• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

gold
କରୋନା ମହାମାରୀ ବେଳେ ରେକର୍ଡ ଭାଙ୍ଗିଲା ସୁନା ଦର

ମୁମ୍ବାଇ: ସାରାଦେଶ ଏବେ କରୋନା ଭଳି ମହାମାରୀ ସମୟ ଦେଇ ଗତି କରୁଥିବା ବେଳେ ସୁନା ଦର ଆଜି ରେକର୍ଡ ସ୍ତରରେ ପହଞ୍ଚିଛି।  Multi-Commodity Exchange (MCX)ରେ ସୁନା ଦର‌ ଆଜି ରେକର୍ଡ ଭାଙ୍ଗିଛି। ପ୍ରତି ୧୦ ଗ୍ରାମକୁ ସୁନା ଦର ପାଖାପାଖି ୫୦ ହଜାର ଟଙ୍କାରେ ପହଞ୍ଚିଛି।...

drought
ଓଡ଼ିଶାକୁ ଆଉ ଏକ ବିପଦ !

ଭୁବନେଶ୍ୱର: କରୋନା ମହାମାରୀ ବେଳେ ଓଡ଼ିଶାକୁ ଆଉ ଏକ ବିପଦ ଆସୁଛି। ଚଳିତବର୍ଷ ରାଜ୍ୟରେ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ଅତି କମ୍ ବର୍ଷା ହୋଇଛି। ତେଣୁ ଏହି ୧୧ଟି ଜିଲ୍ଲାରେ...

ଭୁବନେଶ୍ୱରରୁ ଚିହ୍ନଟ ହେଲେ ନୂଆ ୯୧ କରୋନା ପଜିଟିଭ୍‌, ସୁସ୍ଥ ହେଲେ ୯୯

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରରୁ ୭୨ ଜଣ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ୍‌ କେସ୍ ୧୯ ରହିଛି। ଏନେଇ ଟ୍ୱିଟ୍  ବିଏମ୍‌ସି ପକ୍ଷରୁ ଯୋଗେ ସୂଚନା ଦିଆଯାଇଛି। ତେବେ ୯୯ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରେ ମୋଟ୍...

aditya das
ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ତଦନ୍ତ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୋଟିଭେସନ୍‌ନାଲ୍ ସ୍ପିକର ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ଏହି ଘଟଣାରେ ଜିଆର୍‌ପିର ତଦନ୍ତ ସନ୍ତୋଷଜନକ ନୁହେଁ, ତେଣୁ କମିଶନରେଟ୍ ପୋଲିସକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଉ...

coronavirus
ଜଣଙ୍କ ସଂସ୍ପର୍ଶରେ ଆସି ଏତିକି ହେଲେ କରୋନା ସଂକ୍ରମିତ..., ବଢ଼ିଲା ଚିନ୍ତା

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର ଜଣେ ସୁପର୍‌ ସ୍ପ୍ରେଡରଙ୍କୁ ନେଇ ଚିନ୍ତା ବଢ଼ିଛି। ମଞ୍ଚେଶ୍ୱରରେ ଥିବା ଏକ ଅଟାକଳରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୨୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ୨୬ଜଣ ଉକ୍ତ ଅଟାକଳର କର୍ମଚାରୀ ଓ ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ ଅଟାକଳର...

accident
ଲକ୍‌ଡାଉନ୍‌ ସମୟରେ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ।  ମାର୍ଚ୍ଚ ୨୪ରୁ ମେ’ ୩୧ ମଧ୍ୟରେ ୬୫% ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ପାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ(ମାର୍ଚ୍ଚ ୨୪ରୁ ମେ’ ୩୧ ମଧ୍ୟରେ) ବିଭିନ୍ନ ସ୍ଥାନରେ...

୨୫ ଟଙ୍କାର ଲୋଭ ଦେଖାଇ ଶିଶୁକୁ ନେଇଗଲେ ମହିଳା, ତା’ପରେ...

ପାରାଦୀପ: ପାରାଦୀପ ଷଣ୍ଢକୁଦ ବସ୍ତିରେ ଶିଶୁ ବଳି ଉଦ୍ୟମ ନେଇ ଅଭିଯୋଗ ହୋଇଛି। ମାତ୍ର ୨୫ ଟଙ୍କାର ଲୋଭ ଦେଖାଇ ଜଣେ ଶିଶୁକୁ ଗୁଣିଗାରେଡ଼ି ସ୍ଥଳକୁ ନିଆଯାଇଥିଲା। ଏହାପରେ ସମ୍ପୃକ୍ତ ଶିଶୁକୁ ବଳି ପାଇଁ ଉଦ୍ୟମ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଷଣ୍ଢକୁଦ ବସ୍ତିର ସତ୍ୟରଞ୍ଜନ ମଣ୍ଡଳଙ୍କ...

ମୋବାଇଲ୍‌ ଦେଖୁଥିଲେ ଯୁବତୀ, ହଠାତ୍‌ ବାହାରିଲା ଧୂଆଁ...

ନୂଆପଡ଼ା: ମୋବାଇଲ୍‌ ଦେଖୁଥିବା ବେଳେ ହଠାତ୍‌ ମୋବାଇଲଟି ଗରମ ହୋଇଯାଇଥିଲା, ଏହାପରେ ଏଥିରୁ ଧୂଆଁ ବାହାରିଥିଲା। ଭୟରେ ମୋବାଇଲ୍‌କୁ ତଳେ ଫିଙ୍ଗିବା ପରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ନୂଆପଡା ଜିଲ୍ଲା ସିନାପାଲି ଗାଁ ହାଇସ୍କୁଲପଡାରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ହାଇସ୍କୁଲପଡାରେ ରହୁଥିବା ଯମୁନା ମେହେର ନାମକ...

journalist--1
କରୋନା ଭୟରେ ପର କରିଦେଲେ ଆତ୍ମୀୟସ୍ୱଜନ, ସହାୟତାର ହାତ ବଢ଼ାଇଲେ ୪ ସାମ୍ବାଦିକ

ଆସିକା: ପାଖରେ ପଡ଼ିଛି ସ୍ୱାମୀର ମୃତଦେହ, ଆଉ କୋହଭରା କଣ୍ଠରେ କଇଁ କଇଁ ହୋଇ କାନ୍ଦୁଛନ୍ତି ସ୍ତ୍ରୀ। ପାଖରେ କେହି ନାହାନ୍ତି ସ୍ୱାମୀଙ୍କ ଶବକୁ କାନ୍ଧ ଦେବାକୁ। ଦୁଃଖ ସମୟରେ ବନ୍ଧୁବାନ୍ଧବଙ୍କଠୁ ଆରମ୍ଭ କରି ସାହି ପଡ଼ିଶା କେହିବି ମୁହଁକୁ ଚାହିଁଲେନି। ଉପାୟଶୂନ୍ୟ ହୋଇ କାନ୍ଦୁଛନ୍ତି ମହିଳା ଜଣକ।...

corona 1
ଓଡ଼ିଶାରେ କରୋନା ନେଲା ଆଉ ୬ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫ ଓ ଖୋର୍ଦ୍ଧା...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।