• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

sushant-singh
ବ୍ରିଟେନ୍‌ରେ ସୁଶାନ୍ତଙ୍କ ପାଇଁ କାର ର‍୍ୟାଲି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଅଡୁଆ ବଢିବାରେ ଲାଗିଛି । ସିବିଆଇ ମଧ୍ୟ ମାମଲାରେ ତଦନ୍ତ କରୁଛି। ଦୀର୍ଘ ୫ମାସ ହେବ ସୁଶାନ୍ତ ମୃତ୍ୟୁ ମାମଲାରେ କୌଣସି ସନ୍ତୋଷଜନତ ତଥ୍ୟ ସାମ୍ନାକୁ ଆସୁନଥିବାରୁ ଲୋକମାନେ ଅସନ୍ତୋଷ ଥିବାବେଳେ ବ୍ରିଟେନ୍‌‌ରେ ସୁଶାନ୍ତ ପାଇଁ ଏକ କାର୍‌ ର‍୍ୟାଲିର ଆୟୋଜନ କରାଯାଇଛି। ସେଠାରେ ଥିବା ସୁଶାନ୍ତଙ୍କ ପ୍ରଶଂସକମାନେ ଏକାଠି ହୋଇ ଏହି ର‍୍ୟାଲିର ଆୟୋଜନ କରିବା ସହ ସୁଶାନ୍ତଙ୍କ ମୃତ୍ୟୁର କାରଣ ଓ […]

  • Friday, 02 July 2021
swayam
ସରିଲା ଶୁଟିଂ, ଏକାଠି କାମ କଲେ ସ୍ୱୟମ୍‌-ପ୍ରକୃତି

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଗାୟକ ସ୍ୱୟମ୍‌ ପାଢୀ ଏକାଠି କାମ କରିଛନ୍ତି। ଗତ କିଛି ଦିନ ହେବ ସେ ଏ ସମ୍ପର୍କରେ ତାଙ୍କ ସୋଶାଲ୍‌ ମିଡିଆରେ ସୂଚନା ଦେଉଥିଲେ। ଉଭୟ ତାଙ୍କ ଶୁଟିଂ ସେଟ୍‌ର ଫଟୋ ଏବଂ ଭିଡ଼ିଓକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରୁଥିଲେ। କିନ୍ତୁ ସେ କେଉଁ ପ୍ରୋଜେକ୍ଟରେ କାମ କରୁଛନ୍ତି ସେ ସମ୍ପର୍କରେ ଜଣାଉନଥିଲେ। ତେବେ ନିକଟରେ ଏକ ଭିଡ଼ିଓ ଶେଆର କରି ଉଭୟ ତାଙ୍କ କାମ ବିଷୟରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। […]

  • Friday, 02 July 2021
kajol
ଶିବାୟରେ କିସିଂ ସିନ୍‌ ଦେଖି ଅଜୟଙ୍କୁ ମାରିବାକୁ ବାହାରିଥିଲେ କାଜୋଲ୍‌!

ମୁମ୍ବାଇ: ବଲିଉଡ୍‌ ଫିଲ୍ମରେ କିସିଂ ସିନ୍‌ ରହିବା ଏକ ସାଧାରଣ କଥା। କାହାଣୀର ଗୁରୁତ୍ୱ ଦେଖି ଏହି ସିନ୍‌କୁ ସିନେମାରେ ସାମିଲ୍‌ କରନ୍ତି ନିର୍ଦ୍ଦେଶକ। କିନ୍ତୁ ବଲିଉଡ୍‌ରେ ଏମିତି କିଛି କଳାକାର ଅଛିନ୍ତି ଯେଉଁମାନେ କିସିଂ ସିନ୍‌ କରିବାକୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ଫିଲ୍ମ ସାଇନ୍‌ କରିବା ପୂର୍ବରୁ ସେମାନେ ନିର୍ଦ୍ଦେଶକଙ୍କ ସହ ଏ ସମ୍ପର୍କରେ କଥା ହୋଇଥାନ୍ତି। ଅଭିନେତା ସଲମାନ୍‌ ଖାନ୍‌ ଏବଂ ଅଜୟ ଦେବଗନ୍‌ ତାଙ୍କ ଫିଲ୍ମରେ କିସିଂ ସିନ୍‌ କରନ୍ତି ନାହିଁ। […]

  • Friday, 02 July 2021
kangana 1
କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ୍‌

ତୁମ୍‌କୁରୁ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ବିରୋଧରେ କର୍ଣ୍ଣାଟକ ତୁମ୍‌କୁରୁ ଜିଲ୍ଲାରେ ମାମଲା ରୁଜୁ ହୋଇଛି। କୃଷକଙ୍କୁ ନେଇ ସେପ୍ଟେମ୍ବର ୨୧ରେ କଙ୍ଗନା କରିଥିବା ଏକ ଟ୍ୱିଟ୍‌ ତାଙ୍କ ପାଇଁ ଏହି ଅଡ଼ୁଆ ସୃଷ୍ଟି କରିଛି। ଏହି ଟ୍ୱିଟ୍‌କୁ ନେଇ ମଙ୍ଗଳବାର ଦିନ ପୋଲିସ୍‌ କଙ୍ଗନାଙ୍କ ବିରୋଧରେ ଏକ  ମାମଲା ରୁଜୁ କରିଛି। ଏହି ଟ୍ୱିଟ୍‌କୁ ନେଇ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଗତ ସପ୍ତାହରେ ତୁମ୍‌କୁରୁ କୋର୍ଟ Kyatasandra ପୋଲିସ୍‌ ଷ୍ଟେସନକୁ ନିର୍ଦ୍ଦେଶ ଦେଇଥିଲେ। […]

  • Friday, 02 July 2021
kajal-agarwal
ସରିଲା ନିର୍ବନ୍ଧ, ଅକ୍ଟୋବର ୩୦ରେ ବାହାହେବେ କାଜଲ୍‌

ମୁମ୍ବାଇ: ଅଭିନେତ୍ରୀ କାଜଲ୍‌ ଅଗ୍ରୱାଲ୍‌ ନିକଟରେ ଏକ ଟ୍ୱିଟ୍‌ କରି ତାଙ୍କ ବିବାହ ନେଇ ସୂଚନା ଦେଇଥିଲେ। ସେ ମୁମ୍ବାଇରେ ଅକ୍ଟୋବର ୩୦ତାରିଖରେ ବିବାହ କରିବାକୁ ଯାଉଛନ୍ତି ବୋଲି ଜଣାଇଥିଲେ। ଏବେ କାଜଲ୍‌ଙ୍କ‌ ଭାବି ସ୍ୱାମୀ ଗୌତମ ତାଙ୍କ ନିର୍ବନ୍ଧର ଫଟୋ ଶେଆର କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ କାଜୋଲ୍‌ ଏବଂ ତାଙ୍କର ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ କାଜଲ୍‌ କମେଣ୍ଟ କରିଛନ୍ତି। କମେଣ୍ଟରେ ସେ ଲେଖିଛନ୍ତି, ଏହି ପୋଷ୍ଟଟି ପରିକଳ୍ପନାର ଏକ ଉପାଦାନ ବହନ […]

  • Friday, 02 July 2021
neha-kakkar
ରୋହନ୍‌ଙ୍କ ସହ ପୋଷ୍ଟର ଶେଆର କଲେ ନେହା, ଦ୍ୱନ୍ଦ୍ୱରେ ବିଶାଲ୍‌ ଦଦ୍‌ଲାନି

ମୁମ୍ବାଇ: ଗାୟିକା ନେହା କକ୍କର ଏବଂ ରୋହନ ପ୍ରିତ୍‌ ସିଂହଙ୍କ ବିବାହକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗିରହିଛି।  ଅକ୍ଟୋବର ୨୪ରେ ଦୁହେଁ  ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ସୋଶାଲ୍‌ ମିଡିଆରେ ରୋହନଙ୍କ ପ୍ରତି ଥିବା ଭଲ ପାଇବାକୁ ମଧ୍ୟ ନେହା ସାମ୍ନାକୁ ଆଣିଛନ୍ତି। ଇନ୍‌ଷ୍ଟାଗ୍ରାମରେ ରୋହନଙ୍କ ସହ ଫଟୋ ଶେଆର କରି ସର୍ବସମ୍ମୁଖରେ ତାଙ୍କୁ ସେ ଭଲ ପାଆନ୍ତି ବୋଲି କହିଛନ୍ତି। ଏବେ ନେହା ଏବଂ ରୋହନଙ୍କ ବିବାହର ଜୋର୍‌ସୋର୍‌ରେ ପ୍ରସ୍ତୁତି […]

  • Friday, 02 July 2021
SALMAN-KHAN
ବଲିଉଡ୍‌ର ଏହି ଅଭିନେତା ଏବେ ଭେଣ୍ଟିଲେଟର୍‌ରେ ଜୀବନ ଯୁଦ୍ଧ ଲଢୁଛନ୍ତି: ସହଯୋଗର ହାତ ବଢ଼ାଇଲେ ସଲମାନ

ନୂଆଦିଲ୍ଲୀ: ବଲିଉଡ୍‌ର ଆଉ ଜଣେ ଅଭିନେତା ଏବେ ଭେଣ୍ଟିଲେଟରେ ଜୀବନ ମରଣର ଯୁଦ୍ଧ ଲଢ଼ୁଛି। ସେ ହେଲେ ମେହେନ୍ଦୀ ଫିଲ୍ମରେ ରାଣୀ ମୁଖାର୍ଜୀଙ୍କ ଅପୋଜିଟ୍‌ରେ ଅଭିନୟ କରିଥିବା ଫରାଜ ଖାନ। ନିଜ ଚିକିତ୍ସା ପାଇଁ ବି ଏହି ଅଭିନେତାଙ୍କ ପାଖରେ ପଇସା ନାହିଁ। ଆଉ ଏହି ସମୟରେ ସହଯୋଗରେ ହାତ ବଢ଼ାଇଛନ୍ତି ଦବଙ୍ଗ ଷ୍ଟାର୍ ସଲମାନ ଖାନ। ଫରାଜଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ସଲମାନ ବହନ କରିଛନ୍ତି। ଏସମ୍ପର୍କରେ ସୂଚନା ଦେଇଛନ୍ତି ଅଭିନେତ୍ରୀ କଶ୍ମୀରା ଶାହ। ସେ […]

  • Friday, 02 July 2021
bhanu-athiyaa
ଭାରତର ପ୍ରଥମ ଓସ୍କାର ବିଜୟିନୀ କଷ୍ଟ୍ୟୁମ ଡିଜାଇନରଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ଭାରତର ପ୍ରଥମ ଓସ୍କାର ବିଜୟିନୀ କଷ୍ଟ୍ୟୁମ ଡିଜାଇନର ଭାନୁ ଅଥୈୟା। ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ହେବା ପରେ ଶେଷରେ ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଭାନୁ। ଶୋଇଥିବା ବେଳେ ଭାନୁଙ୍କ ବିୟୋଗ ହୋଇଛି। ତାଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ଭାନଙ୍କୁ ଝିଅ ରାଧିକା ଗୁପ୍ତା। ଦକ୍ଷିଣ ମୁମ୍ବାଇର ଚନ୍ଦନୱାଡୀ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ନେଇ ରାଧିକ ସୂଚନା ଦେଇଛନ୍ତି। ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଗାନ୍ଧି ଫିଲ୍ମରେ […]

  • Friday, 02 July 2021
kumar sanu
ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କୁ କରୋନା

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟକ କୁମାର ସାନୁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କୁମାର ସାନୁଙ୍କ ସୋସିଆଲ୍‌ ମିଡିଆ ଟିମ୍‌ ଗୁରୁବାର ଦିନ ତାଙ୍କ ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌ରେ ଏ ସମ୍ପର୍କରେ ଜଣାଇଛନ୍ତି। କୁମାର ସାନୁଙ୍କ ଟିମ୍‌ ଏହି ପୋଷ୍ଟ ଶେଆର କରି ଲେଖିଛନ୍ତି, ‘ଦୁର୍ଭାଗ୍ୟବଶତଃ ସାନୁ ଦା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦୟାକରି ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ।’ https://www.facebook.com/legend.sanuda/posts/2959048530989659 କୁମାର ସାନୁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା […]

  • Friday, 02 July 2021
kangna
‘ବଲିଉଡ୍‌ ଥାଳି’କୁ ନେଇ ଜୟାଙ୍କୁ ତେର୍‌ଛା ବାଣ ମାରିଲେ କଙ୍ଗନା

ମୁମ୍ବଇ: ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରାଣାୱତ ସୋଶାଲ ମିଡିଆରେ ଖୁବ ଆକ୍ଟିଭ ଅଛନ୍ତି। ନିଜ ମତାମତକୁ ଅନେକ ସମୟରେ ସୋଶାଲ ମିଡିଆରେ ରଖିଥାନ୍ତି। ଫିଲ୍ମ ‘ଥଲାଇବି’ ସୁଟିଂ ଶେଷ ହେବା ପରେ କଙ୍ଗନା ତାଙ୍କର ଅପ୍‌କମିଂ ଫିଲ୍ମ ପ୍ରୋଜେକ୍ଟରେ ଲାଗିଛନ୍ତି। ସବୁ କାମ ଭିତରେ ବି ବଲିଉଡରେ ଚାଲିଥିବା ନେପୋଟିଜିମ୍‌, ମୁଭି ମାଫିଆ, ବଲିଉଡ ସହ ଡ୍ରଗ୍ସ  ଲିଙ୍କକୁ ନେଇ ଶାଣିତ ସ୍ୱର ଉଠାଇଛନ୍ତି। ଏକ ଭିଡିଓ ଶେୟାର କରି କଙ୍ଗନା ଜୟ ବଚ୍ଚନଙ୍କ ‘ଥାଳି’ […]

  • Friday, 02 July 2021
aditya
ସଫେଇ ଦେଲେ ଆଦିତ୍ୟ; କହିଲେ, ଆର୍ଥିକ ସମସ୍ୟା ଅଛି, କିନ୍ତୁ ଦେବାଳିଆ ହୋଇନି

ମୁମ୍ବାଇ: କରୋନା ମହାମାରୀ ଅନ୍ୟମାନଙ୍କ ପରି ତାଙ୍କର ଆର୍ଥିକ ଅବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଇଥିଲା। ତେଣୁ ସେ ମଧ୍ୟ   ସାଧାରଣ ଲୋକଙ୍କ ପରି  ଏହି ପାଣ୍ଡାମିକ୍‌ ସମୟରେ ବହୁତ ସଂଘର୍ଷ କରୁଛନ୍ତି। ନିକଟରେ ଏମିତି ଏକ ବାର୍ତ୍ତା ଦେଇ ଚର୍ଚ୍ଚାରେ ଥିଲେ ଗାୟକ ଆଦିତ୍ୟ ନାରାୟଣ। ଏକ ନ୍ୟୁଜ୍ ପୋର୍ଟାଲକୁ କହିଥିଲେ, ଏହି ଲକ୍‌ଡାଉନ ତାଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଛି। ୫ ଲକ୍ଷ ଇଏମଆଇ ବାବଦରେ କଟିଯିବା ପରେ ଏବେ ତାଙ୍କ ପାଖରେ ଆଉ […]

  • Friday, 02 July 2021
soumitra chattarji
ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆସିଲା କରୋନା ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ: ବଙ୍ଗଳା ଫିଲ୍ମର କିମ୍ବଦନ୍ତି ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆସିଲା କରୋନା ଟେଷ୍ଟ ରିପୋର୍ଟ। ତାଙ୍କର ନେଗେଟିଭ ରିପୋର୍ଟ ଆସିଛି। ଅଭିନେତା ସୌମିତ୍ର ଚାଟାର୍ଜୀ ଏବେ କରୋନା ମୁକ୍ତ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।  ଗତ ୫ ତାରିଖ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ୬ ତାରିଖ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଲକାତାର ବେଲେ ଭ୍ୟୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ସେ ଏବେ […]

  • Friday, 02 July 2021
saif-c
ସୈଫ୍‌ଙ୍କୁ ବିବାହ କରିବାକୁ ବାପା-ମାଆଙ୍କୁ ଧମକ ଦେଇଥିଲେ କରିନା

ମୁମ୍ବାଇ: ବଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡି ମଧ୍ୟରୁ କରୀନା କପୁର ଖାନ ଏବଂ ସୈଫ ଅଲ୍ଲି ଖାନଙ୍କ ଯୋଡି ଅନ୍ୟତମ ।୨୦୧୨ ଅକ୍ଟୋବର ୧୬ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କୁହାଯାଏ ୨୦୦୮ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ଟସନ୍‌’ର ଶୁଟିଂ ସମୟରୁ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ। ତେବେ ଅନେକ ଉତ୍‌ଥାନ୍‌ ଏବଂ ପତନ ପରେ ସୈଫ୍‌ ଏବଂ କରିନାଙ୍କ ପ୍ରେମ କାହାଣୀ ସଫଳ ହୋଇଥିଲା। କୁହାଯାଏ ନିଜ ପ୍ରେମକୁ ବିବାହର ରୂପ […]

  • Friday, 02 July 2021
ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ...

ମୁମ୍ବାଇ: ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାକ୍ଷୟ ଓରଫ ମିମୋହଙ୍କ ବିରୋଧରେ ଓସିୱାରା ପୋଲିସ୍‌ ଷ୍ଟେସନରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ମହିଳା ଜଣକ ମିମୋହଙ୍କ ମା’(ମିଥୁନଙ୍କ ସ୍ତ୍ରୀ)ଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଏତଲା ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରିଣୀଙ୍କ କହିବା କଥା, ୨୦୧୫ରୁ ସେ ଅଭିନେତା ମିମୋହଙ୍କ ସହ ରିଲେସନ୍‌ଶିପ୍‌ରେ ଥିଲେ। ଏପରିକି ବିବାହ ପାଇଁ ମିମୋହ ତାଙ୍କୁ ପ୍ରତିଶ୍ରୁତି […]

  • Friday, 02 July 2021
tara
ବିବାହ କରିବେ ତାରା!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାରା ସୁତାରିଆ ବିବାହ କରିବାକୁ ଯାଇଛନ୍ତି। ଷ୍ଟୁଡେଣ୍ଟ ଅଫ୍‌ ଦି ୟିଅର -୨ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ତାରା ଏବେ ହାତକୁ ଦି ହାତ ହେବା ନେଇ ଚର୍ଚ୍ଚା ହେଉଛି। କରିନା କପୁରଙ୍କ ଭାଇ ଆଦର ଜୈନ୍‌ଙ୍କ ସହ ତାରା ବିବାହ କରିବାକୁ ଯାଉଛନ୍ତି। କପୁର ପରିବାରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ବିଷୟରେ ଆଲୋଚନା ହୋଇଥିବାବେଳେ ବର୍ତ୍ତମାନ ଆଦରଙ୍କର ମଧ୍ୟ ବିବାହ ହେବ ବୋଲି ଜଣାପଡିଛି। […]

  • Friday, 02 July 2021
omm-puri
୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମୁମ୍ବାଇ: ଗୋଟେ ସମୟ ଥିଲା ଯେତେବେଳେ ଫିଲ୍ମ ପାଇଁ ହିରୋ ବାଛିବା ପୂର୍ବରୁ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାକୁ ହେଉଥିଲା। ରଙ୍ଗ, ସୁନ୍ଦର ଚେହେରା, ଭଲ ବ୍ୟକ୍ତିତ୍ୱ ଏସବୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେଉଥିଲା। ଆଜି ବି ଇଣ୍ଡଷ୍ଟ୍ରିରେ ଏହି ସମସ୍ତ ବିଶ୍ୱାସ ରହିଛି। କିନ୍ତୁ କିଛି ବର୍ଷ ପୂର୍ବରୁ ଅଭିନେତା ଓମ୍‌ ପୁରିଙ୍କ ପ୍ରବେଶ ଏହି ଚିନ୍ତାଧାରାରେ ଟିକେ ପରିବର୍ତ୍ତନ ଆଣିଲା। ଓମ୍‌ ପୁରିଙ୍କ ସରଳ ବ୍ୟକ୍ତିତ୍ୱ, ଏବଂ ଶକ୍ତିଶାଳୀ ସ୍ୱର ଅଭିନୟ […]

  • Friday, 02 July 2021
sushant
ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଅଭିନେତା ଅର୍ଜୁନ୍‌ ରାମପାଲ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ଗାବେରିଲା ଡେମେଟ୍ରିଆଡିସ୍‌ଙ୍କ ଭାଇଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ NCB ଗାବେରିଲାଙ୍କ ଭାଇ ଆଜିସିଆଲୋସ୍ ଡେମେଟ୍ରିଆଡିସ୍‌ଙ୍କୁ  ରବିବାର ଗିରଫ କରିଛି। ଆଜିସିଆଲୋସ୍ ହେଉଛନ୍ତି ଦକ୍ଷିଣ ଆଫ୍ରିକୀୟ। ସୁଶାନ୍ତ ସିଂ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ଗିରଫ ଡ୍ରଗ୍‌ ବେପାରୀଙ୍କ ସହ ଆଜିସିଆଲୋସ୍ ଯୋଗାଯୋଗରେ ଥିଲେ ବୋଲି ଜଣାପଡ଼ିଛି। ଗିରଫ ପରେ ଆଜିସିଆଲୋସ୍‌ଙ୍କୁ […]

  • Friday, 02 July 2021
indu-dadi
ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର 'ଇନ୍ଦୁ ଦାଦି'

ମୁମ୍ବାଇ: କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’ ଆକା ଜରିନା ରୋଶନ ଖାନଙ୍କ ଦେହାନ୍ତ ହୋଇଛି। ୫୪ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ଜରିନାଙ୍କ ମୃତ୍ୟୁରେ ଟେଲି ଦୁନିଆରେ ଶୋକର ଛାୟା ଖେଳିଯାଇଛି। କୁମ୍‌କୁମ୍‌ ଭାଗ୍ୟରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶ୍ରୀଷ୍ଟି ଇନ୍‌ଷ୍ଟାଗ୍ରାମରେ ଜରିନାଙ୍କ ସହ ଏକ ଫଟୋ ଶେଆର କରି ଭଙ୍ଗା ହୃଦୟର ଇମୋଜି ଶେଆର କରିଛନ୍ତି। ଆହୁରି ପଢ଼ନ୍ତୁ:୯ମାସର ଗର୍ଭବତୀ ୫ମିନିଟ୍‌ରେ […]

  • Friday, 02 July 2021
sunny-deol
ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

ମୁମ୍ବାଇ: ଆଜି ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କର ୬୪ ତମ ଜନ୍ମଦିନ। ୧୯୫୬ମସିହା ଅକ୍ଟୋବର ୧୯ତାରିଖରେ ଜନ୍ମଗ୍ରହଣ କରିଥିଲେ ସନ୍ନି। ୧୯୮୩ ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବେତାବ’ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ଏହାପରେ ସନ୍ନି ଫିଲ୍ମ ‘ଅର୍ଜୁନ’ (୧୯୮୫) ରେ ଅଭିନୟ କରିଥିଲେ ଏବଂ ଏଠାରୁ ତାଙ୍କୁ ଆକ୍ସନ୍ ହିରୋ ଟ୍ୟାଗ୍ ମିଳିଥିଲା। ଏହାପରେ […]

  • Friday, 02 July 2021
deepika
ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କର ରହିଛି ମନରେଗା ଜବ କାର୍ଡ। ଏ ଦୁହିଁଙ୍କ ଫଟୋ ଲାଗିଥିବା ଆକାଉଣ୍ଟକୁ ଟଙ୍କା ମଧ୍ୟ ଆସିଥିବା ଜଣା ପଡ଼ିଛି। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଦୀପିକା ଏବଂ ଜ୍ୟାକ୍‌ଲିନ୍‌ଙ୍କ ସମେତ ଅନ୍ୟ ବଲିଉଡ୍‌ କଲାକାରଙ୍କ ଫଟୋ ଲଗାଇ ଏଠାକାର ପଞ୍ଚାୟତ ସଚିବ ୧୧ଟି ମନରେଗା ଜବ କାର୍ଡ କରି ଟଙ୍କା ହଡପ୍‌ କରୁଥିବା ଜଣାପଡିଛି। ତେବେ ଏହି ଘଟଣାକୁ ସାମ୍ନାକୁ ଆଣିଥିବା ଜିଲ୍ଲା ପଞ୍ଚାୟତ […]

  • Friday, 02 July 2021
neha
ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ବିବାହକୁ ନେଉ ଗତ କିଛି ଦିନ ହେବ ବେଶ୍‌ ଚର୍ଚ୍ଚା ହଉଛି। ରାଇଜିଙ୍ଗ ଷ୍ଟାର୍‌ ଫେମ୍ ରୋହନପ୍ରୀତ୍‌ ସିଂହଙ୍କ ସହ ସେ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଏନେଇ ନିଜେ ନେହା ତାଙ୍କ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ସୂଚନା ଦେଇଥିଲେ। ତେବେ ନେହା ଏବଂ ରୋହନଙ୍କର ବିବାହ ତାରିଖ ଧାର୍ଯ୍ୟ ହୋଇନଥିବା ବେଳେ ଏବେ ରୋହନ ନେହାଙ୍କୁ ପ୍ରଥମ ଥର ତାଙ୍କ ପିରବାରକୁ ଭେଟ କରାଇବାର ଭିଡିଓ […]

  • Friday, 02 July 2021
000
ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ମୁମ୍ବାଇ: ବଲିଉଡ୍‌ର ଅନ୍ୟ ସୁପରହିଟ୍ ଯୋଡି ମଧ୍ୟରେ ଗୋଟିଏ ଯୋଡ଼ି ହେଉଛନ୍ତି ଶାହରୁଖ-କାଜଲ। ରିଲ ଲାଇଫ ନୁହେଁ, ରିୟଲ ଲାଇଫ୍‌ରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଦୁହେଁ ଏକାଠି ଥିବେ ଅଉ ସେଠି ଥଟ୍ଟାମଜ୍ଜା ନ ଥିବ-ଏମିତି କେବେ ଦେଖିବାକୁ ମିଳିନି। କାଜଲଲଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି କରଣ ଜୋହରଙ୍କ ‘କଫି ଉଇଥ୍ କରଣ’ର କିଛି ଅଂଶ। ୨୦୦୭ ମସିହାର ଏହ ଭିଡିଓ। ଭିଡିଓରେ ଦେଖିବାକୁ ମିଳିଛି, […]

  • Friday, 02 July 2021
amitr
ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍‌ସନିଷ୍ଟ କୁହାଯାଉଥିବା ଆମିର୍‌ ଖାନଙ୍କର ଅନେକ ପ୍ରଶଂସକ ଅଛନ୍ତି। ଅନେକ ହିଟ୍‌ ଫିଲ୍ମରେ କାମ କରି ଆମିର ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କ୍ୱାଲିଟି ଉପରେ ସର୍ବଦା ଧ୍ୟାନ ଦେଉଥିବା ଅମିର ବର୍ଷକୁ ଗୋଟେ ଫିଲ୍ମ କରନ୍ତି ଆଉ ସେଇଟା ହିଟ୍‌ ସାବ୍ୟସ୍ତ ହୁଏ। ହେଲେ ଆମିର ପୁଅ କିନ୍ତୁ ଫିଲ୍ମ ପାଇଁ ଦେଇଥିବା ଅଡିସନ୍‌ରେ ଫେଲ୍‌ ହୋଇଛନ୍ତି। ଆମିରଙ୍କ ପୁଅ ଜୁନୈଦ ଖାନ ମାଲାୟାଲମ୍‌ ଫିଲ୍ମ ପାଇଁ […]

  • Friday, 02 July 2021
video
ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

Viral Video: ସୋଶାଲ ମିଡିଆରେ ଏକ ଛୋଟ ଛୁଆର ଡ୍ୟାନ୍ସ ବେଶ ଭାଇରାଲ ହୋଇଛି। ଏକ ବର୍ଷର ଶିଶୁଟି ଅମିତାଭ ବଚ୍ଚନଙ୍କ ଗୀତକୁ ମନ ଦେଇ ଉପଭୋଗ କରୁଛି ଆଉ ମ୍ୟୁଜିକ୍‌ର  ତାଳେ ତାଳେ ଝୁମୁଛି। ଗୀତ ଶୁଣୁଶୁଣୁ ଏତେ ଜୋରରେ ଶିଶୁଟି ହସୁଛି, ଦେଖିଲେ ଆପଣ ବି ନିଜ ହସ ରୋକି ପାରିବେ ନାହିଁ। ବର୍ଷକର ଏହି କୁନି ଶିଶୁଟି ମା’ଙ୍କ କୋଳରେ ବସି ତାଙ୍କର ସହାୟତାରେ ଅଭିତାଭଙ୍କ ‘ ଖାଇକେ ପାନ ବନାରସ ୱାଲା..’ […]

  • Friday, 02 July 2021