ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ୨୦୧୪ରେ ଲଗାତର ଦ୍ୱିତୀୟ ଥର ପାଇଁ ବିଜେଡି ୬୭ଟି ଆସନରୁ ୪୯ଟି ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଏଥିସହ ଅନନ୍ତ ନାରାୟଣ ଜେନା ମେୟର ଭାବେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ନେଇଥିଲେ।...
ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରଶ୍ନପତ୍ରର ଫଟୋ ଚିତ୍ର ସୋଶାଲ ମିଡିଆରେ ଘୁରି ବୁଲୁଛି। ତେବେ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସଠିକତା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଜି ଦୁଇଟି ସିଟିଂରେ OTET ପରୀକ୍ଷା ହେଉଛି। ସକାଳ ୧୦ଟାରୁ ୧୨ଟା ୩୦...
କୋରାପୁଟ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଡୁଡୁମା ଜଳ ପ୍ରପାତ। ପାହାଡ଼ ପର୍ବତର ସବୁଜିମା ଭରା ପରିବେଶ ଭିତରେ ସେଠାକାର ଝରଣା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପର୍ଯ୍ୟଟନ ଋତୁରେ ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପର୍ଯ୍ୟଟକ ବଣ ଭୋଜିର ମଧ୍ୟ ମଜା...
ଅନୁଗୁଳ : ଧାନ ମଣ୍ଡିରେ ଓଜନରେ ଠକେଇ ହେଉଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡ଼ା ସମବାୟ ଅଫିସ୍ରେ ଓଜନରେ ଠକେଇ ହେବାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ସୂଚନା ମୁତାବକ, ପାତ୍ରପଡ଼ା ଧାନ ମଣ୍ଡିରେ ଚାଷୀଙ୍କଠାରୁ ଧାନ ଓଜନ ପାଇଁ ୨ଟି...
ମୁମ୍ବାଇ : ଅଫ୍କମିଙ୍ଗ୍ ବଲିଉଡ୍ ମୁଭି ‘ ମଣିକର୍ଣ୍ଣିକା-ଦ କୁଇନ ଅଫ୍ ଝାନସୀ’କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି।ଆସନ୍ତା ୨୫ ତାରିଖରେ ଏହା ଓ୍ୱାର୍ଲ ଓ୍ୱାଇଡ୍ ରିଲିଜ୍ ହେବ। ଏହା ପୂର୍ବରୁ ଏହାର ଟ୍ରେଲର ଦର୍ଶକକୁ ବେଶ୍ ପସନ୍ଦ ଆସିଛି। ଗତକାଲି ହରିୟାଣାର ଗୁରୁଗ୍ରାମ...
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁନେତ୍ର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ସବୁ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ ମାଗଣା ଚକ୍ଷୁ ଚିକିତ୍ସା ସେବା ମିଳିବ। ମାଗଣାରେ ସବୁ ବର୍ଗ ଓ ବୟସର ଲୋକଙ୍କୁ ଚଷମା ମଧ୍ୟ ଯୋଗାଇ ଦିଆଯିବ। ତା’ ସହିତ...
ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ‘ଖୁସ୍ବୁ’ ନାମକ ଏହି ଯାତ୍ରୀବାହୀ ବସ୍ଟି ରାଉରକେଲାରୁ ଜରେଇକେଲା ଅଭିମୁଖେ ଯିବାବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଅନ୍ୟପଟେ ଏହି ଘଟଣାର ପ୍ରତିବାଦରେ...
ଭୁବନେଶ୍ୱର: ଭୁବନେଶ୍ୱରରୁ ୨୦ ବସ୍ତା ବେଆଇନ ମୁଦ୍ରା ଜବତ ହୋଇଛି। ଆୟକର ବିଭାଗର ଜିଏସ୍ଟି ଡିପାର୍ଟମେଣ୍ଟ ଚଢ଼ାଉ କରି ଏହି ମୁଦ୍ରା ଜବତ କରିଛି। ବରମୁଣ୍ଡା ବସ୍ଷ୍ଟାଣ୍ଡ ଓ ବାଣୀ ବିହାର ଅଞ୍ଚଳରୁ ଏହି ମୁଦ୍ରା ଜବତ କରାଯାଇଛି। ଏହି ବେଆଇନ୍ ମୁଦ୍ରା ଭର୍ତ୍ତି ବସ୍ତାଗୁଡ଼ିକୁ ଦୁଇଟି ବସ୍ରେ...
ଥିରୁଭନନ୍ତପୁରମ୍: ବର୍ଷ ବର୍ଷ ଧରି କେରଳର ସାବରୀମାଲା ମନ୍ଦିରରେ ଚାଲି ଆସିଥିବା ପରମ୍ପରା ଭାଙ୍ଗିବା ସହିତ ମନ୍ଦିର ଭିତରେ ପ୍ରବେଶ କରି ଇତିହାସ ରଚିଥିବା ଦୁଇ ମହିଳାଙ୍କ ମଧ୍ୟରୁ କନକ ଦୁର୍ଗା(୩୯) ନାମକ ଜଣେ ମହିଳାଙ୍କୁ ତାଙ୍କ ଶାଶୂ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ସେ...
ଭୁବନେଶ୍ୱର: କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ପଞ୍ଜୀକରଣର ଆଜି ଶେଷ ତାରିଖ ଥିବାବେଳେ ଆସନ୍ତା ୨୫ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆରମ୍ଭ ହେବ। ଏହା ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଆବେଦନ କରିନଥିବା ଚାଷୀ ଆବେଦନ କରିପାରିବେ। କାଳିଆ ଯୋଜନା ଦ୍ୱାରା ଛୋଟ...