• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

kartik
ପହଞ୍ଚିବାରେ ଡେରି କଲେ ବୋଲି ବସ୍‌ଉଠ୍‌ ହେଲେ ଏଇ ବଲିଉଡ ଅଭିନେତା

ନୂଆଦିଲ୍ଲୀ: ବଲିଉଡ ଆକ୍ଟ୍ରିସ୍‌ କାଟ୍ରିନା କୈଫ ଲେଟ କମର୍‌ଙ୍କୁ ବିଲ୍‌କୁଲ୍‌ ପସନ୍ଦ କରନ୍ତି ନାହିଁ। ସମୟ ଜ୍ଞାନକୁ ନେଇ ସେ ଏତେ ସତର୍କ ଯେ, କେହି ବିଳମ୍ବ କଲେ ସେ ସଜା ଦେବାକୁ ବି ଭୁଲନ୍ତି ନାହିଁ। ଏକଥା ଆମେ କହୁନୁ, ଭାଇରାଲ ଏକ ଭିଡିଓରେ ନିଜେ କାଟ୍ରିନା ଏହାର ପ୍ରମାଣ ଦେଇଛନ୍ତି। କଥା ହେଲା, ଏକ ପ୍ରେସ କନ୍‌ଫରେନ୍ସରେ ବଲିଉଡ ଆକ୍ଟର କାର୍ତ୍ତିକ ଆର୍ୟ୍ୟନଙ୍କର ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ଏଥିରେ କାଟ୍ରିନା ତାଙ୍କୁ ଖାଲି […]

op3m3f5k_nirbhaya-accused_640x480_02_March_20
ନିର୍ଭୟା ଦୋଷୀଙ୍କୁ ଫାଶି; ଆଜି ଜାରି ହୋଇପାରେ ନୂଆ ଡେଥ ୱାରେଣ୍ଟ

ନୂଆଦିଲ୍ଲୀ:ମାର୍ଚ୍ଚ ୩ ତାରିଖ ନିର୍ଭୟା ଦୋଷୀଙ୍କୁ ଫାଶି ଦିଆଯାଇଥାନ୍ତା। ହେଲେ ଶେଷ ମୁହୂର୍ତ୍ତରେ ଏହାକୁ ରଦ୍ଦ କରିଥିଲେ  ପଟିଆଲା ହାଉସ୍‌କୋର୍ଟ। କାରଣ ୪ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିଲା। ହେଲେ ରାଷ୍ଟପ୍ରତି ଏହି ରାଜକ୍ଷମା ଆବେଦନକୁ ବୁଧବାର ଖାରଜ୍‌ କରି ଦେଇଛନ୍ତି। ଏହା ପୂର୍ବରୁ ଅନ୍ୟ ତିନି ଦୋଷୀଙ୍କ ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରି ଦେଇଥିଲେ। ଏହା ପରେ ତିହାଡ ଜେଲ ପ୍ରଶାସନ ଫାଶି ପାଇଁ […]

modi_ji_
ଏଥର ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ ହେବେନି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି। ଏହି ସଂକ୍ରମିତ ରୋଗରୁ ମୁକୁଳିବା ପାଇଁ ଲୋକମାନଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ। ତେଣୁ ଏହାକୁ ନଜରରେ ରଖି ଆଗାମୀ ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ୍ ହେବେନି ପ୍ରଧାନମନ୍ତ୍ରୀ ମୋଦୀ। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି, “କରୋନା ଭାଇରସକୁ ରୋକିବା ପାଇଁ ସାମୂହିକ କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ଉଚିତ ବୋଲି ସାରା ବିଶ୍ୱର […]

priyanka
ପ୍ରିୟଙ୍କାଙ୍କ ହାତରେ ଏତେ ଦାମୀ ପର୍ସ !

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସ୍‌ ଷ୍ଟାଇଲ୍‌, କଲର ସବୁ କିଛି ନିଆରା। ଆଉ ବେଶ ଆଟ୍ରାକ୍‌ଟିଭ୍ ବି। ନିଜର ଏଇ ନିଆରା ଲୁକ୍‌, ହଟ୍‌କେ ଷ୍ଟାଇଲ୍‌ ପାଇଁ ପ୍ରିୟଙ୍କା ଚୋପ୍ରା ସବୁବେଳେ ଚର୍ଚ୍ଚାରେ। ଏବେ ପ୍ରିୟଙ୍କା ଧରୁଥିବା ପର୍ସକୁ ନେଇ ସୋଶାଲ ମିଡିଆରେ ଚାଲିଛି ଚର୍ଚ୍ଚା। କୁହାଯାଏ ପ୍ରିୟଙ୍କା ଯାହା ପିନ୍ଧନ୍ତି ମହଙ୍ଗା ହିଁ ପିନ୍ଧନ୍ତି। କିନ୍ତୁ ଏତେ ମହଙ୍ଗା ! ଶୁଣିଲେ ହୋସ୍‌ ଉଡ଼ିଯିବ। ସେ ଧରୁଥିବା ପର୍ସର ଦାମ୍‌ କେତେ ଜାଣନ୍ତି ? ଏବେ […]

Untitled-1
ସଙ୍କଟରେ କମଳନାଥ ସରକାର ! ଚଉକି ବଞ୍ଚାଇବା ପାଇଁ ପ୍ରୟାସ

ଭୋପାଳ: ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର। ଚାରିଜଣ କଂଗ୍ରେସ ବିଧାୟକଙ୍କ ସହ ଆଉ ଚାରି ଜଣ ସ୍ୱାଧୀନ ବିଧାୟକଙ୍କୁ ଗୁରୁଗ୍ରାମର ଏକ ହୋଟେଲରେ ରଖାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ବିଜେପିର ଜଣେ ମନ୍ତ୍ରୀ ସେମାନଙ୍କୁ ବଳପୂର୍ବକ ରଖିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରୁ ମଧ୍ୟରାତି ଯାଏ ମଧ୍ୟ ପ୍ରଦେଶରେ ଏପରି ରାଜନୀତିକ ଡ୍ରାମା ଚାଲିଥିଲା। କମଳନାଥ ସରକାର ପ୍ରତି ଆସିଥିବା ଏହି ବିପଦ ପାଇଁ ଦଳ ବିଜେପିକୁ ଦାୟୀ କରିଛି। ବିଜେପି ଘୋଡ଼ା […]

11111
୪୦ ଫୁଟ ଉପରୁ ପାଣିକୁ ଡେଇଁ ମହିଳାଙ୍କୁ ବଞ୍ଚାଇଲେ ବୃଦ୍ଧ

ନୂଆଦିଲ୍ଲୀ: ଦରଦି ମଣିଷ ପାଖରେ ବୟସ ହାର ମାନିଯାଏ। ସମୟ ତା ଚେହେରାରେ ବାର୍ଦ୍ଧକ୍ୟର ଛାପ ଛାଡ଼ି ପାରେ ନାହିଁ। କାହାର ଦୁଃଖ ଦେଖିଲେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ସେ ବାହାରି ଆସେ ଅନ୍ୟ ଆଖିର ଲୁହ ପୋଛିବା ପାଇଁ। ସେ ସମୟରେ ସେ   ଚିନ୍ତା କରିପାରେ ନାହିଁ କ’ଣ ହେବ ? ଠିକ୍ ଏମିତି କିଛି ଘଟିଛି ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧଙ୍କ ସହ। ବୃଦ୍ଧ ଜଣକ ନିଜ ଜୀବନକୁ ବାଜି […]

32526
ଇମ୍ରାନ୍‌ଙ୍କୁ ସମାଲୋଚନା କରୁଥିଲେ, ଚେୟାରରୁ ଗଡ଼ିପଡ଼ିଲେ...ଏପଟେ ଚାଲିଥିଲା ସିଧା ପ୍ରସାରଣ

ଇସ୍‌ଲାମ୍‌ବାଦ:ଚାଲିଥିଲା ଆଲୋଚନା। ଏକଦମ୍‌ ସରଗରମ ଆଲୋଚନା ତାହା ପୁଣି ପାକିସ୍ତାନ ରାଷ୍ଟ୍ରପତି ଇମ୍ରାନ୍‌ ଖାନଙ୍କୁ ନେଇ । ଟିଭି ସ୍କ୍ରିନ୍‌ରେ ସିଧା ପ୍ରସାରଣ ହେଉଥିଲା। ହଠାତ୍‌ ଇମ୍ରାନ୍‌ଙ୍କ ସମାଲୋଚନା କରୁ କରୁ ଚେୟାର ଉପରୁ ଗଡ଼ିପଡିଲେ ପାନେଲିଷ୍ଟ। ଯାହାର ଭିଡିଓ ଭାଇରାଲ ହୋଇଛି। ପାକିସ୍ତାନର ଏକ ନ୍ୟୁଜ୍ ଚ୍ୟାନେଲ ‘ଦୁନିଆ ନ୍ୟୁଜ୍’ ରେ ଲାଇଭ ଡିବେଟ ଚାଲିଥିଲା। ଏହାର ଏକ ଛୋଟ କ୍ଲିପ୍‌ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ୟୁଜର୍ସ ଏହାକୁ ନେଇ ବେଶ ସମାଲୋଚନା କରିଛନ୍ତି। […]

Untitled-1
ପାରାସିଟାମଲ ସହ ୨୬ ଔଷଧର ରପ୍ତାନି ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ:କରୋନା ଭାଇରସ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେତେକ ଔଷଧ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। କେତେକ ଅତ୍ୟାବଶ୍ୟକୀୟ ଔଷଧ ଶେଷ ହୋଇଯିବାକୁ ବସିଛି। ଏମିତି ସମୟରେ ଔଷଧ ପ୍ରସ୍ତୁତି ପାଇଁ ଚୀନରୁ ଆସୁଥିବା କଞ୍ଚାମାଲ ପହଞ୍ଚିବାରେ ସମସ୍ୟା ଦେଖାଦେଇଛି। ତେଣୁ ଦେଶରେ ଆଗକୁ ଯେପରି ଔଷଧର ଅଭାବ ଦେଖା ନ ଦେବ ସେଥିପାଇଁ ୨୬ଟି ଔଷଧ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ […]