ରାଜ୍ୟରେ ୨୪ ଘଣ୍ଟାରେ ୧୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଜିଲ୍ଲାରୁ ମୋଟ୍୧୩୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ ଜିଲ୍ଲାରୁ କୌଣସି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି
ନନା ରାଗିକି ନିଆଁ ଧାନମଣ୍ଡିରେ ଚାଷୀଙ୍କୁ ଠକିବାରୁ ‘ପଚାରୁଛି ପରା ତତେ… ଗାଲୁଆକୁ ଚାପୁଡ଼ା ପକେଇବି ଧରିକି…’ ଠିଆ ଠିଆ ଟ୍ୟୁସନ କଲେ ନନା। ୟେ ହେଉଛି ବାଲେଶ୍ୱର ଜିଲ୍ଲା ସିନ୍ଧିଆ ଧାନ ମଣ୍ଡିର ନିଧିପଣ୍ଡାର ଦୃଶ୍ୟ। ଏଠାର ସମସ୍ୟା ସମ୍ପର୍କରେ ସ୍ଥାନୀୟ ଚାଷୀ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀକୁ ଜଣାଇବାରୁ ନନା ଯାହା କଲେ ଦେଖନ୍ତୁ…
ସରକାରୀ ଚାକିରି କରିବା ବେଳେ ସ୍ୱାମୀଙ୍କ ହୋଇଥିଲା ମୃତ୍ୟୁ। ୩ ବର୍ଷରୁ ଅଧିକ ସମୟ ବିତିଲାଣି ସ୍ୱାମୀଙ୍କ ମୃତ୍ୟୁକୁ। ଆଉ ଏବେ ନିଜ ମାଆଙ୍କ ପାଖରେ ନେଇଛନ୍ତି ଆଶ୍ରା। ସରକାରୀ ନିୟମ ଅନୁସାରେ ମିଳିନି କିଛି ବି ସହାୟତା। ତହସିଲ ଅଫିସରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସକୁ ବାରମ୍ବାର ଦୌଡ଼ିଲେଣି କିନ୍ତୁ କେଉଁଠାରୁ ବି ମିଳିଲା ନାହିଁ ସହାୟତା
ଯାଜପୁର କେଲୁଅ ନଦୀରେ ମନୁଷ୍ୟକୃତ ଘାଇ ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ପହଞ୍ଚିିଛି ଭିଜିଲାନ୍ସର ୫ ଜଣିଆ ଟିମ୍। ଭିଜିଲାନ୍ସ ଅତିରିକ୍ତ ଏସ୍ପି ହର ନାରାୟଣ ପତିଙ୍କ ନେତୃତ୍ୱରେ ଟିମ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। କିପରି ଘାଇକୁ ଭଙ୍ଗା ଯାଇଛି ?