା, ଦୁଲ୍‌ହାକୁ ଏମିତି କିଛି ଗିପ୍ଟ କରିଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପାକିସ୍ତାନରେ ଏକ ବିବାହରେ ଦୁଲ୍‌ହାକୁ ଜଣେ ମହିଳା AK-47 ରାଇଫଲ୍ ୱେଡିଂ ଗିଫ୍ଟ ଭାବରେ ଦେଉଥିବା ଭିଡିଓରେ ‌ଦେଖିବାକୁ ମିଳିଛି। ଏହି ଭିଡିଓକୁ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଟ୍ୱିଟରରେ ଶେଆର କରିଛନ୍ତି। ଭିଡିଓରେ […]

  • Wednesday, 30 June 2021
modi
ପ୍ରଧାନମନ୍ତ୍ରୀଙ୍କ ‘ଭ୍ୟାକ୍ସିନ ଯାତ୍ରା’: ଟିକା ପ୍ରସ୍ତୁତକାରୀ ଲ୍ୟାବ ଯାଇ ସମୀକ୍ଷା କରିବେ

ନୂଆଦିଲ୍ଲୀ:  ଦେଶରେ କରୋନା ଟିକାର ଅଗ୍ରଗତିକୁ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟିକା ପ୍ରସ୍ତୁତକାରୀ ଲ୍ୟାବକୁ ଖୋଦ୍ ଯିବେ ପ୍ରଧାନମନ୍ତ୍ରୀ। ଆଜି ମୋଦି ତିନିଟି ସହର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଅହମ୍ମଦାବାଦ୍‌ରେ ଥିବା ଜାଏଡସ୍ ବାଓଟେକ୍ ପାର୍କ ଯିବେ। ଏହାପରେ ହାଇଦ୍ରାବାଦ୍‌ରେ ଥିବା ଭାରତ ବାୟୋଟେକ୍ କାର୍ଯ୍ୟାଳୟ ଗସ୍ତ କରିବେ। ଏହି ଦୁଇ ସଂସ୍ଥା ଦ୍ୱାରା ଭାରତର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ ହେଉଥିବା କୋଭାକ୍ସିନର ଅଗ୍ରଗତି ଓ ଏହାର ସ୍ଥିତିକୁ ପରଖିବେ। […]

  • Wednesday, 30 June 2021
delhi
ଖଣ୍ଡଯୁଦ୍ଧ ପରେ ଦିଲ୍ଲୀ ପ୍ରବେଶ ପାଇଁ ଆନ୍ଦୋଳନକାରୀଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ରାଜରାସ୍ତା ଉପରେ ଚାଲିଛି ରୋଷେଇ।  ସେଇଠି ଖାଇବା ଏବଂ ସେହି ରାସ୍ତା ଉପରେ ଶୋଇବା। ଗତ ତିନି ରାତି ଏମିତି କଟୁଛି ରାସ୍ତା ଉପରେ । କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀଙ୍କ ଚଲୋ ଦିଲ୍ଲୀ ଅଭିଯାନ ଜାରି ରହିଛି । ବହୁ ଟଣାଓଟରା, ଧସ୍ତାଧସ୍ତି, ଖଣ୍ଡଯୁଦ୍ଧ ପରେ ଦିଲ୍ଲୀରେ ପ୍ରବେଶ ପାଇଁ ଶେଷରେ ଆନ୍ଦୋଳନକାରୀଙ୍କୁ ମିଳିଛି ଅନୁମତି । ରାଜଧାନୀ ଉପକଣ୍ଠରେ ଥିବା ବୁରାରି ନିକଟରେ ସମାବେଶ କରିବାକୁ ଗତକାଲି ଅନୁମତି ମିଳିଛି । […]

  • Wednesday, 30 June 2021
Tap Water Burning
ଅଚାନକ୍‌ ଟ୍ୟାପ୍‌ରୁ ପାଣି ବଦଳରେ ବାହାରିଲା ନିଆଁ, ଭିଡିଓ ଭାଇରାଲ୍‌

ପାଣି ଟ୍ୟାପ୍‌ରୁ ପାଣି ବଦଳରେ ବାହାରୁଛି ନିଆଁ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି କିଛି ଦୃଶ୍ୟ ସୋସିଆଲ୍‌ ମିଡିଆରେ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଭିଡିଓଟି ଦେଖିଲେ ଚକିତ ହୋଇଯିବେ। ଚୀନରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଏକ ପାଣି ଟ୍ୟାପ୍‌ ନିକଟରେ ଲାଇଟର୍‌ ରଖିବା ପରେ ଟ୍ୟାପ୍‌ରୁ ପାଣି ବଦଳରେ ନିଆଁ ବାହାରୁଛି। Ladbible ର ଖବର ଅନୁସାରେ, ପଞ୍ଜିନ […]

  • Wednesday, 30 June 2021
Cloudy
ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ନେଇପାରେ ସାମୁଦ୍ରିକ ଝଡ଼ର ରୂପ

ନୂଆଦିଲ୍ଲୀ: ବାତ୍ୟା ‘ନିଭାର’ ପରେ ପୁଣିଥରେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୯ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ତାମିଲନାଡୁ ଉପକୂଳ ଛୁଇଁବା ପୂର୍ବରୁ ଘନୀଭୂତ ହୋଇ ସାଇକ୍ଲୋନିକ୍‌ ଷ୍ଟର୍ମ(ସାମୁଦ୍ରିକ ଝଡ଼)ରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଚେନ୍ନାଇ ସମେତ ଉପକୂଳ ଅଞ୍ଚଳରେ ଡିସେମ୍ବର ୧ ଓ ୨ରେ ବର୍ଷା ହୋଇପାରେ। ସେହିପରି ଡିସେମ୍ବର ୮ […]

  • Wednesday, 30 June 2021
sea
ଉପହାର ଦେଇ ଗଲା ବାତ୍ୟା ‘ନିଭାର’, ସମୁଦ୍ରକୂଳରୁ ମିଳିଲା ସୁନା ଖଣ୍ଡ

କାକିନାଡ: ବାତ୍ୟା ‘ନିଭାର’ କିଛି ଲୋକଙ୍କ ପାଇଁ ଦୁଃଖ ଆଣି ଦେଇଥିବା ବେଳେ ଆଉ କିଛି ଲୋକଙ୍କ ଏହା ଭାଗ୍ୟ ଖୋଲି ଦେଇଛି। ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର କାକିନାଡ ସମୁଦ୍ରକୂଳରୁ କିଛି ଲୋକଙ୍କୁ ଛୋଟ ଛୋଟ ସୁନା ଖଣ୍ଡ ମିଳିଛି। ଏହି ଖବର ଜଣାପଡ଼ିବା ପରେ ସୁନା ପାଇବା ଆଶାରେ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲୋକମାନେ ପ୍ରବଳ ବର୍ଷା ଓ ଥଣ୍ଡାକୁ ଖାତିର ନକରି ସମୁଦ୍ର କୂଳରେ ପହଞ୍ଚି ସୁନା ଖଣ୍ଡ […]

  • Wednesday, 30 June 2021
jawan
ନକ୍ସଲଙ୍କ IED ବିସ୍ଫୋରଣ: ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ, ୭ ଯବାନ ଗୁରୁତର

ରାଇପୁର: ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ଆଇଡି ବିସ୍ଫୋରଣରେ ସିଆରପିଏଫ୍ କୋବ୍ରାର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତିନ ଭାଲେରେ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣରେ ୭ଜଣ ସିଆରପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି। ମହାରାଷ୍ଟ୍ର ନାସିକର ନୀତିନ ଭାଲେରେ କୋବ୍ରା ୨୦୬ ବାଟାଲିୟନର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ସିଆରପିଏଫ୍ ଯବାନମାନେ ଆଣ୍ଟି ନକ୍ସଲ ଅପରେସନ୍‌ରୁ ଫେରୁଥିଲେ। ଏହି ସମୟରେ ଯବାନମାନଙ୍କୁ ଟାର୍ଗେଟ୍ କରି ତାଦମେତଲା ଗାଁ ନିକଟ ଜଙ୍ଗଲରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ।

  • Wednesday, 30 June 2021
amit-sghah
ଆନ୍ଦୋଳନରତ ଚାଷୀଙ୍କୁ କ'ଣ କହିଲେ ଗୃହମନ୍ତ୍ରୀ ଅମିତ ଶାହ ?

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ପଞ୍ଜାବ କୃଷକ ସଂଘ। ଦିଲ୍ଲୀର ଯନ୍ତରମନ୍ତର ପଡ଼ିଆରେ ଆନ୍ଦୋଳନ କରିବାକୁ କୃଷକଙ୍କୁ ନିବେଦନ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ। ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କିନ୍ତୁ ଶାହଙ୍କ ପ୍ରସ୍ତାବକୁ ମାନିନେବାକୁ କୃଷକମାନଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ରର କୃଷି ଆଇନ ବିରୋଧରେ ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆନ୍ଦୋଳନକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି। ସମସ୍ତ ଚାଷୀଙ୍କ ସହ ସେମାନଙ୍କ ସମସ୍ୟା ଏବଂ ଦାବି ସମ୍ପର୍କରେ କେନ୍ଦ୍ର […]

  • Wednesday, 30 June 2021
pm-modi
'ମନ୍‌ କି ବାତ୍'‌ରେ କୃଷି ଆଇନ୍‌ ସହିତ ଅନ୍ୟ କେଉଁ ସମ୍ପର୍କରେ କଣ କହିଲେ ମୋଦି ?

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୃଷି ଆଇନ୍‌, କରୋନା ଭାଇରସ ଓ ଲୋକାଲ ପାଇଁ ଭୋକାଲ ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। କୃଷି ଆଇନ୍‌କୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଆଇନ୍‌ ପାଇଁ କୃଷକଙ୍କୁ ନୂଆ ଅଧିକାର ସହିତ ନୂଆ ଅବସର ବି ମିଳିଛି। ଫଳରେ କୃଷକଙ୍କ ସମସ୍ୟା କମିଛି। ଏଥିସହିତ କରୋନା ସମ୍ପର୍କରେ ଢିଲା ନ ହୋଇ ସତର୍କତା ରଖିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ କୃଷି ଆଇନ୍‌କୁ […]

  • Wednesday, 30 June 2021
urmila
ଶିବସେନାରେ ଯୋଗ ଦେବେ ବଲିଉଡ୍‌ ହିରୋଇନ୍‌ ଉର୍ମିଲା

ମୁମ୍ବାଇ: ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ବଲିଉଡ୍‌ ଆଭିନେତ୍ରୀ ଉର୍ମିଲା ମୋତୋଣ୍ଡକର ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ନୂଆ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲୋକସଭା ନିର୍ବାଚନ ଲଢ଼ିଥିବା ଉର୍ମିଲା କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏବେ ସେ ଶିବସେନାରେ ସାମିଲ୍‌ ହେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସୋମବାର ସେ ଶିବସେନାରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଦଳରେ ଘୃଣ୍ୟରାଜନୀତି ଅଭିଯୋଗ ଆଣି ଦଳରୁ ଇସ୍ତଫା ଦେଇଥିଲେ ଉର୍ମିଲା। ୨୦୧୯ ମାର୍ଚ୍ଚ […]

  • Wednesday, 30 June 2021
1
ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ   

ନୂଆଦିଲ୍ଲୀ: ଆସନ୍ତାକାଲି ୨୦୨୦ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ପରି ହେବ। ଜ୍ୟୋର୍ତିବିତ୍‌ଙ୍କ କହିବା ମୁତାବକ, ଏହି ଗ୍ରହଣ ବୃଷଭ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ଲାଗିବ। କିନ୍ତୁ ଏହା ଭାରତ ବର୍ଷରେ ଦୃଶ୍ୟମାନ ହେବ ନାହିଁ। ଏହାର ପ୍ରଭାବ ପାଖାପାଖି ଡିସେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ରହିବ। ନିଷିଦ୍ଧ ସମୟରେ କଣ କରାଯିବ ନାହିଁ? ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ନିଷିଦ୍ଧ ସମୟରେ କୋଣସି ଶୁଭ କାର୍ଯ୍ୟ କରାଯାଇନଥାଏ। […]

  • Wednesday, 30 June 2021
4
ବର୍ଷକରେ ୨୩ ପିଲାର ବାପା ହୋଇ ଫସିଲେ; ଯୁବକଙ୍କ ବିରୋଧରେ ମାମଲା ରୁଜୁ

ଗୋଟିଏ ବର୍ଷରେ ୨୩ଟି ପିଲାର ବାପା ହେଲେ ଯୁବକ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଯୁବକ ଜଣକ ଜୈବିକ ପଦ୍ଧତିରେ ହିଁ ୨୩ ପିଲାର ବାପା ହୋଇଛନ୍ତି। ଏହି ଯୁବକ ଜଣକ ହେଲେ ଅଷ୍ଟ୍ରେଲିଆର ଏଲନ ଫାନ। ଏଲନ ପ୍ରଥମେ ପ୍ରଥମେ ଖୁସିରେ ସ୍ପର୍ମ ଦାନ କରୁଥିଲେ। କିନ୍ତୁ ପରେ ସେ ଏହାକୁ ଜିବୀକା ଭାବରେ ଗ୍ରହଣ ନେଇଥିଲେ।   ସ୍ପର୍ମ ଦାନ କରି ଗୋଟିଏ ବର୍ଷରେ ୨୩ ପିଲାର ବାପା ହେବା […]

  • Wednesday, 30 June 2021
dibya
ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଭଟ୍ଟନଗର ଅସୁସ୍ଥ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ମୁମ୍ବାଇ ଏସ୍‌ଆର୍‌ଭି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ସୂଚନା ଅନୁସାରେ ଦିବ୍ୟାଙ୍କ ଅକ୍ସିଜେନ୍ ଲେବଲ ହଠାତ୍ କମିଯାଇଥିଲା। ସେଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ମା କହିଛନ୍ତି ଯେ, ଗତ ୬ ଦିନ ଧରି ତାଙ୍କୁ ଜ୍ୱର ହୋଇଥିଲା। ସେ ବହୁତ ଅସୁସ୍ଥତା ଅନୁଭବ କରିଥିଲେ। ସେଥିପାଇଁ ମୁଁ ଦିଲ୍ଲୀ ଆସିବାପରେ […]

  • Wednesday, 30 June 2021
9
ବର୍ଷକରେ ମଲେ ୨୬ ବାଘ

ଭୋପାଳ: ୨୦୨୦ ବର୍ଷରେ ମଧ୍ୟପ୍ରଦେଶରେ ୨୬ଟି ବାଘଙ୍କର ମୃତ୍ୟୁ ହୋଇଛି। ଗତ ୬ ବର୍ଷ ହେଲା ହାରାହାରି ଜନ୍ମ ହୋଇଥିବା ବାଘଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିବା ପ୍ରକାଶ କରିଛନ୍ତି ମଧ୍ୟ ପ୍ରଦେଶର ଜଙ୍ଗଲ ବିଭାଗ ମନ୍ତ୍ରୀ ବିଜୟ ଶାହା। National Tiger Conservation Authority’s (NTCA) ର ୱେବ୍‌ସାଇଟ୍‌ରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ଏପ୍ରିଲ୍‌ ମାସ ସୁଦ୍ଧା ୨୬ଟି ବାଘଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବାନ୍ଧବଗଡ଼ ବାଘ ସରଂକ୍ଷଣରେ ହୋଇଥିବା ୧୦ଟି ମୃତ୍ୟୁକୁ ମିଶାଇ […]

  • Wednesday, 30 June 2021
12
କିମ୍‌ଙ୍କୁ ନେଇ ସାଂଘାତିକ ପ୍ରତିକ୍ରିୟା ରଖିଲେ ସାଂସଦ

କୋରିଆ: ଆପଣ ଜାଣିଥିବେ ଉତ୍ତର କୋରିଆର ଶାସକ କିଭଳି କଠୋର ନିଷ୍ପତ୍ତି ନେଇ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥାନ୍ତି। ସେହିଭଳି କରୋନାକୁ ଆୟତ୍ତ କରିବା ପାଇଁ ସେ କଠୋର ନିୟମ ପ୍ରଣୟନ କରିଛନ୍ତି। ଯାହାକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଛି। ଦକ୍ଷିଣ କୋରିଆର ଏକ ଗୁପ୍ତଚର ଏଜେନ୍ସିର ସୂଚନା ଅନୁଯାୟୀ, ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ କରୋନା ସଂକ୍ରମଣକୁ ନେଇ ଅଜବ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ସମୁଦ୍ରରେ ମାଛ […]

  • Wednesday, 30 June 2021
13
କରୋନା ବଢ଼ାଇଲା କୁକୁଡ଼ା ଦାମ୍‌, ଗୋଟାକୁ ୮୫୦

ଚାହିଦାରେ ଏବେ କଡ଼କନାଥ, ଗୋଟିକର ଦାମ୍‌ ୮୫୦ #madhya pradesh

  • Wednesday, 30 June 2021
amit
ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ବିତାଡ଼ିତ ନ କରିବା ଅଭିଯୋଗ ଉପରେ କଡ଼ା ଆଭିମୁଖ୍ୟ ରଖିଲେ ଶାହ

ନୂଆଦିଲ୍ଲୀ: ବିଜେପିର ମିଶନ ହାଇଦ୍ରାବାଦ୍। ଆଗାମୀ ବୃହତ ହାଇଦ୍ରାବାଦ ମହାନଗର ନିଗମ ଭୋଟ୍ ପାଇଁ ଆଜି ହାଇଦ୍ରାବାଦ ଯାଇ ନିର୍ବାଚନ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହା ଆଜି ଶିକନ୍ଦରାବଦର ଓ୍ୱାରସିଗୁଡ଼ାରେ ଆୟୋଜିତ ଏକ ବିଶାଳ ରୋଡ୍ ସୋରେ ଭାଗ ନେଇଥିଲେ। ଏହି ଅବସରରେ ସେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିବା ସହ ଏଥର ହାଇଦ୍ରାବାଦର ମେୟର ବିଜେପିରୁ ନିଶ୍ଚିତ ବୋଲି କହିଛନ୍ତି। ପ୍ରଚାର ବେଳେ ଶାସକ ଦଳ ଟିଆରଏସ ସରକାର ଉପରେ […]

  • Wednesday, 30 June 2021
gadi
ଚାଷୀ ଆନ୍ଦୋଳନ ନେଇ ବିଜେପି ନେତାଙ୍କ ବୈଠକ

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ଉପରେ ଆଲୋଚନା ଲାଗି ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବକୁ ଖଣ୍ଡନ କରିଛନ୍ତି ଚାଷୀ।  ଆଲୋଚନା ପୂର୍ବରୁ କୌଣସି ସର୍ତ୍ତ ରଖାଯିବାକୁ ଚାଷୀ ବିରୋଧ କରିଛନ୍ତି । ସରକାର ଖୋଲା ହୃଦୟରେ ଚାଷୀଙ୍କ ସହ ଆଲୋଚନା କରନ୍ତୁ ବୋଲି ଦିଲ୍ଲୀ ସୀମାରେ ଡେରା ପକାଇଥିବା ଆନ୍ଦୋଳନକାରୀ ଚାଷୀ କହିଛନ୍ତି। ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କୁ ନେଇ ଗଠିତ ୭ ଜଣିଆ କମିଟି ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଚାଷୀଙ୍କୁ ନୂଆ […]

  • Wednesday, 30 June 2021
maobadi
ମୁଖ୍ୟସ୍ରୋତକୁ ଫେରିବା ପାଇଁ ସଂଗଠନ ଛାଡ଼ିଲେ ହାର୍ଡକୋର ମାଓବାଦୀ

ମାଲକାନଗିରି: ଓଡ଼ିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଦୁଇଟି ଥାନାରେ ୧୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି।  ଚିନ୍ତାପାଲି ଥାନା ପୋଲିସ ନିକଟରେ ୫ ଜଣ ଓ କୋୟୁରୁ ପୋଲିସ ନିଟକରେ ୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ଆନ୍ଧ୍ର ଓଡ଼ିଶା ସୀମାରେ ସକ୍ରିୟା ଥିବା ବିଭିନ୍ନ ମାଓ ସଂଗଠନରେ କାର୍ଯ୍ୟ କରୁଥିଲେ । ସୀମାରେ ଚାଲିଥିବା ମାଓ ବିରୋଧୀ ଅପରେସନ୍ ଭୟ ଏବଂ ମୁଖ୍ୟସ୍ରୋତରେ ସାମିଲ ହେବାର ଇଛା ଲାଗି ସେମାନେ ସଂଗଠନ […]

  • Wednesday, 30 June 2021