• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

amitab bacgahn
କରୋନା ଲକ୍‌ଡାଉନ୍‌; ଗରିବଙ୍କୁ ଖାଇବାକୁ ଦେଲେ ବିଗ୍‌ ବି

ମୁମ୍ୱାଇ: କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ଗରିବ, ଦିନ ମଜୁରିଆ, ଶ୍ରମିକ ଶ୍ରଣୀର ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କରୋନା ଯୁଦ୍ଧ ସମୟରେ ବଲିଉଡର ମେଗାଷ୍ଟାର Big B ତାଙ୍କର ବଡାପନ୍‌ ଦେଖାଇଛନ୍ତି।  ମୁମ୍ବାଇର ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ  ଅମିତାଭ  ଦିନକୁ ୨୦୦୦ ଖାଦ୍ୟ ପ୍ୟାକେଟ ବଣ୍ଟନ କରିବା ଆରମ୍ଭ କରିଛନ୍ତି। ସେତିକି ନୁହେଁ, […]

  • Monday, 26 July 2021
ipl
କୋଭିଡ୍‌-୧୯ ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲା ଏହି ଆଇପିଏଲ୍‌ ଟିମ୍‌

ନୂଆଦିଲ୍ଲୀ: ପୂରା ବିଶ୍ୱକୁ ଚିନ୍ତିତ କରିଥିବା କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଏବେ ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍ ସନରାଇଜର୍ସ ହାଇଦ୍ରାବାସ ଆଗକୁ ଆସିଛି। ସନରାଇଜର୍ସ ହାଇଦ୍ରବାଦର ମାଲିକାନାସତ୍ୱ ସନ୍ ଟିଭି ଗୁରୁବାର କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ୧୦ କୋଟି ଟଙ୍କାର ଦାନ କରିବାକୁ ଘୋଷଣା କରିଛି। ତେବେ ଏହି ଅର୍ଥରାଶି ହାଇଦ୍ରାବାଦ ରାଜ୍ୟ ସରକାର ନା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ, ତାହା ଜଣା ପଡ଼ିନାହିଁ। ସନରାଇଜର୍ସ ହାଇଦ୍ରାବାଦ ତା’ର ଅଫିସିଆଲ୍ ଟ୍ୱିଟର୍ […]

  • Monday, 26 July 2021
Cricket-bat-and-ball
କର୍ଫ୍ୟୁ ବେଳେ କାର୍ ଚଳାଇ ଫାଇନ୍‌ ଦେଲେ ଟିମ୍‌ ଇଣ୍ଡିଆର ଏହି କ୍ରିକେଟର୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ କେଉଁଠାରେ ଲକଡାଉନ୍ ତ କେଉଁଠାରେ କର୍ଫ୍ୟୁ ଲଗାଯାଇଛି। ଅତି ଆବଶ୍ୟକ କାମ ନଥିଲେ ବାହରକୁ ଯିବାକୁ ମନା କରାଯାଇଛି। ଏଭଳି ସମୟରେ  କାର୍ ଚଳାଇ ବଜାର ଯିବା ଜଣେ କ୍ରିକେଟର୍‌ଙ୍କୁ ମହଙ୍ଗା ପଡ଼ିଛି। ସେହି କ୍ରିକେଟର୍ ହେଲେ ହିମାଚଳ ପ୍ରଦେଶର କ୍ରିକେଟର ଋଷି ଧୱନ।  ଋଷି କାର୍ ଚଳାଇ ବଜାର୍‌ ଆସୁଥିବାରୁ ପୁଲିସ୍‌ ୫୦୦ ଟଙ୍କାର ଚାଲାନ ମଧ୍ୟ କାଟିଛି। ତେବେ ଖବର ଅନୁସାରେ, ଋଷି କର୍ଫ୍ୟୁ କୋହଳ ହେବା ପରେ ବାହାରକୁ […]

  • Monday, 26 July 2021
crorona
କୋଭିଡ୍‌-୧୯ର ମୁକାବିଲା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର: କରୋନା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଆଜିଠାରୁ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଜଣେ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ ହେଲ୍‌ପରଙ୍କୁ ଗୋଟିଏ ୟୁନିଟ କରାଯାଇଛି। ଏହି ୟୁନିଟ ଲୋକଙ୍କୁ ଘରକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି। ଘର ଘର ବୁଲି କାହାକୁ ଥଣ୍ଡା ଜ୍ୱର କିମ୍ବା କାଶ ହେଉଛି କି ପଚାରି […]

  • Monday, 26 July 2021
nabakishare das
ରାଜ୍ୟରେ ଦିନକୁ ହଜାରେ ସାମ୍ପଲ୍ ଟେଷ୍ଟ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ହଜାରେ ସାମ୍ପଲ୍ ଟେଷ୍ଟ ପାଇଁ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୨ରୁ ବ୍ରହ୍ମପୁର ମେଡିକାଲ କଲେଜ, ୧୫ରୁ ଭିମସାର ଓ ୧୭ରୁ ରାଉରକେଲା ଆଇଜିଏଚ୍‌ରେ ରକ୍ତ ନମୁନା ପରୀକ୍ଷା କରାଯିବ। ରାଜ୍ୟ ଉଚ୍ଚସ୍ତରୀୟ ମନ୍ତ୍ରିମଣ୍ଡଳ ବୈଠକରେ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି। କରୋନାର ମୁକାବିଲା ପାଇଁ ଭିଡିଓ କନଫରେନ୍ସିଂରେ ଏହି ବୈଠକ ହୋଇଥିଲା।  ଏଥିସହ ଦିଲ୍ଲୀ ଏମ୍ସ ଢାଞ୍ଚାରେ ଏସସିବି ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର […]

  • Monday, 26 July 2021
docoter
କରୋନା ଭୟ; ଡାକ୍ତରଙ୍କୁ ପିଟିଲେ ପଡୋଶୀ

ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱରେ ଚାଲିଥିବା କରୋନା ଯୁଦ୍ଧରେ ପ୍ରକୃତ ଯୋଦ୍ଧା ହେଉଛନ୍ତି ଡାକ୍ତର। ନିଜ ଜୀବନକୁ ବିପଦ ମୁହଁକୁ ଠେଲି ସେମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ହେଲେ ସେମାନଙ୍କୁ ପୁରସ୍କୃତ ତ କରାଯାଉନି। ବରଂ ଅନେକ ଜାଗାରେ ସେମାନଙ୍କୁ ଅପମାନିତ କରାଯାଉଛି, ଆକ୍ରମଣ କରାଯାଉଛି। ଏମିତି ଏକ ଘଟଣା ଘଟିଛି ସଫଦରଜଙ୍ଗ ଅଞ୍ଚଳରେ। ସଫଦରଜଙ୍ଗ ହସ୍ପିଟାଲର କାର୍ଯ୍ୟରତ ଦୁଇଜଣ ମହିଳା ଡାକ୍ତର ଦିଲ୍ଲୀର ଗୌତମ ନଗର ଅଞ୍ଚଳରେ ରୁହନ୍ତି।ଏହି ଡାକ୍ତରଙ୍କୁ ସେମାନଙ୍କ ପଡ଼ୋଶୀମାନେ ଆକ୍ରମଣ କରିଥିବା […]

  • Monday, 26 July 2021
up
କରୋନା ଯୁଦ୍ଧରେ ଜିତିଲେ ୭୦ ବର୍ଷର ବୃଦ୍ଧା

ଲକ୍ଷ୍ନୌ: ମହାମାରୀ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ। କିନ୍ତୁ ଏହି ସମୟରେ ୟୁପିରୁ ଏକ ଖୁସି ଖବର ଆସିଛି। ପିଲିଭିତ୍‌ ଜିଲ୍ଲାରେ ୭୦ ବର୍ଷର ବୃଦ୍ଧା କିଲର କରୋନା କବଳରୁ ଜିତିଛନ୍ତି। ମହିଳା ଜଣକ କରୋନାରେ ପଜିଟିଭ୍‌ ବୋଲି ଜଣାପଡିଥିଲେ। କିନ୍ତୁ  ଚିକିତ୍ସା ପରେ ଏବେ ତାଙ୍କର ଦୁଇଟି ରିପୋର୍ଟ କ୍ରମାଗତ ଭାବେ ନେଗେଟିଭ୍‌ ଆସିଛି। ପିଲିଭିତ୍‌ ଜିଲ୍ଲାରେ ଦୁଇଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିଲେ। ଏହି ଦୁଇଜଣ ସାଉଦି ଆରବରୁ ଫେରିଥିଲେ। […]

  • Monday, 26 July 2021
doctor
କୋଭିଡ୍ ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର

ଭୁବନେଶ୍ୱର: କୋଭିଡ୍ ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର। ରାଜ୍ୟର ପ୍ରତି ଜିଲ୍ଲାରେ ଆୟୁଷ ଡାକ୍ତରଙ୍କ ମୁତୟନ ପାଇଁ ସମସ୍ତ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଓ ଜିଲ୍ଲା ହୋମିଓପାଥି ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ। ଆୟୁର୍ବେଦିକ ଓ ହୋମିଓପାଥି ଚିକିତ୍ସା ଅଧିକାରୀଙ୍କୁ ଡାକ୍ତରଖାନା, କ୍ୱାରେଣ୍ଟାଇନ ସେଣ୍ଟର କିମ୍ବା ଅନ୍ୟ କେଉଁ ଉପଯୁକ୍ତ ସ୍ଥାନରେ ନିୟୋଜିତ କରାଯିବ, ସେନେଇ ଜିଲ୍ଲାପାଳ ଏବଂ ଡିଏଏମ୍ଓ ବା ଡିଏଚ୍ଏମ୍ଓଙ୍କ ସହ ପରାମର୍ଶ […]

  • Monday, 26 July 2021
mask
କାଲିଠୁ ମାସ୍କ ବାଧ୍ୟତାମୂଳକ: ଏମାନଙ୍କୁ ମାସ୍କ ଲଗାଇବା ମନା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆଇନତଃ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ, କାଲିଠାରୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କରେ ନିଜ ପାଟି ଓ ନାକକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି। ତେବେ କେବଳ ବଜାରରେ ମିଳୁଥିବା ମାସ୍କ ନୁହେଁ, ଜଣେ ଚାହିଁଲେ ସଫା ସୂତା କପଡ଼ା କିମ୍ବା ଗଞ୍ଜି କପଡ଼ାକୁ ୫ ମିନିଟ ପାଇଁ ଲୁଣ ପାଣିରେ ଫୁଟାଇ ଖରାରେ ସମ୍ପୂର୍ଣ୍ଣ ଶୁଖାଇ ମାସ୍କ ତିଆରି କରିପାରିବେ। ଗାମୁଛା ଓ […]

  • Monday, 26 July 2021
CORONA
ବିଶ୍ୱବ୍ୟାପୀ କୋଭିଡ୍-୧୯ ମୃତ୍ୟୁ ସଂଖ୍ୟା ୮୩ ହଜାର ଟପିଲା: ଆମେରିକା ସମେତ ବିଭିନ୍ନ ଦେଶର ସ୍ଥିତି ଏମିତି

ନୂଆଦିଲ୍ଲୀ: କରୋନାରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୮୩ ହଜାର ଟପିଛିା ମୋଟ ସଂକ୍ରମଣ ସଂଖ୍ୟା ସାଢ଼େ ୧୪ ଲକ୍ଷ ପାଖାପାଖି ପହଞ୍ଚିଲାଣି। ବିଶ୍ୱର ୨୦୯ ଦେଶ ଏବେ ଏହି ମହାମାରୀ କବଳରେ। ତେବେ ବିଶ୍ୱରେ ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ଭାବେ ପରିଚିତ ଆମେରିକାରେ ସ୍ଥିତି ଦିନକୁ ଦିନ ଉଦବେଗଜନକ ହେଉଛି। ସେଠାରେ ମୃତ୍ୟୁ ସଂଖ୍ୟା ୧୨ ହଜାର ୮୦୦ ଟପିଥିବାବେଳେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ନ୍ୟୁୟର୍କରେ ସାଢ଼େ ୫ ହଜାର ଜଣଙ୍କ […]

  • Monday, 26 July 2021
ge
ସତ୍ୟନଗର ସସ୍‌ପେନ୍ସ: ଦ୍ୱନ୍ଦ୍ୱ ଦୂର ପାଇଁ ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗର ସୂଚନା

ଭୁବନେଶ୍ୱର: ସତ୍ୟନଗରରେ ହଠାତ୍ କୁଆଡୁ ଆସିଲେ ଚାରି କୋଭିଡ୍‌-୧୯ ଆକ୍ରାନ୍ତ। ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମେ ସୂର୍ଯ୍ୟନଗର ପରେ ବମିଖାଲ, ଯଦୁପୁର-ବେଗୁନିଆ, ସୁନ୍ଦରପଦା, ଆଉ ଏବେ କରୋନା ପାଇଁ ରାଜଧାନୀ ଭୁବନେଶ୍ୱରର ଆଉ ଏକ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ସରକାର ସତ୍ୟନଗର ନା ଘୋଷଣା କରିଥିଲେ। ହେଲେ ସତ୍ୟନଗରରେ କିଛି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏବଂ ସଂକ୍ରମଣ ରୋକିବାକୁ ଏହାକୁ ଆବଦ୍ଧାଞ୍ଚଳ ଘୋଷଣା କରାଯିବା ନେଇ ଆଜି ସକାଳେ ବିଏମ୍ସିର ଏକ ନୋଟିସ୍  […]

  • Monday, 26 July 2021
save
ବ୍ରହ୍ମପୁର ଦେଶୀ ବେହେରା ମାର୍କେଟ ସଂଘର ଚେତାବନୀ: ମାସ୍କ ନପିନ୍ଧିଲେ ମିଳିବନି ରାସନ୍

ବ୍ରହ୍ମପୁର: ମାସ୍କ ନପିନ୍ଧିଲେ ମିଳିବନି ରାସନ୍। ନୋ ମାସ୍କ, ନୋ ରାସନ୍, ଏଭଳି ଅଭିନବ ଢଙ୍ଗରେ ଲୋକଙ୍କୁ ସଚେତନ କରାଇଛନ୍ତି ବ୍ରହ୍ମପୁର ଦେଶୀ ବେହେରା ମାର୍କେଟ ସଂଘ। ବଡ଼ ବଜାରରେ ଥିବା ଏହି ମାର୍କେଟ ସଂଘ ପକ୍ଷରୁ ଏବେ ଲୋକଙ୍କ ପାଇଁ ଏଭଳି ନିୟମ ଲାଗୁ କରାଯାଇଛି। ମାର୍କେଟରେ ଥିବା ଦୋକାନ ଗୁଡ଼ିକରେ ସାମାଜିକ ଦୂରତା ରଖିବା ସହ ଗ୍ରାହକଙ୍କ ମାନେ କିଭଳି ମାସ୍କ ପିନ୍ଧିବେ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଏବେ […]

  • Monday, 26 July 2021
vopal
ନବଜାତ ଶିଶୁର ନାଁ ‘ଲକ୍‌ଡାଉନ୍‌’

ଭୋପାଲ: ମଧ୍ୟପ୍ରଦେଶର ଶୋୟପୁର ଜିଲ୍ଲାର ଆଦିବାସୀ ବିକାଶ ଅଞ୍ଚଳରେ କରାହଲର ବଛେରୀ ଗ୍ରାମରେ ସୋମବାର ଜନ୍ମ ହୋଇଥିବା ଏକ ଶିଶୁକୁ ତାଙ୍କ ପିତାମାତା ‘ଲକଡାଉନ୍’ ନାମରେ ନାମିତ କରିଛନ୍ତି। ସେ କହିଛନ୍ତି ଯେ କରୋନା ଭାଇରସ ମହାମାରୀରକୁ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌କୁ ମନେରଖିବା ପାଇଁ ସେ ତାଙ୍କ ପୁଅର ନାମ “ଲକଡାଉନ୍” ରଖିଛନ୍ତି। ବଛେରୀ ଗାଁର ରଘୁନାଥ ମାଲିଙ୍କ ପତ୍ନୀ ମଞ୍ଜୁ ଗତ ସୋମବାର ଦିନ ଏକ ଘରୋଇ ଡାକ୍ତରଖାନାରେ ଏକ ପୁତ୍ର […]

  • Monday, 26 July 2021
dhramendra pradhan
ଘରେ ରହି ନିଜ ହାତରେ ମାସ୍କ ତିଆରି କଲେ ଧର୍ମେନ୍ଦ୍ରଙ୍କ ପତ୍ନୀ ଓ ଝିଅ

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀକୁ ନେଇ ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ଏପରି ପରିସ୍ଥିତିରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଉଛନ୍ତି, ତେଣୁ ସେମାନଙ୍କର ଯତ୍ନ ନେବା ପାଇଁ ମାସ୍କ ପ୍ରତି ଧ୍ୟାନ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ଦେଶରେ ମାସ୍କର ଅଭାବ ନହେଉ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଘରେ ରହି ମାସ୍କ ତିଆରି କରିବାକୁ ଅପିଲ୍‌ କରିଛନ୍ତି। ଅଭାବୀ ଲୋକଙ୍କୁ ମାସ୍କ ଦେବା ପାଇଁ ମଧ୍ୟ ନିବେଦନ […]

yogi sarkar
ପୋଲିସ କର୍ମଚାରୀଙ୍କୁ ମିଳିବ ୫୦ଲକ୍ଷ ଟଙ୍କାର ବୀମା

ଲକ୍ଷ୍ନୌ: ମହାମାରୀର ରୂପ ନେଇଥିବା କରୋନା ଭାଇରସକୁ ଦୂର କରିବା ପାଇଁ ଦେଶରେ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସବୁ କିଛି ଠପ୍‌ ହୋଇଯାଇଛି। ନିହାତି ଆବଶ୍ୟକ ନ ଥିଲେ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ନିବେଦନ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଲକ୍‌ଡାଉନ ଗାଇଡଲାଇନ କାର୍ଯ୍ୟକାରୀ କରିବା ପାଇଁ ଦିନରାତି ବାହାରେ ଜଗିଛନ୍ତି। ଲୋକଙ୍କୁ ସଚେତନ […]

  • Monday, 26 July 2021
delhi police
ଟ୍ରାଫିକ୍ ଏଏସ୍‌ଆଇ କରୋନା ଆକ୍ରାନ୍ତ, ପରିବାର ହୋମ କ୍ୱାରେଣ୍ଟାଇନ୍‌ରେ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୭୬ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  ସେମାନଙ୍କ ମଧ୍ୟରୁ ୩୩୩ଟି ମାମଲା ସହ ମରକଜ୍‌ ଜମାତି ସମ୍ପର୍କ ରହିଛି । ଏପରି ସମୟରେ  ଦିଲ୍ଲୀର ଜଣେ ଟ୍ରାଫିକ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ମଧ୍ୟ କରୋନାରେ ପଜିଟିଭ୍ ବୋଲି ଜଣାପଡିଛି। ବର୍ତ୍ତମାନ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି। ଦିଲ୍ଲୀ ଟ୍ରାଫିକ ପୋଲିସର ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । […]

  • Monday, 26 July 2021
pm modi
ଫ୍ୟାମିଲି ଭଳି ସର୍ଟ ଫିଲ୍ମକୁ ପିଏମ୍‌ଙ୍କ ପ୍ରଶଂସା

ଭୁବନେଶ୍ୱର: କରୋନା ଭାଇରସ୍ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ସରକାରଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ସହଯୋଗ କରୁଛନ୍ତି। ସୋନି ଟିଭି ଏକ ସର୍ଟ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛି ଯେଉଁଥିରେ ସାମାଜିକ ଦୂରତାର ବାର୍ତ୍ତା ଦିଆଯାଇଛି। ଏହି ସର୍ଟ ଚଳଚ୍ଚିତ୍ରର ନାଁ ‘ଫ୍ୟାମିଲି’। ଏଥିରେ ଅମିତାଭ ବଚ୍ଚନ, ରଜନୀକାନ୍ତ, ଆଲିଆ ଭଟ୍ଟ, ରଣବୀର କପୁର, ପ୍ରିୟଙ୍କା ଚୋପ୍ରା, ଚିରଞ୍ଜୀବୀ ଏବଂ ମୋହନଲାଲ ମଧ୍ୟ ଅଭିନୟ କରିଛନ୍ତି। […]

  • Monday, 26 July 2021
whatsp
ଗୁଜବ ପ୍ରଚାର ପାଇଁ ହ୍ୱାଟ୍ସଆପ୍‌ର କଟକଣା

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ରେ କରୋନା ଭାଇରସ୍ ସମ୍ପର୍କିତ ଗୁଜବ ପ୍ରଚାର ବହୁଳ ମାତ୍ରାରେ ହେଉଥିବାରୁ ଏଥିରେ କଟକଣା ଲଗାଇଛି କମ୍ପାନୀ।  ହ୍ୱାଟ୍ସଆପ ଫରୱାର୍ଡରେ କଟକଣା ଲାଗିଛି। ସୂଚନାଯୋଗ୍ୟ ଯେ, ସାରା ବିଶ୍ୱରେ ଏହି ମେସେଞ୍ଜର ଆପ୍‌ର ୨ ବିଲିଅନ୍‌ ୟୁଜର ଅଛନ୍ତି। ଏହି ୟୁଜରଙ୍କ ମଧ୍ୟରେ ଗୁଜବ ପ୍ରଚାରିତ ହେବାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍‌ ପକ୍ଷରୁ ଏକ ବ୍ଲଗ୍‌ ପୋଷ୍ଟରେ କୁହାଯାଇଛି, କରୋନା ଭାଇରସ୍‌ ବ୍ୟାପିବା ପରେ ହ୍ୱାଟ୍ସଆପ୍‌ ଫରୱାର୍ଡ ସଂଖ୍ୟା ହଠାତ ବଢ଼ିଯାଇଛି। ଏହି ବିବୃତ୍ତିରେ କୁହାଯାଇଛି, […]

  • Monday, 26 July 2021
hocky
କରୋନା ପାଇଁ ହକି ବନ୍ଦ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁ ସମସ୍ତ ଅନର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ସ୍ଥଗିତ। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ଆଗାମୀ ଜୁନ୍ ମାସ ଯାଏ ସମସ୍ତ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିଦେଇଛି। ଜୁନ୍ ମାସ ଭିତରେ ଦୁଇଟି ଏଫଆଇଏଚ୍ ପ୍ରୋ ଲିଗ୍‌, ସିନିୟର୍ ପୁରୁଷ ଟିମ୍‌, ଜୁନିୟର ପୁରୁଷ ଏସିଆ କପ୍ ଏବଂ ମହିଳା ସିନିୟର ଏସିଆନ୍ ଚାମ୍ପିୟନ୍ସ ଆୟୋଜିତ ହେବାର ଥିଲା, ଯେଉଁଥିରେ ଭାରତ ଅଂଶଗ୍ରହଣ କରିଥାନ୍ତା। କିନ୍ତୁ କରୋନାଭାଇରସ୍ ଯୋଗୁ ଏସବୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ […]

  • Monday, 26 July 2021
sunil
ପିଏମ୍‌ କେୟାର୍‌ ପଣ୍ଡକୁ ୫୯ଲକ୍ଷ ଟଙ୍କା ସହାୟତା ଦେଲେ ଗାଭାସ୍କର

ମୁମ୍ବାଇ: କରୋନାଭାଇରସ୍ ମହାମାରୀ ବିରୋଧରେ ଲଢ଼େଇ ପାଇଁ କ୍ରୀଡ଼ାଜଗତ ଏକଜୁଟ୍ ହୋଇଛି। ଏଥିରେ ଏବେ ଆଗକୁ ଆସିଛନ୍ତି ଭାରତର ମହାନ କ୍ରିକେଟର୍ ସୁନୀଲ ଗାଭାସ୍କର। ୭୦ ବର୍ଷୀୟ କିମ୍ବଦନ୍ତୀ କ୍ରିକେଟର୍ ଗାଭାସ୍କର କୋଭିଡ୍‌-୧୯ ମହାମାରୀ ଲଢ଼େଇ ପାଇଁ ୫୯ଲକ୍ଷ ଟଙ୍କାର ସହାୟତା ରାଶି ଦାନ କରିଛନ୍ତି। ଗାଭାସ୍କର ପିଏମ୍ କେୟାର୍ସ ଫଣ୍ଡକୁ ୩୫ ଲକ୍ଷ ଟଙ୍କା ଏବଂ ସିଏମଓ ମହାରାଷ୍ଟ୍ରକୁ ୨୪ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। କମେଣ୍ଟେଟର୍ ଏବଂ ବିଶେଷଜ୍ଞ ଭାବେ ପରିଚିତ ଗାଭାସ୍କର ନିଜେ ଏହି […]

  • Monday, 26 July 2021
asham
ଆସାମ ବିଧାୟକଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଗୁଆହାଟୀ: ଆସାମରେ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥାକୁ ନେଇ ବିବାଦୀୟ ମନ୍ତ୍ରବ୍ୟ ଦେଇଥିବା ବିଧାୟକଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଅମିନୁଲ ଇସଲାମ୍‌ ନାମକ ଏହି ବିଧାୟକ ଜଣକ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଡିଟେନ୍‌ସନ୍‌ ସେଣ୍ଟରଠାରୁ ଆହୁରି କଦର୍ଯ୍ୟ ବୋଲି କହିଥିଲେ। ଏହାକୁ ସେ ବିପଜ୍ଜନକୁ କହିଥିବା ମଧ୍ୟ ଅଭିଯୋଗ ହୋଇଛି। ଗୁଆହାଟୀ: ଆସାମରେ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥାକୁ ନେଇ ବିବାଦୀୟ ମନ୍ତ୍ରବ୍ୟ ଦେଇଥିବା ବିଧାୟକଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଅମିନୁଲ ଇସଲାମ୍‌ ନାମକ ଏହି ବିଧାୟକ ଜଣକ […]

  • Monday, 26 July 2021
corona-virus
କେସ୍‌ ହାରିବା ପରେ ଜଜ୍‌ଙ୍କୁ ଅଭିଶାପ ଦେଲେ ଓକିଲ; ଆପଣଙ୍କୁ କରୋନା ହେଇଯାଉ

କୋଲକାତା: କେଶ୍ ହାରିବା ପରେ ଜଜ୍‌ଙ୍କ ଉପରେ ରାଗି ଗଲେ ଓକିଲ। ଅଭିଶାପ ବି ଦେଲେ। କି ଅଭିଶାପ ଜାଣନ୍ତି। ଓକିଲେ କହିଲେ ଆପଣଙ୍କୁ କରୋନା ହେଇଯାଉ।  ମହାମାରୀ କରୋନା ପଶ୍ଚିମବଙ୍ଗରେ ଅଭିଶାପର ରୂପ ନେଇଛି। କେଶ୍‌ ହାରିବାର ରାଗରେ କୋଲକାତା ହାଇକୋର୍ଟର ଜଣେ ଓକିଲ ଜଜ୍‌ଙ୍କୁ ଏପରି ଅଦ୍ଭୁତ ଅଭିଶାପ ଦେଇଛନ୍ତି। ବିଚାରପତି ତାଙ୍କ ପକ୍ଷରେ ରାୟ ନଦେବାରୁ ଓକିଲ ଜଣକ ଅଭିଶାପ ଦେଇଛନ୍ତି, ଆପଣଙ୍କୁ କରୋନା ହେଇଯାଉ। ତେବେ ଏପରି ଘଟଣା ପରେ ଜଷ୍ଟିସ୍‌ […]

  • Monday, 26 July 2021
chin
ଦେଶରେ କରୋନା ସ୍ଥିତି ଉଦ୍‌ବେଗଜନକ: ୨୪ ଘଣ୍ଟାରେ ୧୩ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଉଦ୍‌ବେଗଗଜନକ ଭାବେ ମାଡ଼ି ଚାଲିଛି ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ୍ ସଂକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାପରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୭୮୯କୁ ବୃଦ୍ଧି ପାଇଛିା ସେହିଭଳି ୩୫୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ତେବେ କରୋନା ମୁକାବିଲା ପାଇଁ ଏବେ ତିନି ପ୍ରକାର […]

  • Monday, 26 July 2021
kol
ମାନବ ଜାତିକୁ ରକ୍ଷା କରିବା ପାଇଁ କରୋନା ସହିତ ଲଢ଼ୁଛନ୍ତି ଦ୍ୱିତୀୟ ଈଶ୍ୱର

ଭୁବନେଶ୍ୱର: କରୋନାର କରାଳ ଛାୟା ମାଡ଼ିଯାଇଛି ସାରା ବିଶ୍ୱକୁ। ସବୁଠି ଆଶା ଆଶଙ୍କାର କଳାବାଦଲ ଛାଇ ଯାଇଛି। ହେଲେ ସେହି ଆଶଙ୍କାର ଅନ୍ଧାର ଭିତରେ ଆଲୁଅ ଦେଖାଉଛନ୍ତି ଦ୍ୱିତୀୟ ଈଶ୍ୱର। କରୋନା ବିରୋଧୀ ମହାଯୁଦ୍ଧରେ ସୈନିକ ସାଜି ଲଢ଼େଇ କରୁଛନ୍ତି ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀ। ଭୁବନେଶ୍ୱର ସମ୍ କୋଭିଡ୍-୧୯ ହସ୍ପିଟାଲ୍‌ର ନର୍ସ ମାନସୀ ଜେନା। ପଛରେ ଛାଡ଼ିଆସିଛନ୍ତି ତାଙ୍କ ସୁନ୍ଦର ସଂସାରକୁ। ଘରେ ତାଙ୍କର କୁନିପୁଅକୁ ବି ଅଛି। ଆଜିକୁ ୧୫ ଦିନ ହେଲାଣି ସେ […]

  • Monday, 26 July 2021