• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

news-room-live-head-live-4pm
ଅପରାହ୍ନ ୪ଟା ବେଳର ମୁଖ୍ୟ ଖବର

4 PM Headlines 15 May 2020 OdishaTV

  • Monday, 19 July 2021
vlcsnap-error658
ଆସିଲାନି ଆମ୍ବୁଲାନ୍ସ; ଟ୍ରଲିରେ ନେବା ବେଳେ ପ୍ରସବ କଲେ ମହିଳା

ଭଦ୍ରକ: ପୁଣି ଜନନୀ ଯନ୍ତ୍ରଣା। ୧୦୮ କି ୧୦୨ କୌଣସି ଆମ୍ବୁଲାନ୍ସ ଆସିଲା ନାହିଁ। ଶେଷରେ ଟ୍ରଲିରେ ଡାକ୍ତରଖାନା ନିଆଯାଉଥିବା ବେଳେ ରାସ୍ତା ମଝିରେ ପ୍ରସବ କଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିକଟ ସେରପୁର ଗାଁରେ। ଭାନୁ ମହାଳିକ ନାମକ ମହିଳାଙ୍କୁ ଆଜି ସକାଳେ ପ୍ରସବ ବେଦନା ହେବାରୁ ପରିବାର ଲୋକେ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ବାରମ୍ବାର ଫୋନ୍ କରିଥିଲେ। କିନ୍ତୁ ବହୁ ସମୟ ଯାଏ କୌଣସି ଆମ୍ବୁଲାନ୍ସ […]

  • Monday, 19 July 2021
bbsr loot
ହାଇଟେକ୍‌ ଲୁଟେରା ସଞ୍ଜୟ ନିଶଙ୍କକୁ ରିମାଣ୍ଡରେ ଆଣିବ କମିଶନରେଟ ପୁଲିସ

ଭୁବେନଶ୍ୱର: ରିମାଣ୍ଡରେ ହାଇଟେକ୍ ଲୁଟେରା ସଞ୍ଜୟ ନିଶଙ୍କ। ଲୁଟ୍ ଘଟଣାର ଖୋଳତାଡ଼ ପାଇଁ କମିଶନରେଟ ପୁଲିସ୍‌ ନିଶଙ୍କକୁ ୪ ଦିନିଆ ରିମାଣ୍ଡରେ ଆଣିବ। ସଞ୍ଜୟ କେଉଁ କେଉଁ ଚୋରିରେ ସଂପୃକ୍ତ ରହିଛି ଆଉ ଚୋରି ବେଳେ କେଉଁ ଟେକ୍ନିକ୍‌ ଆପଣାଉଥିଲା ରିମାଣ୍ଡ ସମୟରେ ସେନେଇ ପୁଲିସ୍‌ ଖୋଳତାଡ଼ କରିବ। ବିବିଏ ଛାତ୍ରରୁ ହାଇଟେକ୍ ଚୋର ପାଲଟିଥିବା ସଞ୍ଜୟ ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ହେଲ୍‌ମେଟ୍‌ ପିନ୍ଧି ଚୋରି କରୁଥିଲା। ବିଶେଷତଃ ଛୁଟିଦିନ, ପର୍ବପର୍ବାଣୀ ଓ ଆଉ ସନ୍ଧ୍ୟା ସମୟରେ […]

  • Monday, 19 July 2021
bhadrak murder
ଭଦ୍ରକ ଡବଲ୍‌ ମର୍ଡର ଘଟଣାର ନୂଆ ଟ୍ୱିଷ୍ଟ୍‌, ମୁହଁ ଖୋଲିଲା ଅଭିଯୁକ୍ତ

ଭଦ୍ରକ: ପୁରୁଣା ରାଗ ସୁଝାଇବାକୁ ଯାଇ ଦୁଇ ଦୁଇ ଜଣଙ୍କୁ ହତ୍ୟା। ଧରମ ମାଆ ଓ ବାପାଙ୍କୁ ହତ୍ୟା କଲା ଧରମ ପୁଅ। ଭଦ୍ରକ ଧାମନଗରରେ ଗତକାଲି ଘଟିଥିବା ଡବଲ ମର୍ଡର ଘଟଣାରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛି ଅଭିଯୁକ୍ତ ବବୁଆ ମହାନ୍ତି। ବବୁଆ କହିଛି ରବୀନ୍ଦ୍ର ବେଉରିଆ, ତାଙ୍କ ପତ୍ନୀ ଓ ଝିଅକୁ ମାରିବାକୁ ସେ ଦୀର୍ଘ ଦିନ ଧରି ଯୋଜନା  କରିଥିଲା। ତେବେ ସୁଯୋଗ ଅଭାବରୁ ଏପରି କରି ପାରୁନଥିଲା। ହେଲେ ରବିବାର ରାତିରେ […]

  • Monday, 19 July 2021
accident
ଗଛରେ ପିଟି ହେଲା କାର୍‌; ୪ ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ସଦରଥାନା ଅନ୍ତର୍ଗତ ମଇଦାନକେଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଜଣକୁ ମେଡିକାଲରେ ଭର୍ତ୍ତି କରାଯାଇଛି। କାର୍‌ ଗଛରେ ପିଟି ହେବାଫଳରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ରାଇରଙ୍ଗପୁର ଠାରେ ସତ୍‌ସଙ୍ଗ ସାରି ଫେରୁଥିବା ବେଳେ ରାତି ପ୍ରାୟ ୨ଟା ସମୟରେ  ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ […]

  • Monday, 19 July 2021
food2
ରାଜ୍ୟ ଖାଦ୍ୟ ସୁରକ୍ଷା ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ୱର : ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଅାଣିବାକୁ ଅାଉ ପାଦେ ଅାଗେଇଲେ ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କଲା ରାଜ୍ୟ ଖାଦ୍ୟ ସୁରକ୍ଷା ପ୍ରସ୍ତାବ। ଅାଜି ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅାଯାଇଛି। ରାଜ୍ୟର ଏହି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ ୩୪ ଲକ୍ଷ ୪୪ ହଜାର ହିତାଧିକାରୀ ସାମିଲ ହେବାକୁ ଥିବା ବେଳେ ପ୍ରଥମ ଦଫାରେ ୨୫ ଲକ୍ଷ ହିତାଧିକାରୀ ଉପକୃତ ହେବେ। ମୋଟ ୧୧ଟି […]

  • Monday, 19 July 2021
bolbam
ଶ୍ରାବଣର ପ୍ରଥମ ସୋମବାରରେ ଶିବମୟ ପରିବେଶ

ଭୁବନେଶ୍ୱର: ଶିବ ଆରାଧନାରେ ମଗ୍ନ ହେଉଛି ଜଗତ। ନେପାଳର କାଠମାଣ୍ଡୁ ସ୍ଥିତ ପଶୁପତି ନାଥ ମନ୍ଦିର ହେଉ କି, ଉତ୍ତରଭାରତର ବିଭିନ୍ନ ପ୍ରସିଦ୍ଧ ଶୈବପୀଠ, ରାତି ପାହୁ ନପାହୁଣୁ ଆଜି ବୋଲ୍‌ବମ୍, ହର ହର୍ ବମ୍ ଧ୍ୱନିରେ କମ୍ପୁଥିଲା ସବୁ ଶୈବାଳୟ। ଲମ୍ବା ଲାଇନ୍‌ରେ ଶିବ ଦର୍ଶନ ଅପେକ୍ଷାରେ ଗେରୁଆ ବସ୍ତ୍ରଧାରୀ ହଜାର ହଜାର କାଉଡ଼ିଆ। ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଶ୍ରାବଣର ପ୍ରଥମ ସୋମବାରରେ ଆଶୁତୋଷଙ୍କ ଜଳଲାଗି ପାଇଁ ବିଭିନ୍ନ ନଦୀରୁ ଜଳଭାର ଧରି ଘଣ୍ଟା […]

  • Monday, 19 July 2021
dama
‘ଟି’ ଲିଙ୍କ୍‌କୁ ନେଇ ତୀବ୍ର ହେଲା ପଲିଟିକାଲ ବ୍ଲେମ୍‌ ଗେମ୍

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌କୁ ନେଇ ଆରମ୍ଭ ହୋଇଯାଇଛି ପଲିଟିକାଲ ବ୍ଲେମ ଗେମ୍। ମୁହାଁ ମୁହିଁ ହୋଇଛନ୍ତି ଦାମ, ବିଷ୍ଣୁ ଓ ବାପି ସର୍ଖେଲ। ପାରାଦୀପର କଂଗ୍ରେସ ନେତା ବାପି ସର୍ଖେଲ୍ ଟିଟୋ ଲିଙ୍କ ନେଇ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ୍‌ଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ସେମାନଙ୍କ ଭୂମିକାର ଯାଞ୍ଚ ହେବା ଦରକାର ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଟୋ ସହ ସର୍ଖେଲ୍ ଲିଙ୍କ୍‌ରେ ଥିବା ଅଭିଯୋଗ ଆଣି STF କାହିଁକି […]

  • Monday, 19 July 2021
school
ରାଜ୍ୟରେ ବାଳିକା ଶିକ୍ଷାର ଦୟନୀୟ ସ୍ଥିତି

ଭୁବନେଶ୍ୱର : ରାଜ୍ୟରେ ବାଳିକା ଶିକ୍ଷାର ଦୟନୀୟ ସ୍ଥିତି। ପ୍ରାୟ ୫୫ ହଜାରରୁ ଅଧିକ କିଶୋରୀ ସ୍କୁଲ ମାଟି ମାଡୁନାହାନ୍ତି । ଏଭଳି ଉଦ୍‌ବେଗଜନକ ତଥ୍ୟ ସାମ୍ନାକୁ ଅାଣିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ୧୧ରୁ ୧୪ ବର୍ଷ ବୟସରେ ଏତେ ସଂଖ୍ୟକ କିଶୋରୀ ଅଧାରୁ ପାଠ ଛାଡିଛନ୍ତି କିମ୍ବା ଅାଦୌ ସ୍କୁଲ ଯାଇନାହାଁନ୍ତି। ସେମାନଙ୍କ ପାଠପଢା ବ୍ୟବସ୍ଥା କରିବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ହେଲେ ଗଣଶିକ୍ଷା […]

  • Monday, 19 July 2021
dharampua
ଧରମ ପୁଅର ଅଧର୍ମ କାଣ୍ଡ

ଭଦ୍ରକ: ଧରମ ପୁଅ ରଚିଲା ଅଧର୍ମ କାଣ୍ଡ। ଧରମ ମା’ଙ୍କୁ ହତ୍ୟା, ଧରମ ଭଉଣୀକୁ ଦୁଷ୍କର୍ମ। ସମ୍ପର୍କର ବନ୍ଧ ଡେଇଁ ଭିଆଇଛି ଜଘନ୍ୟ କାରନାମା। ଅଭିଯୁକ୍ତର ନାଁ ବବୁଆ ମହାନ୍ତି। ସମୟ ବିଳମ୍ବିତ ରାତି। ଅଭିଯୋଗ ଅନୁଯାୟୀ, ମୃତ ମହିଳାଙ୍କ ସ୍ୱାମୀ ତଥା ଧରମ ବାପାଙ୍କ ସହ ବାହାରକୁ ଯାଇଥିବା ବବୁଆ ଫେରିଆସିଥିଲା ଏକୁଟିଆ। ଆଉ କବାଟ ଖୋଲିବା କ୍ଷଣି ହଠାତ୍ ଶିଳପୁଆରେ ଆକ୍ରମଣ କଲା ନିଜ ଧରମ ମା’ଙ୍କୁ। ଏହାପରେ ଧରମ ଭଉଣୀକୁ ମୁହଁ ସହ […]

  • Monday, 19 July 2021
dengu
ଡେଙ୍ଗୁ ଅାତଙ୍କ

କଟକ : କଟକ ଜିଲ୍ଲା ଚୌଦ୍ୱାର ମଙ୍ଗରାଜପୁର ପଞ୍ଚାୟତରେ ଡେଙ୍ଗୁ ଅାତଙ୍କ। ଗାଁରେ ପ୍ରାୟ ୨୦ ଜଣଙ୍କୁ ଜ୍ୱର ହୋଇଥିବା ବେଳେ ସେମାନଙ୍କୁ ମଧ୍ୟରୁ ୩ ଜଣଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଛି। ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ମଇଳା ପାଣି ଜମି ମଶା ସେମାନଙ୍କ ବଂଶ ବିସ୍ତାର କରୁଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସେପଟେ ମଙ୍ଗରାଜପୁରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ପର୍ଯ୍ୟାପ୍ତ ସୁବିଧା ସୁଯୋଗ […]

  • Monday, 19 July 2021