• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

favipiravir
ହୋମ୍ ଆଇସୋଲେସନ୍‌ରେ ଥିବା କରୋନା ଆକ୍ରାନ୍ତଙ୍କୁ 'ଫାଭିପିରାଭିର୍' ଦିଆଯିବ କେମିତି?

ଭୁବନେଶ୍ୱର: ହୋମ୍ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କୁ ଫାଭିପିରାଭିର୍ ଦେବା ନେଇ SOP ଜାରି ହୋଇଛି। ଜିଲ୍ଲାପାଳ, କମିଶନର, CDMମାନଙ୍କୁ SOP ପଠାଇଛନ୍ତି  ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର। ଆକ୍ରାନ୍ତଙ୍କୁ କିଭଳି ଫାଭିପିରାଭିର୍ ଦିଆଯିବ ସେନେଇ SOPରେ ଉଲ୍ଲେଖ ରହିଛି:- ହୋମ୍ ଆଇସୋଲେସନ୍ ରହୁଥିବା ଆକ୍ରାନ୍ତ ଯେଉଁମାନେ ଫାଭିପିରାଭିର୍ ଟାବଲେଟ୍ ନେଉଥିବା ସେମାନଙ୍କ ଅନୁଧ୍ୟାନ ପାଇଁ ରାପିଡ୍  ରେସ୍ପନ୍ସ ଟିମ୍-RRTକୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ଦିଆଯାଇଛି। ଡାକ୍ତରଙ୍କ ପରାମର୍ଶ ପରେ ହିଁ ଫାଭିପିରାଭିର […]

  • Saturday, 03 July 2021
corona
ଭୁବନେଶ୍ୱରରୁ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୦ଆକ୍ରାନ୍ତ ହୋଇଥିବା ବେଳେ ୨୧୯ଜଣ ଲୋକାଲ କେସ୍ ରହିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଅଞ୍ଚଳରୁ କେତେ:- ଚନ୍ଦ୍ରଶେଖରପୁର- ୧୪, ପଟିଆ ଓ ନୟାପଲ୍ଲୀ ଅଞ୍ଚଳରୁ ୧୨ ଲେଖାଏଁ ମଞ୍ଚେଶ୍ୱର- ୧୧, ଓଲ୍ଡ୍ ଟାଉନ ଓ ଡୁମଡୁମାରୁ ୯ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]

  • Saturday, 03 July 2021
mask
୨ ଲକ୍ଷ ନିକଟତର ହେଲା କରୋନା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରୁ ୪୦୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୯୮ ହଜାର ୧୯୪କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୮, କଟକ- ୫୨୧, ଅନୁଗୁଳ- ୨୨୫, ଯାଜପୁର- ୧୮୧, ସୁନ୍ଦରଗଡ଼- ୧୬୭, ଜଗତସିଂହପୁର ଓ ନୂଆପଡ଼ାରୁ ୧୫୨ ଲେଖାଏଁ, ଷ୍ଚେଟ୍ ପୁଲ୍- ୧୪୯, ବରଗଡ଼- […]

  • Saturday, 03 July 2021
medical
ଗୁରୁତର ରୋଗୀଙ୍କ ପାଇଁ ଭେଣ୍ଟିଲେଟର ଓ ଆଇସିୟୁ ଗଲା କୁଆଡେ?

ବଲାଙ୍ଗିର: କୋଭିଡ୍ ମୁକାବିଲା ପାଇଁ ବ୍ୟବସ୍ଥା ଯାହା ହେବା କଥା, ବଲାଙ୍ଗିର ଜିଲ୍ଲାରେ ତାହା ନାହିଁ। ତେଣୁ ବଲାଙ୍ଗିର କୋଭିଡ ରୋଗୀଙ୍କୁ ଛତିଶଗଡ଼ ଭରସା। କୋଭିଡ୍‌ରେ ଆକ୍ରାନ୍ତ ନିଜ ଭାଇଙ୍କ ସହ ଘଟିଥିବା ଘଟଣାର ଅବତାରଣା କରି ଶଙ୍କରଲାଲଙ୍କ ଅଭିଯୋଗ, କୋଭିଡ୍‌ରେ ଆକ୍ରାନ୍ତ ହୋଇ ଅତି ଗୁରୁତର ଅବସ୍ଥାରେ ଥିବା ତାଙ୍କ ଭାଇଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଇସୋଲେସନ୍ ସେଣ୍ଟରକୁ ନିଆଯାଇଥିଲା। ହେଲେ ସେଠି ଭେଣ୍ଟିଲେଟର କି ଆଇସିୟୁର ସୁବିଧା ମିଳିଲାନି। ନମ୍ବର ଧରାଇ ଅପେକ୍ଷା କରିବାକୁ […]

  • Saturday, 03 July 2021
anshari
କରୋନାରୁ ସୁସ୍ଥ ହେବାର ଦିନକ ପରେ ଝାଡ଼ଖଣ୍ଡ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀଙ୍କ ପରଲୋକ

ନୂଆଦିଲ୍ଲୀ: କୋଭିଡ-୧୯ରୁ ସୁସ୍ଥ ହେବାର ଗୋଟିଏ ଦିନ ପରେ ଝାଡ଼ଖଣ୍ଡର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ହାଜି ହୁସେନ ଅନସାରୀଙ୍କର ପରଲୋକ ହୋଇଛି। ସେ ଗତକାଲି ହିଁ କରୋନାରୁ ସୁସ୍ଥ ହୋଇଥିଲେ। ହୃଦ୍‌ଘାତରେ ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେପ୍ଟେମ୍ବର ୨୬ ତାରିଖରେ ଅନସାରୀ କରୋନାରେ ଆକ୍ରାନ୍ତ ହେବା ପରେ ରାଞ୍ଚିର ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଏହାପରେ ଗତକାଲି […]

  • Saturday, 03 July 2021
corona test
ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ୩,୩୨୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୩୨୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୩୨୬ ଆକ୍ରାନ୍ତଙ୍କ ମଧ୍ୟରୁ ୧,୯୪୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୩୮୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୨,୭୧୩ରେ ପହଞ୍ଚିଛି।

  • Saturday, 03 July 2021
corona virus
ଦିନକରେ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୯୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୫ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୦୭ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୩ଜଣ ଲେଖାଏ, କେନ୍ଦ୍ରାପଡ଼ାରୁ ୨ଜଣ, ବୌଦ୍ଧ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।   Regret to inform of […]

  • Saturday, 03 July 2021
coronavirus-bhubaneswar
ଭୁବନେଶ୍ୱରରୁ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୮ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୫୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୦୮, ଲୋକାଲ କଣ୍ଟାକ୍ଟ କେସ୍ ୨୪୫ ରହିଛି। ସେହିପରି ଆଜି ୩୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ଵିଏମ୍‌ସି)। କେଉଁ ଅଞ୍ଚଳରୁ କେତେ:- ପଟିଆ-୧୮, ଝାରପଡ଼ା- ୧୫, ନୟାପଲ୍ଲୀରୁ ୧୨, ସାମନ୍ତରାପୁର-୧୧, ଲକ୍ଷ୍ମୀସାଗର ଓ ଆଇଆରସି ଭିଲେଜରୁ ୧୦ ଲେଖାଏଁ ଚିହ୍ନଟ ହୋଇଛନ୍ତି। Update on […]

  • Saturday, 03 July 2021
tamanna
ଅଭିନେତ୍ରୀ ତମନ୍ନାଙ୍କୁ କରୋନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ତଥା ବାହୁବଳିର ହିରୋଇନ୍‌ ତମନ୍ନା ଭାଟିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହାଇଦ୍ରାବାଦ୍‌ରେ ସେ ଏକ ୱେବ୍‌ ସିରିଜ୍‌ ଶୁଟିଂ କରୁଥିଲେ। କିଛିଦିନ ହେବ କରୋନା ଭାଇରସ ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ଟେଷ୍ଟ କରାଇନେବା ଉଚିତ୍ ଭାବିଥିଲେ। ଏହାପରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଖବର ଅନୁସାରେ, ତମନ୍ନା ବର୍ତ୍ତମାନ ବେଙ୍ଗାଲୁରୁର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏକ୍ସପର୍ଟ ଡାକ୍ତରୀ ଟିମ୍‌ ତତ୍ୱାବଧାନରେ ତାଙ୍କର ଚିକିତ୍ସା […]

  • Saturday, 03 July 2021
mask
୨ ଲକ୍ଷ ଟପିଲା ରାଜ୍ୟରେ କରୋନା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର: ସୁସ୍ଥ ହେଲେ ରାଜ୍ୟର ଆଉ ୪୧୦୮ କରୋନା ଆକ୍ରାନ୍ତ। ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୨ ଲକ୍ଷ ୨ ହଜାର ୩୦୨ ଛୁଇଁଲା। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧତ୍କ ୭୨୧, କଟକରୁ ୪୯୨, ଯାଜପୁର- ୨୧୨, ଅନୁଗୁଳ- ୧୮୬, ଝାରସୁଗୁଡ଼ାରୁ ୧୫୪, ଜଗତସିଂହପୁର- ୧୪୩, ମୟୂରଭଞ୍ଜ- ୧୩୯, ସମ୍ବଲପୁରରୁ ୧୨୮, ନୂଆପଡ଼ା- ୧୧୮, କଳାହାଣ୍ଡି ଓ କେନ୍ଦୁଝରରୁ […]

  • Saturday, 03 July 2021
trump
ଆଜି ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇପାରନ୍ତି ଟ୍ରମ୍ପ

ୱାଶିଂଟନ: ସୁଧୁରୁଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ  ସ୍ୱାସ୍ଥ୍ୟାବସ୍ଥା । ଆଜି ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ହ୍ୱାଇଟ ହାଉସ୍ ଫେରିପାରନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ମେଡିକାଲ ଟିମ କହିଛି । ସେ ରେମଡସିଭିର ନେଉଛନ୍ତି । ତାଙ୍କ କିଡ୍‌ନୀ ଓ ଲିଭର ଠିକ୍ ଭାବେ କାର୍ଯ୍ୟକରୁଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ କରୋନା ଆକ୍ରାନ୍ତ ଟ୍ରମ୍ପ ରବିବାର ଡାକ୍ତରଖାନା ବାହାରକୁ ଆସି ସମର୍ଥକମାନଙ୍କୁ ଅଭିବାଦନ କରୁଥିବା ଦେଖା ଯାଇଥିଲା। ମେରିଲାଣ୍ଡର ୱାଲ୍‌ଟର […]

  • Saturday, 03 July 2021
corona
କରୋନାରେ ଆକ୍ରାନ୍ତ ହେଲେ ୭୪ ହଜାର, ସୁସ୍ଥ ହେଲେ ୭୬ ହଜାର

ନୂଆଦିଲ୍ଲୀ: ଦେଶରେ ଆଜି ବି ୭୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ୨୪ ଘଣ୍ଟାରେ ୯ଶହରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ପ୍ରଭାବ କମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨ ହଜାର ୬୮୫କୁ ଛୁଇଁଲା । ସେହିଭଳି ଦିନକରେ ୭୪ ହଜାର ୪୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ […]

  • Saturday, 03 July 2021
corona
ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଚିହ୍ନଟ ହେଲେ ୨, ୬୧୭ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ୩୦ ଜିଲ୍ଲାରୁ ଆଜି ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨,୬୧୭ କରୋନା ଆକ୍ରାନ୍ତ। କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୨୧ ଓ ଲୋକାଲ କେସ୍ ‌୧,୦୯୬ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି  । ଖୋର୍ଦ୍ଧାରୁ ସର୍ବାଧିକ ୫୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ଚିହ୍ନଟ ହୋଇଛନ୍ତି  ୧୩୬। ଆଜିର ନୂଆ ଆକ୍ରାନ୍ତଙ୍କ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨, ୩୫, ୩୩୦କୁ ଛୁଇଁଛି। ୨,୦୨,୩୦୨ କରୋନାରୁ ସୁସ୍ଥ […]

  • Saturday, 03 July 2021
cinbd
୨୪ ଘଣ୍ଟାରେ ଆଖି ବୁଜିଲେ ୧୭ କରୋନା ରୋଗୀ

ଭୁବନେଶ୍ୱର:ଆଜି  ରାଜ୍ୟରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କଟକ ଓ ପୁରୀରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ବୌଦ୍ଧ ଓ ଖୋର୍ଦ୍ଧାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁରରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୨୪କୁ ବୃଦ୍ଧି […]

  • Saturday, 03 July 2021
bhubaneswar
ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୫ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୩୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୯୨, ଲୋକାଲ କଣ୍ଟାକ୍ଟ କେସ୍- ୨୨୭ ରହିଛି। ଆଜି ଆଉ ୩୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କେଉଁ ଅଞ୍ଚଳରୁ କେତେ:- ରସୁଲଗଡ଼-୧୬, ପଟିଆ- ୧୩, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୦, ୟୁନିଟ-୬ ଅଞ୍ଚଳରୁ ୧୦, ଡୁମୁଡୁମା ଓ ମଞ୍ଚେଶ୍ୱରରୁ ୮ ଲେଖାଏଁ ଚିହ୍ନଟ ରହିଛି। Update on newly detected #COVID19 cases in the last 24 […]

  • Saturday, 03 July 2021
MASK
ସୁସ୍ଥ ହେଲେ ୪୦୯୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୪୦୯୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୬ ହଜାର ୪ ଶହ ଆକ୍ରାନ୍ତ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧତ୍କ ୭୦୪, କଟକ-୩୮୬, ବାଲେଶ୍ୱରରୁ ୩୩୬, ନୂଆପଡ଼ା-୨୦୯, ଅନୁଗୁଳ- ୧୬୫, ମୟୂରଭଞ୍ଜ-୧୩୯, କେନ୍ଦୁଝର-୧୩୧, ଭଦ୍ରକ- ୧୨୫, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୨୩ ଲେଖାଏଁ, ଯାଜପୁର- ୧୧୬, […]

  • Saturday, 03 July 2021
cinbd
ରାଜ୍ୟରୁ ଚିହ୍ନଟ ହେଲେ ୨, ୬୭୩ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ପଜିଟିଭ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ  ଚିହ୍ନଟ ହୋଇଛନ୍ତି ୨,୬୭୩ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୫୪ ଓ ଲୋକାଲ କେସ୍ ‌୧,୧୧୯ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି  । ଖୋର୍ଦ୍ଧାରୁ ସର୍ବାଧିକ ୪୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ଚିହ୍ନଟ ହୋଇଛନ୍ତି  ୨୧୪। ଆଜିର ନୂଆ ଆକ୍ରାନ୍ତଙ୍କ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା […]

  • Saturday, 03 July 2021
corona
୨୪ ଘଣ୍ଟାରେ ଆଖି ବୁଜିଲେ ୧୬ କରୋନା ରୋଗୀ

ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୧୬ କରୋନା ରୋଗୀ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ କଟକରୁ ୨ ଜଣ ଆଖି ବୁଜିଛନ୍ତି। ସେହିପରି ଖୋର୍ଦ୍ଧାରୁ ୨ ଜଣ ଓ ଭୁବନେଶ୍ୱରରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ, ସୁବର୍ଣ୍ଣପୁର, ଅନୁଗୁଳ ଓ ବୌଦ୍ଧରୁ ଜଣେ ଲେଖାଏଁ  କରୋନା […]

  • Saturday, 03 July 2021
soumitra-chatrjee
ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କୁ କରୋନା

ନୂଆଦିଲ୍ଲୀ: ବଙ୍ଗଳା ଫିଲ୍ମର କିମ୍ବଦନ୍ତି ଅଭିନେତା ସୌମିତ୍ର ଚାଟାର୍ଜୀ କରୋନା ପଜିଟିଭ୍‌ ହୋଇଛନ୍ତି। ତାଙ୍କୁ କୋଲକାତାର ବେଲେ ଭ୍ୟୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ବେଳେ ସାମାନ୍ୟ ଜ୍ୱର ଛଡ଼ା ଅନ୍ୟ କୌଣସି ଲକ୍ଷଣ ନାହିଁ। ୮୫ ବର୍ଷୀୟ ସୌମିତ୍ର କରୋନାର ସାମାନ୍ୟ ଲକ୍ଷଣ ଦେବା ପରେ ସୋମବାର କରୋନା ଟେଷ୍ଟ କରାଇଥିଲେ। ଆଜି ସକାଳେ ସେ ପଜିଟିଭ୍ ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ନିଷ୍ପତ୍ତି ନେଇଥିଲେ। […]

  • Saturday, 03 July 2021
bhubneswar-coronavirus
ଭୁବନେଶ୍ୱରରୁ ୩୬୫ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ...

ଭୁବନେଶ୍ୱର: ମହାନଗର ନିଗମ ଅଞ୍ଚଳରୁ ଆଜି ୩୬୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ  ୩୨୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ୩୬୫ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୬, ଲୋକାଲ କଣ୍ଟାକ୍ଟ କେସ୍- ୨୪୯ ରହିଛି ବୋଲି ବିଏମ୍‌ସି କହିଛି। ନୟାପଲ୍ଲୀ- ୩୧, ପଟିଆ- ୨୧, ସହିଦନଗରରୁ ୧୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲକ୍ଷ୍ମୀସାଗର-୯, ପାତ୍ରପଡ଼ା- ୮, ସତ୍ୟନଗରରୁ ୭ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ-୮ ଓ […]

  • Saturday, 03 July 2021
corona-recovery
ରାଜ୍ୟରେ ସୁସ୍ଥ ହେଲେ ୩୮୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୮୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧତ୍କ ୯୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଅନ୍ୟପଟେ କଟକ-୩୬୮, ବରଗଡ଼ରୁ- ୧୫୧, ବାଲେଶ୍ୱର- ୧୪୬, ନୂଆପଡ଼ା- ୧୩୫, ଜଗତସିଂହପୁରରୁ- ୧୨୪, ଅନୁଗୁଳ- ୧୨୨, ସମ୍ବଲପୁର- ୧୧୮, ସୁନ୍ଦରଗଡ଼- ୧୧୦, ବଲାଙ୍ଗିର- ୯୩, ଯାଜପୁରରୁ ୯୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ୮୮ […]

  • Saturday, 03 July 2021
who 22
କେବେ ମିଳିବ କରୋନା ଟିକା ? ସ୍ପଷ୍ଟ କଲା WHO

ନୂଆଦିଲ୍ଲୀ: କରୋନାକୁ ନେଇ ଆସିଲା ଖୁସି ଖବର। ସାରା ବିଶ୍ୱ କରୋନା ସହ ଲଢୁଥିବାବେଳେ ଏବେ ଏଥିରୁ ମୁକ୍ତି ପାଇବାର ଆଶା ଉଜ୍ଜ୍ୱଳ ହୋଇଛି। କାରଣ ଚଳିତବର୍ଷ ଶେଷ ସୁଦ୍ଧା କରୋନା ଟିକା ମିଳିବାର ସମ୍ଭାବନା ଦେଖା ଦେଇଛି। ଏ ନେଇ ଆଶ୍ୱାସନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ୨୦୨୦ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ କରୋନା ଟିକା।  ବିଶ୍ୱ ସ୍ୱାସ୍ଥ୍ୟ  ସଂଗଠନ ମୁଖ୍ୟ ମହାମାରୀ କରୋନାକୁ ନେଇ ପରିଚାଳନା ବୋର୍ଡ ବୈଠକରେ ଉଦ୍‌ବୋଧନ ଦେଇଥିଲେ। ଏହି […]

  • Saturday, 03 July 2021
corona test
୨୪ ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହେଲେ ୨,୯୯୫ କରୋନା ପଜିଟିଭ୍‌

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୯୯୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୯୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୧,୭୩୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୨୫୮ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୦,୯୯୮ରେ ପହଞ୍ଚିଛି।

  • Saturday, 03 July 2021