• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

sri mandir
ଶ୍ରୀମନ୍ଦିର ସଂସ୍କାର ପାଇଁ ହେବ ଜନଶୁଣାଣି

ପୁରୀ : ଶ୍ରୀମନ୍ଦିରରେ ସଂସ୍କାର ପାଇଁ ସେବାୟତ ଓ ସାଧାରଣ ଲୋକଙ୍କଠାରୁ ପ୍ରସ୍ତାବ ଗ୍ରହଣ କରିବାକୁ ଅାସନ୍ତା ୧୦ ତାରିଖରେ ହେବ ଏକ ଜନ ଶୁଣାଣି। ଏହି ଜନ ଶୁଣାଣି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଅାସନ୍ତା ୧୦ ତାରିଖରେ ଦିନ ୧୧ଟାରୁ ୨ଟା ମଧ୍ୟରେ ପୁରୀରେ ଏହି ଜନ ଶୁଣାଣି ହେବ। ସେବାୟତ ତଥା ସାଧାରଣ ଲୋକେ ନିଜର ମତାମତ ଲିଖିତ ବା ମୌଖିକ ଭାବେ ଉପସ୍ଥାପନ କରିପାରିବେ। ରାଜ୍ୟ ସରକାର […]

  • Monday, 19 July 2021
bjp
କେନ୍ଦ୍ରୀୟ ନେତାଙ୍କୁ ହିସାବ ଦେଉଛନ୍ତି ରାଜ୍ୟ ନେତା

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ଟାସ୍କ ରାଜ୍ୟରେ କେତେ ପୂରଣ କରିଛି ଦଳ ଏନେଇ ଅାଜି ରାଜ୍ୟ ବିଜେପି ପଦାଧିକାରୀଙ୍କ ବସିଛି ବୈଠକ। ଗତମାସ ୧ ତାରିଖରେ ଶାହ ଓଡିଶା ଅାସି  ମିଶନ ୧୨୦ ପ୍ଲସ୍‌ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଦେଇଥିଲେ ୩୦ଟି ଟାସ୍କ। ସେଥିରୁ ମାସେ ଭିତରେ କେତେ  ପୂରଣ ହୋଇଛି ସେସବୁର ସମୀକ୍ଷା କରାଯାଉଛି। ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ସୌଦାନ ସିଂ ଏହି ବୈଠକରେ ଯୋଗଦେଇଛନ୍ତି। ଗତ ମାସ […]

  • Monday, 19 July 2021
pregnant
ଖଟିଅାରେ ବୁହା ହେଲେ ଗର୍ଭବତୀ

ବାଲେଶ୍ୱର : ପୁଣି ଖଟିଅାରେ ବୁହା ହେଲେ ଗର୍ଭବତୀ। ରାସ୍ତା ନ ଥିବାରୁ ଅାସିପାରିଲାନି ୧୦୨ ଅାମ୍ବୁଲାନ୍ସ।  ତେଣୁ ଖଟିଅାରେ ବୁହା ହେଲେ ଗର୍ଭବତୀ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବିରୁଅା ପଞ୍ଚାୟତର ପଣ୍ଡାସାହି ଗାଁରେ। ଗାଁର ଜୟନ୍ତୀ ସିଂ ନାମକ ଜଣେ ଗର୍ଭବତୀଙ୍କୁ ପ୍ରସବ ବେଦନା ପରେ ଡାକ୍ତରଖାନା ନେବାପାଇଁ ୧୦୨ ଅାମ୍ବୁଲାନ୍ସକୁ ଫୋନ୍‌ କରାଯାଇଥିଲା। ତେବେ ରାସ୍ତା କାଦୁଅରେ ପଚ ପଚ ହୋଇଯାଇଥିବା ଏବଂ ଅଣଓସାରିଅା ହୋଇଥିବାରୁ ଅାମ୍ବୁଲାନ୍ସ ଅାସି ଅଧାବାଟରେ ଅଟକିଯାଇଥିଲା। […]

  • Monday, 19 July 2021
land
ଶ୍ରାବଣରେ ବର୍ଷା ସଙ୍କଟ

ଭୁବନେଶ୍ୱର : ଶ୍ରାବଣରେ ବର୍ଷା ସଙ୍କଟ। କ୍ଷେତ ଶୁଖି ଆଁ କରିଛି, ଧାନଗଛ ବି ମରିଗଲାଣି। ବିଲ ମଝିକୁ ଧସେଇ ପଶିଲେଣି ଗାଈଗୋରୁ। ଏହି ସମସ୍ୟାର ଚିତ୍ର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର। ପ୍ରାୟ ୧୫ ଦିନ ହେଲା ବର୍ଷାର ଦେଖାନଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ସମାନ ଦୁର୍ଦ୍ଦଶା ନୂଅାପଡ଼ା ଜିଲ୍ଲାରେ। ଖଡ଼ିଆଳ ଏବଂ ସିନାପାଲି ବ୍ଲକରେ ଅାବଶ୍ୟକତା ଠାରୁ କମ୍ ବର୍ଷା ହୋଇଥିବାରୁ ମରିବାକୁ ବସିଲାଣି ଧାନ ତଳି। ତେଣୁ ପାଣି ସିଞ୍ଚି ବଞ୍ଚାଇ […]

  • Monday, 19 July 2021
sebasrjram
ସେବାଶ୍ରମ ଛାତ୍ରୀ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ମାଲକାନଗିରି  : ସେବାଶ୍ରମରେ ଯୌନ ଶୋଷଣ । ଜଣଙ୍କ ପରେ ଜଣେ କିଶୋରୀଙ୍କ ଇଜ୍ଜତ ସହ ଖେଳିଛନ୍ତି ହେଡ୍‌ସାର୍‌ । ଗୁରୁ ନାଁରେ କଳଙ୍କ ବୋଳି ଦେଇଛନ୍ତି ଏହି ବ୍ୟକ୍ତି ଜଣକ। ଯାହାଙ୍କ ନାଁ ବିଶ୍ୱଜିତ ସରକାର। ମାଲକାନଗିରି ଜିଲ୍ଲାର ଏକ ଛାତ୍ରୀ ସେବାଶ୍ରମର ପ୍ରଧାନ ଶିକ୍ଷକ ଏହି  ବିଶ୍ୱଜିତ ସରକାର। ଏହି କଳଙ୍କିତ ଗୁରୁଙ୍କ ଦ୍ୱାରା ଯୌନ ଶୋଷଣର ଶୀକାର ହୋଇ ଜୀବନ ହାରିଥିବା ଛାତ୍ରୀଙ୍କ ନୋଟ୍‌ବୁକ୍‌ରୁ ମିଳିଛି ଏଭଳି ଚାଞ୍ଚଲ୍ୟକର ସୁରାଗ୍। ମିଳିଥିବା ତଥ୍ୟ […]

  • Monday, 19 July 2021
vlcsnap-error811
ନିରାମୟ କେନ୍ଦ୍ରରେ ନିଆଁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ। ହସ୍ପିଟାଲ ପରିସର ନିରାମୟ ଯୋଜନା କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଔଷଧ ଓ କମ୍ପ୍ୟୁଟର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ନିରାମୟ କେନ୍ଦ୍ରରୁ ଧୂଆଁ ବାହାରୁଥିବା ଦେଖି ୱାଚ୍ ମ୍ୟାନ ଓ ନର୍ସ ଦମକଳ ବାହିନୀକୁ ଜଣାଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ […]

  • Monday, 19 July 2021
bomb
ବୋମା ମାଡ଼ରେ ଥରିଲା କାମାକ୍ଷାନଗର କଲେଜ କ୍ୟାମ୍ପସ

କାମାକ୍ଷାନଗର  : ବୋମା ମାଡ଼ରେ ଥରିଲା କଲେଜ କ୍ୟାମ୍ପସ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ବୋମା ମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ଜଣେ ଛାତ୍ରଙ୍କ ସମେତ ଜଣେ ଅଣଛାତ୍ର ମଧ୍ୟ ଗୁରୁତର ଅାହତ ହୋଇଛନ୍ତି। ଅାହତମାନେ ହେଲେ ସଂଗ୍ରାମ ନାୟକ ଓ ସଂଜୀବ ନାୟକ। ଅାଜି ଦିନ ୧୧ଟା ବେଳେ ସଂଗ୍ରାମଙ୍କୁ କଲେଜ ଛାଡିବାକୁ ଅାସିଥିଲେ ଅଣଛାତ୍ର ସଂଜୀବ। ଏହି ସମୟରେ ହଠାତ କଲେଜର ଜଣେ ଛାତ୍ର ଓ ୫ ଅଣଛାତ୍ର ସେମାନଙ୍କୁ ବୋମା ମାଡ଼ […]

  • Monday, 19 July 2021