• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

boudh
ପତ୍ନୀବ୍ରତା ସତ୍ୟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଦିନରାତି ସ୍ତ୍ରୀ ସେବାରେ ପତି। ଟିକିନିକି କାମ ସବୁ କରୁଛନ୍ତି। ସୁନା ସଂସାରକୁ ଘାରିଛି ରୋଗର କଳାବାଦଲ। ଘର ସମ୍ଭାଳିବା ଲୋକ ଏବେ ବିଛଣାରେ। ଆଉ ରୋଜଗାରିଆ ଲୋକ ବେଉସା ଛାଡି ତାଙ୍କ ଖବର ବୁଝୁଛନ୍ତି। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏବେ ସରକାରୀ ସହାୟତାକୁ ଅପେକ୍ଷା।

  • Tuesday, 13 July 2021
sonepur
ମାଲେସିଆରେ ଚମକିବେ କୁନି ଝିଅ ଉତ୍ପଳା, ରାଜ୍ୟ ପାଇଁ ଆଣିବେ ଗୌରବ

ଛୋଟ ବେଳୁ ପାଠପଢା ସହ ନାଚ, ଗୀତ ଏବଂ ମଡେଲିଂ ପ୍ରତି ଥିଲା ରୁଚି। ପ୍ରଥମେ ପରିବାର ଲୋକ ଏହାକୁ ଦେଖି ବିରକ୍ତି ହୋଇଥିଲେ। ହେଲେ କୁନି ଝିଅଙ୍କ ଆଗ୍ରହ ଓ ସଫଳତା ଦେଖି ଖୁସି ହୋଇ ଯାଇଛନ୍ତି। ଅଗଷ୍ଟ ମାସରେ ହେବାକୁ ଥିବା ଆନ୍ତର୍ଜାତୀୟ”ବିୟୁଟି ପେଜେଣ୍ଟ’ ପ୍ରତିଯୋଗିତାରେ ସେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମାଲେସିଆ ଯାଉଛନ୍ତି।

  • Tuesday, 13 July 2021
gopabandhu
ଶବର ସାଥୀ ଗୋପବନ୍ଧୁ ସାର୍

ଆଜିକାଲି ଯେତେବେଳେ ଜୀଅନ୍ତା ମଣିଷର ସାଥୀ ହେବାକୁ କେହି ରାଜି ହେଉନାହାଁନ୍ତି,  ଏପରି ଜଣେ ନିଆରା ମଣିଷ ଅଛନ୍ତିଳ, ଯାହାଙ୍କୁ ଅଂଚଳରେ ଲୋକେ ଡାକନ୍ତି ‘ଶବର ସାଥୀ’। ପେସାରେ ସେ ଜଣେ ଶିକ୍ଷକ ହେଲେବି, ଅଧିକାଂଶ ସମୟ ତାଙ୍କର କଟେ ମଣାଣି ଭୂଇଁରେ। ଚିହ୍ନା ନାହିଁ ପରିଚୟ ନାହିଁ, କୌଣସି ମଣିଷର ମୃତ୍ୟୁ ହେଲେ ସତ୍କାର ପାଇଁ ସେ ପହଞ୍ଚି ଯାଆନ୍ତି ମଣାଣିରେ।

  • Tuesday, 13 July 2021
puja
ପୂଜାଙ୍କ ସାଇକେଲରେ ବାଜିଲା ଗୁଳି : ଜୀବନ ସିନା ବଞ୍ଚିଗଲା, ୧୨ କିମି ଚାଲିଚାଲି ଯାଉଛନ୍ତି ସ୍କୁଲ

ଦଶମ ଶ୍ରେଣୀର ଝିଅ ପୂଜା। ଘର ତାଙ୍କର ଜଙ୍ଗଲ ଭିତରେ। ନକ୍ସଲ-ପୋଲିସ୍ ସଂଘର୍ଷ ବେଳେ ଅଳ୍ପକେ ସେ ରକ୍ଷା ପାଇଯାଇଛନ୍ତି। ଗୁଳିଟି ବାଜିଥିଲା ତାଙ୍କ ସାଇକେଲରେ। ଗୁଳି ଟାୟାର ଭିତରେ ପଶି ଚିରିଦେଇଛି। ଏବେ ସେ ୧୨ କିଲୋମିଟର ଚାଲିଚାଲି ଯାଉଛନ୍ତି ସ୍କୁଲ।

  • Tuesday, 13 July 2021
ଓଡ଼ିଆ ଝିଅ ସଙ୍ଗୀତା ମହାପାତ୍ର : ବାଙ୍ଗାଲୋରରେ ଟେକ୍ସଟାଇଲ୍ କମ୍ପାନୀ ମାଲିକ

ଓଡ଼ିଆ ଝିଅ। ପାଠ ପଢ଼ିଥିଲେ ବି-ଟେକ୍। ଏବେ ସେ ବାଙ୍ଗାଲୋରରେ ଜଣେ ସଫଳ ମହିଳା ଉଦ୍ୟୋଗୀ। ସେଠାରେ ସେ ପ୍ରତିଷ୍ଠା କରିଛନ୍ତି ଏକ ଟେକ୍ସଟାଇଲ୍ କମ୍ପାନୀ। ଆଉ ଏଥିରେ କାମ କରୁଥିବା ୪୨ ଜଣ କର୍ମଚାରୀଙ୍କ ମଧ୍ୟରୁ ୪୦ ଜଣ ହେଉଛନ୍ତି ମହିଳା। ସେମାନେ ମଧ୍ୟ ସବୁ ବି-ଟେକ୍ ଇଂଜିନିୟର। ଏହି ଓଡ଼ିଆ ଝିଅଙ୍କୁ ଉତ୍ସାହିତ କରିବାକୁ ତାଙ୍କର ଏହି ଭିଡିଓକୁ ଅଧିକରୁ ଅଧିକ ଲାଇକ୍ ଓ ସେୟାର କରିବା।

  • Tuesday, 13 July 2021
Electric-Scooty
ଇଲେକ୍ଟ୍ରିକ୍ ଭେହିକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଲେ ଓଡ଼ିଆ ଝିଅ ମଧୁମିତା

ଇଲେକ୍ଟ୍ରିକ୍ ଭେହିକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଛନ୍ତି ଓଡ଼ିଆ ଝିଅ। ମଧୁମିତା ଏକ ଇଲେକ୍ଟ୍ରିକ୍ ଭେହିକିଲ କଂପାନି ଆରମ୍ଭ କରିଛନ୍ତି। ତାଙ୍କ କଂପାନି ପ୍ରଥମ କଂପାନି ହେବ ଯାହା ମେଡ୍ ଇନ୍ ଇଣ୍ଡିଆ ଇଲେକ୍ଟ୍ରିକ୍ ସ୍କୁଟି ବାହାର କରିବାକୁ ଯାଉଛି ବୋଲି ସେ ଦାବି କରିଛନ୍ତି।

  • Tuesday, 13 July 2021
congress
ଭୁବନେଶ୍ୱର କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଭୁବନେଶ୍ୱର: ନବନିଯୁକ୍ତ ଯୁବ କଂଗ୍ରେସ ସଭାପତିଙ୍କ ନିଯୁକ୍ତିକୁ ନେଇ ଭୁବନେଶ୍ୱର କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ନୂତନ ସଭାପତି ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଫାଟକରେ ତାଲା ପକାଇ ଥିବାବେଳେ ସ୍ମୃତିଙ୍କ ସମର୍ଥକ ତାଲା ଭାଙ୍ଗି କଂଗ୍ରେସ ଭବନରେ ପଶିଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ […]

  • Tuesday, 13 July 2021
travel
ଯାତ୍ରା ସମୟରେ ମାସ୍କ ବ୍ୟବହାର କରନ୍ତୁ

ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୧୬ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

  • Tuesday, 13 July 2021