• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସାହସିକତା, ବିଶିଷ୍ଟ ଏବଂ ଉଲ୍ଲେଖନୀୟ ସେବା ପାଇଁ ଅାଜି ପ୍ରଦାନ କରାଯାଇଛି ପୁଲିସ୍‌ ମେଡାଲ। ଜାନୁଅାରୀ ୨୬ରେ ଘୋଷଣା ହୋଇଥିବା ଏହି ପୁରସ୍କାର ଅାଜି ପ୍ରଦାନ କରାଯାଇଛି। ଜୟଦେବ ଭବନରେ ଅାୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଅାରକ୍ଷୀ,  ଅଗ୍ନିଶମ, ଜେଲ, ଗୃହରକ୍ଷୀ  ଓ ସିଭିଲ୍‌ ଡିଫେନ୍ସର ବିଭିନ୍ନ ଶ୍ରେଣୀରେ ୨୬ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି। ସାହାସିକତା ପାଇଁ ପ୍ରଶଂସନୀୟ ସେବା ଏବଂ ଉତ୍କୃଷ୍ଟ ପୁଲିସ ଟ୍ରେନିଂ […]

  • Friday, 02 July 2021
ସ୍ୱାଧୀନତା ଦିବସରେ କେନ୍ଦ୍ର-ରାଜ୍ୟ ଯୋଜନା ଟକ୍କର
ସ୍ୱାଧୀନତା ଦିବସରେ କେନ୍ଦ୍ର-ରାଜ୍ୟ ଯୋଜନା ଟକ୍କର

ଭୁବନେଶ୍ୱର : ଅାୟୁଷ୍ମାନ ଭାରତ ବନାମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ନିର୍ବାଚନୀ ବର୍ଷରେ ଲୋକଙ୍କ ମନ ଜିତିବା ପାଇଁ  ଯୋଜନା ଯୋଜନା ମଧ୍ୟରେ ଟକ୍କର। କେନ୍ଦ୍ର ସରକାରଙ୍କ ଅାୟୁଷ୍ମାନ ଭାରତ ଯୋଜନାକୁ ନା କହି  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅାରମ୍ଭ କରିଛନ୍ତି ରାଜ୍ୟ ସରକାର। ସ୍ୱାଧିନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଯୋଜନାର ଘୋଷଣା କରିବା ସହ କ୍ୟାପିଟାଲ ହସ୍‌ପିଟାଲରେ ଏହାର ହେଲ୍‌ପଡେସ୍କ ଓ ଲୋଗୋ ଉନ୍ମୋଚନ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର […]

  • Friday, 02 July 2021
ପ୍ରବଳ ବର୍ଷାରେ ଟ୍ରାକ୍ ଓ ବ୍ରିଜ୍ ଧୋଇଯିବାରୁ ଟ୍ରେନ୍‌ ବାତିଲ୍‌
ପ୍ରବଳ ବର୍ଷାରେ ଟ୍ରାକ୍ ଓ ବ୍ରିଜ୍ ଧୋଇଯିବାରୁ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର : ଟିଟିଲାଗଡ଼-ରାୟଗଡ଼ା ଓ ରାୟଗଡ଼ା-କୋରାପୁଟ ରେଲୱେ ସେକ୍ସନ ମଧ୍ୟରେ ଟ୍ରାକ୍ ଓ ବ୍ରିଜ୍ ଧୋଇଯିବାରୁ ଏହି ରୁଟ୍‌ରେ ବହୁ ଟ୍ରେନ୍ ବାତିଲ ହୋଇଥିବାବେଳେ ଅନେକ ଟ୍ରେନ୍‌ର ଗତିପଥ ବଦଳାଯାଇଛି। ରେଳ ବିଭାଗର ସୂଚନା ଅନୁସାରେ ସମ୍ବଲପୁର-କୋରାପୁଟ ପାସେଞ୍ଜର, ଜୁନାଗଡ଼ା-ଲାଞ୍ଜିଗଡ଼ ପାସେଞ୍ଜର ଓ ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର ଟ୍ରେନ୍ ବାତିଲ ହୋଇଛି। ସମ୍ବଲପୁର-କୋରାପୁଟ ମଧ୍ୟରେ ଚଳାଚଳ କରୁଥିବା ଉଭୟ ଟ୍ରେନ୍ ବାତିଲ ହୋଇଛି। ସେହିପରି ସମ୍ବଲପୁର-ଜୁନାଗଡ଼ ଓ ବିଶାଖାପାଟଣା-କୋବ୍ରା ଏକ୍ସପ୍ରେସ୍ ଉଭୟ ପଟୁ ବାତିଲ କରାଯାଇଛି। ଧାନବାଦ-ଅାଲେପି […]

  • Friday, 02 July 2021
୧୮ ବର୍ଷ ପରେ ବି ହୋଇପାରିନି କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ

ନୂଆପଡ଼ା: ତିନି ପଟେ ପାଣି ,ମଝିରେ ଗାଁ। ଅନେକ ଘରେ ପାଣି ପଶିଯାଇଛି। ନୂଆପଡ଼ା ଜିଲ୍ଲା ନିର୍ମାଣାଧିନ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସମ୍ପୂର୍ଣ୍ଣ ବୁଡ଼ିଯାଇଛି କାଲିମାଟି ଗାଁ । ଗାଁର ବିସ୍ଥାପିତ ଲୋକଙ୍କୁ ଏ ଯାଏଁ ମିଳିନି କ୍ଷତିପୂରଣ, ଏଣେ ଲୋକେ ଗାଁ ଛାଡ଼ିପାରୁନାହାଁନ୍ତି କି ରହି ବି ପାରୁନାହାଁନ୍ତି। ଗାଁ ଛାଡିଲେ କ୍ଷତିପୂରଣ ମିଳିବ ନାହିଁ ବୋଲ ଭୟ ରହିଛି। ତେଣୁ କାଲିମାଟି ଗାଁଠାରୁ କିଛି ଦୂରରେ ଏକ ନୂତନ ଗାଁ ତିଆରି କରି […]

  • Friday, 02 July 2021
ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଜଣ ନାବାଳିକା
ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଜଣ ନାବାଳିକା

ବାଲେଶ୍ୱର : ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଜଣ ନାବାଳିକା। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଚକୁଳିଅା ଗାଁରେ ଘଟିଛି ଏହି ଘଟଣା। ଗାଁର ଦୁଇ ଛାତ୍ରୀ ରାଇମଣି ବିନ୍ଧାଣୀ ଓ ବର୍ଜୁ ମୁର୍ମୁ ସ୍କୁଲରୁ ଫେରି ସାଙ୍ଗ ହୋଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଜଣକ ଗୋଡ ଖସିଯିବାରୁ ଅନ୍ୟ ଜଣକ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ତେବେ ଦୁଇ ଜଣ ପୋଖରୀରେ ବୁଡି ଯାଇଥିଲେ। ପାଖରେ ଥିବା ଜଣେ ମହିଳା ଏହା […]

  • Friday, 02 July 2021
ପ୍ରବଳ ବର୍ଷାରେ ରେଳ ଧାରଣା ଉପରକୁ ଖସିଲା ମାଟି ଅତଡା
ପ୍ରବଳ ବର୍ଷାରେ ରେଳ ଧାରଣା ଉପରକୁ ଖସିଲା ମାଟି ଅତଡା

ଲକ୍ଷ୍ମୀପୁର : ପ୍ରବଳ ବର୍ଷାରେ ରେଳ ଧାରଣା ଉପରକୁ ଖସିଲା ମାଟି ଅତଡା। ଲକ୍ଷ୍ମୀପୁର ତୟାପୁଟ ନିକଟରେ ପାହାଡ଼ ମାଟି ଅତଡ଼ା ଧସି ରେଳ ଧାରଣା ଉପରେ ପଡିବାରୁ ରାୟଗଡ଼ା-କୋରାପୁଟ ରୁଟରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା। ବିଭିନ୍ନ ସ୍ଥାନରେ ଟ୍ରେନ୍ ଅଟକି ରହିଥିଲା। ୩ ଘଣ୍ଟା ଧରି ଲକ୍ଷ୍ମୀପୁର ଷ୍ଟେସନରେ ଅଟକି ରହିବା ପରେ ରାଉରକେଲା-କୋରାପୁଟ ଏକ୍ସପ୍ରେସ୍ ଛାଡିଛି। ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

  • Friday, 02 July 2021
ଅାଣ୍ଠୁଏ ପାଣିରେ ପୁଲିସ୍‌ ପରେଡ୍

ନବରଙ୍ଗପୁର: ସ୍ୱାଧୀନତା ଦିବସ ପରେଡରେ ବର୍ଷା ସାଜିଲା ବାଧକ। ଏଥିପାଇଁ ଆଣ୍ଠିଏ ଉଚ୍ଚର ପାଣିରେ ପରେଡ କଲେ ପୋଲିସ କର୍ମୀ। ନବରଙ୍ଗପୁର ସହରର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପରେଡ ଉତ୍ସବରେ ଦୁଇ ଫୁଟ ଉଚ୍ଚର ପାଣି ଜମିଥିଲା। ଫଳରେ ବାଧ୍ୟ ହୋଇ ସେହି ପାଣିରେ ହିଁ ପରେଡ କରିଥିଲେ ପୁଲିସ କର୍ମୀ। ପୁଲିସ କର୍ମୀଙ୍କ ସହ ପରେଡରେ ସାମିଲ ହୋଇଥିବା ଅନ୍ୟାନ୍ୟ କଣ୍ଟିଜେଣ୍ଟ ମଧ୍ୟ ନାନା ହନ୍ତସନ୍ତ ହୋଇଥିଲେ। ପୁଲିସ ବ୍ୟାଣ୍ଡ ସହ ସମସ୍ତ ଦଳ […]

  • Friday, 02 July 2021
କୋରାପୁଟ ଜିଲ୍ଲାରେ ବନ୍ୟା ବିଭୀଷିକା
କୋରାପୁଟ ଜିଲ୍ଲାରେ ବନ୍ୟା ବିଭୀଷିକା

କୋରାପୁଟ  : କୋରାପୁଟ ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା। ବୋରିଗୁମା ନିକଟରେ ଏକ ଟ୍ରାକ୍ଟର ପାଣିରେ ଭାସି ଯାଇଛି। ରାସ୍ତା ଉପରେ ବନ୍ୟାପାଣି ଚାଲୁଥିବାବେଳେ ଟ୍ରାକ୍ଟର ଡ୍ରାଇଭର ଗାଡ଼ିକୁ ନେଇ ଅାସୁଥିଲା। ଏହି ସମୟରେ ଟ୍ରାକ୍ଟର ସମେତ ଡ୍ରାଇଭର ଏବଂ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଭାସି ଯାଇଥିଲେ। ଟ୍ରାକ୍ଟର ପାଣିରେ ବୁଡିଯାଇଥିବାବେଳେ ଦୁଇ ଜଣ ପହଁରି କୂଳକୁ ଅାସିଥିଲେ। ଏହାସହ କୋରାପୁଟ, କୋଟପାଡ ବ୍ଲକରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି। କୋଟପାଡ ବ୍ଲକ୍‌ର ବାଣୁଅାଗୁଡା, […]

  • Friday, 02 July 2021
ଆଜି ରିଲିଜ ହେବ ନୂଆ ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’
ଆଜି ରିଲିଜ ହେବ ନୂଆ ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’

ଭୁବନେଶ୍ୱର: ଆଜି ରିଲିଜ ହେଉଛି ନୂଆ ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’। ଏହାର ପ୍ରିମିୟର ସୋ’ କଟକର ଜୟଶ୍ରୀ ସିନେମା ହଲ୍‌ରେ ଅନୁଷ୍ଠିତ ହେବ। ବାବୁସାନ୍‌ ଓ ସନ୍‌ମିରାଙ୍କ ଲଭ୍, ରୋମାନ୍ସ ଦର୍ଶକ ଏହି ଫିଲ୍ମରେ ଦେଖିବାକୁ ପାଇବେ। ଏ ଦୁହିଁଙ୍କ ବ୍ୟତୀତ ଫିଲ୍ମରେ ପ୍ରଦ୍ୟୁମ୍ନ ଲେଙ୍କା, ଅପରାଜିତା ମହାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ସୁଧାଂଶୁ ମୋହନ ସାହୁ ଦେଇଥିବା ବେଳେ ସଂଳାପ ଲେଖିଛନ୍ତି ନିର୍ମଳ ନାୟକ। ବୈଦ୍ୟନାଥ ଦାସ […]

  • Friday, 02 July 2021
ରାଜନୀତି ପଶାପାଲିରେ ଚିଲିକା ଓ୍ୱାଟର ଏରୋଡ୍ରମ୍ ପ୍ରୋଜେକ୍ଟ
ରାଜନୀତି ପଶାପାଲିରେ ଚିଲିକା ଓ୍ୱାଟର ଏରୋଡ୍ରମ୍ ପ୍ରୋଜେକ୍ଟ

ଭୁବନେଶ୍ୱର: କେନ୍ଦ୍ର ବେସାମରିକ ମନ୍ତ୍ରାଳୟ ଚିଲିକାରେ ଓ୍ୱାଟର ଏରୋଡ୍ରମକୁ ନୀତିଗତ ଅନୁମୋଦନ ଦେବା ପରେ ବିଜେଡି ଶିବିରରୁ ଉଠିଛି ବିରୋଧର ସ୍ୱର। ଖୋଦ ବ୍ରହ୍ମଗିର ବିଧାୟକ ସଂଜୟ ଦାସ ବର୍ମା ଏରୋଡ୍ରମ ହେଲେ ଚିଲିକାର ଜୈବ ବିବିଧତା ବ୍ୟାହାତ ହେବ ବୋଲି ଦର୍ଶାଇ ଏହାର ପୁର୍ନବିଚାର ପାଇଁ କେନ୍ଦ୍ରକୁ ଅପିଲ କରିଛିନ୍ତି। ସଂଜୟଙ୍କ ଯୁକ୍ତି ଏରୋଡ୍ରମ ହେଲେ ୨ ଲକ୍ଷ ମତ୍ସଜୀବୀଙ୍କ ଜୀବିକା ପ୍ରଭାବିତ ହେବ। ୩୭୫ ପ୍ରକାର ମାଛ ,୨୩୦ ପ୍ରକାର ପକ୍ଷୀ ,୧୭୦ ଡଲଫିନଙ୍କ […]

  • Friday, 02 July 2021
ଲୌହ ଦାନବର ରକ୍ତ ଭୋଜି

ଭୁବନେଶ୍ୱର: ଶିବଙ୍କୁ ସନ୍ତୁଷ୍ଟ କରିବାକୁ କାଉଡିଆ ହୋଇ ଆସିଥିଲେ, ହେଲେ ତାପୂର୍ବରୁ ଶବ ପାଲଟି ଗଲେ। ରାତି ଅନ୍ଧାରରେ ଜୀବନ ନେଇଗଲା ଲୌହ ଦାନବ। ଟ୍ରେନ୍ ଧକ୍କାରେ ଗୋଟିଏ ପରିବାରର ଚାରି ଚାରି ଜଣ ସଦସ୍ୟଙ୍କ ମୃତ୍ୟୁରେ ହତବାକ୍ ହୋଇଯାଇଛି ରାଉରକେଲା। ବେଦବ୍ୟାସ ପୀଠରେ ଜଳ ଲାଗି ପାଇଁ ରାୟପୁର ଭିଲାଇରୁ ଆସିଥିଲେ ଗୋଟିଏ ପରିବାରର ୭ ଜଣ ସଦସ୍ୟ। ପାନପୋଷ ଷ୍ଟେସନରୁ ଓହ୍ଲାଇ ବ୍ରାହ୍ମଣୀ ରେଲୱେ ବ୍ରିଜ୍‌ରେ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ସାମ୍ନା […]

  • Friday, 02 July 2021
ରାଜ୍ୟ ବିଧାନ ପରିଷଦକୁ ନେଇ ବିଜେଡି-ବିଜେପି ମଧ୍ୟରେ ହୋଇଛି କି ମ୍ୟାଚ୍ ଫିକ୍ସିଂ ?
ରାଜ୍ୟ ବିଧାନ ପରିଷଦକୁ ନେଇ ବିଜେଡି-ବିଜେପି ମଧ୍ୟରେ ହୋଇଛି କି ମ୍ୟାଚ୍ ଫିକ୍ସିଂ ?

ଭୁବନେଶ୍ୱର : ଅାଟାକିଂ ମୁଡ୍‌ରେ କଂଗ୍ରେସ୍। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତିଙ୍କ ଧନାଧନ୍ ଅାକ୍ରମଣ ପରେ ଅାଜି ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ୍ ନେତା ଅାନନ୍ଦ ଶର୍ମା। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ଅାନନ୍ଦ ଶର୍ମା। ଓଡ଼ିଶାରେ ଉଭୟ ଦଳ ମଧ୍ୟରେ ଯେଉଁ ଲଢେଇ ଚାଲିଛି ତାହା କେବେଳ ଲୋକ ଦେଖାଣିଅା, ପ୍ରକୃତରେ ଏଠାରେ ମ୍ୟାଚ୍ ଫିକ୍ସିଂ ହୋଇଥିବା ଅଭିଯୋଗ କରିଛନ୍ତି। […]

  • Friday, 02 July 2021
ଓଡଙ୍ଗ ଉପ-ଡାକଘରେ ଚିଠି ବଣ୍ଟାକୁ ନେଇ ଅବ୍ୟବସ୍ଥା

ଭଦ୍ରକ: ଲୋକେ ଚିଠି ଖଣ୍ଡେ ପଠେଇସାରିଲେ ପ୍ରତିଚିଠିକୁ ଅପେକ୍ଷା କରିଥାନ୍ତି। ହେଲେ ଆଜି ଯେଉଁ ଘଟଣା ସାମ୍ନାକୁ ଆସିଛି ସେଠାରେ ପ୍ରତିଚିଠି ବଦଳରେ ନିଜ ଚିଠି ବି ଠିକଣା ଜାଗାରେ ପହଞ୍ଚିଥିବ ତାହାର ଗ୍ୟାରେଣ୍ଟି ନାହିଁ। ଏଠି ଲୋକଙ୍କ ଭାଗ୍ୟ ଯେମିତି ବନ୍ଧା ପଡିଛି। କାହାର ଚାକିରୀ, କାହାର ପ୍ରମୋସନ୍ ତ କାହାର ପରିଚୟପତ୍ର , ସବୁ ଖାଉଚି ଖତ। ପହଂଚିପାରିନି ଠିକଣା ଯାଗାରେ। ପୋଷ୍ଟମାଷ୍ଟରଙ୍କ ଦାୟିତ୍ୱହୀନତାର ଏଭଳି ନଗ୍ନ ଚିତ୍ର ସାମ୍ନାକୁ ଆସିଛି ଭଦ୍ରକୁ ଜିଲ୍ଲାରୁ। […]

  • Friday, 02 July 2021
ଖାସି କଲିଜା ପାଳଙ୍ଗ ମସଲା | Khasi Kalija Palang Masala
ଖାସି କଲିଜା ପାଳଙ୍ଗ ମସଲା | Khasi Kalija Palang Masala

How to Prepare Khasi Kalija Palang Masala ⇓ ଆବଶ୍ୟକୀୟ ସାମଗ୍ରୀ: ଖାସି କଲିଜା,ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଦହି,ନଢ଼ିଆ କୋରା, ପାଳଙ୍ଗପତ୍ର, ଧନିଆ ପତ୍ର, କଞ୍ଚାଲଙ୍କା,ପିଆଜ, ତେଲ, ଟମାଟୋ ବଟା,ତେଜପତ୍ର, ଗୁଜୁରାତି, ଲବଙ୍ଗ, ଡାଲଚିନି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି କଲିଜାରେ ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଦହିକୁ ମିଶାଇ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ମ୍ୟାରିନେଟ୍‌ କରି ରଖନ୍ତୁ। ତା’ପରେ ପାଳଙ୍ଗ ଶାଗରେ […]

  • Friday, 02 July 2021
ସାରା ଭାରତ ପରିଭ୍ରମଣ କରି ଗିନିଜ୍‌ ୱାର୍ଲଡ୍‌ ରେକର୍ଡ କଲେ ୬୫ ବର୍ଷୀୟ ଓଡ଼ିଆ ଦମ୍ପତି
ସାରା ଭାରତ ପରିଭ୍ରମଣ କରି ଗିନିଜ୍‌ ୱାର୍ଲଡ୍‌ ରେକର୍ଡ କଲେ ୬୫ ବର୍ଷୀୟ ଓଡ଼ିଆ ଦମ୍ପତି

ପୁରୀ: ଅଦମ୍ୟ ଇଚ୍ଛାଶକ୍ତି ଓ ଆପ୍ରାଣ ଚେଷ୍ଟା ଆଗରେ ବୟସ ହାର ମାନିଥାଏ। ଏହାର ନିଚ୍ଛକ ଉଦାହରଣ ହେଲେ ପୁରୀର ୬୫ ବର୍ଷୀୟ ଦୁର୍ଗାଚରଣ ମିଶ୍ର ଏବଂ ତାଙ୍କ ଧର୍ମପତ୍ନୀ ଜ୍ୟୋତ୍ସା ମିଶ୍ର। ଏହି ଦମ୍ପତି ଥରେ ନୁହେଁ ଦୁଇ ଦୁଇଥର ଗିନିଜ୍‌ ୱାର୍ଲଡ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ୨୦୧୪ରେ କାର୍‌ରେ ସାରା ଭାରତବର୍ଷ ବୁଲି ଗିନିଜ୍‌ ରେକର୍ଡ କରିଥିବା ଏହି ଦମ୍ପତି ଏଥର ଟ୍ରେନ୍, ବସ୍ ଓ ପାଦରେ ଚାଲିଚାଲି ସାରା ଦେଶ ଭ୍ରମଣ କରି […]

  • Friday, 02 July 2021
TOO-Dhaniya-3
ଓଡ଼ିଆ ଘରର ନୂଆପ୍ରକାର ଆମିଷ ରାନ୍ଧଣା- ଧନିଆପତ୍ର ଶୁଖାମାଂସ

ଧନିଆପତ୍ର ଶୁଖା ମାଂସ। ତାହା ପୁଣି ଡ୍ରାଏ ଡ୍ରାଏ। ଆହାଃ… ଶୁଣିବା ପରଠୁ ଭୋକରେ ପେଟ ଆଉଟ ପାଉଟୁ ହେଲାଣି। ତେବେ ଡେରି କାହିଁକି କରିବା ଆସନ୍ତୁ ନିଜେ ରାନ୍ଧି ଖାଇବାର ମଜା ନେବା। ତଳ ଭିଡିଓରେ କ୍ଲିକ୍ କରି ଦେଖନ୍ତୁ…

  • Friday, 02 July 2021
nabarangpur
ପେଟ ପାଇଁ ମୂଲ ଲାଗୁଛନ୍ତି ସ୍ୱର୍ଣ୍ଣବିଜେତା ଆଥଲେଟ୍

ନବରଙ୍ଗପୁର: ଯେଉଁ ହାତରେ ସେ ଭାର ଉଠେଇ ସ୍ୱର୍ଣ୍ଣପଦକ ଜିତିଥିଲେ, ସେଇ ହାତ ଏବେ ଧରିଛି କୋଡ଼ିକୋଦାଳ।  ଅନ୍ତର୍ଜାତୀୟ ସ୍ତରର ଆଥଲେଟ ଏବେ ଦୁର୍ଦ୍ଦିଦରେ । ପେଟ ପୋଷିବାକୁ ସେ ଏବେ ପାଲଟି ଯାଇଛନ୍ତି ଦିନମଜୁରିଆ। ସରକାର କୋଟି କୋଟି ଟଙ୍କା…

  • Friday, 02 July 2021
sumit
ହାର୍ ମାନିଲା ସବୁ ପ୍ରତିବନ୍ଧକ : ପାନ ଦୋକାନୀଙ୍କ ପୁଅ ଆଇଆଇଏସଟିରେ ପାଠ ପଢିଲେ

ରେଢ଼ାଖୋଲ: ଅଭାବ କଣ ବାପା ଜଣାଇନାହାନ୍ତି, କିନ୍ତୁ ତାଙ୍କ କଷ୍ଟ ମୁଁ ଦେଖିଛି। ଏମିତି କହିଛନ୍ତି ସଫଳତା ପାଇଥିବା ପୁଅ। ବାପା ପୁଅର ପାଠପଢା ପାଇଁ ଜମିବାଡି ବିକି ଦେଇଥିଲେ। ପୁଅ ଆଇଆଇଏସଟିରେ ସିଟ୍ ପାଇ ବାପାମାଆଙ୍କୁ ଖୁସି କରିଦେଇଛନ୍ତି।

  • Friday, 02 July 2021
ଇଣ୍ଟର୍‌ନେଟ୍‌ରେ ଛାଇଗଲାଣି ‘ହାଏ ତୋ ପ୍ରେମର ରଙ୍ଗୋଲି’

ଭୁବନେଶ୍ୱର: ଓଡ଼ିଆ ଗୀତ ‘ହାଏ ତୋ ପ୍ରେମର ରଙ୍ଗୋଲି’ ବର୍ତ୍ତମାନ ଇଣ୍ଟରନେଟ୍‌ରେ ପୂରା ଛାଇ ଯାଇଛି। ୟୁଟ୍ୟୁବ୍‌ରେ ଏହି ଗୀତକୁ ବର୍ତ୍ତମାନ ସୁଦ୍ଧା ୧୯ମିଲିୟନ ଦର୍ଶକ ଦେଖି ସାରିଲେଣି। ଗୀତଟିକୁ ଗାଇଛନ୍ତି ବଲିଡ୍‌ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ ଓ ଅନେକ ଓଡ଼ିଆ ଫିଲ୍ମ ତଥା ଆଲବମ୍‌ରେ କଣ୍ଠଦାନ କରିଥିବା କଣ୍ଠଶିଳ୍ପୀ ଦୀପ୍ତିରେଖା। ଏହି ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ, ଗୀତିକାର ହେଉଛନ୍ତି ବସନ୍ତରାଜ୍‌ ସାମଲ, ମେକିଂ ଓ ଏଡିଟିଂ କରିଛନ୍ତି ପାଣ୍ଡବ ପ୍ରଧାନ। ମ୍ୟୁଜିକ୍‌କୁ ଫିଚରିଂ […]

  • Friday, 02 July 2021
ବାମ୍ବୁ ଚିକେନ୍‌
ବାମ୍ବୁ ଚିକେନ୍‌

ଆବଶ୍ୟକୀୟ ସାମଗ୍ରୀ: ଚିକେନ୍‌, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଚାଇନା ସଲ୍ଟ, କାଜୁ, କଞ୍ଚାଲଙ୍କା, ପୁଦିନା ପତ୍ର, ଧନିଆ ପତ୍ର, ଅଦା ରସୁଣ ପେଷ୍ଟ, ଟମାଟୋ କଟା, ପିଆଜ କଟା, ସୋରିଷ ମସଲା (ସୋରିଷ, ଜିରା ଓ ପୋସ୍ତକ ବଟା), କସ୍ତୁରୀ ମେଥି ଓ ଗୁଲ୍‌କନ୍ଦ । ପ୍ରସ୍ତୁତି ପ୍ରଣାଳୀ: ଚିକେନ୍‌କୁ ଭଲ ଭାବରେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ପିଆଜ କଟା, ଅଦା ରସୁଣ ପେଷ୍ଟ୍‌, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କାଜୁ, ସୋରିଷ ମସଲା, […]

  • Friday, 02 July 2021
ସତ୍ୟଜିତ୍ ମହାନ୍ତି ନୂଆ ପୁଲିସ୍‌ କମିଶନର
ସତ୍ୟଜିତ୍ ମହାନ୍ତି ନୂଆ ପୁଲିସ୍‌ କମିଶନର

ଭୁବନେଶ୍ୱର: ବଦଳିଲେ ଟ୍ୱିନ୍‌ସିଟି ପୁଲିସ୍‌ କମିଶନର। ଓ୍ୱାଇ.ବି. ଖୁରାନିଆଙ୍କ ବଦଳରେ ୧୯୮୮ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ତଥା ପ୍ରୋଭିଜନିଂ ଦାୟିତ୍ୱରେ ଥିବା ଅତିରିକ୍ତ ଡିଜି ସତ୍ୟଜିତ୍ ମହାନ୍ତି ହୋଇଛନ୍ତି ନୂଆ ପୁଲିସ୍‌ କମିଶନର। ଆଇପିଏସ୍ ସ୍ତରରେ ରାଜ୍ୟ ସରକାର କରିଥିବା ଅଦଳବଦଳରେ ଓ୍ୱାଇ.ବି. ଖୁରାନିଆଙ୍କୁ ଆଡ଼ିସ୍‌ନାଲ୍‌ ଡିଜିପି (ପ୍ରୋଭିଜନିଂ) ଦାୟିତ୍ୱ ଦିଆଯାଇଛି। ସେହିପରି ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଦାୟିତ୍ୱ ମିଳିଛି। ଆଇନ୍‌ ଶୃଙ୍ଖଳା ଦାୟିତ୍ୱରେ ଥିବା ଆଇଜି ଅମିତାଭ ଠାକୁରଙ୍କୁ ରାଜ୍ୟ ସଶସ୍ତ୍ର ପୁଲିସ୍‌ର ଅତିରିକ୍ତ ଦାୟିତ୍ୱ […]

  • Friday, 02 July 2021
ମା’,ପୁଅଙ୍କ ଦାଦାଗିରି: ଦୋକାନ ଭିତରେ ପଶି ଭାଙ୍ଗିଲେ ଫୋନ୍‌, ଲାପ୍‌ଟପ୍‌; CCTVରେ କଏଦ ହେଲା ଲାଇଭ୍ ଭିଜୁଆଲ୍‌‌

ସାଲେପୁର: ଦାଦାବଟି ନ ଦେବାରୁ ଦୋକାନ ଭିତରେ ପଶି ମା’,ପୁଅଙ୍କ ଭଙ୍ଗାରୁଜା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦାଦାବଟି ମାଗିବା ପରେ ନ ଦେବାରୁ ନିଜ ମା’ଙ୍କ ସହ ମିଶି ଜଣେ ଯୁବକ ଏକ ଇଳେକ୍ଟ୍ରୋନିକ୍ସ ଦୋକାନରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଯୁବକ ଜଣଙ୍କ ପ୍ରଥମେ କବାଟକୁ ଗୋଇଠା ମାରି ଦୋକାନ ଭିତରକୁ ପଶି […]

  • Friday, 02 July 2021
ବିଡିଓଙ୍କୁ ତାଲା ପକାଇଲେ ବିଜେଡି ନେତା
ବିଡିଓଙ୍କୁ ତାଲା ପକାଇଲେ ବିଜେଡି ନେତା

ଫୁଲବାଣୀ: ବିଜେଡି ନେତାଙ୍କ ଦବଙ୍ଗଗିରି। ଜଣେ ବିଜେଡି ନେତା ବିଡିଓଙ୍କୁ କାର୍ଯ୍ୟାଳୟ ଭିତରେ ତାଲା ପକାଇବା ସହ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ସାଂଘାତିକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ। କୋଟଗଡ଼ ବ୍ଲକର ବିଡିଓ ହୃଦ ରଞ୍ଜନ ସାହୁ ଏହି ଅଭିଯୋଗ କରିଛନ୍ତି । କନ୍ଧମାଳ ସାଂସଦଙ୍କ ପ୍ରତିନିଧି ତଥା କୋଟଗଡ଼ର ବିଜେଡି ନେତା ମନୋଜ କୁମାର ସାବତଙ୍କ ବିରୋଧରେ ସେ ଏହି ଅଭିଯୋଗ କରିଛନ୍ତି। ବିଡିଓ ହୃଦ ରଞ୍ଜନ ସାହୁ ଅଭିଯୋଗ କରିଛନ୍ତି […]

  • Friday, 02 July 2021
ବୁଦ୍ଧ ମନ୍ଦିରରେ ମୁଣ୍ଡନ ହେଲେ ଗୁମ୍ଫାରୁ ଉଦ୍ଧାର ୧୧ ଫୁଟ୍‌ବଲ୍‌ ଖେଳାଳି
ବୁଦ୍ଧ ମନ୍ଦିରରେ ମୁଣ୍ଡନ ହେଲେ ଗୁମ୍ଫାରୁ ଉଦ୍ଧାର ୧୧ ଫୁଟ୍‌ବଲ୍‌ ଖେଳାଳି

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରୁ ଉଦ୍ଧାର ହୋଇ ପୁନର୍ଜୀବନ ପାଇଥିବା ୧୨ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ୧୧ ଜଣ ବୁଦ୍ଧ ମନ୍ଦିରରେ ମୁଣ୍ଡନ ହୋଇଛନ୍ତି। ସେମାନଙ୍କ କୋଚ୍ ମଧ୍ୟ ମୁଣ୍ଡନ ହୋଇଛନ୍ତି । ଅନ୍ୟ ଜଣେ ଖେଳାଳି ଖ୍ରୀଷ୍ଟ ଧର୍ମର ହୋଇଥିବାରୁ ତାଙ୍କର ମୁଣ୍ଡନ କରାଯାଇନାହିଁ। ଏଥି ପାଇଁ ବୁଦ୍ଧ ମନ୍ଦିରରରେ ଏକ ବିଶେଷ ଉତ୍ସବର ଆୟୋଜନ କରାଯାଇଥିଲା। ବୌଦ୍ଧ ସନ୍ୟାସୀମାନଙ୍କ ଦ୍ୱାରା ଏହି ମୁଣ୍ଡନ ପ୍ରକ୍ରିୟା ସମାପିତ ହୋଇଥିଲା। ସେମାନଙ୍କ କୋଚ୍ ଜଣେ ବୌଦ୍ଧ ଭିକ୍ଷୁ ଭାବେ […]

  • Friday, 02 July 2021