ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ସବୁ ସ୍କୁଲ୍ରେ ହେବ ଆଡମିଶନ୍। କୌଣସି ବି ସ୍କୁଲ୍ରେ ଆଡ୍ମିଶନ୍ ବନ୍ଦ ହେବନି। ଆଜି ଏ ନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଗତ ବର୍ଷ ଯେଉଁ ସବୁ ସ୍କୁଲ୍ରେ ଆଡମିଶନ୍ ହୋଇଥିଲା, ଚଳିତ ବର୍ଷ ବି...
ନୂଆଦିଲ୍ଲୀ: ମୋଷ୍ଟ୍ ୱାଣ୍ଟେଡ୍ ଅଣ୍ଡର୍ ୱାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମ୍ର ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। କରୋନାରେ ଆକ୍ରାନ୍ତ ହୋଇ ଦାଉଦ୍ର ମୃତ୍ୟୁ ଘଟିଥିବା ସୋସିଆଲ୍ ମିଡିଆରେ ପ୍ରଚାର ହେଉଛି। ହେଲେ ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। କିନ୍ତୁ ସୋସିଆଲ୍ ମିଡିଆରେ...
ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’ ଚନ୍ଦ୍ରକାନ୍ତା ଗୋୟଲଙ୍କ ଆଜି ସକାଳେ ପରଲୋକ ହୋଇଛି। କେନ୍ଦ୍ରମନ୍ତ୍ରୀ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍ରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ୍ ତାଙ୍କ ମା’ଙ୍କ ଏକ ଫଟୋ ଶେଆର୍ କରି ଲେଖିଛନ୍ତି, ‘ସ୍ନେହ ଓ ଭଲ ପାଇବା...
ନୂଆପଡ଼ା: ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ୍(TMC)ରୁ ଏକ ସାଂଘାତିକ ଅଭିଯୋଗ ଆସିଛି। ଜ୍ୱରରେ ପୀଡ଼ିତ ଜଣେ ୭ବର୍ଷର ଝିଅକୁ TMC ଅଧିକାରୀ ହସ୍ପିଟାଲ୍ ନ ପଠାଇବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ ଚଲାନପଡ଼ା TMCରୁ ଏଭଳି କିଛି ସାଘାଂତିକ ଅଭିଯୋଗ ଆସିଛି। ଖଡିଆଳ...
ଭୁବନେଶ୍ୱର: ସଟ୍ଡାଉନ୍ ଘୋଷଣା ହୋଇଥିବା ୧୧ ଜିଲ୍ଲାରେ ଶନିବାର, ରବିବାର ମାଟ୍ରିକ୍ ଖାତାଦେଖା ବନ୍ଦ ହୋଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଏହି ୧୧ ଜିଲ୍ଲାରେ ଖାତା ଦେଖା ହୋଇନଥିବାବେଳେ ଆସନ୍ତାକାଲି ବି ଖାତା ଦେଖାକୁ ବାତିଲ କରାଯାଇଛି। ଜୁନ୍ ମାସ...
ଭୁବନେଶ୍ୱର: ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ଶନିବାର ଓ ରବିବାର ସଟ୍ଡାଉନ୍ ବେଳେ ଭୁବନେଶ୍ୱରରେ କେଉଁସବୁ ରିଟେଲର୍ ଓମ୍ଫେଡ୍ ପ୍ରଡକ୍ଟ ହୋମ୍ ଡେଲିଭରି କରିପାରିବେ ସେନେଇ ଏକ ତାଲିକା ପ୍ରକାଶ ପାଇଛି। ତାଲିକାରେ ୨୬ ଜଣ ରିଟେଲର୍ଙ୍କ ଠିକଣା ସହ ମୋବାଇଲ ନମ୍ବର ଜାରି ହୋଇଛି। କେବଳ...
ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୪ଟି ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍ରେ...
ଭୁବନେଶ୍ୱର: ବାତ୍ୟା ‘ଅମ୍ପନ୍’ ଯୋଗୁ ଅଧିକ କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିବା ପରେ ଓଡ଼ିଶା ଅଗ୍ନିଶମ ବାହିନୀର ୩୭୨ଜଣ ସଦସ୍ୟଙ୍କୁ ୧୪ ଦିନିଆ କ୍ୱାରେଣ୍ଟିନ୍ରେ ରଖାଯାଇଛି। କୃପାଜଳ ଇଞ୍ଜିନିୟରିଂ କ୍ୟାମ୍ପସ ଏବଂ ରେଭିନ୍ୟୁ ଅଫିସର୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ରେ ହୋଇଥିବା Temporary Medical Camps(TMC)ରେ ଏମାନଙ୍କୁ...
ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ଅର୍ଥାତ୍ ୪୮ ଘଣ୍ଟା ସଟ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ୍ଡାଉନ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି...
ନୂଆଦିଲ୍ଲୀ: କୋଭିଡ୍ ୧୯ ମୁକାବିଲା ପାଇଁ ମାସ୍କ ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ନୂଆ ଗାଇଡଲାଇନ୍ସ ଜାରି କରିଛି। ଅଧିକ ସଂକ୍ରମିତ ହୋଇଥିବା ସ୍ଥାନରେ ରୋଗୀଙ୍କ ସହ ମେଡିକାଲ୍ର ସମସ୍ତ କର୍ମଚାରୀ ମେଡିକାଲ୍ ଗ୍ରେଡ୍ ମାସ୍କ ପିନ୍ଧିବା ଜରୁରୀ। ମାସ୍କ ବ୍ୟବହାର ଉପରେ WHOର ନୂଆ ଗାଇଡ୍ଲାଇନ୍ସ...
ବଲାଙ୍ଗିର: ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ପୁତୁରା। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କୁଟ୍ରାବେଡ଼ା ଗାଁରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟା କରିଥିବା ଯୁବକଙ୍କ ନାଁ କୁଶ ନାଗ୍। ମୃତକ ହେଲେ- ତ୍ରିଲୋଚନ ନାଗ୍ ଓ ତାଙ୍କ ପତ୍ନୀ ସୀମା ନାଗ୍।...