• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

tulsi plant
ତୁଳସୀ ବୃକ୍ଷ ମୂଳେ ଦୀପ ଜାଳନ୍ତୁ

ଆଜି ୨୦୨୦ ମସିହା, ଜାନୁଆରୀ ମାସ ୨୭ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

salt
ଅଧିକ ଲୁଣ ଖାଉଛନ୍ତି କି ? ରହିଛି ଏସବୁ ବିପଦ

ଲୁଣ ବିନା ଖାଦ୍ୟର ସ୍ୱାଦ ନାହିଁ। ହେଲେ ଖାଦ୍ୟରେ ଅଧିକ ଲୁଣ ଖାଉଛନ୍ତି କି? ଯଦି ଖାଉଛନ୍ତି, ସାବଧାନ । କାରଣ ଲୁଣ ସିନା ଖାଦ୍ୟକୁ ସ୍ୱାଦିଷ୍ଟ କରେ ହେଲେ ଶରୀର ପାଇଁ ଡାକି ଆଣେ ଅନେକ ବିପଦ । ଲୁଣ ଏକ ପ୍ରକାର ସ୍ଲୋ ପଏଜନ। ତେବେ ଲୁଣ ଖାଇଲେ କ’ଣ ସବୁ ରୋଗ ହୋଇଥାଏ ? ଆସନ୍ତୁ ଜାଣିବା।   ଅଧିକ ଲୁଣ ଖାଇବା ଦ୍ୱାରା ହୃଦରୋଗ ଜନିତ ସମସ୍ୟା ଦେଖା ଦେଇଥାଏ । […]

cliroquin
ସବୁ କରୋନା ଯୋଦ୍ଧା ଖାଇପାରିବେ ହୋଇଡ୍ରକ୍ସିକ୍ଲୋରୋକ୍ୱିନ୍

ନୂଆଦିଲ୍ଲୀ: ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ ହୋଇଡ୍ରକ୍ସି କ୍ଲୋରୋକ୍ୱିନ୍ ବ୍ୟବହାର ଉପରେ ପରିବର୍ତ୍ତିତ ଗାଇଡଲାଇନ ଜାରି କରାଯାଇଛି। ଅଣ କୋଭିଡ୍ ହସ୍ପିଟାଲରେ କାଯ୍ୟରତ ସ୍ୱାସ୍ଥ୍ୟକର୍ମୀ, କଣ୍ଟେନମେଣ୍ଟ ଜୋନରେ ସର୍ଭେଲାନ୍ସ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ କରୋନା ସଂକ୍ରମଣ କାର୍ଯ୍ୟ ତଦାରଖ କରୁଥିବା ପୋଲିସ ଓ ଅର୍ଦ୍ଧସାମରିକ ବଳ କର୍ମଚାରୀ ଏହାକୁ ପ୍ରତିଷେଧକ ଭାବେ ବ୍ୟବହାର କରିପାରିବେ। ହାଇଡ୍ରକ୍ସି କ୍ଲୋରୋକ୍ୱିନକୁ ବ୍ୟବହାରକୁ ନେଇ ଆଇସିଏମଆର ମଧ୍ୟ ଚେତାବନୀ ଦେଇଛି । ଏହି ମେଡିସିନ୍ ଖାଇବା ପରେ […]

china
ଲଦାଖ ଉପରେ ଚୀନ ସେନାର ତୀକ୍ଷ୍‌ଣ ନଜର: ଲୁଚି ରହିଛି ଧନର ଭଣ୍ଡାର !  

ପେଇଚିଂ: ଭାରତ ଏବଂ ଚୀନ ସୀମାନ୍ତ ଲଦାଖରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ହଜାର ହଜାର ଚୀନ ସେନା ଗଲବାନ ରିଜନର ୩ଟି ସ୍ଥାନରେ ଭାରତ ସୀମା ଭିତରକୁ ପଶି ଆସିଛନ୍ତି। ପେଙ୍ଗୋଙ୍ଗ ସୋ ଲେକ ନିକଟ ଫିଙ୍ଗର ଏରିଆରେ ଚୀନ ସେନା ବଙ୍କର ତିଆରି କରୁଛନ୍ତି। ତେବେ କାହିଁକି ଏତେ ସଂଖ୍ୟକ ଚୀନ ସେନା ଏଠାରେ ଠୁଳ ହୋଇଛନ୍ତି ? କିଛି ସାମରିକ ଉଦ୍ଦେଶ୍ୟ ରହିଛି କି ? ଏମିତି ଅନେକ ପ୍ରଶ୍ନ […]

sucide
ସନ୍ଦେହଜନକ ଅବସ୍ଥାରେ କୂଅରୁ ମିଳିଲା ୯ ମୃତଦେହ

ହାଇଦ୍ରାବାଦ: ତେଲେଙ୍ଗାନର ୱାରାଙ୍ଗାଲ ରୁରାଲ ଜିଲ୍ଲାର ଏକ  କୂଅ ମଧ୍ୟରୁ ୯ଜଣଙ୍କର ମୃତଦେହ ପୋଲିସ ଉଦ୍ଧାର କରିଛି । ଏମାନଙ୍କ ମଧ୍ୟରୁ ୬ ଜଣ ଗୋଟିଏ ପରିବାରର। ଅନ୍ୟ ୩ ଜଣଙ୍କ ମଧ୍ୟରୁ ୨ ଜଣ ବିହାରର ଏବଂ ଅନ୍ୟଜଣେ ତ୍ରିପୁରାର ବୋଲି ଜଣାପଡ଼ିଛି। ପୋଲିସ ଗୁରୁବାର ଦିନ ୪ଟି ମୃତଦେହ  ଉଦ୍ଧାର କରିଥିଲା। ଅନ୍ୟ ୫ଟି ଶବ ଶୁକ୍ରବାର ପାଇଥିଲା। ଉଦ୍ଧାରକାରୀ ପୋଲିସ ଟିମ୍‌ଙ୍କ କହିବା ଅନୁଯାୟୀ, ଶବ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ। […]

plane crash
ପାକ୍‌ ବିମାନ ଦୁର୍ଘଟଣା: ମୃତ୍ୟୁକୁ ମାତ୍‌ ଦେଇ ବଞ୍ଚିଗଲେ ଏଇ ଦୁଇଜଣ

ନୂଆଦିଲ୍ଲୀ:ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ବା ମାରିପାରିବ ? ବୋଧହୁଏ ତାଙ୍କ ପ୍ରତି ଭଗବାନଙ୍କର ଆର୍ଶୀବାଦ ଥିଲା। ନଚେତ୍‌ ବିମାନର ସବୁ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଏମାନେ କିପରି ବଞ୍ଚିଲେ ? ଆମେ ପାକିସ୍ତାନର ସେଇ ବିମାନ ଦୁର୍ଘଟଣା ସମ୍ପର୍କରେ କହୁଛୁ ଯେଉଁ ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ୧୦୭ ଜଣଙ୍କ ମଧ୍ୟରୁ ୧୦୫ ଜଣଙ୍କର ମୃତ୍ୟୁ ଘଟିଥିଲା। ହେଲେ ଦୁଇ ଜଣ ଏହି ମହାବିପତ୍ତିରୁ ବର୍ତ୍ତି ଯାଇଛନ୍ତି। ପାକିସ୍ତାନ ବିମାନ A320 ଶୁକ୍ରବାର […]

india corona
ମହାରାଷ୍ଟ୍ର: ୨୪ ଘଣ୍ଟାରେ ୨୯୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ସତ୍ତ୍ୱେ ହୁ ହୁ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା।  ୨୪ ଘଣ୍ଟାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି । ଗୋଟିଏ ଦିନରେ ୬୬୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ  ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୨୫ ହଜାର ପାର ହୋଇଛି । ସେମାନଙ୍କ ମଧ୍ୟରୁ ୬୯ହଜାର ୫୯୭ଜଣ ଚିକିତ୍ସିତ ହେଉଥିବା ବେଳେ ୫୧ ହଜାର […]

pilot
ମେଡ଼େ...ମେଡ଼େ...ଏମିତି ଥିଲା ପାଇଲଟ୍‌ଙ୍କ ଶେଷ ଆର୍ତ୍ତ ଚିତ୍କାର

କରାଚୀ: ପାକିସ୍ତାନ ଇଣ୍ଟରନ୍ୟାସ୍‌ନାଲ୍ ଏୟାର୍‌ଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବିମାନଟି ଲ୍ୟାଣ୍ଡିଂ କରିବାର ମାତ୍ର କେଇ ମିନିଟ୍‌ ପୂର୍ବରୁ ଏହା ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା। ତେବେ କେମିତି ଖସିଲା ବିମାନ ? କାହିଁକି ଖସିଲା ? ଏନେଇ ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି। ଏ ନେଇ ଚାଲିଛି ଖୋଳତାଡ଼। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର କିଛି କ୍ଷଣ ପୂର୍ବରୁ ଏହାର ପାଇଲଟ୍ ଓ କରାଚି ସ୍ଥିତ ଅନ୍ତର୍ଜାତୀୟ […]

corona photo
କରୋନା ଏମିତି ବଦଳାଇ ଦେଲା ଚେହେରା; ଦର୍ପଣ ଦେଖିବା ପରେ ଆଖିରୁ ବାହାରି ଆସିଲା ଲୁହ

କାଲିଫର୍ଣ୍ଣିଆ:କରୋନା ପ୍ରଭାବ କେତେ ଭୟଙ୍କର ସତେ ? ଚେହେରାକୁ କେତେ ବିବର୍ଣ୍ଣ କରିଦେଇ ପାରେ ? ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କାଲିଫର୍ଣ୍ଣିଆରେ । କାଲିଫର୍ଣ୍ଣିଆରେ ରହୁଥିବା ମାଇକ ସ୍ଲୁଜ୍ (Mike Schultz) ନାମକ ଜଣେ ବ୍ୟକ୍ତିଙ୍କର ଫଟୋ ଆଜିକାଲି ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି । ସ୍ଳୁଜ ନିଜ ଫଟୋ ଇନ୍‌‌ଷ୍ଟଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି । କରୋନା ଭାଇରସ୍‌ ମଣିଷର ଚେହେରାକୁ କ’ଣ କରିଦେଇପାରେ ତାହା ସେ ଏହି ଫଟୋ ମାଧ୍ୟମରେ […]

doggy
କରୋନା ରୋଗୀକୁ ଚିହ୍ନଟ କରିବ କୁକୁର !

ଲଣ୍ଡନ: ୟୁରୋପୀୟ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ, ଆକ୍ରାନ୍ତଙ୍କ ସ୍ୱାବ ଟେଷ୍ଟ କରିବା ପାଇଁ କିଟ୍ ଯୋଗାଇବା କଷ୍ଟକର ବ୍ୟାପାର ହୋଇ ପଡ଼ୁଛି । ଏପରି ପରିସ୍ଥିତିରେ ବ୍ରିଟିଶ ସରକାର କୁକୁରମାନଙ୍କର ସାହାଯ୍ୟ ନେଉଛନ୍ତି। ଏଠାରେ ପ୍ରଶିକ୍ଷିତ କୁକୁରମାନେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବେ । ବ୍ରିଟିଶ ସରକାର ପକ୍ଷରୁ କୁକୁରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ଏହି କୋଭିଡ୍‌ କୁକୁରମାନଙ୍କୁ […]

fde
ଆମେରିକା ଆଣିଲା ଅଭିଯୋଗ, ଭାରତ ସୀମାନ୍ତରେ ସ୍ଥିତି ବିଗାଡୁଛି ଚୀନ

ୱାଶିଂଟନ୍‌: ଭାରତ-ଚୀନ୍ ସୀମାନ୍ତରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ଦେଶ ଏକ ପ୍ରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପରି ସମୟରେ  ହ୍ୱାଇଟ୍‌ ହାଉସ ପକ୍ଷରୁ ଚୀନ ବିଦେଶ ମନ୍ତ୍ରାଳୟକୁ କଡା ଜବାବ ଦେଇଛି ଦିଆଯାଇଛି। ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି, ଭାରତ ସୀମାରେ ଚୀନ ଉତ୍ତେଜନା ସୃଷ୍ଟି କଲା ଭଳି ପରିସ୍ଥିତି ସୃଷ୍ଟି କରୁଛି। ଚୀନ ବଳପୂର୍ବକ ଭାରତ ସୀମାରେ ସୈନ୍ୟ ତଥା ଅର୍ଦ୍ଧସୈନ୍ୟ କାର୍ଯ୍ୟକଳାପରେ ସଂପୃ‌କ୍ତ ରହି  ପଡ଼ୋଶୀ ରାଷ୍ଟ୍ର ସହ କରିଥିବା ପ୍ରତିବଦ୍ଧତାକୁ […]

corona
ଦେଶରେ ଅଗଷ୍ଟ ସୁଦ୍ଧା ୩୪ ହଜାର ପାର୍‌ କରିବ କରୋନା ମୃତ୍ୟୁ ସଂଖ୍ୟା-ସର୍ଭେ

ନୂଆଦିଲ୍ଲୀ‌: କରୋନା ଭାଇରସ୍‌ ଦୁଇ ପଡୋଶୀ ଦେଶ ପାକିସ୍ତାନ ଏବଂ ଭାରତରେ କି଼ିଲର ଆତଙ୍କ ସାଜିଛି। ଭାରତରେ ୪ର୍ଥ ପର୍ଯ୍ୟାୟ ଲକ୍‌‌ଡାଉନ୍‌ ଲାଗୁ କରାଯାଇଥିଲେ ହେଁ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ଅନ୍ୟପକ୍ଷେ, ପାକିସ୍ତାନରେ ମଧ୍ୟ କରୋନା ଦ୍ରୁତ ଗତିରେ ତା’ର କାୟା ମେଲାଇ ଚାଲିଛି। ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି, ଯଦି ଦୁଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏମିତି ବଢି ଚାଲେ ତେବେ ଅଗଷ୍ଟ ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩୪ ହଜାର […]

bangla
ଓଡ଼ିଶା, ପଶ୍ଚିମବଙ୍ଗ ପରେ ବାଂଲାଦେଶରେ ତାଣ୍ଡବ ରଚିଲା ‘ଅମ୍ପନ’, ୭ ମୃତ

ଢାକା: ଶକ୍ତିଶାଳୀ ଅମ୍ପନ ମଙ୍ଗଳବାର ଓଡ଼ିଶାରେ ତା’ର କରାଳ ରୂପ ଦେଖାଇବା ପରେ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିଲା। ଅମ୍ପନ ଏଠାରେ ୮୪ ଜୀବନ ନେବା ସହ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି ଦୁଇ ରାଜ୍ୟରେ ବିପର୍ଯ୍ୟୟ ସୃଷ୍ଟି କରିବା ପରେ ଅମ୍ପନ ବୁଧବାର ଅପରାହ୍ନରେ ବାଂଲାଦେଶରେ ପହଞ୍ଚି ସେଠାରେ ମଧ୍ୟ ତାଣ୍ଡବ ରଚିଛି। ୨୦୦୭ରେ ଢାକାରେ ବାତ୍ୟା ‘ସିଦ୍ର’ ପ୍ରଳୟ ସୃଷ୍ଟି କରିଥିଲା। ଏହି ବାତ୍ୟାରେ ପ୍ରାୟ ୩୫୦୦ ଲୋକଙ୍କ ଜୀବନ ଯାଇଥିଲା। ଏହା ପରେ ଅମ୍ପନ […]

Untitled-2
ରୂପ ବଦଳାଉଛି କରୋନା, ଚିହ୍ନିବା ବି କଷ୍ଟକର ହେଉଛି

ବେଜିଂ: ଦିନକୁ ଦିନ କରୋନା ତା’ର କାୟା ବିସ୍ତାର କରୁଛି , ତା ସହିତ ରୂପ ବି ବଦଳାଉଛି। ଯାହା ଫଳରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଏବେ ମୁସ୍କିଲ ହୋଇ ଯାଇଛି। ଉହାନରୁ ସୃଷ୍ଟ ଏହି ଭୂତାଣୁର ପରିବର୍ତ୍ତିତ ରୂପ ଡାକ୍ତରଙ୍କ ପାଇଁ ଚିନ୍ତାର ବିଷୟ ହେଲାଣି। ଉହାନ ପରେ ଏବେ ଚୀନର ଉତ୍ତରପୂର୍ବାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲଛି। ହେଲେ ଚିନ୍ତାର ବିଷୟ ଯେ, ଉହାନରେ ଦେଖା ଯାଇଥିବା କରୋନା ଲକ୍ଷଣ ଏଠାରେ […]

0123
ତାଇବାନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲା ଆମେରିକା, କାହିଁକି ଫିଡିକିଲା ଚାଇନା

ବେଜିଂ:ତାଇବାନ ରାଷ୍ଟ୍ରପତି ସାଇ ଇଂଗ ୱେନ ପୁଣି ଥରେ କ୍ଷମତାକୁ ଫେରିବା ପରେ ଆମେରିକା ଟ୍ରମ୍ପ ପ୍ରଶାସନ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବା ପରେ ଫିଡିକି  ଉଠିଛି ଚୀନ । ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଆମେରିକାର ବିଦେଶ ମନ୍ତ୍ରୀ ତାଇବାନ ରାଷ୍ଟ୍ରପତି ସାଇ ଇଂଗ ୱେନଙ୍କୁ ଶୁଭେଚ୍ଛା ଜଣାଇ ଚୀନ-ତାଇବାନ ସମ୍ପର୍କ ତଥା ଚୀନ-ଆମେରିକା ସମ୍ପର୍କରେ ତିକ୍ତତା ସୃଷ୍ଟି କରୁଛନ୍ତି । ସେତିକି ନୁହେଁ, ଏହି ଅଞ୍ଚଳର ଶାନ୍ତି ପ୍ରତି ମଧ୍ୟ ବିପଦ ସୃଷ୍ଟି […]

flight
ଘରୋଇ ବିମାନ ସେବା ପାଇଁ ଜାରି ହେଲା SOP

ଭୁବନେଶ୍ୱର: ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଘରୋଇ ବିମାନ ସେବା ପାଇଁ ଭରତୀୟ ବିମାନ ସେବା ପ୍ରାଧିକରଣ ପକ୍ଷରୁ ଜାରି ହୋଇଛି SOP । ଯାତ୍ରା ସମୟର ୨ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିବେ। ସମସ୍ତ ଯାତ୍ରୀ ମାସ୍କ ଓ ଗ୍ଲୋବସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନେ ଆରୋଗ୍ୟ ସେତୁ ଆପ୍‌ରେ ପଂଜୀକରଣ କରିବା ବାଧ୍ୟତାମୂଳକ ରହିଛି । ୧୪ବର୍ଷରୁ କମ ବୟସର ଯାତ୍ରୀମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ । ବିମାନ […]

Untitled-1
ବନ୍ଦ ଥିବା ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନିଜ ସ୍କୁଲରେ ଦେବେ ଛାତ୍ରଛାତ୍ରୀ

ନୂଆଦିଲ୍ଲି: ବନ୍ଦ ରହିଥିବା ସିବିଏସଇ (Central Board of Secondary Education) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପିଲାମାନେ ନିଜ ସ୍କୁଲରେ ଦେବେ। ଏସବୁ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ବାହାର କେନ୍ଦ୍ରକୁ ଯିବାକୁ ପଡ଼ିବନି।  ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି । ଜୁଲାଇ ଶେଷ ସୁଦ୍ଧା ପରୀକ୍ଷାଫଳ ପ୍ରକାଶିତ ହୋଇପାରେ ବୋଲି ସେ କହିଛନ୍ତି । ସୂଚନାଥାଉ କି, କରୋନା ସଂକ୍ରମଣ ଯୋଗୁଁ ଦଶମ […]