ଭଦ୍ରକ: ଭଦ୍ରକ ଜିଲ୍ଲା କୋର୍କରା ପଞ୍ଚାୟତରେ ହୋଇଥିବା ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋର୍କୋରା ଗାଁର ଜଣେ ଯୁବକ। ଗତକାଲି ରାତିରେ ଯୁବକ ଜଣକ ଟ୍ରେନ୍ ଯୋଗେ କୋଲକାତାରୁ ଫେରି କ୍ୱାରେଣ୍ଟିନ୍ ସେଣ୍ଟରରେ ରହିଥିଲେ। ହେଲେ ଆଜି ଭୋରରୁ ତାଙ୍କର ମୃତ୍ୟୁ...
ଭୁବନେଶ୍ଷର: ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ସମ୍ପର୍କିତ କାର୍ଯ୍ୟ ପାଇଁ ଆବେଦନକାରୀଙ୍କୁ RTO କାର୍ଯ୍ୟାଳୟକୁ ନ ଯିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ(State Transport Authority )ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ସାରଥୀ ପୋର୍ଟାଲ କାର୍ଯ୍ୟକ୍ଷମ ନ ଥିବାରୁ ଆବେଦନକାରୀଙ୍କୁ RTO ଅଫିସ୍ ଯିବା ପାଇଁ...
ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଆଜି ଦକ୍ଷିଣ ଓଡ଼ିଶା ଓ ଆସନ୍ତାକାଲି ସାରା ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।...
ଭୁବନେଶ୍ୱର: ବିନା ଡ୍ରାଇଭରରେ ଗଡ଼ିଲା ଟ୍ରକ୍ ! ମାଟି ବୋଝେଇ ଟ୍ରକ୍ଟି ବିନା ଡ୍ରାଇଭରରେ ବିପଜ୍ଜନକ ଭାବେ ପ୍ରାୟ ୬୦୦ ମିଟର ଯାଏ ଗଡ଼ିଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଗତକାଲି ରାତିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଆଚାର୍ଯ୍ୟବିହାର ନିକଟ ଓଭର ବ୍ରିଜ ଉପରେ ମହାରାଜା...
ନୂଆଦିଲ୍ଲୀ: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ଜିଓ ଏହାର ପ୍ରି-ପେଡ୍ ଉପଭୋକ୍ତାଙ୍କ ପାଇଁ ଲୋକପ୍ରିୟ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମ ଡିସ୍ନି ପ୍ଳସ୍ ଓ ହଟ୍ଷ୍ଟାର୍ର ୧ ବର୍ଷ ଭିଆଇପି ସବ୍ସ୍କ୍ରିପ୍ସନ୍ ମାଗଣାରେ ଉପଲବ୍ଧ କରାଇଛି। କମ୍ପାନୀ ପକ୍ଷରୁ ୱେବ୍ସାଇଟ୍ Jio.com ରେ ଦିଆଯାଇଥିବା ସୂଚନା ଅନୁସାରେ, ୪୦୧...
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଏଥିରୁ ରକ୍ଷା ପାଇବା ଲାଗି ରାଜ୍ୟ ସରକାର ନୂଆ ଗାଇଡ୍ଲାଇନ୍ସ ଜାରି କରିଛନ୍ତି। ଜାରି ହୋଇଥିବା ଗାଇଡ୍ଲାଇନ୍କୁ କଡ଼ାକଡ଼ି ପାଳନ କରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ବିଭାଗ ଓ କାର୍ଯ୍ୟାଳୟରେ ସାମାଜିକ ଦୂରତା ବଜାୟ...
ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ମୌସୁମୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ଫଳରେ ଆଗାମୀ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...
ଭୁବନେଶ୍ୱର: ଚିହ୍ନଟ ନୂଆ ୧୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରରୁ ୪ଜଣ ଅଛନ୍ତି। ୪ ଜଣଙ୍କ ମଧ୍ୟରୁ ୩ ଯୁବକ, ଜଣେ ଯୁବତୀ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ଜଣେ ଚନ୍ଦ୍ରଶେଖରପୁର, ଜଣେ ଡୁମୁଡୁମା, ୨ ଜଣ ପଟିଆରୁ ଚିହ୍ନଟ...