ଭୁବନେଶ୍ୱର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ବଲାଙ୍ଗିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ମୋଦି ପ୍ରଥମେ ରେଲ୍ୱେ ଷ୍ଟେସନ୍ ନିକଟରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ପଥରଚେପାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା...
ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ଟେଲିଭିଜନ ନେଟ୍ୱର୍କ ଓ ଭାରତ ମସଲା ସହଯୋଗରେ ଆଜି ରସଗୋଲା ମହୋତ୍ସବ ଆୟୋଜନ କରାଯାଉଛି। ଭୁବନେଶ୍ୱର ପଟିଆ ବିଗ୍ବଜାର ସ୍ଥିତ ପାଲ୍ଟ୍ରୋନିକ୍ସ ପଡ଼ିଆରେ ଆଜି ଅପରାହ୍ନ ୩ଟାରୁ ଏହି ମହୋତ୍ସବ ଆରମ୍ଭ ହେବ। ଏଥର ରସଗୋଲା ମହୋତ୍ସବର ସ୍ଲୋଗାନ ରହିଛି...
କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ହାଇସ୍କୁଲ ହଷ୍ଟେଲରେ ଜଣେ ଛାତ୍ରୀ ସନ୍ତାନ ପ୍ରସବ କରିଛନ୍ତି। ଏହି ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯିବା ପରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହିଭଳି...
କେନ୍ଦ୍ରାପଡ଼ା: ପରିବାର ଲୋକଙ୍କ ବିରୋଧ ସତ୍ତ୍ୱେ ଦୁଇ ଜଣ ଝିଅ ପରସ୍ପରକୁ ବିବାହ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ନୋଟାରି ନିକଟରେ ସେମାନେ ବିବାହ କରିଥିବା ସୂଚନା ମିଳିଛି। ଉକ୍ତ ଦୁଇ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ଘର ପଟ୍ଟାମୁଣ୍ଡାଇ ଓ ଅନ୍ୟ ଜଣଙ୍କ ଘର ମହାକାଳପଡ଼ାରେ ବୋଲି ଜଣାପଡ଼ିଛି। ଗତକାଲି...
କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ଥୁରିଆ ଆବାସିକ ବିଦ୍ୟାଳୟରେ କାନ୍ଥ ପଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ଖୋଳତାଡ଼ ଆରମ୍ଭ ହୋଇଛି। ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍ପି ଭିଆର୍ ରାଓ...
ରାୟଗଡ଼ା: ଗରିବ ନିରାଶ୍ରୟ ଲୋକଙ୍କୁ ରାତିରେ ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ରାତିରେ ଆହାର ଯୋଜନା ଆରମ୍ଭ କରିଥିଲେ। ଆଉ ନିୟମ ଥିଲା ରାତି ୯ଟା ପର୍ଯ୍ୟନ୍ତ ଲୋକଙ୍କୁ ୫ଟଙ୍କାରେ ଖାଦ୍ୟ ମିଳିବ। ତେବେ ରାୟଗଡ଼ାରେ ଏହି ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି। ରାତି ୯ଟା...
ବରଗଡ଼: ମଥୁରାନଗରୀରେ ମହାରାଜା କଂସଙ୍କ ରାଜୁତି ଚାଲିଛି। ସୁସଜ୍ଜିତ ହାତୀ ପିଠିରେ ବସି ମହାରାଜା ନଗର ଭ୍ରମଣ କରିବା ସହ ପ୍ରଜାଙ୍କ ସୁଖଦୁଃଖ ବୁଝୁଛନ୍ତି। ଏଥିସହ ରଙ୍ଗମହଲ ମଧ୍ୟ ଉଦ୍ଘାଟନ କରିଥିଲେ ମହାରାଜା କଂସ। ଧନୁଯାତ୍ରାର ତୃତୀୟ ଦିନରେ ମହାରାଜା କଂସ ମଥୁରାନଗରୀ ଭ୍ରମଣ କରିବେ। ଏହାସହ ବିଜୁଳି...