• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

bhitara kanika
ଖୋଲିଲା ଭିତରକନିକା

କେନ୍ଦ୍ରାପଡ଼ା : ଖୋଲିଲା ଭିତରକନିକା। ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ପର୍ଯ୍ୟଟକଙ୍କ ଲାଗି ଗତ ମେ’୧ ତାରିଖରୁ ବନ୍ଦ ଥିଲା ଭିତରକନିକା। ପ୍ରଜନନ ଋତୁ ଶେଷ ହୋଇଥିବାରୁ ଅାଜିଠାରୁ ପର୍ଯ୍ୟଟକମାନେ ଭିତରକନିକା ବୁଲିବାର ସୁଯୋଗ ପାଇ ପାରିବେ। ତେବେ ଭିତରକନିକା ଅଂଚଳରେ ଲଗାଣ ବର୍ଷା ହେଉଥିବାରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା କମ୍‌ ରହିଛି।  ଭିତରକନିକା ଅଭୟାରଣ୍ୟ ଗତ ମେ’୧ରୁ ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରହିଥିଲା। ପ୍ରାୟ ୩ ମାସ ହେବ ବନ୍ଦ ରହିବା କାରଣରୁ ବନ୍ୟପ୍ରାଣୀ […]

  • Monday, 19 July 2021
puri
ଅାଜି ଶ୍ରୀଜିଉଙ୍କ ବନକଲାଗି

ପୁରୀ : ଅାଜି ଶ୍ରୀଜିଉଙ୍କ ବନକଲାଗି ହେବ। ଦତ୍ତମହାପାତ୍ର ସେବକମାନେ ହିଙ୍ଗୁଳ, ହରିପଲ, ଧଳା କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ବିଧି ମୁତାବକ ଦ୍ୱିତୀୟ ଭୋଗମଣ୍ଡପରେ ଏହି ବନକଲାଗି ଅନୁଷ୍ଠିତ ହେବ। ସେଥିପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ଦର୍ଶନ ବନ୍ଦ ରହିପାରେ। ରଥଯାତ୍ରା ଶେଷ କରି ମହାପ୍ରଭୁ ନୀଳାଦ୍ରିବିଜେ ପରେ ରତ୍ନ ସିଂହାସନରେ ବିରାଜିତ ଶ୍ରୀଜିଉଙ୍କ ଏହା ପ୍ରଥମ ବନକଲାଗି ହେବ।

  • Monday, 19 July 2021
arrest
ବାଲିରେ ପୋତାଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ଜଗତପୁର : କଟକ ଜଗତପୁର ମହାନଦୀ ପଠାରୁ ଜଣେ ଯୁବକଙ୍କ ମୃତଦେହ ବାଲିରେ ପୋତାଯାଇଥିବା ବେଳେ ଉଦ୍ଧାର ମୃତକ ହେଲେ ଜଗତପୁର ମୁଣ୍ଡାସାହି ବସ୍ତିର ଶିବ ସାହୁ। ଅଭିଯୋଗ ଅନୁଯାୟୀ, ଗତ ରବିବାର ଦିନ ମଦ ପିଇବାକୁ କେନ୍ଦ୍ରକରି ବସ୍ତିର କିଛି ଲୋକଙ୍କ ସହ ଶିବର ଗଣ୍ଡଗୋଳ ହୋଇଥିଲା।  ଫଳରେ ବସ୍ତିର କିଛି ଯୁବକ ଶିବକୁ ଅାକ୍ରମଣ କରିଥିଲେ। ତେବେ ସୋମବାର ରାତିରେ ଶିବର ମୃତ୍ୟୁ ହୋଇଥିଲା। ଶିବର ମୃତଦେହକୁ ବସ୍ତିରୁ ଅାଣି ମହାନଦୀ ପଠାରେ ପୋତିଦେଇଥିଲେ […]

  • Monday, 19 July 2021
news-room-live-head-live-4pm
ଅପରାହ୍ନ ୪ଟା ବେଳର ମୁଖ୍ୟ ଖବର

4 PM Headlines 15 May 2020 OdishaTV

  • Monday, 19 July 2021
vlcsnap-error658
ଆସିଲାନି ଆମ୍ବୁଲାନ୍ସ; ଟ୍ରଲିରେ ନେବା ବେଳେ ପ୍ରସବ କଲେ ମହିଳା

ଭଦ୍ରକ: ପୁଣି ଜନନୀ ଯନ୍ତ୍ରଣା। ୧୦୮ କି ୧୦୨ କୌଣସି ଆମ୍ବୁଲାନ୍ସ ଆସିଲା ନାହିଁ। ଶେଷରେ ଟ୍ରଲିରେ ଡାକ୍ତରଖାନା ନିଆଯାଉଥିବା ବେଳେ ରାସ୍ତା ମଝିରେ ପ୍ରସବ କଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିକଟ ସେରପୁର ଗାଁରେ। ଭାନୁ ମହାଳିକ ନାମକ ମହିଳାଙ୍କୁ ଆଜି ସକାଳେ ପ୍ରସବ ବେଦନା ହେବାରୁ ପରିବାର ଲୋକେ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ବାରମ୍ବାର ଫୋନ୍ କରିଥିଲେ। କିନ୍ତୁ ବହୁ ସମୟ ଯାଏ କୌଣସି ଆମ୍ବୁଲାନ୍ସ […]

  • Monday, 19 July 2021
bbsr loot
ହାଇଟେକ୍‌ ଲୁଟେରା ସଞ୍ଜୟ ନିଶଙ୍କକୁ ରିମାଣ୍ଡରେ ଆଣିବ କମିଶନରେଟ ପୁଲିସ

ଭୁବେନଶ୍ୱର: ରିମାଣ୍ଡରେ ହାଇଟେକ୍ ଲୁଟେରା ସଞ୍ଜୟ ନିଶଙ୍କ। ଲୁଟ୍ ଘଟଣାର ଖୋଳତାଡ଼ ପାଇଁ କମିଶନରେଟ ପୁଲିସ୍‌ ନିଶଙ୍କକୁ ୪ ଦିନିଆ ରିମାଣ୍ଡରେ ଆଣିବ। ସଞ୍ଜୟ କେଉଁ କେଉଁ ଚୋରିରେ ସଂପୃକ୍ତ ରହିଛି ଆଉ ଚୋରି ବେଳେ କେଉଁ ଟେକ୍ନିକ୍‌ ଆପଣାଉଥିଲା ରିମାଣ୍ଡ ସମୟରେ ସେନେଇ ପୁଲିସ୍‌ ଖୋଳତାଡ଼ କରିବ। ବିବିଏ ଛାତ୍ରରୁ ହାଇଟେକ୍ ଚୋର ପାଲଟିଥିବା ସଞ୍ଜୟ ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ହେଲ୍‌ମେଟ୍‌ ପିନ୍ଧି ଚୋରି କରୁଥିଲା। ବିଶେଷତଃ ଛୁଟିଦିନ, ପର୍ବପର୍ବାଣୀ ଓ ଆଉ ସନ୍ଧ୍ୟା ସମୟରେ […]

  • Monday, 19 July 2021
bhadrak murder
ଭଦ୍ରକ ଡବଲ୍‌ ମର୍ଡର ଘଟଣାର ନୂଆ ଟ୍ୱିଷ୍ଟ୍‌, ମୁହଁ ଖୋଲିଲା ଅଭିଯୁକ୍ତ

ଭଦ୍ରକ: ପୁରୁଣା ରାଗ ସୁଝାଇବାକୁ ଯାଇ ଦୁଇ ଦୁଇ ଜଣଙ୍କୁ ହତ୍ୟା। ଧରମ ମାଆ ଓ ବାପାଙ୍କୁ ହତ୍ୟା କଲା ଧରମ ପୁଅ। ଭଦ୍ରକ ଧାମନଗରରେ ଗତକାଲି ଘଟିଥିବା ଡବଲ ମର୍ଡର ଘଟଣାରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛି ଅଭିଯୁକ୍ତ ବବୁଆ ମହାନ୍ତି। ବବୁଆ କହିଛି ରବୀନ୍ଦ୍ର ବେଉରିଆ, ତାଙ୍କ ପତ୍ନୀ ଓ ଝିଅକୁ ମାରିବାକୁ ସେ ଦୀର୍ଘ ଦିନ ଧରି ଯୋଜନା  କରିଥିଲା। ତେବେ ସୁଯୋଗ ଅଭାବରୁ ଏପରି କରି ପାରୁନଥିଲା। ହେଲେ ରବିବାର ରାତିରେ […]

  • Monday, 19 July 2021
accident
ଗଛରେ ପିଟି ହେଲା କାର୍‌; ୪ ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ସଦରଥାନା ଅନ୍ତର୍ଗତ ମଇଦାନକେଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଜଣକୁ ମେଡିକାଲରେ ଭର୍ତ୍ତି କରାଯାଇଛି। କାର୍‌ ଗଛରେ ପିଟି ହେବାଫଳରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ରାଇରଙ୍ଗପୁର ଠାରେ ସତ୍‌ସଙ୍ଗ ସାରି ଫେରୁଥିବା ବେଳେ ରାତି ପ୍ରାୟ ୨ଟା ସମୟରେ  ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ […]

  • Monday, 19 July 2021
food2
ରାଜ୍ୟ ଖାଦ୍ୟ ସୁରକ୍ଷା ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ୱର : ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଅାଣିବାକୁ ଅାଉ ପାଦେ ଅାଗେଇଲେ ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କଲା ରାଜ୍ୟ ଖାଦ୍ୟ ସୁରକ୍ଷା ପ୍ରସ୍ତାବ। ଅାଜି ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅାଯାଇଛି। ରାଜ୍ୟର ଏହି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ ୩୪ ଲକ୍ଷ ୪୪ ହଜାର ହିତାଧିକାରୀ ସାମିଲ ହେବାକୁ ଥିବା ବେଳେ ପ୍ରଥମ ଦଫାରେ ୨୫ ଲକ୍ଷ ହିତାଧିକାରୀ ଉପକୃତ ହେବେ। ମୋଟ ୧୧ଟି […]

  • Monday, 19 July 2021