• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

gambhir
ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ିବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀରଙ୍କୁ ଗତକାଲି ବିଜେପି ଆସନ୍ତା ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଛି। ବିଜେପି ଟିକେଟ୍‌ରେ ଗୌତମ ପୂର୍ବ ଦିଲ୍ଲୀରୁ ଲଢ଼ିବେ। ସେହିପରି ବିଜେପିର ଅନ୍ୟତମ ବରିଷ୍ଠ ନେତ୍ରୀ ମୀନାକ୍ଷୀ ଲେଖିଙ୍କୁ ଦଳ ଏଥର ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି। ୨୦୧୪ରେ ଏହି ଆସନରେ ବିଜେପି ମହେଶ ଗିରିଙ୍କୁ  ପ୍ରାର୍ଥୀ କରିଥିବା ବେଳେ ଏଥର ଦଳ ଗମ୍ଭୀରଙ୍କୁ ସୁଯୋଗ ଦେଇଛି। ସେହିପରି ଏହି ଆସନରେ କଂଗ୍ରେସ ପକ୍ଷରୁ ଅରବିନ୍ଦର ସିଂ ଲଭଲି ନିର୍ବାଚନ ଲଢୁଥିବା […]

ELECTION
ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିଛି ଭୋଟ୍ ଗ୍ରହଣ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଆସାମ, ବିହାର, ଛତିଶଗଡ଼, ଜମ୍ମୁ ଓ କଶ୍ମୀର , କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଭୋଟ୍ ଗ୍ରହଣ ଚାଲିଛି। ସେହିପରି ଗୁଜରାଟ, କେରଳ, ଦାଦରାନଗର ହାବେଲି, ଗୋଆ ଓ ଡାମନ୍ ଡିଉର ସମସ୍ତ ଲୋକସଭା ଆସନରେ ମଧ୍ୟ ଆଜି ଭୋଟ୍ ଗ୍ରହଣ ହେଉଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ […]

perfume
ଅଧିକ ପରଫ୍ୟୁମ୍ ବ୍ୟବହାର କରୁଛନ୍ତି କ? ସାବଧାନ୍! ଭୋଗିପାରନ୍ତି ଏହିସବୁ ଗମ୍ଭୀର ସମସ୍ୟା

ଘରୁ ବାହାରକୁ ଯିବା ପୂର୍ବରୁ ଆପଣ ନିଶ୍ଚୟ ପର୍‌ଫ୍ୟୁମ୍‌ ବା ଡିଓ ବ୍ୟବହାର କରୁଥିବେ। ଏହା ଆପଣଙ୍କ ମନକୁ  ଫ୍ରେସ୍ ରଖିବା ସହ ମନୋଲୋଭା ବାସ୍ନା ମଧ୍ୟ ଦେଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ପରଫ୍ୟୁମ୍ ବା ଡିଓ ଅଧିକ ବ୍ୟବହାର କରିବା ଆପଣଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ।  ତେଣୁ ଜାଣନ୍ତୁ ଏହାକୁ ଅଧିକ ବ୍ୟବହାର କଲେ ଏହା ଆମ ଶରୀରରେ କ’ଣ କ୍ଷତି ହୁଏ। ୧) ପର୍‌ଫ୍ୟୁମ୍‌ରେ ହାନିକାରକ କେମିକାଲ ଥାଏ। ଏହା ଆପଣଙ୍କ […]