• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

ସୋନୁ ଅନୁଷ୍କା ଓ ବିରାଟଙ୍କ ପରିବାରର ସଦସ୍ୟ ଭଳି ତାଙ୍କର ସୁରକ୍ଷା ଦେଇ ଆସୁଛନ୍ତି
ଅନୁଷ୍କାଙ୍କ ବଡିଗାର୍ଡ କିଏ ? ବିରୁଷ୍କାଙ୍କୁ ପ୍ରୋଟେକ୍ସନ୍ ଦେଉଛନ୍ତି ସୋନୁ

ବିରୁଷ୍କାଙ୍କୁ ପ୍ରୋଟେକସନ୍ ଦେଉଛନ୍ତି ସୋନୁ,ସୋନୁଙ୍କ ପୁରା ନା ପ୍ରକାଶ ସିଂ। ନିଜ ପରିବାରର ସଦସ୍ୟ ପରି ସୁରକ୍ଷା ଦେଉଛନ୍ତି ସୋନୁ

  • Thursday, 01 July 2021
ଫିଲ୍ମ ଧାକଡର ସୁଟିଂରୁ ଫେରିଲା ବେଳେ କଙ୍ଗନା ନଜର ଆସିଥିଲେ ପିଙ୍କ୍ ଲୁକରେ
ପିଙ୍କ୍‌ ଲୁକ୍‌ରେ ବଲିଉଡ୍‌ କୁଇନ୍‌ କଙ୍ଗନା

ପିଙ୍କ୍‌ ଲୁକ୍‌ରେ ବଲିଉଡ୍‌ କୁଇନ୍‌ କଙ୍ଗନା.

ncb
ଡ୍ରଗ୍ସ କାରବାର ଯାଞ୍ଚରେ ଖ୍ୟାତନାମା ବଲିଉଡ୍‌ ପ୍ରଯୋଜକଙ୍କ ଘରେ ରେଡ୍ କଲା ଏନ୍‌ସିବି

ମୁମ୍ବାଇ: ଡ୍ରଗ୍ସ କାରବାର ଯାଞ୍ଚରେ ଖ୍ୟାତନାମା ବଲିଉଡ୍‌ ପ୍ରଯୋଜକ ପିରୋଜ୍‌ ଏ. ନାଦିୱାଦ୍‌ୱାଲାଙ୍କ ଘରେ ରେଡ୍ କରିଛି ନାର୍କିଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା NCB । ମୁମ୍ବାଇର ପୋସ୍ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ତଲାସି ଅଭିଯାନ ଚାଲିଥିବା ସୂଚନା ମିଳିଛି। ଡ୍ରଗ୍ସ କାରବାର ମାମଲାରେ ଯାଞ୍ଚ ଚାଲିଥିବା ବେଳେ ଅଟକ ଥିବା ଅଭିଯୁକ୍ତଙ୍କ ପାଖରୁ ପ୍ରଯୋଜକଙ୍କ ନାଁ କୁହାଯାଇଥିଲା। ଯାହାପରେ ପ୍ରଯୋଜକଙ୍କ ଘରେ ରେଡ୍ କରିଛି ଏନ୍‌ସିବି। ପିରୋଜ୍‌ ଏ. ନାଦିୱାଦ୍‌ୱାଲା ବଲିଉଡ୍‌ରେ ଜଣେ ଖ୍ୟାତନାମା […]

  • Thursday, 01 July 2021
ncb
ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଗିରଫ ହେଲେ ପ୍ରଡ୍ୟୁସର୍‌ଙ୍କ ପତ୍ନୀ

ମୁମ୍ବାଇ: କିଛି ଦିନରେ ବ୍ୟବଧାନ ପରେ ପୁଣି ଆକ୍ସନ ମୁଡ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB)। ଗତକାଲି ବଲିଉଡ୍‌ ପ୍ରଡ୍ୟୁସର୍‌ (ପ୍ରଯୋଜକ) ଫିରୋଜ ନାଦିଆଦୱାଲାଙ୍କ ପତ୍ନୀଙ୍କୁ ଏନ୍‌ସିବି ଗିରଫ କରିଛି। ରେଡ୍‌ ସମୟରେ ଫିରୋଜଙ୍କ ମୁମ୍ବାଇ ସ୍ଥିତ ଘରୁ ୧୦ ଗ୍ରାମ marijuana ଗଞ୍ଜେଇ ଜବତ କରାଯାଇଛି। NDPS ଆକ୍ଟ ଅଧିନରେ ଫିରୋଜଙ୍କ ପତ୍ନୀଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି। କିଛି ଦିନ ତଳେ ଅନ୍ୟ ଏକ ଡ୍ରଗ୍ ବେପାରୀଙ୍କୁ ଗିରଫ ପରେ କିଛି ବଲିଉଡ୍ ସେଲିବ୍ରିଟିଙ୍କ ନାଁ ପୁଣି […]

  • Thursday, 01 July 2021
ଅଭିନେତା ଅର୍ଜୁନ ରାମପାଲ୍‌ଙ୍କ ଘର ରେଡ୍‌ କଲା ଏନ୍‌ସିବି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ୍‌ଙ୍କ ମୁମ୍ବାଇ ସ୍ଥିତ ଅନ୍ଧେରୀ ଓ ବାନ୍ଦ୍ରା ବାସଭବନରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଚଢ଼ଉ କରିଛି। ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଏନ୍‌ସିବି ଆଜି ଅର୍ଜୁନଙ୍କ ବାସଭବନରେ ରେଡ୍‌ କରିଥିବା ସୂଚନା ମିଳିଛି।  ଗତକାଲି ଏନ୍‌ସିବି ଅର୍ଜୁନଙ୍କ ଡ୍ରାଇଭରଙ୍କୁ ଉଠାଇ ନେଇଥିଲା। ଏହା ପୂର୍ବରୁ NCB ଅଭିନେତା ଅର୍ଜୁନ୍‌ ରାମପାଲ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ଗାବେରିଲା ଡେମେଟ୍ରିଆଡିସ୍‌ଙ୍କ ଭାଇ ଆଜିସିଆଲୋସ୍ ଡେମେଟ୍ରିଆଡିସ୍‌ଙ୍କୁ ଗିରଫ କରିଥିଲା। ତେବେ ତାଙ୍କୁ ଜାମିନ ମିଳି ଯାଇଥିଲା। ତିନି ଦିନ […]

  • Thursday, 01 July 2021
laxmmi 3
ଅକ୍ଷୟଙ୍କ ଫିଲ୍ମ ‘ଲକ୍ଷ୍ମୀ’କୁ ମିଳିଲା ଖରାପ ରେଟିଙ୍ଗ୍‌

ମୁମ୍ବାଇ: ଓଟିଟି ପ୍ଲାଟଫର୍ମ DISNEY PLUS HOTSTARରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’କୁ ଖରାପ ରେଟିଙ୍ଗ୍‌ ମିଳିଛି। ଅକ୍ଷୟ କୁମାରଙ୍କ ଏହି ଫିଲ୍ମକୁ IMDbରେ ୧୦ରୁ କେବଳ ୨.୫ ରେଟିଙ୍ଗ୍‌ ମିଳିଛି। ଫିଲ୍ମକୁ ଦର୍ଶକମାନେ ପସନ୍ଦ କରିନଥିବା ଚର୍ଚ୍ଚା ହେଉଛି। ଫଳରେ ଖରାପ ରେଟିଙ୍ଗ୍‌ ମିଳିଥିବା ଜଣାପଡ଼ିଛି। ଫିଲ୍ମ ‘ଲକ୍ଷ୍ମୀ’ରେ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାରଙ୍କୁ ଭିନ୍ନ ଚରିତ୍ର ଓ ଲୁକ୍‌ରେ ଦେଖିବାକୁ ମିଳିଛି। ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହ ପ୍ରମୁଖ […]

  • Thursday, 01 July 2021
ranu
ଅଭିନେତ୍ରୀ ଦୀପିକାଙ୍କ ଫିଲ୍ମରେ ଗୀତ ଗାଇବେ ରାନୁ ମଣ୍ଡଳ

ମୁମ୍ବାଇ: ଫୁଟ୍‌ପାଥରୁ ବଲିଉଡ୍‌ ଯାତ୍ରା ଓ ପରେ ଅଶୋଭନୀୟ ଆଚରଣ ପାଇଁ ଲୋକପ୍ରିୟତା ହରାଇଥିବା ଗାୟିକା ରାନୁ ମଣ୍ଡଳଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର୍ ଧରିଛି। ରାନୁ ଏକ ବାୟୋପିକ୍‌ ଫିଲ୍ମରେ ଗୀତ ଗାଇବାକୁ ଯାଉଛନ୍ତି। ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କର ବାୟୋପିକ୍ ଫିଲ୍ମ ‘ସରୋଜିନୀ’ର ସମସ୍ତ ଗୀତ  ରାନୁ ମଣ୍ଡଳ ଗାଇବେ । ଏଥିରେ ଦୀପିକା ସରୋଜିନୀ ନାଇଡୁଙ୍କ ଭୂମିକାରେ ଅଭିନୟ କରିବାକୁ ଥିବା ଫିଲ୍ମଟିକୁ ଲେଖିଛନ୍ତି ଧୀରଜ ମିଶ୍ରା। ଏ ନେଇ ରାନୁଙ୍କର ଏକ […]

  • Thursday, 01 July 2021
neha
ନେହାଙ୍କୁ ଭୁଲ୍‌ ମାଗୁଥିବା ଭାଇରାଲ୍‌ ଭିଡିଓକୁ ନେଇ ମୁହଁ ଖୋଲିଲେ ଏକ୍ସ ବୟଫ୍ରେଣ୍ଡ୍

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ନିକଟରେ ରାଇଜିଙ୍ଗ୍‌ ଷ୍ଟାର ଫେମ୍‌ ରୋହନ‌ପ୍ରୀତ୍‌ ସିଂଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ବିବାହ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଶେଆର କରୁଥିବା ନଜର ଆସିଛି। ନେହାଙ୍କୁ ନେଇ ତାଙ୍କର ଏକ୍ସ ବୟଫ୍ରେଣ୍ଡ୍‌ ହିମାଂଶ କୋହଲି ମଧ୍ୟ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କଥାଟା ହେଲା, ହିମାଂଶ ନେହାଙ୍କୁ ଭୁଲ୍‌ ମାଗୁଥିବାର ଏକ ଫେକ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ହିମାଂଶ […]

  • Thursday, 01 July 2021
gautam
ବିବାହ ପାଇଁ ସ୍ୱାମୀ ଗୌତମଙ୍କ ପାଖରେ ଏମିତି ସର୍ତ୍ତ ରଖିଥିଲେ କାଜଲ

ମୁମ୍ବାଇ: ସାଉଥ୍‌ ତଥା ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ୍‌ଙ୍କ ବିବାହ ସରିଛି। ଗତ ଅକ୍ଟୋବର ୩୦ ତାରିଖ ଦିନ ସେ ମୁମ୍ବାଇର ବିଜ୍‌ନେସ୍‌ମ୍ୟାନ୍‌ ଗୌତମଙ୍କୁ ବିହାହ କରିଛନ୍ତି। ବିବାହ ପରେ ଏହି ନବ ବିବାହିତ ଦମ୍ପତ୍ତି ବୁଲିବା ପାଇଁ ମାଲ୍‌ଦୀପ ପହଞ୍ଚିଥିଲେ। ଯାହାର ଫଟୋ କାଜଲ ତାଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଶେଆର କରିଛନ୍ତି। ଯେଉଁଥିରେ କାଜଲ ଏବଂ ଗୌତମଙ୍କୁ ଏକଦମ୍‌ ରୋମାଣ୍ଟିକ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି। ଦୁହେଁ ସମୁଦ୍ର କୂଳରେ ସମୟ ବିତାଉଥିବା ଫଟୋରେ ନଜର ଆସୁଛନ୍ତି। […]

  • Thursday, 01 July 2021
mandira bedi husband
ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ୍‌ କୌଶଲଙ୍କ ପରଲୋକ

ମୁମ୍ବାଇ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ଫିଲ୍ମ ପ୍ରଡ୍ୟୁସର ରାଜ୍‌ କୌଶଲଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ବୁଧବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ରାଜ୍‌ କୌଶଲଙ୍କ ସହ ଫିଲ୍ମ ‘My Brother…

  • Wednesday, 30 June 2021
shakti mishra
ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ସେ ହାର୍ଟ ଓ ଲିଭର ଜନିତ ସମସ୍ୟାରେ ପୀଡ଼ିତ ଥିବା…

  • Tuesday, 29 June 2021
Untitled-1
'ତୁଫାନ'ର ରୋମାଣ୍ଟିକ୍ ପୋଷ୍ଟର୍ ରିଲିଜ୍

ମୁମ୍ବାଇ : ଅଭିନେତା ଫରହାନ ଅଖତର ପୁଣି ଥରେ କ୍ରୀଡାଭିତିକ ଡ୍ରାମା ଫିଲ୍ମ ‘ତୁଫାନ’ ସହିତ ଆସୁଛନ୍ତି। ଏହାର କିଛି ସମୟ ପୂର୍ବରୁ ଏହି ଚଳଚ୍ଚିତ୍ରର ଏକ ପୋଷ୍ଟର ରିଲିଜ୍ ହୋଇଛି ଯେଉଁଥିରେ ଫିଲ୍ମର ଟ୍ରେଲରର ରିଲିଜ୍ ତାରିଖ ଘୋଷଣା କରାଯାଇଛି।…

  • Monday, 28 June 2021
Untitled-1
ଫିଲ୍ମ ପାଇଁ ପାଠ ଛାଡିଲେ ଇରଫାନଙ୍କ ପୁଅ ବାବିଲ

ମୁମ୍ବାଇ : ଦିବଂଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଖାନଙ୍କୁ ଖୁବ ଶୀଘ୍ର ବଡ ପରଦାରେ ଦେଖିବାକୁ ମିଳିବ। ନିକଟରେ ବାବିଲ ଖାନ ତାଙ୍କ ସାଙ୍ଗ ଏବଂ ପ୍ରଶଂସକଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ…

  • Monday, 28 June 2021
Untitled-1
ଆର୍‌ଡି ବର୍ମାଙ୍କ ଜନ୍ମଦିନରେ ଭାବୁକ ହେଲେ ଲତା

ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ରାହୁଲ ଦେବ ବର୍ମନ ତଥା ଆର୍‌ଡି ବର୍ମନ ବା ପଞ୍ଚମ ଦା’ଙ୍କ ନାମ ସର୍ବଦା ସ୍ମରଣୀୟ ହୋଇ ରହିବ। ଆର୍‌ଡି ବର୍ମନ ଦେଶର ସର୍ବୋତ୍ତମ ସଂଗୀତଜ୍ଞ ଥିଲେ, ଯିଏକି ତାଙ୍କର ଅନନ୍ୟ ସଂଗୀତ ରଚନା ସହିତ…

  • Sunday, 27 June 2021
Untitled-1
ଦର୍ଶକଙ୍କ ଅପେକ୍ଷାର ଅନ୍ତ : ଶେଷ ହେଲା 'ଗଙ୍ଗୁବାଇ କାଠିଆୱାଡି'

ମୁମ୍ବାଇ : ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ଟିଜର ବାହାରିବା ଦିନଠାରୁ ଫିଲ୍ମକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଛି। ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଛି।…

  • Sunday, 27 June 2021