ମୁମ୍ବାଇ: ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ‘ଦାଦା ସାହେବ ଫାଲ୍କେ ଇଣ୍ଟରନ୍ୟାଶ୍ନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡସ୍- ୨୦୨୦’ । ଏଥିରେ ବାଜି ମାରିଛି ହ୍ରିତିକ୍ ରୋଶନ୍ଙ୍କ ଫିଲ୍ମ ’ସୁପର ୩୦’। ଏହି ଫିଲ୍ମକୁ ଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କୃତ କରାଯାଇଥିବା ବେଳେ ହ୍ରିତିକ୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଏଥିସହ ଏଥିରେ ଦିବ୍ୟଙ୍କା ତ୍ରିପାଠୀଙ୍କୁ ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି। ଆଉ କେଉଁମାନେ କେଉଁ ବର୍ଗରେ ଏହି ପୁରସ୍କାର ପାଇଛନ୍ତି, ଦେଖି ନିଅନ୍ତୁ। ମୋଷ୍ଟ ପ୍ରୋମିସିଂ […]
ନୂଆଦିଲ୍ଲୀ: ମଣିଷ ପରେ ଜୀବଜନ୍ତୁଙ୍କ ପାଇଁ ଏହି ଭାଇରସ ପରୋକ୍ଷରେ ଘାତକ ସାଜିଛି। ଚୀନର ଉହାନ ସହର ହେଉଛି ଘାତକ କରୋନା ଭାଇରସର କେନ୍ଦ୍ରସ୍ଥଳ। ଉହାନରେ ଥିବା ୧୦୦ରୁ ଅଧିକ ଜୀବଜନ୍ତୁଙ୍କର ଏବେ ମୃତ୍ୟୁ ଘଟିଛି। ଏହି ଜୀବଜନ୍ତୁଙ୍କର ମୃତ୍ୟୁ କରୋନା ପାଇଁ ହୋଇନାହିଁ। ହେଲେ କରୋନା ସହିତ ସାମଞ୍ଜସ୍ୟ ରହିଛି ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ଏହି କରୋନା ଭାଇରସ ୨ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଥିବା ବେଳେ ୭୭ ହଜାରରୁ ଅଧିକ ଲୋକ […]
କୋଲକାତା: ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପୁତୁରା ଶିରିର ବୋଷଙ୍କ ପତ୍ନୀ କୃଷ୍ଣା ବୋଷଙ୍କର ଆଜି ପରଲୋକ ହୋଇ ଯାଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶନିବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ମୃତ୍ୟୁ ଘଟିଛି। ଶିକ୍ଷାବିତରୁ ରାଜନେତା ହୋଇଥିବା କୃଷ୍ଣା ମଧ୍ୟ ବାର୍ଦ୍ଧକ୍ୟ ରୋଗରେ ପୀଡ଼ିତ ଥିଲେ। କୃଷ୍ଣାଙ୍କ ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ଦୁଇ ପୁଅ ସୁମନ୍ତ ଏବଂ ସୁଗତ ଉପସ୍ଥିତ ଥିଲେ। ଝିଅ ଶର୍ମିଲା କିନ୍ତୁ ତାଙ୍କ […]
ପେଇଚିଂ: ଚୀନ୍ରେ କରୋନା ଭାଇରସରେ ପୁଣି ୧୦୯ ଜଣଙ୍କ ମୃତ୍ୟୁ। ଏଥିସହିତ ମୃତକଙ୍କ ସଂଖ୍ୟା୨୩୪୫ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ୭୬, ୨୮୮ ଛୁଇଁଛି। ଚୀନ୍ର ସ୍ୱାସ୍ଥ୍ୟ ଅଧିକାରୀଙ୍କ କହବା ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ କରୋନାରେ ସର୍ବାଧିକ ପ୍ରଭାବିତ ଉହାନ ସହର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଚୀନ୍ର ଜଣେ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇ କହିଛନ୍ତି, ଶୁକ୍ରବାର ପ୍ରାୟ ୩୯୭ ଜଣ କୋବିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ଠାବ କରାଯାଇଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ତାଙ୍କ […]
ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ଦୃଷ୍ଟିରେ ରଖି ତେଜୁଛି ରାଜନୀତି । ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଅହମ୍ମଦାବାଦ୍ର ଏକ ସମିତି ଜରିଆରେ ୧୦୦ କୋଟି ଖର୍ଚ୍ଚ କରାଯାଉଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହାର ଜବାବ୍ ମଧ୍ୟ ରଖିଛି ବିଜେପି। ତେବେ ଟ୍ରମ୍ପଙ୍କ ଗସ୍ତକୁ ଦୁଇ ପ୍ରମୁଖ ଦଳ ମଧ୍ୟରେ ଚାଲିଥିବା ଏପରି ତୁ-ତୁ-ମେ-ମେ ସୋଶାଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରମ୍ପଙ୍କ ଗସ୍ତରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଘଟଣାରେ ପ୍ରତିକ୍ରିୟା […]
ନୂଆଦିଲ୍ଲୀ: କରୋନା କବଳରେ ଉହାନରେ ଫସି ରହିଛନ୍ତି ବହୁ ଭାରତୀୟ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଚାହୁଁଛି। ହେଲେ ଚୀନ ସାଜିଛି ବାଧକ। ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ରେସ୍କ୍ୟୁ ବିମାନ ପଠାଇବା ଲାଗି ଭାରତ ଚାହୁଁଛି। କିନ୍ତୁ ଅନୁମତି ଦେଉନି ଚୀନ୍ । ବିଶ୍ୱର ଅନ୍ୟ ପ୍ରମୁଖ ଦେଶ ସେମାନଙ୍କ ନାଗରୀକଙ୍କୁ ଉଦ୍ଧାର କରିବା ପାଇଁ ବିମାନ ପଠାଉଛନ୍ତି । କିନ୍ତୁ ଭାରତର ଅନୁରୋଧ ପରେ ମଧ୍ୟ କ୍ଲିୟରାନ୍ସ ଦିଆଯାଉନାହିଁ । ଏପରିକି […]
कांग्रेस आलाकमान पर संदीप दीक्षित का खुला वार, थरूर का भी साथ, गांधी परिवार के खिलाफ विद्रोह?
ନାଗାଉର: ସାମାନ୍ୟ ଚୋରୀ ଅଭିଯୋଗରେ ଏତେ ବଡ ସଜା ? ଗୁପ୍ତାଙ୍ଗରେ ପେଟ୍ରୋଲ ଢାଳି ନିର୍ଦ୍ଦୟ ଭାବେ ପିଟିଲେ। ନାଗାଉର ଅଞ୍ଚଳରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି। ଚୋରି ଅଭିଯୋଗରେ ୨ ଜଣ ଦଳିତ ଯୁବକଙ୍କୁ କିଛି ଲୋକ ଅତ୍ୟନ୍ତ ନିଷ୍ଠୁର ଭାବେ ମାଡ଼ ମାରିଛନ୍ତି। ଯନ୍ତ୍ରଣାରେ ଛଟପଟ ହୋଇ ରକ୍ଷା ପାଇବା ପାଇଁ ନେହୁରା ହେଉଥିଲେ ହେଁ ମାଡ଼ ମାରୁଥିବା ଲୋକଙ୍କ ହୃଦୟ ଆଦୌ ତରଳି ନଥିଲା। ଭିଡିଓଟି ଫେବୃଆରୀ ୧୬ରେ ହୋଇଥିବା […]
ଓ୍ୱାଶିଂଟନ: କମ୍ପ୍ୟୁଟର ଯୁଗରେ Ctrl+C (କପି) ଏବଂ Ctrl+V କିଏ ନ ଜାଣେ। ସ୍ମାର୍ଟଫୋନ୍ ହେଉ କି କମ୍ପ୍ୟୁଟର Ctrl+C (କପି) ଏବଂ Ctrl+V (ପେଷ୍ଟ ବା ରିପ୍ଲେସ) ସବୁ ୟୁଜର୍ସଙ୍କ ପାଇଁ ଜରୁରୀ ଆବଶ୍ୟକତା। କାରଣ କମ୍ପ୍ୟୁଟର ବ୍ୟବହାର ବେଳେ ଏହି କି ଓ୍ୱାର୍ଡର ବ୍ୟବହାର ସବୁଠାରୁ ଅଧିକ ହୋଇଥାଏ। ତେବେ ଏହି କି ଓ୍ୱାର୍ଡକୁ କିଏ ଆବିଷ୍କାର କରିଥିଲେ ଜାଣନ୍ତି ! ସଫ୍ଟଓ୍ୱୟାର ଇଞ୍ଜିନିୟର ଲରି ଟେସ୍ଲର। ହେଲେ ୭୪ ବର୍ଷ ବୟସରେ ଏବେ […]
ଏଇ ଫଟୋ କାହାର ଜାଣନ୍ତି ? ଭଲ କରି ଦେଖନ୍ତୁ। ବିଶେଷ କରି ହସକୁ। ଅତି ଚିହ୍ନା ହସ। ସେ ଆପଣଙ୍କର ଅତି ପରିଚିତ..ବିଶେଷ କରି କ୍ରିକେଟପ୍ରେମୀଙ୍କର। ହଁ, ସେ ଆଉ କେହି ନୁହଁନ୍ତି, ସେ ଭାରତୀୟ କ୍ରିକେଟ ଟିମ୍ର କ୍ୟାପ୍ଟେନ ବିରାଟ କୋହଲୀ। ପିଲାଦିନରୁ କୋହଲିଙ୍କର ଷ୍ଟାଇଲ ନିଆରା..।ଏବେ ଦେଖନ୍ତୁ ତାଙ୍କର ପିଲାଦିନର କିଛି ଫଟୋ। ବାପାଙ୍କ ସହ ବିରାଟ ଭଉଣୀ ଭାବନାଙ୍କ ସହ ଭଉଣୀ ଭାବନ୍ଙ୍କ ସହ ଜନ୍ମଦିନ କେକ୍ କାଟୁଛନ୍ତି।
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଣ୍ଡିଆ ଗେଟ୍ ନିକଟରେ ଚାଲିଥିବା ହୁନର ହାଟ ବୁଲିବାକୁ ଯାଇଥିଲେ। ପ୍ରାୟ ୫୦ ମିନିଟ୍ ଏହି ହୁନର ହାଟରେ ସେ କଟାଇଥିଲେ। ବ୍ୟବସାୟୀଙ୍କ ସହ କଥା ବାର୍ତ୍ତା ହୋଇ ସେମାନଙ୍କ ଭଲ ମନ୍ଦ ବୁଝିଥିଲେ। ସେଠାରେ ପିପିଲି ଚାନ୍ଦୁଆ, ତାରକଷି କାମର ଷ୍ଟଲ୍ ବୁଲି ଦେଖିଥିଲେ। ତାରକସି କାମକୁ ପ୍ରଶଂସା ବି କରିଥିଲେ। ସେଠାରେ ସେ ସ୍ୱାଦିଷ୍ଟ ଲିଟ୍ଟି ଚୋଖା (ବିହାରର ଏକ ଲୋକପ୍ରିୟ ତଥା ସ୍ୱାଦିଷ୍ଟ ଖାଦ୍ୟ) ଖାଇ ଥିଲେ। […]
ଅହମଦାବାଦ: ଭ୍ରମଣ କରାଇବା ନାଁରେ ଠକେଇ ଅଭିଯୋଗ। ୧୦ ହଜାର ଟଙ୍କାର ଟୁର ପ୍ୟାକେଜର ଅଫର ଦେଖାଇ ୯ କୋଟି ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି। ଗୁଜରାଟ ଅହମଦାବାଦ ସ୍ଥିତ ପଞ୍ଚବଟି ଅଞ୍ଚଳର ଜଣେ ୮୦ ବର୍ଷୀୟ ବ୍ୟକ୍ତି ସୋମବାର ସାଇବର କ୍ରାଇମ ଥାନାରେ ୯ କୋଟି ଟଙ୍କା ଠକେଇ ନେଇ ଏତଲା ଦେଇଛନ୍ତି। ୧୦ ହଜାର ଟଙ୍କା ଟୁର ପ୍ୟାକେଜ ବାହାନାରେ ୩୩ ଜଣ ଲୋକ ତାଙ୍କ ପାଖରୁ ବିଭିନ୍ନ ଆଳ ଦେଖାଇ ୯ […]
ଅହମଦାବାଦ : ‘ମାସିକ ଋତୁସ୍ରାବ ସମୟରେ ରୋଷେଇ କରିବା ଉଚିତ୍ ନୁହେଁ। ଏ ସମୟରେ ସ୍ୱାମୀଙ୍କୁ ରୋଷେଇ କରି ଦେଉଥିବା ମହିଳା ପରଜନ୍ମରେ କୁକୁର ହୋଇ ଜନ୍ମ ନେବେ। ଏପରିକି ସେହି ମହିଳାଙ୍କ ହାତରୁ ଖାଦ୍ୟ ଗ୍ରହଣ କରୁଥିବା ପୁରୁଷ ପରଜନ୍ମରେ ବଳଦ ହୋଇ ଜନ୍ମ ହେବେ।’ ମାସିକ ଋତୁସ୍ରାବକୁ ନେଇ କଲେଜ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧନ କରି ଧର୍ମଗୁରୁ କୃଷ୍ଣସ୍ୱରୂପ ଦାସଜୀ ଏହି ବୟାନ୍ ଦେଇଛନ୍ତି। ମହିଳାଙ୍କ ଉପରେ ଏପରି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ […]
ରାୟପୁର: ମଣିଷ-ପଶୁ ମଧ୍ୟରେ ପୁଣି ମଧୁର ସମ୍ପର୍କ ! କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜଙ୍ଗଲର ହିଂସ୍ର ଜନ୍ତୁଟିଏ ଆସି ମଣିଷ ପାଖରେ ଠିଆ ହେଉଛି। ପୁଣି ଭଜନ ଶୁଣୁଛି। ପ୍ରସାଦ ଖାଇବା ପରେ ପୁଣି ଜଙ୍ଗଲକୁ ଚାଲି ଯାଉଛି। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏମିତି ମଧୁର ସମ୍ପର୍କ ଗଢି ଉଠିଛି ଜଣେ ସାଧୁ ଆଉ ଭାଲୁ ପରିବାର ମଧ୍ୟରେ। ଭଜନ ପ୍ରେମରେ ପଡ଼ିଯାଇଛନ୍ତି ଗୋଟିଏ ଭାଲୁ ପରିବାର। ଭଜନ ଗାଉଥିବା […]
ଅଯୋଧ୍ୟା:ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମନ୍ଦିର ନିର୍ମାଣ ଆରମ୍ଭ କାମ କେବେଠୁ ହେବ ଆଜି ଏନେଇ ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି । ନିକଟରେ ଗଠନ ହୋଇଥିବା ରାମ ମନ୍ଦିର ଟ୍ରଷ୍ଟର ଆଜି ପ୍ରଥମ ବୈଠକ ବସୁଛି। ଟ୍ରଷ୍ଟ ମୁଖ୍ୟ ବରିଷ୍ଠ ଆଇନଜୀବୀ କେ ପରାସରନଙ୍କ ନୂଆଦିଲ୍ଲୀ ବାସଭବନରେ ଏହି ବୈଠକ ହେବ। ଏହାଛଡ଼ା ଟ୍ରଷ୍ଟର ଅନ୍ୟ ୧୫ ଜଣ ସଦସ୍ୟ ବି ଏହି ବୈଠକରେ ଉପସ୍ଥିତ ରହିବେ । […]
ନୂଆଦିଲ୍ଲୀ:ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବା ପୂର୍ବରୁ ସବୁ ପ୍ରସ୍ତୁତି ଶେଷ ହୋଇଯାଇଛି। ଟ୍ରମ୍ପକୁ ସ୍ୱାଗତ କରିବା ପାଇଁ ୭୦ ଲକ୍ଷ ଭାରତୀୟ ଏକାଠି ହେବେ । ହେଲେ ଏହାକୁ ନେଇ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବର୍ଷିଛନ୍ତି। ଅଧୀର କହିଛନ୍ତି, ଟ୍ରମ୍ପ କ’ଣ ଭଗବାନ ରାମ ? ତାଙ୍କ ପାଇଁ ୭୦ ଲକ୍ଷ ଲୋକ ଏକାଠି ହେବେ ? ସୂଚନା ଥାଉ କି, ଟ୍ରମ୍ପ ତାଙ୍କର ଭାରତ ଗସ୍ତକୁ ନେଇ କହିଛନ୍ତି ‘ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ଏହି ଗସ୍ତ ବେଳେ ବଡ ଧରଣର ଡିଲ ହୋଇ ନପାରେ ବୋଲି ସୂଚନା ମିଳିଛି । ଗସ୍ତ ବେଳେ ଭାରତ ଓ ଆମେରିକା ମଧ୍ୟରେ ବ୍ୟାବସାୟିକ ବୁଝାମଣା ହୋଇପାରେ କିନ୍ତୁ ବଡ ଡିଲ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି । ଏଥି ସହ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ବଡ ଡିଲ ହେବ […]