• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

11111
ସେନାରେ ଯୋଗଦେଲେ ସହିଦ ଔରଙ୍ଗଜେବଙ୍କ ଦୁଇ ଭାଇ, କହିଲେ ଭାଇ ମୃତ୍ୟୁର ପ୍ରତିଶୋଧ ନେବୁ

ନୂଆଦିଲ୍ଲୀ: ଭାଇର ସାହସ ଓ ବୀରତ୍ୱରେ ଅନୁପ୍ରାଣିତ ହୋଇ ଭାରତୀୟ ସେନାରେ ଯୋଗ ଦେଇଛନ୍ତି ଜାମ୍ମୁ କାଶ୍ମୀର ସୋପିଆନର ଦୁଇ ଭାଇ ମହମ୍ମଦ ଶବୀର ଓ ମହମ୍ମଦ ତାରିକ। ମାତୃଭୂମିର ରକ୍ଷା ସହ ଆତଙ୍କବାଦୀଙ୍କୁ ନିପାତ କରି ଭାଇ ମୃତ୍ୟୁର ପ୍ରତିଶୋଧ ନେବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ସେମାନେ। ଭାରତୀୟ ସେନାବାହିନୀରେ ଯୋଗ ଦେଇଥବା ଏହି  ଦୁଇ ବୀର ଯବାନ ହେଉଛନ୍ତି  ସହିଦ ଔରଙ୍ଗଜେବଙ୍କ ଭାଇ ମହମ୍ମଦ ତାରିକ ଓ ମହମ୍ମଦ ଶବୀର। ଏଠାରେ ମନେ […]

girl-child_Reuters
ଉତ୍ତରକାଶୀ: ତିନି ମାସ ଭିତରେ ଜନ୍ମ ନେଇନି ଜଣେ ବି ଶିଶୁକନ୍ୟା

ଉତ୍ତରକାଶୀ:  ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୩ ମାସ ହେବ କୌଣସି ଝିଅ ଜନ୍ମଲାଭ କରିନାହାନ୍ତି। ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି। କାରଣ କେନ୍ଦ୍ର ସରକାର ଲିଙ୍ଗଗତ ସମାନୁପାତ ରଖିବା ପାଇଁ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଆରମ୍ଭ କରିଥିବାବେଳେ ଉତ୍ତରକାଶୀର ଏହାର କିଛି ପ୍ରଭାବ ପଡି ନ ଥିବା ଦେଖିବାକୁ ମିଳିଛି। ଅନ୍ତିମ ୩ ମାସର ରିପୋର୍ଟ ଅନୁଯାୟୀ ପାଖାପାଖି ୧୩୨ଟି ଗାଁରେ ୨୧୬ ଜଣ ଶିଶୁ ଜନ୍ମଲାଭ […]

222222
ଚନ୍ଦ୍ରଯାନ-୨ କୁ ନେଇ ଉଡ଼ିଲା ବାହୁବଳି ରକେଟ୍‌

ନୂଆଦିଲ୍ଲୀ: ଭାରତୀୟ ସ୍ପେଶ ଇତିହାସରେ ଯୋଡ଼ି ହୋଇଛି ସ୍ୱର୍ଣ୍ଣିମ ଅଧ୍ୟାୟ। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ଆଜି ତା’ର ଚନ୍ଦ୍ରଯାତ୍ରା ଆରମ୍ଭ କରିଛି। ଆଜି ଠିକ୍‌ ମଧ୍ୟାହ୍ନ ୨.୪୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୨ ଜହ୍ନ ମାମୁ ଅଭିମୁଖେ ଉଡ଼ାଣ ଭରିଛି। ଇସ୍ରୋର ଜିଏସ୍‌ଏଲଭି-ଏମକେ-୩ ଦ୍ୱାରା ଚନ୍ଦ୍ରଯାନ-୨ ଚନ୍ଦ୍ରକୁ ଯାଇଛି। ଏହି ଜିଏଲଏଲଭି-ଏମକେ-୩ ଇସ୍ରୋର ବାହୁବଳୀ ଭାବେ ପରିଚିତ। ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାକୁ ନେଇ ଗଠିତ […]

tojae93g_super-30-box-office-report_625x300_21_July_19
୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ସୁପର-୩୦

ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ସୁପର-୩୦। ହ୍ରିତିକ୍‌ ରୋଶନ ଏବଂ ମୃଣାଲ ଠାକୁରଙ୍କ ଏହି ଫିଲ୍ମ  ସିନେମା ହଲ୍‌ରେ କ୍ରମାଗତ ଭାବ ବେଶ ଭଲ ବିଜିନେସ୍‌ କରୁଛି। ସିନେ କ୍ରିଟିକ୍‌ ତରୁଣ ଆଦର୍ଶଙ୍କ ତଥ୍ୟ ଅନୁସାରେ,  ସୁପର-୩୦ ପ୍ରଥମ ଦିନ ଶୁକ୍ରବାର ୧୨ କୋଟି, ଦ୍ୱିତୀୟ ଦିନରେ ୧୮ କୋଟି ଓ ତୃତୀୟ ଦିନରେ ୨୦.୫୦ କୋଟି ଟଙ୍କା ଆୟ କରିଥିଲା ।  ଏଯାବତ୍ ଏହି ଫିଲ୍ମ ୯୯ କୋଟି ଟଙ୍କା ଆୟ କରିସାରିଲାଣି।  […]

Ayodhya
ସରଜୁ ନଦୀ ଘାଟରେ ବୁଡ଼ ପକାଇବା ବେଳେ ଅଘଟଣ : ବୁଡ଼ିଗଲେ ଗୋଟିଏ ପରିବାରର ୧୨ଜଣ

ବୁଡ଼ ପକାଇବା ବେଳେ ଅଘଟଣ । ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଜୁ ନଦୀର ଗୁପ୍ତାର ଘାଟରେ ବୁଡ଼ ପକାଇବା ବେଳେ ଗୋଟିଏ ପରିବାରର ୧୨ଜଣ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ମୃତ୍ୟୁ ହୋଇ ଯାଇଛି ଏବଂ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

shila-dixit
ପଞ୍ଚଭୂତରେ ଲୀନ ହେଲେ ଶୀଲା

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍। ଦିଲ୍ଲୀର ନିଗମ ବୋଧ ଘାଟରେ ରାଜକୀୟ ସମ୍ମାନର ସହ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ଅନେକ ନେତା ଓ ଶୀଲାଙ୍କ ବହୁସଂଖ୍ୟକ ସମର୍ଥକ ଉପସ୍ଥିତ ଥିଲେ। ଆଜି ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ଶୀଲାଙ୍କ ପ୍ରାର୍ଥୀବ ଶରୀରକୁ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଦିଲ୍ଲୀକୁ ଆଧୁନିକତାର ରୂପ ଦେବା କ୍ଷେତ୍ରରେ ଲଗାତର ତିନି ଥର ମୁଖ୍ୟମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତଙ୍କର […]

cccccccc
ଇଭିଏମ୍‌କୁ ନେଇ ବର୍ଷିଲେ ମମତା, କହିଲେ, ବାଲଟ୍‌ ବକ୍ସର ଦିନ ଫେରି ଆସିବା ଉଚିତ୍‌

Mକୋଲକାତା:୨୦୨୧ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସହିଦ ଦିବସରେ ସେ ଏହି କାମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କୋଲକାତାରେ ଟିଏମ୍‌ସି  ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ  ମମତା ଦଳୀୟ କର୍ମୀ ଓ ନେତାଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଇଭିଏମକୁ ବିରୋଧ କରିବା ସହ ପୁଣି ଥରେ ବାଲାଡ ବକ୍ସର ଦିନ ଫେରି ଆସିବା ଉଚିତ୍‌ ବୋଲି କହିଛନ୍ତି। […]

bbbb
ଶୀଲାଙ୍କୁ ବସ୍‌ରେ ପ୍ରପୋଜ କରିଥିଲେ ବିନୋଦ

ନୂଆଦିଲ୍ଲୀ:ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ ଆଉ ଇହ ଜଗତରେ ନାହାନ୍ତି। ପରିବାର, ପ୍ରିୟଜନ ନୁହଁନ୍ତି, ସାରା ଦେଶ ଆଜି ତାଙ୍କୁ ଝୁରୁଛି। ସମସ୍ତେ ମନେ ପକାଉଛନ୍ତି ତାଙ୍କ ଅତୀତକୁ। ସେ କଣ କରୁଥିଲେ, ତାଙ୍କର ପସନ୍ଦ, ନାପସନ୍ଦ ଜିନିଷ କଣ ଥିଲା …ଏମିତି ଅନେକ କିଛି। ଶୀଲାଙ୍କ ଜୀବନଶୈଳୀ ଥିଲା ସାଧାରଣ।  ଶୀଲା ଦୀକ୍ଷିତ ଗପ ବହି ପଢିବାକୁ ଖୁବ୍‌ ଭଲ ପାଉଥିଲେ। ଏହା ବ୍ୟତୀତ ୱେଷ୍ଟର୍ନ ମ୍ୟୁଜିକ ଶୁଣିବାକୁ […]

aaaa
୧୦ ବର୍ଷ ଧରି ବଢିନି ମୁକେଶ ଅମ୍ବାନୀଙ୍କ ଦରମା

ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ଉଦ୍ୟୋଗୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ଏବଂ ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ବାର୍ଷିକ ବେତନ ପ୍ୟାକେଜ ଦୀର୍ଘ ବର୍ଷ ଧରି ବୃଦ୍ଧି କରାଯାଇ ନାହିଁ । ୨୦୦୮-୦୯ରେ ତାଙ୍କ ବାର୍ଷିକ ପ୍ୟାକେଜ୍‌ ଯେତିକି ସ୍ଥିର କରାଯାଇ ଥିଲା ଏବେ ମଧ୍ୟ ସେତିକି ରହିଛି। କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ଚେୟାରମ୍ୟାନ ତଥା ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ  ଭତ୍ତାକୁ ମିଶାଇ ବାର୍ଷିକ ୧୫ କୋଟି ଟଙ୍କା ଦିଆଯାଉଛି। ୨୦୧୭-୧୮ରେ ଭତ୍ତା ବାବଦରେ […]